ରାଜ୍ୟସଭାରେ ଗର୍ଜିଲେ ବିଜେଡି ସାଂସଦ ସୁଲତା ଦେଓ | Nandighosha TV

  Рет қаралды 117,019

Nandighosha TV

Nandighosha TV

4 күн бұрын

#sulatadeo #bjd #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 722
@rajendrapadhan2773
@rajendrapadhan2773 2 күн бұрын
ସୁନୀତା ଜୀ ଆଗରୁ ଯଦି ଏମିତି ବିରୋଧୀ ଦଳ ଭୂମିକା ଗ୍ରହଣ କରିଥିଲେ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା, ଆପଣ ଙ୍କ ବିଜେଡି ସରକାର ଅହଂକାର ଗର୍ବ ରେ ସାଧାରଣ ଜନତା ଙ୍କ କଥାକୁ ସମ୍ମାନ ଦେଲେନି, ଦିର୍ଘଦିନ ଆପଣ ମାନେ ବି ସେହି ଭୁମିକାରେ ଅଭିନୟ କରିଥିଲେ, ଏଥିରେ ସନ୍ଦେହ ନାହିଁ,
@SidharthPrasadDas
@SidharthPrasadDas 2 күн бұрын
ଆଜି ସାରା ଭାରତ ଦେଖିଲା ବିଜେଡି ର କରାମତି, କିନ୍ତୁ ଦୁଃଖ ର କଥା ଏ ଆଭିମୁଖ୍ୟ ଯଦି ବିଜେଡି ଆଗରୁ କରି ଥାନ୍ତା ଆଜି ଦଳ ର ଏମିତି ଅବସ୍ଥା ହୋଇନଥାନ୍ତା, ବିଜେଡି ହାରିବାର ଯୋଉ କେତେଟା କାରଣ ଅଛି, ବିଜେପି ସହ ବିଜେଡି ର ପ୍ରୀତି ପ୍ରମୁଖ କାରଣ, ଯା ହେଉ ଡେରି ହେଉ ନବୀନ ବାବୁ ଏମିତି ରହିବେ ଯଦି ଆଗକୁ ସମ୍ଭାବନା ଅଛି, ସାପ ସହ ପ୍ରେମ କଲେ ଚୋଟ ମିଳେ ଯୋଉଟା ହୋଇଛି,
@078jayramsamal5
@078jayramsamal5 2 күн бұрын
U are right 👍
@sabitasahoo5208
@sabitasahoo5208 2 күн бұрын
Right
@Zanil-kr7ll
@Zanil-kr7ll 2 күн бұрын
Are Bhai Modi bhalia beiman kouthi milibani ek number chora taku jie birodh kala taku kichhi na kichhi case re faseiki Ed CBI lageiki jail patheila jie support kala se dala ku bhangi dela
@kanheisahu2925
@kanheisahu2925 2 күн бұрын
Bjd bale dibaswapna dekhiba chhadi diantu.... Mahalmanda bhuli jaichhi bjd....
@Zanil-kr7ll
@Zanil-kr7ll 2 күн бұрын
@@kanheisahu2925 diva swapna BJD kana paine dekhiba
@user-gq1yo9ib3c
@user-gq1yo9ib3c 2 күн бұрын
ବହୁତ ଭଲ ଭାଷଣ ଦେଲେ କିନ୍ତୁ ବବି ଦାଶ ଏବଂ ବୋଲେ ବୋଲେ ବିଷୟ ରେ କିଛି କୁହ ସମସ୍ତେ ସୁଣିବେ
@manojswain9596
@manojswain9596 2 күн бұрын
ଆଜି ରାଜ୍ୟରେ BJP ଜିତିବାରୁ ସଂସଦ ରେ ଗର୍ଜୁ ଛନ୍ତି।
@prasantsmohanta4416
@prasantsmohanta4416 2 күн бұрын
ଏଇଟା ତୁମର ଶେଷ ରାଜ୍ୟସଭାରେ ଭାଷଣ. ଆଉ ରାଜ୍ୟସଭା ଯାଇ ପାରିବନି. ଯେତେ ପାରୁଛ କୁହ. କିଛି ଛୁଡ଼ି ପାରିବନି.
