ରାତିରେ କିଏ ଖୋଲୁଛି ରତ୍ନଭଣ୍ଡାର? | Odisha Reporter

  Рет қаралды 1,068,494

Odisha Reporter

Odisha Reporter

2 ай бұрын

କନ୍ଧମାଳରୁ ରାଜ୍ୟ ସରକାରଙ୍କୁ ସିଧା ନିଶାନା କଲେ ମୋଦି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ମୋଦି। କନ୍ଧମାଳ ସଂକଳ୍ପ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ ଦେଇ ମୋଦି କହିଛନ୍ତି , ଜଗନ୍ନାଥ ଅଛନ୍ତି ବୋଲି ଜୀବନ ଅଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିଗଲା କିନ୍ତୁ ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #ratnabhandarissue #PM #Narendramodi #target #kandhamal #BJP #odishagovt

Пікірлер: 703
@AlineOp
@AlineOp 2 ай бұрын
ବିଜେଡି ସବୁ ଖାଇଗଲା ଦେଖୁନାହାନ୍ତି।ସାଧାରଣ ପିଅନଟାଏ ତାଘରୁ କୋଟି କୋଟି ଟଙ୍କା।ଆଉତ ବଡ ବଡିଆ ଅଛନ୍ତି ଏମାନେ ରାଜ୍ୟ ଟାକୁ ଖାଇ ଗଲେ
@archanabarik2330
@archanabarik2330 Ай бұрын
Nabin sir nku chhadi sabu odisha basi khai chhanti.....😡
@swapnamohanty5060
@swapnamohanty5060 Ай бұрын
Right Sabu khaecha sethire pher kuha hauchi na nabin Kan karichi ki ... Jetebele tama nua sarkar aasiba tama puruna yojana band haba ta pare janiba nabin Kan karichi ....jou kahuna bsky gala ayushman yojana aasiba bhala se dekha Tara facility bsky parika nahi.... Bahut gariba loka haerana hebe😞
@ByamaNaik-xe6gr
@ByamaNaik-xe6gr Ай бұрын
Qqqaàaaqqqqaqaaqqqqqqqq😮1kkkkkklwkwklollookllllkllkwlzkwk.kkkkkkkkkkkkkkkkkk​ Bu😊😊😊😊😊😊😊😊😊
@gayatribehera8053
@gayatribehera8053 13 күн бұрын
Maha pravu Jagannath heuchanti chalanti thakura tankara ratna vandara ku kiye kholiba au kanhiki bi khaiba a katha kahibaku tuma kanaku tike laja maduni
@user-tw9le4mi8w
@user-tw9le4mi8w 2 ай бұрын
ପାଣ୍ଡୁ ଆଉ ନବୀନ ମିଶିକି ନେଇଗଲେ ଏବେ କହୁଛନ୍ତି ଚାବି ହଜି ଗଲା
@alokpanda566
@alokpanda566 2 ай бұрын
Right
@janmejaydandapat9427
@janmejaydandapat9427 2 ай бұрын
Pandu sabu chori Kari Tamil Nadu ra 7000 corod ra richest man Hoi galani samanya IAS officer .... Tamil Nadu ka 4th richest man. ...
@arunadeep4561
@arunadeep4561 Ай бұрын
Modi ra chal aae
@swapnamohanty5060
@swapnamohanty5060 Ай бұрын
ratna vandar re prabhu loka Naath jagichhanty jie jiba se mariba se nabin hau ki modi chora hau..pher kahucha. Sethi jae a di jana nei gale... Chori Kari.... Kuchh bhi ......
