ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter

  Рет қаралды 690,045

Odisha Reporter

Odisha Reporter

Жыл бұрын

ବାଲେଶ୍ବର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ। ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ,ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#odisha #OdishaReporter #balasore #police

Пікірлер: 787
@jbjmotivetion123
@jbjmotivetion123 Жыл бұрын
ଦୁନିଆରେ ଯଦି କେହି ଚୋର ଥାନ୍ତି, ପ୍ରଥମ ଚୋର ହେଉଛନ୍ତି ପୋଲିସ🥱🥱
@smrutiranjanmohanty5739
@smrutiranjanmohanty5739 Жыл бұрын
Sata kahila bhai
@HemantakumarJena-gz5xu
@HemantakumarJena-gz5xu Жыл бұрын
Right bro
@youngstarbunnysahu961
@youngstarbunnysahu961 11 ай бұрын
Sabu police chora nuhanti kintu kichi lanchua police manaka pai sabu police badnam
@bhagwannayak8611
@bhagwannayak8611 11 ай бұрын
ଲାଇସେନ୍ସୀ!
@NabaghanaBehera-kv1lr
@NabaghanaBehera-kv1lr 5 ай бұрын
Right 👍
@Jagannath542
@Jagannath542 Жыл бұрын
ସବୁ ପୋଲିସ ଲାଞ୍ଜୁଆ ଆଉ ନେତା ମନ୍ତ୍ରୀ ଙ୍କ ଚାମଚ
@ramkrishnapadhi1550
@ramkrishnapadhi1550 Жыл бұрын
😊
@deepofficialworlds2456
@deepofficialworlds2456 Жыл бұрын
Right
@rohitsunanikld
@rohitsunanikld Жыл бұрын
sabu nuh hela
@banabasvlog
@banabasvlog Жыл бұрын
​@@rohitsunanikldsabu Bhai 😢
@GOD_995
@GOD_995 Жыл бұрын
100 %Right
@suvamdas1722
@suvamdas1722 Жыл бұрын
90% Police ଲାଞ୍ଚ ନେଉଛନ୍ତି.... ତାଙ୍କ ପରିବାର କୁ ଭଗବାନ ସାହା ହେବେ..... ସେମିତି ରୋଗବ୍ୟାଧି ରେ ପଇସା ଯିବ 🙏
@chittranjana6180
@chittranjana6180 Жыл бұрын
Right
@chittranjana6180
@chittranjana6180 Жыл бұрын
Bhai
@bhagwannayak8611
@bhagwannayak8611 11 ай бұрын
ଈଶ୍ୱର ଙ୍କୁ ଆଉ ଭୟ ନାହିଁ ଏ ପ୍ରଦେଶ କୁ ଜଗନ୍ନାଥ ସାହା
@Xuy788
@Xuy788 Жыл бұрын
ସେଥିପାଇଁ 18 ଲକ୍ଷ ଦେଇ ଚାକିରୀ କଲେ ବି କିଛି ଅସୁବିଧା ନାହିଁ... ସବୁ ଟଙ୍କା 2 ବର୍ଷ ଭିତରେ ବାହାରି ପଡିବ
@whitedevil9638
@whitedevil9638 Жыл бұрын
Correct
@madhabasahoo2566
@madhabasahoo2566 11 ай бұрын
Correct
@gyanendrajena7315
@gyanendrajena7315 Жыл бұрын
ସମୟ ଏମିତି ଆସିବ ସାଧାରଣ ଜନତା ଏ ପୋଲିସ ଗୁଡାଙ୍କୁ ରାସ୍ତା ଘାଟ ରେ ଗୋଡେଇ ଗୋଡେଇ ବଡେଇବେ।
@GOD_995
@GOD_995 Жыл бұрын
Tuma Katha sata heu
@alokpalai3577
@alokpalai3577 Жыл бұрын
ଏମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଏବଂ ଆଜୀବନ ହେବା ଦରକାର 😊😊😊😊😊😊😊😊😊😊
@ramkrishnapadhi1550
@ramkrishnapadhi1550 Жыл бұрын
😊
@pratapdas3193
@pratapdas3193 Жыл бұрын
ଏଭଳି ପୁଲିସ ଙ୍କ ଊପରେ ଆନ୍ଧ୍ର ଟ୍ରକ ଚଢିଯାଏ ଜଦି ଭଲ ହୁଅନ୍ତା
@debasishbiswal8840
@debasishbiswal8840 Жыл бұрын
ମଦୁଆ ମୁଖ୍ୟମନ୍ତ୍ରୀ, ଲୁଟେରା ସଚିବ, ଦୁର୍ନୀତି ଖୋର୍ ନେତା, ଲାଞ୍ଚୁଆ ଅଫିସର, ମଦୁଆ ପୋଲିସ ବାଲା, ଭ୍ରଷ୍ଟ ପ୍ରଶାସନ, ଭକୁଆ ଜନତା, ଦିଗହରା ଶିକ୍ଷା, ଦାଦନ ଯୁବକ, ଇତ୍ୟାଦି ଇତ୍ୟାଦି ରେ ଚାଲିଛି ଆମ ସମୃଦ୍ଧ, ସୁଦୃଢ, ସକ୍ଷମ ରାଜ୍ୟ ସୁନାର ଓଡ଼ିଶା। କେବଳ ଜଗନ୍ନାଥ ଭରସା ଯେ କିନ୍ତୁ ସେ ନିଜେ ବି ଭୟଭୀତ ବ୍ରହ୍ମ ବିଭ୍ରାଟ ଦିନ ଠୁ।
@thirdeye9492
@thirdeye9492 Жыл бұрын
କାହାକୁ ରଖିବେ କଳା ଗୋସାଇଁ ତା ରତ୍ନ ଭଣ୍ଡାରକୁ ନେଲେ ବୁହାଇ ଧନ୍ୟ ନମ୍ବର ୱାନ ତୁମ ବିଚାର 🤪 ଖଟ ପରେ ଦିଅଁ ହେବେ ଆହାର😭 😭😭😂😄
@dasknowledgecenter8261
@dasknowledgecenter8261 Жыл бұрын
ଯେତେ ପ୍ରମାଣ ଦେଲେ ଏଠି କଣ ହେବ ସରକାର କଣ ଜାଣିନାହାଁନ୍ତି ନେତା କଣ ଅଫିସର କଣ ସବୁ ତ ଏଠି ଲାଞ୍ଚୁଆ.