@bikunpradhan770
@bikunpradhan770 2 күн бұрын
Are bjp ra jaiki maximum 3 Jana jibe fir vi bjd pakhare 7 seat rahiba tamaku kichhi Jana achhi ki nai
@SMASHBEAST1
@SMASHBEAST1 2 күн бұрын
Andhbhakt 😂😂
@bishalsamalii9200
@bishalsamalii9200 2 күн бұрын
Rajya sabha election upre kichi janichu ki nhai na semti cmnt dauchu 👍🏻👍🏻
@Loknath_official
@Loknath_official 2 күн бұрын
Tor bua ni pare
@hardworkneverdies5679
@hardworkneverdies5679 2 күн бұрын
​@@bikunpradhan770ୟେ ଭାବୁଚି ରାଜ୍ଯ ସଭା seat ବି ମିଛ କହିକି ଓଡ଼ିଶା ରୁ ନେଇଯିବୁ 😅😅😅
@nikhileshdas4929
@nikhileshdas4929 2 күн бұрын
ଏ ଶଳା ଗୁଡା ନିଜେ କିଛି କରିବେନି ଖାଲି ଖଟିଆ ସେବା ନେବେ, ଆଉ ଯିଏ କାମ କଲ ତା ଗୋଡ଼ ଟାନିବେ।
@kishorkumarkar9544
@kishorkumarkar9544 2 күн бұрын
ଦିଦି ଲୋ ତୋ ସ୍ୱାମୀ ଉପରେ ରାଗିକି ଆସିଛୁକି
@rajendrasing4254
@rajendrasing4254 2 күн бұрын
😂😂😂
@remitapradhan989
@remitapradhan989 Күн бұрын
😂😂
@AparnaApu-jv7yo
@AparnaApu-jv7yo Күн бұрын
😂😂
@Aviator_7940
@Aviator_7940 21 сағат бұрын
😂😂😂😂
@swadhinmaharana5989
@swadhinmaharana5989 2 күн бұрын
5T ବିଷୟରେ ଆଲୋଚନା କରିଥିଲେ ଟିକେ ବୋଧେ ସାଧାରଣ ପ୍ରସଙ୍ଗ ଭଲ ଲାଗିଥାନ୍ତା ନବୀନ ପଟ୍ଟନାୟକ ଙ୍କ ନା ଟିକୁ ନଧରି ପାଣ୍ଡୁ ନା ଧରିଥାଆନ୍ତ ଭଲ ହୋଇଥାନ୍ତା
@Subashroutvlog203
@Subashroutvlog203 2 күн бұрын
ଆର ସବୁ ନୁଖୁରା କଥା, ଆଗରୁ ଏଇମାନଙ୍କ ସାଙ୍ଗରେ ମିଶି ଖାଲି ମିଛ ଗପୁଥିଲା, ଏବେ ସତ ଭାବି କହିଲେ କିଏ ଶୁଣୁଛି
@krushnakuna1341
@krushnakuna1341 2 күн бұрын
ଯିଏ କି ଠିକ୍ ରେ କହି ପାରୁ ନାହିଁ ସେ ଆଜି ରାଜ୍ଯସଭା ସାଂସଦ
@pravatkumarsutar2431
@pravatkumarsutar2431 2 күн бұрын
ଆରେ ନବୀନ ର ହାତ ଥରୁଥିଲା ଯିଏ ଦେଖିବ ସେ ସନ୍ଦେହ କରିବ
@narendrapanda6912
@narendrapanda6912 2 күн бұрын
