ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter

  Рет қаралды 173,223

Odisha Reporter

Odisha Reporter

Ай бұрын

ଗଡ଼ବଡ଼ ସାମ୍ରାଜ୍ୟକୁ ବଳ ଦେବା ପାଇଁ ବିଜେଡିରେ ସାମିଲ ହୋଇଥିଲେ ଅଚ୍ୟୁତ ସାମନ୍ତ ? ଆଇନକୁ ମୋଡ଼ି ମକଚି ବାବୁଙ୍କୁ ହାତ କରି ପାଇଛନ୍ତି ନବୀନ ସରକାରଙ୍କ ଅହେତୁକ ଅନୁକମ୍ପା ? ଆଦିବାସୀଙ୍କ ମସିହା କୁହାଯାଉଥିବା ଅଚ୍ୟୁତ ଜନଜାତି ଅନୁଷ୍ଠାନ ନାଁରେ ଛିଡ଼ା କରିଛନ୍ତି କି ବେଆଇନ ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି କାହିଁକି ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ନବୀନ ସରକାର ? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କେଉଁ ବାବୁ, କେଉଁ ଅଫିସର ? ରାଜ୍ୟର ନୂଆ ସରକାର କରିବେ ତଦନ୍ତ ଫସି ଯାଇପାରନ୍ତି ଅଚ୍ୟୁତ ସାମନ୍ତ ! Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #KISS #LandDispute #AchyutaSamanta #Bhubaneswar #Forestland #BJP #odishagovernment

Пікірлер: 241
@netranetra4111
@netranetra4111 Ай бұрын
ସବୁ ଲୁଟ୍ ତରାଜ୍ କରି ଖାଇଥିଲେ ଏବେ ଫସିଲେ ଅସୁବିଧା କ'ଣ
@anantaprasad1195
@anantaprasad1195 Ай бұрын
Ghara bhanga
@seemaranibudek5736
@seemaranibudek5736 23 күн бұрын
Tume jaha ku emiti kahuchha ta about re first search Kari ki dekha tapare bujhi pariba se thik naa bhul ok
@santoshbehera1687
@santoshbehera1687 Ай бұрын
କଛି ତ କରିପାରିବା ନାହିିଁ ଯିଏ କଲା ତାକୁ କହିବା ।ଏ ତ ଓଡିଆଙ୍କ ଲକ୍ଷଣ । ଆରେ ଭାଇ ସେ କଣ ସେ ଜମି ଘରକୁ ନେଇ ଯାଇଛି । ଦେଶ ପିଲାମାନଙ୍କ ଉଦ୍ଦେଶ୍ଯ ରେ ଶିକ୍ଷାନୁଷ୍ଠାନ କରିଛି ଓ ଅନେକ ପିଲାମାନେ ଉପକୃତ ହେଉଛନ୍ତି । ଜଙ୍ଗଲ କରି କଣ ଆଉ ଗୋଟିଏ ନନ୍ଦନକାନନ କରିଥାନ୍ତ ନା କଣ ? ଆରେ ଭାଇ ବଡ ହେବାକୁ ହେଲେ ନିଜ ଚିନ୍ତା ଧାରାକୁ ପରିବର୍ତ୍ତନ କର । ଗୋଡ ଟାଣିବା ବନ୍ଦ କର । ଅଚୂତସାମନ୍ତ ର ମାଇପ କି ଛୁଆ ପିଲା ନାହିଁ ସେ ନେଇ ପଳେଇବ । ଆପଣମାନେ ତ କରିପାରୁ ନାହାଁନ୍ତି ଯେ କଲା ତାକୁ କହିବା ତୁମମାନଙ୍କ ମୁଖରେ ସାର ।
@jnyanadevbhoi5883
@jnyanadevbhoi5883 Ай бұрын
Also you have involved in govt land enclosure .
@Kiddie_Kingdom_Station
@Kiddie_Kingdom_Station Ай бұрын
Misiki khhaihhanti au sethhipain badhhuchhi
@santoshbehera1687
@santoshbehera1687 Ай бұрын
@@Kiddie_Kingdom_Station ଆମ ସାଙ୍ଗରେ ଆପଣ ଥିଲେ
@subhashreedixit3695
@subhashreedixit3695 Ай бұрын
Kehi pila uparaku aau jau nahanti jadi bhala se survey Kariba ta hele janiba sabu magana dele kehi uparaku uthi paranti nahi sabu sport's nija adhina re rakhi pilanku bhhuan buleiba katha
@amitsamal4097
@amitsamal4097 Ай бұрын
Thik achhi KIIT au KISS ku govt ku hand over karideba Darkar
@pradoshranjanmohanty2986
@pradoshranjanmohanty2986 Ай бұрын
ଧର୍ମ ପରିବର୍ତନ କରୁଥିବା ଏକ ଦଲାଲ ଗିରଫ କରିବା ଦରକାର୍
@JISHAYAMALLICK-zk3xl
@JISHAYAMALLICK-zk3xl Ай бұрын
ଦେଖିଥିଲ କି ସେ ଧର୍ମ ପରିବର୍ତନ କରିବା ର
@sagarsahoo4394
@sagarsahoo4394 Ай бұрын
​@@JISHAYAMALLICK-zk3xlତୁ କ'ଣ ଟା ଦେଖିଛୁ......??!!
