🔵 One To One With BJP Leader Mohan Charan Majhi || Kanak News

  Рет қаралды 241,539

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha

Пікірлер: 262
@sashi184
@sashi184 Ай бұрын
ମୁଖ୍ଯମନ୍ତ୍ରୀ ହେବା ପରେ କେଉଁମାନେ ଦେଖୁଛନ୍ତି ଏହି ଭିଡିଓ.....
@Slgopp
@Slgopp Ай бұрын
ମୁଁ
@bhagirathihembram7029
@bhagirathihembram7029 Ай бұрын
Ju ​@@Slgopp
@Ashutosh_jena741
@Ashutosh_jena741 Ай бұрын
Mu
@BalaramPradhan-wr4eu
@BalaramPradhan-wr4eu 10 ай бұрын
ପାଗଳାମି ବାଚସ୍ପତି ପ୍ରମିଳା ମଲ୍ଲିକ କିଛି ନ ବୁଝି ଆକ୍ସନ ନେଉଛନ୍ତି,ଜୟ ମୋହନ ମାଝି,ଜୟ ଆଦିବାସୀ
@rasmikingr.r.r.3885
@rasmikingr.r.r.3885 Ай бұрын
Congratulations new CM 💐💐
@godblessyou7640
@godblessyou7640 Ай бұрын
Bala 😂
@kamrajbaskey7215
@kamrajbaskey7215 Ай бұрын
​@@godblessyou7640oh rago laguchhi
@sagarsahu6959
@sagarsahu6959 Ай бұрын
Who are there after CM
@mediaunlimited5411
@mediaunlimited5411 Ай бұрын
Me
@nimainjena7631
@nimainjena7631 Ай бұрын
​@@mediaunlimited5411😅
@mc.videotape1495
@mc.videotape1495 Ай бұрын
Salute your bravery... Sir.... Love❤ from Mayurbhanj, baleswar
@ganeswarbehera-fj6yu
@ganeswarbehera-fj6yu Ай бұрын
ଧନ୍ୟବାଦ ମୋହନ ଭାଇ । ଜୟ ଶ୍ରୀରାମ ।
@raj_creativity8040
@raj_creativity8040 10 ай бұрын
Great answer majhi sir super
@krutibashmohanta968
@krutibashmohanta968 Ай бұрын
ମିଛ ଆଉ ପାପ କେବେବି ଲୁଚି ରୁହେନି ଆଜି ଧର୍ମର ଜୟ ହେଇଛି ମୋହନ ସାର ଜିନ୍ଦାବାଦ
@uttamkumarbarik552
@uttamkumarbarik552 10 ай бұрын
Mohan majhi is correct person.
@anantaroula3407
@anantaroula3407 Ай бұрын
ଆପଣ କାହିଁକି ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ଆପଣଙ୍କ ମିଡ଼ିଆକୁ ଡାକିନଥିଲେ' ବୋଧେ ଡରୁଛନ୍ତି।
@radhakantasenapati4610
@radhakantasenapati4610 Ай бұрын
Purbatana cm ku daki ki interview naba pai ye sala ra oukat nathila ,kintu Amara bartamana ra CM jane sadha rana adivasi loko sethi pai besi gapuchi a sala ,odisha basi sabu jani chanty ye sala ankor ra oukat kan , mu kebe bi kanak news para kete jana ankor nku mu pasand kare ni ,karana amena sabu Paisa juade amane siade ,sala chora jako
