Politics Heats up over State Cabinet's Decision of Recruitment of Over 18,000 Teachers

  Рет қаралды 100,675

OTV

OTV

24 күн бұрын

ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି
ଦୀର୍ଘ ୧୦ ବର୍ଷ ପରେ ରାଜ୍ୟରେ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବାକୁ ଯାଉଥିବା ବେଳେ ତାକୁ ନେଇ କେଁ । ୧୮ ହଜାର ୭୮୮ ଶିକ୍ଷକ ନିଯୁକ୍ତି ନେଇ ଗତକାଲି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛି । ତେବେ ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି ।
#TeacherRecruitment #StateCabinet #Politics #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 332
@DeepakPradhan11
@DeepakPradhan11 22 күн бұрын
ଶ୍ରମିକ ଦିନକୁ - 600 କନିଷ୍ଠ ଶିକ୍ଷକ ଦିନକୁ - 350 Quality education କେମିତି ମିଳିବ ପିଲାଙ୍କୁ, 😢😢😢
@bhagyabanjenamoni8539
@bhagyabanjenamoni8539 22 күн бұрын
Absolutely correct
@kirankumarsahu8824
@kirankumarsahu8824 22 күн бұрын
ତୁ କଣ ଶ୍ରମିକ କଥା ଜାଣିଛୁ
@Koshaltv388
@Koshaltv388 22 күн бұрын
80 ହଜାର ଦରମା ପାଉଛନ୍ତି ହେଲେ ବି ଶିକ୍ଷା ଭଲ ସେ ମିଳି ପାରୁ ନାହିଁ
@arjunajuanga3100
@arjunajuanga3100 22 күн бұрын
Kehi v debeni 600 kali kahuchanti
@ABJLsports
@ABJLsports 22 күн бұрын
Bro math tumara weak bodhe. Govt education paine every year gote budget allocate kare. Sethire, infrastructure, dress, mid day meal , salary & miscellaneous expenses sabu cost include thay. Govt tamaku jadi 30k salary deba then other expenses kan tuma sasura gharu asiba. @deepak Pradhan.
@tulusirdaspattanayak5671
@tulusirdaspattanayak5671 22 күн бұрын
ରେ ଭାଇ ଆମ ଭାଗ୍ୟ ଖରାପ।୬ ଟା ପରୀକ୍ଷା ଦେଇ ସାରିବା ପରେ ଆମେ ଅଣ୍ଡିରା କି ମାଈ ଆମେ ନିଜେ ଜାଣି ପାରୁନାହୁଁ। ବିଜେଡି ସରକାର ଆମକୁ ବାସନ୍ତୀ ବୋଲି ଆକ୍ଷା ଦେଉଥିବା ସମୟରେ ବିଜେପି ମୁଣ୍ଡ ଆଉଁସି ଆମକୁ ବସନ୍ତ କହୁଥିଲା। ଏବେ ବିଜେପି ଗାଦି ରେ ବସିଲା ପରେ ଆମକୁ ବାସନ୍ତୀ କହୁଛି ବିଜେଡି ଏଵେ ବସନ୍ତ କହୁଛି। ପ୍ରକୃତରେ ଏ ଶିକ୍ଷକ ସମାଜ କଣ? ପ୍ରକୃତ ରେ ଆମେ ବସନ୍ତ ନା ବାସନ୍ତୀ।କୋଶଳୀ ରେ ଗଲୁ ନା ଅଣ କୋଶଳୀ ରେ ଗଲୁ? ଆଉ କି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆମେ ଜଣେ ନିଜକୁ ଶିକ୍ଷକ ମନେକରିବୁ ଏହା ଜ୍ଞାନୀ ବ୍ୟକ୍ତି କହିଵେକି
@c.prasad3064
@c.prasad3064 22 күн бұрын
ଏ ବାଳ ଗଲା.. ମାରିଦେଲୁରେ ପୁଅ... ବାଳ ମୁଁ ବି ଏବେ confuse.. Teacher ହେବି ନା torture ହେବି...
