ନବୀନ ନିବାସରେ ରହୁଛନ୍ତି ପାଣ୍ଡିଆନ ! ଟେକୁଥିଲେ ଭଲ, ସତ କହିଲେ ମଲ || Naveen Patnaik || VK Pandian || OR

  Рет қаралды 152,388

Odisha Reporter

Odisha Reporter

Ай бұрын

ବିଜେଡି ନେତା ମାନସ ବସ୍ତିଆଙ୍କୁ ନେଇ ଦଳ ତରଫରୁ ଜାରି ହୋଇଥିବା ପ୍ରେସ ରିଲିଜକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି ମାନସ। ଏହାକୁ ବାଏଁ ବାଏଁ ଉଡାଇ ଦେବା ସହ ମିଡିଆରେ କହିବି ବୋଲି ସିଧା ଚାଲେଞ୍ଜ କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odisha #bhubaneswar #vkpandian #naveenpatnaik #naveenniwas #politicalnews #odishapolitics

Пікірлер: 503
@bhagirathibarik9956
@bhagirathibarik9956 Ай бұрын
ଯେ ପର୍ଯ୍ୟନ୍ତ Pandian କୁ ଓଡ଼ିଶା ରୁ ବାହାର କରାଯାଇନାହିଁ ସେ ପର୍ଯ୍ୟନ୍ତ BJD ଦଳ ସୁରକ୍ଷିତ ନୁହେ
@sidd5547
@sidd5547 Ай бұрын
ନବୀନ ହେଲା ଅସଲ ସୈତାନ୍। ଭାରି ଆଇଲା ନବୀନ ପ୍ରେମୀ ଟା। ତୋ ଦଳରୁ ନିର୍ବାସନ ନୋଟିସ କଣ ନବୀନ ଅଜାଣତରେ ଆସିଲା ? ପେରେମ ଦେଖଉଛି। ଶଳା ମଣିଷ ମରା ଦଳ । ନବୀନ ହେଲା ଭୟଙ୍କର ରାକ୍ଷସ।ଡକାୟତ ଶଳେ ବିଜେଡି। ଆଉ ଗୋଟିଏ ଭୋଟ ପାଇବନି।
@user-jy2jg8zv2i
@user-jy2jg8zv2i Ай бұрын
👍
@skgoud7356
@skgoud7356 Ай бұрын
Bhai badhia
@kapilpati6291
@kapilpati6291 Ай бұрын
Right
@hrusibhoi9700
@hrusibhoi9700 Ай бұрын
Ahuri bjd ku pela bro
@prakashmajhi7201
@prakashmajhi7201 Ай бұрын
ଏ.ଦଳ ମାନେ ସବୁ ମର୍ଡର ଆସାମି
@sumantakubehera5135
@sumantakubehera5135 Ай бұрын
ସତ କହିଲେ ନବୀନ କହିବ ଦଳରେ ନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ସତ କହିବାରୁ ତାଙ୍କୁ ହଟା ଗଲା
@gopalpalata6366
@gopalpalata6366 Ай бұрын
ମାନସ ବାବୁ ନବୀନ ପ୍ରେମୀ କିନ୍ତୁ ନବୀନ ପାଣ୍ଡୁ ପ୍ରେମୀ
@prasantapadhan8452
@prasantapadhan8452 2 күн бұрын
Tu sala gabagandu
@Reetikrishna
@Reetikrishna Ай бұрын
ଆଉ ପାଞ୍ଚ ବର୍ଷ ପରେ BJD ରହିବ ତ ଓଡିଶା ରେ
@rajkumarmohanty9330
@rajkumarmohanty9330 Ай бұрын
ଆରେ ବାବୁ, ଅଞ୍ଜନା କେସ ତମ ନେତାଙ୍କ ପ୍ରାୟୋଜିତ କାର୍ଯ୍ୟକର୍ମ ଥିଲା।
@amitavsarangi1883
@amitavsarangi1883 Ай бұрын
Naveen patniak is a very dangerous man... ସେ କାହାର ନୂହେଁ... ସ୍ଵାର୍ଥପର .