ଓଡ଼ିଶାରେ ସୋଇଥିବା ଦୁର୍ନୀତି ବିଷୟରେ ଟିକେ କୁହନ୍ତୁ ନା
@swadhinmaharana5989
@swadhinmaharana5989 2 күн бұрын
ହାତୀ ପଳାଇଲା ପରେ କିଏ ବୋବା ଏ ଭାଇ ଜାଣିପାରୁ ଥିବେ.....ଭୋ ଭୋ ଭୋ...ଆଗରୁ elections ସମୟରେ ଘରେ ନାହି ରେ ତେଲ ମାରିକି ଶୋଇଥିଲେ ପାଣ୍ଡୁ ସର ଯାଉଥିଲେ ହେଲି କ୍ୟାପ୍ ଟର ରେ
@purnanayak123
@purnanayak123 2 күн бұрын
ଭଲଭାବରେ ହିନ୍ଦୀ ଭାଷାରେ କହିପରୁନି
@DillipNaik-tu5sg
@DillipNaik-tu5sg 2 күн бұрын
ଚାବି ଯଦି ଥିଲା ଆଗରୁ ଏତେ କହିଲା ପରେ ବାହାର କରୁ ନଥିଲୁ କଣ ପାଇଁ? Duplicate ଚାବି ଦେଖାଉ ଥିଲ କଣ ପାଇଁ?
@kailashchandrabhoi7386
@kailashchandrabhoi7386 2 күн бұрын
ହିନ୍ଦୀ ଠିକ୍ ସେ କହ ନହେଲେ ଓଡ଼ିଆ ରେ କହ
@bikramkumarbal5854
@bikramkumarbal5854 2 күн бұрын
ସସ୍ମିତ ଚୋର ବସିଚି 🤣🤣🤣🤣
@sagarsahoo4394
@sagarsahoo4394 2 күн бұрын
😂😂🤣🤣
@AjayakumarGochhi
@AjayakumarGochhi 2 күн бұрын
ଖାଲି ଚୋର ନୁହେଁ କୁକୁର
@mukundagiri2721
@mukundagiri2721 2 күн бұрын
Sasmit ghusuri
@debasisrana7684
@debasisrana7684 2 күн бұрын
ହିନ୍ଦୀ ତ ଠିକ ରେ କୁହ ଓଡିଶା କୁ ଏମିତି କାହିଁ କରୁଛ
@dileswarmahanta-mg4ov
@dileswarmahanta-mg4ov 2 күн бұрын
ଏ ମା ଇପେକୁ ଲାଜ ନାହିଁଲୋ ମା,ନବିନ ବିଷୟରେ କହୁଛି 😮 ଆଗରୁ ବହୁତ ଛୋଡିଛ ନାମ ନିଅ
@SouravDas-dd5my
@SouravDas-dd5my 2 күн бұрын
ଆବେ ମୂର୍ଖୀ ସୁଲତା ଟିକେ ପାଠଶାଠ ପଢିକି ହିନ୍ଦୀ ଭଲ ଭାବରେ ଅଭ୍ୟାସ କରିକି କହ। ଗଧୁଣୀ ସୁଲତା
@PurnachandraMallik-kx9ze
@PurnachandraMallik-kx9ze Күн бұрын
Right 👍
@gobindaprasadgudu8924
@gobindaprasadgudu8924 Күн бұрын
No need .. Odia is recognised language... respect mother language not hindi
@FactWorld0.9
@FactWorld0.9 20 сағат бұрын
Please respect our odia people and our odia language
@kamalakantabindhani8896
@kamalakantabindhani8896 2 күн бұрын
Balle balle balle balle...