@prabhakardas4898
@prabhakardas4898 Жыл бұрын
ଶେ ମଦ ଦୁକାନି ଭାଇକୁ ଧନ୍ୟବାଦ
@girishchandrapradhan1983
@girishchandrapradhan1983 Жыл бұрын
All odisha ରେ 100% ପୁଲିସ୍ ବାବୁ ମାନେ ଲାଞ୍ଚ ନେଉ ଛନ୍ତି।
@F2P_player0_0
@F2P_player0_0 Жыл бұрын
Government jebe corrupt police asibe koutu
@nilakanthgouda
@nilakanthgouda Жыл бұрын
ଓଡ଼ିଶା ରେ ଯେତିକି ବେକାର ପିଲା ଆତଙ୍କବାଦୀ ହୋଇ ଏ ମାନଙ୍କ ପେଟ ରେ ବନ୍ଧୁକ ପୁରେଇ ଫୁଟାଇବା କଥା
@ashokkumardash9308
@ashokkumardash9308 Жыл бұрын
Sabu police wala nkara proporty check krajau
@styxgming.......7020
@styxgming.......7020 Жыл бұрын
Sabu paisa khia chor jaka
@pradeepnayakpradeepnayak604
@pradeepnayakpradeepnayak604 Жыл бұрын
Right
@bibhucreation.6598
@bibhucreation.6598 Жыл бұрын
ବାହା ବାହା ରେ ପୋଲିସ.. ଶାଗୁଣା ବିଲୁଆ ଚିକିତ୍ସକ ହେଲେ ରୋଗିକି ପାଇବ ପ୍ରାଣ..
@ramachandra5075
@ramachandra5075 Жыл бұрын
ମୁଁ ବେଳେବେଳେ ଭାବୁଛି ୪୦/୫୦ ହଜାର ଟଙ୍କା ଦରମା ପୋଲିସ ମାନଙ୍କର ୨୦୦/୩୦୦ କୋଟି ସମ୍ପତ୍ତି ଆସୁଛି କେଉଁଠୁ ପୋଲିସ ମାନଙ୍କର ବି audi _ Mercedes ଅଛି ।
@3pradhan237
@3pradhan237 Жыл бұрын
ଆମ ଓଡ଼ିଶାରେ ସବୁ ପୋଲିସ ଲଞ୍ଚୁଆ। ଆମ ଓଡ଼ିଶାକୁ ଭଗବାନ ସାହା।
@kalicharanmahapatra885
@kalicharanmahapatra885 Жыл бұрын
ଏ ମାନଙ୍କ ସବୁ ସମ୍ପତି ଲାଞ୍ଚ ଖାଇଥିବା ଟଙ୍କା ସିଜ୍ କରି ଚାକିରି ରୁ ବାହାର କରାଯାଉ ,ମଦ ପିଇ ଲୋକଙ୍କର ସଂସାର ଉଜୁଡ଼ିଯୌଚି ହେଲେ,,c m ,କହିଛନ୍ତି ମଦ ବିକି ଓ ପିଇ ରେକଡ଼ର୍ କର ମୁ ପ୍ରାଇଁଜ ଦେବୀ,ଧନ୍ୟ ରେ ତି ବିଧିକୁ
@sanjaypradhan2978
@sanjaypradhan2978 Жыл бұрын
30 ଜିଲ୍ଲାର ପୋଲିସ ଲାଞ୍ଚ ନେଉଛନ୍ତି , ତାଙ୍କ ଡ୍ରାଇଭର କହୁଛନ୍ତି ସେ ଜଣେ ଜଣେ ଆଇଆଇସି
@girishchandrapradhan1983
@girishchandrapradhan1983 Жыл бұрын
କିଛି ନୁହଁ ପୁରା ଓଡ଼ିଶାରେ ଏପରି ଚାଲିଛି
@sri1047
@sri1047 Жыл бұрын
କେ ଭାଇ ଲାଞ୍ଚ ଦେଇ ପୋଲିସ୍ ହୋଇଛନ୍ତି ଏବେ ଲାଞ୍ଚ ସେଥିପାଇଁ ନେଉଛନ୍ତି କଣ କରିବେ ଲାଞ୍ଚ ଦେଇଥିବା ଟଙ୍କା ଟା କେମିତି ପାଇବେ 😂😂 ୟେ 5T ନିୟମ 😂😂 ଲଜ୍ୟା ହେଲେ ବି କିଛି ଅଲାଜୁକ support କରି ଜୟ ଜୟ କରୁଛନ୍ତି।
@F2P_player0_0
@F2P_player0_0 Жыл бұрын
😂😂 bahara desare ta reputation kharap India police ra Abe Jana paduchi semane thik kahuchanti 😂
@sri1047
@sri1047 Жыл бұрын
@@F2P_player0_0 dekhiba agaku kn heuchhi
@bhaiteravlogbala
@bhaiteravlogbala Жыл бұрын
Police station ଉଠେଇ ଦେବା ଦରକାର ଏବେ ଆଉ ଇଂରେଜ ନାହାଁନ୍ତି ସିଧା ସଳଖ ସେନା ଶାସନ ଆସୁ ସବୁ ସାବାଡ ହେଇ ଜିବେ।
@bijayamahanty8927
@bijayamahanty8927 Жыл бұрын
Total Balasore distric କୁ ଜାଲରେ ଟାଣିଲେ ବଡ଼ ବଡ଼ ମାଛ (ପୋଲିସ ବାବୁ) ଜାଲ ରେ ପଡ଼ିବେ(ଜାଲ ଟା ମଶାରୀ ଜାଲ , ବଡ଼ ଫାସିଆ ଜାଲ ହେଲେ ମାଛ ଗଲିଜିବେ)
