Nabin Nka Charcha With State BJP President Manmohan Samal.. Episode 2 | NABINNKA CHARCHA

  Рет қаралды 67,292

Nirbhay

Nirbhay

Ай бұрын

Nabin Nka Charcha With State BJP President Manmohan Samal.. Episode 2 | NABINNKA CHARCHA | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 440
@rajatkumarbehera3973
@rajatkumarbehera3973 Ай бұрын
ବହୁତ ବଢିଆ ଆଲୋଚନା.... ଆଉ ଏଇଟା ହେଉଛି ମୋଦି ମ୍ୟାଜିକ.....ଓଡିଶା ପାଇଁ ସ୍ମରଣୀୟ ହେଇ ରହିବେ ମନମୋହନ ସାମଲ....
@user-bv3op9gv7b
@user-bv3op9gv7b Ай бұрын
Solid analysis in odisha for BJP by MMSamal
@ajitkumarpanda6388
@ajitkumarpanda6388 Ай бұрын
ସୁନ୍ଦର କାର୍ଯ୍ୟକ୍ରମ,,,,,,,,, ମେଣ୍ଟ ନ କରି BJP ଏକାକୀ ନିର୍ବାଚନ ଲଢି ଓଡ଼ିଶା ରେ ସରକାର ଗଢ଼ିଲା ଏହାର ଶ୍ରେୟ ସଭାପତି ମନମୋହନ ବାବୁ ଙ୍କୁ ଦିଆ ଯିବ ନିଶ୍ଚୟ,,,,, ଆପଣଙ୍କ ସବୁ ପ୍ରଶ୍ନ ର ଚମତ୍କାର ଉତ୍ତର ମନମୋହନ ବାବୁ ଦେଇଛନ୍ତି,,,,,,,ଏଣିକି ପୂର୍ବ ସରକାର ର ଦୁର୍ନିତୀ ର ପର୍ଦ୍ଦାଫାଶ କରାଯାଉ ଏବଂ ଦୋଷୀ କୁ ଦଣ୍ଡ ଦିଆଯାଉ,,,,,
@SwayamSantosh4u
@SwayamSantosh4u Ай бұрын
All the credit goes to him for the winning and forming government of the BJP in Odisha. A decisive leader. Because of his effort the BJP-BJD alliance could not happen and that was a historical, bold decision. A decisive leader can only take such a type of decision. BJP is blessed to have such a person in the party
@brajabandhusahoo6043
@brajabandhusahoo6043 Ай бұрын
ମନମୋହନ ଭାଇ ଙ୍କୁ ଯେତେ ପ୍ରଶଂସା କଲେବି କମ ହେଵ ସେ ଓଡିଶା ର ଇଯତ ରଖିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ. କିଛି ନେତା ବେଈମାନ କରି ନିଜ ଗାଦି ରକ୍ଷା କରିବା ପାଇଁ ମେଣ୍ଟ ଚାହୁଁଥିଲେ.
@durgaprasadsamantaray7084
@durgaprasadsamantaray7084 Ай бұрын
ଅତି ସୁନ୍ଦର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ସହିତ ରାଜନୈତିକ ଚର୍ଚ୍ଚା।
@jyotirmayjena1869
@jyotirmayjena1869 Ай бұрын
ମନମୋହନ ବାବୁ ସମସ୍ତଙ୍କୁ ନଦୀ ପାର କରିଦେଇ ନିଜେ ଭାସିଗଲେ, କିନ୍ତୁ ଓଡିଶା ଆପଣଙ୍କର ଏ ଅବଦାନକୁ କେବେ ଭୁଲିପାରିବେ ନାହିଁ । ଆମେ ଆପଣଙ୍କ ନିକଟରେ ଚିର ଋଣୀ ।
@hiteshkumarpradhan254
@hiteshkumarpradhan254 Ай бұрын
Agami dinare manmohan sir nischayan gurutvapurna padabi r rahibe
@titupanigrahy4846
@titupanigrahy4846 Ай бұрын
Jai shree ram🙏🙏🙏
@user-xm2kp7vc1j
@user-xm2kp7vc1j Ай бұрын
jaa manmohan dharipaka
@bidhansunayak4517
@bidhansunayak4517 27 күн бұрын
😊😊😊😊😊😊😊😊😊😊😊😊😊😊
@bidhansunayak4517
@bidhansunayak4517 27 күн бұрын
😊😊😊😊😊😊😊😊😊l...😊😊😊😊😊😊😊😊l😊.😊l😊😊😊😊😊😊😊😊😊😊.😊😊😊😊😊ll😊l😊😊😊😊😊😊l😊😊.😊😊j😊l😊.😊😊😊😊😊.😊😊l😊😊😊😊😊😊😊😊😊
@Satyamded
@Satyamded Ай бұрын
ମନମୋହନ ସାମଲ ଙ୍କୁ ମୁ ଭେଟିବାକୁ ଚାଁହୁଛି ବ୍ୟବସ୍ତା କରିପାରିବେକି ମହାନ ଲୋକ କିଙ୍ଗ ମେକର ଙ୍କୁ ବହୁତ ବହୁତ ଶୁଭେଚ୍ଛା
@Satyamded
@Satyamded Ай бұрын
ଦୟାକରି ଭେଟିବା ର ଉପାୟ ବାତାନ୍ତୁ
@AshokPanda-qt4qn
@AshokPanda-qt4qn Ай бұрын
Prakrut ra Monmohan Babu Aka Uchakotira Sangathak Ahi Orissa Sasan Paribartan Ankar Abadan ku Ame orissa basi Bhulu paribunahi Aha Chira Swarania
@chandankumarbal1308
@chandankumarbal1308 Ай бұрын
​@@Satyamdedପାର୍ଟି ଅଫିସକୁ ରାତି ୧୨ ପରେ ଯିବେ ରାତି ୨-୩ ଟା ମଧ୍ୟରେ ଆପଣଙ୍କ ପାଳି ପଡ଼ିଯିବ କାରଣ ସାରା ଓଡ଼ିଶାର ଲୋକ ଆସୁଛନ୍ତି ବିଭିନ୍ନ କାମ ନେଇ। ଦିନ ସାରା ପ୍ରାୟ ବହୁତ ମିଟିଂ ରହୁଛି
@brajabandhusahoo6043
@brajabandhusahoo6043 Ай бұрын
ଜୟ ନାରାୟଣ ବାବୁଙ୍କୁ ନିଶ୍ଚୟ ମନ୍ତ୍ରୀ କରାଯାଉ ମନମୋହନ ଭାଇ ଙ୍କ ପରେ ଜୟ ନାରାୟଣ ଭାଇ 2 ନମ୍ବର ପୋସିସନ ର ଅଧିକାରୀ.