@NirakarBiswal-zg4tn
@NirakarBiswal-zg4tn 2 күн бұрын
ତୋ ଧରମ ଭାଈ କଣ ପାଇଁକି ନବୀନ ପଟ୍ଟନାୟକ ହାତକୁ ଧରୁଥିଲା ।
@pradhanyoutubechannel6647
@pradhanyoutubechannel6647 2 күн бұрын
ଖାଲି ଫାଟୁଛି ତମର ଆଉ କିଛି କାମ ନାହିଁ
@kirankumarsahu8824
@kirankumarsahu8824 2 күн бұрын
ଏୟ କଥା କିଏ ଶୁଣୁଛି😂
@samalbikram-oy5dd
@samalbikram-oy5dd 2 күн бұрын
ରାମ ଭକ୍ତ ଶୁଣିବେ ଅନ୍ଧ ଭକ୍ତି ଲୋକଙ୍କୁ ଶୁଣି ବନୀ
@BibhutiDalei-hz7xs
@BibhutiDalei-hz7xs 2 күн бұрын
ଶୁଣିବା ଲୋକ ଶୁଣୁଛି , ଛାତିରେ ଠିକ୍ ଗଳୁଥିବ !
@AsitKumarSa
@AsitKumarSa 2 күн бұрын
Nije sunuchha
@monalisajena4924
@monalisajena4924 2 күн бұрын
Samastey sunibey aangya...yebe lagila ...right opposition....🎉
@monalisajena4924
@monalisajena4924 2 күн бұрын
​@@AsitKumarSaright speech...sachh hamesha sachh. ..🎉
@mohammedkhursid6881
@mohammedkhursid6881 10 сағат бұрын
ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।
@manojagouda2182
@manojagouda2182 2 күн бұрын
ଏତେ ଯଦି ନବୀନ ଭଲ ହାରିଲା କଣ ପାଇଁ ଦିଦି loo
@reenaswain1277
@reenaswain1277 2 күн бұрын
Thank you madam 👌👌
@kumarbidhuvlogs
@kumarbidhuvlogs 2 күн бұрын
Rajya sabha Ru suna heijiba tk wait kara
@Aviator_7940
@Aviator_7940 21 сағат бұрын
Thik katha
@swadhinmaharana5989
@swadhinmaharana5989 2 күн бұрын
ନେଡି ଗୋଡ କହୁଣୀ କି ବାଜିଲା ପରେ ରଡି ଛାଡୁଛନ୍ତି ରାଜ୍ୟ ସଭାରେ
@DurgaPrasad-tj3wv
@DurgaPrasad-tj3wv 2 күн бұрын
ଜୟ ଜଗନ୍ନାଥ ଜୟ କଲିଙ୍ଗ ଓଡ଼ିଶା କେବଳ ଓଡ଼ିଆ ଭାଷା ନବୀନ ଓଡିଶା 💚🐚
@BibhutiDalei-hz7xs
@BibhutiDalei-hz7xs 2 күн бұрын
Wah ! What a dynamic speach sulata deo !!!!❤❤❤❤❤
@MithunRaita-w3o
@MithunRaita-w3o 16 сағат бұрын
Odisha re ta sabu 20 seats au fully govt asila😅😅😅😅
@akshayakumarsundaray-ob2vb
@akshayakumarsundaray-ob2vb 2 күн бұрын
Ekdum right bola madam Thanks
@umeshnayak9265
@umeshnayak9265 2 күн бұрын
Loka mana rakhithibaru Lokasvare oooooo dele
@subhamprasadkhatei386
@subhamprasadkhatei386 2 күн бұрын
ମଞ୍ଜି କଥା କହିଦେଲେ ମ୍ୟାଡମ୍ ❤
@Vikshitnuaodisha
@Vikshitnuaodisha 2 күн бұрын
ଚୁରଣୀ ବଲ୍ଲେ ବଲ୍ଲେ ଢ଼ାବା କଥା କହ, ହିନ୍ଦରେ ପୁରା ଦୁର୍ବଳ
@GopinathPanda-sz7jl
@GopinathPanda-sz7jl 2 күн бұрын
Good speech mam proud of odisha
@kishorkumarkar9544
@kishorkumarkar9544 2 күн бұрын
ଦିଦି ରାଗିଛି.... ବବି ଚୋରି କରୁଥିଲା...ed ନଜର ପଡ଼ିବନି ବିଲ୍ଲ କୁ ସପୋର୍ଟ କରୁଥିଲ... ଚୋର ଶଳା
@bhupendrasinha7273
@bhupendrasinha7273 2 күн бұрын
Thank u didi, odisha pain apana etiki sabu katha kahichhan. U are great.
