ବବି ଦାସଙ୍କ ଘର ଭଙ୍ଗାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ସାମ୍ବାଦିକ ରବି ଦାସ,କହିଦେଲେ ବଡ଼ କଥା Rabi Das On Bobby Das

  Рет қаралды 167,602

Odisha Bhaskar

Odisha Bhaskar

4 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 236
@BibhutiDalei-hz7xs
@BibhutiDalei-hz7xs 3 күн бұрын
ବୁଢ଼ା ବର୍ଷା ଯୁଆଡେ ଛତା ସିଆଡେ !
@dibyaranjan3454
@dibyaranjan3454 3 күн бұрын
ଏ ବୁଢାର ସ୍ୱର ଆଜି ବଦଳି ଗଲା କେମିତି???
@ramamohandang3513
@ramamohandang3513 3 күн бұрын
Inteligent comments
@ashokkumarpal596
@ashokkumarpal596 3 күн бұрын
ବିଜେଡି ରୁ ତ ଆଉ କିଛି ମିଳିବନି ,ବଦଳି ଗଲେପାଞ୍ଚବର୍ଷ ବିଜେପି ରୁ କିଛି ମିଳିଯାଇ ପାରେ .
@manveersagarbage3291
@manveersagarbage3291 2 күн бұрын
Ha ha ha
@abhayamishra3806
@abhayamishra3806 2 күн бұрын
BARSA Juade.....CHHATA Siade😂😂😂
@nboy9584
@nboy9584 2 күн бұрын
ସରକାର ବଦଳିଲା ନାଁ ସେଥି ପାଇଁ 🤣🤣🤣🤣 new version updated
@user-xc8ek1wj1f
@user-xc8ek1wj1f 3 күн бұрын
ବବି ଦାସ ଘର ଭଙ୍ଗା ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ନୀରବତା ଦୁର୍ଭାଗ୍ୟଜନକ
@Srbhgfg
@Srbhgfg 2 күн бұрын
ଆକ୍ସନ ନିଆଯିବ, ଥୟ ଧର, ପୁରା bjd ସଫା କରାଯିବ 😂
@oldisgold1379
@oldisgold1379 3 күн бұрын
ମହାଶୟ ବହୁତ୍ ଦିନ ପରେ BJD ବିରୁଦ୍ଧରେ ସତ କଥା ଟା କହିଲେ,,,,👍👍👍👍
@narayandas369
@narayandas369 3 күн бұрын
ବହୁତ ବଢିଆ କଥା ଲେଖିଛନ୍ତି
@ChonaBhai-jx4uz
@ChonaBhai-jx4uz 3 күн бұрын
​@@narayandas369😊
@ashwinisahu6584
@ashwinisahu6584 3 күн бұрын
RABI BABU ..JANANTI JEPATE BARSA SEPATE CHHATA🎉🎉🎉
@nboy9584
@nboy9584 2 күн бұрын
😂😂😂😂😂 sahi pakde hai 😂
@munapanigrahi6146
@munapanigrahi6146 2 күн бұрын
Thik ei budha double meaning kahthaa
@SanatanchattarChattar
@SanatanchattarChattar 3 күн бұрын
କଉ ଅଧିକାରୀ ବବି କୁ ଦେଇଥିଲେ ଅନୁମତି ତାକୁ ବି ଗିରଫ କର ।
@sunilrauto5923
@sunilrauto5923 3 күн бұрын
ହନୁ ମଲା ବେଳେ ସତ କହିଲେ
@dillipkumarpanda2875
@dillipkumarpanda2875 3 күн бұрын
ନୂଆ ମୁଖ୍ୟ ମନ୍ତ୍ରୀ ନୀରବ କାହିଁକି
@golakbiharimalikgolak654
@golakbiharimalikgolak654 2 күн бұрын
Pati re na kahi kama re kari dekheibe boli asha. Na hele Bangop sagar nuhen loke Arab sagar re nei pakei debe. Be aware BJP !!
