Politics Heats up over State Cabinet's Decision of Recruitment of Over 18,000 Teachers

  Рет қаралды 100,675

OTV

OTV

24 күн бұрын

ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି
ଦୀର୍ଘ ୧୦ ବର୍ଷ ପରେ ରାଜ୍ୟରେ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବାକୁ ଯାଉଥିବା ବେଳେ ତାକୁ ନେଇ କେଁ । ୧୮ ହଜାର ୭୮୮ ଶିକ୍ଷକ ନିଯୁକ୍ତି ନେଇ ଗତକାଲି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛି । ତେବେ ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି ।
#TeacherRecruitment #StateCabinet #Politics #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 332
@DeepakPradhan11
@DeepakPradhan11 21 күн бұрын
ଶ୍ରମିକ ଦିନକୁ - 600
@tulusirdaspattanayak5671
@tulusirdaspattanayak5671 21 күн бұрын
ରେ ଭାଇ ଆମ ଭାଗ୍ୟ ଖରାପ।୬ ଟା ପରୀକ୍ଷା ଦେଇ ସାରିବା ପରେ ଆମେ ଅଣ୍ଡିରା କି ମାଈ ଆମେ ନିଜେ ଜାଣି ପାରୁନାହୁଁ। ବିଜେଡି ସରକାର ଆମକୁ ବାସନ୍ତୀ ବୋଲି ଆକ୍ଷା ଦେଉଥିବା ସମୟରେ ବିଜେପି ମୁଣ୍ଡ ଆଉଁସି ଆମକୁ ବସନ୍ତ କହୁଥିଲା। ଏବେ ବିଜେପି ଗାଦି ରେ ବସିଲା ପରେ ଆମକୁ ବାସନ୍ତୀ କହୁଛି ବିଜେଡି ଏଵେ ବସନ୍ତ କହୁଛି।
@studypoint1280
@studypoint1280 21 күн бұрын
ଓଡ଼ିଶାବାସୀଙ୍କର ନୂଆ ସରକାରଙ୍କ ଉପରେ ବହୁତ ଆଶା ଓ ଭରସା ଅଛି, ଦୟା କରି ପୂର୍ବ ସରକାରଙ୍କର schematic ନାମ ରେ ଯେଉଁ ଘୃଣ୍ୟ ପ୍ରଥା ସୃଷ୍ଟି କରିଛନ୍ତି ତାହାକୁ ବନ୍ଦ କରି ନିୟମିତ ଚାକିରି ଦିଆ ଯାଉ । Entrance ଦେଇକି ct kariba, ତା ପରେ 2 ଟା ବୋର୍ଡ exam ଦେବ, ତା ପରେ otet ତା ପରେ cbt exam ଦେଇକି ଚାକିରି କରିବ ହେଲେ ଦରମା ଦିନକୁ 400 ଟଙ୍କା ରୁ କମ। ହେ ମୋହନ ସରକାର ୟା ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ଦେବେ ବୋଲି ଓଡ଼ିଶାବାସୀଙ୍କ ବିଶ୍ବାସ😢
@PratyashaTripathi
@PratyashaTripathi 21 күн бұрын
An aspirants minimum eligibility to be a Junior Teacher schematic:
@user-pt7lu4bt3k