@titupanigrahy4846
@titupanigrahy4846 Ай бұрын
Jai shree ram🙏🙏🙏
@gourangakar4729
@gourangakar4729 Ай бұрын
ଏଥର ମୁଖ୍ୟମନ୍ତ୍ରୀ ହେବାରୁ ଅଳ୍ପକେ ବଞ୍ଚିତ ହେଲେ ମନମୋହନ ଭାଇ। ଏଥର ଓଡିଶା ନିର୍ବାଚନ ରେ ମନମୋହନ ଭାଇ ପ୍ରକୃତ ହୀରୋ।
@narayanbiswas836
@narayanbiswas836 Ай бұрын
ଓଡ଼ିଶା ତଥା ଚାନ୍ଦବାଲି ରାଜନୀତି ଇତିହାସ ରେ ମନମୋହନ ସାମଲ ସାର୍ ଚିର ସ୍ମରଣୀୟ ହୋଇ ରହିବେ।❤
@hardworkneverdies5679
@hardworkneverdies5679 Ай бұрын
ସେଥିପାଇଁ ନିର୍ବାଚନ ହାରି ହାରି ଜୀବନ ଗଲା😅
@narayanbiswas836
@narayanbiswas836 Ай бұрын
@@hardworkneverdies5679 ରାଜନୀତି ରେ ହାର୍ ଜିତ୍ ଅଛି କିନ୍ତୁ ସଂଗଠନ ସୁଦୃଢ କରିବା ଦକ୍ଷତା ବେଶ୍ ଅଧିକ ମୋନମୋହନ ସାର୍ ଙ୍କର। "ଏକକି ଲଢ଼ିବୁ ସରକାର ଗଢ଼ିବୁ" ଏ ବାକ୍ୟ ଟି ଏଇ ରାଜନେତାର।
@anilkumarsahoo794
@anilkumarsahoo794 Ай бұрын
​@@hardworkneverdies5679 because Dharmanagar is real seat not Chandabali.
@anirudhasahoo5136
@anirudhasahoo5136 Ай бұрын
Very good. Sir u left one thing. How de former govt announced many things wdet cabinet decision. Odisha ought to be informed widely.