@Slgopp
@Slgopp Ай бұрын
ନବୀନ କୁ ପାଣ୍ଡୁ ମଦ ଦେଇକି ଶୋଇପକେଇଛି.... ତା ହୋସ ଥିଲେ ସିନା interview ଦବ 🤣🤣🤣
@user-me8vi1gi2c
@user-me8vi1gi2c Ай бұрын
ନବୀନ ପଟ୍ଟନାୟକଙ୍କୁ ଏମିତି ତ କେବେ ପଚାରି ଛ କି ବାଚସ୍ପତି କୁ ବି ପଚରାଯାଉ
@ratnakarmohapatra4
@ratnakarmohapatra4 10 ай бұрын
Great MLA
@jagannathgomango9704
@jagannathgomango9704 10 ай бұрын
Apana darantu nahin aame odishabasi pachhare achhu,
@Bou.com1437
@Bou.com1437 Ай бұрын
ସିଂହ ଜାତକ ମୁଖ୍ୟ ମନ୍ତ୍ରୀ
@dushmantakhuntia2477
@dushmantakhuntia2477 Ай бұрын
Kanak niwus 😮bjd Gulam
@nabakishorelenka1915
@nabakishorelenka1915 Ай бұрын
ମନୋରଞ୍ଜନ ସାର୍ BJD ସରକାର ଙ୍କ ଦୁର୍ନୀତି କାର୍ଯ୍ଯ କଳାପ ବିଷୟରେ କିଛି ଜାଣି ନାହାଁନ୍ତି ନା ଜାଣି କି ଅଭିନୟ କରୁଛନ୍ତି
@Jayanti566
@Jayanti566 Ай бұрын
Right 👍
@sidhikumari9025
@sidhikumari9025 Ай бұрын
Manaranjan Mishra jane probala bada actor ta😅
@ratancakrboty5919
@ratancakrboty5919 Ай бұрын
He is a good actor
@pratapchandramahanand1405
@pratapchandramahanand1405 Ай бұрын
Aeta ki sambadika ma. Khali chata kukur ta
@arabindakandal2984
@arabindakandal2984 Ай бұрын
Bjd ra media manuranjan misra...
@biswachinmayaacharya2543
@biswachinmayaacharya2543 Ай бұрын
well Deserved Chief Minister👍👍
@pramodkumarrout7641
@pramodkumarrout7641 Ай бұрын
During one to one discussion,Sri Mohan Majhi now Chief minister had confidently told for formation of Government after winning next election. Now he became Chief Minister,Odisha. Congratulations Hon'ble Chief mini😮ster. Jay jagannath,Jay Maa Tarini.
@subalparida
@subalparida Ай бұрын
Who came here after Chief Minister ❤
@BeheraBIZ
@BeheraBIZ Ай бұрын
Mu
@ckmeatngfarmer836
@ckmeatngfarmer836 Ай бұрын
ମନୋଜ୍ ଗୋଟିଏ ହିଞ୍ଜିଡା। ନବୀନ ସାର କୁ କେବେ ନ୍ୟୁଜ ରୁମ୍ କୁ ଡାକିଛକୀ। ଆପଣଙ୍କୁ ଇଂରାଜୀ ଆସେନି ସେଥିପାଇଁ ନବିନ ସାର୍ କୁ ଡାକୀ ବାକୁ ଡରୁଥିଲେ
@diptimayeesahoo4367
@diptimayeesahoo4367 Ай бұрын
Bala , se dakini nuhe Naveen Pati re banda achi se asuni .....be chodi pua odia Channel re odia re Katha hebani au kouthire Katha heba ?