@RashmiBiswal-zw3bv
@RashmiBiswal-zw3bv Ай бұрын
😊 😊😊​@@janmejaydandapat9427
@user-qr2zs8ih4c
@user-qr2zs8ih4c 2 ай бұрын
କଣ ଓଡ଼ିଶା ରେ ସରକାର ପରିବର୍ତ୍ତନ ହେବା ସମ୍ଭବ କି❓❓❓ କେଉଁ ମାନେ ହଁ କହୁଛନ୍ତି କମେଣ୍ଟ କରନ୍ତୁ🌹🌹🌹
@chandrikasahani5943
@chandrikasahani5943 2 ай бұрын
Haan, amaku change darkar BJP🕉 🚩🙏
@surendraprusty6694
@surendraprusty6694 2 ай бұрын
Hmm
@GitanjalisaGitanjalisa
@GitanjalisaGitanjalisa 2 ай бұрын
Hn
@AbhishekPaital
@AbhishekPaital 2 ай бұрын
H
@user-wg1hn9zj1t
@user-wg1hn9zj1t 2 ай бұрын
Hm
@nrusinghabehera4020
@nrusinghabehera4020 2 ай бұрын
🙏🏻🙏🏻🙏🏻 ଜୟ ଶ୍ରୀଜଗନ୍ନାଥ ପ୍ରଭୁ 🚩🚩🚩 ବିଜେପି ଜୟ ହେଊ ରତ୍ନଭଣ୍ଡାର ସୁରକ୍ଷିଆ କରିବା ଦରକାର ବନ୍ଦେଉତ୍କଳଜନନୀ 🇮🇳🇮🇳🇮🇳🔊🔊🔊🔊🔊🔊👍🏻👍🏻👍🏻👏🏻👏🏻👏🏻🚩🚩👍🏻👍🏻👍🏻♥️♥️♥️♥️🚩👏🏻🚩♥️♥️♥️♥️
@sanjayakumarchoudhury178
@sanjayakumarchoudhury178 2 ай бұрын
ସବୁ ପାଣ୍ଡିଆନ ନେଇଗଲା ଓଡ଼ିଶା କୁ ଲଣ୍ଡା କରିଦେଲେ ଏଥର ପରିବର୍ତ୍ତନ ନିଶ୍ଚିତ
@Shripatitapabana
@Shripatitapabana 2 ай бұрын
ରତ୍ନଭଣ୍ଡାର ଚାବି ହଜିବା ଗୋଟେ ଦାୟିତ୍ବହୀନ ଓ ପିଲାଳିଆମି କଥା ଅବା ରାଜ୍ୟ ସରକାରଙ୍କ ବହୁତ୍ ଘୃଣ୍ୟ ଷଡ଼ଯନ୍ତ୍ର । ଜଗନ୍ନାଥ ବାବା ତମେ ତମ ନିଜ ରତ୍ନଭଣ୍ଡାରର ସୁରକ୍ଷା କର , ଜୟ ଜଗନ୍ନାଥ 🌼🙏.
@sankarsenapati7876
@sankarsenapati7876 2 ай бұрын
Mo Kalia Santa se sala chor dala neta mananku nichita danda deba chaka akhi sabu dekhuchi mo jaga Jay jagannath tame hi asa bharosa ⭕‼️⭕🌼🌼🙏🙏🙏🙏
@bpstatuszone873
@bpstatuszone873 2 ай бұрын
Tui palei aa tui nebu
@sankarsenapati7876
@sankarsenapati7876 2 ай бұрын
​@@bpstatuszone873tu kia be a mote kahibapai mu tote kichi kahichiki sala tu kahiki mote kahibu chup raha hela besi bhasana dena hela chaliasila mo comments re bhasana debapai silent raha hela
@loseseesshemeles8818
@loseseesshemeles8818 Ай бұрын
Kichhi nai
@RasmitaSahu-rj7lx
@RasmitaSahu-rj7lx Ай бұрын
Me ​@@sankarsenapati7876
@saratmishra7100
@saratmishra7100 2 ай бұрын
ସବୁ ଖାଇଗଲେ। ଏଥର ଓଡ଼ିଶାରେ ଭାଜପା ସରକାର।
@story.45
@story.45 2 ай бұрын
BJD chora hana khiba
@udiptabehera5412
@udiptabehera5412 2 ай бұрын
Vai pura desha ku ta bhajpa Sarkar khaigale Anu athara Congress Sarkar❤
@SunitaJani-qz6pc
@SunitaJani-qz6pc 2 ай бұрын
​@@udiptabehera5412Karnataka au west bengal bholi odisha heu boli ki? Pls politician hei ki nuha Manisha hei ki bhaba.
@SunitaJani-qz6pc
@SunitaJani-qz6pc 2 ай бұрын
@@Mr.SidhanT.143 kie tome to! Congress ete year kn karu thila?! Terrorist attack rape no action Khali palace bhitare jae treasure hunt game khelu thila.record dekhi ki kuha sete Bela ra Bharat aau ebe ra Bharat Han Manipur uttarakhand news pain sabu ragi chanti mu v ragichi.past re gulami karu thile ebe puni gulami Kariba ku Interest na kn..sabu party re corrupt Loko achanti hele congress to corruption ra bapa.