@mamatabeura5153
@mamatabeura5153 29 күн бұрын
ଆଉ କେହି ସାମ୍ନା କୁ ଆସୁ ନାହାନ୍ତି, ସବୁ ଚୁପ୍ ଚାପ୍ କୁକୁର ଭଳି ପଣ୍ଡିଆନ ପାଦ ଚା ଟୁଛନ୍ତି, ମାନସ ବସ୍ତିଆ ଦଳ ର ପତନ ର କାରଣ ବୁଝି ପାରିଛନ୍ତି, BJD ଦଳ ର ଦ ଏଣ୍ଡ
@ManojPradhan-uv6fg
@ManojPradhan-uv6fg Ай бұрын
ପବନା ପଟନାୟକ କୁ ଯଦି 4.5 କୋଟି ଲୋକ ଭଲ ପାଉଥାନ୍ତେ ତାହେଲେ ଗେଣ୍ଡା ଦଳକୁ 147/147 ଏବଂ 21/21 ପାଇଥାନ୍ତା
@srikantaharichandan1464
@srikantaharichandan1464 Ай бұрын
ପୁଣି ଆରମ୍ଭ ହେଲା ପାଣ୍ଡୁ ର ଖେଳ। କେବଳ ପଣ୍ଡୁକୁ ବିରୋଧ କରିବାରୁ ଏହି ବ୍ୟକ୍ତିଙ୍କୁ ଅଣଦେଖା କରାଗଲା।
@labanyamishra
@labanyamishra Ай бұрын
Odisha ରୁ BJD କୁ ହଟେଇ ଦିଅ, ଓଡିଶା କୁ ପୁରା 50 ବର୍ଷ ତଳକୁ ନେଇଯାଇଛି BJD, odisha କୁ ପୁରା ଶୋଷି କି ଖାଇଛନ୍ତି BJD ର ନେତା କୁଜି ନେତା, ଆଉ ସରକାରି ଅଫିସ
@auromita777
@auromita777 Ай бұрын
Tu janichu 25 barsa tale odisha ra abasta kn thila sabuthu gariba rajya thila 70% garibi thila odisha re ebe only 10% achi tate aau kemiti odisha darkar thila re naveen Patnaik odisha ku kouthu neiki kouthi pahancheichanti world map re odisha ku parichay dele aau tu kahuchu 50 barsa talaku neijaichi aji Bihar up chattisgarh Assam a sabu India ra sabuthu nicha talua rajya a sabu re bjp sarkar kebethu kain uparaku utheiparileni nija rajya ku bt odisha 24 barsa agaru sabuthu nicha re thila re ebe 14/15 re achi aau tu bjp supporter boli kn andha murkha nka bhali katha kahuchu olta odisha ebe again 24 barsa talaku chalija aei bjp sasana re puni gariba rajya heijiba
@mmnewsodia
@mmnewsodia Ай бұрын
ଓଡିଶା ଏବେ ୫୦ ତଳକୁ ଖସିଯିବ
@biswajeetray1296
@biswajeetray1296 Ай бұрын
​@@auromita777hariba ra karana kan, ete kama karicha jadi
@gyanyatra03
@gyanyatra03 Ай бұрын
​@@auromita777ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭଶୀଳ କରେଇଛି । ନିର୍ଭଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।
@auromita777
@auromita777 Ай бұрын
@@biswajeetray1296 bjp aau OTV Argus ra micha apaprachara jogu harichi je pandian cm haba Naveen sir hebeni jouta kebe v possible heinathanta kahinki na election re pandian chida hei nathila so janaka badalare aau kahaku se pada nabaku hele ta pain aau thare voting karajae bt Naveen aau pandian bhalase janithile pandian ku ete votes milinathanta aau semtire Naveen nije kahithile pandian only job karuchi tanka pakhare kichi padabi re nathila taku kebe b utaradhikari karnathante seita odisha loka jahaku bachithante tanka pare.. semtire b pandian odisha loka nuhan ta se kebe b heiparinathanta bt ama murkha boka odisha lokanku kiye buheiba a katha tanka brain wash karila bjp..aau I think evm machine re kichi gadbadi karaheichi kahinki na Instagram re 90% loka Naveen Patnaik nku support karuchanti
@sisirkumardas7501
@sisirkumardas7501 Ай бұрын
ଏ ମହାନ ବ୍ୟକ୍ତିକୁ ବିଜେଡି ଦଳର ଏବେ ସଭାପତି ନିଯୁକ୍ତ କରାଯିବା ଦରକାର 😂
@sisirkumardas7501
@sisirkumardas7501 Ай бұрын
ମାନସ ବସ୍ତିଆ ସ୍ୱୟଂ ଘୋଷିତ ବିଜେଡି ନେତା ଆଉ ପରମ ଭକ୍ତ l ତାଙ୍କ ଶରୀର ସାରା ଖାଲି ଶଙ୍ଖ, ନବୀନ ଆଉ ବିଜୁ ବାବୁଙ୍କ ଟାଟୁ 😂
@sachindramajhi3398
@sachindramajhi3398 Ай бұрын
ଧନ୍ୟବାଦ୍ ମନୋଜ ବସ୍ତିଆ l ଅନ୍ୟାୟ ଵିରୁଦ୍ଧ ରେ ଲଢ଼ିବାରେ ସେ ଜଣେ ହିରୋ l ବିଜୁ ଜନତା ଦଳର ସେ ଜଣେ ସଛା କର୍ମୀ l
