No video

ଯିଏ ସେକେଣ୍ଡ ରତ୍ନଭଣ୍ଡାର ପାଖକୁ ଯିବ ,ସେ ଯିବାଟା ଥୟ ..ମହାପ୍ରଭୁ ନଥିଲାବେଳେ ଖୋଲିବା ଅଧିକାର ଦେଲାକିଏ " Ratna

  Рет қаралды 958,918

Odisha Bhaskar

Odisha Bhaskar

Ай бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 2 700
@Shree_910
@Shree_910 Ай бұрын
ମହାପ୍ରଭୁ ଚକାଆଖି ସବୁ ଦେଖୁଛି ତାଙ୍କ ବିନା ଅନୁପସ୍ଥିତିରେ ଗଛର ପତ୍ର ବି ହଲିବନି🙏ହେଲେ ମହାପ୍ରଭୁ ଆସିଥିଲେ ମାଉସୀ ମାଆଙ୍କ ଘରୁ ଖୋଲିଥିଲେ ଭଲ ହେଇ ଥାଆନ୍ତା 🙏❤କିଏ ମୋ କଥାରେ ଏକମତ🙏
@sonalimishra5045
@sonalimishra5045 Ай бұрын
Logically bhaba mahaprabhu thila time re tankara bahut niti achi jauta payee possible hei nathanta ...42 years agaru bhitara ratna bhandra khola heithila kayee sei loko tah maleni ...
@bisweswarbehera5772
@bisweswarbehera5772 Ай бұрын
ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିଛି
@JogeswarMajhi-lt7hj
@JogeswarMajhi-lt7hj Ай бұрын
ମହା ପ୍ରଭୁ ଙ୍କ ଅନୁମତି ଅଛି
@pritampolei7087
@pritampolei7087 Ай бұрын
Sabu gujaba after ganati a sabu luchibe😊😊😊
@F56980
@F56980 Ай бұрын
ଏଟା ଟିଉଟରଟା
@soumyaranjanpradhan4733
@soumyaranjanpradhan4733 Ай бұрын
ପଛ ଲୋକ ପାଇଁ Gute Like
@BirendraSingh-xf7fz
@BirendraSingh-xf7fz Ай бұрын
Joker ta bhai
@punamsuna7938
@punamsuna7938 Ай бұрын
Ek no bat
@RupakKumarParida
@RupakKumarParida Ай бұрын
Danta 2ta kebala achhi 😂😂😂
@mitalidas3105
@mitalidas3105 Ай бұрын
😂😂😂😂😂😂
@mrsimanchal8284
@mrsimanchal8284 Ай бұрын
😅😅😅
@sarojsahu2663
@sarojsahu2663 Ай бұрын
ଓଡ଼ିଶା ବାସୀ ଙ୍କ ରତ୍ନଭଣ୍ଡାର ଭିତରେ କେତେ ସୁନା, ଅଳଙ୍କାର ଇତ୍ୟାଦି ଅଛି ଜାଣିବା ଦରକାର ଯାହା ଫଳରେ କେହି ଏହାର ଅପବ୍ୟବହାର କରିପାରିବେନି ।
@saubhagyadas9927
@saubhagyadas9927 Ай бұрын
4.5 କୋଟି ଲୋକ କିଏ ।। ଇୟେ କିଏ ଆକୁ ସାଙ୍ଗରେ ନେଇକି ଯିବା କଥା ରତ୍ନ ଭଣ୍ଡାର ଖୋଲିବା ପାଇଁ 😅 ।।
@thhu5559
@thhu5559 Ай бұрын
Right
@soumyaranjansahoo3139
@soumyaranjansahoo3139 24 күн бұрын
Apana bjp support bodhe 😂😂
@soumitpradhan7158
@soumitpradhan7158 23 күн бұрын
Aita bjd tautor
@soumyaranjansahoo3139
@soumyaranjansahoo3139 22 күн бұрын
@@soumitpradhan7158 bala na
@bhoibiswanath4
@bhoibiswanath4 Ай бұрын
ସବୁ ଭଗବାନଙ୍କ ଇଛା ରେ ହଉଛି, ଭଗବାନ ଯଉଠି ଥିଲେବି ସେ ପାଖରେ ଅଛନ୍ତି, ଜୟ ଜଗନ୍ନାଥ 👏ଭଲବଦ୍ର 👏ସୁଭଦ୍ରା 👏
@vives_nd_thrills_19
@vives_nd_thrills_19 Ай бұрын
ବଳଭଦ୍ର ନା କି ଭଲବଦ୍ର
@pradeepgond4936
@pradeepgond4936 Ай бұрын
ଏ ଲୋକ ଯେମିତି ଲାଗୁଛି ଟିକେ ଗ୍ଲାସ ପାଣି ପିଇ ପୁରା ପାଟି ଭବଲ୍ 😢😢😢
@ratankumarmahapatra7086
@ratankumarmahapatra7086 Ай бұрын
ମାଲିକ ନଥିବା ସମୟରେ ଘରେ ପଶିବା ଅନୁଚିତ୍, ସେମିତି ଶ୍ରୀ ମନ୍ଦିର ରେ ମହାପ୍ରଭୁ ନାହାନ୍ତି, ଯାଇଛନ୍ତି ତାଙ୍କ ଜନ୍ମ ବେଦୀକୁ ମହାପ୍ରଭୁ ନଥିବା ସମୟରେ ରତ୍ନ ଭଣ୍ଡାର ରେ ପଶିବା ଅନୁଚିତ୍
@n.rcreation3399
@n.rcreation3399 Ай бұрын
Maa laxmi ta achanti na
@pinakahans8897
@pinakahans8897 Ай бұрын
Bhai duniare tanka bina anumati re gachha patra b haleni ....au khola jai6i Mane tanka anumati re hin hae6i bujhantu Bhai ...
@JhilliRani-ej1tr
@JhilliRani-ej1tr Ай бұрын
Right cmnt
@gopaldas7470
@gopaldas7470 Ай бұрын
Maa Laxmi nku boloram bahara korideithile kanhiki Jagannath nku viko magibaku podila ?Malika maa Laxmi ochonti,sri mandiro houchi Jagannath nka karjyalaya ghara houchi gundicha mandir. Jay Jagannath
@ayushmaanb8095
@ayushmaanb8095 Ай бұрын
Bagaban sabu jagare achhanti bhai
@lipianshuvlogs
@lipianshuvlogs Ай бұрын
ପ୍ରକୁତରେ ମୋତେ ଲାଗୁଛି ,ମାନବ ହିଁ ଭଗବାନ, ଏ ଦୁଇଜଣ ଯେମିତି କହୁଛନ୍ତି ଏମାନେ ଦୁଇଜଣ ହେଉଛନ୍ତି କାଳିଆ ବଳିଆ ,ଦେଖୁନ ବଡ଼ ଭାଇ ବଳିଆ ହେଉଛି ଘର ର ମୂରବୀ ଆଗରେ ଠିଆ ହୋଇ କହୁଛନ୍ତି ଆଉ ପଛରେ କାଳିଆ ପାଳି ଧରି କେମିତି କହୁଛି ,ତେଣୁ ମାନବ ରୂପରେ ଦୁଇ ଜଣ ଭଗବାନ୍ 🥰😊🙏
@lipianshuvlogs
@lipianshuvlogs Ай бұрын
ଆଉ ଆଗ ଲୋକ ଜଣକ ମାନେ ବଳିଆ, ପଛ ଲୋକ ଜଣକୁ ,ହେ ରୁହ ବା ପୁଅ ରୁହ ଟିକେ ମାନେ କାଳିଆ କୁ ପୁଅ ବୋଲି ସମ୍ବୋଧନ କରି କହୁଛନ୍ତି , ମୋତେ ଲାଗୁଛି ମାନବ ହିଁ ମାଧବ ଆଉ ମାଧବ ହିଁ ମାନବ ,ତେଣୁ ମାନବ ରୂପରେ ଭଗବାନ୍🙏ଆପଣ କଣ କହୁଛନ୍ତି ,ଦୟା କରି ମୋ ଚ୍ୟାନେଲ କୁ ଆସନ୍ତୁ
@padminiparida9739
@padminiparida9739 29 күн бұрын
Jagannath swami jadi satare achhanti bhagawan tanka rupa dekhaei diantu
@DharaniDharDas-bh4ny
@DharaniDharDas-bh4ny 29 күн бұрын
ପ୍ରକୁତରେ ମୋତେ ଲାଗୁଛି ମାନବ ହିଁ ଭଗବାନ ଏ ଦୁଇଜଣ ଯେମିତି କହୁଛନ୍ତି ଏମାନେ ଦୁଇଜଣ ହେଉଛନ୍ତି କାଳିଆ ଵଳିଆ ଦେଖୁନ ବଡ଼ ଭାଇ ଵଳିଆ ହେଉଛି ଘରର ମୂରବୀ ଆଗରେ ଠିଆ ହୋଇ କହୁଛନ୍ତି ଆଉ ପଛରେ କାଳିଆ ପାଳି ଧରି କେମିତି କହୁଛି ତ
@sweetsamarpita22
@sweetsamarpita22 Ай бұрын
ପ୍ରଭୁ ସିନା ଶ୍ରୀ ମନ୍ଦିର ରେ ନାହାନ୍ତି କିନ୍ତୁ ମା ସାଆନ୍ତାଣୀ ବା ଅଛନ୍ତି। ସବୁ ଘରେ ଭଣ୍ଡାର ର ଦାୟିତ୍ଵ ମା ଙ୍କ ହାତ ରେ ଥାଏ। ସେମିତି ଆଜି ବି ସବୁ କିଛି ମା ସାଆନ୍ତାଣୀ ଙ୍କ ସାମନା ରେ ହେଇଚି। 🙏 କିଛି ବି ଭୁଲ ହେଇ ନାହିଁ।
@pitambardhalns3503
@pitambardhalns3503 Ай бұрын
Tome Jodi sarkar Loko.
@utkalgroupofcompany8398
@utkalgroupofcompany8398 Ай бұрын
❤❤❤❤
@utkalgroupofcompany8398
@utkalgroupofcompany8398 Ай бұрын
👍👍👍👍👍
@pitambardhalns3503
@pitambardhalns3503 Ай бұрын
Godi bhakto . Satya meva jayate 🙏
@sweetsamarpita22
@sweetsamarpita22 Ай бұрын
@@pitambardhalns3503 mu utkal ra loka ... sarkar kie mu janeni mu odisha ra loka mu prabhu ଜଗନ୍ନାଥ ଙ୍କ rajya ra loka ...