@BishnuMajhi-w3z
@BishnuMajhi-w3z Ай бұрын
😅
@sushilsamal3789
@sushilsamal3789 Ай бұрын
ମନମୋହନ ସାମଲ ଜଣେ ଦକ୍ଷ ରାଜନେତା, ଓଡ଼ିଶା ବିଜେପିର ସୁଦକ୍ଷ ବିନ୍ଧାଣି,ସରକାର ଗଢିବାରେ ସୁଚିନ୍ତିତ ଗୋଟିଚାଳନା, ସର୍ବୋପରି ଜଣେ ଜନନେତା ହିସାବରେ ଓଡ଼ିଶାବାସୀ ମନେ ରଖିବେ l
@Manoranjansahoo34680
@Manoranjansahoo34680 Ай бұрын
👌👌👌👍👍👍
@user-mf8ol8rn3d
@user-mf8ol8rn3d Ай бұрын
Jay Shree Krishna
@user-kt4sh2sm6s
@user-kt4sh2sm6s Ай бұрын
ମନମୋହନ ଭାଇ ହାରି ନାହାଁନ୍ତି। ମେଣ୍ଟର ବିରୁଦ୍ଧ କରି ଓଡ଼ିଶା କୁ ବରବାଦ ରୁ ରକ୍ଷା କରିଦେଇଛନ୍ତି। ସେ ହିଁ ପ୍ରକୃତ ହିରୋ। ଜୟ ଜଗନ୍ନାଥ।
@laxmidharbarik2487
@laxmidharbarik2487 Ай бұрын
Right
@anadicharansamal7033
@anadicharansamal7033 Ай бұрын
ମନମୋହନ ସାମଲ ୨୦୨୪ ନିର୍ବାଚନ ର ଅଭିମନ୍ୟୁ। ନିଜେ ହାରିଗଲେସିନା ଦଳକୁ ଜିତାଇଦେଲେ।
@saratmishra7100
@saratmishra7100 Ай бұрын
The real hero of this present Government. But he is the most unfortunate person this time, because of losing at his constituency. ମୋର ଏବଂ ସାଧାରଣରେ ମନମୋହନ ସାମଲ, ରାଜ୍ୟ BJP president ଙ୍କୁ ପ୍ରଶ୍ନ, ଜଣେ ଟାଣୁଆ ଅଭିଜ୍ଞ ନେତା jaynarayana ମିଶ୍ର ଙ୍କୁ କାହିଁକି ମନ୍ତ୍ରୀ ମଣ୍ଡଳରେ ସାମିଲ କରାଗଲାନି? ସେ ମନ୍ତ୍ରୀ ମଣ୍ଡଳରେ ଥିଲେ, ଅନେକ BJD ନେତା ଙ୍କ ପ୍ୟାଣ୍ଟ୍ ଗିଲା ହେଇ ସାରନ୍ତାଣି। ଧନ୍ୟବାଦ୍ ନବୀନ ବାବୁ, ଆପଣ ଏ ପ୍ରଶ୍ନର ଉତ୍ତର ତାଙ୍କୁ ପଚାରି ରଖିବେ ବୋଲି ଆଶା କରୁଛୁ।
@ramakantmahanta6994
@ramakantmahanta6994 Ай бұрын
ବିଜେପି ସଭାପତି ମନମୋହନ ସାମାଲଙ୍କ ନିଷ୍ପତ୍ତି ଯୋଗୁ ଓଡିଶାରେ ବିଜେପି ସରକାର୍ ଗଠନ କରିବାରେ ସଫଳ ଲାଭ କରିଛନ୍ତି । ସାମଲ ମହାଶୟଙ୍କୁ ବହୁତ ବହୁତ ଧନ୍ଯବାଦ । ଜ
@gyanendrakumartripathy1370
@gyanendrakumartripathy1370 Ай бұрын
Samal Sir MP LAD ରେ ଉତ୍କଳ ବିପର୍ନ ସହାୟତା ସମିତି ମାଧ୍ୟମରେ ବହୁତ ଆମ୍ବୁଲାନ୍ସ ସରକାରୀ ମେଡିକାଲ କଲେଜ ଗୁଡିକୁ ଦେଇଥିଲେ 2000 ମସିହା ସେତେବେଳେ ମୁଁ ନିଜେ ବ୍ରହ୍ମପୁର ଦାୟିତ୍ୱ ରେ ଥିଲି ଏବଂ UBSS ବହୁତ ଭଲ କାମ ହେଉଥିଲା ଗରିବ ଲୋକମାନେ ବହୁତ ଉପକୃତ ହେଉଥିଲା ମୁଁ ଆଉଥରେ ଆଶା କରିବି ସାମଲ Sir ଠାରୁ ସେହି ଚିନ୍ତାଧାରା 🙏🙏
@Manoranjansahoo34680
@Manoranjansahoo34680 Ай бұрын
👌👌👌👍👍👍
@ODISHA_KUHE
@ODISHA_KUHE Ай бұрын
Most awaited show... Jai jagannath ❤
@basantapattnaik7812
@basantapattnaik7812 Ай бұрын
ସାର ମନମୋହନ ସାମଲ ଙ୍କୁ ବହୁତ ବହୁତ ଧନ୍ୟବାଦ l ଆଜି ଜଦି ଓଡ଼ିଶାରେ ବିଜେପି ସରକାର ଗଢିଛି ତାହାହେଲେ ସେ ମନମୋହନ ସାମଲ l କିନ୍ତୁ ବିଜେଡ଼ର ଯେଉଁ ମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ କେବେ ଜେରା ହେବ ଏବଂ ଜେଲ ଜିବେ ସେଇ ଦିନକୁ ଅପେକ୍ଷା............?