@rabindrarath9474
@rabindrarath9474 Жыл бұрын
ଧନ୍ୟ ଏ ପୋଲିସ ଧନ୍ୟ ଦୁର୍ନୀତି ମୁକ୍ତ ଶାସନ 23ବର୍ଷର ନିର୍ମଳ ଶାସନ 1ନମ୍ବର ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ମୁକ୍ତ ଶାସନ
@thirdeye9492
@thirdeye9492 Жыл бұрын
ପୁଲିସ ମନ୍ତ୍ରୀ ହେ ଦିଅ ନଜର ପ୍ରମୋସନ କର ଏମାନଙ୍କର 5T ଆଦର୍ଶେ ଗଢ଼ା ଏମାନେ ପାର୍ଟି ରେ ମିଶାଅ ଯଥା ସମ୍ମାନେ 😭😂🤪
@stuluachary
@stuluachary Жыл бұрын
ଲାଞ୍ଚୁଆ ପୋଲିସ ମଲେ 10 ଟଙ୍କିଆ କ‌ଏନ୍ ରେ ପୋଡ଼ା ହବ । ଏତେ ଟଙ୍କା ଦରମା ମିଳିଲା ପରେ ମଧ୍ୟ ଲାଞ୍ଚ । ଏ ମାନଙ୍କ ଗୁରୁ ନେତା ମନ୍ତ୍ରୀ ମାନେ ସବୁ ଚୋର ଚଣ୍ଡାଳ ହାରାମି ବେଇମାନ ଚୁତିଆ 🤣🤣🤣
@sisirbhuyan9278
@sisirbhuyan9278 Жыл бұрын
ଡ୍ରାଇବର ମଧ୍ୟ ଏଥିରେ ବହୁତ ଲାଞ୍ଚୁଆ ପୋଲିସ ଗାଡ଼ିରେ ବୁଲି ନିଜକୁ ମଧ୍ୟ ପୋଲିସ ଭାବି ଦେଉଛନ୍ତି l plz ନବୀନ ସାର ଏମାନଙ୍କ ଉପରେ କାରବାହି କରାନ୍ତୁ l
@purnapradhan9553
@purnapradhan9553 29 күн бұрын
❤ ଦୁର୍ନୀତି ଗ୍ରସ୍ତ ଙ୍କୁ ଚକି ପେଷିବାର ବ୍ୟବସ୍ଥା ହେଉ❤
@tsallmix
@tsallmix Жыл бұрын
କଳାହାଣ୍ଡି ଜିଲ୍ଲା ,ଥାନା ମ.ରାମପୁର ପୋଲିସ ସେକେଣ୍ଡ ବାବୁ ବହୁତ୍ ଳାଞ୍ଚୁଆ ଅଛନ୍ତି।
@chinmaysamal2384
@chinmaysamal2384 Жыл бұрын
ଏମିତି କିଛି ପୋଲିସ ପାଇଁ ଆଜି ପୁରା dept ବଦଲାମ 😳😞... ଏମାନଙ୍କୁ ବଦଳାଇବା ପାଇଁ ହେଲେ ପ୍ରଥମେ ଜନତା ବଦଳିବା ଦରକାର, ଜୟ ଜଗନ୍ନାଥ 🙏
@sanam151
@sanam151 Жыл бұрын
ମୁଁ ଦୟା କରି ଓଡିଶା ପ୍ରଶାସନ କୁ ଏତିକି ପ୍ରାର୍ଥନା କରିବି ଯଉ ପୋଲିସ ଏମିତି କାମ କରୁଛନ୍ତି ଦୟାକରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଜୟ ଜଗନ୍ନାଥ 🙏🙏
@rameshchandrasahoo8872
@rameshchandrasahoo8872 Жыл бұрын
Kambal Sara to Bala ! Nua nuhe , aagru thila yebe bi achhi, vabishya te rahithiba, joy jagannath
@santoshnayak6459
@santoshnayak6459 Жыл бұрын
ଖାସ କରି ରାଜନୀତି ରେ ଲଗେଇବା ପାଇଁ 30 ଜିଲ୍ଲାରl ରାଜ୍ୟ ସରକାର ଏହିପରି ପ୍ରୟାସ
@gyanendrajena7315
@gyanendrajena7315 Жыл бұрын
ହଁ ପା ଏ ନବୀନ ପ୍ରଶାସନ ଅନେଇଛି , ଆପଣ ଅନୁରୋଧ କଲେ ସେ ସଙ୍ଗେ ସଙ୍ଗେ action ନେଇଯିବେ ।।
@sanam151
@sanam151 Жыл бұрын
@@gyanendrajena7315 ଠିକ କଥା 🙏🙏
@user-jw5pm8fp6c
@user-jw5pm8fp6c Жыл бұрын
chii odisha sarkar kan kariba
@sudamcharanprusty
@sudamcharanprusty Жыл бұрын
ଲାଞ୍ଚ ଖାଉଛ ବିଷ ଖାଇ ମରୁ ନା ଶଳେ। ବିଷ୍ଟା ଖାଉନ ଶଳେ।ତୁମ ବାପା ମାଆ ଏ ଇ ଶିକ୍ଷ। ଦେଇ ଚାକିରୀ କରାଇଛନ୍ତି
@bijankumarnayak1080
@bijankumarnayak1080 Жыл бұрын
100 ରୁ 80 ପୋଲିସ ଲାଞ୍ଚୁଆ ଭଂଡୁଆ
@ODISHABHAI-eq8jq
@ODISHABHAI-eq8jq Жыл бұрын
ଟଙ୍କା ପ୍ରତି ଏତେ ଲୋଭ ଯେ , ଦରକାର ପଡିଲେ ସେମାନେ ଘର ଲୋକ ଙ୍କୁ ଭଡ଼ା ଲଗାଇ ଦେବେ
@deepakrupali6383
@deepakrupali6383 Жыл бұрын
ମାଗିହା ପୋଲିସ କୁ ଧର ନହେଲେ ଏନକାଉଣ୍ଟର କରିବୁ
@bhubanmohanty3853
@bhubanmohanty3853 Жыл бұрын