@satyanayakodiavlogs
@satyanayakodiavlogs Ай бұрын
ଶୁଣ ରେ ବୋକା ଚୋଦା ମହାପ୍ରଭୁ ସବୁଜାଗରେ ଅଛନ୍ତି ଯଉଠି ଦେଖିବୁ ସେଇଠି ମିଳିବେ ମହାପ୍ରଭୁ ତମେ ଶଳା ସବୁ ଖାଇବ ବୋଲି ଭବିଥିଲ ଆରେ ଶଳା ରତ୍ନ ଭଣ୍ଡାର ରେ ପାଣି ଗଳୁଛି ଦେଖ ହଉନଥିଲା ଯିଏ ଭଲ କାମ କଲା ତା ପଛରେ ଲାଗିଲ
@kamalthakur1132
@kamalthakur1132 Ай бұрын
Tame dekhithilo Pani galuchhi boli tame kemiti janilo tike kahibo kii
@satyanayakodiavlogs
@satyanayakodiavlogs Ай бұрын
@@kamalthakur1132 tame bodhe news dekhuna Jahara jete dimag
@bramhanandadalai4426
@bramhanandadalai4426 Ай бұрын
Bhaskar Tv lajalaguni
@gameoboy8666
@gameoboy8666 Ай бұрын
Comedy video banane wala serious videos me kyun ghus raha hai 😂😂😂😂😂😂
@krusanmaharana4529
@krusanmaharana4529 Ай бұрын
​@@kamalthakur1132ଯା ମୁଖ୍ୟ ବାଡ଼ ଗ୍ରାହି ଙ୍କୁ ପଚାରିବୁ ପାଣି ଗଳୁଚି ନା ନାଇ
@sudarsanbehera4884
@sudarsanbehera4884 Ай бұрын
ଏଲୋକଟି କହୁଛି ଯିଏ ଖୋଲିବ ଦ୍ୱିତିୟ ରତ୍ନଭଣ୍ଡାର ସେ ମରିବ ଏ କଥା ତାର ମନଗଢା କାହାଣି ବିଜେଡି ସରକାର ଜଗନ୍ନାଥଙ୍କର ରଥ ସାରା ରାଜ୍ୟରେ ବୁଲେଇ ଚାଉଳ ମାଗିବା ଏଥିପାଇଁ ପ୍ରଭୁଙ୍କର କରୁଣା ହେଲା ରତ୍ନଭଣ୍ଡାର ଖୋଲ ଦେଖମୋର କଣ ଅଛି ମୁଁ ଭିକାରି ଠାକୁର ନୁହେଁ |ଯେଉଁଠି ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ସେଠି କିଛି ଅଭାବ ନାହିଁ। ବିଜେପି ସରକାର ବି ଖୋଲିପାରିନଥାନ୍ତା। ପ୍ରଭୁଙ୍କ କରୁଣାବିନା
@mantusahoo9820
@mantusahoo9820 Ай бұрын
ଆଗରୁ ସାଢେ ଚାରି ଲୋକ କହୁଥିଲେ ରତ୍ନ ଭଣ୍ଡାର ଖୋଲିବା ପାଇଁ କିନ୍ତୁ କେହି ଖୋଲି ପାରୁ ନଥିଲେ କାରଣ ମହାପ୍ରଭୁ ଚାଁହୁ ନଥିଲେ ସିଏ ଜଗତର ନାଥ ଜଗନ୍ନାଥ ତାଙ୍କ ବିନା କେହି କିଛି କରିପାରିବେ ନାହିଁ ଏଥର ଖୋଲିଲା ସେଇ ମହାପ୍ରଭୁ ଜଗନ୍ନାଥ ଙ୍କ ଇଛାରେ ଏଥିରେ କିଛି ବି ଭୁଲ ନାହିଁ
@prananathpati9976
@prananathpati9976 Ай бұрын
ଏଇଟା ପାଣ୍ଡିଆ ଦଲାଲ୍। ବାଡ଼ା ଶଳା କୁ।
@dollybehera7193
@dollybehera7193 Ай бұрын
ମୁର୍ଖ ଲୋକ କିଛି ଜାଣିନି ଖାଲି pandian hauchi
@prakashchandramajhi9345
@prakashchandramajhi9345 Ай бұрын
Right 👍👍👍
@girijasankarsahoo7837
@girijasankarsahoo7837 Ай бұрын
ମାଗିଆ କିଏ ବି ତୁ
@prananathpati9976
@prananathpati9976 Ай бұрын
@@girijasankarsahoo7837 ତେରା ବାପ୍ କା ଦୁଷମନ
@krusanmaharana4529
@krusanmaharana4529 Ай бұрын
​@@dollybehera7193ତୁ ବହୁତ ଜାଣିଚୁ ,ନା କିରେ ପାଣ୍ଡିଆ ପେଳ ଚଟା ଶଳା😂😂😂
@dibyaranjan3454
@dibyaranjan3454 Ай бұрын
ଏଇଟା ବିଜେଡି ଲୋକ ଟା, ଯଦି ଉଚିତ୍ ରକ୍ଷଣାବେକ୍ଷାଣ ଅଭାବ ଯୋଗୁଁ ମନ୍ଦିର ର କିଛି ହେଇଯାଏ କି ଅଳଙ୍କାର ସବୁ ନଷ୍ଟ ହେଇଯାଏ, ଇଏ ତାପରେ କହିବୁଲିବ ଦେଖ କହିଥିଲେ ରତ୍ନଭଣ୍ଡାର ଖୋଲିବ ବୋଲି ହେଲେ କାହିଁକି ଖୋଲିଲେନି। ତେଣୁ ସବୁ ସେଇ ନିଳାମୟ ଙ୍କ ଇଚ୍ଛା, ସେ ଯାହା ଚାହିଁବେ
@user-ku8fz5wc5j
@user-ku8fz5wc5j Ай бұрын
Stiker paka sarakar andhabhakt
@mikku.subhashree_official4035
@mikku.subhashree_official4035 Ай бұрын
Se chahinle boli ta kholi helani aagaku b hebani bodhe.... Au baki rahila bjd loka bjp loka.. bjd loka kn mana karuchhanti ratnavandar kholani boli....
@kamalthakur1132
@kamalthakur1132 Ай бұрын
@@dibyaranjan3454 tamara ate Gyana kebethu hela kahilo aji jain kete thara ratna bhandar khola heichhi
@odiacricketstar
@odiacricketstar Ай бұрын
😂😂ra pagal
@user-ow3ig6ud1j
@user-ow3ig6ud1j Ай бұрын
ଯାହା ହବ ଠିକ୍ ହବ, ତୁ ଚୁପ୍ ରହ
@Babaphakiryoutube
@Babaphakiryoutube Ай бұрын
ଏ ଭାଙ୍ଗୁଆ ମିଳୁଛି ଭାସ୍କର ଦିନ ଲିପି କୁ ଏ ଶଳା ବଡ଼ ଭାଙ୍ଗୁଆ ଟିଭି ରେ ଦେଖେଇ ହେବା ଟିକେ ଖୁସି viral ପାଇଁ
@laxmipriyamohapatra7121
@laxmipriyamohapatra7121 Ай бұрын
କରି କରାଉ ଥାଏ ସେହି ତା ବିନୁ ଅନ୍ଯ ଗତି ନାହିଁ🙏🥹 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ⭕️❗️⭕️🙏🚩
@littlequeenrakhi
@littlequeenrakhi Ай бұрын
ତମେ ସବୁ ଖାଇବ ବୋଲି ଭାବୁଥିଲେ କି ବେଶୀ ଗପ
@kirankumarswain8107
@kirankumarswain8107 Ай бұрын
Eta kn ki khae deve ...Puri dalema na kn...kholiba pyn kemiti saman au kemiti jauchanti Jani parucha ta 😅..pilami nk bhali comment diantu nahi 😅
@rakeshnayak9174
@rakeshnayak9174 Ай бұрын
Tu kete Dana karichu be
@s.rmusic8709
@s.rmusic8709 Ай бұрын
ତୁ ଯେମିତି ରଖିଥିଲୁ
@NirupamaBehera-ub3oo
@NirupamaBehera-ub3oo Ай бұрын
​@@s.rmusic8709kain tu rakhichuki
@NirupamaBehera-ub3oo
@NirupamaBehera-ub3oo Ай бұрын
​@@s.rmusic8709to gadrej chabi dekhiba bahara lokanku delu
@himansupatra9717
@himansupatra9717 Ай бұрын
ଯୋଉଠି ଦେଖୁଛ ଭାସ୍କର ରିପୋର୍ଟର ମାନଙ୍କୁ ଧୁମ୍ ପିଟ. ଓଡିଶା ବାସୀ ଙ୍କୁ ମୋର ଅନୁରୋଧ.