@GouriDas-qg1tw
@GouriDas-qg1tw 2 күн бұрын
ପାଣ୍ଡୁ ପାଗଳ ମେଡିସିନ ଦେଇ ଦେଇ ଦେହ ଟା ଖରାପ୍ କରିଦଉଥିଲା, ଷ୍ଟେଜ୍ ରେ ଚାଲିପାରୁ ନଥିଲେ ସେଗୁଡା ଭଲ ଲାଗୁଥୀଲା କି....ବିଜେଡି ହାରିଜାଇଛି ବୋଲି ନବିନ୍ ବାବୁଙ୍କର ଆଜି ପାଗଳାମି ଟା କମି ଜାଇଛି, ସିଏ ବଞ୍ଚିଜାଇଛନ୍ତି....ନହେଲେ ଆମେ ନିବିନ୍ ବାବୁଙ୍କୁ ବହୁତ୍ କମ୍ ଦିନରେ ଦେଖିପାରିନଥାନ୍ତୁ..। ତୁ ତ ହିନ୍ଦି କୁହା ଜାଣିନୁ ଲାଗୁଛି ଏଇଟା ତୋର ଶେଷ ଭାଷଣ...ଜଉଟା କହିବା କଥା ସେଟା କହୁନୁ....
@user_puja.priyapupuli
@user_puja.priyapupuli 2 күн бұрын
Ur great mam🙏🙏🙏supb speech
@rameshchandra9691
@rameshchandra9691 2 күн бұрын
ନବୀନ ଭଲ ଅଭିନୟ କରିପାରନ୍ତି
@bijayapppradhan4563
@bijayapppradhan4563 2 күн бұрын
ରଘୁବର ଦାସ ବି ନବୀନ କୁ ଟେକି ଥିଲେ ଭାଷଣ ରେ। ହାରିଲା କଣ ପାଇଁ ବିଜେଡ଼ି। ସଫା ହେଲଣି। ଆଉ ଯେତିକି ଅଛ ଆଉ ଅଳ୍ପ ଦିନ ରେ ବିଦାୟ ନେବ। ସେମିତି ଗରଜୁଥିବ।
@purejajpuria1692
@purejajpuria1692 2 күн бұрын
Good gob 👍
@KarunakarDhani-eo2sl
@KarunakarDhani-eo2sl Күн бұрын
ତୁମ ଭାଷଣ ନନ୍ଦିଘୋଷ ଟିଭି କୁ ବହୁତ ଭଲ ଲାଗିଛି।
@justiceforu
@justiceforu Күн бұрын
Wahh didi wahhh
@SurendraMirdha-qo6tr
@SurendraMirdha-qo6tr 2 күн бұрын
ଜୟ ବିଜେପି ଜୟ ମୋଦି ❤
@PurnamajhiMajhi-xx1di
@PurnamajhiMajhi-xx1di 14 сағат бұрын
1400 gas silinder 1200
@user-pn4rw2th8t
@user-pn4rw2th8t 2 күн бұрын
Jay Jagannath Jay BJD Odisha Sarkaar no1 Naveen Babu 🙏 thile achanti rahibe sathire Jay Jagannath
@bhabaninayak7810
@bhabaninayak7810 13 сағат бұрын
ହିନ୍ଦୀ ଭାଷା ଭଲରେ ଆସୁନି
@rakeshbehera716
@rakeshbehera716 2 күн бұрын
Very nice
@Aviator_7940
@Aviator_7940 21 сағат бұрын
Hilarious,I laughed the way the debate was presented 😂😂😂😂
@ManojBehera-ti2qp
@ManojBehera-ti2qp 2 күн бұрын
Nice
@Best_Entertainment_Odisha
@Best_Entertainment_Odisha 2 күн бұрын
Strong opposition
@manishapattanayak2152
@manishapattanayak2152 Күн бұрын
Best Sulata Didi👍🎉
@vinodrout6721
@vinodrout6721 2 күн бұрын
Very good odisha ka sansad ki maa
@babinanaik2122
@babinanaik2122 2 күн бұрын
Proud of eu being a woman of Odisha
@sushilsamal3789
@sushilsamal3789 2 күн бұрын
ତୁମେତ ଖୁସି ରେ ଉତ୍ତରୀୟ ପକାଇ ଥିଲ, ତୁମ ସାମ୍ନାରେ ବାହାର କରି ଫିଙ୍ଗିଲେ କାହିଁକି ?