@jyotirmayjena1869
@jyotirmayjena1869 Ай бұрын
ମନମୋହନ ବାବୁ ଓଡିଶାକୁ ତାମିଲ ଶାସନ କବଳରୁ ବଞ୍ଚାଇ ଦେଲେ ।
@pramodpradhan3395
@pramodpradhan3395 Ай бұрын
ହେଲେ କଣ ହେବ/ଗୁଜୁରାଟୀଙ୍କୁ ଟେକିଦେଲେ ଓଡିଶାକୁ
@RanjanBehera-ge1kf
@RanjanBehera-ge1kf Ай бұрын
Tamilian Mane Drabid. Semane Bhartiya Manaku Ghruna Karanti & Hindi Bhasha Kahu Nahanti. Tamilnadu re Semane Hungama Karanti..❤🎉❤
@prakashtoltia
@prakashtoltia Ай бұрын
​@@pramodpradhan3395kie gujurati....mohan majhi keunjhara odishara janina ki
@Odishatoka_07
@Odishatoka_07 Ай бұрын
ତମକୁ ଦେଖାଯିବ gujurati😂କାରଣ ତମେ ପାଣ୍ଡୁ chata ତମୋ ବାପା ଚାଲିଗଲେ​@@pramodpradhan3395
@user-uk9xo8uq7s
@user-uk9xo8uq7s 21 күн бұрын
Right Bhai
@kajalbrahma3822
@kajalbrahma3822 Ай бұрын
Really Hero of odisha
@kedarbiswal4575
@kedarbiswal4575 Ай бұрын
କଥା ସ୍ଥିର।
@hariomforyou8558
@hariomforyou8558 Ай бұрын
ଇତିହାସ ଆପଣ ଙ୍କୁ ସର୍ବଦା ମନେ ରଖିବ ମନମୋହନ ବାବୁ ଜୟ ଜଗନ୍ନାଥ
@amiyabhanu
@amiyabhanu Ай бұрын
ମୁଁ ପୂର୍ବରୁ ଯେତେ ବି ରାଜନୈତିକ ସାକ୍ଷାତକାର ଦେଖିଛି କିନ୍ତୁ ଏହି ଚର୍ଚ୍ଚା ମନକୁ ଛୁଇଁ ପାରିଛି l ମନମୋହନ ଭାଇ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କଲେ l🎉🎉💐💐🙏🙏
@rabindrapatra8223
@rabindrapatra8223 Ай бұрын
Thanks sir for your presentation with King maker. Manubhai is our real HERO. May God bless him 🙏 Jay Jagannath. Hope he will be next CM of the Odisha 👍🙏
@kamalakantadas6050
@kamalakantadas6050 Ай бұрын
ମନମୋହନ ଭାଇ ନ ଥିବାରୁ ଏଇ ନୂଆ ସରକାର୍ ଟା ଆମକୁ ଦୁର୍ବଳ ଲାଗୁଛି ।😊
@mituprdhan2020
@mituprdhan2020 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@satishchandrabehera7291
@satishchandrabehera7291 Ай бұрын
ସ୍ଵାଗତମ୍ ମନମୋହନ ସାର୍। ଜୟ ଜଗନ୍ନାଥ!!!
@surendranarayanpanda8021
@surendranarayanpanda8021 Ай бұрын
ଏଥର ଓଡ଼ିଶାର ନିର୍ବାଚନ ର ରିୟଲ ହିରୋ. ମନମୋହନ ସାମଲ ଜୀ.
@nikunjabiharisahani2070
@nikunjabiharisahani2070 Ай бұрын
ଚଣ୍ଡିଖୋଲ ସଭାରେ ମୋଦିଜୀ ଯଦି ବିଜେଡ଼ି ବିରୁଦ୍ଧରେ କହିଥାନ୍ତି ତେବେ ବିଜେପି ୧୧୦+ ସିଟ୍ସ ପାଇଥାନ୍ତା ଏହା ସତ୍ୟ, ଯାହା ଗାଁ ଗହଳିରେ ସେ ସମୟରେ ଶୁଣାଯାଇଥିଲା। କିନ୍ତୁ ଦୁଃଖର କଥା ଏଠିକାର କିଛି ଟାଉଟର ଭାଜପା ନେତାମାନେ ବିଜେଡି ସହିତ ଗଠବନ୍ଧନ କରିବାକୁ ଚେଷ୍ଟା କରି ଭାଜପାର ବହୁତ କ୍ଷତି କରିଦେଲେ।ସେମାନଙ୍କୁ ଲୋକମାନେ ସବୁଆଡେ ଜାଣିଛନ୍ତି। ଯାହାହେଉ ମନମୋହନ ଭାଇ ହାରିଥିଲେବି ବିଜେପି ଜିତିବାରେ ତାଙ୍କର ଭୂମିକା ପାଇଁ ଅନେକ ଅନେକ ଶୁଭେଚ୍ଛା। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।
@gourangroul3420
@gourangroul3420 Ай бұрын
Great interview sir. manamohan samal is the hero in odisha politics.
@satishchandrabehera7291
@satishchandrabehera7291 Ай бұрын
ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ମନ ମୋହନ ସାରଙ୍କୁ ଆଶା କରିଥିଲୁ। ହେଲେ ବି ଆମେ ଖୁସି ଯେ ମନ ମୋହନ- ମନ =ମୋହନଙ୍କୁ ଆମେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପାଇ ପାରିଛୁ। ଜୟ ଜଗନ୍ନାଥ!!!