@pradeeporam7585
@pradeeporam7585 Ай бұрын
Perfect person selected as CM of Odisha
@umakantadas1325
@umakantadas1325 Ай бұрын
ଆଜି ଉତ୍ତର ପାଇଲେ ପୂର୍ବତନ ବାଚସ୍ପତି ମନୋଜ ବାବୁ ଆପଣଙ୍କ ପ୍ରଶ୍ନର ଉତ୍ତର ବାଚସ୍ପତି ସିନା ନୂଆ ହେଲେ ସେ ଜଣେ ବରିଷ୍ଠ ନେତ୍ରୀ ହୋଇ ସେହି ସମୟର ଘଟଣା ବଳିରେ ପ୍ରକୃତ ବିଚାର ତ କରିବାର ଥିଲା ।
@SunakarNayak-cj8qv
@SunakarNayak-cj8qv Ай бұрын
କନକ ଟିଭି ନିଉଜ ସାରଙ୍କୁ ମୋର ଅଭିନନ୍ଦନ ଜଣାଉଛି,,,, ଓଡିଶା ରପୂର୍ବତାନ ମୁଖ୍ୟ ମନ୍ତ୍ରୀ ଙ୍କୁ କେବେ ପ୍ରଶ୍ନ କରି ନାହାନ୍ତି ।ଆପଣ ତାଙ୍କୁ ଡରୁ ଥିଲେ ।
@mrhimanshu7589
@mrhimanshu7589 Ай бұрын
Congratulations sir for odisha cm
@Bidya-Bhadrak9pj1ew3d
@Bidya-Bhadrak9pj1ew3d 10 ай бұрын
ଡାଲି ଉପହାର ଠିକ୍ ଥିଲା । ହେଲେ ରୋଷେଇ କରି ଡାଲି ଦବାର ଥିଲା । ବିଧାନ ସଭାରେ ଅଯୋଗ୍ୟ ହାତରେ ଶାଳଗ୍ରାମ ।
@nabakishorelenka1915
@nabakishorelenka1915 Ай бұрын
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
@nabakishorelenka1915
@nabakishorelenka1915 Ай бұрын
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
@nabakishorelenka1915
@nabakishorelenka1915 Ай бұрын
ଶାସନ ଗାଦି ରେ ଥିବା ମନ୍ତ୍ରୀ ଓ ନେତା ମାନେ ଯଦି ସାମ୍ବିଧାନିକ ବ୍ୟବସ୍ଥା କୁ ଉଲଂଘନ କରିବେ ତହେଲେ ଅନ୍ୟମାନେ କରିଥିବା କିଛି ମାତ୍ରା ର ତୃଟି କୁ ଆପଣ ଏତେ ପରିମାଣ ରେ ତର୍ଜମା କରିବା ସମିଚୀନ ନୁହେଁ।
@janardanpanda5378
@janardanpanda5378 Ай бұрын
ଆପଣ ସାମ୍ବାଦିକ ହୋଇ ନିରପେକ୍ଷ ଭାବରେ ରୁହନ୍ତୁ
@hatiahatia9298
@hatiahatia9298 Ай бұрын
ଏଇ ନିୱଜ଼ ଵାଲା ପକା ଟାଉଟର
@user-qe5xx3bk9f
@user-qe5xx3bk9f Ай бұрын
ଏ ଭଳି କେବେ ନବୀନ ବାବୁଙ୍କୁ ପଚାରିଛନ୍ତି,,, ଲଜ୍ୟା ଲାଗୁନି
@manmathsatapathy447
@manmathsatapathy447 Ай бұрын
ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ କୌଣସି ପଦ ପଦବୀରେ ଯୋଗଦାନ କରିବାବେଳେ ନିଜର ଯୋଗ୍ୟତା ସଂପର୍କ ରେ ସଚେତନ ହେବା ଦରକାର। ଅନେକ ସମୟରେ ପ୍ରେସ ମିଡିଆର ସାମ୍ବାଦିକ ମାନେ ସବୁ ଜାଣିବି ଅଭିନୟ କରି ଥାଆନ୍ତି। ଆଜିର ସମାଜରେ ଜଣେ ସାଧାରଣ ମଣିଷ ଶୀର୍ଷ ସ୍ଥାନରେ ବସିବାବେଳେ ଅନେକ ପ୍ରଶ୍ନର ସମ୍ମୁଖୀନ ହୁଏ।ମୋର ଦୃଢ ବିଶ୍ବାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଦକ୍ଷ ଶାଷକଭାବେ ନିଜକୁ ଗୌରବାନ୍ୱିତ କରିବେ। ଜୟ ଜଗନ୍ନାଥ।
