ନବୀନ ଆସିଲେ, ଧର୍ମେନ୍ଦ୍ର ପାଛୋଟି ନେଲେ | Ratha Yatra |Dharmendra Pradhan | Naveen Patnaik| |newsroom |

  Рет қаралды 213,716

News Room

News Room

11 күн бұрын

ନବୀନ ଆସିଲେ, ଧର୍ମେନ୍ଦ୍ର ପାଛୋଟି ନେଲେ | Ratha Yatra |Dharmendra Pradhan | Naveen Patnaik| |newsroom |
#trending #odisha #nabinpattnaik #dharmendraprdhan #droupadimurmu #pmnarendramodi #rathayatra2024 #bjd #bjp #congress #puri #droupadimurmu

Пікірлер: 500
@Binodkumarpanigrahi2187
@Binodkumarpanigrahi2187 21 сағат бұрын
ନବୀନଙ୍କୁ ସମ୍ମାନିତ କରାଯାଇ ଭଲ ବାର୍ତ୍ତା ସମାଜକୁ ଦିଆଗଲା
@alokaranjandash9853
@alokaranjandash9853 21 сағат бұрын
ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେବା ମଣିଷ ପଣିଆର ନିଦର୍ଶନ
@sadhudas2758
@sadhudas2758 21 сағат бұрын
ଏଟା ରାଜନୀତି ନୁହଁ । ମାନବିକତାର ନିଦର୍ଶନ
@kishordash7365
@kishordash7365 21 сағат бұрын
ଆମର ଓଡିଶା ରେ ସୌଜନ୍ୟ ପରମ୍ପରା ଏବେ ବି ବନ୍ଚିଛି। ଆମେ ଗର୍ବିତ।
@Sridharpradha
@Sridharpradha 21 сағат бұрын
ଗିଷ୍ମ ଋତୁ କହିଲେ ଆମେ ବୁଝୁ ଖରା ଦିନ
@abhayapradhan3998
@abhayapradhan3998 21 сағат бұрын
ଏଇଟାହିଁ ସୁସ୍ଥ ଗଣତନ୍ତ୍ରର ପରିଚୟ
@manikumaripatnaik2921
@manikumaripatnaik2921 21 сағат бұрын
ଆମ ନବୀନ ସାର ଙ୍କୁ ଏମିତି ସଂମାନ ଦେଉଛନ୍ତି ବିଜେପି ଲୋକ ଆମକୁ ବହୁତ ଖୁସି ଆମ ନବୀନ ସାର ବହୁତ ଭଲ ନବୀନ ସାର 🙏🙏🙏🙏🙏
@MNDIGITALSARAKANA
@MNDIGITALSARAKANA 21 сағат бұрын
ଧର୍ମେନ୍ଦ୍ର ବାବୁ ନବୀନଙ୍କ ଭଳି ଲୋକପ୍ରିୟ ନେତା ହୋଇପାରନ୍ତି !!
@kiranprakashguha9019
@kiranprakashguha9019 21 сағат бұрын
ଏକମାତ୍ର ଓଡ଼ିଶାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳେ ମୁଁ ଏହି ରାଜ୍ୟରେ ଜନ୍ମ ହୋଇ ଗର୍ବିତ ଆମ ପଡ଼ୋଶୀ ରାଜ୍ୟ ନେତା ମାନେ ଏଥିରୁ ଶିକ୍ଷା ନେବା ଦରକାର।
@santoshkumar-bq5lo
@santoshkumar-bq5lo 21 сағат бұрын
ଏ ଦୃଶ୍ୟ ଦେଖି ମୋ ରାଜ୍ୟ ଓଡ଼ିଶା ମୁଁ ଓଡ଼ିଆ ବୋଲି ଗର୍ବ ଲାଗୁଛି। ମନୋରଞ୍ଜନ ବାବୁ ଆପଣ ଯେପରି ରାଜନୀତିକ ଛୁଙ୍କ ଦେଲେ ଭଲ ଲାଗିଲାନି। ଜୟ ଜଗନ୍ନାଥ 🙏
@SKJ-vh8kv6rp9l
@SKJ-vh8kv6rp9l 21 сағат бұрын
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
@patitakumarchoudhury9855
@patitakumarchoudhury9855 21 сағат бұрын
ନବୀନ ସବୁବେଳେ ମୋଦି ଙ୍କୁ ସମର୍ଥନ ଦେଉଥିଲେ, ଏ କଥା ବିଜେପି ର ହୃଦୟ ରେ
@santoshpadhykumar9418
@santoshpadhykumar9418 21 сағат бұрын
ନବୀନ ପଟ୍ଟନାୟକ ଜଣେ ସ୍ବାଭିମାନୀ ନେତା ତାଙ୍କର ଭାବମୂର୍ତ୍ତି କାର୍ଯ୍ୟ ଶୈଳୀ ପାଇଁ ଆମେ ଗର୍ବିତ
@kailashchandramohanty4776
@kailashchandramohanty4776 21 сағат бұрын
ଶାଳୀ ନତା ଓଡ଼ିଆ ସଂସ୍କୃତିର ପରିଚୟ l
@shivashakti772
@shivashakti772 21 сағат бұрын
ଅତି ସୁନ୍ଦର୍ ଦୃଶ୍ୟ ❤
@sudarsanmallick6250
@sudarsanmallick6250 21 сағат бұрын
ଆମ ଓଡ଼ିଆ ମାନଙ୍କୁ ବଡ ଠାକୁର କହିଲ ଆମେ ଜଗନ୍ନାଥଙ୍କୁ ବୁଝୁ ଆମ ଓଡ଼ିଶା ରେ ୧CM କହିଲେ ଆମେ ନବୀନ ପଟ୍ଟନାୟକଙ୍କୁ ବୁଝୁ❤❤❤❤🙏🙏🙏🙏🙏🙏🙏
@MNDIGITALSARAKANA
@MNDIGITALSARAKANA 21 сағат бұрын
ଆଗକୁ ନବୀନ ବାବୁଙ୍କ ସ୍ଥାନ କେବଳ ଧର୍ମେନ୍ଦ୍ର ବାବୁ ନେଇ ପାରନ୍ତି !!!
@bijayparida8085
@bijayparida8085 21 сағат бұрын
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@user-mv9rd6gq5i
@user-mv9rd6gq5i 21 сағат бұрын
ଜୟ ନବୀନ ପଟ୍ଟନାୟକ ସରକାରୀ ଆମାରଦାରକାର
@manishapattanayak2152
@manishapattanayak2152 21 сағат бұрын
ରାଜା ସବୁବେଳେ ରାଜା👍
Trump Picks JD Vance as VP // Amit Mishra comments on Gill
21:10
OdiaTechBulletin
Рет қаралды 27 М.
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 71 МЛН
LOVE LETTER - POPPY PLAYTIME CHAPTER 3 | GH'S ANIMATION
00:15
Heartwarming: Stranger Saves Puppy from Hot Car #shorts
00:22
Fabiosa Best Lifehacks
Рет қаралды 22 МЛН
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 23 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 71 МЛН