5 T ଶାସନର ନମୂନା
@sunilnaik2633
@sunilnaik2633 Жыл бұрын
ସାବାସ ମଦ ବେପାରି ଛାଡନାହିଁ ଏମାନଙ୍କୁ
@sriramprasad4240
@sriramprasad4240 Жыл бұрын
Good awareness for public..
@rkentertainment3226
@rkentertainment3226 11 ай бұрын
ଖାଲି ପୋଲିସ ବାବୁ ଏକା ନୁହଁ ଅନେକ ସରକାରୀ କର୍ମଚାରୀ ଏ ରୋଗରେ ଆକ୍ରାନ୍ତ।
@rabindrasahoo1394
@rabindrasahoo1394 Жыл бұрын
Khaki badri ra apaman.......shame odhissa police 🚓🚨..........
@babulapatiarbabulapatiar8338
@babulapatiarbabulapatiar8338 Жыл бұрын
ପାଠୁଆ ପୁଲିସ୍ ଦରକାର ନାହିଁ କେବଳ ଧର୍ମ ର ଚାଠୁଆ ପୁଲିସ୍ ଦରକାର ସ୍ବାଧୀନତା ର ପୁଲିସ୍
@kuninath9253
@kuninath9253 Жыл бұрын
Bhai khali police nuhen samasta govt department ra sabu talu upara service karuthiba loka nka ei hal no1 govt aamara😀😀😀😁😁😁😡😡😡😡😡
@dasfilms6
@dasfilms6 Жыл бұрын
Odisha reporter very good job
@gobindachandrasoren9957
@gobindachandrasoren9957 Жыл бұрын
If they are not satisfied with their SALARY then Dismiss them from Government Services.Many aspirants are awaiting for Honesty Service.
@tin2ffshorts525
@tin2ffshorts525 Жыл бұрын
Yes me too
@sridharapradhan2758
@sridharapradhan2758 11 ай бұрын
Ohh ki vadea mukhaa.police tote gandi ki Maruni.bhikari Salle.ana tu Pura satia kichhi Janine abe jailre tora rate Kattibu
@udaynarayandas9058
@udaynarayandas9058 5 ай бұрын
He ପ୍ରଭୁ ! ପୃଥିବୀକୁ ଶୀଘ୍ର ଧ୍ଵଂସ କରିଦିଅ ।
@madhabanandaswain4695
@madhabanandaswain4695 9 күн бұрын
ଏମାନଙ୍କୁ ଚାକିରି ରୁ ବିଦକରଜାଉ ଏବଂ emanka sampati jabatta karajau
@bishnuprusty9608
@bishnuprusty9608 Жыл бұрын
ଓଡିଶାରେ କେବେ ବନ୍ଦ ହେବ ଏମାନଙ୍କ ଲଞ୍ଚ କଠରରୁକଠର ଦଣ୍ଡଦିଆଯାଉ
@liveforever6998
@liveforever6998 Жыл бұрын
ରାଜ୍ୟ ର ସବୁ ମଦ ଗଂଜେଇ ବ୍ୟବ୍ୟସାୟୀ ଙ୍କୁ ଯାଇ ପଚାରୁ media ରିପୋର୍ଟର ମାନେ
@nareshpattnaik2454
@nareshpattnaik2454 Ай бұрын
ପ୍ରତିପୋଲିସ ଷ୍ଟେସନରେ ଥିବପୋଲିସ ବାବୁଙ୍କୁ ପୁରା ବିଦକର୍ ପୁର ଘାରକୁ
@sop828
@sop828 Жыл бұрын
Min Qualification for Police Job. " CLEAN GOVERNANCE "
@devil_princess_jyotsna123
@devil_princess_jyotsna123 Жыл бұрын
ଦୁର୍ନୀତି କରୁ ଛନ୍ତି ଏହି ପୋଲିସ ମନେ ମାନେ ଏ ମାନଙ୍କୁ ବିରୁଦ୍ଧ ରେ କଢ଼ା ଅନୁଷ୍ଠାନ ନିଆ ଯାଉ
@CuteNice-pz7ww
@CuteNice-pz7ww Жыл бұрын
U police lady
@minasahoo9290
@minasahoo9290 Ай бұрын
Super 👍 , thunki dea Jail vitare sabu police nku ,5,to10years tahele jai odisha police badalibe ,
@debendranathpanda3064
@debendranathpanda3064 11 ай бұрын
What a good report !