@brajaraj6894
@brajaraj6894 15 сағат бұрын
ଧନ୍ୟବାଦ୍ didi
@RajeshJala-uq1kg
@RajeshJala-uq1kg 2 күн бұрын
Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD ❤❤❤❤❤❤❤❤❤❤❤❤❤❤
@pabitramohapatra9153
@pabitramohapatra9153 2 күн бұрын
Good
@user-de4yi9vf2d
@user-de4yi9vf2d 2 күн бұрын
ଆରେ ଇ ଏ ତ ସେଇ ଫ୍ଲିମ୍ ର ହିରୋଇନ୍ ବୋଧେ ଆଉ
@RashmiChouhan-uq8ci
@RashmiChouhan-uq8ci Күн бұрын
Very nice 👍
@RashmiChouhan-uq8ci
@RashmiChouhan-uq8ci Күн бұрын
Your excellent Mam
@sunilrauto5923
@sunilrauto5923 Күн бұрын
ଆଗରୁ ସମର୍ଥନ କରୁ ଥିଲେ ଏବେ ଗର୍ଜିଲେ କିଛି ଲାଭ ହେବନି
@pradipkumardasdas7184
@pradipkumardasdas7184 2 күн бұрын
Jay jagannath 🙏
@RajeshJala-uq1kg
@RajeshJala-uq1kg 2 күн бұрын
Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD odia 6 ok VK
@sarojkumardas1006
@sarojkumardas1006 12 сағат бұрын
Nice 👍👍👍👍👍 good .🎉🎉🎉🎉🎉🎉🎉🎉🎉🎉🎉🎉🎉 Congratulations Madam
@PrakashSamal-vw9cu
@PrakashSamal-vw9cu 2 күн бұрын
Jay bjd jay naboni jihe
@debashishpaikray1333
@debashishpaikray1333 22 сағат бұрын
ସୁଲତା ଦେଓ ହିନ୍ଦୀ ଶିଖିକି ଆସନ୍ତୁ
@ashiskumargochhayat7764
@ashiskumargochhayat7764 2 күн бұрын
Jay Jagannath
@brajaraj6894
@brajaraj6894 15 сағат бұрын
i love you memu
@saraswatisahoo5171
@saraswatisahoo5171 Күн бұрын
ମାଡାମ ଆଗରୁ ଜଦି ଏହିପରି ଆଭିମୁଖ୍ୟ ନେଇ ଥାଆନ୍ତେ ଆଜି ଏ ଅବସ୍ଥା ହେଇ ନ ଥାନ୍ତା ।
@mitabairisal4355
@mitabairisal4355 2 күн бұрын
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହିନ୍ଦି ଭୁଲ ଭାଲ କଲେ ବୋଲି କେତେ ସମାଲୋଚନା ହୋଇଗଲା, ଏ ରାଜ୍ୟ ସଭାରେ କି ଭଳିଆ ହିନ୍ଦୀ କହୁଛନ୍ତି?ଏମାନେ ଦିଲ୍ଲୀ ବୁଲିବାକୁ ଯାଇଥିଲେ,BJP କୁ ସବୁଥିରେ ହଁ ମାରିଆସୁଥିଲେ।ଏବେ ହେଲା କଣ madam ଙ୍କର। କମ୍ ସେ କମ୍ ଠିକ୍ ରେ ତ କଥା କୁହନ୍ତୁ😮
@user-ow4zj2gl3r
@user-ow4zj2gl3r 2 күн бұрын
Sulata deo..8th..pass😊😊😊😊
@ranjitkumbhar4403
@ranjitkumbhar4403 2 күн бұрын
😅😅😅😅
@hardworkneverdies5679