@santalsamaj9519
@santalsamaj9519 Ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@JISHAYAMALLICK-zk3xl
@JISHAYAMALLICK-zk3xl 29 күн бұрын
@@sagarsahoo4394 ମୁଁ ବା କିସ ପିଲା ଶଳା ମୁଁ ଦେଖିନି ତ ଆଉ କଣ ତୁ ଦେଖିଛୁ କି ବେ
@JISHAYAMALLICK-zk3xl
@JISHAYAMALLICK-zk3xl 29 күн бұрын
@@sagarsahoo4394 ମୁଁ ବା କିସ ପିଲା ମୁଁ ଦେଖିନି ତ ଶଳା ଆଉ କଣ ତୁ ଦେଖିଛୁ କି ବେ l
@user-iw6qu7jy3e
@user-iw6qu7jy3e Ай бұрын
ଅଚ୍ୟୁତ ସାମନ୍ତଙ୍କ ବାଳ ବି ଉଖାଡି ପାରିବନି😂,ଦମ୍ ଅଛି ତ ଜେଲ୍ ରେ ପୁରେଇ କି ଦେଖ.....
@bajuramsamad9009
@bajuramsamad9009 Ай бұрын
ସାମନ୍ତ sir ଯେତିକି କରିଛନ୍ତି ଓଡିଶା ସରକାର ବି ସେତିକି କରିନାହାନ୍ତି....... KISS ଆଉ KIIT ଓଡିଶା ର ଗର୍ବ
@MBhukta
@MBhukta 28 күн бұрын
ଗୋଟେ କାମ କର, ତମେ ବି ସରକାରୀ ଜଙ୍ଗଲ ଜମି ଜବରଦସ୍ତ ମାଡି ବସି ଶିକ୍ଷାନୁଷ୍ଠାନ କର ଆଉ କୁହ ତମ ଅନୁଷ୍ଠାନ ଟି ଓଡିଶା ର ଗର୍ବ
@gourikumaripatro485
@gourikumaripatro485 27 күн бұрын
kzfaq.info/get/bejne/eKyJpbxhsrfIh5c.htmlsi=7UmMHPgsXS2jANoL
@rahul23sks
@rahul23sks 27 күн бұрын
Arey bhai kichhi ta janiparuna Achyuta kan bepara chaleichi.. kahinki bala dialogue marucha 😂
@bajuramsamad9009
@bajuramsamad9009 Ай бұрын
ସାମନ୍ତ sir ଓଡ଼ିଶାର ଉନ୍ନତି ପାଇଁ କରୁଛନ୍ତି ଓଡ଼ିଶାର ଶିକ୍ଷା ର ପ୍ରସାର କୌଣସି ମନ୍ତ୍ରୀ ବି ସେତିକି କାମ କରି ନାହିଁ ସାମନ୍ତ sir ଯେତିକି କରିଛନ୍ତି ଆଦିବାସୀ ମାନଙ୍କ ପାଇଁ ଏଥିରେ କୌଣସି ପାର୍ଟି ର ସମ୍ପର୍କ ନାହିଁ..... ସେ ଜଣେ ଭଲ ମଣିଷ....... ନିଜ ପାଇଁ କେବେ ଚିନ୍ତା କରି ନାହାନ୍ତି
@satyabehera9431
@satyabehera9431 Ай бұрын
ସାହାଯ୍ୟ ନାମରେ ଓଡ଼ିଶା କୁ ଲୂଟିନେଇଛନ ପ୍ରଥମ ନବୀନ ପଟ୍ଟନାୟକଙ୍କୁ ଜେଲରେ ପୁରାଓ ।
@purnachandrasahoo5350
@purnachandrasahoo5350 Ай бұрын
ଓଡ଼ିଶା ପ୍ରଦେଶ ସବୁ ଜ଼ିଲ୍ଲା ରୂ 30000 ଏକର ଜମି କେଳେଙ୍କୀରୀ ହେଇଛି.,
@sakti6493
@sakti6493 Ай бұрын
ଅଚ୍ୟୁତ କୁ ହରାଇବା ଏତେ ସମ୍ଭବ ନୁହେଁ। ପିଲାବେଳୁ ସେ ଜିତିବା ପାଇଁ ଅଭ୍ୟସ୍ତ। ରାଜ୍ୟ ରୁ କେନ୍ଦ୍ର ଯାଏ କେହି ତାର ଉଖାଡ଼ି ପାରିବ ନାହିଁ। ଜୁଏଲ ନିଜକୁ ଦକ୍ଷ ପ୍ରମାଣିତ କରନ୍ତୁ।
@banamalibehera8781
@banamalibehera8781 Ай бұрын
SEMITI SE KARICHHI TAMAKU TAHAALE BHALA LAAGUCHHJIKI BHAAI.