@srikantajena8698
@srikantajena8698 Ай бұрын
No Sir.argus news ku pita
@Sankat-fk2wj
@Sankat-fk2wj Ай бұрын
Nai otv au kanak news ku pita
@subratkumarbehera8876
@subratkumarbehera8876 10 күн бұрын
ହଇରେ ବାରବାଣ୍ଡ ରୁ ଜନ୍ମ ହେଇଥିବ| ପିଲା ରତ୍ନ ଭଣ୍ଡାର ନଖୋଲିଲେ ଭଗବାନ ରଘୁନାଥ ବେଶ ହେବେ କେମିତି |
@narayanbarik6392
@narayanbarik6392 Ай бұрын
ସେ କଳା ଗୋରା ଦୁଇ ଭାଇ ସବୁବେଳେ ସାଥିରେ ଅଛନ୍ତି ମୋତେ ଲାଗୁଛି ସେ ମିଡ଼ିଆ ଆଗରେ,.......❤🙏 ଜୟ ଜଗନ୍ନାଥ 🙏
@SangitaSahu-pz5yn
@SangitaSahu-pz5yn Ай бұрын
ଆଜ୍ଞା ଆମେ ଆପଣଙ୍କ କଥା ରେ ସହେମତି ଅଛୁ,,ଆପଣ ଯାହା କହିଛନ୍ତି ସବୁ ଠିକ୍ କହିଛନ୍ତି, ଜୟ ଜଗନ୍ନାଥ
@vloggingwithhawa
@vloggingwithhawa Ай бұрын
ସେଇ ପଛ ଲୋକଟାକୁ boom ଦିଅ ସେ କିଛି କହିବ 😅😅😅😅
@Tukuna-d4k
@Tukuna-d4k 25 күн бұрын
କଳୀ କରାଉ ଥାଇ ସେହି ତା ବିନୁ ଅନ୍ୟ ଗତି ନାହିଁ। ଯାହା ସେ ଦୁଃଖ ନିୟନ୍ତା ପ୍ରୁଭୁ ଜଗନ୍ନାଥଙ୍କ ଇଛା ଆମେ କିଏ କାହିଁ ବାକୁ ❤❤❤ଜୟ ଜଗନ୍ନାଥ ❤❤❤
@DHDrawing7978
@DHDrawing7978 Ай бұрын
Sir ଖୋଲିଲେ ତ ଜାଣିବୁ ନା ଆମ ଠାକୁରଙ୍କ ସମ୍ପତି ଠିକ୍ ଅଛି ନା ନାହିଁ? କଣ ଠାକୁରଙ୍କ କର୍ତ୍ତବ୍ୟ କେବଳ ଆମ ଯତ୍ନ ନେବା ? ଆମର ବି କର୍ତ୍ତବ୍ୟ ଆମ ପ୍ରଭୁଙ୍କୁ ସେବା କରିବା। କିଏ ଜାଣିଲା ଏ ସେବାୟତ, ପାଣ୍ଡୁ ଶାସନ ବେଳେ କଣ କଣ କରିସନ୍ତି???
@bikashbehera8385
@bikashbehera8385 Ай бұрын
ମାଲିକ ସିନା ଘରେ ନାହାନ୍ତି ମାଲିକାଣୀ ( ମା ଲକ୍ଷ୍ମୀ ) ତ ଘରେ ଅଛନ୍ତି । ମହାପ୍ରଭୁ ଙ୍କ ଅନେକ ନିତିକାନ୍ତ ଅଛି । ମହାପ୍ରଭୁ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ କଲେ ମହାପ୍ରଭୁ ଙ୍କ ନିତିକାନ୍ତ ରେ ବିଭ୍ରାଟ ହେବ ।
@rajbiswal9414
@rajbiswal9414 Ай бұрын
Pagala bujhi paruni
@bikashbehera8385
@bikashbehera8385 Ай бұрын
@@rajbiswal9414 kie pagla?
@TunaDas-tt7xj
@TunaDas-tt7xj Ай бұрын
ଦୁଃଖ ଲ।ଗିବ ଚୋରି ପାଇଁ ତମର ପ୍ଲାନ୍ ଥିଲା । ଇୟେ ମହାଟାଉଟର
@-Jena_jena
@-Jena_jena Ай бұрын
Hm bhi ta ghar pakhare na kale se sudanga kari thiba 😅😅
@kalyanimuduli..2763
@kalyanimuduli..2763 Ай бұрын
ଆଜି ବିଜେପି ସରକାର ଓଡ଼ିଶା ବାସୀ ଙ୍କୁ ନିଜେ ଗୋଟେ ଅସ୍ମିତା ବୋଲି ପ୍ରମାଣ ଦେଲା ,ପ୍ରଭୁ ଘରେ ନାହାନ୍ତି ତଥାପି ରନ୍ନ ଭଣ୍ଡାର ଖୋଲିଲେ ତାଙ୍କୁ ଅଧିକାର ଦେଲା କିଏ ପୁଣୀ ସେମାନେ ନିଜ କୁ ସର୍ବ ସର୍ବା ଭାବି ନେଇ ଛନ୍ତି ପରା ..ପ୍ରଭୁ ବଡ଼ ଦେବ ଯେତେ ବେଳେ ରଥ ରୁ ପଡିଗଲେ ତଥାପି ବୁଝିଲେନି ଆରେ ପ୍ରଭୁ ଙ୍କ ଇଛା ବିନା ପତର ଟିଏ ବି ହେଲେନି ସେ ପଡି ଗଲେ କିଛି ତ ରହସ୍ୟ ରହିଛି, ଆଉ ବଡ ଭାଇ ଙ୍କ ରାଗ ବି କିଏ ନ ଜାଣିଛି ତଥାପି ଆମେ ସର୍ବେ ଶର୍ବା ..ଛି ଛି ତୁମ ରୀମୋଟ ଚଲା ସରକାର କୁ🙏🙏
@ranjankumarpatra2284
@ranjankumarpatra2284 26 күн бұрын
ପ୍ରଭୁ ସମୟକୁ ଚାହିଁଛନ୍ତି
@jharanasumi2978
@jharanasumi2978 Ай бұрын
A loka ta dahara gapa gapuchi
@kshirodbarik7170
@kshirodbarik7170 Ай бұрын
ମିଡ଼ିଆ ରେ ନା କରିବାକୁ ଆସିଛି ଇ ଏ ପାଗଳ ଟା 😊😊
@user-oo2yz2op2u
@user-oo2yz2op2u Ай бұрын
Se thik kahuchi
@utkalgroupofcompany8398
@utkalgroupofcompany8398 Ай бұрын
👍👍👍👍👍
@brahmanandam7370
@brahmanandam7370 Ай бұрын
​@userkan kahilare se t-oo2yz2op2u
@evaranipadhihari5868
@evaranipadhihari5868 Ай бұрын
ପ୍ରଭୁ ଦେଉଳରେ ଥିଲେ ତାଙ୍କ ନୀତିରେ ଅବେହେଳl ହେବ, କାହିଁକି ନା ରତ୍ନ ଭଣ୍ଡାର ଖୋଲିବା ସମୟରେ କୌଣସି ସେବାୟତ ମାନେ ରହିବେ ନାହିଁ। କେବଳ ଭଣ୍ଡାର ମେକାପ, ଦେଉଳର ପ୍ରଶାସକ, ପୋଲିସ ରହିବେ, ସେଥିପାଇଁ ଖୋଲାଗଲା ମୂର୍ଖ ଲୋକ ଲିଳକୁ ତାଳ କରୁଛନ୍ତି, ପ୍ରଭୁ ବଳଭଦ୍ର ରଥରୁ ଖସିପଡିଲେ କୁଆଡେ ସବୁ ଯାଇଥିଲ, ସେତେବେ ବଡ଼ ପାଟି କରିବୁ ଚିଲେଇ ଲ ନାହିଁ। ଧନ୍ୟ ଓଡ଼ିଶା ବାସୀ
@akmjklc5540
@akmjklc5540 Ай бұрын
ଆପଣ ମାନେ ଟିକେ ଭାବନ୍ତୁ ଘରେ ମୁରବି ନ ଥିବା ଅବସ୍ଥାରେ ଘରେ ପ୍ରବେଶ କେତେ ଦୂର ଠିକ ଆଉ ଭୁଲ ଆପଣ ମାନେ ଭାବନ୍ତୁ, ଏ ରତ୍ନ ଭଣ୍ଡାର କାହାର ନିଜ ର ସମ୍ପତି ନୁହେଁ, ମହାପ୍ରଭୁ ଥିବା ଅବସ୍ଥାରେ କାହିଁକି ହେଲାଣି, ଚୋର ମନ ଗଣ୍ଠୁଳୀ ରେ...
@AjayakumarGochhi
@AjayakumarGochhi Ай бұрын
ଏ ଟାଉଟର କଥା ରେ କିଛି ମୂଲ୍ୟ ନାହିଁ 😂😂😂
@sudhakarrout5324
@sudhakarrout5324 Ай бұрын
Se michha kahuchi ki ?? Tahale tama ghare kete suna achhi asiki kuha media re dekhiba
@user-qn2qy4ow1y
@user-qn2qy4ow1y Ай бұрын
Tama katha re mulya achi na
@dusmantamohanty1810
@dusmantamohanty1810 Ай бұрын
Right 🎉
@omm6324
@omm6324 Ай бұрын
​@@sudhakarrout5324 tirupati mandira re kete suna achhi tara hisab achi sethi ta chori hauni
@user-mz2kv9nx7y
@user-mz2kv9nx7y Ай бұрын
Maghia sata Katha
@purnanayak5383
@purnanayak5383 Ай бұрын
ତୁ ଆଗ ମରି ଯିବୁରେ ଭାଇ,, ତୋତେ କଷ୍ଟ ହେଉଥିଲେ ତୁ ଘରକୁ ଯାଇ କବାଟ ଖିଡିକିଟା ଦେଇ ଚୁପ୍ ଚାପ୍ ଶୋଇ ପଡ,,ବକ ବକ ହୁଅ ନାହି,,
@mahendrakumarnayak3039
@mahendrakumarnayak3039 Ай бұрын
ଏ କୁହାଳିଆ ବାବୁଙ୍କୁ ଆମେ ପଚରୁଛୁ ସେ କେତେ ସୁନା, ରୂପା, ରତ୍ନ ଦେଇଛନ୍ତି ସେ ଭଣ୍ଡାରକୁ। ସେ କେମିତି ଜାଣିଲେ ଯେ ପ୍ରକୃତ ରତ୍ନ ଭଣ୍ଡାର କୁ ଯିଏ ଯିବ ତାର ମରଣ ଥୟ। ଆମକୁ ଲାଗୁଛି କି ଏହି ବାବୁ ଜଣକ ଥରେ ଚେଷ୍ଟା କରିଥିବା ଏବଂ ସେଥିରେ ଆକୃତକାର୍ଯ୍ୟ ହୋଇ ଥିବେ ତେଣୁ ଏପରି କହୁଛନ୍ତି । ପୁଣି କହିଲେ କଣ ନା ଭଣ୍ଡାର ମାଲିକ୍ ନ ଥିବା ବେଳେ ଖୋଲିବାକୁ କିଏ। ଆମେ ପଚାରୁଚ୍ଛୁ ଯେ ସେ କିଏ ଏହା ପଚରିବାକୁ।
@raimajhikutruka
@raimajhikutruka Ай бұрын
କିଏ କୋଉଠି ନେଇ ଗହଣା ବିକି ଦେଲେକି ? ପ୍ରଭୁଙ୍କର ଗହଣା ପ୍ରଭୁଙ୍କର ପାଖରେ ଅଛି. ସେଥିପାଇଁ ବେକାରେ ହଟାଗୋଳ ହେବା କିଛି ଦରକାର ନାହିଁ.