@hardworkneverdies5679 2 күн бұрын
Point out କର କଉ line ରେ ହିନ୍ଦୀ ଭୁଲ ଅଛି??100% ଭଲ ହିନ୍ଦୀ କହୁଚି ଆମ ଆଦିବାସୀ cm ଠୁ
@jyotiranjan7273
@jyotiranjan7273 Күн бұрын
@@hardworkneverdies5679 right jumula sarkar
@sumitrakhuntiasumina5294
@sumitrakhuntiasumina5294 2 күн бұрын
Jay Jagannath 🙏 jay nabini sir
@BuluRashmivlogs
@BuluRashmivlogs 2 күн бұрын
ବହୁତ ସୁନ୍ଦର ଉପସ୍ଥାପନା 👍👏👏👏
@mrkanha6911
@mrkanha6911 2 күн бұрын
Good speech jay bjd
@skcreation9654
@skcreation9654 2 күн бұрын
To maa nku namskar 👍
@user-el7os9wk9u
@user-el7os9wk9u 2 күн бұрын
Bjd ବାଲାଙ୍କୁ ଠୁ ଆସା କଣ... ଆରେ ଯଦି କଷ୍ଟ କରି ଯାଇଛ.. ଓଡିଶା ବିଷୟରେ କୁହ.. ଓଡ଼ିଆ ଲୋକଙ୍କ ପାଇଁ କିଛି କୁହ..
@hardworkneverdies5679
@hardworkneverdies5679 2 күн бұрын
Salute mam good keep it up
@HemantKumar-jk2hs
@HemantKumar-jk2hs Күн бұрын
ଏଇ ମହିଳା ଗର୍ଜ୍ଜ୍ଜୁଛନ୍ତି ନା,.... ମିୟାଉ ମୀୟକୁ କରୁଛନ୍ତି
@dillipkumarsingh5515
@dillipkumarsingh5515 Күн бұрын
ରାଜ୍ୟସଭା ରେ ଭାଡୁଆ ବସିଛି, ଭାଡୁଆଣୀ ଭାଷଣ ଦେଉଛି, ଛେପ ଢକୁଛି ଯେତେ ରୂପ ରେଖ ଚେଞ୍ଜ କରି ଭାଷଣ ଦେଲେ କଣ ହେବ ,ଜୟ ଶ୍ରୀ ରାମ.........।...
@bikashbarman7390
@bikashbarman7390 2 күн бұрын
Tike bhalo bhabare agaru ghoshi ki gole bhalo hunta. Madam
@sasmitachhachhan6383
@sasmitachhachhan6383 2 күн бұрын
Very nice sulata ji.keep it up. For our Bjd party.
@smrutisekharsahoo1363
@smrutisekharsahoo1363 18 сағат бұрын
ଲୋକ ରାଜ୍ୟସଭା ସାଂସଦ ପରୋକ୍ଷ ବାଛନ୍ତି। ନବୀନ ପଟ୍ଟନାୟକ ନୁହେଁ। ଅନ୍ତତଃ ଏ ଜ୍ଞାନ ରହିବା ଦରକାର
@debadattatripathy6345
@debadattatripathy6345 2 күн бұрын
ମୂର୍ଖାମୀ ର ଶେଷ ସୀମା ପାଗିଲି 😄😄😄😄😄
@chandansethy5684
@chandansethy5684 2 күн бұрын
Madam fully excited achhanti
@07sbk45
@07sbk45 2 күн бұрын
Great Ma,am✨
@sayedsibtan820
@sayedsibtan820 2 күн бұрын
Supataji , bahut bahut dhanyabad
@sudhansusekhardash9010
@sudhansusekhardash9010 Күн бұрын
Salute mm , jay bjd, jay jagannath, jay nabin.