@asisdash4466
@asisdash4466 Ай бұрын
Congratulations new CM 🎉🎉
@AbhayakumarMahunta
@AbhayakumarMahunta Ай бұрын
Mahon majhi the super
@niharpalai3774
@niharpalai3774 Ай бұрын
E chora ମନୋରଞ୍ଜନ ସବୁ ଜାଣିଛି BJD thu ଟଙ୍କା ଖାଇଛି
@SstarRajesh
@SstarRajesh 2 ай бұрын
Mohon bhai jindabad ❤❤❤🎉🎉🎉
@user-ki2tm1ur6i
@user-ki2tm1ur6i Ай бұрын
Congratulations new cm
@user-lc9mm6vv1v
@user-lc9mm6vv1v Ай бұрын
Good desion
@jogeswarmajhi4529
@jogeswarmajhi4529 10 ай бұрын
ଯାହା ଆପଣ ପୋଷ୍ଟ ଦେଖେଇ ଲେ ତାହା ବିଜେଡି ଚାକର ମାନଙ୍କର କାରନାମା ଓଡ଼ିଶା ବାସୀ ଠିକ୍ କଣ ଭୁଲ କଣ ହିସାବ ଦେବେ।
@Mahakal123g
@Mahakal123g Ай бұрын
Cm Odisha
@janardanpanda5378
@janardanpanda5378 Ай бұрын
ମହିଳା ହେଲେ କଣ ହେଲା ନିରପେକ୍ଷ ଭାବରେ ରହିବା ଆବଶ୍ୟକ
@kuanrtudu9960
@kuanrtudu9960 10 ай бұрын
ପ୍ରମିଳା ମଲ୍ଲିକ ଶିଶୁ ମାନଂକ ଡାଲି କୁ ଚୁରି କରିଥିଲେ ବଲୀ ସେ ଡାଲି କୁ ଦେଖି ଡରୁଛନ୍ତି । ଏଇଟା ଯଥେଷ୍ଟ ପ୍ରୋମାଣ ।
@kishankisku1196
@kishankisku1196 10 ай бұрын
ଡାଲି ଚୁରୁଣୀ କୁ ଡାଲି ରାନ୍ଧି କି ଦେବା କଥା 😅😅😅😅
@debendranarayandash9040
@debendranarayandash9040 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏 ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅଭିନନ୍ଦନ 🇹🇯
@rakeshsahooofficial2402
@rakeshsahooofficial2402 Ай бұрын
Congratulations new CM❤❤
@basantibalapanigrahi5289
@basantibalapanigrahi5289 10 ай бұрын
You are correct
@sudamhelp9917
@sudamhelp9917 Ай бұрын
ସବୁ ଠିକ୍ ଅଛି କିଛି ଭୁଲ ନାହିଁ
@atulyakumar9186
@atulyakumar9186 Ай бұрын
CM Sir🫡
@ashalatajena9035
@ashalatajena9035 Ай бұрын
Manoj sir ଆପଣଙ୍କର କହିବାର କଥା ଟା ବହୁତ୍ କର୍କସ ଅଛି ଆମେ ଜାଣିପାରିଛୁ
@BioiniBipini-ye6yb
@BioiniBipini-ye6yb Ай бұрын
You are bad
@abhisekmishra6603
@abhisekmishra6603 Ай бұрын
New cm sir🎉🎉
@adumallick2027
@adumallick2027 Ай бұрын
ଠିକ୍ କହିଛନ୍ତି ସାର ଧନ୍ଯବାଦ
@prakashotta3538
@prakashotta3538 Ай бұрын
ଧର୍ମ ର ହେବ ଜୟ......jay jagarnatha jay mohan bhai..