@JISHAYAMALLICK-zk3xl
@JISHAYAMALLICK-zk3xl Ай бұрын
​@@banamalibehera8781ଅଚ୍ୟୁତ କୁ କିଏ ବାଳ ଉକଡି ପାରିବ ନାହିଁ
@user-lc1tf3up7x
@user-lc1tf3up7x Ай бұрын
ଅଚ୍ୟୁତ ସାମନ୍ତ କେବଳ ଜମି, ଜଙ୍ଗଲ ଲୋଟି କି ଖାଇ ନାହିଁ, ସେ ଶଳା ବିଦେଶରୁ ଟଙ୍କା ଖାଇ ଓଡ଼ିଶା ର ନିରିହ ଆଦିବାସୀ, ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ ମଧ୍ୟ କରୁଥିଲା,,ସେ ଶଳା କୁ ଭଲ କରି ଜେଲ୍ ରେ ଭର୍ତ୍ତି କରାଯାଉ
@SSBOYVLOG-iy8hp
@SSBOYVLOG-iy8hp Ай бұрын
Tu magya dekhithilu nai be😡😡😡
@dishomkumblu2453
@dishomkumblu2453 Ай бұрын
​@@SSBOYVLOG-iy8hp tu ta maikina bodhe fatuchi Toro 😂😂😂
@ajitkumarsamal7202
@ajitkumarsamal7202 Ай бұрын
​@@SSBOYVLOG-iy8hptate kn pain badhila ki re? Tadant haba darkar . Bhul thile action hau.
@SSBOYVLOG-iy8hp
@SSBOYVLOG-iy8hp Ай бұрын
@@dishomkumblu2453 speling mistake sola ଅଙ୍ଗୱାଡ଼ି jaiki asibu jaa😂😂😂
@dishomkumblu2453
@dishomkumblu2453 Ай бұрын
@@SSBOYVLOG-iy8hp Jodi speling mistake. Tu bhadua. Bujhuchu kemiti...
@techgopalcreative3760
@techgopalcreative3760 Ай бұрын
କିଛି ହେବନି ସମସ୍ତେ ଗୋଟିଏ ଲାଉ ର ମଞ୍ଜି
@PRAMODBEHERA-il2mr
@PRAMODBEHERA-il2mr Ай бұрын
You are 101 percent right.
@jeetendapanda2591
@jeetendapanda2591 Ай бұрын
Correct 💯
@sankarsubudhi9562
@sankarsubudhi9562 Ай бұрын
Quick investigation
@swamidhireshananda2847
@swamidhireshananda2847 Ай бұрын
ଭଲ କଣ ଖରାପ୍ କଣ ପ୍ରଥମେ ଦେଖ ତାପରେ କହିବା
@bhabagrahidas2385
@bhabagrahidas2385 26 күн бұрын
ଆଦିବାସୀ ପିଲାଙ୍କ ଭବିଷ୍ୟତ ସହ ରାଜନୀତି ଖେଳ ଖେଳନି
@gurucharansahoo9577
@gurucharansahoo9577 Ай бұрын
ଧର ଶଳେଙ୍କୁ 👍👍 ଗୋଡାଇ ଗୋଡାଇ ଧର 💪💪😂😂😀😀😀😀
@maniramsabar4263
@maniramsabar4263 28 күн бұрын
ଠିକ ଲୋକଙ୍କ ଠିକ ଜାଗାରେ ସ୍ଥାନ ନାହିଁ l ରାଜ ନୀତିଆ ଯାହା ଚାହିଁବେ ତାହା ହବ l ବିରୋଧୀଙ୍କ ଷଡଯନ୍ତ୍ର ନୁହେଁତ ?
@sitamanimurmu788
@sitamanimurmu788 25 күн бұрын
ସତ୍ୟର ସବୁବେଳେ ଜୟ ହେବ
@jayakrishnamoharana7253
@jayakrishnamoharana7253 28 күн бұрын
Samanta Sir Odisha ra Garba O Gouraba...Jay Jagannath 🙏
@sureskumar9199
@sureskumar9199 Ай бұрын
Jadi bjd jiti thanta pura bbsr ra jami ku neijaithanta
@ranajitjena4668
@ranajitjena4668 Ай бұрын
ଜୁଏଲ ଓରାମ ର ଯେତିକି ବୁଦ୍ଧି ସେ ସେତିକି ବାଟ ଯାକେ ଯାଇପାରିବ, ତାପରେ ଚୁପ ହୋଇ ବସିବ.