@user-pt7lu4bt3k 21 күн бұрын
ସାର୍, ଯୋଜନା ଭିତ୍ତିକ / regular job ଦେବା କଥା high court ଙ୍କ କାମ ନୁହଁ.. ଏଇଟା ଆପଣଙ୍କ ସରକାରର କାମ.. BJP ରେଗୁଲାର ନିଯୁକ୍ତି ଦେବେ ବୋଲି କହିଥିଲେ.. ଆଉ ପ୍ରାଥମିକ ଶିକ୍ଷକ ଆଶାୟୀ ଆପଣଙ୍କୁ ଭୋଟ ଦେଇଥିଲେ.. ତେଣୁ ବାହାନା କରନ୍ତୁ ନାହିଁ.. REGULAR ଭାବରେ ନିଯୁକ୍ତି ଦିଅନ୍ତୁ
@shivashakti_2023
@shivashakti_2023 21 күн бұрын
ସରକାର JTS କୁ Regular ନିଯୁକ୍ତି ଦିଅନ୍ତୁ l
@kkvlogs1819
@kkvlogs1819 21 күн бұрын
ପୃଥିବୀ ର ସପ୍ତାଶ୍ଚର୍ଯ୍ୟ ରେ 2023 ଜୁନିଅର teacher ନିଯୁକ୍ତି କୁ ରଖାଯାଉ କାରଣ ଏହାର ପ୍ରକୃତ ସମସ୍ୟା କଣ ଏବଂ ଏହାର ସମାଧାନ ର ବାଟ କଣ କେହି ବି ଜାଣି ପାରୁ ନାହାଁନ୍ତି 😢😢😢😢😢
@dhanurjaymunda2394
@dhanurjaymunda2394 21 күн бұрын
ନିଯୁକ୍ତି କୁ ସ୍ୱାଗତ କରୁଛୁ କିନ୍ତୁ କଣ ପାଇଁ ଯୋଜନା ଭିତ୍ତିକ ???
@user-ib1kf7oo1h
@user-ib1kf7oo1h 21 күн бұрын
ବସର ରଙ୍ଗ ବଦଳାଇ ପାରୁଛନ୍ତି ହେଲେ ପୂର୍ବ ସରକାର ଅନୁସାରେ ସିମାଟିକ ଅନୁସାରେ କେମିତି ପୋଷ୍ଟିଙ୍ଗ ଦେବେ। ନିରୀହ ଶିକ୍ଷକ ମାନେ ବୋଧହୁଏ ଗତ ଜନ୍ମରେ କି ପାପ କରିଥିଲେ ଜୀବନ ସାରା ଆନ୍ଦୋଳନ କରି କରି ସର୍ବ ହରା ।
@Ashokkumarnath1990
@Ashokkumarnath1990 21 күн бұрын
ପୂର୍ବ ସରକାର ଯାହା ଥିଲା.. ଏ ସରକାର ବି ସମାନ ଭାବେ ତାହାର ପୁନରାବୃତ୍ତି କରୁଛି. ତେବେ ପରିବର୍ତ୍ତନ ହେଲା କେଉଁଠୁ...??
@happymoodwithtapan7092
@happymoodwithtapan7092 21 күн бұрын
ତମେ ଖାଲି ନିଷ୍ପତ୍ତି ନିଅ କିନ୍ତୁ କାର୍ଯ୍ୟକାରୀ କରନି....ପଞ୍ଚାୟତ ଇଲେକ୍ସନ ବି ଅଛି....
@sudhanwasundarsundaray5595
@sudhanwasundarsundaray5595 21 күн бұрын
ଏଥିରୁ ପ୍ରମାଣିତ ହେଇଯାଉଛି ଯେ ରାଜନେତାମାନେ ଅସଲ ଜନନେତା ନୁହଁନ୍ତି । ଏମାନେ କିଛି ଜାଣନ୍ତି ନାହିଁ କିମ୍ବା କିଛି କରନ୍ତିନାହିଁ ବରଂ କେବଳ ଦସ୍ତଖତ ମାରି ଦେଖେଇ ହୁଅନ୍ତି; ସତେ ଯେମିତି ସବୁକିଛି ଏଇହିଁ କରିଛନ୍ତି । ଏଇ ଦେଖୁନ ୧ ରେ ତ ପୁରୁଣା ସରକାରର ଯୋଜନାକୁ ଫଳବତୀ କରୁଛନ୍ତି ପୁଣି କହୁଛନ୍ତି ହାଇ-କୋର୍ଟ ନିର୍ଦ୍ଦେଶ ଅନୁସାରେ କୁଆଡ଼େ କାମ କରାଯାଉଛି | ହାଇକୋର୍ଟ କ'ଣ କହିଛନ୍ତି ୨୦,୦୦୦ରୁ କିଛି ପଦବୀ କମ୍ କରି ନିଯୁକ୍ତି ଦେବାକୁ ?