@abhinashmohapatra2989
@abhinashmohapatra2989 Ай бұрын
😂😂😂
@gyanabratamohanty4219
@gyanabratamohanty4219 28 күн бұрын
ସର୍ପ ସଙ୍ଗେ ବନ୍ଧୁତା ? ସାଙ୍ଘାତିକ ଭୁଲ ହୋଇଥାଆନ୍ତା | ଜଘନ୍ୟ ମିଥ୍ୟାଚାର, ଜଘନ୍ୟ ଗୋତ୍ରମାରୁ, ଚଞ୍ଚକତାରୁ ଦଳଟା ବଞ୍ଚିଗଲା, ସରକାର ବି ଗଢିଲା 🙏🙏👍
@menkaparida2735
@menkaparida2735 23 күн бұрын
ଆପଣଙ୍କ ସେବା ଓଡ଼ିଆଙ୍କୁ ଖୁସି ଆଣି ଦେଇଛି, ଆପଣ ଧନ୍ୟବାଦ ସାରେ 🙏💐🇮🇳
@sibaprasadkhadanga4375
@sibaprasadkhadanga4375 Ай бұрын
ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଵଡବଡ ଦୁର୍ନୀତି ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ସେକଥା ଦେଖିବା ପାଇଁ ମୋ ଭଳି ଅନେକ ଲୋକ ଚାହିଁବସିଛନ୍ତି ।
@pravatkumarsutar2431
@pravatkumarsutar2431 Ай бұрын
ପ୍ରଦୀପ ପାଣିଗ୍ରାହୀ ଙ୍କୁ ଡାକନ୍ତୁ
@KuKT-vc9vs
@KuKT-vc9vs Ай бұрын
The Iron man in Dhamnagar
@Ashu.2.
@Ashu.2. 21 күн бұрын
Chandabali
@rabinarayanpradahan9380
@rabinarayanpradahan9380 Ай бұрын
रघुकुल रीत सदा चली आई,, प्राण जाए पर वचन न जाई,,, ଇଏ ହେଉଛନ୍ତି ସେହି ମହାନ୍ ଯୋଦ୍ଧା, ନିଜେ ଶହୀଦ ହେଇଗଲେ କିନ୍ତୁ, ତାଙ୍କ ଦଳକୁ(ଦେଶକୁ) ବିରାଟ ବିଜୟ ଦେଲେ,,, ତାଙ୍କର ବଳିଦାନ ଚିରସ୍ମରଣୀୟ ହେଇ ରହିବ,,, ଅବଶ୍ୟ ତାଙ୍କ ଦଳରେ ଥିବା "ଜୟ ଚନ୍ଦ୍ର" ଠାରୁ ତଲୱର୍ ର ଆଘାତ ବି ପାଇଛନ୍ତି, ତଥାପି ନଇଁ ଯାଇନାହାନ୍ତି,,, ଧନ୍ୟ ତୁମେ ବୀର,,, ଧନ୍ୟ ତୁମର ପରାକାଷ୍ଠା,,,🙏🙏
@Manoranjansahoo34680
@Manoranjansahoo34680 Ай бұрын
ଆଜିର ଶ୍ରେଷ୍ଠମତ ବୋଧହୁଏ ଆପଣଙ୍କର ହିଁ ହେବ, ଧନ୍ୟବାଦ, 👌👌👌
@sumankar6856
@sumankar6856 Ай бұрын
Nabin Babu, this is a fantastic programme ! Keep it up !@❤❤
@manojgiri-jn1cs
@manojgiri-jn1cs Ай бұрын
Sir mu bhadrak ru kahuchi. Bhadrak ru monmohan sir nku hareiba pain adhikaru adhika bjd tanka kharcha karichi. Sia sara odisha ku banchei dele. Sia bhasi jibeni. Jagannath achhanti ❤. I love ❤❤❤ sir
@satyakisingh5506
@satyakisingh5506 Ай бұрын
Nice program, unique questions
@chakradharsahoo3684
@chakradharsahoo3684 Ай бұрын
No doubt daring step taken by Mr.Samal formed the BJP Govt.in Odisha. He judged the minds of people during a very critical moment of Odisha poltics. Convey our deep respect to him. Thanks for the today s discussion with him.
@brajabandhusahoo6043
@brajabandhusahoo6043 Ай бұрын
ବହୁତ ଭଲ ଲାଗିଲା
@user-bv3op9gv7b
@user-bv3op9gv7b Ай бұрын
Sir good analysis
@user-qh6ws7eh5e
@user-qh6ws7eh5e Ай бұрын
ଦୁର୍ନୀତି ଗ୍ରସ୍ତ ନେତା ଓ ସରକାରୀ ଅଫିସର ଙ୍କ ବିରୋଧରେ କେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ 😮😮😮
@kishorenayak6690
@kishorenayak6690 Ай бұрын
Dear sir Your courteous dialog delivery is really appreciable. Lies with adequate moral lessons.
@munakumar5538
@munakumar5538 Ай бұрын
ବିଜେପି ଯାହା କରୁଛି ତାହା ନିଜପାଇଁ ବିପଦ ଡାକି ଆଣୁଛି, ନବୀନ୍ ଭଲି ଅଯୋଗ୍ୟା ଲୋକ ପ୍ରତି ନିଶ୍ଚୟ କିଛି ଦୁର୍ବଳତା ଅଛି ନହେଲେ ସେହି ବିଭାଗୀୟ ନିର୍ଦେଶକ, ସଚିବ ଆଜିବି ଅଛନ୍ତି l 99% ଅଫିସର ପାଣ୍ଡିଆନ୍ ଲୋକ ଏମାନେ
@shantununayak8246
@shantununayak8246 24 күн бұрын
ରାଜ୍ୟ ବିଜେପି ଗୋଟିଏ ସିଟ ଛାଡି ମନମୋହନ ସାମଲ କୁ ସେଠି ବିଜୟୀ କରି ମୁଖ୍ୟମନ୍ତ୍ରୀ କରିବାର ଥିଲା ❤
@mohantykhoka
@mohantykhoka 25 күн бұрын
Badhiaa laagilaa ❤ today's discussions.