@jatindrabarik9271
@jatindrabarik9271 Ай бұрын
ମାନସ ବସ୍ତିଆ ବାବୁ ସୌମ୍ୟରଞ୍ଜନଙ୍କ ପରି ଆପଣ BJD ଛାଡ଼ି BJPରେ ସାମିଲ ହୋଇ ନିଜର ସମ୍ମାନ ରକ୍ଷା କରନ୍ତୁ।ଥରେ ଚିନ୍ତା କରନ୍ତୁ।
@districtpublichealthoffi-zq4li
@districtpublichealthoffi-zq4li 29 күн бұрын
ଭାଇ ପାଳ ପକେଇ କାହିଁ ବିଜେଡି ରେ ଉଚ୍ଚା ହଉଥିଲା ସେ କାହାର ନୁହନ୍ତି
@subhransumaharana3691
@subhransumaharana3691 Ай бұрын
ମାନସ ବସ୍ତିଆ ସଠିକ୍ ତଥ୍ୟ ପାଇଁ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤
@monalisashetti9633
@monalisashetti9633 Ай бұрын
Right
@ajubhaicreation
@ajubhaicreation Ай бұрын
ମାନସ୍ ବାବୁ ଠିକ୍ କହିଛନ୍ତି ଯେବେଠୁ ପାଣ୍ଡିଆଁ ଅମିତସ୍ସା ସହ ରୁଦ୍ଧ ଦ୍ଵାର ଆଲୋଚନା କରିଥିଲେ ସେବେଠୁ ବିଜୁବାବୁ ଙ୍କୁ ପୋଷ୍ଟରୁ ହଟାଗଲା ତାପରେ ବିଜୁ ଜନତା ଦଳକୁ ହଟା ଗଲା 😂
@biswanathsahoo6775
@biswanathsahoo6775 Ай бұрын
ମୁଁ ମାନସ ବସ୍ତିୟା ଙ୍କ ମତାମତ କୂ ସମୂର୍ଣ୍ଣ ସମର୍ଥନ କରୁଛି
@manoranjanmullick3487
@manoranjanmullick3487 Ай бұрын
ମାନସ ଭାଇ ଠିକ କହୁଛନ୍ତି 💚ଜୟ ନବୀନ
@dwarikanathkar2461
@dwarikanathkar2461 Ай бұрын
ମାନସ ବାବୁ ଆପଣଙ୍କୁ ଦଳ ଗ୍ରହଣ କରୁନି ଏକପାଖିଆ ପ୍ରେମ କାହିଁକି?ଅନ୍ୟ କିଛି କାମରେ ସମୟ ଦିଅନ୍ତୁ ପ୍ରକୃତ ସମାଜସେବା କରନ୍ତୁ
@jaymaadurgaengineering6594
@jaymaadurgaengineering6594 Ай бұрын
ଶଳା ଅଖା ନାହିଁ ନା...... ଗୋଟେ ଟାଉଟର ତୋତେ ମିଡ଼ିଆ ଵାଲା ତୋ ବାଇଟି ନେଲେ ବୋଲି..... ଲୋକ ତୋତେ ଚିହିଁଲେ........ ତୋ ଛାତିରେ ବାଳ ଅଛି
@dhamirona8662
@dhamirona8662 Ай бұрын
ମାନସ ବସ୍ତିଆ ଜଣେ ସଛ୍ଛା ବିଜେଡି ନେତା ଏହା ଆମେ ବହୁ ବର୍ଷ ହେଲା ଦେଖି ଆସିଛୁ
@sisirkumardas7501
@sisirkumardas7501 Ай бұрын
ତାକୁ ଦେଖିଲେ ଆଉ ତା କଥା ଶୁଣିଲେ ଜଣା ପଡୁଛି 😂
@ambarishswain3233
@ambarishswain3233 Ай бұрын
Right
@Reetikrishna
@Reetikrishna Ай бұрын
ଦମ୍ ର ସହିତ target କରି ଥିବା ରୁ ଧନ୍ୟବାଦ୍
@uddhabghadia133
@uddhabghadia133 Ай бұрын
ବିଜେଡି ର ସମୟ ସରିଛି। ଅଲଗା ଦଳ ଦେଖ।
@deardevesh0416
@deardevesh0416 Ай бұрын
ମାନସ ଭାଇ ଆପଣଙ୍କ ସହିତ ଆମେ ଅଛୁ ମୁଁ ମଧ୍ୟ ଗାଁ ରେ ପାଣ୍ଡୁ ବିରୋଧ ରେ କହି ଆକ୍ରୋଶ ର ଶିକାର ହୋଇଛି ପାଣ୍ଡୁ ହଟାଅ ବିଜେଡ଼ି ହଟାଅ
@kanjiaranjitkumar3824
@kanjiaranjitkumar3824 Ай бұрын
Thanks 🙏🙏🙏👍. Bhai. Bhalakatha. Kahila
@ganeswarnayak7161
@ganeswarnayak7161 Ай бұрын
ମାନସ ବସ୍ତିଆ ତମେ ତିନି ପାଞ୍ଜିରୁ ଗଲ, ଗଣତନ୍ତ୍ର କୁ ସମ୍ମାନ କର ,କିନ୍ତୁ କାହାର କ୍ରୀତଦାସ ହୁଅନାହିଁ , ସେ ନବିନ, ହୁଅନ୍ତୁ କି ବିଯୁ ହୁଅନ୍ତୁ ,ରାହୁଲ ଖାଁ କିମ୍ୱା ନରେନ୍ଦ୍ର ମୋଦୀ ହୁଅନ୍ତୁ , କାହାରି କ୍ରୀତଦାସ ହୁଅ ନାହିଁ, ଦୁନିଆଁ ପରିବର୍ତ୍ତନ ଶିଳ ପରିବର୍ତ୍ତନକୁ ସମ୍ମାନ କର ପ୍ରକୃତୀ ପ୍ରେମିହୁଅ,ଏଵଂ ପ୍ରକୃତି ନିୟମ ମ।ନ
@BiswaranjanJena-cv3dy
@BiswaranjanJena-cv3dy Ай бұрын
ଭାଇ ଏଠି କେହି କାହାର ନୁହନ୍ତି। କାଇଁକି ନା ଲୋକ କମ ଥିଲେ ବେଳେ ବେଳେ ହିରୋ ବି 2 ଟା ରୋଲ କରେ। ଆଜି ମାନସ ଭାଇଙ୍କୁ ମୋର ପ୍ରଶ୍ନ ଯଦି ଆଜି ଓଡିଶା ରେ ବିଜେଡି ସରକାର କରିଥିଲେ ତମେ କଣ ଦଳ ବିତରେ ଚାଲି ଥିବା ଅନ୍ୟାୟ କୁ ମେଡ଼ିଆ ରେ ପ୍ରକାଶ କରି ପାରିଥାନ୍ତ କି? ଯଦି ହଁ ଯାହା ବିରୋଧ ରେ ଆଜି କହୁଛ ସେମାନେ ତମ ଦଳ ରେ ମିଶିବା 10 ରୁ 15 ବର୍ଷ ହେଲାଣି। ତା ହେଲେ ଆଗରୁ କାଇଁ ଜଣେଇ ଲେଣି ମେଡ଼ିଆ ରେ।
@laxmidharapanda6086
@laxmidharapanda6086 Ай бұрын
ସ୍ପଷ୍ଟ ଜଣାପଡୁଛି ନବୀନ ଏବେବି ତାମିଲ ପାଣ୍ଡୁର ଜେଲଖାନାରେ ବନ୍ଦୀ ! ବିଜେଡି ର ସର୍ବେସର୍ବା ଲୁଟେରା ତାମିଲ ! ନବୀନଙ୍କର କୌଣସି କଳାକାରନାମାର ଭିଡିଓ କ୍ଲିପ ପାଣ୍ଡିଆ ହାତରେ ଲାଗିଛି ଯାହାକୁନେଇ ନବୀନଙ୍କୁ ବ୍ଲାକମେଲିଙ୍ଗ କରୁଛି ! ଆଉ ତାହା ଭାଇରଲ ହୋଇଗଲେ ନବୀନଙ୍କ ଚରିତ୍ରରେ ସାଙ୍ଘାତିକ କଳାଦାଗ ଲାଗିଯିବା ଭୟରେ ନବୀନ ଭୟଭୀତ ! ଭିଡିଓ ମିଥ୍ୟା ହୋଇନଥିବେ, 100%ସତ୍ୟ ଘଟଣାର ଭିଡିଓ ନିଶ୍ଚୟ ହୋଇଥିବ !
