No video

Non-servitor brought down from chariot by SJTA Chief Arabinda Padhee

  Рет қаралды 138,423

OTV

OTV

Ай бұрын

#ଓହ୍ଲାଇଦେଲେ_ମୁଖ୍ୟ_ପ୍ରଶାସକ
ଅଣ ସେବାୟତଙ୍କୁ ରଥରୁ ଓହ୍ଲାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଜି ପହଣ୍ଡି ପୂର୍ବରୁ ଦର୍ପଦଳନ ରଥରେ ଜଣେ ବ୍ୟକ୍ତି ସେବାୟତଙ୍କ ଭଳି କପଡ଼ା ପିନ୍ଧି ସେବାୟତ ବେଶରେ ରଥ ଉପରକୁ ଚଢ଼ି ଯାଇଥିଲେ ।
#BahudaJatra #BahudaYatra #ବାହୁଡ଼ାଯାତ୍ରା #Puri #Odisha #BahudaYatraWithOTV #JayJagannath #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 121
@pabitramishra145
@pabitramishra145 Ай бұрын
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ।ଜୟ ଜଗନ୍ନାଥ।
@kshirodchandramall3834
@kshirodchandramall3834 Ай бұрын
ସେବାୟତ ମାନେ ଟଙ୍କା ନେଇ ଲୋକମାନଙ୍କୁ ରଥରେ ଚଢ଼ାଉଛନ୍ତି
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍
@pkdas7353
@pkdas7353 Ай бұрын
Han,I agree.agaru emit example achhi
@prasantasahoo793
@prasantasahoo793 Ай бұрын
ବହୁତ ଭଲ କାମ କରିଛନ୍ତି
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍👍
@sibasaktisatapathy7545
@sibasaktisatapathy7545 Ай бұрын
ସେବାୟତଙ୍କ ହାତ ଏଥିରେ ଅଛି।
@sudeepkumardian1548
@sudeepkumardian1548 Ай бұрын
Salute sri Dr Aravindo padhi. ଏମିତି ଟ୍ୟାଲେଣ୍ଟେଡ ଅଫିସରଙ୍କୁ ଜାଣିଶୁଣି ଦାଇତ୍ୱ ଦିଆଯାଉନଥିଲା. ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟ ପ୍ରଶଂସନୀୟ. ସମସ୍ତେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ଉଚିତ. ଜୟ ଜଗନ୍ନାଥ
@laxmiprasadmohanty3690
@laxmiprasadmohanty3690 Ай бұрын
ସେବାୟତ ବେଶରେ ଅଣସେବାୟତ ମାନଙ୍କର ରଥ ଉପରେ ଉପସ୍ଥିତି ସମ୍ପୂର୍ଣ୍ଣ ଭାବରେ ନୂଆ ସନ୍ନ୍ୟାସୀଙ୍କ ଦ୍ଵାରା ପ୍ରାୟୋଜିତ ଥିଲା ରଥ ଉପରେ ଆଉ ଥରେ ବିଶୃଙ୍ଖଳା ସୃଷ୍ଟି କରି ସରକାରଙ୍କୁ ବଦନାମ୍ କରିବା ପାଇଁ । ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।
@Stutee24
@Stutee24 Ай бұрын
😂😂😂😂😂Nua sanyasi 😂😂😂😂😂😂
@manbodrana5313
@manbodrana5313 Ай бұрын
ଏମାନେ ସମସ୍ତେ ଟାଉଟର ବା ଲାଭଖୋର ।
@Satyajit_Parida.
@Satyajit_Parida. Ай бұрын
Kea sea?