@Pintu_Ghana
@Pintu_Ghana Жыл бұрын
ଭଲ ହେଇଛି l ଏବେ ନାମ ନିଅ
@dudulmamaknowledgetv2502
@dudulmamaknowledgetv2502 Жыл бұрын
ଏତେ ଏତେ ଦରମା ପାଉଛ. ତଥାପି ସଳେ ଲୋଭି.ଏ ଶଳା ଙ୍କ ପାଇଁ ଭଲ ପୋଲିସ ବଦନାମ ହୋଉଛନ୍ତି.
@gurucharanaroutray5955
@gurucharanaroutray5955 Жыл бұрын
Jay jaganntha 🙏🙏🙏
@AnandaMallick-to2mi
@AnandaMallick-to2mi Ай бұрын
Sir ଏଇ ଅଧିକରୁ ଅଧିକ ହେବା କଥା ଏମିତି ମନ୍ତ୍ରୀ ମଣ୍ଡଳ ପ୍ରଶାସନ ଥିଲେ ରାଜ୍ୟ କାଙ୍ଗା ଳ
@Skgbul470
@Skgbul470 Жыл бұрын
ମୋ ପୋଲିସ, ମାନେ ମୁଖ୍ୟ ମନ୍ତ୍ରୀ ଙ୍କ ଖାସ୍ ଲୋକ ମୁଖ୍ୟ ମନ୍ତ୍ରୀ ଙ୍କୁ ଖାତିର କରୁ ନାହାନ୍ତି, ଯେଉଁ ଦିନରୁ 5T କରାଗଲା ସେହି ଦିନ ଠାରୁ ସରକାରଙ୍କୁ ଚେଲେଞ୍ଜ କରି ବେଶୀ ଦୁର୍ନୀତି ଭ୍ରାଷ୍ଟା ଚାର ବଢ଼ି ଚାଲିଛି, ମୋ ସରକାର୍, ଜିନ୍ଦାବାଦ ,
@arundehury4906
@arundehury4906 5 ай бұрын
ଆମ ଓଡ଼ିଶାରେ ନେତା ମନ୍ତ୍ରୀ ପୋଲିସ ସବୁ ଚୋର।ସରକାରଧନକୁ ପୁରୀ ପ୍ରକଳ୍ପନାଆଁରେ ଅନେକ ଟଙ୍କା ମନ୍ତ୍ରୀ ନେଇଗଲେ । ପୋଲିସ ରକ୍ଷକ ହୋଇ ଭକ୍ଷକ ହେଲେ । ନ୍ୟାୟ, ଦେବା ପରିବର୍ତ୍ତେ ଦଣ୍ଡ ଦେଲେ । ହେ ମୋର ଭାଇ ଭଉଣୀ ସଜାଗ ହୁଅ ବିଜେଡି ହଟାଅ।ଶ୍ରୀରାମ
@dilipharichandan4042
@dilipharichandan4042 Ай бұрын
ଏମାନଙ୍କୁ ଅରେଷ୍ଟ କରାଯାଉ ଏମାନେ ଓଡିଶା ର କଳଙ୍କ
@laxmidharsenapati3313
@laxmidharsenapati3313 Жыл бұрын
ସରକାର ଙ୍କ ଠାରୁ ଆଉ ଦରମା କାହିଁକି ନ ଉଛ। ଏମିତିଆ ଭଲ ବେପାର ଆଉ ମିଳିବ କି? ଗୋଟିଏ ମାସର ଦରମା ବି ବାକି ରହିବ ନାହିଁ। ସବୁ ଟଙ୍କା ପୋଲିସ ସାର୍ ଙ୍କୁ ଦେଇଦବା କଥା ନା!ଏ ଛତର ଖିଆ ପୋଲିସ କୁ ଆଗ ଜେଲ୍ ପଠାନ୍ତୁ ମାନ୍ୟବର ହାଇକୋର୍ଟ। ନଚେତ୍ ରାଜ୍ୟ ଟାକୁ ଖାଇଯିବେ। ଭିଜିଲାନ୍ସ ଅଫିସର ଙ୍କୁ ଅନୁରୋଧ ଏମିତି ସାରା ଓଡ଼ିଶା ରେ ବହୁତ ଥାନା ରେ ଏମିତି ଚାଲିଛି ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରନ୍ତୁ ।ଏ ମଦମାଫିଆ ଚୋର କ୍ରିମିନାଲ ଗୁଣ୍ଡା ଦଲାଲ୍ ମାନଙ୍କ ସାଙ୍ଗରେ କିଛି ପୋଲିସ ମିଶି ଆମ ସମାଜକୁ ନଷ୍ଟ ଭ୍ରଷ୍ଟ କରିଦେଲେ।ଓ ଏମାନଙ୍କ ସାଙ୍ଗରେ କିଛି ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି। ସମସ୍ତଙ୍କୁ ଭିଜିଲାନ୍ସ ଚଢ଼ାଉ କରି ଧରିଲେ ଓଡ଼ିଶା ବାସୀ ଖୁସିହେବେ ।ଥାନା ଆଉ ଥାନା ହେଇ ନାହିଁ।ଆଉ ଗରିବ ଲୋକ ନିଦୋଶ ଲୋକ ମାନଙ୍କୁ ନ୍ୟାୟ ମିଳୁନାହିଁ।