@Srbhgfg
@Srbhgfg 2 күн бұрын
ହେବ ଥୟ ଧର, ପୁରା bjd ସଫା କରାଯିବ, ସମୟ ପୁରା ପାଞ୍ଚ ବର୍ଷ 😂
@NilamaniSahu-de9rl
@NilamaniSahu-de9rl 3 күн бұрын
ବହୁତ୍ ଦିନ ପରେ ନିରପେ୍ଷ କଥା କହିଲେ, ଧନ୍ୟବାଦ୍।
@am9519
@am9519 3 күн бұрын
ରବି ଅଜା ଜଣେ ଭୟଙ୍କର ବତୀପେଲା... ଯାହା ମୁହଁ କୁ ଟିକେ ଲାଜ ଥିବ.. ସେ ତାଙ୍କ byte ନିଅନ୍ତାନି...
@narayandas369
@narayandas369 3 күн бұрын
ସାମ୍ବାଦିକ ରବିବାବୁଙ୍କୁ ଧନ୍ୟବାଦ
@paritoshpatnaik6731
@paritoshpatnaik6731 3 күн бұрын
ସ୍ବର ବଦଳିଲା..ମାଲ ଢିଲା ହବା ବନ୍ଦ ହୋଇଗଲା କି...
@srustidhardey5817
@srustidhardey5817 3 күн бұрын
Arrest immediately ବବି
@numerologistsannjoy5996
@numerologistsannjoy5996 2 күн бұрын
ଇଏ ପ୍ରଥମେ ବିଜେଡି ସପୋର୍ଟ ରେ ଗପୁଥିଲେ ସେତେବେଳେ ବିଜେଡି ର ଅନ୍ୟାୟ ସବୁ ଦେଖା ଯାଉନଥିଲା. ଆଉ ବର୍ତମାନ ସରକାର ବଦଳି ହେବାରୁ ୟାଙ୍କ କଥା ବାର୍ତ୍ତା ମଧ୍ୟ ବଦଳି ଯାଉଛି.😂😂😂 ବର୍ଷା ଯୁଆଡେ ଛତା ସିଆଡେ 😂😂😂
@FAKIRJENA-du2zs
@FAKIRJENA-du2zs 3 күн бұрын
ଯିଏ ସରକାର ରେ ରହିବ ରବି ସେଇ ଦଳକୁ ସପୋଟ କରିବ।
@numerologistsannjoy5996
@numerologistsannjoy5996 2 күн бұрын
ହଁ ଭାଇ. କାରଣ ଇଏ ପ୍ରଥମେ ବିଜେଡି ସପୋର୍ଟ ରେ ଗପୁଥିଲା ସେତେବେଳେ ବିଜେଡି ର ଅନ୍ୟାୟ ସବୁ ଦେଖା ଯାଉନଥିଲା. ଆଉ ବର୍ତମାନ ସରକାର ବଦଳି ହେବାରୁ ୟାଙ୍କ କଥା ବାର୍ତ୍ତା ମଧ୍ୟ ବଦଳି ଯାଉଛି.😂😂😂 ବର୍ଷା ଯୁଆଡେ ଛତା ସିଆଡେ 😂😂😂
@abinashnayak8840
@abinashnayak8840 2 күн бұрын
ହଁ ତୁ ଏହିଭଳି ଠିକ୍ କଥା କହ ମୁ ତତେ ସମର୍ଥନ କରିବି ଆଉ ତତେ ଗାଳି ଦେବିନି
@sudeepkumardian1548
@sudeepkumardian1548 3 күн бұрын
ସରକାର ବଦଳିଲା ପରେ ୟାଙ୍କର ସ୍ୱର ବୋଧେ ବଦଳିଗଲା.
@biramhembram2124
@biramhembram2124 3 күн бұрын
ନବିନ ବାବୁ ପାଗଳଥିଲେ ତେଣୁକଛିକହିପାରୁନଥିଲେ
@NilakanthaNayak5873
@NilakanthaNayak5873 2 күн бұрын
Navin babu to bouku gehunthile.