@bhabagrahinayak2815
@bhabagrahinayak2815 Ай бұрын
Mr Arabinda Padhee is a blessing for Odisha.. fortunate to hear him on his vision for Odisha and Millet mission..he is a man with a mission for Odisha development.. we need more Odia beaurcraft like him for Odisha to become number 1 State
@rakeshkumarsahoo50
@rakeshkumarsahoo50 Ай бұрын
ପାଢ଼ୀ ବାବୁ ଜଣେ ରତ୍ନ
@sridharpradhan5775
@sridharpradhan5775 Ай бұрын
ଅଶେଷ ଅଶେଷ ନମସ୍କାର ଅରବିନ୍ଦ ବାବୁଙ୍କୁ
@prafullakumarbehera7774
@prafullakumarbehera7774 Ай бұрын
ବହୁତ ଭଲ କାମକଲେ ସାର l କିନ୍ତୁ ଦେଖାଯାଉଛି କେତେକ ଅମାନିଆ ସେବାୟତ ମୋବାଇଲ ଫୋନ ରଥ ଉପରେ ଧରିଛନ୍ତି ଓ ଫୋଟୋ ଉତ୍ତଳନ କରୁଛନ୍ତି, ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି
@ramakantagopal755
@ramakantagopal755 Ай бұрын
Well-done Padhi Ji.
@harekrishnatripathy7344
@harekrishnatripathy7344 Ай бұрын
ପାଳି ବାଲାଙ୍କୁ ଗୋଟେ symbolic card issue କଲେ ପୋଲିସ ମାନେ ବି ଚିନ୍ନି ପାରନ୍ତେ
@subashchandradas1638
@subashchandradas1638 Ай бұрын
କୌଣସି ସେବାୟତ ଙ୍କ ବିନା ସାହାଯ୍ୟରେ ଏ କାମ ହେବା ଅସମ୍ଭବ। ଏଣୁ ତାକୁ ଚିହ୍ନଟ କରି ଶାସ୍ତି ଦିଆଯିବା ଆବଶ୍ୟକ।
@dibyaranjanbehera7927
@dibyaranjanbehera7927 Ай бұрын
👍👍👍👍👍👍
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଅତି ସୁନ୍ଦର ପଦକ୍ଷେପ 👌👌👌
@ashokpadhan4139
@ashokpadhan4139 Ай бұрын
I salute to Arabinda sir for his drastic action. I am from Gambharipali Attabira , Bargarh.Jai Shree Ram.Jai Jagannath.
@SudhakarRoutray
@SudhakarRoutray Ай бұрын
ଅରବିନ୍ଦ ସାରେ ଙ୍କୁ ପ୍ରଣାମ. ପଦଖେପ ପାଇଁ.
@dharmendrasahu6008
@dharmendrasahu6008 Ай бұрын
ମୋଟା ଅଙ୍କର ଟଙ୍କା ମିଳିଛି ସେବାୟତ ମାନଙ୍କୁ ଅଣ ସେବାୟତ ମାନଙ୍କ ପାଖରୁ।❤❤
@prabirjena2147
@prabirjena2147 Ай бұрын
Sir, is an expert in this matter, he knows 🙏🏻
@lingarajdash8889
@lingarajdash8889 Ай бұрын
ଏଥିରୁ ସ୍ପଷ୍ଟ ପ୍ରମାଣିତ କେତେକ ସେବାୟତ ହିଁ ବେଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।
@bishnuprasadmishra8830
@bishnuprasadmishra8830 Ай бұрын
ପ୍ରଶାସନ ଏବଂ ସେବାୟତ ମାନଙ୍କ ମିଲି ଭଗତ
@bhagabanpradhan4787
@bhagabanpradhan4787 Ай бұрын
Jai shree Ram
@bijaymohanty2248
@bijaymohanty2248 Ай бұрын
ରଥରେ ଥିବାକିଛି ସେବାୟତଙ୍କର ବିନା ସହାୟତାରେ କେହି କଣ ରଥ ଉପରକୁ ଉଠିପାରେ ?? ଚଳିତ ରଥଯାତ୍ରା କୁ ବିଶୃଙ୍ଖଳିତ କରାଇବାକୁ ପୂର୍ବ ସରକାରର କିଛି କର୍ମକର୍ତ୍ତାଙ୍କ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ନୁହେଁତ ? ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
@dr.tilottamapanda9444
@dr.tilottamapanda9444 Ай бұрын
Jay jagannath. Bahut badhia.