@TheBanker_1610
@TheBanker_1610 Ай бұрын
ସେ ପଛ କାଳିଆ ଟୋକା କୁ ଟିକେ boom ଦିଅ,ସେ କହିବ😅
@UkmohantyUkmohanty
@UkmohantyUkmohanty Ай бұрын
Bhai tuma bhali mu seia bhabuthili😂😂😂😂
@sarthaksambhavrishu4020
@sarthaksambhavrishu4020 Ай бұрын
Vai re se Kalia toka nuhe Kalia budha
@s.kenterprises2615
@s.kenterprises2615 Ай бұрын
😂😂
@gitanjalidas5581
@gitanjalidas5581 Ай бұрын
Mo bi​@@UkmohantyUkmohanty
@laxmipriyabarik5436
@laxmipriyabarik5436 Ай бұрын
😂😅😅😅😅
@hrudayaranjan8217
@hrudayaranjan8217 Ай бұрын
ଏଇ ପରି କେତେ ଗାଲୁ ଙ୍କ ପାଇଁ ସବୁ ଭଲ କାମ ହେଇପାରୁନି ,ଗାଲୁଆ ପାଖରେ ଆଉ ଗୋଟେ ଗାଲୁଆ କୁ ପାଖରେ ରଖି କି ବାଇଟ ଦେଉଛି, ତା ଗାମଚ଼ା ଟା ବି କେମିତି ହେଉଛ ଦେଖରେ ଭାଇ😂😂😂😂😂
@kalingaranjan2074
@kalingaranjan2074 Ай бұрын
ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହା ବିଜେପିର ବିଭ୍ରାନ୍ତିକର କାର୍ଯ୍ୟକଳାପ ବୋଲି ଅନୁମାନ କରାଯାଇପାରେ |
@soumyaranjan6709
@soumyaranjan6709 Ай бұрын
ଏପରି ଅନ୍ଧ ବିଶ୍ବାସୀ ଲୋକ ମାନଙ୍କ ଯୋଗୁଁ ଆଜି ଓଡ଼ିଆ ଲୋକେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ଯଦି ରତ୍ନ ଭଣ୍ଡାର ଖୋଲିଲା ପରେ କାହାର ମୃତ୍ୟୁ ନ ହୁଏ ତାହେଲେ ଏ ଲୋକ କୁ ଆଜୀବନ କାରାଦଣ୍ଡ ଦିଆଯାଉ ଆଉ ଯଦି ପ୍ରକୃତ ରେ ୟା କଥା ସତ ହେଇଥାଏ ତେବେ ସରକାର ୟାଙ୍କୁ ୫କୋଟି ଟଙ୍କା ସହ ୫ ଏକର ଜମି ଦିଆ ଯାଉ
@JogeswarMajhi-lt7hj
@JogeswarMajhi-lt7hj Ай бұрын
ଏ ଶଳା କୁ ବହେ ଛେଚିବା କଥା,,,ସରକାର କଣ ନିଜ ଇଚ୍ଛା ରେ ଖୋଲୁ ଛନ୍ତି,,,ସାଢେ଼ ଚରିକୋଟି ଓଡ଼ିଆ ଙ୍କ ଦାବି କୁ ଜଗନ୍ନାଥ କେବେ ପ୍ରତ୍ୟାଖାନ କରିବେ ନାହିଁ,,,ଚୋର ମୁଁହ ଟାଣ,,,ତୁମେ ବୋବେଇଲେ କଣ ଛେନା ଟା ହେଇଯିବ,,,,
@NrayanPatraStudios3073
@NrayanPatraStudios3073 Ай бұрын
ତୋତେ ଗାଣ୍ଡି ମାରିଵା କଥା ଆବେ ଜଗନ୍ନାଥ ଙ୍କୁ ଯଦି ବିଶ୍ୱ ର ମାଲିକ ବୋଲି ଭାବୁଛ ସେ ଯେଉଁ ଠାରେ ରୁହନ୍ତି ସେ ସେହିଠାର ମାଲିକ! ତେଣୁ ମାଲିକ ମାଉସି ମା ଘରକୁ ଯାଇଛନ୍ତି ଏହି ସମୟରେ ରତ୍ନଭଣ୍ଡା ଖୋଲିବା କଥା କି? ଏହା କଣ ଆମ ହିନ୍ଦୁତ୍ୱର ପରିଚୟ ?
@JogeswarMajhi-lt7hj
@JogeswarMajhi-lt7hj Ай бұрын
@@NrayanPatraStudios3073ଭାଇ କିଏ ମନା କଲା ଜଗନ୍ନାଥ ବିଶ୍ଵ ର ମାଲିକ ନୁହେଁ ବୋଲି,,ତାଙ୍କ ସମ୍ପତି,ଅଳଂକାର,ରତ୍ନ ଭଣ୍ଡାର,ସୁରକ୍ଷା ପ୍ରଦାନ,,ପ୍ରଭୁ ଜଗନ୍ନାଥ ଙ୍କ କୋଟି କୋଟି ଭକ୍ତ ଉତ୍କଣ୍ଠା ର ସହିତ ଅପେକ୍ଷାରତ,, ତା ପାଇଁ ପ୍ରଭୁ କାହାର ଅମଙ୍ଗଳ କରି ନାହାନ୍ତି ଆଉ କରିବେ ନାହିଁ,, ବରଂ ସମସ୍ତଙ୍କ ପୁଣ୍ୟ କାମନା କରିବେ,,,କିଛି ଅପାରଗ ବ୍ୟକ୍ତି ବିଶେଷ ଙ୍କ ମନ୍ତବ୍ୟ ଗୋଟେ ପାଣି ର ଗାର,,,
@utkalgroupofcompany8398
@utkalgroupofcompany8398 Ай бұрын
👍👍👍👍👍👍
@gulshankumar-qt5yh
@gulshankumar-qt5yh Ай бұрын
ସେ ପଛ ଶଳା ର ଦାନ୍ତ ଗୁଡା କାଇଁ..ସେ ବୋଧେ କିଛି କହିବାକୁ ଚାହୁଁଛି
@agrajparhi6989
@agrajparhi6989 Ай бұрын
Correct bhai
@Blackcat-bo2uq
@Blackcat-bo2uq Ай бұрын
ପ୍ରଥମେ କହୁଥିଲ ରତ୍ନ ଭଣ୍ଡାର ଖୋଲିଲେ ସାପ ବାହାରିବ, ଏବେ କହୁଛନ୍ତି ଦ୍ୱିତୀୟ ଭଣ୍ଡାର ଖୋଲିଲେ ମରିବ, ତାପରେ କହିବ ସୁନା ମୁକୁଟ କୁ ହାତ ଲଗେଇଲେ ମରିବ..... କି ପାଲା ଚାଲିଛି..
@Shree_910
@Shree_910 Ай бұрын
ଯେମିତି ଆପଣମାନେ ଘରେ ନଥିଲା ବେଳେ ତୁମ ମାନଙ୍କ ଆଲମାରୀ ଖୋଲିକି ତୁମ ସୁନା ଗଣତି ହବ ସେଇଟା କଣ ଆପଣ ମାନେ ସହିବେ...?? ଠିକ୍ ସେମିତି ମହାପ୍ରଭୁ ନାହାଁନ୍ତି କଣ ପାଇଁ ତାଙ୍କ ରତ୍ନ ଭଣ୍ଡାର ଖୋଲିଲ..??
@SujataRoyDailyVlogs
@SujataRoyDailyVlogs Ай бұрын
Right
@JogeswarMajhi-lt7hj
@JogeswarMajhi-lt7hj Ай бұрын
ସମସ୍ତ ଙ୍କ ର ଇଚ୍ଛା ରତ୍ନ ଭଣ୍ଡାର ଖୋଲୁ,,,କିନ୍ତୁ ଚୋର ଜେତକ ରହିଲେ ସେମାନଙ୍କୁ ତ କଷ୍ଟ ଲାଗିବ ନିଶ୍ଚୟ
@tusharbhoi57
@tusharbhoi57 Ай бұрын
Right bhai​@@JogeswarMajhi-lt7hj
@SureshKar-wu5fm
@SureshKar-wu5fm Ай бұрын
Security reason..
@sweetsamarpita22
@sweetsamarpita22 Ай бұрын
ପ୍ରଭୁ ଙ୍କ ଆଜ୍ଞା ବିନା କେହି କିଛି କରି ପାରିବେନି ବୋଲି ଆପଣ ନିଜେ କୁହନ୍ତି କିନ୍ତୁ ଆଜି ଯଦି ସେଇ ପ୍ରଭୁଙ୍କ ଅଜ୍ଞା ରେ ସବୁ ଚାଲିଛି ତାହାଲେ ଏ ଭାବନା ମନ କୁ ଆସୁଛି କଣ ପାଇଁ 😢
@sagarnayak1601
@sagarnayak1601 Ай бұрын
ଜାହା ବି ହେଇଛି ସବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ 🙏
@DiptimayeeSwain-ms7td
@DiptimayeeSwain-ms7td Ай бұрын
Shri Balabhadra nku pakeidele bi Shri Balabhadra nka icha re na
@sagarnayak1601
@sagarnayak1601 Ай бұрын
@@DiptimayeeSwain-ms7td ସେ ସବୁ ସେବାୟତମାନଙ୍କ ମନମୁଖି ପାଇଁ, ନିଜର ଗର୍ବ ଅହଙ୍କାର ବେଶି ବଢିଗଲାଣି ପଣ୍ଡାମାନଙ୍କର, ନିଜକୁ ବାହୁବଳୀ କହୁଥିବା ପଣ୍ଡାମାନଙ୍କର ଗର୍ବ ବଡ ଠାକୁର ଭାଙ୍ଗିଦେଲେ।
@shantanupadhi5809
@shantanupadhi5809 Ай бұрын
ଭଣ୍ଡାର ଘର ମାଲିକାଣି ମା ମହାଲକ୍ଷ୍ମୀ ପରା ଅଛନ୍ତି। ତେଣୁ ମହାଲକ୍ଷ୍ମୀ ଙ୍କ ଉପସ୍ଥିତି ରେ ଖୋଲା ଗଲେ ଅସୁବିଧା କୋଉଠି?