@ajitkumarsamal7202
@ajitkumarsamal7202 Ай бұрын
Eita bhul dharana. Gote MP jadi lagiba aau center ra support miliba kou jaine jaipariba dekhiba aau
@birajmohapatra2377
@birajmohapatra2377 Ай бұрын
Juel Oram ta nije adibasi kana tanka pain karichanti mantri heiki
@SunilKanhar-po2yg
@SunilKanhar-po2yg 29 күн бұрын
​@@birajmohapatra2377କେବଳ ରାଜନୀତି
@smitamallick3669
@smitamallick3669 Ай бұрын
ଯିଏ ବି ଭଲ କାମ କରେ ତା ପଛରେ ସମସ୍ତେ ଲାଗିଜାନ୍ତି ସହିପାରାନ୍ତିନି
@Ambulrai
@Ambulrai Ай бұрын
Chopa na.... Biggest Land Mafia of Odisha. Education Bepari. Bhala na mo balo
@user-db7rk7nh6g
@user-db7rk7nh6g Ай бұрын
ତତେ ଗାଣ୍ଡିମରନ୍ତି
@JISHAYAMALLICK-zk3xl
@JISHAYAMALLICK-zk3xl Ай бұрын
​@@Ambulraiତୁ ମଘୀଆ କିଏ ବେ
@nareshkumarswain769
@nareshkumarswain769 Ай бұрын
Aga bandha Jau bjd pai panthi jogauthilea
@santalsamaj9519
@santalsamaj9519 Ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@SomeoneYt-xf3wn
@SomeoneYt-xf3wn 29 күн бұрын
Samanta Sir 🙏🙏
@VladimirPutin-y2y
@VladimirPutin-y2y 21 күн бұрын
ନା ସମସ୍ତଙ୍କର କିଛି କିଛି ପଇସା ଦରକାର। ସେଥି ପାଇଁ ଅଚ୍ୟୁତ ଙ୍କ ପଛ ରେ ଲାଗିଛନ୍ତି । କିଛି କିଛି ପଇସା ପାଇଗଲେ । ସବୁ ଥଣ୍ଡା ବାକ୍ସ କୁ ପୁଣି ଫେରି ଯିବ । No Tension 😂😂😂
@shibarampadhy8210
@shibarampadhy8210 Ай бұрын
ଅତିଶ୍ରିଘ ଏହି ଜମିର ଅପବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ
@asisdash4466
@asisdash4466 Ай бұрын
ପ୍ରଭାକରନ ଯେଉଁ ଲିଙ୍ଗରାଜ ଜମି ମାଡ଼ିବସିଚି … ସାହସ ଅଛି ତା ବିଷୟରେ ବଜେଇବା ପାଇଁ ??? ଅଚ୍ୟୁତ ବାବୁ ଓଡ଼ିଆ ଆଦିବାସୀ ପିଲା ମାନଙ୍କ ପାଇଁ କାମ କରିଛନ୍ତି , କେତେ ଓଡ଼ିଆ ଲୋକ ଙ୍କୁ ଚାକିରୀ ଦେଇଛନ୍ତି … ତାଙ୍କ ପଛରେ ନ ଲାଗି… ପ୍ରଭାକରନ ତାମିଲ ଯୋଉ ଖଣି ଲୁଟୁଛି . ଲିଙ୍ଗରାଜ ଙ୍କ ଜମି ମାଡି ବସିଛି .. ଖୋର୍ଦ୍ଧା ଚାଷୀ ମାନଙ୍କ ଜମି ମାଡି ବସିଛି … ତାକୁ ଟିକେ. ଦେଖା ଅ … ଯଦି ସତରେ ତମେ ଓଡ଼ିଆ ଲୋକ ଙ୍କର ଚାଁନେଲ .. ଶଳା ଓଡ଼ିଆ କଙ୍କଡା … ବାହାର ତାମିଲ ତମର ଲୁଟିକି ନେଇ ଗଲେଣି … ଆଉ ତମେ କିସ ପଛରେ ପଡ଼ିଛ … ଛି କେବେ ଏ କଙ୍କଡା ଜାତି ଉପରକୁ ଉଠିପାରିବ ନାହିଁ ଏଇ କଙ୍କଡା ଗୁଣ ଯୋଗୁ
@_mr___rajput
@_mr___rajput Ай бұрын
😂😂😂 Kai pila nku job dele boli se govt land ku nijar karinebe ki ?? Tame bhabuchh se sabu free re karuthile Sethi pai se bahut bhala 😅 kintu adibasi nku free education dauthibaru tanka pakhaku kete tanka ase se business karuthile 😂
@trend0017
@trend0017 Ай бұрын
aga se navin ku arrrest kara jau...se hin hauchi sabu durniti ra mula...au egudaku dharile kan haba...only navin arrest haba darkar
@chandrakantsutar2922
@chandrakantsutar2922 Ай бұрын
Achyut Samat has looted land of Odisha.....made lots of money during COVID 19.....master in womenization 😂😂😂
@sarbeswardas4498
@sarbeswardas4498 Ай бұрын
ଡାଳ କାଟିଦିଆଯାଉ। ପରେ ଗଛର ମୂଳ ଓ ଚେର ଉପାଡ଼ି ଫୋପାଡି ଦିଆଯିବ।
@debendrahembram3634
@debendrahembram3634 25 күн бұрын
ଅଚ୍ୟୁତ ସାମନ୍ତ ସାରଙ୍କ ଭଳି ଭଲ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଆଜିର ଦୁନିଆରେ ବିରଳ । ତାଙ୍କ ଭଲ ଗୁଣ କୁ ଆଦରି କିଛି ଭଲ କରିବାକୁ ଚେଷ୍ଟା କର ହେ ଓଡ଼ିଶାବାସୀ!
@dibyanandasahu825
@dibyanandasahu825 Ай бұрын
Very beautiful sir jai hind. Take action.