@balabhadratantytanty8917
@balabhadratantytanty8917 Ай бұрын
Face to face correct 👏👏👏👏 imandari Mukhyamantri is Mahan sir 🙏🪔🙏🙏🇮🇳🇮🇳🇮🇳
@DipakRoky1234
@DipakRoky1234 Ай бұрын
ଜୟ ଓଡ଼ିଶା
@Veer4u
@Veer4u Ай бұрын
ମନୋରଞ୍ଜନ ବାବୁ କନକ ଟିଭି ର ସତ୍ ସାହସ ଅଛି ତ ଥରେ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କୁ ଏମିତି ପ୍ରଶ୍ନ କରିକି ଦେଖା। ସେଥିରେ ତୁମର ପାରିବ ପଣ ଜଣା ପଡନ୍ତା। ମନୋରଞ୍ଜନ ବାବୁ, ତୁମେ ଭୁଲି ଯାଉଚ ଯେ ତୁମେ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରୁଚ, ତୁମ ଶରୀର ର ଭାଷା ଜମା ଶୋଭନୀୟ ନୁହେଁ।
@shortvideo9192
@shortvideo9192 Ай бұрын
Super our cm❤❤❤
@RajuRaju-tf5zd
@RajuRaju-tf5zd 10 ай бұрын
Cm ବିରୁଦ୍ଧରେ ସ୍ୱାଧିକାର ନୋଟିସ୍ ଆଣିଲ ସେଥିପାଇଁ ସେମିତି କଲେ
@riteshkumarsahoo365
@riteshkumarsahoo365 Ай бұрын
Who Come After Cm
@Satyaranjan-S
@Satyaranjan-S Ай бұрын
Congratulations sir sri Mohan Charan Majhi
@Koslikala
@Koslikala Ай бұрын
Mohan Majhi
@padminibankara8222
@padminibankara8222 Ай бұрын
ଏ ବାବାରେ e ଲୋକ ବହୁ dengar
@sureshmajhi3488
@sureshmajhi3488 10 ай бұрын
ଭିଜୁଆଲ ଦେଖି ବାର ଥିଲା।
@chandanhansdah1313
@chandanhansdah1313 10 ай бұрын
Joy mahon sir
@MinoGadaba-yq6ge
@MinoGadaba-yq6ge Ай бұрын
जय जगन्नाथ
@udhura224
@udhura224 Ай бұрын
ଅତି ସୁନ୍ଦର CM ❤❤❤
@user-ko4je2ki3w
@user-ko4je2ki3w Ай бұрын
ମୋର ଗୋଟେ request ସାର ଆପଣ ସବୁେବେଳ news ବାଲାକ୍ ସାଗରେ constant ରଖନ୍ତୁ ତେବେ ଭଲ ଖରାପ ଜାଣି ପାରିବେ କିନ୍ତୁ pandian ଭଳି କମॆ ଚାରି ରଖନ୍ତୁ ନାହିଁ ଜଉଟା ଜାଣି ପାରିବେ ତାର ତୁରନ୍ତ action ନିଈଯାଉ ଦୂତ ରାଷ୍ଟ୍ର ଭଳି ବସିଯିବେନି ଦଶରଥଙ୍କ ପୁଅ ରାମ ଭଳି କାମ କରନ୍ତୁ
@DhirenMohanta-kb6wc
@DhirenMohanta-kb6wc Ай бұрын
LLB ର talent ସାଧାରଣ ଲୋକର ନୁହେଁ 👌
@ratancakrboty5919
@ratancakrboty5919 Ай бұрын
Jay ho Mohan Majhi
@BachanPradhan-ob7op
@BachanPradhan-ob7op 10 ай бұрын
BJ P Netankara thike Bichardhara Achi
@SstarRajesh
@SstarRajesh 2 ай бұрын
Jai Bjp Jai keonjhar jai maa tarini 🙏 ❤❤❤🎉🎉🎉🎉
@niranjanbehera9276
@niranjanbehera9276 Ай бұрын
ତାବିଚାର ଜନସାଧାରଣ କରିସାରିଛନ୍ତି
@ashokkumarmaharana781
@ashokkumarmaharana781 Ай бұрын
Strong fight ..Manoranjan babu ete deeply question karuthile but answer ta jabardast thila Mohan majhi sir nkara sei time re....ebe ta se CM 🤙 🎉🎉🎉kemiti dekhuchanti esabu old conversation ku?hadbadi jaunahanti ta Manoranjan babu 😂
@Sumit.yyy222
@Sumit.yyy222 Ай бұрын
BJP bahut bhala party.adibasi ku bahut guruta deu chhanti.odisha adibasi janiba katha.jay bharat maata Jay sriram Jay jagannath.