@SunitaJani-qz6pc
@SunitaJani-qz6pc 2 ай бұрын
@@Mr.SidhanT.143 aaji jau aram re basi ki basi ki andhbhakt andhbhakt haucha tome to andha nuha to congress ra karma sabu jaani paruno kemiti aau support kari bahari poducha
@debendranarayandash9040
@debendranarayandash9040 2 ай бұрын
ଏମାର ମଠ ରୁପା ଇଟା କୁଆଡେ ଗଲା ରତ୍ନ ଭଣ୍ଡାର ଚୋରି ହୋଇଛି ରତ୍ନ ଭଣ୍ଡାରରେ ରତ୍ନ ଆଉ ରତ୍ନ ନାହଁ ତେଣୁ ରତ୍ନ ଭଣ୍ଡାର ଖୋଲିବେ କଣ
@user-mf8ol8rn3d
@user-mf8ol8rn3d 9 күн бұрын
Jay Shree Ram Jay Modi jee
@jyotiranjankhadiratna
@jyotiranjankhadiratna 2 ай бұрын
ଜାଗ୍ରତ ହୁଅ ଓଡ଼ିଶାବାସୀ ବିଜେଡି କଥାରେ ଭାସି ଯାଆନ୍ତୁ ନାହିଁ। ଏହିଦଳ ଯଦି ଓଡିଶାରେ ଆଉଥରେ ଶାସନ କୁ ଆସେ ତେବେ ତାମିଲ ଲୁଟେରା ପାଣ୍ଡୁ ପୂରା ଓଡିଶାକୁ ବର୍ବାଦ କରିଦେବ। #BJDHataoOdishaBanchao
@JyotsnaDas-qo4dh
@JyotsnaDas-qo4dh 2 ай бұрын
Theek kahicha bhai
@ritadalei9484
@ritadalei9484 2 ай бұрын
ଏଥର ର ଲଢେଇ ବିଜେଡ଼ି ସହିତ ବିଜେପି ର ନୁହେଁ, ମୋଦି ଙ୍କ ସହିତ ନବୀନ ପଟ୍ଟନାୟକ ର ନୁହେଁ, ଏଥର ର ଲଢେଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ସହିତ ପାଣ୍ଡିଆନ୍ ର। ଯଦି ଓଡ଼ିଶାର ଚାରି କୋଟି ଓଡିଆଙ୍କ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି ତେବେ ବିଜେଡ଼ି ତଥା ପାଣ୍ଡିଆ କୁ ତୁରନ୍ତ ବିଦା କରାଯାଉ। ରଥଯାତ୍ରା ବନ୍ଦ, ଅମୃତ ମଣୋହି ଜମି ହଡ଼ପ, ତିନି ଦ୍ଵାର ବନ୍ଦ, ପରିକ୍ରମା ପ୍ରକଳ୍ପରେ ହଜାର ହଜାର କୋଟି ଟଙ୍କା ର ଘୋଟାଲା, ରତ୍ନ ଭଣ୍ଡାର ଲୁଣ୍ଠନ, ଗୋମାଂସ ଭକ୍ଷଣ କାରି ଙ୍କୁ ମନ୍ଦିର ଭିତରକୁ ପ୍ରବେଶ, ଜଗନ୍ନାଥଙ୍କୁ ଦ୍ଵାର ଦ୍ଵାର ବୁଲାଇ ଭିକ୍ଷା ସଂଗ୍ରହ, ଆଉ କେତେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରାଯାଇପାରେ। ବୋଧହୁଏ ମୋଗଲ ମାନେ ଏତେ ଆକ୍ରମଣ କରିନଥିବେ, ଯେତେ ଏ ପାଣ୍ଡିଆନ କରିଛି । ଏବେ ସମୟ ଆସିଛି, ଦଳ ମତ ନିର୍ବିଶେଷରେ ଭକ୍ତମାନେ ଏକାଠି ହୁଅ କେବଳ ତୁମରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ
@smilequeenlucky979
@smilequeenlucky979 2 ай бұрын
Ri8
@sanjuktabiswal1569
@sanjuktabiswal1569 2 ай бұрын
Ra8ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽🛐🛐🛐
@ReetaBanka-rw2ze
@ReetaBanka-rw2ze 2 ай бұрын
Hn jayjagannath prabhu
@duryodhanmahanta7766
@duryodhanmahanta7766 2 ай бұрын
ମୋଦି ଜୟ ହୋ।🎉🎉🎉
@adivasi_tech
@adivasi_tech 2 ай бұрын
BJD ପାଖରେ ଉତ୍ତର ନାହିଁ 😅😅😅😅
@sandipkumardas262
@sandipkumardas262 2 ай бұрын
B. J. D. Kete vala
@DjpabitraMallick
@DjpabitraMallick 2 ай бұрын
Right🙏🙏🙏🙏🙏
@adivasi_tech
@adivasi_tech 2 ай бұрын
@@sandipkumardas262 ଭଲ ନା ବାଳ, ଚୋର bjd
@bpstatuszone873
@bpstatuszone873 2 ай бұрын
Bjp murda bad
@abhidas8340
@abhidas8340 2 ай бұрын
Bgd chro
@dhamirona8662
@dhamirona8662 2 ай бұрын
ଜୟ ହୋ ମୋଦୀ