@gitanjalihati725
@gitanjalihati725 Күн бұрын
Dd super 🎉🎉
@user-li7hg2wg5v
@user-li7hg2wg5v 2 күн бұрын
ଜୟ ଜଗନ୍ନାଥ ଜୟ ବିଜେଡି ଜିନ୍ଦାବାଦ
@gopasamal7468
@gopasamal7468 Күн бұрын
Very well said 👏 👍
@abinashthakur8475
@abinashthakur8475 2 күн бұрын
Excellent
@karunakarmallick5854
@karunakarmallick5854 2 күн бұрын
ବହୁତ ସୁନ୍ଦର ଉପସ୍ଥାପନା କଲେ ଧନ୍ୟବାଦ ଜୟଜଗନ୍ନାଥ
@subhankaparida1200
@subhankaparida1200 Күн бұрын
Nice 👍👍
@satyapriyarout1339
@satyapriyarout1339 2 күн бұрын
Jay jaganath swami ki jay. Madam odisha ra chasi Manaka katha bhujhantu.sabu block re cold store karantu.
@srikantalipu9749
@srikantalipu9749 2 күн бұрын
Nice comedy 😃
@DillipNaik-tu5sg
@DillipNaik-tu5sg 2 күн бұрын
ଯଦି ଓଡ଼ିଶା ଅଧିକ ରାଜସ୍ବ ଦେଉଛି ବୋଲି ଅଧା ବଜେଟ ଓଡ଼ିଶା ପାଇବ ତ ନବୀନ ପଟ୍ଟନାୟକଙ୍କ ସରକାର ସବୁଠୁ ଅଧିକ ରାଜସ୍ବ କେନ୍ଦୁଝର ଜିଲ୍ଲା ରୁ ପାଇ ଭୁବନେଶ୍ୱର ରେ କଣ ପାଇଁ ସବୁ ଖର୍ଚ୍ଚ କରୁଛି ଟିକେ କହ
@PrakashkumarPradhan-eb4fl
@PrakashkumarPradhan-eb4fl 2 күн бұрын
Kounjara ra kisi kama heini
@pradhanyoutubechannel6647
@pradhanyoutubechannel6647 2 күн бұрын
ଠିକ୍ କହିଛ ଭାଇ
@desidance2273
@desidance2273 2 күн бұрын
Yes bhai
@AjayakumarGochhi
@AjayakumarGochhi 2 күн бұрын
କଣ କହିଲ ଭାଇ 😂😂😂 ମନକୁ ପାଇଲା 😂😂😂
@Aviator_7940
@Aviator_7940 21 сағат бұрын
Thik katha
@lipuswain2347
@lipuswain2347 2 күн бұрын
If you don't know Hindi please speak in other languages i think it is better to speak in odia
@prafullakumarbiswal1109
@prafullakumarbiswal1109 Күн бұрын
Vary good
@lulukathua1712
@lulukathua1712 14 сағат бұрын
Right 👏👏👏💯
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 8 МЛН
孩子多的烦恼?#火影忍者 #家庭 #佐助
00:31
火影忍者一家
Рет қаралды 40 МЛН
Luck Decides My Future Again 🍀🍀🍀 #katebrush #shorts
00:19
Kate Brush
Рет қаралды 8 МЛН
Пробую самое сладкое вещество во Вселенной
00:41
Jibana Do Chhakire Ashara Alok Ep 419   29 JUNE 2024
43:29
🔵Exclusive Interview With Odisha Deputy CM Pravati Parida
34:21
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 8 МЛН