@sushantakumarsahu4291
@sushantakumarsahu4291 22 күн бұрын
ଆମେ ସମସ୍ତ ଶିକ୍ଷକ ଆଶାୟୀ ଚାହୁଁଚୁ କି ଆମର Raw score publish ହଉ ତା ସହ cut-off ମଧ୍ୟ ବାହାର କରାଯାଉ
@user-un1wg5qb6i
@user-un1wg5qb6i 22 күн бұрын
Sir corona time re jou teacher ra death hoichiii ta legal here ku post dia jau
@user-un1wg5qb6i
@user-un1wg5qb6i 22 күн бұрын
Corona time re jou teacher ra death hoichiii ta legal here ku post dia
@ramapanda4747
@ramapanda4747 22 күн бұрын
Monthly remuneration must be Rs.35000 To become a teacher is not an easy process.OAS becomes in three stage which is comparatively easy
@studypoint1280
@studypoint1280 22 күн бұрын
ଓଡ଼ିଶାବାସୀଙ୍କର ନୂଆ ସରକାରଙ୍କ ଉପରେ ବହୁତ ଆଶା ଓ ଭରସା ଅଛି, ଦୟା କରି ପୂର୍ବ ସରକାରଙ୍କର schematic ନାମ ରେ ଯେଉଁ ଘୃଣ୍ୟ ପ୍ରଥା ସୃଷ୍ଟି କରିଛନ୍ତି ତାହାକୁ ବନ୍ଦ କରି ନିୟମିତ ଚାକିରି ଦିଆ ଯାଉ । Entrance ଦେଇକି ct kariba, ତା ପରେ 2 ଟା ବୋର୍ଡ exam ଦେବ, ତା ପରେ otet ତା ପରେ cbt exam ଦେଇକି ଚାକିରି କରିବ ହେଲେ ଦରମା ଦିନକୁ 400 ଟଙ୍କା ରୁ କମ। ହେ ମୋହନ ସରକାର ୟା ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ଦେବେ ବୋଲି ଓଡ଼ିଶାବାସୀଙ୍କ ବିଶ୍ବାସ😢
@priyabratamallik3277
@priyabratamallik3277 22 күн бұрын
Aga joining jau tapre regular katha kahiba jia merit re name achi dekhiba kemiti sia 11k boli job chadidaba pila para 100000 upre achanti khali baula ekathare 30 k dharibu au aga join kara tapare try kariba
@PratyashaTripathi
@PratyashaTripathi 22 күн бұрын
An aspirants minimum eligibility to be a Junior Teacher schematic: 1. Successfully completed +2/+3 with minimum 45-50% marks 2. Then qualify D.el.ed/B.ed entrance 3. Learn two years & successfully passed it 4. Qualify in Otet 1/2 5. Then pass the cutoff in all Odisha Cbt for Jts recruitment 6. Then finally you will get a job. 7. What's the salary you get 11,000(including Epf) 8. After 6 years of contractual period you will be regularised. 9. Is this the reflection of "Odia Asmita",for which New Bjp govt came to power. 10. What's the difference between Bjd & Bjp ??
@user-pt7lu4bt3k
@user-pt7lu4bt3k 22 күн бұрын
ସାର୍, ଯୋଜନା ଭିତ୍ତିକ / regular job ଦେବା କଥା high court ଙ୍କ କାମ ନୁହଁ.. ଏଇଟା ଆପଣଙ୍କ ସରକାରର କାମ.. BJP ରେଗୁଲାର ନିଯୁକ୍ତି ଦେବେ ବୋଲି କହିଥିଲେ.. ଆଉ ପ୍ରାଥମିକ ଶିକ୍ଷକ ଆଶାୟୀ ଆପଣଙ୍କୁ ଭୋଟ ଦେଇଥିଲେ.. ତେଣୁ ବାହାନା କରନ୍ତୁ ନାହିଁ.. REGULAR ଭାବରେ ନିଯୁକ୍ତି ଦିଅନ୍ତୁ
@bhagyabanjenamoni8539
@bhagyabanjenamoni8539 22 күн бұрын
@@user-pt7lu4bt3k Absolutely correct, The commitment should be fullfilled
@pradeepkumarpanda7626
@pradeepkumarpanda7626 22 күн бұрын
Ei session re sambhaba kemiti heba? Sarakar ta ebe asila
@user-pt7lu4bt3k
@user-pt7lu4bt3k 22 күн бұрын
@@pradeepkumarpanda7626 ଘୋଷଣା ତ କରିପାରିବେ ନା? Process ପରେ ହେଲେ ଅସୁବିଧା ନାହିଁ.. Budget ରେ ବି ସ୍ଥାନ ପାଇ sanction ହେବା ର ଆବଶ୍ୟକତା ରହିଛି
@arjunhansdahofficial1512
@arjunhansdahofficial1512 22 күн бұрын
Oh sarkar prati ki darad !!​@@pradeepkumarpanda7626
@rajusing9265
@rajusing9265 22 күн бұрын
Aei kotha kohi se amothu vote nela Abe belokku dekheila alo
@shivashakti_2023
@shivashakti_2023 22 күн бұрын
ସରକାର JTS କୁ Regular ନିଯୁକ୍ତି ଦିଅନ୍ତୁ l
@kkvlogs1819
@kkvlogs1819 22 күн бұрын
ପୃଥିବୀ ର ସପ୍ତାଶ୍ଚର୍ଯ୍ୟ ରେ 2023 ଜୁନିଅର teacher ନିଯୁକ୍ତି କୁ ରଖାଯାଉ କାରଣ ଏହାର ପ୍ରକୃତ ସମସ୍ୟା କଣ ଏବଂ ଏହାର ସମାଧାନ ର ବାଟ କଣ କେହି ବି ଜାଣି ପାରୁ ନାହାଁନ୍ତି 😢😢😢😢😢 ଯେଉଁ ମାନେ ମୋ ସହ ଏକ ମତ ଅଛନ୍ତି ଲାଇକ କରନ୍ତୁ ❤
@dhanurjaymunda2394
@dhanurjaymunda2394 22 күн бұрын
ନିଯୁକ୍ତି କୁ ସ୍ୱାଗତ କରୁଛୁ କିନ୍ତୁ କଣ ପାଇଁ ଯୋଜନା ଭିତ୍ତିକ ???