@bpstatuszone873
@bpstatuszone873 2 ай бұрын
Banda khaiba ho modi😅😅😅
@HakaiEditz55
@HakaiEditz55 2 ай бұрын
​@@bpstatuszone873Pandu to bala karila odisha pain sala tamil banda sarkar chailaba naveena eethara out
@anuanushka2003
@anuanushka2003 2 ай бұрын
Jay Jagannath jay Modi
@kashinathsamantaray6941
@kashinathsamantaray6941 2 ай бұрын
ହର ହର ମୋଦି
@subhasmitapriyadarshini2042
@subhasmitapriyadarshini2042 2 ай бұрын
ମୋଦି ଆସିଲେ ରତ୍ନ ଭଣ୍ଡାର ଖୋଲିବ
@prasantapanda1703
@prasantapanda1703 2 ай бұрын
କିନ୍ତୁ ଆଉ କିଛି ନାହିଁ, ନବୀନ ସବୁ ଖାଇ ସାରିଛି
@ArunSahu-gh6cr
@ArunSahu-gh6cr 2 ай бұрын
Hii
@dhanyabad1627
@dhanyabad1627 2 ай бұрын
😂
@pradoshpusti
@pradoshpusti 2 ай бұрын
Ratna neijibenita...😂
@Jagannathadham
@Jagannathadham 2 ай бұрын
🤫🤫🤫
@BirendraNayeak
@BirendraNayeak 2 ай бұрын
ରତ୍ନ ଭଣ୍ଡାର ଜଣା ପଡ଼ୁଛି କିଛି ନାହିଁ
@BhaktabandhuSenapati
@BhaktabandhuSenapati 2 ай бұрын
ଏମାରମଠରୁ,,,,, ରୁପା ଇଟା, ଚୋରି ହୁଆ ରତ୍ନଭଣ୍ଡାର ରୁ,,,,, ୨ନଂଚାବି
@srinibashpradhan372
@srinibashpradhan372 2 ай бұрын
ବିଜେପି
@girijapattnaik3533
@girijapattnaik3533 2 ай бұрын
He Mahaprabhu 🙏🙏🙏
@haraprasadmahanta4657
@haraprasadmahanta4657 2 ай бұрын
ନିରାଟ ସତ୍ୟ Naveen Pandiyan କୁ ଦଣ୍ଡ ଦେବା ଦରକାର ଓଡିଶା ଜନତା
@dhanyabad1627
@dhanyabad1627 2 ай бұрын
😎
@satrughnamallicj8703
@satrughnamallicj8703 2 ай бұрын
ଜୟ ଶ୍ରୀ ରାମ ଜୟ ଜଗନ୍ନାଥ
@bhagabanpradhan4787
@bhagabanpradhan4787 2 ай бұрын
Jai shree Ram
@Jayhindiloveindia5820
@Jayhindiloveindia5820 2 ай бұрын
Chabi ପାଣ୍ଡୁ ରଖିଚି ପଚାର
@sunitagouda9876
@sunitagouda9876 2 ай бұрын
😂
@dhanyabad1627
@dhanyabad1627 2 ай бұрын
😢
@-eb7is
@-eb7is 2 ай бұрын
ପାଣ୍ଡୁ/କଳାପାହାଡ଼
@anuanushka2003
@anuanushka2003 2 ай бұрын
Sabu nabina o pandu ra kama
@laxmikantachoudhury8843
@laxmikantachoudhury8843 2 ай бұрын
Jai Sri Ram
@themechanicalgiant5713
@themechanicalgiant5713 2 ай бұрын
BJP jindabad
@binayakrai9009
@binayakrai9009 2 ай бұрын
ହଜି ନାହିଁ ଚାବି ହଜାଇ ଦିଆ ଯାଇଛି ଖଣି ଚୋରିକରି ମହାପ୍ରଭୁ କର ରତ୍ନ ଚୋରିକରି ଛନ୍ତି
@hariomm2301
@hariomm2301 2 ай бұрын
ନବୀନ ପାଣ୍ଡିଆନ ହଟାଓ ଓଡ଼ିଶାର ସ୍ଵାଭିମାନ ବଞ୍ଚାଓ 😂😂😂😂😂😂
@jullysamal6626
@jullysamal6626 2 ай бұрын
Modi hatao odisa banchao
@jullysamal6626
@jullysamal6626 2 ай бұрын
Hàriba ଭୟରେ ଗର୍ଯୁଚି ମୋଦି
@krusanmaharana4529
@krusanmaharana4529 2 ай бұрын