ଗୁଣ୍ଡା ଚୋର କ୍ରିମିନାଲ ମାନଙ୍କୁ ପୋଲିସ ରାଜନୀତି ରେ ପଡ଼ି ଟଙ୍କା ନେଇ ଛାଡ଼ିଦେଉଚି ।ଓ ନିଦୋଶି ନିରୀହ ଲୋକଙ୍କୁ ଜେଲ୍ ପଠାଇ ଦେଉଛି। ନ୍ୟାୟ ପାଇବା ପାଈଁ ଗରିବ ନିରୀହ ଲୋକମାନେ ଥାନାକୁ ଡରି ଆଉ ଯାଉନାହାନ୍ତି। ପୋଲିସ ର କାର୍ଯ୍ୟକଳାପ ସମସ୍ତେ ଜାଣିସାରିଲେଣି । ଅନେକ ଥାନାରେ ଖାଲି ବେପାର ଚାଲିଛି। ପୋଲିସ ସବୁ ଜାଣି ଏହି କାମ କରୁଛି ।ଏଠି ମାନ୍ୟବର କୋର୍ଟ ଙ୍କୁ ଅନୁରୋଧ ପ୍ରତେକ ଥାନା ଓ ପୋଲିସ ଉପରେ କିଛି ବ୍ୟବସ୍ଥା କରନ୍ତୁ।ଆମ ଆଇନ ପ୍ରଣୟନ କୁ ଏମାନେ ଖେଳ ଘର ବୋଲି ଭାବୁଛନ୍ତି।ଯଦି ମାନୁ ଥାନ୍ତେ ତାହାଲେ ଚୋର ଟାଉଟର କ୍ରିମିନାଲ ମାନଙ୍କୁ ଠିକ୍ ଦଣ୍ଡ ମିଳୁ ଥାନ୍ତା ।ଗରିବ ନିରୀହ ନିର୍ଦ୍ଧୋଷୀ ମାନଙ୍କୁ ନ୍ୟାୟ ମିଳନ୍ତା ।ଜୟ ଜଗନ୍ନାଥ।
@mraja3119
@mraja3119 Жыл бұрын
କିଛି ଛୋଡ଼ି ହବନି ତାର , ଟା ଉପରେ ବଡ ଅଫିସର ଓ ନେତା ମନ୍ତ୍ରୀ ଅଛନ୍ତି , ସବୁ ଅପରାଧ ପଛରେ ନେତା ମନ୍ତ୍ରୀ ପୋଲିସ ସମ୍ପୃକ୍ତ ଅଛନ୍ତି, , ଆଗରୁ ପୋଲିସ ଉପରେ 1000/1000 କେଶ ଅଛି, ଆମ system ସେଇୟା , system ବଦଳିଲେ ସବୁ ବଦଳିବ, ଗୋଟେ ଛୋଟ ପିଲା ଜାଣିଛି ପୋଲିସ ଲାଞ୍ଚ ଖାଏ , ଏଥିରେ ଅନ୍ଧ ପ୍ରଶାସନ କିଛି ଜାଣିନି, ସବୁ 2 ନମ୍ବର ବେପାର ରେ ପୋଲିସ ଚାନ୍ଦା ରହେ ,
@santoshsamal8059
@santoshsamal8059 Жыл бұрын
Very nice Bro.god bless you. Jay Jagannath 😄🥃🍗
@santoshsamal8059
@santoshsamal8059 Жыл бұрын
Police very nice. Office car. Personal use. Government dhamaka. Super fast. Super school. Super House. Jai Jagannath 👍
@devil_princess_jyotsna123
@devil_princess_jyotsna123 Жыл бұрын
ମୋ ସ୍ଵପ୍ନ ପୋଲିସ୍ ହେବା ପାଇଁ but ଏହି ପଇସା ଖିଆ ପୋଲିସ ମାନଙ୍କୁ ଦେଖି ଲେ ରାଗ ଲଗେ ମତେ ଯଦି ପୋଲିସ ପୋଷ୍ଟ ରେ ଥାଆନ୍ତା ହେଲେ ଦେଶ ର ସବୁ ପଇସା ଖିଆ କର୍ମଚାରୀ ମାନଙ୍କୁ ଘୋଷାଡି ଦେଇ ଥାନ୍ତି ,,, ମୁଁ ଏହି ପଇସା ଖିଆ ପୋଲିସ କୁ ଛି କହେ 😠 ,,ଛି ଆମ ଦେଶର ଏ ମନେ କଳଙ୍କ 😠
@samarendraghosh1847
@samarendraghosh1847 Жыл бұрын
Jay Jagannath
@prasantakhuntia9083
@prasantakhuntia9083 Жыл бұрын
Badhia police officer 🙏🙏Sabu khaijibe
@jbjohnstradinglab2483
@jbjohnstradinglab2483 Жыл бұрын
Very good reporting Govt Please arrest the rubbish & third-rate police men & send them behind the bars .