@pradeepkumarpanda7626
@pradeepkumarpanda7626 22 күн бұрын
Karana session arambha heijiba. E sarakar purba sarakar ra ehi scheme ku karjya Kariba ku padiba.
@KKH973
@KKH973 22 күн бұрын
​@@pradeepkumarpanda7626henu aichha aau gapa sunauchha😂😂😂😂😂
@user-ib1kf7oo1h
@user-ib1kf7oo1h 22 күн бұрын
ବସର ରଙ୍ଗ ବଦଳାଇ ପାରୁଛନ୍ତି ହେଲେ ପୂର୍ବ ସରକାର ଅନୁସାରେ ସିମାଟିକ ଅନୁସାରେ କେମିତି ପୋଷ୍ଟିଙ୍ଗ ଦେବେ। ନିରୀହ ଶିକ୍ଷକ ମାନେ ବୋଧହୁଏ ଗତ ଜନ୍ମରେ କି ପାପ କରିଥିଲେ ଜୀବନ ସାରା ଆନ୍ଦୋଳନ କରି କରି ସର୍ବ ହରା ।
@user-us8km1xh7f
@user-us8km1xh7f 22 күн бұрын
Bus ra ranga badalala jken haicot Adar dela
@rupalirupasmita1666
@rupalirupasmita1666 22 күн бұрын
@@user-ib1kf7oo1h thik katha pade kahila
@Ashokkumarnath1990
@Ashokkumarnath1990 22 күн бұрын
ପୂର୍ବ ସରକାର ଯାହା ଥିଲା.. ଏ ସରକାର ବି ସମାନ ଭାବେ ତାହାର ପୁନରାବୃତ୍ତି କରୁଛି. ତେବେ ପରିବର୍ତ୍ତନ ହେଲା କେଉଁଠୁ...?? ପେଟରେ ଓଦା କନା ଦେଇ ପଢ଼ାଇବାକୁ ଯିବୁ..ଆଉ ଦରମା 333 ଟଙ୍କା..ଦିନକୁ , କି ବ୍ୟବସ୍ଥା ରେ ଭାଈ..ଏଠି କେଉଁ ବାହାଦୂରୀ ଏ ସରକାର ମାରୁଛନ୍ତି ହତବାକ ଅବାକ୍...
@pradeepkumarpanda7626
@pradeepkumarpanda7626 21 күн бұрын
@@Ashokkumarnath1990 Ei Session re pila mane patha padhibeni ki? Session ta ebe arambha hela. Urgent appointment kemiti heba puruna scheme re nagale?
@happymoodwithtapan7092
@happymoodwithtapan7092 22 күн бұрын
ତମେ ଖାଲି ନିଷ୍ପତ୍ତି ନିଅ କିନ୍ତୁ କାର୍ଯ୍ୟକାରୀ କରନି....ପଞ୍ଚାୟତ ଇଲେକ୍ସନ ବି ଅଛି....
@user-us8km1xh7f
@user-us8km1xh7f 22 күн бұрын
Right 👍👍👍👍👍
@sudhanwasundarsundaray5595
@sudhanwasundarsundaray5595 22 күн бұрын
ଏଥିରୁ ପ୍ରମାଣିତ ହେଇଯାଉଛି ଯେ ରାଜନେତାମାନେ ଅସଲ ଜନନେତା ନୁହଁନ୍ତି । ଏମାନେ କିଛି ଜାଣନ୍ତି ନାହିଁ କିମ୍ବା କିଛି କରନ୍ତିନାହିଁ ବରଂ କେବଳ ଦସ୍ତଖତ ମାରି ଦେଖେଇ ହୁଅନ୍ତି; ସତେ ଯେମିତି ସବୁକିଛି ଏଇହିଁ କରିଛନ୍ତି । ଏଇ ଦେଖୁନ ୧ ରେ ତ ପୁରୁଣା ସରକାରର ଯୋଜନାକୁ ଫଳବତୀ କରୁଛନ୍ତି ପୁଣି କହୁଛନ୍ତି ହାଇ-କୋର୍ଟ ନିର୍ଦ୍ଦେଶ ଅନୁସାରେ କୁଆଡ଼େ କାମ କରାଯାଉଛି | ହାଇକୋର୍ଟ କ'ଣ କହିଛନ୍ତି ୨୦,୦୦୦ରୁ କିଛି ପଦବୀ କମ୍ କରି ନିଯୁକ୍ତି ଦେବାକୁ ?