@Jajabara46
@Jajabara46 Ай бұрын
This is power👍👍👍👍👍👌👌👌👌
@BimbadharMangaraj
@BimbadharMangaraj Ай бұрын
ମନ୍ଦିର ପ୍ରଶାଶନକୁ ଅନୁରୋଧ ଯେଉଁ ଭକ୍ତ ଦାନ କରୁଛନ୍ତି ସେହି ଅର୍ଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତକୁ ମହାପ୍ରସାଦ ବିତରଣ କରାଯାଉ
@subhasreemohapatra3009
@subhasreemohapatra3009 Ай бұрын
Best officer mr Arabinda padhee sir❤
@user-mg6zn3gc3i
@user-mg6zn3gc3i Ай бұрын
Thanks sir
@RahulJena-sc2bs
@RahulJena-sc2bs Ай бұрын
Jay Jagannath 🙏 Aravind aunckl ku thank s
@bijaymunda4612
@bijaymunda4612 Ай бұрын
JAYSRI RAM JAY JAGANATH JAY BAJRANG BALI JAY LAXMI MATA
@sandeepsilu7973
@sandeepsilu7973 Ай бұрын
Dhanyabad arvind sir..... good job
@AS-uk7ct
@AS-uk7ct Ай бұрын
Bahut bhala ❤
@evenswarpradhan6329
@evenswarpradhan6329 Ай бұрын
ରଥରେ ଯେକୌଣସି ସେବାୟତ ମାନେ ବି କାହିଁକି ରଥରେ ଵସିବା ଠିକ୍ ନୂହେ
@santoshpurohit8540
@santoshpurohit8540 Ай бұрын
Good Step 👋👍TQ
@user-pq9uy5xc3m
@user-pq9uy5xc3m Ай бұрын
କେବଳ ସେବାୟତ ପଇସା ଲୋଭରେ ଏ କାମ କରିଛନ୍ତି
@prasantakar5655
@prasantakar5655 Ай бұрын
THANK YOU PADHI BABU APANKU KOTIKOTI Namaskar
@arunkumarsahoo83
@arunkumarsahoo83 Ай бұрын
Best odia IAS officer
@Savhu1122
@Savhu1122 Ай бұрын
Very good sir
@anitasahoo2443
@anitasahoo2443 Ай бұрын
Very good sir 🙏
@pratapchandradas5757
@pratapchandradas5757 Ай бұрын
ଯେଉଁ ସେବାୟତ ସେ ଲୋକକୁ ରଥ ଉପରକୁ ନେଇଛନ୍ତି ଆଗ ତାକୁ ଗିରଫ କରାଯାଉ
@mamalirout4416
@mamalirout4416 Ай бұрын
Thank. You. Sir
@krutibashpanda3916
@krutibashpanda3916 Ай бұрын
ସୁନାବେଶ ପାଇଁ ଏବେଠାରୁ ପ୍ରଶାସନ ପ୍ରସ୍ତୁତ ରୁହନ୍ତୁ। ସାବାସ ଡ଼ଃ ପାଢ଼ୀ ମହୋଦୟ। ଏହା ଏକ ଉଦାହରଣ ହୋଇ ରହିବ। ଅନେକ ଅନେକ ଧନ୍ୟବାଦ। ଯେଉଁ ସେବାୟତ ମାଧ୍ୟମରେ ସେ ଯାଇଛି,ସେ ସେବାୟତ କୁ ବ୍ୟାନ କରାଯାଉ।
@subashsahoo3527
@subashsahoo3527 Ай бұрын
ସେବାୟତ ମାନେ ଟଙ୍କା ନେଇ ଛାଡ଼ି ଥାଇପାରନ୍ତି ଅରବିନ୍ଦ ଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ 🙏🙏🚩
@gunanidhinaik3699
@gunanidhinaik3699 Ай бұрын
ଜୟ ଜଗନ୍ନାଥ
@natabaranaik5026
@natabaranaik5026 Ай бұрын
Koda,padakhepa,neithibaru,collectorku,bahut,dhanyabad.