@sethipravat
@sethipravat 2 күн бұрын
ସୁଭିଦା ବାଦି ପତ୍ରକାର ରବି ବାବୁ ଆପଣ ବହୁତ୍ ଜଲ୍ଦୀ ବଦଳି ଗଲେ କାଲି BJD ସପକ୍ଷ ରେ କହୁ ଥିଲେ କଣ BJP ସହିତ ଭିତିରୀ ସୁବିଧାର ବାଟ ଖୋଲିଲା ଗଲା କି
@sumanjena6713
@sumanjena6713 Күн бұрын
ଆବେ ଆଗରୁ କୁଆଡେ ଯାଇଥିଲେ ପ୍ରଭୁ ସବୁ
@abinashnayak8840
@abinashnayak8840 2 күн бұрын
BJP ସରକାର ନିରବ କଣ ପାଇଁ BJP ସରକାର କିଛି କରୁନି କଣ ପାଇଁ
@satyamsibammohanty1255
@satyamsibammohanty1255 2 күн бұрын
ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!
@abinashnayak8840
@abinashnayak8840 2 күн бұрын
Only action ଦରକାର no reaction
@tusarpanda5148
@tusarpanda5148 3 күн бұрын
Nabin babu sabu janichi .seita master❤
@deviprasadmishra6563
@deviprasadmishra6563 2 күн бұрын
ରବି ବାବୁ ଙ୍କ ସମ୍ବାଦିକତା ଛି
@bijaydash7995
@bijaydash7995 2 күн бұрын
ଏ ଶଳା ପାଗଳ ଦୁଇଗୋଡିଆ କୁକୁର ମତ ପରିବର୍ତ୍ତନ କରିବାରେ ଧୁରନ୍ଧର
@ashokkumarpal596
@ashokkumarpal596 3 күн бұрын
କିଓ ରବିବାବୁ ଆଗରୁ ତ ବହୁତ ଟେକୁଥିଲ ,ଏବେ ବିଜେଡି ହାରିଲା ପରେ କଣ ଜାଣିଲ,ଏତେବଡ ସାମ୍ବାଦିକ କହୁଚ କଣ ଜାଣିନ କି ଏତେ ବଡ କାମ ସରକାରୀ ଘରେ ହେଇଚି .
@sureshchandradash6900
@sureshchandradash6900 3 күн бұрын
ଝାଡପଡା ଗଲାଣିକା ନାହିଁ
@sumanjal7018
@sumanjal7018 3 күн бұрын
CM sir immediately action on it
@rashbiharidas1810
@rashbiharidas1810 3 күн бұрын
Honble CM is requested to take immediate action.
@sinitidash2979
@sinitidash2979 2 күн бұрын
Hanu mala belaku Satya rakhya Kari chanti Rabi Babu . BJD dala Odisha state ru Bida heba pare Rabi Babu au sopart Karu nahanti bodhe BJD Ku . Rabi Babu tume Satya Kahi thibaru dhanyavad . Khushi lagila .
@pradeepdas8491
@pradeepdas8491 2 күн бұрын
Right
@prasantapattanaik862
@prasantapattanaik862 3 күн бұрын
ବିରୋଧୀ ଦଳ କିଛି କୋୖଣସି ବିଷୟରେ କହୁନ ଥିଲେ।କାରଣ ସେମାନେ କହୁଥିଲେ ଯାହା ଦୁର୍ନୀତି କରୁଛନ୍ତି କରନ୍ତୁ ସୀମା ଟପି ଗଲେ ଠିକଣା ସମୟରେ ଆମେ ଧରିବୁ।ଏବେ ଧରିବେ।
@user-lg4vi7wr8g
@user-lg4vi7wr8g 3 күн бұрын
ସେତେବେଳେ ରବି ବାବୁ ଆପଣ କୁଆଡେ ଯାଇଥିଲେ l ମନ୍ତ୍ରୀ ମାନଙ୍କୁ ସେ ଘର ଦିଆଯାଏ ବବି ଙ୍କୁ କାହିଁକି ଦିଆ ଯାଇଥିଲା l
@susamadash3483
@susamadash3483 2 күн бұрын
ଆକ୍ରୋଶମୂଳକ ପଦକ୍ଷେପ ନ ହେଉ।ବହୁତ allotted quarterରେ ଏବେବି ଅଧିକ additional extension ହୋଇଚି।
@MinatiPanigrahy-uj1gi
@MinatiPanigrahy-uj1gi 2 күн бұрын
Jai Jagannath 🙏
@jitendrakumarnayak4929
@jitendrakumarnayak4929 2 күн бұрын
ଯଦି ଦମ୍ ଅଛି ପାଣ୍ଡିଆନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କର। ସେ ତ ଅନେକ ଦୁର୍ନୀତି, ଧର୍ଷଣ, ହତ୍ୟା ମାମଲାରେ ଜଡିତ ଅପରାଧି
@rabindraparida7950
@rabindraparida7950 2 күн бұрын
Great toutor and opportunitist of Odisha he always changed his voice
@prabirkumarsamal2352
@prabirkumarsamal2352 3 күн бұрын
ସାମ୍ବାଦିକମାନେ ସେହି ଘର ପରିସରରେ ବାଇଟ୍ ନେଲା ବେଳେ କିଛି ଦେଖି ପାରୁନଥିଲେ।
@PrakashchandraPanda-nn3tg
@PrakashchandraPanda-nn3tg 3 күн бұрын
ରବିଦାଶ କୁ ଜେଲକୁ ପଠାଯାଉ ସେଠାରେ ଚକି ପେସିବେ ।
@ghanashyamswain2222
@ghanashyamswain2222 2 күн бұрын
MLA ଙ୍କୁ ଦୁଇଟା qrs !! ଧନ୍ୟ ପ୍ରଶାସନ !!