@user-jw6bh6ug6h
@user-jw6bh6ug6h Ай бұрын
HON'BLE MANAMOHAN SIR ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS YOU !
@p.njagadev9597
@p.njagadev9597 Ай бұрын
Words not enough to praise him. He is the real hero of this historic win and government formation of BJP in the state with full strength. He understands Odisha, but Chandbali could not understand him. He is the real victor and all our best wishes and regards for him 💐💐🙏🙏
@chhatishmohanta6403
@chhatishmohanta6403 Ай бұрын
Very good
@satyaranjandash388
@satyaranjandash388 26 күн бұрын
ଠିକ question କଲେ ନବୀନ ବାବୁ,ଜୟ ନାରାୟଣ ମିଶ୍ର ଙ୍କୁ ନିହାତି minister କରିବା ଦରକାର
@rahulk934
@rahulk934 26 күн бұрын
Great
@user-sk6cm7km1g
@user-sk6cm7km1g Ай бұрын
🙏ଜୟ ଜଗନ୍ନାଥ🙏
@PRADEEPKUMAR-hc9zz
@PRADEEPKUMAR-hc9zz Ай бұрын
Very good podcast
@BkEducationOdia
@BkEducationOdia Ай бұрын
ରାଜ୍ୟପାଳଙ୍କ ପୁଅ ବିଷୟରେ ଗୋଟେ ଭିଡିଓ ହଉ
@jayantanayak1793
@jayantanayak1793 Ай бұрын
manmohan ସାମଲ କହିନାହାନ୍ତି ସବୁ ବେଳେ bjd ବାଲା ଙ୍କ ସଡଯନ୍ତ୍ର ରେ ହାରିଛନ୍ତି
@manavdas10k13
@manavdas10k13 Ай бұрын
Very heart touching not because of "charcha with celebrities " but because of your straight forward and fearless questions to them.... More interesting is that you summaries the episode with your words .... Good luck to your new innings ... May go bless you and give more & more strength to complete 1000 episodes....
@NewsEntertainmentetc
@NewsEntertainmentetc Ай бұрын
ବହୁତ ବହୁତ ଧନ୍ୟବାଦ #Manmohan sir ଙ୍କୁ 🙏🙏🙏
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@Vinood900
@Vinood900 Ай бұрын
ମୋର ପ୍ରିୟ ନେତା, ତଥା ରାଜ୍ୟ BJP ସଭାପତି ମନମୋହନ ସାମଲ ଙ୍କୁ ଅନୁରୋଧ ଆଉ ବିନୀତ ପାର୍ଥନା ଯେ ଢୋଲ ଭିତରେ ରେ ଥିବା ମୂଷା ଙ୍କୁ ତାଙ୍କ ସୀମା ଭିତରେ ରଖା ଯାଉ। ସୀମା ପାର ହେଲେ 5 ବର୍ଷ ପରେ ଫଳ ଉଲଟି ଯାଇ ପାରେ। BJP ର ଉଜ୍ଜ୍ବଳ ଭବିଷ୍ୟତ ପାଇଁ BJP ର ଉଜ୍ଜଳ ଭବିଷ୍ୟତ କୁ ମୂଷା ମାନଙ୍କ ଠାରୁ ଦୂରେଇ ରଖା ଯାଉ। ଦେଶୀ ଲୁଣ ବ୍ୟବହାର କରି ଶୋଷଣ କାରୀ ଜୋକ ଙ୍କ ବିରୋଧ ରେ କଠୋର ର ରୁ କଠୋର ପଦକ୍ଷେପ ନିଅନ୍ତୁ ଯାହା ଭବିଷ୍ୟତ ପାଇଁ ଉଦାହରଣ ହେବ 🙏🙏🙏
@dayanidhibarik7763
@dayanidhibarik7763 Ай бұрын
Nabin ji- It is one of your best episode. Good going.