@brahmaachary3955
@brahmaachary3955 Ай бұрын
ପଣ୍ଡିଆଣ୍ଣ ବିଜେଡି ଠାରୁ ଦୂରରେ ରହିବା ଦରକାର
@sisirkumardas7501
@sisirkumardas7501 Ай бұрын
ତାଙ୍କ କଥାରୁ ଜଣାପଡୁଛି ଏ ବାବୁ ବିଜେଡି ଦଳକୁ ଏକା ଟେକିଧରିଛନ୍ତି 😂
@ManojPradhan-uv6fg
@ManojPradhan-uv6fg Ай бұрын
କୁହାଳିଆ ପୋଷ୍ଟର ମରା ଗେଣ୍ଡା
@sabitasahoo9419
@sabitasahoo9419 Ай бұрын
Ha,ha,ha
@saubhagyaranjanbiswal3052
@saubhagyaranjanbiswal3052 Ай бұрын
ଖାଲି ସେତିକି ନୁହେଁ,,,,, ମା ଠୁ ଜନ୍ମ ହେଲା ବେଳେ ବିଜେଡି ଷ୍ଟାମ୍ପ, ନବୀନ ଟାଟୁ, ବିଜୁ ବାଜୁ ଙ୍କ ଟାଟୁ ଲାଗିକି ଜନ୍ମ ହେଇ ଥିଲା
@Jajabara46
@Jajabara46 Ай бұрын
Aau pura sabu bjd balanka pelaku tekiki dharichi. Nahele samastankara pela jhulipadiba😛😛😛😛
@sisirkumardas7501
@sisirkumardas7501 Ай бұрын
@@saubhagyaranjanbiswal3052 Ha ha ha...
@sanjayasahoo7677
@sanjayasahoo7677 Ай бұрын
ଆଉ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ ନବିନ ଵାଵୁ
@prasantapanda1703
@prasantapanda1703 Ай бұрын
କେହି କୁଚକ୍ରୀ ନୁହେଁ ରେ ବେଧ ଛୁଆ ବସ୍ତିଆ, ନିଜେ ନବୀନ ପଟନାୟକ ଗୋଟେ କୁଚକ୍ରୀ, ହତ୍ୟାକାରୀ, ରେପିସ୍ଟି, ଚୋର, ଗୁଣ୍ଡା, ଦୁର୍ନୀତିଖୋର x ମୂର୍ଖ ମନ୍ତ୍ରୀ ଥିଲା, ଏବେ ଗୋଟେ କଏଦୀ ହେଇକି ଜେଲରେ ରହିବ
@ramakantmahanta6994
@ramakantmahanta6994 Ай бұрын
ତୁମ ଭଳି ନବିନର୍ ଅନ୍ଧ ଭକ୍ତମାନଙ୍କପାଇ ଆଜି ଓସିଷା ରସାତଲଗାମି ହୋଇଛି
@gyanyatra03
@gyanyatra03 Ай бұрын
ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭରଶୀଳ କରେଇଛି । ନିର୍ଭରଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।
@jullysamal6626
@jullysamal6626 Ай бұрын
ଆଉ to bopa କରିଚି ଓଡ଼ିଶାରେ ସବୁ
@gyanyatra03
@gyanyatra03 Ай бұрын
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢ଼ିନି । ଅଶିକ୍ଷିତ ଲୋକଙ୍କ ସଂଖ୍ୟା ବି ବହୁତ୍ ପରିମାଣରେ ବଢ଼ିଛି । ତୁମ ଉତ୍ତର ହଉଛି ଏହାର ପ୍ରମାଣ ।
@gyanyatra03
@gyanyatra03 Ай бұрын
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।
@gyanyatra03
@gyanyatra03 Ай бұрын
@@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।
@sushantakumarpradhan1719
@sushantakumarpradhan1719 Ай бұрын
ଡାମରା କାଉ ଆଗରୁ ରାଉ ରାଉ ହେଉନଥିଲ ଆଜି କଣ ପାଇଁ ତୁମଦଳ ଲୋକେ ଆଉ ଶାଗୁଆ ଗାମୁଛା ପକାଇବାର ଦେଖାଯାଉନାହିଁ ।
@shivnarayanpattnaik2352
@shivnarayanpattnaik2352 Ай бұрын
ଏଥର mla vote BJP re ଦେଇଛି
@parthasarathidas8570
@parthasarathidas8570 Ай бұрын
You are absolutely right. You are the real asset of B J D
@sarupabrek3343
@sarupabrek3343 Ай бұрын
ଆଜି ବଦ୍ଧେ ନିଦ ଭାଙ୍ଗିଲା
@rakeshsahooofficial2402
@rakeshsahooofficial2402 Ай бұрын
ଯାଉନୁ ନବୀନ କୁ ଦେଖା ହବୁ
@pramodbisoyi3332
@pramodbisoyi3332 Ай бұрын
ମାନସ ବସ୍ତିଆ ଗୋଟେ ପାଗଳ.....