@prakashswain9177
@prakashswain9177 2 күн бұрын
ଲଗା କଇଁଆ👍👍👍
@user-qz5tp2uv1d
@user-qz5tp2uv1d 2 күн бұрын
Very nice sir
@jitendrakumarnayak4929
@jitendrakumarnayak4929 2 күн бұрын
ସରକାର ବଦଳିଲେ ସ୍ୱର ବଦଳି ଯାଏ
@SmashEnough
@SmashEnough 2 күн бұрын
ବବି ଦାସ ଘଟଣା ପାଇଁ ଶାସନ ପ୍ରଶାସନ ଦାୟୀ ହେବାସହ ବବି ଦାସ ଅଧିକ ଦାୟୀ 😢 ନବୀନ ପଟ୍ଟନାୟକ ସରକାର କେବେ କୌଣସି ଆଇନ କାନୁନ ମାନିବା ଦୃଷ୍ଟାନ୍ତ ନାହିଁ ସବୁ ଏକ ଛାତ୍ରାବାସ ଶାସନ ନମୁନା
@satrughnadahoo9193
@satrughnadahoo9193 2 күн бұрын
ଆଗରୁ ଏ ଜ୍ଞାନୀ ସାମ୍ବାଦିକ କଣ ଏସବୁ ଜାଣୁନଥିଲେ? କାହିଁ ଜଣେ ସାମ୍ବାଦିକ ଭାବେ ଲୋକଙ୍କୁ ଜଣାଇନଥିଲେ l ତେଲ ମରା ଲୋକଟା ୟା ବାଇଟ ଆମକୁ ଭଲ ଲାଗୁନି l ଏଇ କାମଳ ସାମ୍ବାଦିକ କୁ କାହିଁକି ଗୁରୁତ୍ଵ ଦିଆ ଯାଇଛି l ଏ ଯାହା ଗପୁଚି ଆମେ ସଧାରଣ ଲୋକ ଜାଣିଛୁ ଏଇଟା କଣ ମହା ଜ୍ଞାନୀ
@NilamaniSahu-de9rl
@NilamaniSahu-de9rl 3 күн бұрын
ନୂତନ ସରକାର ବେନିୟମ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି କାହିଁକି।
@satyamsibammohanty1255
@satyamsibammohanty1255 2 күн бұрын
ଅନ୍ଧ ସରକାର
@skaifoundation8120
@skaifoundation8120 2 күн бұрын
People all over the world are watching to see what happens when people disrespect and disregard law. My 2cents 🙏👍
@gopalnahak1969
@gopalnahak1969 2 күн бұрын
ସୁପର ଚୋର କହୁଛି --- ଭିତିରି ଚୋରର କଥା । ୟାକୁ ଲଜ୍ଜ୍ୟା ନାହିଁ ....
