Is Naveen Scared Of Pandian? Why Such Support For Him? | Nirbhay Gumara Katha

  Рет қаралды 190,224

Nirbhay

Nirbhay

Ай бұрын

Is Naveen Scared Of Pandian? Why Such Support For Him? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: kzfaq.info/love/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 1 500
@sudhirkumarmishra9869
@sudhirkumarmishra9869 Ай бұрын
ଏମିତି କେଉଁ ଗୁପ୍ତ କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର ପାଣ୍ଡିଆ ଜାଣିଛନ୍ତି ଯେ ସେ ଏତେ ଡରୁଛନ୍ତି,ସେ ରହସ୍ୟ କୁ ଦୟାକରି ଭେଦ କରିବାକୁ ଚେଷ୍ଟା କରନ୍ତୁ
@goutamkumarchand9611
@goutamkumarchand9611 Ай бұрын
ଠିକ କେହି ଓଡ଼ିଆ ରାଜନେତା ନଵୀନ ର ପାଖ ନହୋଇ ଗୋଟେ ଚାକର ଏତେ ନିଜର ହେଲା କିପରି
@rajlaxmimohapatra4233
@rajlaxmimohapatra4233 Ай бұрын
Right 👍
@adityabehera3680
@adityabehera3680 Ай бұрын
I think relation with sradha. physiotherapist
@santoshsahoo2727
@santoshsahoo2727 Ай бұрын
Naveen kana pandu ku jana.
@shreekumar5079
@shreekumar5079 Ай бұрын
Nabina hauchi gay tara samparka thila Pandian saha....loka mark karile Jani paribe...
@bmn2568
@bmn2568 Ай бұрын
ଏ ନିର୍ବୋଧ ମୁଖ୍ୟମନ୍ତ୍ରୀ କିପରି ଭାବରେ 25ବର୍ଷ ଶାସନ କଲେ ଏଥିରୁ ସ୍ୱଷ୍ଟ ଜଣା ପଡୁଛି ବିନାଶ କାଳେ ବିପରୀତ ବୁଦ୍ଧି bjd ଏହା ଶେଷ ସମୟ
@Jagannath-oc9ht
@Jagannath-oc9ht Ай бұрын
ଆପଣ ଆଉ କେବେ ବୁଝିବେ? ଆମଭଳି ପଖାଳ ଖିଆ, ଅଳସୁଆ, ନିର୍ବୋଧ, ଭୋକୁଆ ଓ ଲୋଭି ଓଡିଆ ଙ୍କ ଯୋଗୁଁ ନବିନ୍/ ବିଜେଡି ବାରମ୍ବାର ଜିତି ଆସୁଥିଲା ।
@prasantapadhan6192
@prasantapadhan6192 Ай бұрын
@@Jagannath-oc9ht ପୁରା ଦିଲ୍ କୁ ଛୁଇଁଗଲା କଥାଟା ନବୀନ ହାରିଲାପରେ ଗାଣ୍ଡି ଫାଟି ଯାଉଛି ଏବେ
@nareshswain4607
@nareshswain4607 Ай бұрын
Discriiri
@susantanaik5883
@susantanaik5883 Ай бұрын
Pandian pakhare sabu document achi crime ra Sethi paein BJD ra samaste taku daru chanti...am I right plz ans me
@Laxmipriya524
@Laxmipriya524 Ай бұрын
Yes,you are right. I'm agree with your point. Pandian saha Naveen b samil achhi. Sethipain ​pandian ku support karuchi@@susantanaik5883
@rinaraniroutaray7596
@rinaraniroutaray7596 Ай бұрын
ବିଜେପି ସରକାର ଙ୍କୁ ଓଡିଶା ବାସୀ ଙ୍କ ଅନୁରୋଧ ପ୍ରତି କାର୍ଯ୍ଯ ଓ ଘଟଣା ର ସିବିଆଇ ତଦନ୍ତ ହେଉ
@viewsgodlevel5557
@viewsgodlevel5557 Ай бұрын
ଭଲ ଲାଗିଲା, ଆପଣ ଓଡ଼ିଆ ଛୁଆ ହିସାବରେ ସଚେତନ କରାଇଲେ। କିନ୍ତୁ ସ୍ଵାର୍ଥରେ ଅନ୍ଧ ହୋଇ ସବୁ ନିତିକୁ ଜଳାଞ୍ଜଳି ଦେଉଥିବା ଲୋକ ବୁଝିଲେ ହେଲା
@sharmistharaut4473
@sharmistharaut4473 Ай бұрын
Ati sundar upasthapana au kuta rajanitira bislesan
@raghumaninayak9593
@raghumaninayak9593 Ай бұрын
ବଂଶ ବୁଡିଲା ବେଳକୁ ଘୋଡ଼ା ମୁହାଁ ପୁତ୍ର ଜନ୍ମ ହୁଅନ୍ତି...