@MUGK_STUDY_POINT
@MUGK_STUDY_POINT 21 күн бұрын
ହିଁ ଯେ ଦରମା କଥା ପଚାର ମନ୍ତ୍ରୀ ମହୋଦୟଙ୍କୁ
@Babaphakiryoutube
@Babaphakiryoutube 21 күн бұрын
ସରକାରୀ ବିଦ୍ୟାଳୟ ଅଛି ଶିକ୍ଷକ ଶିକ୍ଷୟତ୍ରୀ ସବୁ ଦରମା ମିଳୁଛି ମୋଟା ଅଙ୍କର କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ପୁଅ ଝିଅ ପଢୁଛନ୍ତି ଘରୋଇ ବିଦ୍ୟାଳୟ ରେ ନିୟମ ହେଉ ସରକାରୀ ଚାକିରିଆ ପୁଅ ଝିଅ ସରକାରୀ ବିଦ୍ୟାଳୟ ରେ ପଢ଼ିବା ବାଧ୍ୟତା ମୁଳକ ହେଉ
@girigiri3400
@girigiri3400 21 күн бұрын
ଏହା ସମ୍ପୂର୍ଣ୍ଣ ସତ କଥା
@Ashokkumarnath1990
@Ashokkumarnath1990 21 күн бұрын
ଖାଲି ବାହାନା ବାଜି..ବିରୋଧୀ ଙ୍କର ପ୍ରଶ୍ନ କଣ ଥିଲା..!!ଆଉ ଆମର ଏ ଗଣ ଶିକ୍ଷା ମନ୍ତ୍ରୀ ଙ୍କର ଉତ୍ତର କଣ ଶୁଣନ୍ତୁ..!!
@tirupatimeher9420
@tirupatimeher9420 21 күн бұрын
ସବୁ ସରକାର ପ୍ରାଥମିକ ଶିକ୍ଷକ ପ୍ରତି ସବୁବେଳେ ଅବହେଳା କରୁଛନ୍ତି......
@tirupatimeher9420
@tirupatimeher9420 21 күн бұрын
ବିଜେଡ଼ି ଓଡିଶା ରୁ ଚୁକ୍ତିଭିତ୍ତିକ ପ୍ରଥା ଉଠିଲା ବୋଲି ବାହା ବାହା ନେଲା ହେଲେ ପ୍ରାଥମିକ ଶିକ୍ଷକ ମାନଙ୍କୁ ପାଇଁ କଲା ନାଇଁ.... ଏବେ ବିଜେପି ସେୟା କରୁଛି.. ନିଜେ ବିରୋଧ କରିଥିଲେ ଏବେ ନିଜେ ସେଇ କାମ କରୁଛି
@RelaxingMusic-ci2sl
@RelaxingMusic-ci2sl 21 күн бұрын
ନବୀନା ଯା କରିଯାଇଛି, ୟେ ତା ପଛରେ ଗୋଡ଼େଇବେ.. ଖାଲି ନାଁ ବଦଳେଇବେ ଆଉ ରଙ୍ଗ
@rupalirupasmita1666
@rupalirupasmita1666 21 күн бұрын
Court schematic re posting dio boli kebe kahila? Nija dosha anyaku daucha michhupa bjp dala
БИМ БАМ БУМ💥
00:14
⚡️КАН АНДРЕЙ⚡️
Рет қаралды 4,7 МЛН
Inside Out Babies (Inside Out Animation)
00:21
FASH
Рет қаралды 20 МЛН
Задержи дыхание дольше всех!
00:42
Аришнев
Рет қаралды 3,7 МЛН
World’s Largest Jello Pool
01:00
Mark Rober
Рет қаралды 99 МЛН
БИМ БАМ БУМ💥
00:14
⚡️КАН АНДРЕЙ⚡️
Рет қаралды 4,7 МЛН