@user-pu9qo1sg6p
@user-pu9qo1sg6p 3 күн бұрын
ଏତେ ଟଙ୍କା ଖର୍ଚ୍ଚ କଲେ, କେଉଁଠାରୁ ଏହା ଆଣିଲେ। କେତେ ପରିମାଣରେ ବଟି ଆଦାୟ କରୁଥିଲେ।
@Shree_910
@Shree_910 3 күн бұрын
ହଁ ମୋ ମତରେ ଏମିତି ଲୋକକୁ ଗିରଫ କରାଯାଉ👍🏻ଏତେ ଅନ୍ୟାୟ କରୁଥିଲାମାନେ ୟାକୁ ଜଲ୍ଦୀ ଦଣ୍ତ ଦିଆଯାଉ 👍🏻
@tapukumarjena9522
@tapukumarjena9522 2 күн бұрын
Right 👍 sir Jay shree Ram
@ashwinisahu6584
@ashwinisahu6584 3 күн бұрын
EXTRA CONDROCTION RAHILE ASUBIDHA. KOUTHI
@laxmipriyabehera8539
@laxmipriyabehera8539 2 күн бұрын
Should be quick action •
@user-yw8vq3fb5v
@user-yw8vq3fb5v 2 күн бұрын
ଆପଣଙ୍କୁ ନୂଆ ରୂପରେ ଦେଖିବାକୁ ପାଇଲୁ ।
@deviprasadmishra6563
@deviprasadmishra6563 2 күн бұрын
ହ😅
@subhamcomputer5362
@subhamcomputer5362 2 күн бұрын
ଏତେ ସାହସ କଣ ନବୀନ ବାବୁ ଦେଇଥିଲେ କି. ଉଭୟ should be accused
@prafullakumarpradhan8129
@prafullakumarpradhan8129 2 күн бұрын
ନୁଆଁ ସାମ୍ବାଦିକ ହେଲେବି ସତ ମିଛ
@SuratiPatra-jl5oq
@SuratiPatra-jl5oq 2 күн бұрын
Rabisir thiki katha kahuchhnti
@narasinghatripathy5371
@narasinghatripathy5371 3 күн бұрын
ଆହା,
@banshidharjena4592
@banshidharjena4592 2 күн бұрын
ବରାବର action ହେବା ଦରକାର
@sunilpanda9290
@sunilpanda9290 3 күн бұрын
ରବିବାବୁ ଏତେଦିନେ ମୁହଁଖୋଲିଚି କିନ୍ତୁ ଟିକେ ପେଞ୍ଚ ରଖି କହିଛନ୍ତି ସବୁ ସମୟର ଦାସ 😂😂😂
@mirtohiddin-o2t
@mirtohiddin-o2t 2 күн бұрын
G A rule violation ,ତା ସହିତ ସବୁଠୁ ଗହିତ ଅବରାଧ criminal offense ଲାଗିବ
@dhananjayakhilar3888
@dhananjayakhilar3888 2 күн бұрын
ସିବିଆଇ କୁ ଦିୟା ଯାଉ
@pkmishra6256
@pkmishra6256 Күн бұрын
Very correct stament given by Sr. Journalist SjRabi Das Jee. Thanks for your sound and clear analysys. Where is Govt. action. CM should have given instruction to cincern authority to visit the site/qtr and what are the illegal construction has made to be checked vividly whther any underground room, swiming pool and wooden cottege had constructed or not. If yes immidiate action is required to be taken whther legal allotment is there. Any illegal construction/extended, modification of Govt qtr is stricted prohibited and require nessery permission from concerned authority. One MLA or Minisyer has no power to do unethical activites inside Govt qtr.Many many thanks to SjRabi Das Jee for his free and frank opinion as Sr. Journalist.🙏🏾
@sureshchandradas88
@sureshchandradas88 3 күн бұрын
On one end a palatial government building of an ex MLA is being demolished and on the other end there is no building for the chief minister. This is a very interesting part of Odisha Sashan
@mantoshmohanty3712
@mantoshmohanty3712 2 күн бұрын
Panipaga badali jaeechhi, kichhi matra re, tathapi full mausumi asini RABI DASNKA PAKHARE.
@satyamsibammohanty1255
@satyamsibammohanty1255 2 күн бұрын
ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!