@suvendukumardash1976
@suvendukumardash1976 Ай бұрын
Jay Jay Sita Ram
@bipincharanmishra8149
@bipincharanmishra8149 Ай бұрын
Request to Odisha Govt to enquiry
@ODISHABHAI-eq8jq
@ODISHABHAI-eq8jq Ай бұрын
ଆଦିବାସୀ ଙ୍କ ନାମ ରେ ଖେଳ କରୁଥିଲେ, ସମସ୍ତେ ଜାଣି ଛନ୍ତି, ସେଇ ଆଦିବାସି ମାନେ ଏବେ ତାଙ୍କୁ ଭୋଟ ଦେଇ ନାହାନ୍ତି, ଆଦିବାସୀ ପ୍ରେମ, ଆଉ ନାହିଁ, ତାଙ୍କ ସବୁ ସଂସ୍ଥା କୁ ବନ୍ଦ କରା ଯାଉ
@Ambulrai
@Ambulrai Ай бұрын
Biggest Land Mafia of Odisha. Achuta ra real face sabu janinahanti. Ek dum baje loka te.
@satyabhamasahoo1023
@satyabhamasahoo1023 Ай бұрын
Kiim kiit kiss hospital 30,000 loka job paichanti
@santalsamaj9519
@santalsamaj9519 Ай бұрын
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@subhadramajhi5581
@subhadramajhi5581 24 күн бұрын
Tame kahiba ku kiye nije to kariparun
@Ambulrai
@Ambulrai 24 күн бұрын
@@satyabhamasahoo1023 jete job karuchanti sabu low paid compared to other companies and hospitals. Achyuta Land jetiki maruchi Tara 100 guna mulya Land marideichi.
@ashokharijan9537
@ashokharijan9537 Ай бұрын
Are BJP tume revanz neba mood re sabu bele kana achha Odisha ra development pai chinta kara BJP wale
@debanandabehera8833
@debanandabehera8833 26 күн бұрын
ଅଚ୍ୟୁତୀ ବାବୁ ଏବେ କଣ କରିବ...ଆଉ ନୂଆ ଆଇଟମ ରୋଷେଇ କର।
@azharkkhan8822
@azharkkhan8822 Ай бұрын
👏👏👏👏👏👏👏👏👏
@prasad906Panda
@prasad906Panda Ай бұрын
Nice information most be published
@hariharasahoo428
@hariharasahoo428 Ай бұрын
ଏ କଥାରୁ ଲାଗୁଚି.. ମନ୍ଦିର ରୁ ଚୋରି କର.. ଆଉ ମନ୍ଦିର ରେ ସେଇ ଚୋରି ପଇସା ରେ ଲୋକ ମାନଙ୍କୁ ପ୍ରସାଦ ଦିଅ.. ଏଥିରେ କିଛି ଭୁଲ ନାହିଁ 🤣🤣🤣.. ଆଉ କେତେ ଓଡିଶା ରୁ ଖାଇଥିଲେ ଆତ୍ମା କୁ ତମର ଶାନ୍ତି ମିଳିଥାନ୍ତା 🙏
@lifestyleindia649
@lifestyleindia649 26 күн бұрын
କିଛି ହେବନି ଆଜ୍ଞା ଅଚ୍ୟୁତ ବାବୁ ବହୁତ ଚାଲାକ.. ବହୁତ ଶୀଘ୍ର ଦେଖିବେ ବିଜେପି ରେ ମିଶି ଯିବେ. ଆଉ ତାଙ୍କ କଳା ସାମ୍ରାଜ୍ୟ ଲୁଚି ଯିବ 😂
@sunilpradhan6652
@sunilpradhan6652 29 күн бұрын
Do the proper investigation and take the serious action ASAP
@dillipkumardas1107
@dillipkumardas1107 Ай бұрын
It should be investigated through Supreme Court of India.
@simanchalnayak7634
@simanchalnayak7634 28 күн бұрын
କିଛି ହେବନି।
@madhabamajhi5232
@madhabamajhi5232 26 күн бұрын
Odisha Barbad heijib ADOVASI Nka Hak Chhinile
@basudevmutuka387
@basudevmutuka387 13 күн бұрын