@dagreswargoud
@dagreswargoud 29 күн бұрын
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ର ପଦ ଦେଇ ଦେଲେ ତାଙ୍କ କାର୍ଯ୍ୟର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରୁହନ୍ତା
@user-qh6ws7eh5e
@user-qh6ws7eh5e Ай бұрын
ଭାଈ ମନମୋହନ ସାମଲ,ଗୈାତମ ରାୟ ଏବଂ ଜଗନ୍ନାଥ ପ୍ରଧାନ ଙ୍କ ଦୁର୍ଭାଗ୍ୟକୁ ଅସ୍ମିତା ଲହର ବଦଳାଇ ପାରିଲାନି 😢😮😂
@subashchandradas1638
@subashchandradas1638 Ай бұрын
ନବୀନ ବାବୁ, ରାଜ୍ୟପାଳ ଙ୍କ ପୁଅ ପ୍ରସଙ୍ଗ ଟିକେ ଆଲୋଚନା ହେଉ।
@user-qh6ws7eh5e
@user-qh6ws7eh5e Ай бұрын
ମନମୋହନ ଙ୍କୁ ଛାଡି ମୋହନ ଙ୍କୁ ମିଳିଲା ମୁଖ୍ୟ ମନ୍ତ୍ରୀ ପଦବୀ 🎉🎉🎉
@rameshdhal7553
@rameshdhal7553 Ай бұрын
ମନମୋହନ ସାମଲ ଯଦି CM ହୋଇ ଥାନ୍ତେ ତାଙ୍କୁ ଧନ୍ୟବାଦ ଦିଆଯାଇଥାନ୍ତା। କାରଣ ଏତେ ବଡ ବଡ ମୂଖିଆ ନେତା ଥାଉ ଥାଉ ଗୋଟିଏ ବଣ ଭାଲୁକୁ ଆଣି ଗାଦିରେ ବସେଇ ଦେଇ ମୂଖିଆ ମାନେ ବାହା ବାହା ନେଉଛନ୍ତି ଏଟା ବଡ ଲଜ୍ୟା ଜନକ କଥା। TV ରହିବ ଓଡ଼ିଶାରେ remote ରହିବ ଦିଲ୍ଲୀ ରେ। ଆମ ମୋଦି ଜିଙ୍କୁ କେତେ ପ୍ରଶଂସା କରୁଛନ୍ତି ଏମାନେ।ଏମାନେ କେବଳ ଓଡ଼ିଶା କୁ ବରବାଦ କରିବାକୁ ବସିଛନ୍ତି ☹️😔
@AlineOp
@AlineOp Ай бұрын
ମନମୋହନ ବାବୁ ବାସ୍ତବ ରେ ଓଡିଶା ବିଜେପି ର ହିରୋ
@jayadevtarei4256
@jayadevtarei4256 Ай бұрын
Finally❤
@hellobabru143
@hellobabru143 Ай бұрын
ଟିକେ ରାଜ୍ୟପାଳ ଙ୍କ ପୁଅ ର କାରନାମା ଉପରେ ଗୋଟିଏ news banao
@bhaskarnayak1075
@bhaskarnayak1075 Ай бұрын
ଧର୍ଯ୍ୟବାନ ମଣିଷ
@ramakantachhotaray1002
@ramakantachhotaray1002 Ай бұрын
Bhala lagila
@dhaneswsrsahoo3054
@dhaneswsrsahoo3054 Ай бұрын
ବହୁତ ସୁନ୍ଦର ଆଲେଚନା ...🙏🙏
@pabitraswain1273
@pabitraswain1273 Ай бұрын
ଜୟ ମନମୋହନ ସାମଲ ରାଜ୍ୟର ଏକମାତ୍ର ନିର୍ଭରଯୋଗ୍ୟ ଅନୁଷ୍ଠାନ ର ପ୍ରଥମ
@manoranjanmalla1349
@manoranjanmalla1349 Ай бұрын
Jay shree Jagannath 🙏 Sir, this week end podcast is very good idea. Thanks 🙏
@jeetendrakumarmohanty2963
@jeetendrakumarmohanty2963 Ай бұрын
ଅତି ସୁନ୍ଦର ଆଲୋଚନା, ନିର୍ବାଚନ ପୂର୍ବରୁ ଭାଜାପା ଦଳ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ,,ଆମ ଦଳ ଯଦି ସରକାର କରେ, ଦୃନିତୀକୁ ପ୍ରଶ୍ରୟ ଦେବ ନାହିଁ, କି ପୂର୍ବ ସରକାରଙ୍କ ଦୃନିତୀକୁ ଜନସାଧାରଣଙ୍କ ଦୃଷ୍ଟିକୁ ଆଣି,ତାହାର ଉପଯୁକ୍ତ ତଦନ୍ତ କରିବୁ, ନୂତନ ସରକାର ଆଜିକୁ ଠିକ୍ ଏକ ମାସ ହେବ, ତେଣୁ ଆମ ଓଡିଶାର ଜନସାଧାରଣଙ୍କୁ ଧର୍ଯ୍ୟର ସହ ସମୟକୁ ଅପେକ୍ଷା କରିବାକୁ ପଡ଼ିବ,ଜୟ ଜଗନ୍ନାଥ।
@SwayamSantosh4u
@SwayamSantosh4u Ай бұрын
Best episode i have ever watched.
@d49100
@d49100 Ай бұрын
Khub sundar charcha and khub sundar choice of first person to make any charcha
@user-qh6ws7eh5e
@user-qh6ws7eh5e Ай бұрын
ସ୍କାମ୍ ର ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ କେବେ ଦେବେ🎉🎉🎉🎉
@swapnanandarath2244
@swapnanandarath2244 Ай бұрын
ଚର୍ଚ୍ଚା ବହୁତ ଭଲ ଲାଗିଲା l
@rajjena4219
@rajjena4219 Ай бұрын
ସବୁ ଠିକ୍ ଅଛି, ଲୋକେ BJD ର କାର୍ଯ୍ୟ କାଳ ଉପରେ ଅତିଷ୍ଠ ହେଇ BJP କୁ ଭୋଟ ଦେଇଛନ୍ତି, ହେଲେ BJD ସହ ହାତ ନମିଲେଇ ତାକୁ ଯଦି କେବଳ opposition ଜାଗାରେ ରଖିବେ ତାହେଲେ ଓଡିଶା ବାସୀ ଖୁସି ହେବେ ।
@shankardmishra121
@shankardmishra121 Ай бұрын
A much awaited welcome step by Nirbhay. Hope you will keep this Charcha on with other worthy personalities of Odisha. Mohan Samal was defeated by the conspiracy and treachery of an influential M. P and Minister at the centre of his own party. It is talked about in the media.