​@@jullysamal6626madam tike ରତ୍ନ ଭଣ୍ଡାର ଖୋଲିବା ପାଇଁ ଧୃତରାଷ୍ଟ୍ର ନବୀନ ଓ ଦୁର୍ଯୋଧନ ପାଣ୍ଡିଆ କୁ କୁହନ୍ତୁ ,ସେମାନେ ଆପଣଙ୍କ କଥା କୁ କାଟିବେ ନାହିଁ ,ତୁମକୁ ମହାପ୍ରଭୁ ଜଗନ୍ନାଥଙ୍କ ରାଣ, ଏ ବିଷୟରେ ଟିକେ କୁହନ୍ତୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରିବେ
@meinhunnaa8277
@meinhunnaa8277 2 ай бұрын
Hariba nuha sata katha kahile seithi bhagban nka abhusana re j samil achhi taku bahut badhe, jay shree ram​@@jullysamal6626
@jashobantanpanda3127
@jashobantanpanda3127 2 ай бұрын
ବିଜେଡ଼ି ହଟାଓ ଓଡିଆ ବଞ୍ଚାଓ
@user-qd8hs6xx4t
@user-qd8hs6xx4t 2 ай бұрын
Jai jagannath 💕💕💕💕
@prasantakumarswain8680
@prasantakumarswain8680 2 ай бұрын
Jay Jagannath Sir 🙏
@prasantakumarswain8680
@prasantakumarswain8680 2 ай бұрын
🙏🌑❗️🌑🙏
@filmimumbai6177
@filmimumbai6177 2 ай бұрын
Shree krishna ji
@prakashpradhan4835
@prakashpradhan4835 2 ай бұрын
Mudigarnti❤❤❤
@prasanarana5297
@prasanarana5297 2 ай бұрын
Pandu chora
@mithunurocky
@mithunurocky 2 ай бұрын
Jay Jagannath Jay Shri Ram Jay shree Ram Jay Shri Krishna 🚩🚩🚩🚩🚩🚩🚩🚩👏👏👏👏👏👏👏🌷🌷🌷🌷🌷🌷💐💐💐💐🙏🙏🙏🙏♥️♥️♥️♥️♥️
@manojbabu6690
@manojbabu6690 2 ай бұрын
ଠିକ👍
@user-nc6mr3kg6l
@user-nc6mr3kg6l 2 ай бұрын
Modi Modi Modi Jay Jay Sriram Jay Jay Jagannath swami nayan pathgami Hay mahaprabhu namaste 🙏 ❤Abiki baar 400 Paar Modi Saraker Jay Odisha bjp Saraker namaste Mahaprabhu 🙏
@gyanaranjannayak7647
@gyanaranjannayak7647 2 ай бұрын
Right 👉 answer
@youthiconanju
@youthiconanju 2 ай бұрын
ବାଳ ନା 🖕🖕🖕Right Answer
@Dilse9915
@Dilse9915 2 ай бұрын
CBI ଦ୍ୱାରା ତଦନ୍ତ ହେବା ଉଚିତ୍।
@ssaju8359
@ssaju8359 2 ай бұрын
Modi sehi Bhut bhalo kahichhanti
@sanjauakumar8999
@sanjauakumar8999 2 ай бұрын
ଅଣ ଓଡ଼ିଆ ଲୋକଙ୍କ ସବୁ ଚାଲ,,,ଆଉ ସବୁ MLA ଓ MP ମାନେ ଦାଇ
@prasantakhuntula4652
@prasantakhuntula4652 2 ай бұрын
Jai modi
@sureshbhoi1012
@sureshbhoi1012 Ай бұрын
ଚାବି କାହାପାଖରେଥିଲା ତାକୁସିଗ୍ରମାଗ ରତନ ଭଣ୍ଡାର ଖଲାଯାଉ ଜୟ ଜଗନ୍ନାଥ
@rajibkumarsahoo8486
@rajibkumarsahoo8486 2 ай бұрын
JAY. B. J. P. JAY
@fakirmohansahoo2079
@fakirmohansahoo2079 2 ай бұрын
ରାତିରେ ବିଜେଡ଼ି ଖୋଲିକି ସବୁ ନେଇଯାଇଛି,😂😂😂😂😅😅😅😅😅😛😛😆😆🤪🤪😜😜😜😍😍😅😅😡😡😡😡😡
@Ranjankumar-fz8xj
@Ranjankumar-fz8xj 2 ай бұрын
ମୋଦୀଜୀ ଆପଣ ଜେତେ ଚେଷ୍ଠା କଲେ ଆମ ଓଡିଶାରେ ହେଉଥିବା ଦୁରୁନିତିର କଳା କାରନେମା ହଟେଇବାକୁ ହେଲେ କଣ ହେବ ଆମ ଓଡିଶାରେ କିଛି ୨୦୦ ଟଙ୍କିଆ ବୁକାଚୁଦା ଅଛନ୍ତି ସେମାନେ କେବେ ସୁଧିରିବେ ନାହିଁ ସବୁଦିନ ପାଇଁ ପାଦଚଟା ହେଇ ରହିବେ ।
@monalisha9302
@monalisha9302 2 ай бұрын
Absolutely right sir
@hembramhembram1921
@hembramhembram1921 2 ай бұрын
ଏହିସବୁର ଗୋବର୍ଦ୍ଧନ ନବୀନ ସରକାରଙ୍କ ପରମ ଭୂମିକା ରହିଛି...