@PurnachandraBehera-if5tu
@PurnachandraBehera-if5tu Ай бұрын
Vkp ଏକା ଦୁର୍ନୀତି ଗ୍ରସ୍ଥ ନୁହେଁ ନବୀନ ବାବୁ ହିଁ ଦୁର୍ନୀତି ଗ୍ରସ୍ଥ୍ ଇତିହାସ କହିବ।
@Jagannath-oc9ht
@Jagannath-oc9ht Ай бұрын
ନବିନ୍ ଦୁର୍ନୀତି ର ମୂଳ ।
@Laxmipriya524
@Laxmipriya524 Ай бұрын
Harile bahut bhala hela
@rajlaxmimohapatra4233
@rajlaxmimohapatra4233 Ай бұрын
Right 👍
@gajaboy3498
@gajaboy3498 Ай бұрын
Manisa banchi gala odisha ku khidba
@debashishacharya3814
@debashishacharya3814 Ай бұрын
ଯେ ଚବିଶ ବର୍ଷ ଶାସନ କାଳ ମଧ୍ୟରେ ଓଡ଼ିଆ ଶିଖି ପାରି ନଥିଲେ ଏଥିରୁ ଓଡ଼ିଆ ମାନେ ଶିଖି ସାରିଛନ୍ତି ଏଥର ନିର୍ବାଚନରେ
@BatakrushnaSwain-hj8qr
@BatakrushnaSwain-hj8qr Ай бұрын
ବହୁତ ଉପାଦେୟ,ତଥ୍ୟଭିତିକ ବିଶ୍ଳେଷଣ।ଏ ଗୋପନୀୟ ଭବିଷ୍ୟବାଣୀ ପ୍ରକାଶ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍।
@pabitramohandas6943
@pabitramohandas6943 Ай бұрын
ଏଥର ବିଜେଡି କ୍ଷମତାକୁ ଆସିଥିଲେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ଯାଇଥା'ନ୍ତା l ମହାପ୍ରଭୁ ଜଗନ୍ନାଥ ରକ୍ଷା କରି ଦେଇଛନ୍ତି l
@Jagannath-oc9ht
@Jagannath-oc9ht Ай бұрын
ଏଥର ବିଜେଡି କ୍ଷମତାକୁ ଆସିଥିଲେ ଜଗନ୍ନାଥ ମଧ୍ୟ ରକ୍ଷା ପାଇ ପିରିନଥାନ୍ତେ।
@pramodpradhan8792
@pramodpradhan8792 Ай бұрын
Ur right sir
@prasantapadhan6192
@prasantapadhan6192 Ай бұрын
ସତକଥା ଆଜ୍ଞା ମାଗିହା ଓଡ଼ିଶାଟାକୁ ଖୋଲ କରି ପଲେଇଥାନ୍ତା
@santoshsahoo2727
@santoshsahoo2727 Ай бұрын
You are absolutely right bro
@user-qv4hd2bq9f
@user-qv4hd2bq9f Ай бұрын
Common public bi jani sarileni, sei obostha ku odisha basi jibe nahin, sabu gaan re MLA manku birodh heichhi
@dibyaranjantripathy4642
@dibyaranjantripathy4642 Ай бұрын
ମୁଁ ବହୁତ ସମୟ ରୁ ଅପେକ୍ଷା କରିଥିଲି । ନିର୍ଭୟ ର ଗୁମର କଥାକୁ । ଏହା ସମ୍ପୂର୍ଣ୍ଣ ଅଲଗା ଓ ଅତି ସୁନ୍ଦର ସ୍ପଷ୍ଟ , ତକ' ଯୁକ୍ତ ।❤❤❤❤❤❤❤❤
@sanjaysahu-xo5cu
@sanjaysahu-xo5cu Ай бұрын
Sir ଆପଣଙ୍କ ପାଇଁ ଆମେ ଏତେ ସବୁ ଜାଣି ପାରୁଛୁ। ସେଇଥି ପାଇଁ ଧନ୍ୟବାଦ 🙏🙏🙏🙏🙏
@AnnapurnaBaliarsingh-ny7tf
@AnnapurnaBaliarsingh-ny7tf Ай бұрын
Sir Namaskar . Thankyou very much Sir . Ei episode ta bahut badhia lagila .Koti odiara maudani MAHAPRABHU JAGANNATH apananku dirghayu karantu apana emiti Nirbhaya re samajaku sata Katha kahantu .
@APNODIA
@APNODIA Ай бұрын
ନବୀନ ଯଦି ଏ ଦୁର୍ଗତି ପାଇଁ ପାଣ୍ଡିଆଙ୍କୁ ଦୋଷ ଦିଅନ୍ତି ତେବେ ନବୀନ ଓ ପାଣ୍ଡିଆଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇ ସବୁ କଳାକାରାନାମାର ଗୁମର ଖୋଲିଯିବ । ଏଣୁ କେହି କାହାରି ଦୋଷ ଦେଉନାହାନ୍ତି
@JhadeswarNayak-yt1jm
@JhadeswarNayak-yt1jm Ай бұрын
Right brother 👍
@sarojkumarsahoo9268
@sarojkumarsahoo9268 Ай бұрын
💯 right😂
@goutamkumarchand9611
@goutamkumarchand9611 Ай бұрын
ଏଵେ ସତ ଜଣାପଡୁଛି ଯେ ନଵୀନ ପାଣ୍ଡିଆନ ର କ୍ରୀତଦାସ
@umeshchandramahanta4142
@umeshchandramahanta4142 Ай бұрын
OK brother
@jayramnayak4843
@jayramnayak4843 Ай бұрын
ନବୀନ ଫଶୀଇଯାଇଛତି ଡରୁଛନ୍ତି
@binayakpaikaray8221
@binayakpaikaray8221 Ай бұрын
ଅତିସୁନ୍ଦର ବିଶ୍ଳେଷଣ। ଅନନ୍ଯ। ଆତ୍ମତୃପ୍ତି ମିଳୁଛି। ଶତସହସ୍ର ଧନ୍ଯବାଦ। ଜୀବେତ୍ ଶରଦଃ ଶତମ୍।
@nabakishoresamal9219
@nabakishoresamal9219 Ай бұрын
ऐहम् जानकारि के लीये बहत् बहत् धन्यवाद् सार् ...,
@rajkumarmohanty9330
@rajkumarmohanty9330 Ай бұрын
ବହୁତ ଭଲ ଲାଗିଲା ଆଜି ହିଁ ଆପଣ ମାନିଲେ ଯେ ସବୁ ସ୍କାମ ର ପଛରେ ତାଙ୍କ ବଡ ଭାଇଙ୍କ ର ସମୃକ୍ତି। ୧୯୯୭ ରେ ବହୁତ୍ ଅନୁରୋଧ ପରେ ପ୍ରେମ ବାବୁ ୟାଙ୍କୁ ପଠାଇ ଥିଲେ, ଏବଂ ସେ ଭାବି ନଥିଲେ ଯେ ସେ ଆସ୍କା ଉନିର୍ବାଚନରେ ଜିତିବେ ବୋଲି। କାହିଁକି ନା ତାଙ୍କ ବାପା ରାଜନୀତି ରେ ତାଙ୍କର ସମସ୍ତ ସମ୍ପତି ହରାଇ ଦେଇ ଥିଲେ। କିନ୍ତୁ ନବୀନ ବାବୁ ଜିତିବା ପରେ ତାଙ୍କ ଆଭିମୁଖ୍ୟ ବଦଳି ଥିଲା। ସେ ପଛରୁ ରହି ସବୁ ନିୟନ୍ତ୍ରଣ କରୁ ଥିଲେ। ସେତେବେଳେ ପ୍ୟାରୀ ଥିଲେ। ତାଙ୍କୁ ବି ପ୍ରେମ ବାବୁ ନିଯୁକ୍ତ କରି ଥିଲେ। କାହିଁକି ନା ୟେ ହେଉଛନ୍ତି ଜଣେ ଅଳସୁଆ ଓ ନିଶାସକ୍ତ ବ୍ୟକ୍ତି। ଗୋଟେ ରାଜ୍ୟ ଶାସନ କରିବାର କ୍ଷମତା ୟାଙ୍କର ନାହିଁ। ପ୍ୟାରୀ ପରେ ପାଣ୍ଡିଆନ କୁ ସେ ହିଁ ନିଯୁକ୍ତ କରିଥିଲେ। ଆଉ ପାଣ୍ଡିଆନ ତାଙ୍କ ପାଖରେ ହିଁ ଉତ୍ତରଦାୟୀ । ପ୍ରେମ ବାବୁ ତାଙ୍କ ବାପାଙ୍କ ର ବଦଲା ନିରୀହ ଓଡ଼ିଶା ବାସୀଙ୍କ ଠାରୁ କଡା ଗଣ୍ଡା କରି ଅସୁଲ କଲେ ଦୀର୍ଘ ୨୪ ବର୍ଷ କାଳ। ବୋକା ଓଡ଼ିଆ ଗୋଟେ ଭାବାବେଗ ରେ ଗୋଟେ ଅଥର୍ବ କୁ ଏତେ ଦିନ ପର୍ଯ୍ୟନ୍ତ ସହ୍ୟ କଲେ।।
@jyotiswain4778
@jyotiswain4778 Ай бұрын
Hmm mu sunichi sir ehi katha ye ta gote gabangandu sarsr thile. Kintu ehi bisayre kehi bislesan karunahanti
@khirodhota1440
@khirodhota1440 Ай бұрын
ଏ ବିଜୁ ବାବୁଙ୍କର କୁଳାଙ୍ଗାର, ନା ଲାଜ ଅଛି ସରମ ଅଛି, ସ୍କୁଲ ରେ master ନାହାନ୍ତି, ହକି ଖେଳାଳି ଛେଳି ଚରାଉଛନ୍ତି l
@RukmanaDas-oz7lw
@RukmanaDas-oz7lw Ай бұрын
Ei BJD Sarakar 2014 re NCLP karmachari mananku Odishare chhatei karithila ,ete barsha pare semananka akhiluha jogu BJD Binash hoigala
@prasannadash1
@prasannadash1 Ай бұрын
Y777😢777😢7u7😢u😢7😢7😢77😢9​@@RukmanaDas-oz7lw
@prasannadash1
@prasannadash1 Ай бұрын
Y777😢777😢7u7😢u😢7😢7😢77😢9​@@RukmanaDas-oz7lw
@santoshsahoo2727
@santoshsahoo2727 Ай бұрын
Absolutely right
@harishmallck2
@harishmallck2 Ай бұрын
କଥାରେ ଅଛି ବିନାଶ କାଳେ ବିପରୀତ ବୁଦ୍ଧି | ଘାର ବୁଡି ପାଣି ଆଣ୍ଠୁୟେ ହେଲାଣି କଣା କହୁଛି ମେଘ ଦୁଲୁକୁଛି |
@ashokkumarsahoo7041
@ashokkumarsahoo7041 Ай бұрын
ଅତ୍ୟନ୍ତ ସୁନ୍ଦର ଏବଂ ସଠିକ ବିଶ୍ଳେଷଣ ଏବଂ ଯୁକ୍ତିଯୁକ୍ତ. ଧଳା ପୋଷାକ ଆଢୁଆଳ ରେ ଏମିତି କଦର୍ଯ୍ୟ ଚରିତ୍ର ଥାଇପାରେ ଏହା ହିଁ ଆଶ୍ଚର୍ଯ୍ୟ. କୁଳାଙ୍ଗାର ବିଜୁ ନନ୍ଦନ.
@PradeepKumarBhukta
@PradeepKumarBhukta Ай бұрын
Nirbhay,gumar,kathaku,bahuta ,bahuta,dhhanyabada#
@NiranjanMaikap
@NiranjanMaikap Ай бұрын
ନବୀନ କେଉଁ ବଥା ଆଙ୍ଗୁଳି ପାଣ୍ଡୁ ଧରିଛି। ପାଣ୍ଡୁ ଙ୍କୁ ଛାଡି ପାରୁନି।ସେ ବିଷୟ ରେ ବିଶ୍ଳେଷଣ କରନ୍ତୁ ସାର୍
@shreekumar5079
@shreekumar5079 Ай бұрын
himo sexual relationship heipare di janankara
@divinemove4878
@divinemove4878 Ай бұрын
Majhi goda ra anguli😂
@Toddydrinker
@Toddydrinker Ай бұрын
ସଂଖାଦଳିଆ ଙ୍କ ଜଗନ୍ନାଥ ଭକ୍ତି ଏଥିରୁ ଜଣା ପଡୁଛି ଯେ ଶାସନ ଗଲା ବୋଲି ଶ୍ରୀମନ୍ଦିର ର ଲାଇଟ କଟିଦେଲେ। ମହାପ୍ରଭୁ ଏଇ ପରି ତୁମ ଦଳ କୁ ଅନ୍ଧାର ରେ ବୁଡ଼େଇଦେଵ
@swamiviswamitranandagiri6066
@swamiviswamitranandagiri6066 Ай бұрын
Good
@sarojpanda4420
@sarojpanda4420 Ай бұрын
CBI enquire heba darkar
@jagannathmishra5300
@jagannathmishra5300 Ай бұрын
ଅନ୍ଧ ଧୃତରାଷ୍ଟ୍ର ର କ୍ଷମତା ମୋହ ପତନ ମୁହାଁ। ବିଜେଡି ଦଳ ଧ୍ୱଂସ ହୋଇଯିବ।
@am9519
@am9519 Ай бұрын
ଖାଲି ଦେଖିବାକୁ ରହିଲା ବିଜେପି ର ସରକାର ଆସିଲେ ଏ ଯୋଡ଼ି ଉପରେ କି କାର୍ଯ୍ୟନୁଷ୍ଠାନ କରୁଛନ୍ତି... ଯଦି ନ ହଉଚି ତା ହେଲେ ସେଇଟା ବି ଗୋଟେ ନୂଆ ଢ଼ୋ scam ହେଲା ବୋଲି ଜାଣିହବ...
@biswojitdash1710
@biswojitdash1710 Ай бұрын
Kichi haba nahin sabu political party saman Sie 25 barsa khaile ea ki khaibe
@rameshsoni3338
@rameshsoni3338 Ай бұрын
ବିଜେପି ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ ସରକାର ର କଳା କାରନାମା ଏବଂ ପାଣ୍ଡିଆନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। କେବଳ ଲୋକ ଦେଖାଣିଆ ତଦନ୍ତ ପାଇଁ ଆଦେଶ ଦେବେ କିନ୍ତୁ ତଦନ୍ତ ହେବ ନାହିଁ ଯାହାବି ଉଣା ଅଧିକା ତଦନ୍ତରେ ଆସିବ ସେ ସବୁ ଫାଇଲ୍ ରେ ହିଁ ଚାପି ହୋଇ ଯିବ। ଏଥିରେ ସନ୍ଦେହ ର ଅବକାଶ ନାହିଁ।ଜୟ ଜଗନ୍ନାଥ, ଜୟ ଓଡ଼ିଶା।
@chakradharsahoo3684
@chakradharsahoo3684 Ай бұрын
What you told it's 100 percent correct. Thanks.
@LokanathBehera-ip3ll
@LokanathBehera-ip3ll Ай бұрын
ଅତି ସୁନ୍ଦର ଚମତ୍କାର। ଭାବରେ ଆପଣ ଯେତେ। କଥା। ଉପସ୍ଥାପନା। କଲେ। ଏଥିରୁ ସ୍ପଷ୍ଟ ସୂଚନା। ମିଳୁଛି। ନବୀନ। ବାବୁଙ୍କର। କିଛି ଦୁର୍ବଳତା ପାଣ୍ଡି ଆନ୍। ପାଖରେ। ଅଛି। ସେଥିପାଇଁ। ସେ। ଭୟଭୀତ ଦେଶ। ଭାସି ଯାଉ। ଦଳ। ବୁଡି ଯାଉ। ମୋତେ। ଦୁର୍ଗତି। ନପଡୁ
@prafullabehera8240
@prafullabehera8240 Ай бұрын
ଯଦି ସଚୋଟ ଅଫିସର କହୁଛ? ତେବେ ଇଡି ସବିଆଇ ଯଞ୍ଚ କରି ପ୍ରମାଣ କରନ୍ତୁ
@rabindrakumardwibedi6568
@rabindrakumardwibedi6568 Ай бұрын
😊
@user-bo8ui2nh4t
@user-bo8ui2nh4t Ай бұрын
ବହୁତ ସୁନ୍ଦରକଥା।
@JMSYS_Digital
@JMSYS_Digital Ай бұрын
Thanks Sir❤❤❤❤
@ManojTripathy-tx8fv
@ManojTripathy-tx8fv Ай бұрын
ପୁରା ଠିକ ଭାଇନା ନବୀନ ଗୋଟେ ଧୃତ ରା
@ramanayak3052
@ramanayak3052 Ай бұрын
ED କୁ ଦିଯାଯାଉ investigation କରାଯାଉ
@prasantapadhan6192
@prasantapadhan6192 Ай бұрын
ED ku case dele nabin suicide karideba
@factsunloaded4808
@factsunloaded4808 Ай бұрын
ED paisa gani gani thaki jiba।।। Corruption is huge even more tha। Bihar
@jharanapradhan7836
@jharanapradhan7836 Ай бұрын
ଜୟ ଜଗନ୍ନାଥ 🙏 ଆଜି ନିର୍ଭୟ ଗୁମର କଥା ଆସିବ ବୋଲି ଆଉ ଆଶା ନଥିଲା। ଯାହା ହେଉ ବିଳମ୍ବରେ ହେଉ ପଛେ ଆପଣ ଆଜିର ପ୍ରସାରଣ କଲେ। ଧନ୍ୟବାଦ🙏
@user-jq9ei5nm6e
@user-jq9ei5nm6e Ай бұрын
very Thanks.God Blese you
@bibhumishra9959
@bibhumishra9959 Ай бұрын
This special edition was really marvelous, incomparable and unparalleled. You are truly bringing out the hidden truth before the viewers. May God help you in this noble effort.
@debadattamohapatra937
@debadattamohapatra937 Ай бұрын
ଛଳନାର ଅନ୍ତ ନାହିଁ କିନ୍ତୁ ସେଶ ସମୟ ବହୁ ପିଡା, ଦୁଃଖ ଓ ଅସହାୟ କରିଦିଏ
@agrohome7968
@agrohome7968 Ай бұрын
Absolutely correct. ଆମେ ବହୁତ ଆଗରୁ ଏସବୁ ଶୁଣିଛୁ
@sudhirkumarrautaray3247
@sudhirkumarrautaray3247 Ай бұрын
Badhia lagila agnya
@jitenpattanaik3774
@jitenpattanaik3774 Ай бұрын
ଅତି ସୁନ୍ଦର ଚମକପ୍ରଦ ଆଉ ମହସଭାରତ ଅବତାରଣା ମାଧ୍ୟମ ରେ ଚରିତ୍ର ଚିତ୍ରଣ ରୁଚିବନ୍ତ ଆଉ ଶିକ୍ଷଣୀୟ ସାମ୍ପ୍ରତିକ ତର୍ଜମା ର ଏକ ଭିର୍ଣ ଦିଗ ଉନ୍ମୋଚନ
@nrusinghaprasaddas4783
@nrusinghaprasaddas4783 Ай бұрын
ପାଣ୍ଡିଆନ ଆସିବା ପରେ ନବୀନଙ୍କ ଜୋଶ ବଢ଼ିଗଲା। ପାଣ୍ଡିଆନଙ୍କ ସ୍ତାବକମାନଙ୍କୁ ପୁଣି କ୍ରୀତଦାସ ହୋଇ ରହିବାକୁ ଓ ବିରୋଧ କରୁଥିବା ନେତାଙ୍କୁ ଚୁପ୍ କରିଦେଲେ। ଜାଗ! ଓଡିଆ ଜାଗ !! ନବୀନଙ୍କ ପ୍ରେସ ମିଟ ଇଂରାଜୀରେ ଥିଲା କି ନାହଁ ?
@rabindrakumardwibedi6568
@rabindrakumardwibedi6568 Ай бұрын
🎉
@user-od7nm6bi7o
@user-od7nm6bi7o Ай бұрын
Today's analysis is 100 percent true.
@ashokkumarnayak499
@ashokkumarnayak499 Ай бұрын
ଏ ନିର୍ବୋଧ ମୁଖ୍ଯ ମନ୍ତ୍ରୀ ବିଷୟ େର ସଠିକ୍ ତଥ୍ଯ ପ୍ରଦାନ କରି ଥିବା ରୁ ବହୁତ ବହୁତ ଧନ୍ଯବାଦ।
@santoshsahoo2727
@santoshsahoo2727 Ай бұрын
You are absolutely right bro
@Ashish-mh5yj
@Ashish-mh5yj Ай бұрын
Sir aapana nka analysis awesome...not comparable to any one...Thank you sir for your all episodes.
@PURNA7382
@PURNA7382 Ай бұрын
*Gita lesson in 21st century* ପିତା ଧୃତରାଷ୍ଟ୍ରଙ୍କ ଅନ୍ଧ ମୋହ ଯୋଗୁ କୌରବ ବଂଶ ଲୋପ ପାଇଥିଲା ।ଠିକ୍ ସେମିତି ନବୀନ ବାବୁଙ୍କ ପାଣ୍ଡିଆନଙ୍କ ପ୍ରତି ଅତ୍ୟଧିକ ମୋହ ଯୋଗୁ BJD ଦଳ ଲୋପ ପାଇବାକୁ ଯାଉଛି। ଆଧୁନିକ ଯୁଗର ଧୃତରାଷ୍ଟ୍ର (ନବୀନ ବାବୁ) BJD ର ପତନ ପାଇଁ ଦାୟୀ।
@Dillip5331
@Dillip5331 Ай бұрын
Nice presentation sir 🙏 True analysis... God bless you. 100% right ❤
@mituprdhan2020
@mituprdhan2020 Ай бұрын
ଓଡ଼ିଶା ରେ CBI ଦର କାର
@user-qv4hd2bq9f
@user-qv4hd2bq9f Ай бұрын
Ethara heipare, karan surrender karibaku Nabin pakhare gote be MP nahanti😂
@suryakantamohanty8276
@suryakantamohanty8276 Ай бұрын
ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର କିଛି କେଳେଙ୍କରି ପ୍ରମାଣ ପାଣ୍ଡୁ ପାଖରେ ଅଛି
@sarbeswardash2
@sarbeswardash2 Ай бұрын
ଶ୍ରଦ୍ଧା ମାଲିସ୍ କରିବାର ଭିଡିଓ ବି ଥାଇପାରେ
@suryakantamohanty8276
@suryakantamohanty8276 Ай бұрын
@@sarbeswardash2 ନା ନା ମୁଁ ଭାବୁଛି ଆହୁରି ଗଭୀରତମ ପ୍ରମାଣ ଥାଇପାରେ
@sanghamitradas371
@sanghamitradas371 Ай бұрын
Pandu blackmail karuchi
@manasranjan2711
@manasranjan2711 Ай бұрын
Mote laguchi mada piki andharare panduku madibasithile amara priya mukhyamantri😂😂😂😂
@khandayat1Ruler
@khandayat1Ruler Ай бұрын
​@@manasranjan2711💯 Right Sai video clips ta pandian pakhare Achi😅
@prabodhkumarjene7537
@prabodhkumarjene7537 Ай бұрын
Sir ଏ..ତ ନିଗୂଢ଼ ରହସ୍ୟ....! ଓଡିଶା ବାସିଙ୍କ ଅଗୋଚର ରେ ଥିଲା.... ସତ ସତ ଧନ୍ୟବାଦ ଆପଣଙ୍କୁ.... 🙏🙏
@sukumarrana9091
@sukumarrana9091 Ай бұрын
Excellent presentation. Thanks a lot.
@dhamirona8662
@dhamirona8662 Ай бұрын
ପ୍ରକୃତ ରେ ଆପଣ ଜଣେ ସଛ୍ଛୋଟ ଓ ସାହସୀ ଓଡ଼ିଆ, ଆପଣଙ୍କୁ ପ୍ରଣାମ କରୁଛି 🙏
@mantoshmohanty3712
@mantoshmohanty3712 Ай бұрын
Super Like Sir. Really U R a best Journalist in our Odisha. I am sharing many people Your Nibhaya Episodes. Lord Jagannath give you a long and healthy life.
@basantinayak1660
@basantinayak1660 Ай бұрын
Very nice
@jayakrushnarout1779
@jayakrushnarout1779 Ай бұрын
Apana hiiii Satya kahanti. Thank you Sir.
@FUNNYVIDEOS-tt7po
@FUNNYVIDEOS-tt7po Ай бұрын
Many Many thanks for your bright analysis and presentation
@pratapkumarbarik3799
@pratapkumarbarik3799 Ай бұрын
ଓଡିଶାରୁ ନୂଆ ସରକାର ରେ ମଦ କେମିତି ହଟିବ ତା ବିଷୟରେ ଟିକେ ଚର୍ଚ୍ଚା କରନ୍ତୁ l
@santoshsahoo2727
@santoshsahoo2727 Ай бұрын
You are absolutely right bro
@AbhaykumarBhol-qx7im
@AbhaykumarBhol-qx7im Ай бұрын
CBI enquiry into odisha
@rabindrakumarpanda1328
@rabindrakumarpanda1328 Ай бұрын
Excellently Excellent. Top.
@shankarshansahoo928
@shankarshansahoo928 Ай бұрын
Ati sunder
@JANAMAAYO
@JANAMAAYO Ай бұрын
ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ ଦାୟୀ
@shreekumar5079
@shreekumar5079 Ай бұрын
Param mg ta budha
@Jagannath-oc9ht
@Jagannath-oc9ht Ай бұрын
ଆଜି ଆପଣ ବିଷେଶ ଗୁମର କଥା କହୁ କହୁ ରାଗି ଯାଇଛନ୍ତି ।
@bhabanishankarpattnayak6928
@bhabanishankarpattnayak6928 Ай бұрын
Great work, highly appreciated for your efforts.
@debashislenka8160
@debashislenka8160 Ай бұрын
ପଣ୍ଡିଆନ କଳାଯାଦୁ କରିଛି ନବୀନ ବାବୁଙ୍କୁ କିମ୍ବା ବ୍ଲାକମେଲ କରୁଛି
@melisha4236
@melisha4236 Ай бұрын
Black mail ... Blue film
@trilochanpatnaik6321
@trilochanpatnaik6321 Ай бұрын
ରକ୍ଷା ହେଇଛି BJD ଦଳର ବିନାଶ ଓ ନବୀନ ବାବୁଙ୍କ ଗୋଟିଏ ଆସନ ରୁ ପରାସ୍ତ ଓ ଅନ୍ୟ ଆସନ ରେ ହାରୁ ବା ବେଳେ ଅଳ୍ପକେ ଜିତି ଗଲେ କେହି ନବୀନ ପ୍ରେମୀ ଆତ୍ମ ହତ୍ୟା କରି ନାହାଁନ୍ତି।
@truptiranjanmohakul5628
@truptiranjanmohakul5628 Ай бұрын
Bahut bahut dhanyabad apananku ... Prabhu Odisha basi nku sat buddhi diantu ... sabu katha bujhiba pain Shakti diantu ... etiki prathana
@sunilorthopod651
@sunilorthopod651 Ай бұрын
Absolutely amazing presentation sir . I don’t see such a fearless and honest person to present the bitter truth now a days .. at least in Odisha. Hats off to you
@ramratan3907
@ramratan3907 Ай бұрын
Bahut sundar
@bipracharanjena2736
@bipracharanjena2736 Ай бұрын
ନବୀନ ବାବୁଙ୍କ କିଛି ଦୂର୍ବ ଲତା ପାଣ୍ଡିଆନ ଜାଣିଛନ୍ତି
@prasantapadhan6192
@prasantapadhan6192 Ай бұрын
ନବୀନ ପଟ୍ଟନାୟକଙ୍କ ଘଷାଘଷି ଭିଡ଼ିଓ ଟେ ଥାଇପାରେ ପାଣ୍ଡୁ ପାଖରେ
@biswajeetnayak5019
@biswajeetnayak5019 Ай бұрын
​@@prasantapadhan6192😅😅😅😅😅
@basudevdukhalata5336
@basudevdukhalata5336 Ай бұрын
Sir nice clip.👏👏👏👌👌👌.
@ranjankumarmohanta2003
@ranjankumarmohanta2003 Ай бұрын
CBI , ED ନିଶ୍ଚିତ ଆସିବେ ....
@jayaramasahoo7106
@jayaramasahoo7106 Ай бұрын
ପାଣ୍ଡିଆନ ପ୍ରବଳ କଳା ଟଙ୍କା ନବୀନ ଙ୍କୁ ଦେଉଥିଲା ପାଣ୍ଡିଆନ ଙ୍କ ଦ୍ୱାରା ଟଙ୍କା ନବୀନ ଙ୍କ ଭାଇ ପାଖକୁ ଯାଉଥିଲା
@pramodkumarsahoo5962
@pramodkumarsahoo5962 Ай бұрын
Sata katha seita sethipain nabina Babu bhayabhit.
@binodinipradhan8026
@binodinipradhan8026 Ай бұрын
Right
@ArasulaSiya
@ArasulaSiya Ай бұрын
Right
@bibekanandarout4931
@bibekanandarout4931 Ай бұрын
100%
@santoshsahoo2727
@santoshsahoo2727 Ай бұрын
You are absolutely right
@padmanayak9883
@padmanayak9883 Ай бұрын
ଜୟ ଜଗନ୍ନାଥ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କହିଦେଲେ ଭି କେ ପାଣ୍ଡିଆନ ଯାହା କରିଛନ୍ତି ସବୁ ତାଙ୍କର ବା ନବୀନ ବାବୁଙ୍କ ଇଛାରେ
@gopabandhukanhar3968
@gopabandhukanhar3968 Ай бұрын
ଧନ୍ୟ ବାଦ ବହୁତ ଭଲ ଲାଗିଲା । ଗୁମର କଥା ।
@user-gu1no3kb6n
@user-gu1no3kb6n Ай бұрын
Aapanku pranam Jay jagannath bahuta khusil lagila
@user-cw9gp5ty9f
@user-cw9gp5ty9f Ай бұрын
ଏଭଳିଆ 'କ୍ଲିନଚିଟ ' କୁ କେତେଜଣ ସଚ୍ଚୋଟ ଓଡ଼ିଆ ସମର୍ଥନ କରିବେ ? ବିଶ୍ବାସ କରିବେ ? ଉତ୍ତର ନିର୍ବାଚନ ଫଳାଫଳ ରୁ ସୁସ୍ପଷ୍ଟ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...
@FAKIRJENA-du2zs
@FAKIRJENA-du2zs Ай бұрын
ନବିନl କୁ ପାଣ୍ଡିଆ ଇଡି ଓ ସି ବି ଆଇ ରେ ଧରା ପକେଇ ଦେବା ର ଭୟ ଥିବାରୁ ସେ ତାକୁ କ୍ଲିନ୍ ଚିଟ୍ ଦେଲା।
@santoshsahoo2727
@santoshsahoo2727 Ай бұрын
You are absolutely right
@santoshpradhan2509
@santoshpradhan2509 Ай бұрын
ଅତି ସୁନ୍ଦର୍ ଉପସ୍ଥାପନା, ଜୟ ଜଗନ୍ନାଥ , ଜୟ ଶ୍ରୀରାମ ।
@gopalkrishnasahu8174
@gopalkrishnasahu8174 Ай бұрын
Thank u Sir for nice presentation.
@sudhakardehury4610
@sudhakardehury4610 Ай бұрын
ବିନାଶ କାଲେ ବିପରୀତ ବୁଦ୍ଧି
@saratjena3483
@saratjena3483 Ай бұрын
You are very right sir.
@niranjanparhi6508
@niranjanparhi6508 Ай бұрын
Nabin Pattnaik had become a liability for Odisha and Odias have given him an appropriate treatment. But Nabin Das with his deep and reflective journalistic vision is an asset of Odisha.
@gyanaranjanmohanty9340
@gyanaranjanmohanty9340 Ай бұрын
ବହୁତ୍ ସୁନ୍ଦର ବିଶ୍ଳେଷଣ। ଧନ୍ୟବାଦ୍ ଆପଣଙ୍କୁ
@bijaysahoo5544
@bijaysahoo5544 Ай бұрын
ନବୀନ ଙ୍କୁ ଆଗ ଆରେଷ୍ଟ୍ କରାଯାଉ ସିଆ ଏକ ନ ଚୋର
@prasantapadhan6192
@prasantapadhan6192 Ай бұрын
👍👍👍
@ArasulaSiya
@ArasulaSiya Ай бұрын
Right
@santoshsahoo2727
@santoshsahoo2727 Ай бұрын
You are absolutely right bro
@factsunloaded4808
@factsunloaded4808 Ай бұрын
Nabina kana chota pila ..taaku kana jana nathiba ki koti koti tanka ra corruption 🎉
@suryakantapattnaik319
@suryakantapattnaik319 Ай бұрын
Sir your judgment absolutely right
@user-oc8fz9wn1r
@user-oc8fz9wn1r Ай бұрын
Good News Gumar Katha, Special Episode Known for odisha people,Thanks.
@bulusethy9220
@bulusethy9220 Ай бұрын
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@SIBAPRASADDAS-do5si
@SIBAPRASADDAS-do5si Ай бұрын
ଓଡିଶା ର ଲୋକ କର୍ମ ଭୀରୁ। ଦିନଟି ଏ ପାଇଁ ଚାଉଳ ଥିଲେ କାମ କରନ୍ତି ନି। ଆଖି ଦେଖା କଥା। ଖାଇ ସାରି ଦିନ ୧୨ଟାରୁ ତାସ୍ ଖେଳନ୍ତି ୫ଟା ଯାଏ। ଓଡିଶା କେମିତି ଉନ୍ନତି କରିବ?
@santoshsahoo2727
@santoshsahoo2727 Ай бұрын
You are absolutely right
@jyotiswain4778
@jyotiswain4778 Ай бұрын
Yes pura thik katha
@geetaranisamal6638
@geetaranisamal6638 Ай бұрын
ବିଶେଷ ଗୁମର କଥା କୁ ଅନେକ ଅନେକ ସ୍ବାଗତ।ଖୁବ୍ ଆନନ୍ଦିତ କଲା ଆଜିର ଏ episode. ହଁ ଆଜ୍ଞା,କାହାର ସ୍ବାମୀ କିମ୍ବା ବାପା,ମା ଙ୍କ ର ସ୍ଵର୍ଗବାସ ହୋଇଗଲେ ବି ଏପରି କେହି କାନ୍ଦି ତାକୁ fb ରେ upload Kariba ନାହିଁ।ଶେଷ ସମୟ ଉପନୀତ ହେଲେ ମଣିଷ ଏପରି ଭୁଲ୍ କରେ।
@milibahalia6294
@milibahalia6294 Ай бұрын
ଓଡ଼ିଆ ଅଭିନେତା ଅଭିନେତ୍ରୀ ଟିକିଏ ଦେଖନ୍ତୁ ଯୋଉ ମାନେ କାଦୁଛ
@odiafitnesswithjyotsna
@odiafitnesswithjyotsna Ай бұрын
Exactly
@saipremkatha3553
@saipremkatha3553 Ай бұрын
Bahut sundar sir...Purapuri sata katha
@gobindapatro3471
@gobindapatro3471 Ай бұрын
You are absolutely correct sir. Your presentation was excellent. You revealed the truth fearlessly. I salute you for your courage and true spirit. 👍🙏
@skdsingerkumarsaroj655
@skdsingerkumarsaroj655 Ай бұрын
ପୁରା ସତ କଥା କହିଲ
@APNODIA
@APNODIA Ай бұрын
Excellent Presentation
@baladevprasadbedbak6538
@baladevprasadbedbak6538 Ай бұрын
ଚମତ୍କାର ବିଶ୍ଳେଷଣ ଓ ଭବିଷ୍ୟବାଣୀ। ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।
@debiprasadpanda3490
@debiprasadpanda3490 Ай бұрын
Quite appropriate and revealing/ thought Provoking analysis. Thanks for bringing Special episode on Saturday.
@debashishpattanaik7557
@debashishpattanaik7557 Ай бұрын
Perfect and Super Duper analysis.....
@basudevmohanty3504
@basudevmohanty3504 Ай бұрын
Excellent video. Please play it again and again. Forward it to New Govt. for necessary immediate action. Swabhimani odias are waiting.
@pradeepkumarjena4162
@pradeepkumarjena4162 Ай бұрын
ସାରେ ଆପଣାକୁ ଧନ୍ଯବାଦ ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ
@Jagannath-oc9ht
@Jagannath-oc9ht Ай бұрын
ନା ନା ନବିନ୍ ଭାଇ ଏ ଦଳ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଗଢିଉଠିଛି ଏବଂ ଅନେକ ଅନେକ ଆତାପି ବାତାପି ଅଗା ବଗା ଖଗାଙ୍କୁ ନେଇ ଦୁର୍ନୀତି ରେ ବୁଡି ଉବୁ ଟୁବୁ ହେଉଥିବାରୁ ବିଜୁ ବାବୁଙ୍କୁ ଭାରତ୍ନ ଦିଆଯାଉ ନଥିଲା। ଏଦଳ ଧ୍ବଂସ ହୋଇ ପାଉଁଶ ହୋଇଯାଉ। ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ।
@agrohome7968
@agrohome7968 Ай бұрын
CBI କୁ ଦେଲେ ବି ଦିଲ୍ଲୀ ରେ BJP ର ବରିଷ୍ଠ ନେତାଙ୍କ ସହ ଯୋଗସୂତ୍ର କରି ସବୁ scam କୁ ଚାପି ଦେବେନି ତ।
@smrutirekhanayak2361
@smrutirekhanayak2361 Ай бұрын
plz answer
@binodinipradhan8026
@binodinipradhan8026 Ай бұрын
Possible
@smrutirekhanayak2361
@smrutirekhanayak2361 Ай бұрын
odisa re bjp sarkar heiki ki faida
@user-gp3bz5kv4n
@user-gp3bz5kv4n Ай бұрын
💯 percent correct assessment
India Defeats Zimbabwe // Alcaraz Beats Djokovic
20:34
OdiaTechBulletin
Рет қаралды 36 М.
I Can't Believe We Did This...
00:38
Stokes Twins
Рет қаралды 101 МЛН
अबकी बार मोल-भाव की सरकार
23:03
Ravish Kumar Official
Рет қаралды 10 МЛН