Naveen Fears Rebellion, Carries Out BJD Meeting Under High Security | Nirbhay Gumara Katha

  Рет қаралды 136,224

Nirbhay

Nirbhay

Ай бұрын

Naveen Fears Rebellion, Carries Out BJD Meeting Under High Security | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: kzfaq.info/love/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 570
@saratsahoo268
@saratsahoo268 Ай бұрын
ବିଜୁ ବାବୁ ଜନନେତା କିନ୍ତୁ ନବୀନ, ବୁରୋକ୍ରାଟ ନେତା । ନବିନ କେବଳ ଲୋକପ୍ରିୟ ଚାଉଳ ଯୋଗୁ।
@user-kt4sh2sm6s
@user-kt4sh2sm6s Ай бұрын
ଦେବ ତୁଲ୍ଯ ବିଜୁବାବୁଙ୍କ ଗୋଟିଏ ବି ଗୁଣ ନବୀନବାବୁ ଆଣିପାରି ନାହଁନ୍ତି।
@krishnasatapathy2088
@krishnasatapathy2088 Ай бұрын
Kintu kangal odisha ku biswa Darbar re sanmanita kareideichanti
@jashobantanpanda3127
@jashobantanpanda3127 Ай бұрын
Right
@omsahoo4370
@omsahoo4370 Ай бұрын
@@krishnasatapathy2088 kou parameter re ?? biswa daebar re ??
@krishnasatapathy2088
@krishnasatapathy2088 Ай бұрын
@@omsahoo4370 kaha support or against re na jai jadi neutral point of view ru alochana karibe nije janiparibe.
@melisha4236
@melisha4236 Ай бұрын
@@SidharthMishra99 right
@user-lc1tf3up7x
@user-lc1tf3up7x Ай бұрын
ବିଜୁ ପଟ୍ଟନାୟକ ର ପରିବାର ବର୍ତ୍ତମାନ ଖ୍ରୀଷ୍ଟିଆନ ପରିବାର ହେଇଯାଇଛି ,
@melisha4236
@melisha4236 Ай бұрын
Right
@jashobantanpanda3127
@jashobantanpanda3127 Ай бұрын
Right
@gourangasa6027
@gourangasa6027 Ай бұрын
ପୁରାପୁରି ଠିକ କଥା। ବିଜୁ ପଟ୍ଟନାୟକ ଙ୍କ ପରିବାର ବର୍ତ୍ତମାନ ଏକ ଖ୍ରୀଷ୍ଟିଆନ ପରିବାର।
@rameshchandraswain2153
@rameshchandraswain2153 Ай бұрын
Pandu go out Nabinji
@surendranarayanpanda8021
@surendranarayanpanda8021 Ай бұрын
ବିଜୁବାବୁଙ୍କୁ ଛାଡି.ତାଙ୍କର ପରିବାର ର ସମସ୍ତେ.ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି. ତାହା ନବୀନ ବାବୁ ପୋପ ଙ୍କୁ ସାକ୍ଷାତ କରିବା ତାହାର ପ୍ରମାଣ.
@saratmishra7100
@saratmishra7100 Ай бұрын
ଇଣ୍ଟରନେଟ୍ ସୂତ୍ରରୁ ଜଣ ପଡୁଛି, ଶ୍ରଦ୍ଧା (physio) ଓ Pandian ପୂର୍ବତନ CM ଙ୍କୁ କବଜା କରି ରଖିଛନ୍ତି। Pandian ନବୀନ ନିବାସ ରେ ରହୁଛନ୍ତି। ତେଣୁ BJD ଦଳ ଯେ Pandian ଙ୍କ କବଳରେ, ଏଥିରୁ ସ୍ପଷ୍ଟ ବାରି ହେଉଛି। ତେଣୁ ଦଲ ର ବିଭାଜନ ଅବସମ୍ଭ୍ୟାବି।
@thirdeye9492
@thirdeye9492 Ай бұрын
ପଚିଶ ବର୍ଷର ପାପ ଖାଏ ହୋଇ କାଳ ସର୍ପ ବିଶ୍ୱାସରେ ଦେଇ ବିଷ ଡାକେ ନିଜ ସର୍ବନାଶ ହୋଇ ଅନ୍ଧ କାଲ ଜଡ଼ା ଏ ଜାତିକୁ କରିଛି ମଡା ଶ୍ଵାନ ଶୃଗାଳର ମେଳ ବୃଦ୍ଧ ଜରଦ୍ଗବ କୋଳ ଖଣି ପାଣି ଭୂମି ଲୁଟି ଜଗାକୁ ମାଇଛି ପଟି ମାଆ ମାଟି ପାଇଁ ମୋହ ବି-ଜାତିର କାହିଁ କହ????? 😢😢😢
@Manoranjansahoo34680
@Manoranjansahoo34680 Ай бұрын
ଖୁବ ସୁନ୍ଦର କବିତା 👌👌👌
@nibarandas9776
@nibarandas9776 Ай бұрын
Wah!
@jayantakumarmohanty9050
@jayantakumarmohanty9050 Ай бұрын
ଅନେକ ଥର କହିଛି....ବିଜୁ ବାବୁ ହାରି ହାରି HERO...ନବୀନ ବାବୁ ଜିତି ଜିତି ZERO.