@saratbiswal9258
@saratbiswal9258 Ай бұрын
@@DiptimayeeSwain-ms7td Andhabhakta Mane ta sei kahile,Dy CM madam Parida & Law minister Mr.Harichandan bi seia kahile prbhu nkar Lila,
@sagarnayak1601
@sagarnayak1601 Ай бұрын
ଜୋଉ ମାନେ ଅନ୍ଧଭକ୍ତ ଅନ୍ଧଭକ୍ତ ହଉଛ , ସବୁକଥାରେ ରାଜନିତି କଣ କରୁଛ । 25 ବର୍ଷ ରେ ସମୟ ନଥିଲା ଠାକୁର ମନ୍ଦିର ରେ ରହିକି ରତ୍ନ ଭଣ୍ଡାର ଖୋଲିବାକୁ? ବାକି ରହିଲା ଚାବି ହଜିବା କଥା , କଣ କାହା ଘରର ଆଲମାରୀର ଚାବି ନା ବାକ୍ସ ଚାବି ଯେ ହଜି ଜିବ ? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଜଗାରଖା ଦେଖାସୁଣା କରିବାକୁ , ତା ଭିତରେ ଚାବି ହଜି ଜାଉଛି । ଖରାପ ଲାଗିବା କଥା ରାଜନିତି କରିବାକୁ ।ଜେହେତୁ ରଥଯାତ୍ରା ଠାକୁର ମାଉସି ଘରକୁ ଗଲେ ଭକ୍ତଙ୍କ ଗହଳି କମ୍ ରହିବ ଶ୍ରୀମନ୍ଦିରରେ।
@NilaNiladas-lu4sq
@NilaNiladas-lu4sq Ай бұрын
ଆମେ ଚାରିକୁଟି ଓଡ଼ିଶା ବାସି ମୋହାପ୍ରଭୁ ଙ୍କୁ ଟଙ୍କା ଟେ ଦେଇନୁ ହେଲେ ଆପଣ ଦେଇଛନ୍ତି ତ ହୋଉ ଆପଣ କହିଲେ ଅଧିକାର ଓଡ଼ିଶା ବାସି କୁ କିଏ ଦେଲା ଖାଲି ଆପଣ ମାନଙ୍କର ହିଁ ଅଧିକାର ଅଛି ଆପଣ କହୁଛନ୍ତି ପଇତା ଦେଖ ଗୋଟିଏ ଢଗ ଅଛି କାଳିଆ ପାଖରେ ନାହିଁ ଲୋ ଜାତୀୟ ଜାତି ଲୋ ରଙ୍ଗ ବତି ?-ଏହାର ତଦନ୍ତ ହେଲେ ଭଲ ନା ଖରାପ୍ ସୁନା ଅଳଙ୍କାର ରତ୍ନ ଭଣ୍ଡାର ଭିତରେ ସୁରକ୍ଷିତ ଅଛି କି ନାହିଁ ଏହି ସୁନା ଅଳଙ୍କାର କେହି କାହାର ଘରକୁ ନେବେ ନାହିଁ
@NilamaniSahu-de9rl
@NilamaniSahu-de9rl Ай бұрын
ଯିଏ ଏକଥା କହୁଛନ୍ତି ସେ ଅମର ଲଡୁ ଖାଇଛନ୍ତି କି?ଯଦି ଭିତର ରତ୍ନ ଭଣ୍ଡାର ରୁ ସୁନା କିମ୍ବା ଅନ୍ୟ କିଛି ଚୋରି ହୋଇଥାଏ ଯେଉଁମାନେ ନକାରାତ୍ମକ ବିବୃତି ଦେଉଛନ୍ତି ପୋଲିସ ପ୍ରଶାସନ ସେମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖନ୍ତୁ।
@satya9553
@satya9553 Ай бұрын
ସେ ପଛ ଲୋକ କୁ ଟାଣି ଅନିକୀ ପାଣି ର ବୋଡେଇ ଦିଅ ସେ ଶଲଆ ଟା ବହୁତ ଛୁଡ଼ି ହଉଛି
@tofanpatro1252
@tofanpatro1252 Ай бұрын
😂😂
@user-nw8ue9pz1v
@user-nw8ue9pz1v Ай бұрын
ଏ ଖୋଲିବାର କାରଣ ବାହୁଡା଼ ପୁର୍ବ ରୁ ଦୁଇଦିନ ବାହୁଡା ପାଇଁ ବନ୍ଦ ରହିବ ଆମେ ଯାହା ଲୁଟ କରିବା ଯେମିତି କାଶି ବିଶ୍ବନାଥରେ ହୋଇଥିଲା ବିଜେପି ଶରକାରକୁ ଆସିଲା କାଶି ବିଶ୍ୱନାଥ ରତ୍ନଭଣ୍ଡାର ଖୋଲାଗଲା କହିଲେ ଏଠି ଶୁନା ନାହିଁ ସବୁ ପିତଳ ପୁରିରେ ବି ସେୟାହେବ ଏ ହେଉଛି ମୋଦି ର ଚାଲ୍
@dilipkumarchoudhury4836
@dilipkumarchoudhury4836 29 күн бұрын
ଵାଵୁ ରାଜନିତୀ ପାଇଁ ଅନ୍ୟ ଵ ହଉ କ୍ଷେତ୍ର ଅଛି।ଦୟାକରି ପ୍ରଭୂକାର୍ୟ୍ୟରେ ରାଜନିତୀ କରନି।ଏଠି ମୋଦୀ ର ଭୂମିକା କୋଉଠୁ ଆସିଲା?ତାପରେ ଯଦି ପ୍ରକୃତରେ କାଶି ସୁନାକଥା ଜାଣିଵାକୁ ଚାହୁଁଛ।ମୋଵାଇଲ ଛାଡି କ୍ଷେତ୍ରକୁ ଯାଅ ଓ ଵୁଝ ସତ କଣ?ଭାଣ୍ଡୁଆଙ୍କ କଥାରେ ଭାସି ଆଜି ଆମ ଦେଶ ଓ ଧର୍ମର ଇଏ ଅଵସ୍ଥା।🎉
@PRACHIGOODVIBES
@PRACHIGOODVIBES 28 күн бұрын
ଘରର ମାଲିକ ଘରେ ନଥିବା ସମୟରେ, ତାଙ୍କ ଘରେ ପଶିବା, ତାଙ୍କ ରତ୍ନଭଣ୍ଡାର ଖୋଲିବା କଣ ଠିକ୍😢😢
@shreedhanwan4291
@shreedhanwan4291 Ай бұрын
ଇଏ BJP ସରକାରର ଚାଲ୍ ସବୁ ଭିତର କଥା ବାହାରକୁ ପ୍ରକାଶ ହଉ ତ ପରେ ଆଉଗୋଟେକଥା ସବୁ ଜିନିଷ ଦେଖିବାପରେ ସେ ସବୁକୁ ବାହାରକୁ କାହିଁକି ଅଣାଯିବ ଲିଷ୍ଟ୍ କାରି ପୂର୍ଣ୍ଣ ସୁରକ୍ଷା ବଳୟରେ ଥିବା ଜିନିଷ କୁ ବାହାରେ ରଖାଯିବା ର ମାନେ କଣ ଇଏ କଥାକୁ ମହରାଜ୍ ଙ୍କୁ ଅନୁରୋଧ ସର୍ବ ସମ୍ମୁଖକୁ ଆଣି ଦୃଢ଼ ପ୍ରତିବାଦ କରନ୍ତୁ
@krishnacreation9385
@krishnacreation9385 Ай бұрын
ପଛ କାଳିଆ ଟୋକା କୁ କହିବାକୁ ସୁଯୋଗ ଦିଆଯାଉ । ରତ୍ନ ଭଣ୍ଡାର ବିଷୟ ରେ ସେ ବହୁତ୍ କିଛି ଜାଣିଛି।
@ajayaparida303
@ajayaparida303 Ай бұрын
Thik katha
@ramakantasahoo1902
@ramakantasahoo1902 Ай бұрын
😂😂😂😂😂
@umakantabhuyan8128
@umakantabhuyan8128 Ай бұрын
😂😂😂
@helpinghandsforanimals6007
@helpinghandsforanimals6007 Ай бұрын
ସେଇଟା ଭିକାରୀ ଟା
@mamavlog511
@mamavlog511 Ай бұрын
😂😂
@KetanBal
@KetanBal Ай бұрын
ଆସ୍କା ଫୁଟି ମାରି ଦେଇଛି ଭାଇ
@rakeshnayak9174
@rakeshnayak9174 Ай бұрын
Jiae sata kahila se hela madau 😂
@ansuuadventurediscovery4156
@ansuuadventurediscovery4156 Ай бұрын
ଖାଲି ମରି ଯାଉଛନ୍ତି ସବୁ ଆଉ ନା, ବେକାର କଥା ସବୁ, ରତ୍ନ ଭଣ୍ଡାର ହେଇଥିଲା କଣ ଯିଏ ଖୋଲିବ ସେ ମରିବ 😮 ନାଇ ଭଗଵାନ ଏମିତି ନୁହନ୍ତି ସମସ୍ତେ ଜାଣନ୍ତି ହେଲା କଣ ସବୁ ଲୋକ କହି ଯାଉଛନ୍ତି ଠାକୁରଙ୍କ ଜିନିଷ ନବ କିଏ j ଖୋଲିଲେ ମରିଯିବ
@nitishkumarswain5032
@nitishkumarswain5032 Ай бұрын
ଆରେ ଭାଇ ମାନେ ମୁଁ ପୁରି ର ବାସିନ୍ଦା ତମେ ମାନେ ଜାଣିଛ କି ନାହିଁ ମୁଁ ଜାଣିନି ହେଲେ ଲୋକ ନାଥ ହିଁ ରତ୍ନ ଭଣ୍ଡାର ଜଗୁଆଳ ବାହାର ନୁହଁ ଭିତର ରତ୍ନ ଭଣ୍ଡାର ର ସେଥିପାଇଁ ତ ଏମାନେ ବାହାର ରତ୍ନ ଭଣ୍ଡାର ଖୋଲିଛନ୍ତି ଭିତର ରତ୍ନ ଭଣ୍ଡାର କେହି ଖୋଲି ନାହାନ୍ତି କି କେହି ଖୋଲି ପାରିବେନି କାରଣ ଶିବ ଠାକୁର ଜଗିଛନ୍ତି ଯେତେ ରେକର୍ଡ଼ ଦେଖ ସେମାନେ ତମକୁ 3 ଟା ରତ୍ନ ଭଣ୍ଡାର ରେକର୍ଡ ଦେଖେଇ ପାରିବେ ସେଇଟା ବାହାର ରତ୍ନ ଭଣ୍ଡାର। ଭିତରେ ଲୋକନାଥ ଙ୍କୁ ସବୁବେଳେ ଅଭଡ଼ା ଦିଆ ଯାଇଥାଏ ସେଥିପାଇଁ ଜାଗାର ଦିନ ହରିହର ଭେଟ ହେଇଥାଏ କାରଣ ସେଇ ଗୋଟିଏ ଦିନ ଲୋକନାଥ ତାଙ୍କ ମନ୍ଦିର କୁ ଯାଇଥାନ୍ତି ସେଇଦିନ ରାତିରେ ଜଗନ୍ନାଥ ଯାଇକି ଲୋକନାଥ ଙ୍କୁ ପୁଣି ନେଇକି ଆସନ୍ତି ତାକୁ ହରିହର ଭେଟ କୁହା ଯାଏ। ମୁଁ ବି କହୁଛି ଖୋଲା ଯାଉ ହେଲେ ଏମାନେ କେହି ଭିତରକୁ ଗଲା ଭଳିଆ କାହିଁ ଲାଗୁନି। ସବୁ years ସୁନା ବେଶ ରେ ରତ୍ନ ଭଣ୍ଡାର ସୁନା ଆନିକି ତ ଭଗବାନ ପିନ୍ଧନ୍ତି। ସେଇଟା important nuha ଭିତର ରତ୍ନ ଭଣ୍ଡାର ଖୋଲି ପାରିବେ ଯଦି ଖୋଲ। ସେଠି ତ ଲୋକନାଥ ଅଛନ୍ତି ଯାହା ହବ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@jioBindas-ml8pe
@jioBindas-ml8pe Ай бұрын
Thakura mandira re nathiba bele ratna vandara khola jiba Kan thik thila
@whatnot9845
@whatnot9845 Ай бұрын
ମୂର୍ଖ ଲୋକ ଙ୍କ ମୂର୍ଖ ଯୁକ୍ତି
@gautamsahoo-rs2rm
@gautamsahoo-rs2rm Ай бұрын
Se t thik kahuchi
@girijasankarsahoo7837
@girijasankarsahoo7837 Ай бұрын
ତୁ ମାଗିଆ ଭାରି ପଣ୍ଡିତ...