@MUGK_STUDY_POINT
@MUGK_STUDY_POINT 22 күн бұрын
ହିଁ ଯେ ଦରମା କଥା ପଚାର ମନ୍ତ୍ରୀ ମହୋଦୟଙ୍କୁ
@Babaphakiryoutube
@Babaphakiryoutube 22 күн бұрын
ସରକାରୀ ବିଦ୍ୟାଳୟ ଅଛି ଶିକ୍ଷକ ଶିକ୍ଷୟତ୍ରୀ ସବୁ ଦରମା ମିଳୁଛି ମୋଟା ଅଙ୍କର କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ପୁଅ ଝିଅ ପଢୁଛନ୍ତି ଘରୋଇ ବିଦ୍ୟାଳୟ ରେ ନିୟମ ହେଉ ସରକାରୀ ଚାକିରିଆ ପୁଅ ଝିଅ ସରକାରୀ ବିଦ୍ୟାଳୟ ରେ ପଢ଼ିବା ବାଧ୍ୟତା ମୁଳକ ହେଉ
@girigiri3400
@girigiri3400 22 күн бұрын
ଏହା ସମ୍ପୂର୍ଣ୍ଣ ସତ କଥା ସମସ୍ତେ ସବୁ ଜାଣିଛନ୍ତି,କିନ୍ତୁ କିଛି କରିପାରିବେ ନାହିଁ। ସମସ୍ତେ କୁହନ୍ତି ଆମେ କ୍ଷମତା କୁ ଆସିଲେ କରିବୁ।କିନ୍ତୁ ବାସ୍ତବ ତା କୁ ରୂପାୟନ କରିବା ବେଳ ଆସିଲେ । କେହି କିଛି ଜାଣି ନାହାନ୍ତି....
@Ashokkumarnath1990
@Ashokkumarnath1990 22 күн бұрын
ଖାଲି ବାହାନା ବାଜି..ବିରୋଧୀ ଙ୍କର ପ୍ରଶ୍ନ କଣ ଥିଲା..!!ଆଉ ଆମର ଏ ଗଣ ଶିକ୍ଷା ମନ୍ତ୍ରୀ ଙ୍କର ଉତ୍ତର କଣ ଶୁଣନ୍ତୁ..!!
@pradeepkumarpanda7626
@pradeepkumarpanda7626 22 күн бұрын
Nua sarakar kebe hela? Session kebe arambha heba?
@SarojKumar-tf4hk
@SarojKumar-tf4hk 22 күн бұрын
Ame BJP pain pachara kari sarkar ku anithilu ama katha suna
@tirupatimeher9420
@tirupatimeher9420 22 күн бұрын
ସବୁ ସରକାର ପ୍ରାଥମିକ ଶିକ୍ଷକ ପ୍ରତି ସବୁବେଳେ ଅବହେଳା କରୁଛନ୍ତି......
@user-us8km1xh7f
@user-us8km1xh7f 22 күн бұрын
Right 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
@tirupatimeher9420
@tirupatimeher9420 22 күн бұрын
ବିଜେଡ଼ି ଓଡିଶା ରୁ ଚୁକ୍ତିଭିତ୍ତିକ ପ୍ରଥା ଉଠିଲା ବୋଲି ବାହା ବାହା ନେଲା ହେଲେ ପ୍ରାଥମିକ ଶିକ୍ଷକ ମାନଙ୍କୁ ପାଇଁ କଲା ନାଇଁ.... ଏବେ ବିଜେପି ସେୟା କରୁଛି.. ନିଜେ ବିରୋଧ କରିଥିଲେ ଏବେ ନିଜେ ସେଇ କାମ କରୁଛି
@RelaxingMusic-ci2sl
@RelaxingMusic-ci2sl 22 күн бұрын
ନବୀନା ଯା କରିଯାଇଛି, ୟେ ତା ପଛରେ ଗୋଡ଼େଇବେ.. ଖାଲି ନାଁ ବଦଳେଇବେ ଆଉ ରଙ୍ଗ
@rupalirupasmita1666
@rupalirupasmita1666 22 күн бұрын
Court schematic re posting dio boli kebe kahila? Nija dosha anyaku daucha michhupa bjp dala
@Rsriima9045
@Rsriima9045 22 күн бұрын
Ete takha emane katha ku bhuan bulauchhantiii ..nija hakk pain puni ladeii haba 😢
@studybatika4017
@studybatika4017 22 күн бұрын
Bjd kn karuthila ki ete dina jaye
@priyabratamallik3277
@priyabratamallik3277 22 күн бұрын
Apply kala bele criteria delhinathila bodhe schematic post diajiba lekha hei thila na jahara regular dar kar sisa kn pai apply karu thila are aga joining pi ja a tapare dekhiba
@arjunhansdahofficial1512
@arjunhansdahofficial1512 22 күн бұрын
Seithi paein to sarkar badalia​@@studybatika4017
@rupalirupasmita1666
@rupalirupasmita1666 22 күн бұрын
@@priyabratamallik3277 ruha posting saru kemiti regular hauchu dekhibaaaaa
@bikashsahu4503
@bikashsahu4503 22 күн бұрын