@tusarkantasahu1064
@tusarkantasahu1064 Ай бұрын
😂😂👌
@basantajena5418
@basantajena5418 Ай бұрын
Sir ଭୁଲିଗଲେ, ଜଗତସିଂହପୁର, ଯାଜପୁର ଓ କନ୍ଧମାଳ ନୁହେଁ, କେନ୍ଦ୍ରାପଡ଼ା ଭଳି ବିଜୁବାବୁ ଙ୍କ ଗଡ଼ ରେ ବି ଚିତ ମାରିଲା ବିଜେଡି | ମନେ ପକାନ୍ତୁ, 1980 ଓ 1984 ଇନ୍ଦିରା ଗାନ୍ଧୀ ହତ୍ୟା ପର ଅନୁକମ୍ପା ହାୱା କୁ ବି ବିଜୁ ବାବୁ ଉଡେଇ ଦେଇଥିଲେ ଓ କେନ୍ଦ୍ରାପଡ଼ା ରୁ ବିଜୟୀ ହୋଇଥିଲେ | ଅର୍ଥାତ 20 କଂଗ୍ରେସ ଓ 1 ଜନତା ଏବେ 2024 ରେ 20 ବିଜେପି ଓ 1 କଂଗ୍ରେସ | ବିଜେଡି ଦୃଶ୍ୟପଟ ରୁ ଗାୟବ |
@samirnayak3768
@samirnayak3768 Ай бұрын
ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ସବୁର ସୃଷ୍ଟିକର୍ତ୍ତା ନବୀନ ବାବୁ
@trilochanpatnaik6321
@trilochanpatnaik6321 Ай бұрын
ଓଡ଼ିଶାରେ ଇତିହାସ ରେ ନବୀନ ପଟ୍ଟନାୟକଙ୍କ ସଦୃଶ ଜଣେ villian ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଦେଖିନଥିଲେ।
@nabakishorelenka1915
@nabakishorelenka1915 Ай бұрын
"ଅନ୍ଧ ଧୃତରାଷ୍ଟ୍ର ସୁରାପାନ ଓ ପୁତ୍ର ମୋହ ରେ ନିମଗ୍ନ" ଏହି ମତାମତ ଟି ଯେଉଁ ଭାଇ ଦେଇଛନ୍ତି ତାଙ୍କୁ ମୋର ଆନ୍ତରିକ ଶ୍ରଦ୍ଧା ଓ ସମ୍ମାନ।
@Jagannath-oc9ht
@Jagannath-oc9ht Ай бұрын
ବିଜୁ ସିଂହ ହେଲେ ନବୀନ ସ୍ରୁଗାଳ, ବିଜୁ ସ୍ବର୍ଗ ହଲେ ନବିନ ଏକ ମଞ୍ଚ , ବିଜୁ ଗିବର ହିମାଳୟ ହେଲେ ନବୀନ ଏକ ଗ୍ଲୁମ।
@PurnachandraBehera-if5tu
@PurnachandraBehera-if5tu Ай бұрын
କେହି ନବୀନ ବାବୁ ଙ୍କୁ ଭଲ ପାଆନ୍ତି ନାହିଁ। କେବଳ ମାଗଣା ଖିଆ ଙ୍କ ପାଇଁ ପ୍ରିୟ।
@geetaranisamal6638
@geetaranisamal6638 Ай бұрын
ନବୀନ ବାବୁଙ୍କ ଅବସ୍ଥା ଦେଖି ହସ ଲାଗୁଛି। କେତେ ଲୋକଙ୍କୁ ଭୁଆଁ ବୁଲାଇ ଦେଶ କୁ ଶାସନ କରିଛନ୍ତି ୨୪ ବର୍ଷ। ଆଜି ଏ ଅସହାୟତା ର ସୃଷ୍ଟିକର୍ତ୍ତା ସେ ନିଜେ।
@bhubanmohanty3853
@bhubanmohanty3853 Ай бұрын
ବିଧାନ ସଭାକୁ ଆସିଲେ ସିନା ବିରୋଧୀ ଦଳର ଭୁମିକା ନିର୍ବାହ କରିବେ
@satishchandrabehera7291
@satishchandrabehera7291 Ай бұрын
ଯେଉଁଠି ଭୁଲ୍, ସେଇଠି ବେଶୀ ଭୟ। ଚବିଶ ବର୍ଷର କେଡେ ବଡ ଭୟ।। ଜୟ ଜଗନ୍ନାଥ!!!
@chhabindramansingh73
@chhabindramansingh73 Ай бұрын
Bjd ର ସ୍ୱାଭିମାନ ନଥିଲା, ଲୋକଙ୍କ କାମ କରୁନଥିଲେ ଖାଲି ଲୁଟିବାରେ ବ୍ୟସ୍ତ ଥିଲେ, ନିଜଭିତରେ ପ୍ରତିଯୋଗିତା କରୁଥିଲେ, ସେଥିପାଇଁ ତାମିଲିର ଚାମଚା ଗିରି କରୁଥିଲେ, ତେଣୁ ଡର
@dibyaranjantripathy4642
@dibyaranjantripathy4642 Ай бұрын
ଏ ଦଳ ରେ କିଛି ରହିବ ନାହିଁ। ଅଧେ ବିଜେପି ଆଉ ଅଧେ କଂଗ୍ରେସ ପଳେଇବେ ।
@ArunDas-hc5zz
@ArunDas-hc5zz Ай бұрын
ଆପଣା ହସ୍ତେ ଜିହ୍ୱା ଛେଦି ,କେ ଅଛି ତାର ପ୍ରତିବାଦୀ ।
@SradhanjaliPanda-pc4hx
@SradhanjaliPanda-pc4hx Ай бұрын
ଆପଣଙ୍କର ସତ୍ୟ କଥା ଶୁଣି BJD ର କୁକୁର ମାନେ ଭୋ ଭୋ ହଉଛନ୍ତି......But ଆପଣଙ୍କୁ ମୋର Request ଆପଣ ଏମିତି ସତ୍ୟ ଘଟଣା କୁ ଲୋକ ଲୋଚନକୁ ଆଣନ୍ତୁ
@tapasswain3231
@tapasswain3231 Ай бұрын
BJD ra posa kukura Abe BJD ra pagala kukura hei rasta ghata re buluchanti ,So pakhare sabubele Anti-rabbies injunction rakhiba bhala nahela electric stick .
@subodhadas2320
@subodhadas2320 Ай бұрын
13:30 😅
@skdsingerkumarsaroj655
@skdsingerkumarsaroj655 Ай бұрын
ବିଜେଡି କୁ ଯେଉଁ ମାନେ ପୁରା ସ୍ୱଛ ସରକାର ଭାବୁଛନ୍ତି ସେମାନେ ଆପଣଙ୍କ ର ବାର୍ତ୍ତା ଟିକେ ଶୁଣି ବା କଥା ଜୟ ଜଗନ୍ନାଥ
@tapasswain3231
@tapasswain3231 Ай бұрын
Bhai semane asi comment re gali karuchanti tanka dehare jauni sata katha.
@ishwarchandra3980
@ishwarchandra3980 Ай бұрын
@@tapasswain3231 ରକ୍ତକୁ ରକ୍ତ କାଟେ 😆
@susantasahoo9544
@susantasahoo9544 Ай бұрын
ନବୀନ ପଟ୍ଟନାୟକ ବାବୁ ନିଜ ଦଳର କର୍ମକର୍ତ୍ତା ମାନଙ୍କ ଉପରେ ଭରସା ନାହିଁ।କର୍ମକର୍ତ୍ତା ମାନେ ବର୍ତ୍ତମାନ ନବୀନ ବାବୁ ଙ୍କୁ ସନ୍ଦେହରେ ଦେଖୁଛନ୍ତି।pandian ବାବୁ ନବୀନ ବାବୁଙ୍କର୍ ସେଭଳି କିଛି ଗୁପ୍ତ କଥା ଜାଣିଛନ୍ତି ତାହା ପ୍ରକାଶ କଲେ ନବୀନ ବାବୁ ଜନମନସରେ ନିନ୍ଦିତ ହେବେ।ତେଣୁ ସମସ୍ତେ ବିଜେଡି ନେତା ତଥା ଓଡ଼ିଶା ବାସୀ ଜାଣନ୍ତି pandian ବାବୁଙ୍କ ଯୋଗୁ ଦଳ ହାରିଲା ।କିନ୍ତୁ ନବୀନ ପଟ୍ଟନାୟକ ବାବୁ pandian ଙ୍କ ଦୋଷ ନାହିଁ ବୋଲି କହୁଛନ୍ତି ।ଯଦି g ନିର୍ବାଚନରେ ବିଜେଡ଼ି ସରକାର କରିଥାନ୍ତା,ତେବେ pandian ବାବୁ ଙ୍କୁ ଦାୟିତ୍ଵ ଦେଇ କାଉପୁନି ପିନ୍ଧି କମଣ୍ଡଳ ଧରି ନବୀନ ବାବୁ ସନ୍ନ୍ୟାସ ନେଇ ସାରନ୍ତାଣି।
@bishnucharnrana3282
@bishnucharnrana3282 Ай бұрын
ବାପା ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ପୁରା କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଲାଗିଗଲା ସତ କିନ୍ତୁ ପୁରା ହୋଇ ପାରିଲା ନାହିଁ ବରଂ ନିଜେ ଅଧୁରା ହୋଇଗଲେ ।
@chhabindramansingh73
@chhabindramansingh73 Ай бұрын
36ମସିଆ କୁ ସମୟ ନେଇଥିଲେ ନବୀନ, ଲୋକ ଦେଲେନି କିଆଁ
@gayatreemahapatra4481
@gayatreemahapatra4481 Ай бұрын
Biju Babu nka swapna ku purana Kariba pain swapna dekhiba pain bhagya n karma darkar. That's not a pila khela.