@AshutoshBehera-qd3gd
@AshutoshBehera-qd3gd Күн бұрын
ଆପଣ ଆମ ମାନଙ୍କୁ3500 ଦିଆଯାଉ
@rakeshsahooofficial2402
@rakeshsahooofficial2402 Ай бұрын
ମାଡୁଆ ମନୋରଞ୍ଜନ😂😂😂
@sudhalsahoo6422
@sudhalsahoo6422 Ай бұрын
Good sepike
@AshutoshBehera-qd3gd
@AshutoshBehera-qd3gd Күн бұрын
ସିଏମ୍ ସାର୍ ଆପଣଙ୍କୁ ମୋର ଅଶେଷ ପ୍ରଣାମ ମୁଁ ଗୋଟିଏ ବିଧବା ପିଲା କୁ ଧରିକି ଚଳିବା ଵହୁତ କଷ୍ଟ ସେଥିପାଇଁ ଆପଣ ଙ୍କୁ ଅନୁରୋଧ ବିଧବାଙ୍କୁ ସବୁ ଦିଆଯାଉ
@chinup3599
@chinup3599 Ай бұрын
Congratulations to our new CM🎉
@kuidinakandhamal7070
@kuidinakandhamal7070 Ай бұрын
Odisha re kebala mohan sir nkara sasan abasyaka
@meghamalanayak3845
@meghamalanayak3845 10 ай бұрын
Durniti gratsth minister damega hebe ni.mohan majhi damega hebakan kahu chhanti.Manoranjan babu. Tike chinta kar.
@jagannathpanigrahi5286
@jagannathpanigrahi5286 10 ай бұрын
ପାର୍ଲ୍ୟାମେଣ୍ଟରେ ଅନେକ ପ୍ରକାର ଘଟଣା ଘଟୁଛି। ବାଚସ୍ପତି କହି କହି ହାଲିଆ‌ ହୋଇ ଯାଉଛନ୍ତି। ହଠାତ୍ ସସ୍ପଣ୍ଡ କରାଯାଉନାହିଁ।
@milumilu5517
@milumilu5517 Ай бұрын
There are no questions except Dali Dali dali......
@rajkishorsahu7686
@rajkishorsahu7686 28 күн бұрын
ଏ reprter ମାନେ ନବୀନ ପଟ୍ଟନାୟକଙ୍କ ସାକ୍ଷାତ୍ ନେବାକୁ କେବେ ସାହସ କରିନଥିଲେ କିନ୍ତୁ ସେ ଖୁବ୍ ଭଲ ବୋଲି ପ୍ରଚାର କରି ଚାଲିଥିଲେ
@pipilipaban5389
@pipilipaban5389 Ай бұрын
Manoj sir apanankara tk prabala ru ATI prabala galu dosa rahuchi, gote question ku kholi kholi 100 question kariki kai ama time loss karuchanti, jadi prakrutare interview nebara echha nahi tahale channel chhadi aau kan kama karantu, aau jadi thik se kama karibara echha achhi tahale adhikaru adhika relevant questions pacharantu. Kai se galu question karuchanti, se future chief minister.
@Kalingatraveller636
@Kalingatraveller636 Ай бұрын
ନବୀନ - ଓଡିଶା ରେ ଓଡ଼ିଆ ଆସେ ନାହିଁ ❌ ମୋହନ ମାଝି - ଓଡିଶା ରେ ହିନ୍ଦୀ ଆସେ ନାହିଁ ✅
@PuteleKulamani
@PuteleKulamani Ай бұрын
C.M sir sir amane katha ku bulauchhanti❤❤❤❤❤
@GangadharSahu-ve1jn
@GangadharSahu-ve1jn Ай бұрын
Honourable chief minister sir pranam .anew course was started in all medical colleges of odisha i.e.o.t technician whoch is most essential for operation theatre in all hospital.so i pray to your gracious enough through this channel to take early action for appointment of o.t.technician
@tapasrout43z
@tapasrout43z 10 ай бұрын
Mohan sir is the best.... MLA
@krupasahu564
@krupasahu564 10 ай бұрын
You are very brave MLA sir
@user-sd1vl9eu5e
@user-sd1vl9eu5e 3 ай бұрын
Do. not play the role of adivasi. Now u r MLA. You play role of MLA. Do not be. Show man You are my junior and student of my father.