@Skgbul470
@Skgbul470 5 ай бұрын
ଲକ୍ଷ ଲକ୍ଷ ଟଙ୍କା ଦରମା ପାଇ ଯଦି ନିଅଣ୍ଟ ବଜେଟ୍ ସବୁଠୁ ଭଲ ରୋଜଗାର ଘରେ ଚମଡ଼ା ଅଛି ,ଚମଡ଼ା ବ୍ୟବସାୟ କର ଝାମେଲା ନାହିଁ ଭଲ ଦୁଇ ପୋଈସା ମିଳିବ,
@kailashojha1565
@kailashojha1565 Жыл бұрын
ପୋଲିସ ବାଵୁ କଣ ଦରମାରେ ଘରଚଳୁନାହି ଲାଞ୍ଚନୋଉଚ ଲାଜ ଲାଗୁନାଇ କାଇକିଏମିତି କରୁଛ ତମଘରେ କିଛିକୋଉନାହାନ୍ତି🤠🤠
@dularamsoren4887
@dularamsoren4887 11 ай бұрын
ଏ ଚାନ୍ଦା ଭାଗଵଣ୍ଟାରେ ଯାଏ ! ସେଥିରେ ସ୍ଥାନୀୟ ନେତାଙ୍କର ମଧ୍ୟ ଭାଗ ଅଛି ! ନହେଲେ ଇଲେକସନ୍ ବେପାର କେମିତି ହେବ ?
@biswanathlohar2598
@biswanathlohar2598 Жыл бұрын
ଏହାକୁ ଅତି ସିଘ୍ର job ରୁ ବହିସ୍କାର କରାଯାଉ
@sudhirkumar-zr8cl
@sudhirkumar-zr8cl Жыл бұрын
ଆରେ କେବଳ ବାଲେଶ୍ଵର ନୁହେଁ ଜଣେ ବି ପୋଲିସ ସଚ୍ଚୋଟ ନୁହେଁ ଯଦି କିଏ ଜଣେ ବି ଅଛି କୁହ , କିଏ ଲାଞ୍ଚୁଆ ସେଇଟା ଗଣନୀ କିଏ ସଚ୍ଚୋଟ ଜଣେ ଅଛି ଯଦି କୁହ ,
@purnendusarangi3816
@purnendusarangi3816 10 ай бұрын
ଅର୍ଥାତ୍ ଈଲିଶି ମାଛ ଯେମିତି କଣ୍ଟାପୂର୍ଣ୍ଣ, ସେମିତି ପୁଲିସ୍ ଚାକିରୀ ବି କଣ୍ଟାଭର୍ତି।
@bikramkhatoi3849
@bikramkhatoi3849 Жыл бұрын
ଏମାନଙ୍କୁ ବହିସ୍କାର କରାଯାଉ
@chandrabhanubehera4150
@chandrabhanubehera4150 Жыл бұрын
Very good sir
@rkmohanty4891
@rkmohanty4891 Жыл бұрын
All Police Station of Odisha taking bribe in different cases. Who can stop it. If government will change some body can control. Thanks to vigilance department. Such police should be dismissed from their services.
@vikramkesharibehera1616
@vikramkesharibehera1616 Жыл бұрын
ଯେତେକ ପୋଲିସ ସବୁ ଲାଞ୍ଚୁଆ, ତାଙ୍କ ଗାଁ କୁ ଯାଇ History ଦେଖନ୍ତୁ କି, ଗୁପ୍ତ ସୂତ୍ର ରୁ ଖୋଜନ୍ତୁ, Total ମଇଳା ମିଳିବ,
@rabindadas4358
@rabindadas4358 Жыл бұрын
Super
@subashchandrapanda4933
@subashchandrapanda4933 Жыл бұрын
Will 5T secretary visit Balasore and take action immediately ? If not he should disclose his percentage. We are proud of our 5T secretary.
@subashchandrapanda4933
@subashchandrapanda4933 Жыл бұрын
They should be dismissed from service immediately and arrested.