ଅଚ୍ୟୁତ ସାମନ୍ତ ଯେ କେବଳ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ସେ ଯାହା ବି କରିଛନ୍ତି ଆପଣମାନେ ସାରା ଓଡ଼ିଶା କିମ୍ବା ଭାରତ ରେ କେହିବି ଏକାକୀ ଏତେ ବଡ ଅନୁଷ୍ଠାନ ଗଡିକି ଆଦିବାସୀ ପିଲା ମାନଙ୍କୁ ବିନା ଖର୍ଚ୍ଚ ରେ ପାଠ ପଡ଼lଉ ଛନ୍ତି ଆଉ ସମାଜର ମୁଖ୍ୟ ସ୍ରତ ରେ ସାମିଲ କରୁଛନ୍ତି ସେ ଜାଣିଛନ୍ତି କିପରି ନିଷ୍ପେସିତ, ଅବହେଳିତ ପିଲା ମାନେ ଶିକ୍ଷା ଗ୍ରହଣ କରିବେ ଏହା ହେଉଛି ତାହାଙ୍କର ଲକ୍ଷ୍ୟ ଯଦି ବି ସେ ସରକାରୀ ଜମି ଅଧିକାର କରିଛନ୍ତି ତାହା କିଛି ଭୁଲ ଉଦ୍ଧେଶ୍ୟ ରେ ନୁହେଁ ଆପଣମାନେଏତିକି ଜାଣିଛନ୍ତି ସେ କେବଳ ଜଣେ ମଣିଷ କିନ୍ତୁ ସେ ଜଣେ ସମାଜ ସେବୀ, ଉଚ୍ଚ ଶିକ୍ଷିତ ବ୍ୟକ୍ତି,ଦେଶ ବିଦେଶର ଜଣା ଶୁଣା ବ୍ୟକ୍ତି କିଛି ଲୋକ ଅଛନ୍ତି ତାଙ୍କର ଏବଂ ଆଦିବାସୀ ପିଲାମାନଙ୍କର ଉନ୍ନତି କୁ ସହି ନପାରି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ କିଛି ମିଡ଼ିଆ ଚାନେଲ ମଧ୍ୟ ବଦନାମ୍ କରିବାକୁ ଆଜି ଟୁ ନୁହେଁ ବହୁତ୍ କିଛି ବର୍ଷରୁ ଉନ୍ନତି ପଥରେ କଣ୍ଟା ସାଜିଛନ୍ତି। ମୁଁ ଏତିକି ଜଣେଇବା କୁ ଛାହୁଁଚି ଯେ ଜଣଙ୍କ ବିଷୟରେ କିଛି ବି ସଟିକ ତଥ୍ୟ ନଜାଣି ବେକାର ଟାରେ ବଦନାମ୍ କରିବାକୁ ଚେଷ୍ଟା କରନ୍ତୁ ନାଇଁ । ଯଦି ଆଜି ଦିନରେ ଅଚ୍ୟୁତ ସାମନ୍ତ ସାର ଭୁବନେଶ୍ୱର ରେ କିସ୍ ଓ କିଟ୍ ଭଳି ଅନୁଷ୍ଠାନରେ ଏତେ ମାତ୍ରା ରେ ଆଦିବାସୀ ପିଲାମାନଙ୍କୁ ପଡେଇ ନ ଥାନ୍ତେ ତାହେଲେ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପିଲା ମାନେ ଶିକ୍ଷା ଗ୍ରହଣ କରିପାରି ନ ଥାନ୍ତେ ବହୁତ୍ ପିଲା ଶିକ୍ଷା ଲାଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପଦ ପଦବୀ ରେ ମଧ୍ୟ ନାମ କରିଛନ୍ତି।
@amiyakantapradhan8345
@amiyakantapradhan8345 27 күн бұрын
Kiss ku close kariba pain chesta karani jadi kiss close hua taha hele kahariku chadibuni
@littlequeenrakhi
@littlequeenrakhi Ай бұрын
Very nice
@kabitasahoo8385
@kabitasahoo8385 Ай бұрын
🙏👍
@user-om2ng1ps5y
@user-om2ng1ps5y Ай бұрын
Sorkarnko dhhrmo hhobo gorebanko rakta sosethheba rakhhyasnku kothhr donda deantu
@madanpatra2802
@madanpatra2802 26 күн бұрын
Yogi Adityanath Rule should be implemented in Odisha
@RabiranjanNaik-vq6lg
@RabiranjanNaik-vq6lg Ай бұрын
ତୁରନ୍ତ ସରକାରୀ ଜାଗା ଯେତିକି ଫେରେଇ ଆଣିବାକୁ BJP ସରକାର ସମର୍ଥ ହେବେ ଏଥିପାଇଁ ସବୁଜ ଗଛ ଲତା କେତେଯେ ନଷ୍ଟ ହୋଇଛି ତାର ପୁନରୁଦ୍ଧାର କରା ଯାଉ ଏହା ଗ୍ଲୋବାଲ ଉଅମିରିଂ ପାଇଁ ଭଲ
@RMStudio16933
@RMStudio16933 25 күн бұрын
Kukura tara kn patu6i
@aloksatpathy1680
@aloksatpathy1680 Ай бұрын
Otv Khordha re thiba Sarua thare jane SC nka jami madi basichhi , ta upare kebe action niajiba ??
@shrishyamasundardasmaharaj9242
@shrishyamasundardasmaharaj9242 26 күн бұрын
ବାଜ୍ୟ ଅର୍ଗସ ଚାନେଲ
@deepalipattanayak1668
@deepalipattanayak1668 Ай бұрын
20000 lokonku tama mane chakiri deiparibaki
@AkashBariha-qm3bi
@AkashBariha-qm3bi Ай бұрын
Otv Bala tor jadi dam acche Tue Kam kari ke dekha
@azharkkhan8822
@azharkkhan8822 Ай бұрын
👍👍👍👍👍👍👍👍👍
@ArsuHansdah-z2m
@ArsuHansdah-z2m Ай бұрын
Achuyto. Sir. Garibapela manku bado monisa kari. Canti
@rajanisahu4577
@rajanisahu4577 Ай бұрын
First plantation of big trees must be planted till finalisation of transfer of "kisam" by Govt of Odisha and take back the title of the land in the name of Govt.