@situn4377
@situn4377 2 күн бұрын
1:30 Class4 govt employee bhi alteration karuchanti, au Neta nka tharu alaga asa kemiti karihaba
@amitbehera3346
@amitbehera3346 2 күн бұрын
ଘର ଭଙ୍ଗା ଵୋବି ଦାସ୍ ଙ୍କ ପ୍ରତିକ୍ରିୟା ରେ ଚାମୁ ନବୀନ ପଟ୍ଟନାୟକ ଚୁପ୍ କାହିଁ
@nirasahoo1121
@nirasahoo1121 2 күн бұрын
ନ ଭାଙ୍ଗିଲେ ଚଳି ଥାଆନ୍ତା
@dandapaniepili3185
@dandapaniepili3185 2 күн бұрын
ସରକାରି ଘର କିଛି କରିବ ଆଗରୁ govt ରୁ ଅର୍ଡର ହେବ ଦରକାର। ଆଉ ସେ ଯଦି କୌଣସି ନେତା ନାହି ତୋ ସେ ଆଲିସନ୍ ବଙ୍ଗଳା ବନେଇଲା କିମିତି । ସରକାର ର ପଇସା ନାହି ସେ ଅଟେ ପଇସା ଅନିଲ କୁଠୁ। ତାର ଦଳର ଲୋକୋ ଦେଲେ କିଆ ସେ ଅଟେ ବଡ଼ । ମଉସା ସମ୍ବାଦ ରେ ଚୁନା ଲଗେଇ ବାର ପରି ଆଉ ଲାଗୁନି ହେଲା ମାଇକ୍ରୋ ଫାଇନାନ୍ସ ର ଭି ଟଙ୍କା ଖାଇଚି BJD
@jitendrakumarnayak4929
@jitendrakumarnayak4929 2 күн бұрын
କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଫେରିଲେ BJP ଦଳର ନେତା ମାନଙ୍କ କେଲେଙ୍କାରୀ ପଦାରେ ପଡ଼ିବ ବ୍ୟସ୍ତ ହେବାର କିଛିନାହିଁ
@Rkd6122
@Rkd6122 2 күн бұрын
Originally alloted house was used for what if additionally constructed house was used for meetig people ?
@bipracharanjena2736
@bipracharanjena2736 3 күн бұрын
ନବୀନ ବାବୁଙ୍କ ଭାଷାରେ ଆଇନ ତା ବାଟରେ ଯିବା ଉଚିତ୍
@sanjaytripathy9675
@sanjaytripathy9675 2 күн бұрын
Condom କେତେ ବାହାରିଛି?
@ajaykumarbehera5018
@ajaykumarbehera5018 2 күн бұрын
କିହୋରବିବାବୁ,ତୁମେ,କାହିଁକି, ସିଧସଳଖ, କଥା, ନକ ହି,ବୁଲେଇ,ବଙ୍କେଇ,କହି,ଦେଶକୁ,ଗଣ୍ଡିମାରିବକଠା
@dhrubanandabarik1638
@dhrubanandabarik1638 2 күн бұрын
Its office accommodation. U said no one can make entry? U are wrong. When the reporters find some illegal works going on they must make entry to find out illegality. Hence U are not at all a good reporter.
@purnachandrabarik5787
@purnachandrabarik5787 2 күн бұрын
Kn pani
@PRASANNAKUMARMISHRA-eq9sh
@PRASANNAKUMARMISHRA-eq9sh 3 күн бұрын
Sambadik mananku alot hoithiba ghare kete extension hoichi verification karajau
@manojkumarnayak237
@manojkumarnayak237 3 күн бұрын
Why permanent structures were made without permission?