@prafullapanda977
@prafullapanda977 11 ай бұрын
ଲାଁଚ ନ ଖାଇଲେ ମାଇକିନା ଛାଡିକି ପଳେଇବ
@lucalpodalski2239
@lucalpodalski2239 Жыл бұрын
ଖାଲି ବାଲେଶ୍ଵର ଥାନା ନୁହେଁ ଓଡ଼ିଶା ର ଏମିତି କେଉଁ ଥାନା ନାହିଁ ଯାହା ପୋଲିସ ବାବୁ ଲାଞ୍ଚ ନେଉନାହାନ୍ତି, ତମେ ହସ୍ପିଟାଲ, ଥାନା ଯେଉଁଠି ବି ଗଲେ ପ୍ରଥମେ ପକେଟ୍ ଫୁଲ କରି ପଇସା ନେଇକି ଯାଆନ୍ତୁ ନହେଲେ କେହି ବି ସୁନିବେନି ତମ କଥା। ମୁଁ ପାରାଦୀପ ରେ ରୁହେ ଏଠି ତ ଗୋଟେ ହୋମଗାର୍ଡ ବି କୋଟି ପତି
@porsurambhatara8056
@porsurambhatara8056 11 ай бұрын
ଜଯପୁର ଟ୍ରାଫିକ ରେ ପାନ ଦୋକାନ କୋଣରେ ଟଙ୍କା ରଖିବାକୁ କୁହନ୍ତି ଟ୍ରାଫିକ ପୋଲିସ।
@RMalik110
@RMalik110 Жыл бұрын
ଚୁରି ଧନ ବେଶୀଦିନ ନୁହେଁରେ ବାବୁମାନେ
@harekrushnabehera3138
@harekrushnabehera3138 Жыл бұрын
Odisha No_1
@RajaBabu-ce1xm
@RajaBabu-ce1xm Ай бұрын
ଜୟ ଜଗନ୍ନାଥ
@jayantsethi3353
@jayantsethi3353 Жыл бұрын
ଓଡ଼ିଶା ର ସବୁ ଥାନା ରେ ମାସିକିଆ ବଟି ଚାଲିଛି । କାହାକୁ ଅଛପା ନାହିଁ । ଗୋଟେ ଦିଟା ଧରିପକେଇଲେ କଣ ହବ ? ଲଞ୍ଚ ବ୍ୟବସ୍ଥା ଓଡ଼ିଶା ର ପୁର ପଲ୍ଲୀରେ କାୟା ବିସ୍ତାର କରିଛି ।
@kapilashkanhar6501
@kapilashkanhar6501 Жыл бұрын
Mada and ganjei re besi bati maguchanti
@tutor_d
@tutor_d Жыл бұрын
ଭାଇ ର ସାହସ କୁ ମାନିବାକୁ ପଡ଼ିବ। ପୋଲିସ୍ ମାନଙ୍କୁ ପାନେ ଦେଇଛନ୍ତି😅
@arunbehera1948
@arunbehera1948 Жыл бұрын
Verry Good
@pradoshkumar7833
@pradoshkumar7833 Жыл бұрын
ଏମାନଙ୍କୁ କଣ ଦଣ୍ଡ ମିଳିବ
@sankarhembram6150
@sankarhembram6150 Жыл бұрын
ଏଇଟା ହିଁ କୁହାଯାଏ ଓଡ଼ିଶା ର ବିକାଶ ,,,
@parthasarathimishra5052
@parthasarathimishra5052 11 ай бұрын
The concerned police officers should be punished strongly with N. Exemplary. Punishment.
@bahamali126
@bahamali126 Жыл бұрын
Thank you
@vikramkesharibehera1616
@vikramkesharibehera1616 Жыл бұрын
ସେ ପୋଲିସ ଲାଞ୍ଚ ଦେଇକି Job କରିଛି , ସେ ତ ପୁଣି ଯୋଉ ପଇସା ଦେଇଛି ତାକୁ ତ ପୁଣି ଏକାଠି କରିବାକୁ ପଡିବ ନା 😂😂😂
@leisureb9740
@leisureb9740 Жыл бұрын
Ye system all odisha re chaaluchi but ye gote jaga re only dhara heichi ...
@GR-mz9ll
@GR-mz9ll 5 ай бұрын
ମୁଁ ଯେତେ ଖବର ଦେଖୁଚି ଖାଲି I I C ବାବୁ ମାନେ ଲାଞ୍ଚ ନେବାରେ ଧୁରନ୍ଧର ଲାଗୁଚି ଏ କିଛିଟା ବେଚ ର menifacharing ଗୋଟେ ଫ୍ୟାକ୍ଟ୍ରି ରେ ହେଇଚି
@binodkumarmohanty4225
@binodkumarmohanty4225 Жыл бұрын
News bhai good news agi kali police hin lanchua au dusta charitra au gote katha odisha ru jeun dina tharu kebala adharma au papa government kariba sedina tharu odishare sabu dusta jana sesa hoijibe
@abhaynaik3606
@abhaynaik3606 Жыл бұрын
ପୋଲିସ ଵାଲା ଲାଞ୍ଚ ଖାଇ ଖାଇ ପେଟେଇ ଗଲେଣି.... ସବୁ ହାରାମି.... ଭିକାରି ଛି ଛି
@mirrorofyourlife2605
@mirrorofyourlife2605 Жыл бұрын
ଯେଉଁ ରାଜ୍ୟରେ ଚୋର ନେତା ଗୁଣ୍ଡା ନେତା ର ଅଭାବ ନାହିଁ ସେ ରାଜ୍ୟର ଅବସ୍ଥା କଣ ହେବ ।
@prafullabarik7085
@prafullabarik7085 5 ай бұрын
ଇନୋଭା ଗାଡ଼ି କିଣିବେତ ପଇସାର ଅଭାବ ପଡୁଛି ।
@prasantakumarkhanda826
@prasantakumarkhanda826 Жыл бұрын
Sate sister thank Sat
@mangulidehuri514
@mangulidehuri514 Жыл бұрын
ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଏଠି BJD ପାଣ୍ଠି ବୃଦ୍ଧି ପାଇଁ Hocker କରି ବସା ଯାଇଛି। କିନ୍ତୁ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଯେ ଓଡ଼ିଶାର ରାଜସ୍ବ ବୃଦ୍ଧି ହେଉଛି।
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 123 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 82 МЛН
Clowns abuse children#Short #Officer Rabbit #angel
00:51
兔子警官
Рет қаралды 76 МЛН
Conversation Of Constable Who Taken Bribe
7:29
Kanak News
Рет қаралды 1,9 МЛН
KANAK TV NEWS HOUR POLICE RA ASSAL CEHERA 061214
51:16
Kanak News
Рет қаралды 216 М.
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 123 МЛН