@durbashasahani4154
@durbashasahani4154 Ай бұрын
ବିଜେପି ସ୍ୱାଗତ ଘଣ୍ଟି ବଜେଇକି ଡାକୁଛି ଅଚ୍ୟୁତ ସାମନ୍ତ ମହୋଦୟ ଙ୍କୁ,,, ସେ ବିଜେପି ରେ ଆଗକୁ ଜୈନ କରିବାକୁ ଯାଉଛନ୍ତି,,,,,,,
@sagarsahoo4394
@sagarsahoo4394 Ай бұрын
ଯେମିତି ତୁ ସୁବିଧାବାଦୀ ନିଜ ବୋପା ବଦଳାଉ ସେଇ ଅଭିଜ୍ଞତା ଅଛି ନା ତୋର.....!!
@laxmidharsahoo2431
@laxmidharsahoo2431 27 күн бұрын
ଅର୍ଗସ ଅଚୁତର ଉଖାଡିବ
@user-bk2mj9lt2o
@user-bk2mj9lt2o Ай бұрын
Bjd ra druniti dekhi odisha janata bjp ku vote dele kintu bjp sarakar mafia mananku chhadantu nahi jogi Sarakar nkar niyam lagu heu jay jaganath
@umakantaparida8086
@umakantaparida8086 Ай бұрын
ଆରେ ପଣ୍ଡାଙ୍କ କୁତା ତମ ଚଉଦ ପୁରୁଷ ରେ କିଏ ଅଚ୍ୟୁତ ଏବଂ ନବିନ ପାଦକୁସରିହେବ। ଧନ୍ୟବାଦ।
@birajmohapatra2377
@birajmohapatra2377 Ай бұрын
Achyuta Samanta sir odisha ra garba au gauraba se ta nija pain kichi karinahanti sabu adibasi gariba mananka pain sarkari jami re se hotel karichanti ki...
@prashantpalo5688
@prashantpalo5688 Ай бұрын
He should be jail soon.
@pradeepkumarsinha803
@pradeepkumarsinha803 Ай бұрын
NO MAFIARAJ. NO GUNDARAJ. SEND TO KALAPANI FOREVER.
@user-gj8uq2pb1h
@user-gj8uq2pb1h Ай бұрын
ଆଦିବାସୀ ନାରେଳୁଟକରୁଛନ
@RMStudio16933
@RMStudio16933 25 күн бұрын
Mg Tamara kn patu6i
@SushilKumarVlogs-bb6yx
@SushilKumarVlogs-bb6yx Ай бұрын
Very good steps by central government. .... He is totally currptted person of odisha. ...
@RMStudio16933
@RMStudio16933 25 күн бұрын
Kukura Tara kn patu6i
@lawsimplified316
@lawsimplified316 Ай бұрын
Achyut Samant nka Dental hospital re treatment re patient saha experiment karajaye Patient hazar harar kharcha pala pare b patient ra Tooth damage heba ta sure
@AkashBariha-qm3bi
@AkashBariha-qm3bi Ай бұрын
Otv one sited repotr bahut rang report douchhu tor bhi dukan band heba
@RajeevMinz-BR
@RajeevMinz-BR 27 күн бұрын
ସାବଧାନ ସେ BJP କୁ join ନ କରୁ 😂😂😂
@kshyamasagarbehera9858
@kshyamasagarbehera9858 Ай бұрын
ସନ୍ନ୍ୟାସ ନେଲା ଦଳରୁ ଜାଣିକି ଧରା ନ ହେବା ପାଇଁ କେନ୍ଦ୍ର କଣ ଛାଡ଼ିବ ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରିବ...... ଜୟ ମୋହନ ମାଝୀ ଜୟ ନରେନ୍ଦ୍ର ମୋଦି
@sagarsahoo4394
@sagarsahoo4394 Ай бұрын
ଠିକ୍ ଠିକ୍ 👍
@SunilKanhar-po2yg
@SunilKanhar-po2yg 29 күн бұрын
ରାଷ୍ଟ୍ରପତି ପରା କିସ୍ କୁ ବୁଲି କି ଯାଉଛନ୍ତି
@RMStudio16933
@RMStudio16933 25 күн бұрын
Kukura Tara kn patu6i
@subhambhoi6002
@subhambhoi6002 28 күн бұрын
1st nijaku mirrir re dekha au pachara jiba na re tharr kebe kahaku bina karana re help kimba khaibaku deicha tapre samnata sir nka upare kahiba 2nd jami ta tanka ghara ku neiki jai nahanti adibashi chuanka kama re lagichi bhala rajaniti karucha au.....
@bb07199
@bb07199 Ай бұрын
Achuta samanta is a bigest land mafia in odisha.
@TaranginiUSA
@TaranginiUSA Ай бұрын
Brahma abhisapa
@duryodhanrath1461
@duryodhanrath1461 Ай бұрын
Achuata. Is. A. Frood. Admisonra.. Bhatu. Tanka. Ra. Hisabs. Koyal. Campus. Rarecord. AchiSeel. KalaSaburecord. Seathi. .melabai. Sir
@pranatidash9004
@pranatidash9004 Ай бұрын
Tanka pakhare ata tanka sia labarku 250 tankara Kama karauthila
@user-zo9bu4wu2e
@user-zo9bu4wu2e Ай бұрын
Sampurna jaanch thikhaba darkar
@user-uu3xy5tk2i
@user-uu3xy5tk2i Ай бұрын
Sabu district re jaganechi
@sunilkumarjena1789
@sunilkumarjena1789 29 күн бұрын
KANA THICK KANA BHUL TAHA AAIN KAHIBA.