@newbestknow4141
@newbestknow4141 Ай бұрын
ବିଜୁବାବୁ ଦିନରେ ନା ରାତି ରେ ସପନ ଦେଖିଥିଲେ.
@unparhi
@unparhi Ай бұрын
The analytical discussion is unique .
@Manoranjansahoo34680
@Manoranjansahoo34680 Ай бұрын
@@chhabindramansingh73 36 ମସିହାକୁ ନବୀନବାବୁ ଥିବେ ତ?2000 ରୁ 2024 ସମୟ କୁଳେଇଲା ନାହିଁ ଯେ ପୁଣି 36, ବିଜୁବାବୁ ତାଙ୍କର ଅଧୁରା ସ୍ୱପ୍ନକୁ ନବୀନବାବୁ କାନରେ କହିଦେଇଥିଲେ ନା ଖାତାରେ ଲେଖିକି ଦେଇଥିଲେ?
@deepakacharya3892
@deepakacharya3892 Ай бұрын
NO, ନବୀନ ବାବୁ ବହୁଭଳି ଭଳି ବିଶ୍ୱାଘାତକତାର ଶିକାର ହେଲେ। CBI/ED ମାମଲାରୁ ରକ୍ଷା ନିମନ୍ତେ ବବି ଦାସ ଏବଂ ପାଣ୍ଡୁ ଅମିତ୍ ଶାହା ସହ ବୁଝାମଣା କରିଥିଲେ। ରାଜ୍ୟବାସୀ BJP କୁ ଭୋଟ ଦେବାର ସନି ଦଶା ବହୁତ୍ ଶୀଘ୍ର ଭୋଗିବେ। ଛପରଫାଡ ଖଣି ଲୁଟ୍, ବବି ଏବଂ ପାଣ୍ଡୁ BJP JOIN, ଗୁଣ୍ଡାରାଜ୍ ଚାଲିବ। ତାମିଲ ପରେ ଏବେ ଓଡ଼ିଶା କୁ ଶାସନ କରିବ ଗୁଜରାଟ। ମାଝୀ ର ଚପଲ ମୁଣ୍ଡିଆ ର ଓକାତ ZERO।
@netajidash9367
@netajidash9367 Ай бұрын
ପୁଅକୁ ବାପ ଯିମିତି ଚିହ୍ନିବ ଆଉ କିଏ ପାରିବ କି? ସେଥିପାଇଁ ବିଜୁବାବୁ ଡରୁଆ ପୁଅକୁ ତାଙ୍କ ଅନ୍ତେ ଉତ୍ତରାଧିକାରୀ କରି ନଥିଲେ।
@dhaneswardas7823
@dhaneswardas7823 Ай бұрын
ବିଜୁବାବୁ ରିକ୍ସାବାଲା ସହିତ କଥା ହୋଇ ଅନେକ ଥର ବିଧାନସଭା ଯାଇଛନ୍ତି।
@user-sk6cm7km1g
@user-sk6cm7km1g Ай бұрын
କେବଳ.. ଧର୍ମର ଜୟ ହୋଇଛି ସାର଼ । କିନ୍ତୁ ମହାଭାରତ ପରିପୂର୍ଣ୍ଣତା ପାଇଁ ଆହୁରି ଗୋଟେ ଦିନ ବାକି ଅଛି ! ଖୁବ୍ ନିକଟ ଏହା ମଧ୍ୟ ହିସାବ ହୋଇଯିବ। "ହରେ କୃଷ୍ଣ"
@mahendrakumarnayak3039
@mahendrakumarnayak3039 Ай бұрын
ନମସ୍କାର, ଆଜ୍ଞା ଆପଣ ଠିକ୍ କହିଛନ୍ତି। ଦେଖୁ ନାହାନ୍ତି, ରାସ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ଆମେ ୪୫ ରୁ ୫୦ ମିନିଟ ଖରା ବର୍ଷା ରେ ଏ ଜି ଛକ ରେ ବଡ଼ ଅସହିଷ୍ଣୁ ଭାବରେ ଅପେକ୍ଷା କରୁଥିଲୁ। ଅଥଚ ଗତକାଲି ସାନ୍ଧ୍ୟ ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଲୋକସଭା ଭବନରୁ ଫେରୁଥିଲେ କିନ୍ତୁ ଆମକୁ ଜଣା ପଡିଲା ନାହିଁ ଯେ ମୁଖ୍ୟମନ୍ତ୍ରୀ କେତେବେଳେ ପୋଲିସ ସୁରକ୍ଷାରେ ଚାଲିଗଲେ। ନିର୍ବାଚନ ପୂର୍ବରୁ ଭି:କେ:ପି ବିଦ୍ରୋହ ପାଇଁ ଡରୁଥିଲେ, ତେଣୁ ସେ ନିଜେ ହିଁ ପ୍ରଚାର କରୁଥିଲେ। ଆଉ ନିର୍ବାଚନ ପରେ ବର୍ତ୍ତମାନ ବିଜେଡି ସୁପ୍ରିମୋ ନିଜେ ସେହି ବିଦ୍ରୋହ ର ସାମ୍ନା କରିବାକୁ ବାଧ୍ୟ। କୁରାଢି ନିଜ ଯାଗାରେ ଥିଲା ଏମାନେ ଦୁଇଜଣ ନିଜର ଗୋଡ଼କୁ ନେଇ କୁରାଢି ଉପରେ ପିଟିଛନ୍ତି ଯେତେବେଳେ ତାର ପରିଣାମ ନିଶ୍ଚିତ ଭୋଗ କରିବେ।
@bhagirathidasodisha.6934
@bhagirathidasodisha.6934 Ай бұрын
ଜନତା ଙ୍କ ପାଇଁ ସରକାର ବା ବିରୋଧୀ କିନ୍ତୁ ନେତା ଓ ନେତୃତ୍ୱ ଆଜି ଦିଶାହୀନ ଯାହା ଆପଣଙ୍କ ନିର୍ଭୟ ଗୁମର କଥା ସମ୍ପୂର୍ଣ୍ଣ ଗୁମର ଖୋଲୁ ଥାଉ ଜୟ ଜଗନ୍ନାଥ
@brajakishorepadhi4022
@brajakishorepadhi4022 Ай бұрын
ଖୁବ୍ କମ ଦିନ ଉିତରେ ନବୀନ ପଟ୍ଟନାୟକ ଗାଣ୍ଡି ରେ ଗୋଇଠା ମାରି ବିଜେପି କୁ ପଳେଇ ବେ ବିଧାୟକ ମାନେ।
@tapasswain3231
@tapasswain3231 Ай бұрын
Bhai aau congres ra MLA sabu kuade jibe na semane BJD re misibe please reply bro.