@debasminipradhan1001
@debasminipradhan1001 Ай бұрын
​@@girijasankarsahoo7837Thik katha bhai 😆😂🤣
@rakeshmohanty7737
@rakeshmohanty7737 Ай бұрын
​@@gautamsahoo-rs2rm Ratna bhandar kholajau ame sabu janiba darker....agaku nahele sabu chalu karidebe...thik heichi kholiba...
@AmarKandi-tn2fv
@AmarKandi-tn2fv Ай бұрын
ଭଲ ଅଭି ନୟ କରୁଚି ତମ ପଛରେ ଯିଏ ଅଛି
@akmjklc5540
@akmjklc5540 Ай бұрын
ବିଲକୁଲ ନିରାଟ ସତ୍ୟ କଥା, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଅମୃତ ଦୃଷ୍ଟି ରେ ଚାହିଁ ଥାନ୍ତୁ... ଜୟ ଜଗନ୍ନାଥ
@ashokcreation6952
@ashokcreation6952 Ай бұрын
ରତ୍ନଭଣ୍ଡାର କଣ ଖୋଲିବା ନିହାତି ଆବଶ୍ୟକ ଥିଲା?ଯିଏ ସାରା ବିଶ୍ୱକୁ ଚଲାଉଛନ୍ତି ତମେ ସେଇ ମହା ପ୍ରଭୁଙ୍କ ଘର କଥା ପଦାରେ ପ୍ରକାସ କରୁଛ କିଛି ଠିକ୍ ହେଲାନି !! ମହା ପ୍ରଭୁ ଘରର ମୁଖିଆ ଘରର ମୁଖିଆ ଘରେ ନଥିବା ସମସୟରେ ତାଙ୍କ ରତ୍ନଭଣ୍ଡାର ଖୋଲା ହେଉଛି ମହା ପ୍ରଭୁଙ୍କ ଘର କଥା ପଦାରେ ପ୍ରକାଶ କରା ଯାଉଛି !! କଳି ଯୁଗ ମାଡି ଆସୁଛି ଭଉତ ଜଲଦି ସବୁ ଶେଷ ହେଇଯିବ ମାଳିକା ବଚନ ସତ ହଉଛି ଏମିତି ଶେଷ ହେଇଯିବ ଜୟ ଜଗନ୍ନାଥ ପ୍ରଭୁ ତମେ ହିଁ ସାହା ଭରଷା 🙏🏻
@hansdahhansdah8674
@hansdahhansdah8674 Ай бұрын
ମହାପ୍ରଭୁ ସବୁ ଜାଗାରେ ସବୁବେଳେ ଅଛନ୍ତି... ଶ୍ରୀ ମନ୍ଦିର ଛାଡି କୁଆଡେ ଯାଇ ନାହାନ୍ତି. ଏମିତି କିଛି ମୂର୍ଖ ଲୋକଙ୍କ ପାଇଁ ହିଁ ଏତେ ଦିନ ହେଲା ରତ୍ନ ଭଣ୍ଡାର ଖୋଲା ହେଇ ପାରୁ ନଥିଲା.... ମାଉସୀ ଘରକୁ ଯିବା ତ.. କେବଳ ପ୍ରଭୁଙ୍କ ଲୀଳା ମାତ୍ର.. ସେ କୁଆଡେ ଯାଇ ନାହାନ୍ତି ସବୁ ଦେଖୁଛନ୍ତି... ସବୁ ତାଙ୍କରି ଇଛାରେ ହୋଉଛି 👍👍👍
@mikku.subhashree_official4035
@mikku.subhashree_official4035 Ай бұрын
Khola hei kn heigala extra ki
@soudaminiswain7045
@soudaminiswain7045 Ай бұрын
ତମ କଥା କିଏ ତମ କଥା ଆମେ ଶୁଣିବୁ ନାହିଁ ଖୋଲାଯିବ ତ ନିଶ୍ଚୟ
@sonalikasahoo5103
@sonalikasahoo5103 Ай бұрын
Tame kie thakura nka ratna dhana sampati janibaku vagwan nka ratna vagwan janichanti tame kie janibaku
@LipuBaliarsingh
@LipuBaliarsingh Ай бұрын
ରତ୍ନ ଭଣ୍ଡାର ଖୋଲା ଯାଉ ସବୁ ରତ୍ନ ସୁରକ୍ଷିତ ରେ ରହିବ ନହେଲେ ସବୁ ନଷ୍ଟ ହେଇ ଯିବ
@user-do5nn5nh3z
@user-do5nn5nh3z 28 күн бұрын
ହେ ବାଳ କଥା...କାଇଁ ରତ୍ନ ଭଣ୍ଡାର ଖୋଲା ଯିବନି...ଗୋଟେ ଫାର୍ଷ ଚଳେଇଛନ୍ତି ରତ୍ନ ଭଣ୍ଡାର ରତ୍ନ ଭଣ୍ଡାର...
@tusharakantabehera2587
@tusharakantabehera2587 Ай бұрын
ଆରେ ଟାଉଟର ତମେ କଣ ଭାବୁଛ ଜଗନ୍ନାଥ କେବଳ ଶ୍ରୀମନ୍ଦିର ର ଠାକୁର, ସେ ହେଉଛନ୍ତି ଜଗତର ଠାକୁର, ସେ ଯେଉଁଠି ଥିଲେ ବି ତାଙ୍କ ଜିନିଷ ଉପରେ ତାଙ୍କର ନଜର ଅଛି. ତମେ ନିଜେ ଗୋଟେ ପାଗଳ ଆଉ ତୁମ ସହିତ ଯେଉଁମାନେ ଅଛନ୍ତି ସେମାନେ ଗୋଟେ ଗୋଟେ ଅଭଦ୍ର ବୋଲି ହଉଛନ୍ତି କେମିତି ଦେଖ. ଓଡିଶା ବାସୀ କିଛି ଦେଇନାହାନ୍ତି ଯଦି ତେବେ କିଏ ଦେଲା ତମେ ଜାଣିଥିବ ନିହାତି, ତେବେ ସେଇଟା କହିଲନି.
@vikram1560
@vikram1560 Ай бұрын
ୟେ ବ୍ୟକ୍ତି ଅଯଥା ଖାଲି ଗପ ଶୁଣଉଛି ସାଢ଼େ ଚାରି କୋଟି ଓଡ଼ିଆ ବାହାରେ ଇଏ
@DrBhimraoambedkar277
@DrBhimraoambedkar277 Ай бұрын
ମହା ପ୍ରସାଦ price କମ କର , ବ୍ରାହ୍ମଣ ପୁରା ଭକ୍ତ ମାନଙ୍କୁ ଲୁଟୁ ଛନ୍ତି
@allinonetech6860
@allinonetech6860 Ай бұрын
Sabu chora achhanti puri re
@tnanda1432
@tnanda1432 Ай бұрын
ସୁଆର, ବେପାରୀମାେନ ମହାପ୍ରସାଦ ବିକ୍ରୀ କରନ୍ତି, ବ୍ରାହ୍ମଣ ନୁହେଁ,। ଡାଲି, ପରିବା ର ଦାମ ଜଣାଅଛି, ତମ ଦରମା ବ୍ରୁଦ୍ଧି ହଉଛି ତ
@kjrrider6235
@kjrrider6235 29 күн бұрын
ତା ମାନେ ଦ୍ଵିତୀୟ ରତ୍ନଭଣ୍ଡା ରୁ ସବୁ ଖାଇ ଯାଇଛନ୍ତି ଏଇ ମାନେ ଏବେ ଲୋକଙ୍କୁ ଡୋରଉଛନ୍ତି....