@JADUMANIPATRA-ks1vb
@JADUMANIPATRA-ks1vb Ай бұрын
ମନରଞ୍ଜନ ମିଶ୍ର ଚାକର ବାକର ଙ୍କୁ ପଚାରିଲା ଭଳିଆ ପଚାରୁଛନ୍ତି ଜଣେ ନେତାଙ୍କୁ ତାଙ୍କ କଥା ବାର୍ତା ଗୁଣ୍ଡା ଗିରିଆ ଭଳିଆ
@iswarnayak1383
@iswarnayak1383 10 ай бұрын
Ete bhasan mariba purbaru ,fast visual dekha jau, ta pare, Katha barta ,mohan babu is the best. ,,?
@tanisha716
@tanisha716 Ай бұрын
Mohan majhi will not be a puppet CM, i realised after seeing this interview
@Aviator_7940
@Aviator_7940 Ай бұрын
Absolutely
@olituncreativeproductions2995
@olituncreativeproductions2995 Ай бұрын
Absolutely right ❤❤
@rajendraroul199
@rajendraroul199 Ай бұрын
Absolutely Its a bjd agenda for next panchayat election.
@lofimiusic20
@lofimiusic20 Ай бұрын
Galuwa manaranjan sir
@aarzoo4168
@aarzoo4168 Ай бұрын
2017 to Zilla stariya Amala manakar Entry Level Qualification Gradation with Computer knowledge hethiba satwe ,Maric qualification ra salary i.e Grade pay 1900 dia jauchhi.
@nabinlaguri6917
@nabinlaguri6917 10 ай бұрын
Right mohan
@abhijit1455
@abhijit1455 10 ай бұрын
Kanak news r editor manage heichi bjd dwara , kehibele sarkar nku tana deiki katha sunipariluni aji jaen
@user-mm2bm6el5c
@user-mm2bm6el5c Ай бұрын
Mohan majhi jete bel bidhayka thile jane polic adhikari tanku kichi kahitil mukhamantryi heba pare acsan nebeboli kuhajauchi bachaspati nka uparaku Dali phingi baku kan karajiba
@aarzoo4168
@aarzoo4168 Ай бұрын
Nabin Sarkar michha pratisruti dei thaki dele.
@sibusahoo1242
@sibusahoo1242 Ай бұрын
CM🎉🎉🎉🎉
@manoj__sini1603
@manoj__sini1603 Ай бұрын
Mr manoj BJD Loka...
@user-ym6kb4yf3y
@user-ym6kb4yf3y Ай бұрын
ଅନ୍ୟା କୁ ଆନ୍ୟା ମାରିବା ହିଁ ନିୟା
@madanmohansial3485
@madanmohansial3485 10 ай бұрын
Manoranjan Mishra very talented journalist is present in the studio, some one saying that he absconding.
@Twins_Lifestyle
@Twins_Lifestyle Ай бұрын
ନୂଆ ବାଚସ୍ପତି ହେଲେ ବି ସେ କ'ଣ ନିୟମ କାନୁନ ପଢ଼ିକି ସେ ଅନୁସାରେ କାର୍ଯ୍ୟ କରିପାରିବନି ନା କ'ଣ...?
@balabhadratantytanty8917
@balabhadratantytanty8917 Ай бұрын
Yes sir 6 thar bidhayak surely anubhabi new nhanty Yes Mahan sir is right akhi tharo anguli Kariba krezy atitude karuthiba manku right jabab
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 23 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 19 МЛН
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН
Inside Out Babies (Inside Out Animation)
00:21
FASH
Рет қаралды 20 МЛН
Khola Katha With BJP’s Mohan Majhi
7:24
OTV
Рет қаралды 477 М.
BJP Leader Mohan Majhi On Odisha Assembly Proceedings
2:50
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 23 МЛН