@manasaranjanpalai6911
@manasaranjanpalai6911 2 ай бұрын
Sahi baat bole modi power BJP ❤💪👑
@subhasmitapriyadarshini2042
@subhasmitapriyadarshini2042 2 ай бұрын
ଓଡିଶାକୁ ମୋଦି ହିଁ ଭରସା ।
@subhasmitapriyadarshini2042
@subhasmitapriyadarshini2042 2 ай бұрын
Modimaya ଓଡ଼ିଶା
@user-ng2qn5dg3x
@user-ng2qn5dg3x 2 ай бұрын
Jetebele chandeideba setebele eai bharasha rakhitha
@sabitaprusty8035
@sabitaprusty8035 2 ай бұрын
ସବୁ ରତ୍ନ ଭଣ୍ଡାରର ଧନ ସଫା ହେଲା ପରେ ଅବିକା ଇଲେକ୍ସନ ଭୋଟ୍ ବେଳେ ଚେତା ପଶିଲା। କର୍ପୁର ଉଡି ଯାଇ ଛି କିନ୍ତୁ ଯଦି ଟିକି ଟିକି କନା ପଡିଥିବ। ଜଗନ୍ନାଥ ସବୁ ଦେଖୁଛନ୍ତି। ଯିଏ ଠାକୁରଙ୍କ ଧନ ହଡ଼ପ କରିଛି ସାଧାରଣ ଚୋର ଠାରୁ ବହୁତ ଉପରେ।
@sabitaprusty8035
@sabitaprusty8035 2 ай бұрын
ରତ୍ନ ଭଣ୍ଡାରର ଗୁମର ଖୋଲିବା ନିହାତି ଆବଶ୍ୟକ ଏବଂ ଜରୁରୀ।ଯେତେବେଳେ ଚାବି କଥା ଉଠିଛି ଖାଲି ସର୍ପଙ୍କର ଭୟ ଦେଖାଇ ଛନ୍ତି।
@asiskumar7490
@asiskumar7490 2 ай бұрын
jay jagannath.....jay BJP
@MUKESHSAMANTARAY
@MUKESHSAMANTARAY 2 ай бұрын
ସବୁ ମନ୍ଦିର ସରକାର ଙ୍କ କବ୍ଜା ରୁ ମୁକ୍ତ କରାଯାଉ।
@prasantamaharana6857
@prasantamaharana6857 2 ай бұрын
Right.sir🙏🙏Jay.shree.Ram🙏🙏
@nibeditamohanty5581
@nibeditamohanty5581 2 ай бұрын
Yogiji nka sashan darkar
@user-fp7wx4je1i
@user-fp7wx4je1i 2 ай бұрын
Jay jaganath 🇮🇳🙏🏼
@prasantadas87
@prasantadas87 2 ай бұрын
BJP jitib
@lipugouda-mi4mb
@lipugouda-mi4mb 2 ай бұрын
Jay Jagannath 🙏🌺🌺🌺
@RahulRana-lf3ih
@RahulRana-lf3ih 2 ай бұрын
ଧନ୍ୟବାଦ୍ ମୁଦି କେନ୍ଦ୍ର ସରକାର
@JadabKeher
@JadabKeher 2 ай бұрын
ଚାବି ନିଶ୍ଚୟ ମିଳିବ 2ଥର୍ ପଦ୍ମ ଚିନ୍ହାରେ ଭୋଟ ଦିଆଯାଉ ଗେରେଣ୍ଟି ମିଳିବ
@harekrushnadas6940
@harekrushnadas6940 2 ай бұрын
Right
@Lucky.block.20088
@Lucky.block.20088 2 ай бұрын
Jay shree Ram
@ssentertainment4591
@ssentertainment4591 2 ай бұрын
ତାମିଲ୍ ବାବୁ ମନ୍ଦିରର ରତ୍ନ ଲୁଟି ନେଇଗଲେ।
@padmini_mishra
@padmini_mishra 2 ай бұрын
Very Good Modi Ji,Aap ke Bichar ko aap ko koti Naman🙏🏽🙏🏽🙏🏽🙏🏽🙏🏽🙏🏽 Jay Jagath- Natha🙏🏽🙏🏽🙏🏽🙏🏽🙏🏽🙏🏽🙏🏽
@ilukumar579
@ilukumar579 2 ай бұрын
Jay Jagannath ❤️❤️❤️❤️❤️❤️❤️❤️❤️
@user-nt2in6ux1l
@user-nt2in6ux1l 2 ай бұрын
Modi ji Nishchint khholi be ehe Am janata nkar Atal biswas Jay Jagannath 🙏🙏🙏👍