ଶିକ୍ଷକ ନିଯୁକ୍ତି ବନ୍ଦ କରି ଅନ୍ୟ ସବୁ ପଦବୀ ରେ nijkuti ଦିଆ ଯାଉ।କାହିଁକି ନା ଆଉ କୌଣସି ପିଲା ସରକାରୀ ଶିକ୍ଷାନୁଷ୍ଠାନ ରେ ପଢିବାକୁ ଆଗ୍ରହୀ ହେଉ ନାହାନ୍ତି।ସମସ୍ତେ ପ୍ରାଇଭେଟ୍ କୁ ଯାଉଛନ୍ତି।ଏଣୁ ଅଯଥା ଶିକ୍ଷକ nijkuti କରି ସରକାରୀ ରାଜକୋଷକୁ ନଷ୍ଟ କରା ନ ଯାଉ। ଏହା ପୂର୍ବରୁ ହାଇସ୍କୁଲ ଗୁଡ଼ିକ ରେ resrvation ରେ ପିଲା ୧ମାର୍କ ୨ ମାର୍କ ଆଣି ଶିକ୍ଷକ ହେଇ ଛନ୍ତି।ସେମାନେ କଣ ଶିକ୍ଷା ଦେଉଥିବେ ଛୁଆ ମାନଙ୍କୁ ???ଏମିତି ଅଯୋଗ୍ୟ ଙ୍କୁ ସରକାର ଚାକିରି ଦେଇ ମାସକୁ ୬୦-୭୦ ହଜାର ଟଙ୍କା salary ଦେଇ ବର୍ବାଦ କରୁଛି।
@sarthak32761
@sarthak32761 22 күн бұрын
Regular posting ଦିଆଯାଉ। ଘର ପାଖରୁ ୫୦୦ କି ମି ଦୂରରେ ରହି ୯୦୦୦ ଟଙ୍କା ରେ କିମିତି ଜଣେ family ନେଇ ଚଳିବ।
@user-wp7cq7by7i
@user-wp7cq7by7i 22 күн бұрын
Second phase 20000 post dau ame sabu vota deichu
@satyabrataparida1925
@satyabrataparida1925 22 күн бұрын
ଯୋଜନା ଭିତକ କାହିଁକି ? ପୂର୍ଣ୍ଣ ଦରମା ରେ ନିଯୁକ୍ତି ଦିଅ । ଜଣେ ଶିକ୍ଷକ ପୂର୍ଣ ଦରମା ପାଇ ଯାହା ପଢ଼ାଇବ ଅନ୍ୟଜଣେ ଯୋଜନା ଭିତ୍ତିକ ହୋଇ ସେଇ ପାଠ ପଢ଼ାଇବ ।ଏ ବେବସ୍ଥା କାହିଁକି ?
@priyabratamallik3277
@priyabratamallik3277 22 күн бұрын
Jahar purana darma dar kara se kn pain apply kala bele criteria dekhi nathila schematic boli bekar katha na kahi joining kara au paibani jaha miluchi khaichala nahele total ghare basi dina majuria hele janiba kete kasta 2:54
@bgbmotivation5940
@bgbmotivation5940 22 күн бұрын
Minister ra salary 9000 korajau Dekhiba kete bikash kothha kohibe Au election jitila pore odisha minister eligibility test debe tapore CBT exam korajiba pass hele ministry koribe au salary 9000 dia jiba
@SarojKumar-tf4hk
@SarojKumar-tf4hk 22 күн бұрын
Eka dam thik katha kahila
@Ttyilojg
@Ttyilojg 22 күн бұрын
Teacher ମାନେ ଆଗ ପରି ଭଲ ପଢ଼ାଉ ନାହାଁନ୍ତି ପିଲା ହରଣ ଗୁଣନ ଜାଣୁ ନାହାନ୍ତି 😢😢😢😢 କାରଣ କଣ 😢
@viralindia1003
@viralindia1003 22 күн бұрын
Tu banija
@b9gi6
@b9gi6 22 күн бұрын
Egg and rice
@Smileheart63
@Smileheart63 22 күн бұрын
Aeta hi karan .. School re teacher ra khama hauchi pila padheiba but govt teacher nku alga khama re lagei daochi anda chaula aniba re lagei dauchi gote school re 2ta teacher kemiti padheibe enough teacher enough salary nihati darkr
@Ttyilojg
@Ttyilojg 22 күн бұрын
@@Smileheart63 କିଛି ମାତ୍ରା ରେ ସତ l ଆମ ଗାଁ school ରେ 8 କ୍ଲାସ ଯାଏଁ teacher 10 ପାଠ ପଢା ଜାଣୁ ନାହାନ୍ତି ପିଲା
@Smileheart63
@Smileheart63 22 күн бұрын
@@Ttyilojg dekhantu pila nk muladua strong hele hi future bhala haba mu ama eti ki primary school dekhuchi 3 teacher na peon na kichi kiye kahuchi susu jibi kiye kn kahuchi .seti re apanku yeh sabu manage kala belaku sufficient Tim kain pila nku debe.. High school re cleark peon sabu achnti but jau ta jau Tim re haba katha seita hei paruni dukha ra bisy loka nku laguchi primary ra value nai but realty hauchi primary re jete bhala care education miliba agaku sete better haba....... Education system pura barbad
@missionexam8895
@missionexam8895 22 күн бұрын
Thank u otv..... Your effort can change the primary education.....