@brajakishorepadhi4022
@brajakishorepadhi4022 Ай бұрын
@@tapasswain3231 ବିଜେଡି ବର୍ତ୍ତମାନ ରସଶୂନ୍ୟ ତେଣୁ ବିଜେପି କୁ କିଛି ଆସିବେ। ୨୦୨୯ ରେ ମୁଖ୍ଯ ବିରୋଧୀ ଦଳ କଂଗ୍ରେସ ହେବ। ନବୀନ ପଟ୍ଟନାୟକ କିଛି ବି କରିପାରିବ ନାହିଁ
@gyanabratamohanty4219
@gyanabratamohanty4219 Ай бұрын
ଭୟ କରିବାର ଯଥେଷ୍ଟ କାରଣ ରହିଛି | ଡେରିରେ ହେଲେ ବି,ଏବେ ଓଡ଼ିଆ ଜାଗ୍ରତ ହେଲେଣି ଆଉ ଅନେକ ଦିନର ନୀରବତା ଭାଙ୍ଗିଲେଣି | ନିଜ ଦଳର ନିର୍ବାଚିତ ପ୍ରତିନିଧି, mla, mp, ମନ୍ତ୍ରୀ ମାନଙ୍କୁ ଯେପରି ଅନ୍ୟର ଔଦ୍ଧତ୍ୟ ସହି ତାଙ୍କ ପାଦ ଚାଟିବାକୁ ବାଧ୍ୟ କରିଥିଲେ, ଏବେ ତାହାରି ବିରୁଦ୍ଧରେ ସ୍ୱର ଯେ ନିଶ୍ଚୟ ଉଠିବ, ଏକଥା ସେ ଠିକ ଜାଣିଛନ୍ତି | ସମସ୍ତ ଚେଷ୍ଟା ସତ୍ୱେ ଦଳର ବିପର୍ଯୟ ପାଇଁ ନାଟର ଗୋବର୍ଦ୍ଧନ - ଏକମାତ୍ର ନବୀନ ବାବୁ | ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଭିଶାପ ଫଳିଲା 🙏🙏🙏
@nabinbeura3225
@nabinbeura3225 Ай бұрын
ମାଟିର ପୁତ୍ରକୁ ଛାଡିବ କିଏ ? ସେ ତ ମାଟି ସହ ଜଡିତ. କିନ୍ତୁ ନବୀନ ବାବୁ ସର୍ବଦା ଅଣଓଡ଼ିଆ ଭାବ ଦେଖାଇଛନ୍ତି. ଅନ୍ୟ କାନ୍ଧରେ ବନ୍ଧୁକ ରଖିବାକୁ ପ୍ରଶ୍ନ କରିଛନ୍ତି. ତେଣୁ ତାଙ୍କପ୍ରତି ମାତିପ୍ରିତି ଆସିବ କୁଆଡୁ ? କେବଳ ଅନ୍ଧ ଭାବେ biju-putra ଭାବେ ନବୀନ ବାବୁ ସୁବିଧା ନେଇଛନ୍ତି.
@hemantakumarmohanty849
@hemantakumarmohanty849 Ай бұрын
ନିଜେ ନବୀନ ପଟ୍ଟନାୟକ ଭୟ ଭିତ ଅଟନ୍ତି
@biswanathpanda8228
@biswanathpanda8228 Ай бұрын
ସାର ପ୍ରକୁତରେ ଆପଣ ନିରାଟ ସତ୍ୟ ଘଟଣା ପ୍ରକାଶ କରିଛନ୍ତି , 👍👍👍👍👍
@bimalkantatripathy2776
@bimalkantatripathy2776 Ай бұрын
କୁହାଳିଆ ନେତାମାନେ କାହିଁ ଦୃଶ୍ୟମାନ ହେଉ ନାହାନ୍ତି ?ସେ ବିଷୟରେ ଆଲୋଚନା କରନ୍ତୁ।
@Manoranjansahoo34680
@Manoranjansahoo34680 Ай бұрын
ସାର ନମସ୍କାର, ଆପଣଙ୍କ ବିସ୍ଲେସଣ ରୁ ଯାହା ଜଣାପଡୁଛି ଯେ ବିଜେଡି ଦଳରେ ଫାଟ ସୃଷ୍ଟି ହୋଇସାରିଛି ଏବଂ ଦଳର ବିନାଶର ଆୟାମରମ୍ଭ ହୋଇଗଲା ଯାହାର ଭବିଷ୍ୟତ ଅନ୍ଧକାରମୟ,ଦୀର୍ଘଦିନ ସରକାରରେ ଥିଲେ ବର୍ତମାନ ବିରୋଧୀ ଭାବରେ ବସିବାକୁ ଧୈର୍ଯ୍ୟ ରହିବ ନାହିଁ, ତେଣୁ ଦଳ 33 ଖଣ୍ଡ ହେବା ଅବଶ୍ୟମ୍ଭାବି, ଦୁର୍ଯୋଧନ ର ନିହତ ପରେ ଧୃତରାଷ୍ଟ୍ରଙ୍କ ଆଖିଖୋଳିଥିଲା, ତେବେ ପାଣ୍ଡୁ ନଗଲାଯାଏ ନବୀନବାବୁଙ୍କର ମୋହଛାଡିବ ନାହିଁ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏
@janardanpanda5378
@janardanpanda5378 Ай бұрын
ବିଜୁ ଜନତା ଦଳ ର ଲଗାମ ନବୀନ ବାବୁ ଙ୍କ ହାତରେ ନାହିଁ ଅନ୍ୟ କାହା ହାତରେ ଅଛି ବତ୍ତର୍ମାନ ବିଜୁ ଜନତା ଦଳ ଭାଗ ଭାଗ ହେବାକୁ ଯାଉଛି
@rabindrarath9474
@rabindrarath9474 Ай бұрын
ଆପଣ ଓଡିଶାର ଜାଗ୍ରତ ପ୍ରହରୀ ବର୍ତମାନ ସରକାରଙ୍କ ନଜର ରଖିବାକୁ ଅନୁରୋଧ ତାହେଲେ ସରକାର ଉର୍ନତି ପଥେ ଆଗେଇ ଚାଲିବ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
@gunanidhinaik3699
@gunanidhinaik3699 Ай бұрын
ରାଜନୀତି ରେ ଜୟ ପରାଜୟ ଏକ ସାଧାରଣ କଥା ।ଏଥି ପାଇଁ କେହି ବି ଦାୟୀ ହୋଇ ନ ପାରନ୍ତି ।ସମୟ ବଡ ବଳବାନ୍ ।
@ramachandrapanipani7424
@ramachandrapanipani7424 Ай бұрын
ନିର୍ଭୀକ ନବୀନ ଦାସ ନିର୍ଭୟ-ରେ ।
@AlineOp
@AlineOp Ай бұрын
ଆପଣକ ଭଳି ସାମ୍ବାଦିକ ରହିଲେ ଏରାଜ୍ୟର ଜନ ସାଧାରଣଙ୍କୁ ନ୍ୟାୟ ମିଳିବ ସେ ଯେକୈଣସି ଦଳ ହେଉନା କାହିଁକି