@pradeeptadash6501
@pradeeptadash6501 22 күн бұрын
Proud of manmohan samal.... 🙏
@GuptagangaCreations
@GuptagangaCreations 12 күн бұрын
Great Politician ❤
@sushilsamal3789
@sushilsamal3789 Ай бұрын
Good 👍👌
@geetanjalikarna8616
@geetanjalikarna8616 Ай бұрын
ନିର୍ଭୟଗୁମରକଥା ସଂପର୍କରେ କହିଦିଅନ୍ତୁ ।
@bijaykumarbarik8519
@bijaykumarbarik8519 Ай бұрын
Good
@supriyasahoo4400
@supriyasahoo4400 Ай бұрын
Odisha re bjp sarkar habare Manmohan samal nka sampurna bhumika Sathi pai tanku bahut bahut dhanyawad 🎉🎉🎉 Au nije hariba mote byakti gata bhabe bahut kasta lagichi . But bahut bahut dhanyawad samal babu
@Ranjan.628
@Ranjan.628 Ай бұрын
Podcast badhia laguchi sir 🙏
@DR.B.NAYAK1980
@DR.B.NAYAK1980 Ай бұрын
ସାମଲ ଜି ହାରି ନାହାଁନ୍ତି, ବରଂ ଜିତିଛନ୍ତି l ଯାହାର ମାନସିକ ବଳ ଜୟଲାଭ କରେ ସିଏ ସର୍ବଦା ବିଜୟୀ l ଜୟ ମହାବାହୁ 🙏
@manojbehera8900
@manojbehera8900 Ай бұрын
Sir apananku koti koti pramam
@manjupravamishra8000
@manjupravamishra8000 Ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@baikunthamahanta785
@baikunthamahanta785 Ай бұрын
Thank you sir for discussion.
@user-sl1rs9ij8y
@user-sl1rs9ij8y Ай бұрын
ଯୋଡି ବହୁତ ସୁନ୍ଦର ଭଲ ଚର୍ଚ୍ଚା
@POOJA-zt6vg
@POOJA-zt6vg Ай бұрын
Sir! You are always raising your voice against all the misdeeds, which is praiseworthy. Why do nt you raise your voice against assault of Asst Section Officer by Governor's son.
@RabindraBehera-vi8fj
@RabindraBehera-vi8fj Ай бұрын
Nice sir
@bhawaniswain3681
@bhawaniswain3681 Ай бұрын
Good podcast 🎉
@prafullakumarpradhan8129
@prafullakumarpradhan8129 Ай бұрын
ମେଣ୍ଟ ହୋଇଥିଲା, ବର୍ତମାନ ଏ ବସ୍ଥା ହୋଇଥାନ୍ତା l ଆପଣ ଙ୍କ ବିପକ୍ଷ ରେ ଠିଆ ହେବାକୁ କେହି ସଂମୁଖ ଆସିନଥାନ୍ତେ l ପାଣ୍ଡୁ ସବୁସୁବିଧା କରି ଦାୟିତ୍ୱ ନେଇଥାନ୍ତା l
@Jagannath-oc9ht
@Jagannath-oc9ht Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@sangitajoshi8456
@sangitajoshi8456 Ай бұрын
Jay jagannath 🚩🙏
@ajoykumarmishra-c1z
@ajoykumarmishra-c1z 27 күн бұрын
A perfect and honest leader
@hemantapradhan6406
@hemantapradhan6406 Ай бұрын
Jay Jagannath Sir
@bishnumishra8668
@bishnumishra8668 Ай бұрын
Good Question.....ଢୋଲ ଭିତରେ କିଏଥିଲା BJP ରେ ଯିଏ ମେଣ୍ଟ ଚାହୁଁଥିଲା !??
@manoranjannaik1976
@manoranjannaik1976 Ай бұрын
ସାମଲ ବାବୁଙ୍କ ପରିବର୍ତ୍ତେ ଲୋକେ ବିଜୟୀ ପ୍ରତିନିଧିଙ୍କୁ ଅଧିକ ପସନ୍ଦ କରିଛନ୍ତି | ଏହାକୁ ଏଡାଇ ଦେଇ ପାରିବାନି ।
Naveen Nka Charcha With BJD Leader, Ex MLA Amar Satpathy
41:28
Challenge matching picture with Alfredo Larin family! 😁
00:21
BigSchool
Рет қаралды 24 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 10 МЛН
IQ Level: 10000
00:10
Younes Zarou
Рет қаралды 13 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 17 МЛН
Why UK 🇬🇧 is going Bankrupt? : Detailed Economic Case Study
20:37
Think School
Рет қаралды 1,4 МЛН
Congress In Hands Of Ajay - Srikant
5:39
Nirbhay
Рет қаралды 16 М.
Challenge matching picture with Alfredo Larin family! 😁
00:21
BigSchool
Рет қаралды 24 МЛН