@ashokkumarmishra1193
@ashokkumarmishra1193 Ай бұрын
👏👍
@littlequeenrakhi
@littlequeenrakhi Ай бұрын
Very nice disistion thanks 👍👍👍👍👍👍👍
@mohitakumarnayak2316
@mohitakumarnayak2316 Ай бұрын
Jai jagannath
@hrudanandadash917
@hrudanandadash917 Ай бұрын
Congratulations to Aurobindo sir
@hemantapradhan6406
@hemantapradhan6406 Ай бұрын
Nice Step
@santoshbehera1687
@santoshbehera1687 Ай бұрын
ରଥ ଉପରକୁ ଯିବାକୁ ଗୋଟିଏ limitation କରାଯାଉ । ସର୍ବ ମୋଟ ୨୦ ଜଣ ଭିତରେ ରହିଲେ ଭଲ ହୁଅନ୍ତା ।
@subratkumarrautara2460
@subratkumarrautara2460 Ай бұрын
Ethi paain sebayat Mane kichhi ta ansare dayii
@tusarkantanayak6084
@tusarkantanayak6084 Ай бұрын
ଏଇ ଦୁଇଜଣ ନା ଆଉ ଅଛନ୍ତି
@HappyBaseballEquipment-dl8ni
@HappyBaseballEquipment-dl8ni Ай бұрын
🎉 thik karicanti 🙏👍👍👍
@bharatyog10
@bharatyog10 Ай бұрын
Ehi 11jania team ..anek tathya gupta rakhichanti .jadi gupta rakhiba kholuthila kahinki ratnabhandar..eie nischita eka sadayantra...kan video hela kahin cctv ..ehi 11 jania team kan ekadasa rudra ..lovare kimba bhayare emane ratnabhandar tathya gupta rakhichanti...egudika luti nebe sabu...sabu live karajau
@biprapriya
@biprapriya Ай бұрын
Cordon pass system ବନ୍ଦ କରାଯାଉ । ଏ ବର୍ଷ ଗୁଣ୍ଡିଚା ଯାତ୍ରା ଦିନ cordon ଭିତରେ pass ଧାରିଙ୍କ ସଂଖ୍ୟା ଅସମ୍ଭବ ଭାବେ ବଢି ଯାଇଥିବା ର ଦେଖା ଯାଇଥିଲା, ଯେଉଁଥି ପାଇଁ ଭିଡ ଅସମ୍ଭାଳ ହୋଇ ଥିଲା ଏବଂ ଅନେକ ମୃତାହତ ହୋଇ ଥିଲେ। ଦେଖାଯାଉଛି କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟବସାୟୀ ଏବଂ ବ୍ୟକ୍ତିବିଶେଷ ନିଜର ଅର୍ଥ ବଳରେ ଏହି cordon pass ହାତେଇବାରେ ସକ୍ଷମ ହେଉଛନ୍ତି ଏବଂ cordon ଭିତରେ ପ୍ରବେଶ କରୁଛନ୍ତି। ଯେଉଁଥିପାଇଁ ସାଧାରଣ ଭକ୍ତ ମାନେ ନାନା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଏଠି ମନରେ ପ୍ରଶ୍ନ ଉଠେ କି ଭଗବାନ କଣ କେବଳ ଧନୀ ଏବଂ ପ୍ରଭାବଶାଳୀ ମାନଙ୍କ ପାଇଁ। କଣ କେବଳ ସେଇମାନେ ନିଜର ଅର୍ଥ ବଳରେ ଭଗବାନଙ୍କୁ ଦର୍ଶନ କରିବେ ?? ଆଉ ଗରିବ ମଳି ମୁଣ୍ଡିଆ ଟିଏ ଏଥିରୁ ବଞ୍ଚିତ ହେବ । ତେଣୁ ସରକାରଙ୍କୁ ବିନୀତ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଆଗାମୀ ବର୍ଷ ମାନଙ୍କରେ ଏହି cordon pass ବ୍ୟବସ୍ଥା ରେ ସୁଧାର ଆଣିବେ ।
@madhabanandaswain4695
@madhabanandaswain4695 Ай бұрын