@devmohanty1972
@devmohanty1972 Ай бұрын
24 ବର୍ଷ ହେଲା ଆଖି ଦେଖେଇ , ପୋଲିସ୍ ଡର ଦେଖାଇ ଳୁଟୁ ଥିଲେ। ଏବେ ନିଜକୁ ଡର ଲାଗୁଛି। ଏ ବିଜୁ ଯାତ୍ରା ପାର୍ଟି ଦଳ ଭାଙ୍ଗି ଯିବା ଦରକାର।
@sushildash1265
@sushildash1265 Ай бұрын
ନବୀନ ପଟନାୟକ ନିଜେ ତ ନିଜକୁ ଜାନିଛନ୍ତିନା।ମାନେ ସେ କାହା ପ୍ରତି କିପରି ଅମାନବୀୟ ଆଚରଣ କରିଛନ୍ତି ତାହା ତାଙ୍କୁ ଭଲଭାବରେ ଜଣା ସେଥିପାଇଁ ତାଙ୍କୁ ସବୁ କ୍ଷେତ୍ରରେ ଅସୁରକ୍ଷିତ ଅନୁଭବ ହେଉଛି ଏବଂ ନିରନ୍ତର ଭାବେ ଅନ୍ତାରାତ୍ମାରେ ତାଙ୍କୁ ଭୟ ଘାରି ରହୁଛି।କିନ୍ତୁ ଗୋଟିଏ ବାକ୍ୟ ସତ୍ୟ ଯେ wickedness never goes unpunished. ସେ ଯେତେ ଲୋକଙ୍କୁ ଅନ୍ୟାୟରେ କଲବଲ କରିଛନ୍ତି ତାଙ୍କୁ ଗୋଟେ ଜନ୍ମ କଣ ଅନେକ ଜନ୍ମ ନେବାକୁ ପଡ଼ିବ କର୍ମଫଳ ଭୋଗ କରିବାକୁ।ଆଉ ଯଦି ନବ ଦାସ ମୃତ୍ୟୁ ର କାରଣ ଇଏ ହୋଇଥିବେ ତେବେ ଇଏ ଆଉ ମନୁଷ୍ୟ ଯୋନିପ୍ରାପ୍ତ ହେବେ ନାହିଁ।ଏହା ମୁଁ କାହିଁକି କହୁଛି ନା ନବୀନ ପଟ୍ଟନାୟକ ଜଣେ ଅକଳ୍ପନୀୟ ବ୍ୟକ୍ତି।ମାନେ ତାଙ୍କ ଆଚରଣ ଏପରି ଯେ ବିଜୟ ମହାପାତ୍ର ଙ୍କ ଭଳି ବ୍ୟକ୍ତିତ୍ବ କୁ ଇଏ ସହଜରେ ଧୋକା ଦେଇଦେଲେ ଆଉ ସିଏ ୟାଙ୍କ ଷଡ଼ଯନ୍ତ୍ରର କାଣିଚାଏ ବି ଟେର ପାଇଲେନି।
@sahadevsingh6814
@sahadevsingh6814 Ай бұрын
ବହୁତ୍ ସୁନ୍ଦର ଭାବନା କୁ ଚିତ୍ରଣ ପୂର୍ବକ ଉପସ୍ଥାପନ କରି ଥିବାରୁ ଅନେକ ଅନେକ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଜଣାଉଛି
@prafullamohanty5557
@prafullamohanty5557 Ай бұрын
Nice presentation. Your prediction is 100%correct.
@subhabratamishra4465
@subhabratamishra4465 Ай бұрын
ଆଜ୍ଞା ପ୍ରଣାମ୍‌ 🙏, ଆପଣଙ୍କ ତଥ୍ୟ‌ମୂଳକ୍‌ ଆଲୋଚନା ମୋତେ ବହୁତ୍ ଶାନ୍ତି ପ୍ରଦାନ୍‌ କରି ଆସିଛି। କିନ୍ତୁ ଆପଣ ସବୁବେଳେ ୯୦ କୁ 'ନବେ' ପଢ଼ିବା ପରିବର୍ତ୍ତେ 'ଲବେ' ବୋଲି ପଢୁଛନ୍ତି । ଆଶା କରେ ଦୟାପୂର୍ବକ୍‌ ଏଥି ପ୍ରତି ଦୃଷ୍ଟି ଦେବେ । ଜୟ୍‌ ଜଗନ୍ନାଥ୍ 🙏
@mituprdhan2020
@mituprdhan2020 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
@gaurangadas2630
@gaurangadas2630 Ай бұрын
Carry on your analysis of Odisha politics for the knowledge of Odias.
@user-sl4yh2yt4c
@user-sl4yh2yt4c Ай бұрын
U. R. Right Sir, your analysis is very very Good. Jay SriRam 🙏🙏🙏
@geetaranisamal6638
@geetaranisamal6638 Ай бұрын
କେତେ ଯେ ନାଟକ କରି ଏବେ ବିରୋଧୀ ଦଳ ନେତା ବନିଲେ
@gunanidhinaik3699
@gunanidhinaik3699 Ай бұрын
ବି.ଜେ.ଡି.କୁ ଯେଉଁ ଶିକ୍ଷା ମିଲିଲା ଆଗାମି ଦିନରେ ବିଜେପି ସମେତ ସମସ୍ତ ରାଜନୈତିକ ଦଳକୁ ଶିକ୍ଷଣୀୟ ହୋଇ ରହିଯିବ।
@tirtharajpanda7237
@tirtharajpanda7237 Ай бұрын
Jai Jagannath Very nice and true analysis Proud of U sir Honest and fearless Journalist of Odisha and India. Pray to Lord Jagannath for ur good health and happiness.
@hardworkneverdies5679
@hardworkneverdies5679 Ай бұрын
Honest ଯଦି ଶ୍ରୀମନ୍ଦିର ଅବ୍ୟବସ୍ଥା ବିଷୟରେ ଭିଡିଓ କରୁନାହାନ୍ତି?? ୟେ honest fearless ନୁହଁ ଅନ୍ଧ ଭକ୍ତ
@tapasswain3231
@tapasswain3231 Ай бұрын
Odisha re Nabin das nka fearless journalist pain tanku bohut loka bhala panti.