@munapanigrahi6146
@munapanigrahi6146 2 күн бұрын
Illegal construction ra chinha barna rahile ta
@user-gh5iv6zp4t
@user-gh5iv6zp4t 3 күн бұрын
Rabi babu bujheidele Sabu aparadhi nirdosh kemiti huanti baby das jete rajswa lutichanti se sabuku bhangiruji ferei aniba darkar
@user-zk6jn5sc3c
@user-zk6jn5sc3c 3 күн бұрын
DeriKanapai.Bandha.Sethi.Rasalila.Chalithila
@rabinarayanpradahan9380
@rabinarayanpradahan9380 3 күн бұрын
ରବିବାବୁ କୁନ୍ଥେଇ କୁନ୍ଥେଇ କହୁଛନ୍ତି,,,,😅
@chintamanijena2300
@chintamanijena2300 3 күн бұрын
Odisha Hn high court should be FIR Agnest Mr Pranav Prakash Das
@nabikasriutkalsourav4807
@nabikasriutkalsourav4807 3 күн бұрын
तब ये महाशय कहाँ थे.... इनको कोई seriously नहीं लेता.... अंध बुद्धिजीवी का ओड़िशा नकार रहा है.... Stop bite from those guy's who know everything 😄😄😄😄😂🤣
@user-ss4es5se1n
@user-ss4es5se1n 2 күн бұрын
Bala sambadika Rabi Das
@ramachandrapanigrahy8319
@ramachandrapanigrahy8319 3 күн бұрын
The officials of GA must be booked and stringent action need to be taken against the corrupt officials!
@sukhenduparamanik8727
@sukhenduparamanik8727 3 күн бұрын
It is absolutely right
@DIVYARANJAN91
@DIVYARANJAN91 3 күн бұрын
ଯାହା ଘଟିବା କଥା ଘଟି ସାରୁ ତାପରେ କୀଳା ପଶିବ
@Srbhgfg
@Srbhgfg 2 күн бұрын
ଧୀରେ ଧୀରେ ପଶିଲେ ମଜା ଲାଗିବ, ପୁରା ପାଞ୍ଚ ବର୍ଷ ଅଛି 😂
@satyamsibammohanty1255
@satyamsibammohanty1255 2 күн бұрын
ସବୁ ପ୍ରମାଣ ନଷ୍ଟ କରିବାକୁ ମୋହନ ସରକାର ଦେଉଛନ୍ତି ସୁଯୋଗ !!!ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!
@user-wj1sf7uw9n
@user-wj1sf7uw9n 3 күн бұрын
Rabi Babu BJD against re 1st time' kahile
@maheswarswain3884
@maheswarswain3884 3 күн бұрын
Rabi Das Sir nkara ebe mathmatics Gyan bodh huea bhul hei galani
@pradeepkumarsinha803
@pradeepkumarsinha803 3 күн бұрын
NOW IT IS SEEN THAT THE PRESENT BJP GOVERNMENT IN ODISHA SHOWING INACTIVE TO TAKE IMMEDIATE ACTIONS AGAINST ILLEGAL ACTIVITIES. BUT WE EXPECT MORE.
@RabinarayanPati-nd3hb
@RabinarayanPati-nd3hb 2 күн бұрын
This man is bussinesman
@user-wk5pc6qr7r
@user-wk5pc6qr7r 3 күн бұрын
Semiti dekhile bbsr re 7000to 8000govt quarters re illegal construction sure hoichi .ga deptt kn action neba dekhiba.
@biswanathhhembram2426
@biswanathhhembram2426 Күн бұрын
ବବି ଦାସ କୁ ଜେଲ ପଠାଅ।
@raghunathpradhan8704
@raghunathpradhan8704 3 күн бұрын
False discussions should be avoided in any matter which doesn't bear any fruit since there is law inthis matter otherwise people will think that the Ministers and offcerd are fools and not aware of rules.
@sadanandapradhan8954
@sadanandapradhan8954 3 күн бұрын
Bobby Das ku immediate arrest karajau
@AshokPati-zi7mm
@AshokPati-zi7mm 2 күн бұрын
Kichhi habani tankara
@DebabrataPanigrahi-ic9pc
@DebabrataPanigrahi-ic9pc Күн бұрын
Kete re deal heichi
@LaxmidharaPalai
@LaxmidharaPalai 2 күн бұрын
Bhudin pare congres objd birudhare kahi paru chanti. Rabi babu.dhanyawad
@debaramajhi4370
@debaramajhi4370 3 күн бұрын
Enquiry heu Tankara Emiti kete plot Alisan bangala achchi
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 9 МЛН
Каха ограбил банк
01:00
К-Media
Рет қаралды 10 МЛН
A pack of chips with a surprise 🤣😍❤️ #demariki
00:14
Demariki
Рет қаралды 55 МЛН
FOOLED THE GUARD🤢
00:54
INO
Рет қаралды 62 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 9 МЛН