ରଥ ଉପରେସେବୟତଙ୍କ ସଂକ୍ଷା ହେଇ ଯାଉଛି ଠାକୁରଙ୍କୁ ସାଧାରଣ ଲୋକ ଦର୍ଶନ କରି ପାରୁନାହାନ୍ତି,ଦୟାକରି ଏବିଷୟରେ ଆଲୋଚନା କରି ସଂକ୍ଷ କମାଇ ଦେବା ଦରକାର
@harekrishnatripathy7344
@harekrishnatripathy7344 Ай бұрын
ପ୍ରଶାସକ କଣ ସବୁ ଚିନ୍ନି ପରିବେକି. ଯେଉଁ ପାର୍ଟିହାରୀ scope ଦେଉଛନ୍ତି ତାଙ୍କୁ punishment ଦରକାର
@AlinaDas-wg1ht
@AlinaDas-wg1ht Ай бұрын
Jay balabhadra Jay jagannath Jay maa subhadara 🙏🙏🙏😭😭😭
@harekrishnatripathy7344
@harekrishnatripathy7344 Ай бұрын
ପ୍ରତିହାରୀ କାହିଁକି ଦୋଷୀ ହେବେ ନାହିଁ
@BharatiBeura
@BharatiBeura Ай бұрын
🙏🙏
@shyampaligudia3550
@shyampaligudia3550 Ай бұрын
Good step ନେଇଛନ୍ତି ଅରବିନ୍ଦ ବାବୁ
@subhambhanja187-xg3ii
@subhambhanja187-xg3ii Ай бұрын
Hlw otv 🎉
@PradipkumarRoutray-yr9ic
@PradipkumarRoutray-yr9ic Ай бұрын
DHANYABAD ARAVIND PADHI SIR
@manoranjanmullick3487
@manoranjanmullick3487 Ай бұрын
🙏🏿 uchit padakhep 🙏🏿
@ChandramaniSethi-fk5ei
@ChandramaniSethi-fk5ei Ай бұрын
Prasasaknkar Niti Niamku Thakur.sahahuantu
@manbodrana5313
@manbodrana5313 Ай бұрын
ସେ କିଏ ନାମ କଣ କେଉଁଠାରେ ଘର କେଉଁ ଥି ପାଇଁ ରଥ ପଢିଥିଲେ କିଏ ସୁଯୋଗ ଦେଇଥିଲେ ।
@raghunathmohanty6929
@raghunathmohanty6929 Ай бұрын
ଏହି ଦୁଇଟା ସରକାରୀ ଚାକିରିଆ.
@pravakarbehera3618
@pravakarbehera3618 Ай бұрын
IDENTYCARD INSEVAYAT
@rabindranathmishra7809
@rabindranathmishra7809 Ай бұрын
Dr padhi sir nku🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🌹🙏🙏
@RajeshSahu-yi8ik
@RajeshSahu-yi8ik Ай бұрын
Nama kaha
@bhabagrahidas2385
@bhabagrahidas2385 Ай бұрын
Jeal ଦଣ୍ଡ ଦିଆଯାଉ
@harprasadsenapati3945
@harprasadsenapati3945 Ай бұрын
Baas sasana yemiti heba darakara heuchi tahahele sabu thik hoijiba
@user-rx2he3kd3y
@user-rx2he3kd3y Ай бұрын
🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞🇮🇳🛞
@sudhirkumarjena8508
@sudhirkumarjena8508 Ай бұрын
Hata kn total sebayat jie neithibe tanka tanka pakhare thibe ma
@arunsinha9089
@arunsinha9089 Ай бұрын
Kehi jane Sebayata ethire involve thiba
@user-sf1zl3hn8s
@user-sf1zl3hn8s Ай бұрын
Sia..Salaku..Baliki..pita
@Satyajit_Parida.