@Ranjan_Mohanty
@Ranjan_Mohanty Ай бұрын
@@hardworkneverdies5679 ଶ୍ରୀମନ୍ଦିର ଶେଷ ଥର କେବେ ଯାଇଥିଲୁ ? ଏବେ ତ ସୁରୁଖୁରୁ ରେ ଦର୍ଶନ ହଉଛି l
@matrukrupa2024
@matrukrupa2024 9 күн бұрын
ଯେଉଁଠି ଦୁର୍ବଳତା ରହେ ସେଠାକୁ ବିପଦ ଆସେ ଏବଂ ଯେ ଦୋଷୀ ଙ୍କୁ ଆପଟାଏ ତା ଙ୍କୁ ବିପଦ ଗ୍ରାସ କରେ ।ଜୟ ଜଗନ୍ନାଥ
@manojkumarsaint7803
@manojkumarsaint7803 Ай бұрын
Jay Shree Jagannath
@dhaneswarbetal7269
@dhaneswarbetal7269 Ай бұрын
ଭାଇ ସବୁ କଥା ଲୋକମାନେ ଅଳ୍ପ ଦିନ ଭିତରେ ଜାଣି ପାରିବେ।
@MadhabKhatua-ub2nw
@MadhabKhatua-ub2nw Ай бұрын
ନବୀନ ବାବୁ ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର। ଓଡ଼ିଶାରେ ବିଜେଡି ଆଉ ରହିବ ନାହିଁ ଓ ନବୀନ ପଟ୍ଟନାୟକ ବିରୋଧି ଦଳ ନେତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ପାରିବେ ନାହିଁ।
@mylifemyfamily-rl9jq
@mylifemyfamily-rl9jq Ай бұрын
Jay Jagannath 🙏
@BasudevMohapatra-be5mf
@BasudevMohapatra-be5mf Ай бұрын
ମାନସ ବସ୍ତିଆ କୁ ଡରି ଏ ପ୍ରକାର ବ୍ୟବସ୍ଥା
@FAKIRJENA-du2zs
@FAKIRJENA-du2zs Ай бұрын
Top quality episode
@jogendramishra243
@jogendramishra243 Ай бұрын
ଆପଣ ଯାହା କହନ୍ତି ସବୁ ସତ ହୋଇଥାଏ।
@shyamsundarrath275
@shyamsundarrath275 Ай бұрын
ନବୀନ ଓ ବିଜୁ ଜନତା ଦଳକୁ ନେଇ,ଆପଣ ବହୁତ ବ୍ୟସ୍ତ ଥିଲା ଭଳି ମନେହେଉଛନ୍ତି।
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@arundhatibehera9197
@arundhatibehera9197 Ай бұрын
ଯିଏ ଅନ୍ୟକୁ ପାଗଳ ବୋଲି କହୁଥିଲା, ସେମାନେ ଆଜି ସବୁ ପାଗଳ ହେବାର ବାକି ଅଛି
@ashokkumarpanda5127
@ashokkumarpanda5127 Ай бұрын
Jay Shree Jagannath 🙏🏼
@jchoudhury274
@jchoudhury274 Ай бұрын
24 ବର୍ଷ ର BJD ଶାସନ ରେ ଓଡ଼ିଶା ରୁ ବହୁତ୍ ଦୁର୍ନୀତି ହେଇଛି ଚିଟ୍ ଫଣ୍ଡ କୋଇଲା ଖଣି ଖାଦାନ ଡାଲି ବାଲି ଲୁଟ୍ ହେଇଛି କିନ୍ତୁ ଅନ୍ଧ ଭକ୍ତ ମାନେ ନବିନ ବାବୁ ନବିନ ବାବୁ ବୋଲି ଝୁରୁ ଛନ୍ତି ଆଉ କିଛି ଦିନ ପରେ ଝୁରି ଝୁରି କେତେ ଜଣ ଉପର କୁ ଚାଲି ଯିବେ ଜୟ ଜଗନ୍ନାଥ
@prafullakumarsahoo2639
@prafullakumarsahoo2639 Ай бұрын
ଅଳ୍ପ ସମୟ ମଧ୍ୟରେ ବିଜେଡି ଦୁଇ ଭାଗରେ ବିଭକ୍ତ ହେବ। ଗୋଟିଏ ଭାଗ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେପିର ସମର୍ଥକ ହେବେ।
@prakashdash9209
@prakashdash9209 Ай бұрын
BJD ର ଅବସ୍ଥା ସ୍ନମାନ ଯଦି ସୁଧାରି ବାକୁ ଅଛି ତେବେ ଆଉ କାଳ ବିଳମ୍ବ ନକରି ତୁରନ୍ତ ନେତୃତ୍ୱ ବଦଳାନ୍ତୁ ଓଡ଼ିଆ କହି ପାରୁଥିବା ନେତୃତ୍ବକୁ ଆଗକୁ ଆଣନ୍ତୁ। ଠିକ୍ ଅଛି ପାଣ୍ଠିର ଚାବି ପଣ୍ଡିଆଣଙ୍କ ହାତରେ । ଏବେବି ସମୟ ଅଛି ଦଳରେ ବଳ ପ୍ରୟୋଗ କରି ପାଣ୍ଠିର ଚାବି pandian babunkathu ଆଣି ଦଳରେ ଅନେକ ଟାଣୁଆ ନେତା ଅଛନ୍ତି ତାଙ୍କୁ ଦିଅନ୍ତୁ । ଦିଲୀପ ରାୟ ବାବୁଙ୍କୁ ଦଳରେ ସ୍ଥାନ ଦିଅନ୍ତୁ । ପ୍ରଫୁଲ୍ଲ ସାମଲ ପ୍ରସନ୍ନ ବାବୁ ତଥାଗତ ସତପଥୀ a u ସିଂଦେଓ ପ୍ରଫୁଲ୍ଲ ଘଡେ଼ଇ ରଘୁନାଥ ମହାନ୍ତି ଏମାନଙ୍କୁ ଦଳରେ ସାମିଲ କରି ଆଗ ଧାଡ଼ିର ନେତା କରାଗଲେ BJD ପୁଣି ଗଢି ଉଠିବ। ଏହା ନିରାଟ ସତ ତଥା ବାସ୍ତବ କଥା । ଯଦି ପୁଣି ଓଡ଼ିଆ କହି ନ ପାରୁଥିବା ନେତା ଯଦି ଆଗକୁ ଆସନ୍ତି ତେବେ BJD ର ଅବସ୍ଥା ଆହୁରି ତଳକୁ ଯିବା ।
@rabinarayansahoo2237
@rabinarayansahoo2237 Ай бұрын
ବିଜୁବାବୁ ଜନନାୟକ ଥିଲେ କିନ୍ତୁ ନବୀନବାବୁ କେବେ ବି ଜନନାୟକ ହୋଇପାରିବେ ନାହିଁ।
@jashobantanpanda3127
@jashobantanpanda3127 Ай бұрын
ଏକଦମ୍ ଠିକ୍ କହିଛନ୍ତି
@arabindamishra4045
@arabindamishra4045 Ай бұрын
ଯେ ପର୍ଯନ୍ତ ପାଣ୍ଡିଆନକୁ ନବୀନ ନିଜ ଦଳ ଓ ରାଜନୀତି ରୁ ବିଦା କରିନାହାନ୍ତି ସେ ପର୍ଯନ୍ତ ସେ ଓଡିଶା ବାସୀଙ୍କ ଆସ୍ଥା ଓ ସମ୍ମାନ ଭାଜନ ହୋଇ ପାରିବେ ନାହିଁ। ତାଙ୍କର ରାଜନୈତିକ ଅବକ୍ଷୟ ଘଟିବ ଓ ଅଳ୍ପ ଦିନ ଭିତରେ ବିଜେଡି ର ଓଡିଶାରୁ ଅନ୍ତ ଘଟିବା ସୁନିଶ୍ଚିତ। ଏ ଶୋଚନୀୟ ପରାଜୟ ସତ୍ୱେ ନବୀନ ନିଜକୁ ବିରୋଧୀ ଦଳ ନେତା କରାଇ cabinet minister ର ସୁବିଧା ସୁଯୋଗ ହାତେଇବା ତାଙ୍କର ସୁବିଧାବାଦୀ ଓ କ୍ଷମତାଲୋଭି ଚରିତ୍ରକୁ ପ୍ରତିପାଦିତ କରୁଛି। ପ୍ରତ୍ୟେହ ବିଧାନସଭାରେ ପୁରା ସମୟ ଉପସ୍ଥିତ ହୋଇ ବିତର୍କ ରେ ଅଂଶ ଗ୍ରହଣ କରିବା ଓ ବିରୋଧୀ ଦଳ ମାନଂକର ଉପଯୁକ୍ତ ନେତୃତ୍ୱ ଦେଇପାରିବାର ଶାରୀରିକ ଓ ସ୍ୱାସ୍ଥଗତ କ୍ଷମତା ଅଛି କି ନାହିଁ ସେ ବିଷୟରେ ସେ ଚିନ୍ତା କରିଛନ୍ତି ତ ?