@kalpanamishra1750
@kalpanamishra1750 22 күн бұрын
Right
@anilkumarsahoo794
@anilkumarsahoo794 22 күн бұрын
Appointment should give as Regular primary teachers like NVS KVS and all states and 4200gp
@lcreator2987
@lcreator2987 22 күн бұрын
Contractual sigra remove heba darkar,,,,,,
@RK-xe4qq
@RK-xe4qq 22 күн бұрын
ବିଜେପି ବେଶିଦିନ ଟେକି ବନି ଏହିଭଳି କଲେ 👍🏿.
@Rubu2
@Rubu2 22 күн бұрын
Be Regularised
@samirnayak3768
@samirnayak3768 22 күн бұрын
ଆଗରୁ ତ ବିଜେଡି ସରକାର 10 ଲକ୍ଷ ଘୋଷ ନେଇ ନିଯୁକ୍ତିରେ ଘୋଟାଲା କରି ବାରୁ case high court ଗଲା ,ଏବେ ଏ ନୂତନ ସରକାର କୁ ସମାଲୋଚନା କଣ କହିବ ଏମାନଙ୍କୁ. ଲାଗୁଛି ଏମାନେ ଆଉ ଦୀର୍ଘ ଦିନ ପର୍ଯ୍ୟନ୍ତ ଓଡ଼ିଶା ରେ ଆଉ ଶାସନକୁ ଆସିପାରିବେନି.
@AsitKumarSa
@AsitKumarSa 22 күн бұрын
Case kan paini heithila janichha naa.....emiti lekhidela😅😅😅😅
@rupalirupasmita1666
@rupalirupasmita1666 22 күн бұрын
@@samirnayak3768 jts exam 100% purity ra saha heichi. So emiti katha kahiba agaru 1000000thara bhabiki kuha
@JOGESHADHIKARY
@JOGESHADHIKARY 18 күн бұрын
ଓଡିଶାରେ ଯେତେ ବି ଶିକ୍ଷକ ଆଶାୟୀ ଅଛନ୍ତି,ସରକାର ସମସ୍ତଙ୍କୁ ଏକା ସାଙ୍ଗରେ ନିଯୁକ୍ତି ଦିଅନ୍ତୁ।
@HimanshuNayak-wd1nw
@HimanshuNayak-wd1nw 22 күн бұрын
Comment for jts regular 😢😢😢😢
@missionexam8895
@missionexam8895 22 күн бұрын
Thank u debiranjan sir.....
@SARATBINDHANI-oq8zh
@SARATBINDHANI-oq8zh 22 күн бұрын
Court kebala state wise merit adhar re nijukti daba ku order re kahichhanty naki contractual ki regular ..ame sarkar nku anurodh karuchhu regular bhabbe nijukti diantu ,,jaha falare sikshya ra gunatmaka mana brudhi haba
@yashobantameher7246
@yashobantameher7246 22 күн бұрын
Are high court kebe kahile regular re diani boli..... Lajya
@kalandibehera8984
@kalandibehera8984 22 күн бұрын
ଯେଉଁ ବିଧାୟକ ଶିକ୍ଷକ ନିଯୁକ୍ତି ଉପରେ ପ୍ରଶ୍ନ କରୁଛନ୍ତି ସେ କେତେ ବର୍ଷ ଶାସନ କରିଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷକ ଯୋଗାଇବେ
@Chinu12346
@Chinu12346 22 күн бұрын
Court ra order thila cut off au result published and full fill up 20k kuade gala
@purnapradhan1549
@purnapradhan1549 22 күн бұрын
Education Minister cannot understand court order in respect of Junior teachers posting,so it will take time.
@Anilbhoi-ob1bl
@Anilbhoi-ob1bl 22 күн бұрын
Juniour teacher mananku regular karajao......
@ayamcreation1308
@ayamcreation1308 22 күн бұрын
ବିରୋଧି କ,ଣ ସାରା ଓଡ଼ିଶା ପ୍ରଶ୍ନ କରିବ ବିଜେପିର ସେହି ରେଗୁଲର ପ୍ରତିଶୃତି କୁ ନେଇ
@sujitkumarparida5019
@sujitkumarparida5019 22 күн бұрын
Se jaha hauchi hau....jou Sarkar hauchanti huantu.. Ghanti pakao....jemiti Regular salary debe👍👍👍👍
@ruralvideoes
@ruralvideoes 22 күн бұрын
Wait
@Narendrayoutuber618
@Narendrayoutuber618 22 күн бұрын
Court salary bisaya re kahi nahanti
@factkiduniya5352
@factkiduniya5352 22 күн бұрын
Regular kara sarkar nahele puni andolan heba bjp govt. Say ( saman kanku saman darama ) aganwadi jane 10000 but teacher 9000 shame full
@RM-vp7rb
@RM-vp7rb 22 күн бұрын
jt 13000 first 3 year 20000 next years
@KumarDev711
@KumarDev711 22 күн бұрын
​@@RM-vp7rbseta bjd govt ghosana kari thila election agaru...but seita haba na nahin doubt...se katha ra kichhi guarantee nahin
@priyabratamallik3277
@priyabratamallik3277 22 күн бұрын
Jahara vai 11k dara kara nahi joining karani pila 1lakh achanti post pai vagya bhala merit re paicha aga joing kara pare regular katha bhabiba
@rupalirupasmita1666
@rupalirupasmita1666 22 күн бұрын
@@factkiduniya5352 lajya nai govt muhan re
@goutamrout3908
@goutamrout3908 22 күн бұрын
🎉🎉🎉 right said
@NareshKingOfficial.