@Satyajit_Parida. Ай бұрын
ITS A SECURITY THREAT YOU DONT KNOW WHO IS HE PLEASE AWARE OTHERWISE THIS IS A SERIOUS CONDITIONS YOU NEVER KNOW WHO COME NEAR TO THE IDOL ITS REALLY CONCERNED BECAUSE YOU KNOW WHAT I WANT TO SAY
@user-dx2zj5jh7v
@user-dx2zj5jh7v Ай бұрын
Ana sebayat ku pass dela kie
@BabulaKarna-yl3lp
@BabulaKarna-yl3lp Ай бұрын
Tadanta karajau
@user-ym6dw2ow9e
@user-ym6dw2ow9e Ай бұрын
ଏ ଆଦିମ କୋ ଢୁକାଦୋ, ଓ ଦେଶ ଦ୍ରୋହୀ ଅଛେ l
@rajkapoor9830
@rajkapoor9830 Ай бұрын
ଓଡ଼ିଆରେ କଣ ବାଧୁଛି?
@Anonymous-so7ju
@Anonymous-so7ju Ай бұрын
ଇଏ କି ବାଳ ଭାଷା । 😂😂
@satyabratasahoo1856
@satyabratasahoo1856 Ай бұрын
Chadheila kie,sevayat bhai maane kn bhanga khaai ki rahuchnti,janiparunhnti tanka nija bhai mamaku
@rakeshnayak9174
@rakeshnayak9174 Ай бұрын
Right thik karichanti Jay Jagannath
@RajeshSahu-yi8ik
@RajeshSahu-yi8ik Ай бұрын
Takka Dele Sebajata Mane Sabu Aniya karanti
@HukumiSabar-wd8xq
@HukumiSabar-wd8xq Ай бұрын
Sebayata,ku chapala re piti bahara kara
@user-iv7xp3ji5l
@user-iv7xp3ji5l Ай бұрын
I card kara sebayata manakara
@satyakantabehera7889
@satyakantabehera7889 Ай бұрын
Give id card
@user-zo9bu4wu2e
@user-zo9bu4wu2e Ай бұрын
Jea sangareacchi kahedea nahele jail jeba
@NirupamaJani-yb1vm
@NirupamaJani-yb1vm Ай бұрын
Phone no nebaku pai lagukale bhal heba
@gangotridassahu9308
@gangotridassahu9308 Ай бұрын
A sabu sabayat manako kamo ......
@user-zl8cj2sx2v
@user-zl8cj2sx2v Ай бұрын
Mala elok sabu dosha ladidebe Janiba
@arunsinha9089
@arunsinha9089 Ай бұрын
Sebayata vitare tankara nati au ana nati jaichanti ki mobile dhari
@aprameya6623
@aprameya6623 Ай бұрын
Jail re pasao ei lokaku
@devkhara4625
@devkhara4625 Ай бұрын
Gale to gale tanku kahiki insult karucha bhalare bujheithile heinathanta ki
@user-rx2he3kd3y
@user-rx2he3kd3y Ай бұрын
🗼📻🗼📻🗼📻🗼📻🗼📻🗼📻🗼📻🗼
@srustidhardey5817
@srustidhardey5817 Ай бұрын
BJD Gunda ହୁଇ ଥିବ
@alokpradhan7125
@alokpradhan7125 Ай бұрын
Ae ta bjp ra chal re dhan😅😅
@flackgamer288
@flackgamer288 Ай бұрын
Sebayat Mane amaniya.
@shiharannbehera7097
@shiharannbehera7097 Ай бұрын
Paisa neiki sebayat mane chaduchanti
@flackgamer288
@flackgamer288 Ай бұрын
Nikama police BJP
@lalitmohanjena3497
@lalitmohanjena3497 Ай бұрын
Tame kete paisa khaiki Ratha ku cadoucha
@arunsinha9089
@arunsinha9089 Ай бұрын
Suna besa re 3 ta generation dhari aasantu nahi daita pati mane.
艾莎撒娇得到王子的原谅#艾莎
00:24
在逃的公主
Рет қаралды 48 МЛН
Бутылка Air Up обмани мозг вкусом
01:00
Костя Павлов
Рет қаралды 2,2 МЛН
ROLLING DOWN
00:20
Natan por Aí
Рет қаралды 10 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
艾莎撒娇得到王子的原谅#艾莎
00:24
在逃的公主
Рет қаралды 48 МЛН