@sisirkumardas7501
@sisirkumardas7501 Ай бұрын
ଯିଏ ସଚ୍ଚା ବିଜେଡି ଆଉ ବିଜୁ ଏବଂ ନବୀନ ବାବୁଙ୍କ ଭକ୍ତ, ତାକୁ ନିଜ ଦେହରେ ଟାଟୁ ଦେଖେଇବାକୁ ହେବ 😂😂
@amarendradas7537
@amarendradas7537 Ай бұрын
Right😂😂😂😂
@MasterGulu1
@MasterGulu1 Ай бұрын
Thik kahile sir appana nka bholi khola hrudaya thile aji Nabin eiabasta hei no thanta. tatu❤❤bhai
@mithunkumar9355
@mithunkumar9355 Ай бұрын
I love naveen sir, manash bahi your speech is power ful,pandiyan ku hatao ,my big brother,
@NareshKanhar-fj9mr
@NareshKanhar-fj9mr Ай бұрын
ଖାଲି ଟାଟୁ ଦେଖାଇଲେ କଣହବ ଆପଣଜିତୀକି ଦେଖାନ୍ତୁ ବସ୍ତିଆବାବୁ
@SWAINSAMIRRANJAN
@SWAINSAMIRRANJAN Ай бұрын
କେବଳ ଗଣମାଧ୍ୟମ ମାନସ ବସ୍ତିଆ କୁ ଜାଣନ୍ତି ନଚେତ ଅଙ୍କୁ ଜାଣେ କିଏ।
@mr.harish4878
@mr.harish4878 Ай бұрын
ପାଣ୍ଡୁ ତାମିଲ ସରକାର ଯୋଜନା ଯୋଗୁଁ ଏ ବିଜେଡି ନେତାଙ୍କୁ ବାହାର କରାଯାଉଛି। ବିଜୁ ଜନତା ଦଳ ନୁହେଁ ତାମିଲ ଜନତା ଦଳ😂😂😂😂😂😂😂😂😂😂😂😂😂😂😂😂😂😂😂😂😂ପାଣ୍ଡୁ ବିରୋଧରେ ଯିଏ ମୁହଁ ଖୋଲିବ ସିଏ ତାମିଲ ଜନତା ଦଳରୁ ବହିଷ୍କାର ହେବ😂
@user-pu9qo1sg6p
@user-pu9qo1sg6p Ай бұрын
ଯିଏ ପ୍ରେସ ରିଲିଜ କରିଛନ୍ତି ସେ ଦଳର କେଉଁ ପଦବିରେ ଅଛନ୍ତି ପ୍ରକାଶ କଲେନି ଯେ।ମାନସ ବସ୍ତିଆ ଦଳର ସଭ୍ୟ ନୁହଁନ୍ତି କହୁଛନ୍ତି କାରଣ ସେ ମରମ କଥାଟି କହି ଦେଉଛନ୍ତି।ପ୍ରେସ ରିଲିଜ ନ କରି ଗଣମାଧ୍ୟମ ସାମ୍ନାରେ ଛିଡ଼ା ହୋଇ ସଫେଇ ଦେଉନାହାନ୍ତି କାହିଁକି ? କ'ଣ ଲଜ୍ଜ୍ୟା ଲାଗଛି? ବିଜୁ ଜନତା ଦଳଟା କ'ଣ ତାଙ୍କର ନିଜସ୍ୱ ସଂପତ୍ତି ? ପ୍ରକୃତ ସମାଲୋଚନାଟା ବାଧୁଛି ବୋଧହୁଏ।"ଚୋର ମୁହଁ ଟାଣ"।ମନେରଖିବା ଉଚିତ୍ ଯେ ନବୀନ ପ୍ରେମୀ ଯେତେ ଅଛନ୍ତି ସମସ୍ତେ ଏହିଭଳି ସମାଲୋଚନା କରିବେ ହିଁ କରିବେ।ଦଳକୁ ହରେଇ ଆହୁରି ଚାତର କଥା କହୁଛ।
@user-jy3ru9kx8i
@user-jy3ru9kx8i Ай бұрын
ସୁର ଭାଇ ଙ୍କୁ ବେଶୀ ବାଜିବ
@prangyaparamitanayak3305
@prangyaparamitanayak3305 Ай бұрын
Nabin jindabad
@itsumesh663
@itsumesh663 27 күн бұрын
BJD ହାତ ହେଲେ ନବୀନ ବାବୁ ହେଲେ ପାପୁଲି। ପାପୁଲି ଟା ଭଲ ହେଲେ କଣ ହବ, ଆଙ୍ଗୁଟି ତ ସବୁ ମାଗିଆ
@bbsenapati2245
@bbsenapati2245 Ай бұрын
Bhai you are 💯 right. I am with U
@jatinkumarbarik9574
@jatinkumarbarik9574 Ай бұрын
ଦଳ ସରକାର ରେ ଥିବା ବେଳେ ଏହି ମାନସ ବସ୍ତିଆ ପ୍ରମୁଖ ଟେଲିଭିଜନ ରେ ନିୟମିତ ବକ୍ତବ୍ୟ ରଖୁଥିଲେ ସେତେବେଳେ ତାଙ୍କୁ କାହିଁକି ମନା କଲେନି? ଏବେ ଦଳ ହାରିବାରୁ ସେ ସତକଥା କହିବାରୁ ତାଙ୍କ ପ୍ରତି ଏଭଳି ଅବିଚାର କାହିଁକି?
@babanathasahu1029
@babanathasahu1029 Ай бұрын
ନବୀନ ଛାଡ, bjd ଛାଡ ଜଣେ ସଚା ଓଡିଆ ଭାବେ ସମ୍ମାନର ସହ ଜିଇଁ,ଏଇଟା ବାୟା ହୋଇଗଲାଣି।
@prabodhapanda5184
@prabodhapanda5184 Ай бұрын
ମାନସ ଭାଇ ପ୍ରକୃତ BJD ଲୋକ, କିଛି ପ୍ରେସ release ର ମାନେ ନାହିଁ.