@NareshKingOfficial. 22 күн бұрын
ପୋଷ୍ଟ ଥିଲା ୨୦ ହଜାର ତାହା ଏବେ ୧୮ ହଜାର ୭୮୮ ହେଲା। ଏମିତି ନ ହେଉ କି କେବଳ ୧୨/୧୩ ହଜାର ହିଁ ନିଯୁକ୍ତି ପାଆନ୍ତୁ। ପୂର୍ବ ସରକାର ଭଳି ପୋଷ୍ଟ ଫାଂକା ନ ରଖି ସଂପୂର୍ଣ୍ଣ ପଦବୀ ପୂରଣ କରନ୍ତୁ।
@alok5549
@alok5549 22 күн бұрын
Abolish contractual system from junior teacher schematic
@arakshitamahapatra283
@arakshitamahapatra283 22 күн бұрын
Contractual/ Schematic system should be abolish as soon as possible.
@khadusiaaa6435
@khadusiaaa6435 22 күн бұрын
High court.....😂😂 It's have zero value... .... High court ra judgement pare kou single jinisa te change heichhi kahila mate
@chandrikatv1522
@chandrikatv1522 17 күн бұрын
NIOS DELED CANDIDATES nka ଭବିଷ୍ୟତ ବିଷୟରେ ଟିକେ ଚିନ୍ତା କରନ୍ତୁ
@aswinidhall
@aswinidhall 22 күн бұрын
Education is the fundamental right of every children and the government is doing the absolutely right thing.
@shyamsahu5765
@shyamsahu5765 22 күн бұрын
We want Regularisation of JT....
@sadanandakabi5192
@sadanandakabi5192 22 күн бұрын
Education minister sir please JT mananku Regular Kari posting diantu please
@santoshighosh6962
@santoshighosh6962 22 күн бұрын
Regular karajau. Bouble engine kaha swartha re 😢
@mksahoo5083
@mksahoo5083 22 күн бұрын
He media bhai mane.. Dayakari kichhi ta life re vala karantu ehi vali injustice ku face kari....
@sukantadas679
@sukantadas679 22 күн бұрын
Bus re ranga change karideuchha ea purba sarkar baharkarithiba vacancy ku kemitii copy paste karuchhha
@Jagaa333
@Jagaa333 22 күн бұрын
କୌଣସି Political Party ଭଲ ନୁହଁ... ସବୁ କେମିତି Powerful ହେବେ, ଶାସନ କରିବେ ମନ ଇଛା ଗୁଣ୍ଡା ଭଳିଆ କାମ କରିବେ... ଏସବୁ ପାଇଁ ସବୁ Political Party ଭଲ ନୁହଁ, ସବୁ କେମିତି ପଇସା ଖାଉବେ, ଧନୀ ହେବେ ସବୁ ସେଇ ଇଛା
@rachanasahoo788
@rachanasahoo788 22 күн бұрын
Regular posting dia
@SunnySportsHub
@SunnySportsHub 22 күн бұрын
Ama compitative pila nka pai requirements Kai Odisha police requirements Kai Panchayat DEO requirements Kai Exercise constable requirements kai
@niharVlogs-gs7fn
@niharVlogs-gs7fn 20 күн бұрын
ବେ ଦରମା କଥା କହ ନିଯୁକ୍ତି ତ ନବୀନ ପଟ୍ଟନାୟକ ବି ଦେଉଥିଲେ
@manasmohapatra7874
@manasmohapatra7874 22 күн бұрын
Regular କରାଯାଉ jts କୁ
@Jeonjungkook-pf3ep
@Jeonjungkook-pf3ep 22 күн бұрын
ବାଳ ଶିକ୍ଷା ମନ୍ତ୍ରୀ
@gajanandalei5730
@gajanandalei5730 20 күн бұрын
ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ଭାରି ସହଜ କିନ୍ତୁ ନିଜେ ସେହି କାର୍ଯ୍ୟ କୁ ପାଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ବିଜେପି ସରକାର ପ୍ରମାଣିତ କରିଦେଲେ!!!
@thinkaboutstudy70
@thinkaboutstudy70 22 күн бұрын
Abolish schematic appointment....
@sharatchandrapradhan2009
@sharatchandrapradhan2009 22 күн бұрын
Teachers should be appointed on regular basis not on Schematic or contractual eay
@gumdibaskey7628
@gumdibaskey7628 22 күн бұрын
Odisha re primary teacher maankro dukh ba samasya kebe sariboni bholia laguchhi...central pay to duro katha.