@p.njagadev9597
@p.njagadev9597 Ай бұрын
Congrats for bringing the true facts to public 💐I feel in every week, one to two lakhs subscribers added to Nirbhaya Gumar katha and now I subscribe to your Nirbhaya newspaper also as we are fond of your fearless and clear presentation awaiting your episode everyday 💐💐🙏
@sadananda70
@sadananda70 Ай бұрын
Nirbhaykuwellcome❤️👍👍👍
@dillipcreations2010
@dillipcreations2010 Ай бұрын
ଖୁବ୍ ସୁନ୍ଦର ବିଶ୍ଲେଷଣ ଆଜ୍ଞା
@debendrapati2338
@debendrapati2338 Ай бұрын
ନବୀନ ବାବୁ ଓଡ଼ିଆ ନେତଙ୍କୁ ଭଲ ନପାଇବା ଭୟର କାରଣ
@narayandas369
@narayandas369 Ай бұрын
ନିର୍ଭୟ ଗୁମର ଧନ୍ୟବାଦ
@pradeepkumarsinha803
@pradeepkumarsinha803 Ай бұрын
ଯେପରିକି ଯାହାର ପୁଅକୁ ସାପ କାମୁଡେ, ତା'ର ମା' ପାଳ ଦଉଡିକୁ ଦେଖିଲେ ଡରେ। ସେହିପରି.....
@atanuchoudhury8670
@atanuchoudhury8670 Ай бұрын
ବିଜୁ ବାବୁ ଙ୍କ ହୃଦୟ ଓଡିଶା ଓ ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା କିନ୍ତୁ ନବୀନ ବାବୁ ତ କେବଳ ବିଜୁ ବାବୁଙ୍କ ପୁଅ ଭାବେ ଓ ବିଜୁବାବୁ ଙ୍କ ସ୍ବପ୍ନ କୁ ଦେଖାଇ ରାଜୁତି କରୁଥିଲେ l
@akshayamohapatra465
@akshayamohapatra465 Ай бұрын
ସାର୍,ନମସ୍କାର। ମୁଁ ଭାବୁଛି ପାଣ୍ଡିଆଁ ପରିଶେଷରେ ନବୀନ ନିବାସ କୁ କିଣିବ ଏବଂ ନବୀନ କୁ ଗୋଇଠା ମାରି ବାହାର କରିବ।
@pareshkumarchoudhury2634
@pareshkumarchoudhury2634 Ай бұрын
ପଣ୍ଡିଆନ ଅମଳରେ ନବୀନ ବାବୁଙ୍କର ହାତ ଗୋଡ କାହିଁକି ଥରୁଥିଲା ତାହାର ଯାଞ୍ଚ ହେବା ଦରକାର୍ 😮
@Manoranjansahoo34680
@Manoranjansahoo34680 Ай бұрын
ସ୍ଲୋ ପୈଯାନ ଦେଇ ତାକୁ ରଖିଥିଲା, ସେଥିପାଇଁ ସ୍ମରଣ ଶକ୍ତି ସହିତ ଶାରୀରିକ ଭାବେ ସେ ଅସୁସ୍ଥ ହୋଇପଡ଼ିଥିଲେ, ପୁରା ଜୟଲଳିତା ଶଶୀକଳା ଘଟଣା, ଭାଗ୍ୟଭଲ ବିଜେଡି ହାରିଯାଇଛି ନହେଲେ ଏହି ପାଞ୍ଚ ବର୍ଷ ଭିତରେ ଖେଳ ଖତମ କରି ପାଣ୍ଡୁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତା
@Shayam570
@Shayam570 Ай бұрын
jay jagannath
@swarajkumarbej3768
@swarajkumarbej3768 Ай бұрын
ନବୀନ ବାବୁ କିପରି ବିରୋଧୀ ଦଳର ନେତାଙ୍କ କାର୍ଯ୍ଯ ନିର୍ବାହ କରିବେ ତାହା ଜୟ ଶ୍ରୀରାମଙ୍କୁ ଜଣା। କେବଳ କ୍ଷମତା ନେବାରେ ସେ ସବୁଠୁ ଆଗରେ।
@MuktikantaNayak-iw5rv
@MuktikantaNayak-iw5rv Ай бұрын
Right...tenu tanka deputy neta rahile prasanna acharya
@rameshchandrabehera9435
@rameshchandrabehera9435 Ай бұрын
ସାର୍ ଆପଣଙ୍କୁ କମେଣ୍ଟ କରିବକୁ ଭାଷା ନାହିଁ ବହୁତ ଧନ୍ୟବାଦ
@satishpatnaik7131
@satishpatnaik7131 Ай бұрын
ସମୟ ବଡ଼ ବଳବାନ,ସବୁ କଥା ସମୟ କହିବ ଅପେକ୍ଷା କରନ୍ତୁ
@DillipKumar-zv5mw
@DillipKumar-zv5mw Ай бұрын
ମହାଶୟ, ଦୟା କରି ଦେବାଶିଷ ନାୟକ ଆଉ ନବୀନ ପଟ୍ଟନାୟକ ସମ୍ପର୍କ ର ଷ୍ଟୋରୀ କହିବେ। ଏଇ ଦୁଇ ଜଣ ମଧ୍ୟରେ କି ସମ୍ପର୍କ ?????? ସତ କଥା ଟା ଯଦି କହି ପ।ରନ୍ତେ ସମସ୍ତେ ଉପକୃତ ହୁଅନ୍ତେ
@dhamirona8662
@dhamirona8662 Ай бұрын