@jaymaadurgaengineering6594
@jaymaadurgaengineering6594 Ай бұрын
ଇଆ ଘର ଖୁଣ୍ଟଣୀ ରେ ଯିଏ ଇଆ ବିଷ ୟରେ ଜାଣି ବାକୁ ଚାହୁଁଛ.......... ମୁଁ କହୁଛି. ଇଏ ନିଜେ ନିଜେ ଟେକି ହବ ଇଆ ବୋଉ କୁ ରାଜା ବାବୁ ସରପଞ୍ଚ ରେ ଛିଡା କରିଥିଲେ ଇଆ ବୋଉ ହାରିଲା ତା ପରେ ରାଜା ବାବୁଙ୍କ ପାଖରେ କାନ୍ଦିଲା..... ତା ପରେ ରାଜା ବାବୁ ଖୁଣ୍ଟୁଣୀ ସୋସାଇଟିରେ... ପ୍ରେସିଡେଣ୍ଟ କରିଲେ... ତା ପରେ ସୋସାଇଟିରେ ଲୋକଙ୍କ ଠାରୁ ଲୋନ କରିବା ପାଇଁ ପଇସା ଖାଇଲା ତା ପରେ ରାଜା ବାବୁ ପାଟି କଲା ପରେ ଆଉ ଏକୁ କେହି ସହ ଯୋଗ କଲେନି... ତା ପରେ ରାଜା ବାବୁଙ୍କୁ ଶୋଧା ସୋଧୀ କଲା......କିଛି ଆଉ ରୋଜଗାର ନଥିବାରୁ ତାର ସାନ ଭାଇ bbsr ଭେସ୍ଟିଜିରେ କାମ କରୁ ଥିଲା...... ଗାଁ ସବୁ ବାଟରେ ଲୋନ ପଇସା ନେଇ ଥିବା ବେଳେ ଏକୁ ଲୋକ ମାନେ ଯୋଉଠି ଦେଖିଲେ ଶୋଧିଲେ ତା ପରେ ସାନ ଭାଇ bbsr ଭଡ଼ା ଘରେ ଗାଁ ଛାଡି ସାନ ଭାଇ ପାଖରେ ରହିଲା.....କିଛି ମିଡ଼ିଆ.... କିଛି ରାଜନୀତି ଲୋକଙ୍କୁ ଚିନ୍ନା ପରିଚୟ ହେଇ ପୁଣି ଚାକିରୀ କରାଇ ଦେବି କହି ଲୋଙ୍କଙ୍କ ଠୁ ପଇସା ନେଇଛି.... ତାଙ୍କୁ ଦେଖିଲେ ଲଚୁଛି......(..ମାନସ ବସ୍ତିଆ ଗୋଟେ ବଡ଼ ବାଇଆ ଟେ ) ମୁଁ ଯଦି ମିଛ କହୁଛି ତାହାଲେ ଇଆର ଠିକଣା ରେ ବା ଖୁଣ୍ଟୁଣୀ କୁ ଯାଇ ଟିକେ ବୁଝି ନିଏ ଆଗକୁ ମାନସ ବସ୍ତିଆ ବିଷୟରେ ବହୁତ କିଛି କଥା ଅଚ୍ଛି ମୋର ପଇସା ନ ଫେରେଇଲେ ଏକୁ ଯୋଉଠି ଦେଖିବି ଜୋତା ବା ଚପଲରେ ସେକିବି ଶଳାକୁ ରାଜ ରାସ୍ତାରେ ସେତିକି ବେଳେ ମୋ ପରିଚୟ ଦେବି
@dillipkumarsahoo1133
@dillipkumarsahoo1133 Ай бұрын
ତମ ତମ ଭିତରେ ଜୋର୍ ରେ ପେଲା ପେଲି ହୁଅ,😭👎 ଆମେ ମଝି ମଝି ରେ ତେଲ ଟିକିଏ ଦଉ ଥିବୁ ,🤪 ଯେତେ ବେଳେ ପର୍ଯ୍ୟନ୍ତ ଗୋଲାପ ହୋଇ ନ ଛିଡିଚି 🖕👎😭🤪😂🤣😂🤪
@pinku654
@pinku654 Ай бұрын
😂😂😂
@dillipkumarsahoo1133
@dillipkumarsahoo1133 Ай бұрын
@@pinku654 ଧନ୍ୟ ବାଦ ଭାଈ 👌👏🫶👍🤪😂🤣
@rameshchandraswain9660
@rameshchandraswain9660 Ай бұрын
Thank you Manas Babu.