@munabarik3702
@munabarik3702 Ай бұрын
Jay Jagannatha Swami Nayana ❤❤❤❤❤❤❤❤❤❤❤❤❤❤❤❤❤❤❤❤
@sudhirkumar-zr8cl
@sudhirkumar-zr8cl 2 ай бұрын
ରତ୍ନ ଭଣ୍ଡାର କୁ ବିଜେଡି ବାଲା ଖୋଳ କରି ସାରିଲେଣି , ଏ ପାପ ପାଇଁ ବିଜେଡି ଯେତିକି ଦାୟୀ ଓଡ଼ିଶା ଜନତା ବି ସେତିକି ଭାଗୀ ଦାରି। ମରିବ ରେ ସବୁ ସୁଧୁରି ଯାଅ
@manasihota2214
@manasihota2214 14 күн бұрын
Jay jagannth🙏🙏🙏🙏
@onedayyouandme3268
@onedayyouandme3268 2 ай бұрын
ପାଣ୍ଡୁ ସବୁ ନେଇ ତାମିଲ୍ ପଳେଇ ଥିବ। ଆଉ କିଛି ନଥିବ। BJP ଶାସନ କୁ ଆସୁ ଆଉ ରତ୍ନ ଭଣ୍ଡାର ଖୋଲୁ।❤🙏
@sandeepocap
@sandeepocap 2 ай бұрын
ଯିଏ କାଶୀ ରେ ମନ୍ଦିରକୁ ବିଧ୍ୱଂଶ କରିଛି, ମାତା ବୈଷ୍ଣବଦେବି ମୂର୍ତ୍ତି ଚୋରିର ଆରୋପିତ ପାର୍ଟି , ଏବଂ ସରକାରି ଅଧିନରୁ ମନ୍ଦିରକୁ କେବେ ମୁକ୍ତ ହେବ ସେବିଷୟ ରେ କୁହ।
@user-js3ud1ku9w
@user-js3ud1ku9w 2 ай бұрын
ଏଥର ପଦ୍ମ ଚିହ୍ନ ରେ ଭୋଟ ଦେଇ ମୋଦି ସରକାର ଙ୍କୁ ଆସନ୍ତୁ ଏ ସବୁର ତଦନ୍ତ ହେବ
@Lucky.block.20088
@Lucky.block.20088 2 ай бұрын
Jay jagannatha
@gokulanandabhoijagu684
@gokulanandabhoijagu684 2 ай бұрын
Jia prabhu ram pratista karichhanti ratna bhandara ku surakhya dev
@shobhachandrameher4415
@shobhachandrameher4415 2 ай бұрын
Jay Jagannath 🙏🙏🙏🙏
@lachhamankumbhar5332
@lachhamankumbhar5332 Ай бұрын
Jay jagannath🙏🙏🙏
@sugyanibehera8163
@sugyanibehera8163 Ай бұрын
Jay shree jagannath
@user-wr5vg7jx3e
@user-wr5vg7jx3e 2 ай бұрын
ଓଡିଶା ର ହିନ୍ଦୁ ଆତଙ୍କବାଦୀ ଦାୟି
@akashkumarrout674
@akashkumarrout674 2 ай бұрын
Only Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
@PrakashDhall
@PrakashDhall 2 ай бұрын
Jay Jagannath
@sankarbarada9578
@sankarbarada9578 Ай бұрын
Achi baat bole Narendra Modi ji
@Jayshreeramjayhanuman-tc4jc
@Jayshreeramjayhanuman-tc4jc 2 ай бұрын
ଜୟ ଶ୍ରୀରାମ ଜୟ ହନୁମାନ
@BabuliSahoo-yq7ei
@BabuliSahoo-yq7ei Ай бұрын
Jay shree Jagannath 🙏🌺🌿🚩🔔🌿
@ratikantaparida7201
@ratikantaparida7201 2 ай бұрын
Odisha re anukampa nijukti miluni 2019ru 6yer Jay jaganath
@srikanta671
@srikanta671 2 ай бұрын
କିଛି ନାହିଁ ସବୁ ନେଇଗଲେ ସେହି ଜଗନ୍ନାଥ ବିଚାର କର
@prakashviewsupdatesanalysi9759
@prakashviewsupdatesanalysi9759 2 ай бұрын