@subhrapradhan2987
@subhrapradhan2987 27 күн бұрын
Bhakaran ra jami bisayare tkalokapata karantu
@amiyakantapradhan8345
@amiyakantapradhan8345 27 күн бұрын
KISS au Kiit Odisha r garba au gaurab
@tarunkumarpatra9597
@tarunkumarpatra9597 Ай бұрын
Ba ba re BJD sarkar
@Vmishra2025
@Vmishra2025 17 күн бұрын
Again ta jagaku govt kabza karu
@sameermeher4749
@sameermeher4749 28 күн бұрын
Tame tanka kichhi teki pariba nahi
@satyanayakodiavlogs
@satyanayakodiavlogs Ай бұрын
ଆଗକୁ ଦେଖ କଣ କଣ ହଉଚି ଏ ଚୋରଙ୍କୁ କେମିତି ଧର ହଉଚି
@RMStudio16933
@RMStudio16933 25 күн бұрын
Achyuta Samanta name dhariba pai tame kia be Kukura Tara kn patu6i
@KambupaniBariha
@KambupaniBariha Ай бұрын
Odisha ra 50 lakh adivasi kiss sathire., kichhi heba baib
@laxmidharpradhan9202
@laxmidharpradhan9202 Ай бұрын
Se property ku Ani govt school karajau
@RMStudio16933
@RMStudio16933 25 күн бұрын
Achyuta Samanta name dhariba pai tame kia be Kukura Tara kn patu6i
@deepalipattanayak1668
@deepalipattanayak1668 Ай бұрын
Otv sabubele negative news channel. Jie ta navin pattnaik nku chadu nahanti . se kana auu kahibe
@sridharapradhan2758
@sridharapradhan2758 Ай бұрын
A Samanta nku kiea banchheibe
@niranjanpradhan4800
@niranjanpradhan4800 28 күн бұрын
ସିବିଆଇ ତଦନ୍ତ କାହିଁକି ହଉନି
@RMStudio16933
@RMStudio16933 25 күн бұрын
Kukura Tara kn patu6i
@Ambulrai
@Ambulrai Ай бұрын
Biggest Land Mafia of Odisha. Education Bepari.
@MrMrchitta
@MrMrchitta Ай бұрын
Dekha jau Kan kahara opadi deba BJP sarkar. Sabu chora...
@jnyanadevbhoi5883
@jnyanadevbhoi5883 Ай бұрын
BJD KU AU 5 YR VOTE DIA NA HELE MU DUKHITA.
@sugyanjena2740
@sugyanjena2740 Ай бұрын
😂😂😂😂😂😢😢😢😢😮😮😮😮
@bajuramsamad9009
@bajuramsamad9009 Ай бұрын
ଅଚ୍ୟୁତ ସାମନ୍ତ sir ଓଡିଶା ପାଇଁ ଭଲ କାମ କରିଛନ୍ତି ଖରାପ ନାହିଁ ନିଜ ପାଇଁ ତ କିଛି କରି ନାହାନ୍ତି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଫ୍ରୀ re ପିଲାଙ୍କୁ ପାଠ ପଢ଼ାଉଛନ୍ତି......... ଏଥିରେ ଖରାପ କଣ?
@kamalsamrat2038
@kamalsamrat2038 Ай бұрын
Chora ku Dr ra upadhi kou kama pai dia heichi. Ye ta Jabra jami dakhala. Dharma paribrtan.. nari chalana.. sabu crime re samprukta. yeaku desa drohi crime fasi dia..Dr. ra upadhi utha jau..
@FudanHandah
@FudanHandah 23 күн бұрын
Adibasi,jamiramalik,kimtu,Adibasikumiluni,jongaljomi,Aubodabodianeta,mantripain,khola,rasta
@minutesaboutShantikunjbyDSLenk
@minutesaboutShantikunjbyDSLenk 28 күн бұрын
ଆତ୍ମା କୁ ଶାନ୍ତି ମିଳିବ ଚୋର, ଡକାୟତ ଗୁଡା ଧରାପଡ଼ିଲେ
@RMStudio16933
@RMStudio16933 25 күн бұрын
Kukura Tara kn patu6i
@suvendubhusanajena3861
@suvendubhusanajena3861 Ай бұрын
Thick hoichhi,Bada jami chora.
@RMStudio16933
@RMStudio16933 25 күн бұрын
Achyuta Samanta name dhariba pai tame kia be Kukura Tara kn patu6i
@user-gh5iv6zp4t
@user-gh5iv6zp4t Ай бұрын
Nabin babu 24 year bhitare bahu aparadhi atankawadi maffia Dalal shrusty Kari record Kari 1 no CM pratista labha karichati tanku Rastrapati award miliba katha
Nastya and SeanDoesMagic
00:16
Nastya
Рет қаралды 18 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 21 МЛН
Achyuta Samanta on KBC | 2 Life Turning Incidents of his Life
4:15
Achyuta Samanta
Рет қаралды 681 М.
NEET-UG Case Hearing- Live From Supreme Court
4:55:16
Live Law
Рет қаралды 146 М.