@BailochnNayak
@BailochnNayak Ай бұрын
ମୁଁ କହିବାକୁ ଚାହେଁ bjd ଓଡ଼ିଶାର ଭଲ ବିକାଶ କରିଥିଲା ମୂଳ ରୁ ଗଲା କାହିଁକି
@user-tk6qm7gd4s
@user-tk6qm7gd4s Ай бұрын
କାଳିଆ ଷଣ୍ଢ ଆପଣ ଟିକେ ଚୁପ ରୁହ
@Ab11979
@Ab11979 Ай бұрын
You are right person
@user-ud1lp4oh5t
@user-ud1lp4oh5t Ай бұрын
BJP ସରକାର ନବୀନ ପଟ୍ଟନାୟକ ଙ୍କୁ କେବେ ଜେଲ ରେ ପୁରେଇବ
@DON-BBSR
@DON-BBSR Ай бұрын
ତୁ ଗୋଟେ ନାଳୁଆ ଟା ଓଡିଶା ରେ ମିଟୁ ମିଥୁନ ଯାହା ତୁ ସେଇୟା
@brajakishorepadhi4022
@brajakishorepadhi4022 Ай бұрын
ନବୀନ ଚିଟଫଣ୍ଡ, ରତ୍ନ ଭଣ୍ଡାର, କୋଇଲା ଚୋରି ରେ ଗିରଫ ହୋଇ ଜେଲ୍ ଯିବ ଅପେକ୍ଷା କର ଢାହୁକ। ନବୀନ ଗାଣ୍ଡି ରେ କୁକୁର ଗେହିବେ ତୁ ନିଜେ ଦେଖିବୁ।
@AshisPradhan-hi8df
@AshisPradhan-hi8df Ай бұрын
Nabin babu sabubele odisha lokanka heart' re thile achanti au rahithibe but jagannathnkra icha re odisha re paribartana heichi
@SureshMuduli-ru9wo
@SureshMuduli-ru9wo Ай бұрын
Sata kahila Bhai bastia
@user-iz3kq6xp1g
@user-iz3kq6xp1g Ай бұрын
ଠିକ୍ କଥା, ମୁଁ ଭାବିଥିଲି ଇଏ ଜଣେ ସମାଜସେଵୀ ଇଏ ଜଣେ ନେତା
@purnachandrapradhan2156
@purnachandrapradhan2156 Ай бұрын
Janatankara seba kariba nabin patnaik amara neta
@20NEW-MUSIC
@20NEW-MUSIC Ай бұрын
ନବୀନ ହେଲା ଗୋଟେ ହିଞ୍ଜଡ଼ା। ପାଣ୍ଡିଆନ ହେଲା ସ୍ବାମୀ।
@rashmitabadatya4650
@rashmitabadatya4650 Ай бұрын
Na na,,panda is hinjda, nabin swamo
@chittaranjanpandey6404
@chittaranjanpandey6404 Ай бұрын
ଘୁଷୁରୀ ଟା କିଏ, ଗଣ୍ଡା ଭଳିଆ ଲାଗୁଚି କାଜିରାଙ୍ଗା ନେଇଯାଅ, ତୋ ମୁହଁ ରେ କିଏ ଝାଡା ଫେରୁନି
@SurendrarautSurendraraut-uf1th
@SurendrarautSurendraraut-uf1th Ай бұрын
ଆମେ ଆସ୍କାବାସୀ ନବୀନ ପଟ୍ଟନାୟକ କୁ ପ୍ରଥମେ ଭୋଟ ଦେଇ ନେତା କରିବା ଆମର ପ୍ରଥମ ଦୋଷ
@chittaranjanpandey6404
@chittaranjanpandey6404 Ай бұрын
ହରେ ଶଳା ଏବେ ଗୋବର ହେଇଗଲା, ଆଗୁରୁ ତା ଗୋବର ଖାଉଥିଲୁ
@kedarnathnayak7680
@kedarnathnayak7680 Ай бұрын
VK Pandian sadajantrakari taku Odisha ru tadantu
@sangeetaagarwal9112
@sangeetaagarwal9112 Ай бұрын
Brave man .well said
@minakumaridashmahapatra181
@minakumaridashmahapatra181 Ай бұрын
You are right bro.
@satyanayakodiavlogs
@satyanayakodiavlogs Ай бұрын
ଟାଟୁ ଦେଖାଓ ଦେଖାଓ କେମିତି ଟାଟୁ ଅଛି ଦେଖିବା 😄😄😄
@padmanavbaliarsingh5237
@padmanavbaliarsingh5237 Ай бұрын
ନବୀନ ପଟ୍ଟନାୟକ କେତେ ଭଲ ଏଇ କଥାଟି ତାର ପ୍ରମାଣ,ଏବେବି ପାଣ୍ଡିଆଁ ପ୍ରେମରେ ନବୀନ, ଅଣ ଓଡ଼ିଆ ପ୍ରେମ ରେ ଓଡିଶା କୁ ଟେକି ଦେବାର ପ୍ରୟାସ
@rabinarayanpradahan9380
@rabinarayanpradahan9380 Ай бұрын
ଯା' .... "ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ" ଗଲା,,,,,,😅
@srikantsahoo6563
@srikantsahoo6563 Ай бұрын
ନବୀନ ପଟ୍ଟନାୟକ ପାଣ୍ଡୁ ବ୍ୟତୀତ କାହାକୁ ବିଶ୍ୱାସ କରନ୍ତି ନାହିଁ।
@antarjyamipanigrahi1679
@antarjyamipanigrahi1679 Ай бұрын
😂😂😂😂
@madanmohandisari1617
@madanmohandisari1617 Ай бұрын
କଂଗ୍ରେସକୁ ହରେଇବା ପାଇଁ ବିଜେପି ଦ୍ୱାରା ଗୋଡ଼ିତ ଏ ଦଳ, ବିଜେଡିକୁ ଭାଙ୍ଗିବା ପାଇଁ କଂଗ୍ରେସର ଷଡଯନ୍ତ୍ର ହେଇଥିବ, ବସ୍ତିଆ ବାବୁ ଠିକ କହୁଛନ୍ତି, ଏବେ ବିଜେଡିର ମୂଳପଚ ହେଲା MP ଏବେ ବିଜେପି କଂଗ୍ରେସ ଫାଇଟ ହେବ,
@rameshmajhi4317
@rameshmajhi4317 Ай бұрын
ଆମେ ଏବେ ଛୋଡ଼ିବୁ, ମୋଡ଼ିବୁ, ପାୱାର ଥିଲ କଣ କରୁଥିଲ 25ବର୍ଷ ଓଡ଼ିଶା ରେ । ଆବେ CBI enquiry ହେବ।ଓଡ଼ିଶା ବାସୀ କୁ sentimental fool ବନାଇ ରଖୁ ଥିଲ ।ଆପଣ ମାନେ ଖୁସି ତ ମୋ ବାଳ ତ
@srikantablogs2350
@srikantablogs2350 Ай бұрын
ଏବେ ପୁଡ଼ୁଛି ତମର ଆହୁରି ପୁଡ଼ିବ ☝️
@ameutkalia
@ameutkalia Ай бұрын
ଏ ବ୍ୟକ୍ତିଜନଙ୍କ ବିଜେଡ଼ି ସରକାରରୁ ଗଲାପରେ ହଠାତ ଉଭା କୋଉଠୁ ହେଲେ ତାହା ସିଏ ଜାଣିଥିବେ। ଲାଗୁଛି ମୁହଁ ଚିହ୍ନଇବାକୁ କିଛି ଏମିତି କଥା କହି ଫାଇଦା ନେବାକୁ ବାହାରିଗଲେ।କାଇଁ କେବେ ତ ଦଳୀୟ କାର୍ଯ୍ୟଳୟ ପ୍ରେସ ବିଜ୍ଞପ୍ତିରେ ଆମେ ଦେଖିନୁ ତ।ଆପଣ ଯଦି ଦଳର ଶୃଙ୍ଖଳିତ କର୍ମୀ ତାହାଲେ ଦଳ ଓଟିଭି କୁ ବୟକଟ କରିଛି ହେଲେ ଆପଣ ଦଳୀୟ ଶୃଙ୍ଖଳ ଭଙ୍ଗ କରି ଡିବେଟରେ ଭାଗ ନେଉଛନ୍ତି କଣ ପାଇଁ?