ବିଜେପି ଯଦି କିଛି ପଦକ୍ଷେପ ନିଏ ସିବିଆଇ ଓ ଇଡି ଭଳି ସଂସ୍ଥା ଦ୍ବାରା ବିଜେଡି କନିଷ୍ଠ ଓ ବରିଷ୍ଠ ନେତାଙ୍କ ମୂଖା ଖୋଲେ ତା ହେଲେ ହିଁ ବିଦ୍ରୋହ ହୋଇପାରେ ନହେଲେ ଆପଣ କହିଲା ଭଳି ବିଜେଡି ବାଲାଏ ଦୁଇବର୍ଷ ଅପେକ୍ଷା କରି ବସିଛନ୍ତି କେନ୍ଦ୍ର ସରକାର ଭାଙ୍ଗିବ ଓ କଂଗ୍ରେସ କ୍ଷମତା କୁ ଆସିଲେ ପୁଣି ସବୁକିଛି ଠିକଠାକ ହୋଇଯିବ
@AjayMohanty
@AjayMohanty Ай бұрын
Sir , ଏଇ video ଟି ବହୁତ ଭଲ ହୋଇଛି, informative ଅଛି। ହେଲେ ବହୁତ୍ ଲମ୍ବା। ଗୋଟେ କଥାକୁ ୪-୫ ଥର କହୁଛନ୍ତି ଆପଣ। Please ଏତେ ଲମ୍ବା video ବନାନ୍ତୁ ନାହାନ୍ତି। Point to Point କହିଲେ ଭଲ ହୁଅନ୍ତା l
@nrusinghacharananpalai8034
@nrusinghacharananpalai8034 Ай бұрын
ଜୟ ଜଗନ୍ନାଥ
@bijayakumarsahu4945
@bijayakumarsahu4945 Ай бұрын
ନବୀନା ଓଡିଶା ର ଯାହା କ୍ଷତି କରିଛି ତାକୁ ସମ୍ମାନ ଦେବାର ଆବଶ୍ୟକ ନାହିଁ
@manojmohanty7368
@manojmohanty7368 Ай бұрын
ଟିକେ NEET ର ଗୁମର କଥା କହିବେକି
@ganeshprasadmohapatra2339
@ganeshprasadmohapatra2339 Ай бұрын
ଆପଣଙ୍କ ନିର୍ଭିକ ସାମ୍ବାଦିକତାକୁ ପ୍ରଣାମ | ପାତାଳରୁ ତଥ୍ୟ ସଂଗ୍ରହ କରିବାରେ ମାହିର |ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମ ପାଦପଦ୍ମରେ ପ୍ରାର୍ଥନା ଆପଣଙ୍କ ଚଲାପଥକୁ କଣ୍ଟକମୁକ୍ତ କରନ୍ତୁ |
@debiprasadbehera1885
@debiprasadbehera1885 Ай бұрын
Sir odisha mine's commissioner sudarshan chakraborty against re samishya କରନ୍ତୁ ସାଉଥ୍ ଲୁଟେରଙ୍କୁ entry କରାଉଛନ୍ତି ମାଲକାନଗିରି ଓ କୋରାପୁଟ କଲେକ୍ଟର ଯେବେଠୁ ଥିଲେ । ସେଥି ପ୍ରତି ଧ୍ୟାନ ଦେବେ
@sachikantasahoo6981
@sachikantasahoo6981 Ай бұрын
ଯଦି ପ୍ରଥମ ରୁ ଆଶିଷ ସିଂ ,କୁଟ୍ଟେ ଓ ସୁଜାତା ପଣ୍ଡିୟାନ କୁ କାଢି ଦେଇ ଥାନ୍ତେ ,ତେବେ ମାତ୍ର 3 ଟି ସିଟ ଭିତରେ ସୀମିତ ରହି ଥାନ୍ତା
@ramachandrapanipani7424
@ramachandrapanipani7424 Ай бұрын
ଆରମ୍ଭରେ ଜୟ ଶ୍ରୀଜଗନ୍ନାଥ, ଶେଷରେ ଜୟ ଶ୍ରୀରାମ କାହିକି ?
@saratmohanty8846
@saratmohanty8846 Ай бұрын
ଏଥର ବିଜେଡ଼ି ର ଜିତିଥିବା MLA ମାନେ ନିଜସ୍ୱ ଦମ୍ ରେ। ନା ମାନ୍ୟବର ନା 5T
@ramachandrapanipani7424
@ramachandrapanipani7424 Ай бұрын
ଆପଣଙ୍କ ଶେଷ କଥାଟି ଅବଶ୍ୟ ଅନୁସରଣୀୟ ।
@rashbiharinaik3897
@rashbiharinaik3897 Ай бұрын
ଅତ୍ୟାଚାରୀ ଶାସନ ର ଅନ୍ତ ହୋଇଛି।
@amiyasahoo5071
@amiyasahoo5071 Ай бұрын
ଯଦି ବିଜେଡି ଜିତିଥାନ୍ତା ତାହାଲେ ପାଣ୍ଡିଆନ ବାବୁ ଓଡିଶା ଆଉ ଭାରତ ରେ ସୁପର ହିରୋ ହୋଇଯାଇଥାନ୍ତେ, ଜିତିଲା ପରେ କହିଥାନ୍ତେ,ଶହେ ପାମ୍ପଡ଼ କୁ ଗୋଟିଏ ବିଧା ପାଣ୍ଡିଆନ ଆମ ଭାଗ୍ୟ ବିଧାତା,
@successfullife6722
@successfullife6722 Ай бұрын
ଜୟ ଶ୍ରୀରାମ l🙏
@ashwinisahu6584
@ashwinisahu6584 Ай бұрын
CHAKA AKHI ODISHARA RAKHYAK 🎉🎉🎉
@ramachandrapanipani7424
@ramachandrapanipani7424 Ай бұрын
ଜୟ ଶ୍ରୀଜଗନ୍ନାଥ !
@hadibandhubeshra7818
@hadibandhubeshra7818 Ай бұрын
Ati khusi khabar.
@tnanda1432
@tnanda1432 Ай бұрын
ବିଜୁ ପଟ୍ଟନାୟକ____ଆକାଶର ମୁକ୍ତ ବିହଙ୍ଗ ନବୀନ ପଟ୍ଟନାୟକ___ ପଂଜୁରୀରେ ଆବଦ୍ଧ ବିହଙ୍ଗ
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН
Зачем он туда залез?
00:25
Vlad Samokatchik
Рет қаралды 3,3 МЛН
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН