News Point: Curses Of Coaching And Centre's Guidelines To Regulate Coaching Centres

  Рет қаралды 563,575

Kanak News

Kanak News

6 ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #coaching

Пікірлер: 568
@Sanyasi308
@Sanyasi308 6 ай бұрын
ପ୍ରଥମେ ସରକାରୀ ସ୍କୁଲ କୁ ଦୃଢ଼ କରନ୍ତୁ । ତାପରେ ଟିୟୁସନ ଘରୋଇ ସ୍କୁଲ ବନ୍ଦ କରନ୍ତୁ ।
@BiswajitStudyIQ
@BiswajitStudyIQ 6 ай бұрын
Absolutely right 👍
@user-os6wl4ld4p
@user-os6wl4ld4p 6 ай бұрын
Right ☝️
@hemanandabagh8371
@hemanandabagh8371 6 ай бұрын
Right 👍
@chal.hat3
@chal.hat3 6 ай бұрын
Right
@drawingxyz9713
@drawingxyz9713 6 ай бұрын
Right
@Odiaboy-Dev
@Odiaboy-Dev 6 ай бұрын
କେବଳ private Tuition କାହିଁକି ସରକାର ର ଗାଣ୍ଡିରେ ଏତେ ଦମ୍ ଅଛି ଯଦି Private School ବି ବନ୍ଦ କରନ୍ତୁ 🙏🏻
@millimakeupover1953
@millimakeupover1953 5 ай бұрын
Right
@madhusmitamohanty2332
@madhusmitamohanty2332 5 ай бұрын
Thik katha sarkar g re jadi dum achi badmash sarkar teacher nkara bi tution band karantu.karana seimane hin ghare tution karanti.pilanku dhamkanti na hele fail kari debu.sarkar nije gadha teachers rakhi chanti pade English re katha kahi asuni han rajaniti mantri neta nku valse jananti. Ethi semti hauchi..😂😂
@madhusmitamohanty2332
@madhusmitamohanty2332 5 ай бұрын
Private teachers nuhen govt teachers tuition besi karanti..sarkar ku tutorials dekha jauchi ,govt teachers nka tution dekha jauni?amaku subidha hauchi ame chadibu. 2nd pilamane tution na hele gadha hebe karana patha padha jaha Private re achi tike.k8ntu govt re bilkul ni kebala khaiba😂😂
@manasisahu4067
@manasisahu4067 5 ай бұрын
Real bro
@kritimom495
@kritimom495 5 ай бұрын
right
@prabhujitmallick166
@prabhujitmallick166 6 ай бұрын
ଏଠି ଅଧିକ coaching centre ମନା, ହେଲେ ଏଠି ମଦ ଦୋକନ ଅଧିକରୁ ଅଧିକ ଦରକାର.
@fightclub803
@fightclub803 6 ай бұрын
ସରକାର ଆଉ ଚାକିରୀ ଦେଇପାରୁ ନାହାନ୍ତି ତେଣୁକରି ପିଲା ମାନଙ୍କୁ ମୂର୍ଖ ବନେଇ ବାର ଏକ ପ୍ରୟାସ...
@user-cc1sh3wy2g
@user-cc1sh3wy2g 6 ай бұрын
100% right kahila
@pubg4752
@pubg4752 6 ай бұрын
😂😂😂😂😂😂
@sonapremgati6670
@sonapremgati6670 6 ай бұрын
Right 👍
@hpradhan5212
@hpradhan5212 6 ай бұрын
Correct
@srajeswarireddy1451
@srajeswarireddy1451 6 ай бұрын
Yes
@bishnuprasadsahoo6059
@bishnuprasadsahoo6059 6 ай бұрын
ବେସରକାରୀ ବିଦ୍ୟାଳୟ ମଧ୍ୟ ଗୋଟିଏ କୋଚିଂ ସେଣ୍ଟର ତାକୁ ମଧ୍ୟ ବନ୍ଦ କରାଯାଉ ଦେଖିବା ସରକାରଙ୍କର କେତେ ଦମ ଅଛି
@madhusmitaminz5456
@madhusmitaminz5456 5 ай бұрын
Prathame tame tama chua ku chota belu guide kara...Sarakara ku kn dosa deu cha..tame kn patha podhina...
@millimakeupover1953
@millimakeupover1953 5 ай бұрын
Bhai ethi ama sarakar ta para sabuthu bada lutera desha kn agaku badhiba pilanka bhabishyat ku nasta karajauchi ethi sabu kichi properly inquiry karajauni
@susantakumarbehera4835
@susantakumarbehera4835 6 ай бұрын
School ରେ ଯଦି class wise teacher ଦିଆ ଯିବ ତେବେ ଏ ସମସ୍ୟା ନିହାତି ଦୂର ହେବ
@thirdeye9492
@thirdeye9492 6 ай бұрын
ଇସ୍କୁଲରେ ଯଦି ପଢନ୍ତେ ମାଷ୍ଟ୍ରେ ପିଲାମାନେ କାଇଁ ଟୁସନ ହନ୍ତେ 🤪😢😭
@rinaswain9167
@rinaswain9167 6 ай бұрын
School re dia jaithiba homework ku kebe pilanka pakhare basi solve karichanti na bapa maa nka pakhe samaya nai na mastre khali goliki piaidrbe
@thirdeye9492
@thirdeye9492 6 ай бұрын
@@rinaswain9167 ଦିଦି ଯେ ଗୋଳି ପିଆନ୍ତେ ପାଠ.. ମୋବାଇଲରେ ତା'ଙ୍କ ଚାଲଇ ନାଟ.... ପଢ଼ାଇବାରେ ଯା' ଅଛି ସରାଗ.... ସାରି ଦିଏ ସବୁ ସରକାରୀ ବାଗ.... ଶିକ୍ଷକ ହୁଅନ୍ତୁ ମୁକ୍ତ ସ୍ୱାଧୀନ... ତାହେଲେ ବଢିବ ଶିକ୍ଷାର ମାନ.......
@chandrasekharbehera1221
@chandrasekharbehera1221 6 ай бұрын
👍👍👌👌😅​@@thirdeye9492
@collectionofodisha
@collectionofodisha 6 ай бұрын
ଭଲ ହେଲା ସାର ମାନେ ଭଲସେ ପାଠ ପଢ଼ାନ୍ତୁ ସବୁ ଠିକ ହେଲା ଯେ ଯିଏ ଖାଲି କୋଚିଂ କରିକି ଘର ଚଳୁଥିଲା ତାର ଅବସ୍ଥା କଣ ହବ
@pravas_gaming0175
@pravas_gaming0175 5 ай бұрын
ଯଦି ସରକାରୀ ବିଦ୍ୟାଳୟ ରେ ଶିକ୍ଷାଦାନ ସଠିକ ଭାବରେ ହୁଅନ୍ତା ତେବେ ପିଲା ଘରୋଇ ଟିଉସନ କିମ୍ବା ଘରୋଇ ସ୍କୁଲ ରେ ଆବଶ୍ୟକତା ହୁଅନ୍ତା ନାହିଁ
@bigyanpradhan8830
@bigyanpradhan8830 5 ай бұрын
Right
@OP_ALEKHA
@OP_ALEKHA 6 ай бұрын
ବିଦ୍ୟାଳୟକୁ ଭଲ ଶିକ୍ଷକ ଦିଆଯାଉ ତାହେଲେ ପିଲା ବା ଛାତ୍ର ଭଲ ପାଠ ପଢିବେ ଏବଂ ବାପା ମା ନିଜ ପିଲାକୁ ନିଜେ ଦେଖିଲେ ଦେଶ ଆଗେଇବା ସହ ପିଲା ଉନ୍ନତ କରି ପାରିବ ଏହା ମୋର ମତ। 🙏ଜୟ ଜଗନ୍ନାଥ🙏
@manaswineesahoo9738
@manaswineesahoo9738 5 ай бұрын
Bhai teacher mane hin Tankar nija chhua nku tution chhaduchhanti
@Bholasankar-1234
@Bholasankar-1234 5 ай бұрын
🎉
@ganapatigoud3071
@ganapatigoud3071 6 ай бұрын
ସରକାର ଫିରି ଫାୟର ଗେମ୍ ବନ୍ଦ କରି ଦେଲେ ସବୁ ପିଲା ପାଠ ଭଲ ପଡ଼ିବେ,
@sunilkumarsahoo7336
@sunilkumarsahoo7336 6 ай бұрын
ହଁ ସବୁ question ଏବେ viral ହଉଚି exam ପୂର୍ବରୁ। ତେଣୁ tuition ର ଆଉ ଆବଶ୍ୟକତା କଣ।
@KousalyaPadhi-vw7fw
@KousalyaPadhi-vw7fw 5 ай бұрын
Tu kie be nije ta padhibuni ass heai bulibu ama ku bi padheidabuni
@speditz6669
@speditz6669 6 ай бұрын
ଶିକ୍ଷକ ମାନେ ଜାଣିଶୁଣି ସ୍କୁଲ ରେ ଶିକ୍ଷ୍ୟା ଦାନ କରୁନାହାନ୍ତି ଆଊ ପିଲାମାନଙ୍କୁ ଜାଣିଶୁଣି tution କୁ ଡାକୁଛନ୍ତି ଯାହା ପାଖରେ ପଇସା ଅଛି ସେ ଯାଇ ପାଠ ପଢି ଆସୁଛନ୍ତି ଆଊ ଯେଉ ମାନେ ନ ଯାଇ ରହିଯାଉଛନ୍ତି ସେମାନେ ଦିନ କୁ ଦିନ low ହେଇଯାଉଛନ୍ତି
@subhransupatra9106
@subhransupatra9106 6 ай бұрын
Kou school sikhyaka tuition krunahanti . sikhita jubaka o jubati Mane tuition kri nijar gujuran mentauchhanti
@sudarsannayak8299
@sudarsannayak8299 6 ай бұрын
ବହୁତ ବଢିଆ ଚିନ୍ତାଧାରା ଆପଣଙ୍କର। ଭଗବାନ ଏହିଭଳି ଚିନ୍ତାଧାରା ସମସ୍ତଙ୍କୁ ଦିଅନ୍ତୁ।
@bibhutibhusannayak6445
@bibhutibhusannayak6445 5 ай бұрын
ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଥିବା ବେଳେ ଗୋଟିଏ ଶିକ୍ଷକ । କି ପାଠ ପଢା ଯାଉଥିବ ।ବାଧ୍ୟ ହୋଇ ଟ୍ୟୁସନ କରିବା କୁ ପଡୁଛି ।
@tapankumarrout7764
@tapankumarrout7764 6 ай бұрын
ଓଡ଼ିଶାରେ General 90 mark ରଖିକି ଚାକିରୀ ନାହିଁ ଓ SC, ST 5 Mark ରଖିକି ପିଲା TEACHER hele ପାଠ ଖାଲି ପଢ଼େଇକି ବାକି ରଖିବେନି
@bhagabanbeherabehera4569
@bhagabanbeherabehera4569 6 ай бұрын
Band kar salla. Bakwass tera
@sri1047
@sri1047 6 ай бұрын
You are right
@ayushmanmajhicomediesvideo2641
@ayushmanmajhicomediesvideo2641 6 ай бұрын
Sc st hei ki chakiri karibi ki dekha.kete pani tara
@pratikmohanty5910
@pratikmohanty5910 6 ай бұрын
Right bro
@Ashablousedesign1986
@Ashablousedesign1986 6 ай бұрын
Kaha ku blame kariba bholo NH
@Arena1920bc
@Arena1920bc 6 ай бұрын
Tuition ନ ଗଲେ ଛୁଆମାନେ ABCD କି ଅ ଆ ବି ପଢି ପାରିବେ ନାହିଁ। School ରେ କିଛି ବି ପଢା ହେଉନି ।
@user-gq6re2ch1q
@user-gq6re2ch1q 6 ай бұрын
ସ୍କୁଲ ରେ ଭାତ ରନ୍ଧା ବନ୍ଦ ହେଲେ ଆଗପରି ଭଲ ପାଠ ହେବ ଶିକ୍ଷକ ମାନେ ରୋଷେଇ କାମରେ ସମୟ ବିତାଉଛନ୍ତି ପବ୍ଲିକ କୁ ହାତଯୋଡି କହୁଛି ଶିକ୍ଷାର ଦାରିଦ୍ର୍ୟତା ଧ୍ୟାନ ଦିଅନ୍ତୁ ପେଟର ନୁହେଁ ଯେତେବେଳେ ଆପନ୍ମଣଙ୍କ ଟାଇମ ରେ ଖାଇବାର ବ୍ୟବସ୍ଥା ନାଇ ଥାଇ କିନ୍ତୁ ପାଠ ର ବ୍ୟବସ୍ଥା କେମିତି ଥିଲା ଏସବୁର ଦାୟୀ କେବଳ ଆମେ ପବ୍ଲିକ
@Odiaboy-Dev
@Odiaboy-Dev 6 ай бұрын
ଶିକ୍ଷକ ନିଯୁକ୍ତି ପରୀକ୍ଷା ରେ 150 mark ରୁ 4, 5, ମାର୍କ ରଖି ST / SC ସରକାରୀ ଶିକ୍ଷକ ବନୁଛନ୍ତି.. ତେବେ ସେମାନେ କେତେ Quality ଶିକ୍ଷା ଦେବେ ଆପଣ ଚିନ୍ତା କରନ୍ତୁ?? ସେ ପିଲାମାନେ St Sc ଗଧ ଶିକ୍ଷକ ଙ୍କ ପାଖରୁ ପାଠ ବୁଝିନପାରି ନିଶ୍ଚିତ General ଶିକ୍ଷକ ଥିବା tuition କୁ ଯାଇ ପଢିବ ଏବଂ doubt ଦୂର କରିବ
@karanjena1766
@karanjena1766 6 ай бұрын
​@@Odiaboy-Devtora besi paduchi sc st prati if u have guys then reply me in English I am a former ravenshwavian u might study in local college😂😂😂there fore u have this issue dont cry boy..DC st are real hard worker I being sc have done much struggle since my childhood living in labor colony and in poverty also I secured 1 st position in all classes but now bjp and bjd try to handicapped education of sc st by pvtisng education and job but they forget that education is not only text book and govt job 😂😂😂😂 they have forgotten other aspects of education they cant keep me hungry😂😂😂 until my body organs is ok and my hand leg eye working I will earn from any source and thanks dr ambedkar for giving us precious chance to get education ❤❤❤ no inhuman is harmed .education like food shelter and dress is fundamental thing for a human being
@sidiotutorial3299
@sidiotutorial3299 5 ай бұрын
ସରକାର ପ୍ରଥମେ ଶିକ୍ଷା ବ୍ୟାବସ୍ଥା କୁ ସୁଦୃଢ଼ କରୁ ତା ପରେ କୋଚିଂ ସେଣ୍ଟର ବନ୍ଦ କରୁ
@indrakandhapani7113
@indrakandhapani7113 6 ай бұрын
କନକ NEWS ଭଳିଆ ସବୁ news ହେବ ଓଡ଼ିଶା ଆଉ ଅଶିକ୍ଷିତ ରହିବେ ନାଇ ବୋହୁତ development ହେବ 🙏🙏🙏🙏🙏🙏🙏
@pabitrakumarjena1470
@pabitrakumarjena1470 6 ай бұрын
Coaching centre ରୋଗ କେବେଠାରୁ ସମାଜରେ ଆରମ୍ଭ ହୋଉଛି। ଏହି ପ୍ରଥା କିଏ ଆରମ୍ଭ କରିଛି । ପ୍ରଥମେ ପ୍ରାଥମିକ ଶିକ୍ଷା କୁ ସରକାରୀ ସ୍ତରରେ ସୁଦୃଢ କରାଯାଉ । ସରକାରୀ ପ୍ରାଥମିକ ଶିକ୍ଷା କୁ ଦୁର୍ବଳ କରି ଘରୋଇ ଶିକ୍ଷା ବ୍ୟବସ୍ଥା କୁ ପ୍ରୋତ୍ସାହନ ଦିଆଯାଉଛି। ଶିକ୍ଷାକୁ ବ୍ୟବସାୟ କରା ନ ଯାଉ।
@tapankumarrout7764
@tapankumarrout7764 6 ай бұрын
ଏସବୁ ପାଇଁ ସରକାର ଦାୟି
@chandrikatandi634
@chandrikatandi634 5 ай бұрын
Sarakar dayi nuhanti tanka under re jau mane chela giri karuchhnti semane hi dayi
@The-Fact-Time
@The-Fact-Time 6 ай бұрын
School and college re to education ଘେଟିୟା ଅଛି ମୋତେ ଜଣା , college ରେ ଘେଟୀୟା education ସତ୍ତ୍ୱେ ମୁଁ ମୋ self study ଓ KZfaq ର ସହଯୋଗ ରେ ବହୁତ ପରିଶ୍ରମ କରି 89% scored କରିଛି 2023 ରେ । ବିନା coaching ରେ । ମୋତେ ଜଣା ଗୋଟିଏ concept ରେ self study କରି concept clear ହେବା କେତେ କଷ୍ଟ ଏବଂ ଅଧିକ ସମୟ ଲାଗେ ମୋତେ ହିଁ ଜଣା
@RupNarayanMajhi
@RupNarayanMajhi 5 ай бұрын
Main ହଉଛି, ପିଲାର ପାଠ ପ୍ରତି interest । ବିନା coaching ରେ ମୁଁ 12th ଆଉ graduation ରେ first division secure କରିଛି ।
@divyanshilifestyleandvlogs
@divyanshilifestyleandvlogs 5 ай бұрын
ଠିକ୍ କହିଲ, self study re ମୋର 79% ଅଛି।
@soumitrirana83.
@soumitrirana83. 6 ай бұрын
ମୁର୍ଖ ବନାଇ ବାର ଯୁଗ ଆସିଗଲା
@sanatanpal3607
@sanatanpal3607 6 ай бұрын
ଶିକ୍ଷକ ସହିତ ବାପା ମା ଙ୍କର ଅନିରକ୍ଷରତା ହିଁ ଟ୍ୟୁସନ ର ଶୁଭାରମ୍ଭ ହୁଇଥାଏ କାରଣ ଅଧିକାଂଶ ଶିକ୍ଷକ ଆରକ୍ଷଣ ରେ ଭର୍ତ୍ତି ହୁଇଥାନ୍ତି ଯାହାକି ସେମାନେ ବିଜ୍ଞାନ ବନାନ କରିପାରୁ ନାହାନ୍ତି ଆମ ପିଲାଙ୍କୁ କଣ ପାଠ ପଢ଼ାଇବେ
@user-jn3oo4py7e
@user-jn3oo4py7e 6 ай бұрын
କିନ୍ତ ଟ୍ୟୁସନ ନ ହେଲେ ପିଲାମାନେ ମୋବାଇଲ ଦେଖି ବେକାର ହୋଇଯିବେ
@yourlifetimefriend
@yourlifetimefriend 6 ай бұрын
Govt school re teacher 49ରୁ 19 ଫେଡି ପାରିବେନି। ପିଲା school ରେ ପଢ଼ିବେ kana? Sir Mane 10 mark rakhi ଚାକିରି କରୁଛନ୍ତି । ଅନ୍ୟ ପିଲା 80 mark ରଖି ଚାକିରି କରିପାରୁନାହିଁ। ତାହେଲେ ପିଲାଙ୍କ ଭବିଷ୍ୟ ଅନ୍ଧାର, ରାଜ୍ୟ ଭବିଷ୍ୟ ଅନ୍ଧାର, ଦେଶ ଭବିଷ୍ୟ ଅନ୍ଧାର 😢😢😢😢😢😢
@knowledgeworld1362
@knowledgeworld1362 6 ай бұрын
Perfect bhai
@knowledgeworld1362
@knowledgeworld1362 6 ай бұрын
ପିଲା ଏବେ ସବୁ ଅଶିକ୍ଷିତ ହୋଇ ରାଜନୀତି କରି ହଣା କଟା ହେବେ।
@ashishcreate6581
@ashishcreate6581 6 ай бұрын
Thank you sir providing a life learning lesson 🙏🏻
@anupamadas5134
@anupamadas5134 6 ай бұрын
ଯଦି ସ୍କୁଲ ଟିଚର୍ ମା ନେ ପିଲା ଙ୍କୁ ଭଲ ପଢ ନ୍ତେ ଆଉ ପିଲା ମା ନେ ଏଭ ଲି ହୁଅ ନ୍ତା ନାହିଁ 👍
@sandhyaranidhal1709
@sandhyaranidhal1709 6 ай бұрын
My child is in class 5 l have not given him tution he studies excellent 👌 he is a genius student in his school he doesn't like to waste his father's money without tution he gets position in his class so according to my mind request to all parents let your child sleep play and study as their wish ❤❤❤❤
@diptimayeeprusty886
@diptimayeeprusty886 6 ай бұрын
Mo pua b❤
@sandhyaranidhal1709
@sandhyaranidhal1709 6 ай бұрын
Discipline is most important in life
@knowledgeworld1362
@knowledgeworld1362 6 ай бұрын
But every guardians not educated.
@madhusmitapuhan779
@madhusmitapuhan779 6 ай бұрын
Apanka pua vala padhu thiba but samastanka ghare padhiba pain na proper education achi parents pakhare na environment achi sethi pain parents nije khati ki pila nku vala education dauchanti jemiti future re semane hairan na huantu
@rudranarayan349
@rudranarayan349 6 ай бұрын
Bhai khali school re position rakhile kana sufficient. Ame Jani paribani je se ta age hisab re kete perfect
@husenpradhan7171
@husenpradhan7171 6 ай бұрын
ବର୍ତମାନ ମନ୍ତ୍ରୀ ଶାସନ ଚାଲିଛି। ମନ୍ତ୍ରୀ ମାନେ ଯାହା ଇଚ୍ଛା ହେଲା ତାହା ମନ ଇଚ୍ଛା ରୁଲ୍ସ ଗୁଡାକ ବାହାର କରୁଛନ୍ତି।
@Amar765Openbook
@Amar765Openbook 6 ай бұрын
ସ୍କୁଲ ମାଷ୍ଟର ମାନେ ଆଉ ପାଠରେ ନାହାନ୍ତି ଏବେ ଚାଉଳ ବ୍ୟବସାୟ କରୁଛନ୍ତି ୩୦ ଟଙ୍କାରେ ଏବେ ଛାତ୍ର ଛାତ୍ରି ମାନେ ପାଠର ସୂତ୍ରକୁ କାନ ହେଉନାହାନ୍ତି ଅଣ୍ଡା ତରକାରି ହେଲାକି ନାହିଁ କାନ ଡେରି ଛନ୍ତି . ଆଉ ବାପାମାଆମାନେ ପିଲା ସ୍କୁଲରୁ ଫେରିଲେ ପଚାରୁଛନ୍ତି ଧନରେ ଆଜି କେତେଟା ଅଣ୍ଡା ଖାଇଛ .ମୁଁ ଦିଟା ଅଣ୍ଡା ଖାଇଛି ପ୍ରତିଦିନ ରୋଷେଇରେ ସାହାଯ୍ୟ କରୁଛି ଗୁରୁମା ଗୁରୁଜୀ ମୋତେ ଭାରି ଭଲ ପାଉଛନ୍ତି ଆଉ ଆଜି କ'ଣ ପଢ଼ାହେଲା କିଏ ପଚାରେ ଆମ ବ୍ୟବସ୍ଥା ପରା। ମାଗଣା ଖିଆ.... ମାସ ମାସକେ ଦରମା ତ ମିଳୁ ଯାଉଛି ଆଉ ମାଷ୍ଟରଙ୍କ ବଦଳି ନକରି ଗୋଟିଏ ଗୋଟିଏ ସ୍କୁଲରେ ୪୦ ବର୍ଷ..ଡର କରିବୁ ନାହିଁ
@rajumatiari1403
@rajumatiari1403 5 ай бұрын
Thank you sir your lesson is very important to average and outstanding students
@statusuneed5860
@statusuneed5860 6 ай бұрын
ବେସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ ବଢ଼ାବା ଦବା ଏବଂ ଏଥିରୁ ଟଙ୍କା ଆଦାୟ କରିବା ସରକାରଙ୍କ ତରଫରୁ ଏହା ଏକ ଅଭିନବ ପ୍ରୟାସ, ଯଦି ଆଜି ବି ସରକାରୀ ବିଦ୍ୟାଳୟରେ Quality education ଦିଆଯାନ୍ତ ତାହେଲେ ଏ ବେସରକାରୀ ବିଦ୍ୟାଳୟ ଓ coaching center ଦରକାର ପଡନ୍ତାନି, ଏଠି ତ ଶିକ୍ଷକ ଚାକିରି ବିକ୍ରି ହେଉଛି, talent ଅନୁସାରେ ନୁହ reservation ଅନୁସାରେ ଚାକିରି ଦିଆଯାଉଛି। ଏହା ମଧ୍ୟ ସରକାର ବିଚାରାଧୀନ କରିବା ଦରକାର। 🙏
@sudarsannayak8299
@sudarsannayak8299 6 ай бұрын
ଅନେକ କୋଚିଂ ସେଣ୍ଟରରେ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଇ ଶିକ୍ଷା ଦେଉଛନ୍ତି। ସେହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଥମେ ପଚାରି ବୁଝନ୍ତୁ, ସେମାନେ ସ୍କୁଲରେ କିଭଳି ପାଠ ପଢ଼ାଉଥିଲେ। ନିଜ ସ୍କୁଲରେ ପାଠ ପଢ଼ାଇ ପଢ଼ାଇ କୃତକାର୍ଯ୍ୟ କରାଇ ପାରିଲେ ନାହିଁ ଶେଷରେ ଘରୋଇକରଣ ଶିକ୍ଷାଦାନ କରାଇ କୃତକାର୍ଯ୍ୟ କରାଉଛନ୍ତି ? କିନ୍ତୁ ସେହି ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କ ଅଫିସ ସମ୍ମୁଖରେ ଦରମା ବୃଦ୍ଧି ଦାବି କରି ହରତାଳ କରାଉଛନ୍ତି। ସେହି ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଥମେ ବିଦ୍ୟାଳୟରୁ ବହିଷ୍କାର କରିବା ଉଚିତ ହେବ।
@chandrasekharbehera1221
@chandrasekharbehera1221 6 ай бұрын
👌👌👍
@pabitrakumarjena1470
@pabitrakumarjena1470 6 ай бұрын
Government school ରେ ଶିକ୍ଷା ବ୍ୟବସ୍ଥା କୁ ଉନ୍ନତ କରାଯାଉ।
@Preciousprapti7
@Preciousprapti7 6 ай бұрын
Jadi sabu school re vala patha padha jiba tahele tution ra abasyakata nahni...pilanku force karantuni patha padhibaku mainly chhota pilanku...pilanku quality education diantu not quantity education
@rudrarudra-em7ow
@rudrarudra-em7ow 5 ай бұрын
Right👍
@rajyogaandvalueeducation5607
@rajyogaandvalueeducation5607 6 ай бұрын
ପ୍ରଥମେ ଶିକ୍ଷକଙ୍କୁ ଦକ୍ଷ ବନାତୁ। ନହେଲେ ପିଲାମାନେ ନଷ୍ଟ ହାଇଯିବେ। Value education, yoga and meditation, inner power,
@rscreation6806
@rscreation6806 5 ай бұрын
Very good 👍👍😊
@ritupanda3817
@ritupanda3817 5 ай бұрын
ସରକାର ଚାହୁଁଚି ପିଲା ମାନେ ର୍ମୁଖ ହୁଅନ୍ତୁ ଓ ରାଜନୀତି କରନ୍ତୁ।
@prakashnarayanrath9915
@prakashnarayanrath9915 6 ай бұрын
The fact is, the teachers of DAV and other English medium schools are rampantly doing tuition. So they never give good teaching at school and discriminate to other pupils who do not come to them. That's the greatest irony
@DhananjayaParida-yh5iw
@DhananjayaParida-yh5iw 6 ай бұрын
😮bhul
@manaswineesahoo9738
@manaswineesahoo9738 5 ай бұрын
Dear🙏🏻 what about govt teacher
@sivapandav4892
@sivapandav4892 5 ай бұрын
​@@DhananjayaParida-yh5iw1❤❤Like😂7pp😢😢p😮
@SaratChandraPati-sb7qt
@SaratChandraPati-sb7qt 5 ай бұрын
@ganeswarmahanta1254
@ganeswarmahanta1254 6 ай бұрын
ସରକାରୀ ସ୍କୁଲରେ ଶିକ୍ଷକମାନେ ପାଠ ପଢ଼ା ପାଇଁ ଉତ୍ତର ଦାୟୀ ରହନ୍ତି ନାହିଁ। ତେଣୁ ଏହା ଘଟୁଛି।
@sasmitapanda2248
@sasmitapanda2248 6 ай бұрын
ସ୍କୁଲ ଯାଅ କି ଟିଉସନ , 90% ମାର୍କ ରଖିକି ବି ଜେନେରାଲ ଙ୍କୁ ଚାକିରୀ ମିଳୁନି କଣ ପାଇଁ । ସ୍କୁଲ ଆଉ ଚାକିରୀ କେବଳ Sc, St, ଙ୍କ ପାଇଁ । ସରକାରୀ ସ୍କୁଲ ରେ ପାଠ ନାହିଁ କି ଭଲ ଶିକ୍ଷା ନାହିଁ , ଗୋଟେ ଗରିବ ଆଉ ମଧ୍ଯ ବିତ ପରିବାର ନିଜ ଛୁଆ ଙ୍କ ଭବିଷ୍ୟତ କରି ପାରିବେନି ।
@kumaralok1338
@kumaralok1338 6 ай бұрын
Correct
@swatipadma7091
@swatipadma7091 5 ай бұрын
Reservation katha jetebele b uthuchi sethire OBC katha toh khi kahunahanti....Apana kn jaani nahanti reservation system kahinki kara jaithila . Apana sabu bele emiti SC / ST tag neiki amaku insult kain karuchanti... Satare jadi apana system ku change karibaku chanhuchati then government ku question karantu kahinki general sit sankhya badhau nahanti
@sisirkantabehera701
@sisirkantabehera701 5 ай бұрын
@sasmitapanda ଭଉଣୀ ତମେ ଯୋଉ caste sc/St କଥା କହୁନ କି ପ୍ରଥମେ govt. ଗୋଟେ କାମ କରିବା ଉଚିତ୍ casteism ଉଠେଇ ଦିଅ then ଆମେ ବି ରାଜି caste ଉଠେଇ ଦିଅ...କିନ୍ତୁ sad reality ହେଉଛି ଯେ casteism ଉଠିଲେ ମଧ୍ଯ ତମେ କହିବ ଆମେ ବ୍ରାହ୍ମଣ ଆଉ ତମେ ହେଉଛ ନିଚ ଜାତି 😂😂😂ଆଉ ହଁ ଯଦି casteism ଉଠାଇ ଦିଆ ଯାଏ ତେବେ ଆମେ ମଧ୍ୟ ମନ୍ଦିର ରେ ପୂଜା କରିପାରିବୁ totally କହିବାକୁ ଗଲେ all are same ଏଥିରେ ରାଜି ତ???
@sushilapradhan345
@sushilapradhan345 5 ай бұрын
Sabu tame mane hin job kinucha, kn sc,st kahucha
@sasmitapanda2248
@sasmitapanda2248 5 ай бұрын
@@swatipadma7091 mu Sc / St nku neiki kahuni . Schools , Job katha kahuchi . sabu pila mananka bhabisyata katha kahuchi , rasana card pari alaga subidha bi miluni , But OK na milu hele . general nku school au job ta milu , ama Orissa re kehi asikhita au gariba na ruhantu 🙏
@salgeofficial7033
@salgeofficial7033 6 ай бұрын
Private school bond kora jau. Au jetiki v government employee ochanti,neta ochanti tanka pila sabu government school re podhibe hela coaching center bond kora jiba
@saicreater_143
@saicreater_143 5 ай бұрын
Tuition ନକଲେ ପିଲାଙ୍କ ଭବିଷ୍ୟତ ଅନ୍ଧକାର
@Madhav56785
@Madhav56785 6 ай бұрын
This is the truth about every coaching centre and school . Thank you kanak news for making this vdo . Every parents and students should watch this and try to build yourself and enhance your knowledge in right direction . Iam also a student who never need a coaching /tution upto my 9 th class and after that I had taken coaching only for math and science subject in 10th and I scored very good results in 10th
@Madhav56785
@Madhav56785 6 ай бұрын
Gote pila niije thik sanskar rakhi parishram kale gote thik teacher ra guidance through re nischya safala haba
@madhusmitapuhan779
@madhusmitapuhan779 6 ай бұрын
ତାହା ହେଲେ 10th ରେ ବି କାହିଁକି science ଆଉ math tution haucha nije sei vali padhi dia😂
@Madhav56785
@Madhav56785 5 ай бұрын
@@madhusmitapuhan779 tamaku 10th re personal doubt 🧐 clear karibara nathae setebele ta both teachers and students nka upare bht pressure thae ta personal doubt clear kariba darkar na au ebe ta online classes au tv re au emt bht Sara test paper asilani jaha scl re padheile, jadi thik se bujhila bas self study karichala 😁😄🙏
@user-bv3ph1gz5m
@user-bv3ph1gz5m 5 ай бұрын
80% of parents either they do not have time to teach their kids or they do not have the skill/education to teach their kids. Only the self motivated students can do this, but unfortunately not all students are self motivated, They need guidance and for that coaching comes to their rescue.
@Madhav56785
@Madhav56785 5 ай бұрын
@@user-bv3ph1gz5m you are right sir🙏☺️ our each five fingers are not same.
@maabudhithakuraniralabagan5943
@maabudhithakuraniralabagan5943 6 ай бұрын
IT WOULD BE BETTER IF MEDIA ADVISE THE PARENT TO SEND THEIR CHILDREN TO ORGANIC FARMING THEN WE COULD MINIMIZE THE PROBLEM OF UNEMPLOYMENT.
@cricketinfoofficial5116
@cricketinfoofficial5116 6 ай бұрын
Agree with you 👍👍
@tikelalsabar1665
@tikelalsabar1665 6 ай бұрын
😢
@lagguru8032
@lagguru8032 6 ай бұрын
How can u even think of that in india farming is for SMALL CHEAP PEOPLE who are uneducated they do farming u make ur child prepare for UPSC and advice others to do farming
@user-dl6bt4cm5w
@user-dl6bt4cm5w 6 ай бұрын
​@@cricketinfoofficial5116❤❤ no
@susantamallick468
@susantamallick468 6 ай бұрын
Correct
@GamingAction143
@GamingAction143 6 ай бұрын
ଆଜି କାଲି au school & college re ପାଠ ପଢା ହେଉନି. କେତେକ ସରକାରୀ ଓ ବେସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଶିକରି ଏଇ ଯୋଉ ଟିଉସନ au କୋଚିଂ କରୁଛନ୍ତି. ସେଥିପାଇଁ ପିଲାଙ୍କ ର ଭବିଷ୍ୟତ nasta ହେଉଛି au ଟଙ୍କା ପଇସା bi barbad. କିନ୍ତୁ ଏଇ କେତେକ teachers au businessman ମାନେ ama ପିଲା au ବାପା ମାଆ ଙ୍କର paisa re କୋଟିପତି ହେଇଗଲେଣି. ଆମ ଦେଶରେ ଶିକ୍ଷା, ଧର୍ମ, au ଠାକୁରଙ୍କୁ ନେଇ ବ୍ୟାପାର ଯେବେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବା ଦରକାର
@GamingAction143
@GamingAction143 6 ай бұрын
Au ଆଜି କାଲି ସମାଜ ଏମିତି heigalani je ଚାକିରିଆ parents ଙ୍କର ଛୁଆ ମାନେ school au college କରିବେ private re କାରଣ ପଇସା ବାଲା ନା ସେମାନେ. କିନ୍ତୁ ଚାକିରୀ କରିବେ ସରକାରୀ re. ଆମ ସମାଜ ru ଏଇ ଚିନ୍ତାଧାରାକୁ ଦୂରେଇବା କୁ heba.
@rajeshkumarsahu3438
@rajeshkumarsahu3438 6 ай бұрын
Govt School ra reality kahaku bi janananhi
@lipsarout3554
@lipsarout3554 6 ай бұрын
We should have 1st priority to govt school,,then automaticallty it decreases all coaching centers...
@Bhoomikadas2022
@Bhoomikadas2022 5 ай бұрын
Jane jadi govt job ku besi like karuchhi au priority dauchhi then govt school ku kahiki importance daunahanti,khali private school re admission karidauchhanti pila nku
@debasish250
@debasish250 5 ай бұрын
Manas babu👏. Apply law of conservation of energy in u r every discussion u will get the real facts, not required to consult with external expert.....Thanku
@ramakantacorrect584
@ramakantacorrect584 6 ай бұрын
ଯାହାର poisa ଅଛି ସେ ହିଁ ସଦାସର୍ବଦା tution କରିପାରୁଛନ୍ତି,,, ଯିଏ ଗରିବ ଲୋକ ସେ କଣ କହିବେ,,,,
@DebendraRout-tn1il
@DebendraRout-tn1il 5 ай бұрын
Thank you
@hindustanonlinemarthomecar1098
@hindustanonlinemarthomecar1098 6 ай бұрын
Stop wine shop not coching centre.if Central govt wants good society.
@sagarkumarbisoyi2629
@sagarkumarbisoyi2629 5 ай бұрын
Curiosity of any subject is enough to best in any field
@rudrichemistryacademy8781
@rudrichemistryacademy8781 6 ай бұрын
ଟ୍ୟୁସନ ନ ଗଲେ ପିଲାର କିଛି ହେବନି, ଖାଲି ବେକାର, ବର୍ତମାନ ପିଲା ସମ୍ପୂର୍ଣ୍ଣ ଟ୍ୟୁସନ ଉପରେ ଧ୍ୟାନ ଦଉଛନ୍ତି
@user-iw9od4gu2z
@user-iw9od4gu2z 5 ай бұрын
ସେ ସମସ୍ତ ଙ୍କୁ ବିଚାର କର୍ତା ବିଚାର କରନ୍ତୁ । ଜୀବିତ ଈଶ୍ୱର ଗୈରବ ପାଆନ୍ତୁ ଯୂଗେ ଯୂଗେ ହଁ ଯୂଗେ ଯୂଗେ ।
@ganeswarsahoo9108
@ganeswarsahoo9108 6 ай бұрын
ଏସବୁ ପାଇଁ ରାଜ୍ୟ ସରକାର ଦାୟି ଯଦି ସ୍କୁଲରେ ସୁଚାରୁପେ ପାଠ ପଢ଼ାଯାଏ
@user-rl2rf6sy8l
@user-rl2rf6sy8l 5 ай бұрын
ଓଡ଼ିଶା ର ପ୍ରତ୍ୟେକ ବିଦ୍ୟାଳୟରେ ଯଦି ଶିକ୍ଷକ ମାନେ ପାଠ ପଢେଇ ଠିକ୍ ସମୟରେ ଆଦୟକରିବେ ତାହାଲେ ଟୁସନ ବନ୍ଦ ହେବ । କିନ୍ତୁ ଏ ବଳୁଆ ମାଷ୍ଟର ବିଦ୍ୟାଳୟ କୁ ଆସୁଛନ୍ତି ମୋବାଇଲ ଦେଖିବାକୁ ଓ ଝିଅ ପିଲାଙ୍କ ଦୁଧ ଦେଖିବାକୁ।।।।
@preeti5733
@preeti5733 5 ай бұрын
School ରେ ତୋ ଭଲ ସେ ବୁଝେଇକି ପଢାଉ ନାହାନ୍ତି ସେଥିପାଇଁ ପିଲାମାନେ ଟିଉସନ କରୁଛନ୍ତି ଏଥିରେ ଅସୁବିଧା କଣ
@user-tr3bc8hh7z
@user-tr3bc8hh7z 6 ай бұрын
School re 6 ghanta pila rahi jaha na padha heuchi tution re 2 ghanta re padha jaichi
@maabudhithakuraniralabagan5943
@maabudhithakuraniralabagan5943 6 ай бұрын
PLEASE DONT PUT MUCH IMPORTANCE ON DOCTOR AND ENGINEER ALSO PROMOTE YOUTH TO BE A ETHICAL ORGANIC FARMER
@sanjuktamahanta5753
@sanjuktamahanta5753 6 ай бұрын
Odisha develop heiparuni, kahin ki na school manakare thik se patha podha heiparuni, aajika generation re sabu chakiri pai lancho deiki posting heijauchhanti, jahaphalare ki pilanku thik se education miliparuni, asabu khash kariki govt school mankore emiti ka houchhi..
@harekrushnabehera3138
@harekrushnabehera3138 6 ай бұрын
Seat ସଂଖ୍ୟା ବୃଦ୍ଧି କରାଯାଉ ।
@brundabansingh9319
@brundabansingh9319 6 ай бұрын
ବଡ଼ ବଡିଆଙ୍କ ନାଟକ ପାଇଁ ସରଳ ସାଧାରଣ ଲୋକଙ୍କ ପିଲା ହୋଇ ରାଣ ହେଉଛନ୍ତି।
@SonaliSahoo-lb6un
@SonaliSahoo-lb6un 5 ай бұрын
ପ୍ରଥମେ ସରକାରୀ ବିଦ୍ୟାଳୟ ରେ ଭଲ ଶିକ୍ଷକ ଆଉ ଭଲ ଶିକ୍ଷା ଦେବା ଦରକାର. କିନ୍ତୁକିଛି ଶିକ୍ଷକ ମାନେ ଜାଣିଶୁଣି ଭଲ ପାଠ ପଢ଼ାଉନାହାନ୍ତି...ଆଉ ବେସରକାରୀ ବୁଦ୍ୟାଳୟ ବି ବନ୍ଦ ହେଵାଦରକାର.. ବିଦ୍ୟାଳୟରେ ଭଲ ପଢ଼ାଯାଉନି ଯେହେତୁ ପିଲାମାନେ tuesion ହେଵାକୁ ବାଧ୍ୟ ହେଉଛନ୍ତି...
@_s1_surya
@_s1_surya 6 ай бұрын
ମୋ ମତରେ ଟିୟୁସନ କେବଳ ଛାତ୍ର ଛାତ୍ରୀ ମାନଙ୍କ ଉପରେ ପାଠ ପଢ଼ାକୁ ନେ ଇ ଚାପ ପକାଉଛି।
@GitanjalisLifestyle-ll8gn
@GitanjalisLifestyle-ll8gn 6 ай бұрын
School timing 6 hr ru badheiki 10 hour Kari dele bhala haba
@user-fq4bh1uy6o
@user-fq4bh1uy6o 5 ай бұрын
Bhala prasanga kanak news
@armylovers1799
@armylovers1799 6 ай бұрын
Desa re pvt school band kara jau
@cuteAnanya89
@cuteAnanya89 6 ай бұрын
ଟ୍ୟୁସନ ନ ରହିଲେ ପିଲାମାନେ ପଢ଼ିବେନି
@sagarkumarbisoyi2629
@sagarkumarbisoyi2629 5 ай бұрын
Student need to focus on individual subjects like math, science and other so then they needs individual subjects tution So that improves their curiosity about this subject
@dipakroy6828
@dipakroy6828 6 ай бұрын
Education level in government school is very poor. Small children are addicted to smoking and drinking nowadays. Family distrubance. Uneducated parents. Child labour. No one will ever talk about these problems. I know Some coaching centres were doing business. But overall this is a bad decision by government
@user-bv3ph1gz5m
@user-bv3ph1gz5m 5 ай бұрын
Govt should put a ban on private schools and focus on quality education on govt schools, Students should have an option to go to coaching center if they need. I got good marks only because of coaching. In school, Teacher just come daily for 30 mins and they do not complete the syllabus, there is no doubt clearing sessions, there is no weekly or monthly test to know the pin points and lot manu things.
@sibaramboxi3479
@sibaramboxi3479 5 ай бұрын
You are completely right 👍.
@kanhatech8264
@kanhatech8264 5 ай бұрын
Our govt should punish the school teacher, who are doing coaching outside . Also there is a system should make that it check the condition of school
@chandrasekharbehera1221
@chandrasekharbehera1221 6 ай бұрын
Bahut badhia step by govt sabu tuition coaching band heu . Tahele jai govt school re bhala padha heba
@lipanbehera5326
@lipanbehera5326 5 ай бұрын
ସବୁ ରାଜନେତା ଓ ସରକାରୀ ଅଫିସର ଙ୍କ ପିଲା କେବଳ govt school ରେ ପାଠ ପଢନ୍ତୁ ସବୁ ଆପେ ଆପେ ଠିକ୍ ହେଇଯିବ,school ବ୍ୟବସ୍ଥା ବି ଠିକ୍ ହେଇଯିବ
@Mrjugendrak
@Mrjugendrak 5 ай бұрын
Thank you so much sir
@arunkumarbarik2109
@arunkumarbarik2109 5 ай бұрын
ସ୍କୁଲ ରେ ଶିକ୍ଷକ ମାନଙ୍କୁ ପଢ଼ାଇବା ବ୍ୟତୀତ ଅନ୍ୟ କାର୍ଯ୍ୟ ରେ କାହିଁକି ନିଓଜିତ କରୁଛନ୍ତି ସରକାର ଯଥା MDM,BLO, Election,bhata,karana, ଅଣ୍ଡା ଚାଉଳ ବାଣ୍ଟିବା ଆହୁରି ଅନ୍ୟାନ୍ୟ କାମ। କେବଳ ଶିକ୍ଷକ ପାଠ ପଢ଼ାଇବେ ଅନ୍ୟ କାର୍ଯ୍ୟ କିଛି କରିବେନି ଦେଖିବେ ପଢ଼ାର ଉନ୍ନତି ହେବ।
@user-rj6pd5uz1p
@user-rj6pd5uz1p 5 ай бұрын
ସବୁ ଭୁଲ ସରକାର ର, କାହିଁକି ସ୍କୁଲ ରେ ଭଲ ପାଠ ହେବ ନାହିଁ" ଭଲ ପାଠ ହେବ ସେହିପରି ବ୍ୟବସ୍ଥା କରାଗଲେ ଭଲ ପାଠ ହେବ। ସବୁ ସ୍କୁଲରେ ଆବଶ୍ୟକ ଅନୁସାରେ ଶିକ୍ଷକ ଦରକାର। ଆଉ ସମାନ କାମ କୁ ସମାନ ଦରମା ଦିଆଯାଉ। ମୁଁ ଜଣେ ଗଣଶିକ୍ଷକ 2008 ରୁ କାର୍ଯ୍ୟ କରୁଅଛି ମୋର ଦରମା 7000 ଟଙ୍କା ମାତ୍ର ଏ ପର୍ଯ୍ୟନ୍ତ Regular କରୁନାହାନ୍ତି ଏ ସରକାର ର ଏପରି ବ୍ୟବସ୍ଥା ଆଉ ଆଗକୁ କିଛି ଲେଖୁନି ଆପଣମାନେ ଚିନ୍ତା କରନ୍ତୁ
@msreducation023
@msreducation023 5 ай бұрын
ପୁରାତନ ସମୟରେ ଯେପରି ଗୁରୁକୁଳ ବ୍ଯବସ୍ଥା ଥିଲା ସେପରି କରି ସରକାର ସ୍କୁଲ୍ ରେ ଶିକ୍ଷକ ମାନେ ପିଲାମାନଙ୍କୁ ରଖି ୧୬ବର୍ଷ ହେଲା ପର୍ଯ୍ଯନ୍ତ ଶିକ୍ଷା ପ୍ରଦାନ କରାନ୍ତୁ ତେବେ ଯାଇ କିଛି ହେବ। ଏପରି ମନଇଚ୍ଛା ପାଗଳାମି କରିବା ସରକାରଙ୍କୁ ଶୋଭା ପାଉନି।
@rabindrasethy3276
@rabindrasethy3276 5 ай бұрын
ଗମେଣ୍ଟ ଟିଚର ମାନେ କୋଚିଙ୍ଗ ସେଣ୍ଟର ବନ୍ଦ କରନ୍ତୁ,,ବାକି ଶିକ୍ଷିତ ବ୍ୟକ୍ତି ମାନେ କୋଚିଙ୍ଗ କରେଇବେ,, ସେମାନେ ଚାକିରି କରି ଦରମା ପାଇବେ,,ବାକି ଶିକ୍ଷିତ ବ୍ୟକ୍ତି ମାନେ କ'ଣ କରିବେ,,, ସରକାର PRIVATETATION ବନ୍ଦ କରନ୍ତୁ
@jitendramurmu1099
@jitendramurmu1099 5 ай бұрын
ପ୍ରଥମେ ପ୍ରାଇଭେଟ ସ୍କୁଲକୁ ବନ୍ଦ କରାଯାଉ।
@mynameisnew3783
@mynameisnew3783 6 ай бұрын
Good very good start
@TilottamaSamal-hp2ws
@TilottamaSamal-hp2ws 5 ай бұрын
ପ୍ରଥମେ ଶିକ୍ଷକ ମାନଙ୍କୁ ଠିକ୍ କର ସ୍କୁଲରେ ପାଠ ପଢା ବୋହୁତ ଢିଲା ରହୁଛି, ସେଥିପାଇଁ ବାପା ମା ମାନେ ବାଧ୍ୟ ହେଇ ଟିଉସନ୍ କରୁଛନ୍ତି, ଯେବେ ସ୍କୁଲରେ ଭଲ ପାଠ ପଢା ହୋଉଥାନ୍ତା ତାହାହେଲେ ଟିଉସନ୍ ର ଆବଶ୍ୟକ ପଡୁ ନଥାନ୍ତା
@srustidhardey5817
@srustidhardey5817 5 ай бұрын
❤❤❤ right direction government ❤❤❤
@BiswajitStudyIQ
@BiswajitStudyIQ 6 ай бұрын
Tuition ର ଆବଶ୍ୟକତା ପଡୁଛି ମନେ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ା ଦୁର୍ବଳ ରହିଛି l
@user-zc8mm5yu4d
@user-zc8mm5yu4d 6 ай бұрын
great step, Government banned coaching centre for under 18 👍👍
@mamataparida2685
@mamataparida2685 6 ай бұрын
Many students going to coaching from class 8th like fitzee,akash,padhi,Allen,amogh etc etc etc because all high paid jobs from IIT,nit, IIIT, AIIMS, SCB and all govt colleges that's why parents are spending money All are giving much money for going to tution that's why drop out of students in villages
@kartikpradhan5784
@kartikpradhan5784 6 ай бұрын
Need to supervise/Check strictly wheather Teachers are teaching properly with using proper teaching learning material...... Than only parents will not send their children to coaching.......
@rajkishordash8353
@rajkishordash8353 5 ай бұрын
❤Good Katha sir
@ShradhanjaliDas-ne7bs
@ShradhanjaliDas-ne7bs 6 ай бұрын
You are right 👍
@laxmi-kitchen25
@laxmi-kitchen25 5 ай бұрын
Thanks for this ❤❤❤❤ I agree
@user-ud1lp4oh5t
@user-ud1lp4oh5t 5 ай бұрын
ସେଥି ପାଇଁ ଶିକ୍ଷ୍ୟା ବ୍ୟବସ୍ତା କୁ କେନ୍ଦ୍ର ନିଜ ଅଧୀନ କୁ ନେବା ଦରକାର କାରଣ ରାଜ୍ୟ ସରକାର 7th class ପର୍ଯ୍ୟନ୍ତ ଶିକ୍ଷକ ନାହାନ୍ତି
@soumyabishi1306
@soumyabishi1306 5 ай бұрын
Private school re teaching experience aau demo class dekhi ki teacher selection ହୁଅନ୍ତି ଆଉ government selection kare note dekhi ki, ପଇସା ଦେଇ certificate kina aau Paisa dei chakiri kina, ଏଣୁ ଆଜି ର ଏହି ପରିସ୍ଥିତି ପାଇଁ ସରକାର ହିଁ ଦାୟୀ ।
@AlokPattayat
@AlokPattayat 5 ай бұрын
Nice step...
@bikibiki8518
@bikibiki8518 6 ай бұрын
U R Right
@sukumarkhamari5781
@sukumarkhamari5781 5 ай бұрын
Good decision by Govt. But need to review the govt.teacher ability.
@akmishra9321
@akmishra9321 5 ай бұрын
Agyan jou pilati marigala sethire kie doshi agyan tk bhabichinti ki uttar denbe ki ?
@sumitsingh6607
@sumitsingh6607 6 ай бұрын
That's good decision as it was my will from my childhood I never went for tuition And now I am dual Master Degree Holder.
@surendra_19
@surendra_19 6 ай бұрын
👏👏👏 bhai thik katha
@sudarsanmahabhoi1610
@sudarsanmahabhoi1610 6 ай бұрын
Good news.
That's how money comes into our family
00:14
Mamasoboliha
Рет қаралды 11 МЛН
Red❤️+Green💚=
00:38
ISSEI / いっせい
Рет қаралды 65 МЛН
Heartwarming moment as priest rescues ceremony with kindness #shorts
00:33
Fabiosa Best Lifehacks
Рет қаралды 13 МЛН
Rahul Gandhi Speaks Out On NEET, UGC-NET Row: "Take Action Against Culprit"
2:46:30
Ratna Bhandar Opening Details And Inferences Till Date In Puri
12:04