୨୫ ବର୍ଷରେ ଗୁଣ୍ଡାରାଜ ଓ ଜମି ମାଫିଆ ଙ୍କର ପ୍ରାଦୁର୍ଭାବ ଅହେତୁକ ବଢିଛି। ଏ ଉତ୍କଳ ମାଟି ଆଜି କାନ୍ଦୁଛି, ଓଡିଆ ପୁଅ ଦାଦନ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଲାଣି, ଚେନାଇ କଲିକତା ସୁରତ ଦିଲ୍ଲୀ ରେ କିଛି ଟଙ୍କା ପାଇଁ ଯାଉଛି। ପରିବର୍ତ୍ତନ ଦରକାର।😢
@rajendranayak5784
@rajendranayak5784 2 ай бұрын
ସବୁ ଗା. ମାରିକି ଖାଇଗଲେଣି,ରତ୍ନଭଣ୍ଡାରର ଆଉ କିଛି ନଥିବ
@tejrajmi4640
@tejrajmi4640 2 ай бұрын
❤❤❤ ଜୟ ଶ୍ରୀ ରାମ ❤❤❤
@bijaykhatua2268
@bijaykhatua2268 2 ай бұрын
Jai Jai Jai shree jagannath Swami Nayan Patha gami vaba tume
@ChandanKumar-km3vh
@ChandanKumar-km3vh 2 ай бұрын
ନବୀନ ପକା ମାଗିଆ ମୋଦି ପରମ ମା ଗିଆ ହାରାମି
@ManishaparidaManishaparida
@ManishaparidaManishaparida Ай бұрын
Jai jagannath
@lipugouda-mi4mb
@lipugouda-mi4mb 2 ай бұрын
Jay shree ram 🚩🚩🙏
@shrishyamasundardasmaharaj9242
@shrishyamasundardasmaharaj9242 2 ай бұрын
Bjp ଆସିଲେ ରତ୍ନ ଭଣ୍ଡାର ଖୋଲହେବ
@RukmaniMunda-jd7pj
@RukmaniMunda-jd7pj Ай бұрын
Jay jagannata ♥️🙏🙏
@KalaiBhai
@KalaiBhai 2 ай бұрын
Odisha re only Modi Sarkar Jay Shri Ram 🚩
@sureshmalik6687
@sureshmalik6687 2 ай бұрын
Jai jagannath Swami .🙏🙏🙏 Jai Modi ji jindabad 💯🆗🙏
@mrfuture123
@mrfuture123 2 ай бұрын
Jay Jagannath ama paribaar
@rabindrabhumij960
@rabindrabhumij960 2 ай бұрын
BJP MODI JINDABAD 🚩🚩🚩 अबकि बार मोदी सरकार उड़ीसा में vote for modi bjp only bjp modi अबकि बार मोदी सरकार 444+🎉🎉🎉
@susmithadas4915
@susmithadas4915 2 ай бұрын
ମୋଦି ଜୀ ଆମର ନବୀନ ପଟ୍ଟନାୟକ ଆସିବେ BJD ଜିନ୍ଦାବାଦ
@monalisha9302
@monalisha9302 2 ай бұрын
Naveen choro kete lancha deichi bodhe🤣
Iron Chin ✅ Isaih made this look too easy
00:13
Power Slap
Рет қаралды 35 МЛН
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
Самый Молодой Актёр Без Оскара 😂
00:13
Глеб Рандалайнен
Рет қаралды 11 МЛН
ଘାଣ୍ଟୁଛନ୍ତି ଅନୁଭବ.....
7:34
DEBASIS STORY
Рет қаралды 441 М.
Sri Jagannath and Kalapahad
7:08
Argus News
Рет қаралды 785 М.
Inside Akhilesh Yadav's Wild Wild Rally ft. Samdish Bhatia | Unfiltered by Samdish
21:16
Iron Chin ✅ Isaih made this look too easy
00:13
Power Slap
Рет қаралды 35 МЛН