@rameshmajhi4317
@rameshmajhi4317 Ай бұрын
କାହିଁ ନବୀନ ପଟ୍ଟନାୟକ କଣ ଛୋଟ ଚୁଆ ,ବୁଢ଼ା ଜାଣି ପାରୁ ନାହିଁ, ବୁଦ୍ଧି ଭ୍ରାଷ୍ଟ ଥିଲା, ତାମିଲ ଠାରୁ ମନ୍ତ୍ରୀ ବୁଦ୍ଧି ନେଉଥିଲେ , ଏବେ ଯେତେ ଘୋଡ଼ାଇ ବୁ ସେତେ ବାହାରିବ😊😊😊
@rushbasaha5496
@rushbasaha5496 Ай бұрын
ଭୋଟ ପୂର୍ବରୁ ପାଣ୍ଡୁର ପାଦ ଚାଟୁ ଥିଲୁ ଏବେ କଣ ହେଲା ହେତକି କହନରେ ଟାଉଟର
@Aditya.aditya.
@Aditya.aditya. Ай бұрын
ସତ କହିଲେ ବାମ୍ଫ ନବ , ତା ମାନେ vote ପୂର୍ବରୁ ତମେ ଭୁଲ କହୁଥିଲ
@artabandhupatra5116
@artabandhupatra5116 Ай бұрын
ନିର୍ଲ୍ଲଜ ଟିଏ, ନବୀନ ତ ପାଣ୍ଡୁ କୁ କୁଣ୍ଢେଇ ଧରିଛି, ତୁ କାହିଁକି ଭୋକୁଛୁ??
@LokanathBehera-ip3ll
@LokanathBehera-ip3ll Ай бұрын
ନବୀନ ବାବୁ। ଯଦି। ନିର୍ଦ୍ଦୋଷ। ତେବେ ସେ ଏକାଧିକ ନିର୍ବାଚିତ। ବ୍ୟକ୍ତିଙ୍କୁ ବିଶ୍ୱାସ। ନା କରି। ଜଣଙ୍କୁ ବିଶ୍ୱାସ। କରି। ସବୁକାମ। କରିପାରୁଥିଲେ। କେମିତି???ସମସ୍ତେ। ଖାଲି। ପାଣ୍ଡିଆଁ ଦୋଷ। ଦେବାରେ। ଲାଗିଛନ୍ତି। ଏ ସବୁ। ବେକାର
@suvendusahu7648
@suvendusahu7648 Ай бұрын
ୟାକୁ ଗିରଫ କରାଯାଉ. କାହିଁକି ବିତର୍କ ରେ ମିଛ କହୁଥିଲେ?
@amiyakumarbehera5701
@amiyakumarbehera5701 Ай бұрын
I salut basti sir
@chittaranjanbehera8477
@chittaranjanbehera8477 Ай бұрын
Good personality
@bijayparida8085
@bijayparida8085 Ай бұрын
ଠିକ୍ କଥା
@SumitDas-xe3ut
@SumitDas-xe3ut Ай бұрын
Right sir
@bishnupradhan8661
@bishnupradhan8661 Ай бұрын
Right bhai
@PriyankaPriyadarshiniSwain
@PriyankaPriyadarshiniSwain Ай бұрын
Right
@SWAINSAMIRRANJAN
@SWAINSAMIRRANJAN Ай бұрын
ମାନସ ବସ୍ତିଆ କୁ କେବେ ଆମେ BJD ମୁଖ୍ୟଙ୍କ ସହିତ କେବେ ଦେଖିନୁ। ତେଣୁ ଯାହା କୁହାଯାଇଛି ସମ୍ପୂର୍ଣ୍ଣ ଠିକ।
@adityanathtripathy4916
@adityanathtripathy4916 Ай бұрын
I like it
@ajaykumardash9999
@ajaykumardash9999 Ай бұрын
Jay hoo
@JogeswarMajhi-lt7hj
@JogeswarMajhi-lt7hj Ай бұрын
ମାନସ ବସ୍ତିଆ ଙ୍କ ମନ୍ତବ୍ୟ BJP କୁ ଭଲ ସୁହାଇବ
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 124 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 16 МЛН
БАБУШКИН КОМПОТ В СОЛО
00:23
⚡️КАН АНДРЕЙ⚡️
Рет қаралды 15 МЛН
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 124 МЛН