@tapancharanswain-sg8et
@tapancharanswain-sg8et Ай бұрын
ଆରେ ଶଳା ରତ୍ନ ଭଣ୍ଡାର ରେ ସୁନା ରୂପା ମୋତି ମାଣିକ ଅଛି କି ନାହିଁ ଚୋର ଖାଇ ଦେଇଛନ୍ତି ସେଥି ପାଇଁ ରତ୍ନ ଭଣ୍ଡାର ଖୋଲା ଯାଇଛି
@sudhir954
@sudhir954 Ай бұрын
ସବୁ ଜଗନ୍ନାଥ ଙ୍କ ଇଛା ରେ ହଉଛି
@prabhatpradhan1815
@prabhatpradhan1815 Ай бұрын
Bhai ghare kehi nathile anya mane gharaku pasile apana kn kahuchi. Ama gharu chori hoichi
@Samrat_CAK
@Samrat_CAK Ай бұрын
ଗୋଟେ ସାଧାରଣ ମଣିଷ ର ଘର ସହ ଶ୍ରୀ ମନ୍ଦିର ର କୁ ତୁଳନା କରନି, ପ୍ରଭୁ ମାଧବ ରୂପରେ ଅଛନ୍ତି।
@swayamsekhar6119
@swayamsekhar6119 Ай бұрын
​@@prabhatpradhan1815 Bhai Sri mandir ra actually malikani hauchanti Maa Laxmi....Maa nka upastiti re heichi....au rahila Mahaprabhu nka katha...Sia jagata ra natha....Kalia sabuthi achi
@rajkishornayak1979
@rajkishornayak1979 Ай бұрын
ଲୋକଙ୍କ ଇଚ୍ଛା
@VillOdiaVlog
@VillOdiaVlog Ай бұрын
ଆରେ ମାଗିହା ତୋର ସୁନା ଅଳଙ୍କାର ଅଧିକ ଗପୁଛୁ
@madanmohansial3485
@madanmohansial3485 Ай бұрын
Paglata
@SoulJourney-c2l
@SoulJourney-c2l Ай бұрын
Bhai Aapana kie kana karanti janini..... but aapana maane emiti Bhasa prayog karanti kemiti?? Maa sabda mamata re bhara ..... thare chinta kale se bhasa aapana para ku dauchanti na Maa sabda ra maryada bhangu chanti
@ManguJAJPUR
@ManguJAJPUR Ай бұрын
ଚୋରା କଣ ଘରେ ପଶି ଚୋରୀ କରିବ କଣ ଘର ଲୋକ ଦେଖିକି ଚୋରୀ କରିବ। ମହାପ୍ରଭୁ ଯାଇଛନ୍ତି ମାଉସୀ ଘରକୁ ତାଙ୍କ ଘରେ ପଶି ତାଙ୍କ ରତ୍ନ ଭଣ୍ଡାର ରେ ପଶିକି ଦେଖୁଛ। ଚକାଆଖି ସବୁ ଦେଖୁଛି। ମହାପ୍ରଭୁ ମାଉସୀ ଘର କୁ ଯାଇଛନ୍ତି ବୋଲି କିଛି କରୁନାହାନ୍ତି ଥରେ ସିଂହଦ୍ଵାର କୁ ଆସନ୍ତୁ ସେ ଯେତେବେଳେ ଦେଖିବେ ତାଙ୍କ ରତ୍ନଭଣ୍ଡାର ରେ ପଶିଥିଲ ବୋଲି ମହାଲକ୍ଷ୍ମୀ ଯେତେବେଳେ କହିବେ ସେତେବେଳେ ଯିବ କୁଆଡେ ଦେଖିକି ଯାହା କରୁଥିବ। । ଜୟ ଜଗନ୍ନାଥ ⭕❗⭕
@BibhutiBhusan-nh2tw
@BibhutiBhusan-nh2tw Ай бұрын
ଏଇଟା ପାଗଳ ହୋଇ ଯାଇଛି। କୋର୍ଟ ଓ ପ୍ରଶାସନ ଠିକ୍ କରିଛନ୍ତି। ଏ ଲୋକର ଦୋକାନ ଭଙ୍ଗା ହେଇଥିବାରୁ ଏମିତି ଗପୁଚି।
@RAlok687
@RAlok687 Ай бұрын
ରାଜାଘରେ ନାହାଁ ତିଠିକି ଅଛି ହେଲେ ରାଜାଙ୍କର ଆମେ ପରା ଛୁଆ ଅଛୁଆମେ କଣ ଆମ ଜଗାର ଆମ ବାପର ଜିନିସ କୁକଣ ନେଈ ଜିବୁ ତୁ କଣ କହୁଚୁ ଓଡିସାବାଲା କେତେ ରତ୍ନ ଦେଇଛ ତୁ କିଏ ବେସଳା🤫🤫🤫
@bishnupriyapanda6672
@bishnupriyapanda6672 Ай бұрын
ଠିକ୍ କହିଛ ବାପା ର ସମ୍ପତି କୁ ପୁଅ ଚୋରି କରିବ ନାହିଁ
@mikku.subhashree_official4035
@mikku.subhashree_official4035 Ай бұрын
Tame hue ta chori na kari para.... Hele 5ta finger 🤞 saman nuhanti vai.... Chora ready hei achhanti.... Au ratna vandar re ratna jaha achhi taku vagwan nku kehi dei nathile... Tenu loka nkara se jinisa upare nazar pakaiba kn darkar
@utkalgroupofcompany8398
@utkalgroupofcompany8398 Ай бұрын
👍👍👍👍👍👍
@itsbikram24
@itsbikram24 Ай бұрын
ମନ୍ଦିର ମରାମତି କେମିତି ହେବ । ରତ୍ନ ଭଣ୍ଡାର ଖୋଲିଲେ ଅସୁବିଧା କଣ ରହିଛି ରତ୍ନ ସବୁ ଠିକ୍ ଅଛି କିନାହିଁ ମନ୍ଦିର ର ସ୍ଥିତି ଠିକ୍ ଅଛି କି ନାହିଁ ମରାମତି ଦରକାର ସେ ସବୁ ଖୋଲିଲେ ଜଣାପଡିବ ନା ବାହାରୁ ସବୁ ଜଣା ପଡ଼ିବ । କିଛି ଲୋକ ଚାହୁଁଛନ୍ତି ରତ୍ନଭଣ୍ଡାର ଖୋଲା ନ ଯାଉ କି ରତ୍ନଭଣ୍ଡାର ମରାମତି ନ ହେଉ । ଆମେ ଚାହୁଁ ପ୍ରଭୁଙ୍କ ମନ୍ଦିର ଏବଂ ତାଙ୍କ ସମ୍ପତି ସବୁବେଳେ ସୁରକ୍ଷିତ ରହୁ । ସୁରକ୍ଷିତ ରହିବା ପାଇଁ ଯାହା କରିବାକୁ ପଡ଼ିବ ତାହା କରିବାକୁ ସମସ୍ତେ ପ୍ରସ୍ତୁତ । ଶ୍ରୀମନ୍ଦିର ଏମିତି ହଜାର ହଜାର ବର୍ଷ ରହିଥାଉ।ପ୍ରଭୁ ଙ୍କ ଦର୍ଶନ ଏମିତି ଭକ୍ତ କରୁଥାଆନ୍ତୁ । ଜୟ ଜଗନ୍ନାଥ 🙏
@kamalthakur1132
@kamalthakur1132 Ай бұрын
Agayn apan kemiti janile surakhita nahi boli andho tv dekhiki kahuchho bodhe
@itsbikram24
@itsbikram24 Ай бұрын
@@kamalthakur1132 ଆପଣ କେମିତି ଜାଣିଲେ ସମ୍ପୂର୍ଣ ସୁରକ୍ଷିତ ଅଛି । Asi ରିପୋର୍ଟ କଣ ଦେଇଛନ୍ତି ସତ୍ୟ ପାଠ ଓଡ଼ିଶା ଉଚ୍ଚନ୍ୟାୟାଳୟ ଦେଖନ୍ତୁ ।
@ashokdash1421
@ashokdash1421 Ай бұрын
ଏ ଭଦ୍ରବ୍ୟକ୍ତି କହିଲା ରତ୍ନଭଣ୍ଡାର ଖୋଲିବା ବିରୁଦ୍ଧରେ, କିନ୍ତୁ ଗତ ବିଜେଡ଼ି ସରକାର ଯେଉଁ ଏହାର ମଠ ର ରୁପାଇଟା ଓଃ ସୁନାଇଟା ଖାଇଲେ ଏହି ବ୍ୟକ୍ତି ସ୍ବର ଉୋଳନ କରିଥିଲା କି? ଜଣାପଡୁଛି ଇଏ ସେଥିରୁ କିଛି ପାଉଣା ପାଇଛି, ଏଣୁ ଏବେ ବକ୍ର,ବକ୍ର ହେଉଛି
@PintuMahakul
@PintuMahakul Ай бұрын
କାହିଁକି କିଏ ମରିବେ ?, ତୁଚ୍ଛାଟାକୁ କାହିଁକି ଡରାଉଛନ୍ତି । ଏମିତିରେ ଆତ୍ମା କେବେ ମରେ ନାହଁ । ସେ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରି ଜନ୍ମ ନେଇ ପୁଣିଥରେ ସଂସାରକୁ ଆସିଥାଏ । ସବୁ ପ୍ରଭୁଙ୍କ ଇଚ୍ଛାରେ ହେଉଛି । ସେ ଚାହିଁଲେ କିଛି ସତ୍ୟ ଉନ୍ମୋଚନ କରିବା ପାଇଁ, ସେଥି ପାଇଁ ତ ରତ୍ନ ଭଣ୍ଡାର ଖୋଲାଉଛନ୍ତି । ଯାହାଙ୍କୁ ରଖିବେ ଅନନ୍ତ, ତାକୁ କି କରିପାରେ ବଳବନ୍ତ । ସ୍ଵୟଂ ଜଗନ୍ନାଥ କଳ୍କୀ ହୋଇ ଆସିବେ ଆଉ ତାଙ୍କ ଟିକି ନିକି ରତ୍ନ ର ହିସାବ ନେବେ । ତା ପୂର୍ବରୁ ତାଙ୍କ ଇଚ୍ଛାରେ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟ ସରକାରଙ୍କ ଦ୍ଵାରା ସେ କରାଉଛନ୍ତି । ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ ।
@SimaraniPradhan-jl7xh
@SimaraniPradhan-jl7xh Ай бұрын
ପଛ ଲୋକର ଦାନ୍ତ ନାହିଁ କଥା କହିବାକୁ ଭାବୁଛି
@IshaChudimahal
@IshaChudimahal Ай бұрын
Se basi. Kahuche😂😂😂😂😂😂😂
@manojkumarsamal.902
@manojkumarsamal.902 Ай бұрын
ଦାନ୍ତ ନାହିଁ, କହିବାକୁ ହମ ହମ ହେଉଛି। ଦାନ୍ତ ଥିଲେ ଆଉ କ'ଣ କରି ପକାନ୍ତା।
@s_ksportszone
@s_ksportszone Ай бұрын
ମନ୍ଦିର ର ମାଲିକ ନଥିଲେ କଣ ହବ ମାଲିକାଣି ବା ଅଛନ୍ତି 🙏🏻🙏🏻
@rabirajcreatar
@rabirajcreatar Ай бұрын
Bhagwan ସବୁ ଜାଗା ରେ ଅଛନ୍ତି ବାଳ ଲୋକ ମାନେ ବହୁତ ମିଛ କଥା କୋହୁଚ ସବୁ ରତ୍ନ ଭଣ୍ଡାର ଖୋଲା ଯାଉ , ମାଗିଆ ସବୁ ଚୋର ମାନେ କୋଉଛନ୍ତି ଖୋଲ ନାହିଁ ତମେ ସବୁ ଆଗରୁ ଚୋରିକରି ନେଇ ଯାଇଚ ମାଗିଆ BJD ଦଳ ର ଚାମଚା
@Sushil-o8z
@Sushil-o8z Ай бұрын
ଏମିତି କହିକି ସମାଜକୁ ଡରାଉଛ, ଭୟର ବାତାବରଣ ସୃଷ୍ଟି କରି ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛ!
@pitambarnanda1591
@pitambarnanda1591 Ай бұрын
ଜଗନ୍ନାଥ ମହାପ୍ରଭୁ ଉପଯୁକ୍ତ ବିଚାର କରିବେ
@prananathpati9976
@prananathpati9976 Ай бұрын
ହଇବେ ନିଶୁଆ ତୋ ନିଶ ପ୍ଲାସ୍ ରେ ଉପାଡ଼ି ଦେବି। ମରିବୁ ଶଳା।
@iswarmallik6562
@iswarmallik6562 Ай бұрын
😂😂😂
@JBJATRAJAGATA
@JBJATRAJAGATA Ай бұрын
ମୋ କହିବା କଥା ଘରେ ମାଲିକ ନାହିଁ ... ତା ଘରେ ପଶିକି ରତ୍ନ ଭଣ୍ଡାର ଖୋଲିବା ଅନୁଚିତ୍ । ମାଲିକ ଥିଲା ବେଳେ ଖୋଲୁନ... ନାହିଁ କାଳେ ବାଣ୍ଡ କାଟିଦେବ
@Papunthevlogs
@Papunthevlogs Ай бұрын
ପୁଡିଆ ଚୋବେଇ ଚୋବେଇ ମୁଁହ ବଙ୍କା ହେଇଗଲାଣି ଏ ଲୋକଟିର 😂😂😂😂
@santoshkar267
@santoshkar267 Ай бұрын
Great...We are greatfull to you...Great respect to you....Jai hind...Jai jargarnth......Mind blowing answer....Really great....
@chidanandaacharya6992
@chidanandaacharya6992 Ай бұрын
ଯାହା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି
@GopabandhuSahu-nv8ym
@GopabandhuSahu-nv8ym Ай бұрын
ଷଣ୍ଢ ତା ଜିନିଷ ସିଏ ବହୁଛି , ଯାହା ଭଲ ମନ୍ଦ ହେବ ସିଏ ବୁଝିବ , ତାର ପ୍ରଶାସନ ଅଛି ସିଏ ବୁଝିବ , ତୁମର ଅସୁବିଧା କ'ଣ ।
@amitbandhu9318
@amitbandhu9318 Ай бұрын
ଭାଇ ଠିକ କହିଲେ 🙏, ଶଳା ସବୁ ତକ ଭିକାରି ହିଁ କହୁଛନ୍ତି ରତ୍ନ ଭଣ୍ଡାର ଖୋଲ, ଦିନେ ଗୋଟେ ଗ୍ରାମ ର ସୁନା ଦେଇ ନଥିବା ଏ ଭିକାରି ପଲ ଭଗଵାନ ଙ୍କ ସହ ଖେଳ
@MkSuryaPresents
@MkSuryaPresents Ай бұрын
Jaha b hauchi vagaban nka ichha re hauchi...... 🚩🚩🚩 ◦•●◉✿Jay Jagannath 🙏🙏🙏✿◉●•◦
@siu1986-yv5kp
@siu1986-yv5kp Ай бұрын
#ତମକୁ କହିବାକୁ କିଏ କହିଲା. ତମେ କେତେ ସୁନା ଦେଇଥିଲ.
@laxmipriyasahoo3096
@laxmipriyasahoo3096 Ай бұрын
Right
@manojkumarsamal.902
@manojkumarsamal.902 Ай бұрын
ଏବେ ତୋତେ ଓଡ଼ିଶାର ଦାୟିତ୍ଵ ଦିଆଯିବ ତୁ ସର୍ବଜ୍ଞ ଭଳି ଜଣାପଡ଼ୁଛି।ତୁ ସରକାର ଙ୍କ ଠାରୁ ବଡ଼ କ୍ଷମତାଶାଳୀ। ।
@20NEW-MUSIC
@20NEW-MUSIC Ай бұрын
ଏମାନେ ପୁରୀ ବାସିନ୍ଦା ନୁହନ୍ତି। ଯାଜପୁର ବାସିନ୍ଦା। ପୁରୀ ଲୋକ ଆମେ ଆମ ଭାଷା ଭିନ୍ନ। ଏ ପେଲେଇ ପୁଅ ପାଣ୍ଡିଆନ ର ଲୋକ।
@Pinkyswain9862
@Pinkyswain9862 Ай бұрын
Maa laxmi sri mandira ra prakruta malikani. Kichi asubidha nahin its auspicious for odisha.
@manaskumarsamanta4145
@manaskumarsamanta4145 Ай бұрын
ମହାପ୍ରଭୁ ନାହାନ୍ତି ତାଙ୍କ ଭଣ୍ଡାର ଘର ଖୋଲୁଛ ମାନେ ଚୋର। ମହାପ୍ରଭୁ ଜଗନ୍ନାଥ ଆସି ଥାନ୍ତେ ତାପରେ ଖୋଲି ଥନ୍ତ। ମରିବ ବିପଦ ମହା ବିପଦ। ତମ ଘରେ ତମେ ନ ଥିବ ତମ ବିନା ଅନୁମତିରେ ତମ locker ଖୋଲିଲେ କେମିତି ଲାଗିବ
@Bhesera210
@Bhesera210 Ай бұрын
Sir Prabhu sabu jagare achhanti kana apan kahuchhanti Bhagawan nahanti boli
@tribalworld2545
@tribalworld2545 Ай бұрын
Mohaprabhu sobuthi ochhonti, osol malikali maa Laxmi pora ochhonti ghoro jogichonti
@Abhimanyu82
@Abhimanyu82 Ай бұрын
ମା ଲକ୍ଷ୍ମୀ ସାଆନ୍ତାଣୀ ଅଛନ୍ତି ତାଙ୍କ ର ଭଣ୍ଡାର ସେ ଖୋଲିବେ ସୁନା ବେଶ ପାଇଁ
@shreechittaranjansenapati6458
@shreechittaranjansenapati6458 29 күн бұрын
ଡ୍ରାମା କେତେ କରୁଛ କିହୋ... ତମେ ହିଁ ସେଇ ଲୋକ ଯିଏ BJD କଥା ରେ ତାଳ ଦେଇ ସେଇ ଭଣ୍ଡାର ଘର କଥା ପାଇଁ ନାଟକ କରୁଥିଲ ଟି...... ଲଜ୍ଜା ନାହିଁ ଯାହା... ସୀମା ରଖ ଭାଇ..... ଯୋଉ ଘର ମୁରବି ନାହିଁ ବୋଲି କହୁଛନ୍ତି ସେ ଘର ର ମୁରବି ମା ବିମଳା ବସିଛନ୍ତି ଶ୍ରୀମନ୍ଦିର ରେ ଆଉ କଣ କହିବି....... ବେଲଜ୍ଜା ଦେଖିଛି ଆପଣଙ୍କ ପରି ଡାହା ଗାଲୁଆ ବେଲଜ୍ଜା ଆଜି ଦେଖିଲି.... ସେ ଦାଣ୍ଡ ରେ ଠିଆ ହେଇ କହୁଛ ଟିକେ ତ ମାନ ମହତ ଦିଅ......... ଛି ଛି.... କେଡ଼େ ଛୋଟ ଚିନ୍ତାଧାରା
@narasinghpradhan3432
@narasinghpradhan3432 Ай бұрын
Tu sabu suna Tak deiduchhu...
@pabitraswain1273
@pabitraswain1273 Ай бұрын
ଏଇଟା ପାଗଳ ହୋଇ ଜାଇଛି ଜୟ ଜଗନ୍ନାଥ
@abdulnasimaktar4862
@abdulnasimaktar4862 Ай бұрын
ଘର ର ମୂରବୀ ନାହାନ୍ତି....ଘରେ ପଶିକି ଲୁଟିବା ପାଇଁ ପ୍ରୟାସ ହେଲେ ବିଫଳ... ହେ ଜଗନ୍ନାଥ ରକ୍ଷା କର ଓଡ଼ିଶା ଓଡ଼ିଆ ଜାତି କୁ...
@SudamCharanMallik-bf9gn
@SudamCharanMallik-bf9gn Ай бұрын
ପ୍ରଭୁଙ୍କ ଇଚ୍ଛା ରେ ସବୁ ହେଇଛି
@BhaktaMeher-kb9ws
@BhaktaMeher-kb9ws Ай бұрын
ଯେହେତୁ ଆମ ଓଡ଼ିଶା ର ଠାକୁର ତେଣୁ ସମସ୍ତଙ୍କ ଜାଣିବା ଦରକାର୍ 🙏🏻🙏🏻🪷🪷🙏🏻 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🏻🪷🪷🙏🏻🙏🏻
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 54 МЛН
Can A Seed Grow In Your Nose? 🤔
00:33
Zack D. Films
Рет қаралды 32 МЛН
Алексей Щербаков разнес ВДВшников
00:47
LIVE | 9 PM Prime Time | August 16, 2024 | News7 Odia
Prameya News7
Рет қаралды 100
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 54 МЛН