@kailashchandramohapatra1877
@kailashchandramohapatra1877 22 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସିଧାସଳଖ ଜଣାନ୍ତୁ
@AnadicharanaJena-c2u
@AnadicharanaJena-c2u 22 күн бұрын
ତମେ ବିଜେଡି ଵାଲା ଏହି ହୀନ ପରମ୍ପରା ଆରମ୍ଭ କରିଛ. ଶିକ୍ଷକ ସମାଜ ତୁମକୁ କେବେ କ୍ଷମା କରିବ ନାହିଁ.
@babulsahoo6140
@babulsahoo6140 22 күн бұрын
ଖାଲି 😂😂😂😂 କଥl ବଡ଼ ବଡ଼ 😢😢 କ୍ଷମତା କୁ ଆସିଲେ ସବୁ ଉପାଡ଼ି ପକେଇବୁ 😅😅 ହେଲେ teacher ମାନେ 😢😢 ମଜୁରିଆ ଙ୍କ ଠାରୁ ହିନ 😢😢😢
@mksahoo5083
@mksahoo5083 22 күн бұрын
Totaly OSEPA AU Govt corrupt.... Kichhi genuine re heini.. Emiti bi Court bi gale sethi bi pilanku naya miluni.. Chhii lajya laguchi Odisha re janma hei
@bapunsingh9652
@bapunsingh9652 22 күн бұрын
Schematic au contractual same khali name change kariki kichhi labha nai,,, regular kara sabu job ku ,,,
@LaxmanMohapatra-ys7cn
@LaxmanMohapatra-ys7cn 22 күн бұрын
High court re case thila state vrs district.soGanda sir michha kahile. Please abolish schematics.
@HaklowdaBakra
@HaklowdaBakra 22 күн бұрын
ନବୀନ ପଥେ ମୋହନ ସେଇ ଭୁଲ୍ ଭାଲ୍ ଲିଷ୍ଟ ପୁଣି ଜାରି ହେଲା । ଏତେ କେଶ୍ ର କଣ ଲାଭ ହେଲା ।
@kalpanajued5130
@kalpanajued5130 22 күн бұрын
Regular hebaa zaruri.
@user-nk3vo2jw1x
@user-nk3vo2jw1x 22 күн бұрын
Plz attention towards fireman joining...otv ..
@kambupanipradhan1473
@kambupanipradhan1473 22 күн бұрын
ଗଣ ଶିକ୍ଷା ମନ୍ତ୍ରୀ ଙ୍କୁ ଅନୁରୋଧ ଯେଉଁ ପିଲା ମାନଙ୍କର dv ସରିଛି ତାଙ୍କର ଆଉ ଥରେ କଣ ପାଇଁ dv ହେବ
@jaijagganath4119
@jaijagganath4119 22 күн бұрын
Abolish contractual system from primary
@sunilkumarpatnaik6953
@sunilkumarpatnaik6953 22 күн бұрын
Sighra permanent appointment letters issue karajau. ...
@rajeshmoharana905
@rajeshmoharana905 22 күн бұрын
Congress is best Bhulu hoigala bjp ku vote deikii
@debashishbhanjadeo6708
@debashishbhanjadeo6708 22 күн бұрын
Anganwadi wala 10k au primary teacher 9800 wow 😮
@bibhutibhusanbehera5464
@bibhutibhusanbehera5464 15 күн бұрын
ଘର ଭାଙ୍ଗିବା ବ୍ୟତୀତ ଏମାନେ କିଛିବି କରିବେନି
@subhamrout4069
@subhamrout4069 22 күн бұрын
ମିଛ
@sukumarrana9091
@sukumarrana9091 22 күн бұрын
CBT Marks ଆଧାରରେ ମେରିଟ ଲିଷ୍ଟ ତିଆରି ହେଲାନାହିଁ କାହିଁକି ?
@shuvamnaik5747
@shuvamnaik5747 22 күн бұрын
Tamane BJD swikar karuchhi j odisha re shikhyaku dhwansa karichhi ta dhanyabad 💯👍🙏
@birsabhagabanproduction
@birsabhagabanproduction 22 күн бұрын
ଥାଉ ଆମର ଚାକିରୀ ଆଉ ଦରକାର ନାଇଁ🙏
@santoshmajhi6944
@santoshmajhi6944 22 күн бұрын
Junior teacher regular karajau 🙏🙏
@sumitrapradhan3887
@sumitrapradhan3887 22 күн бұрын
Hmm regular posting dia
@kailashgiri9642
@kailashgiri9642 22 күн бұрын
Ago regular karantu tapare bada bada katha kahibe
@bidyadharpadhan9532
@bidyadharpadhan9532 22 күн бұрын
ପ୍ରଥମେ ସେଇ 18788 ପୋଷ୍ଟ ପୂରଣ ହେବ କି ନାହିଁ ଠକୁଛି ସରକାର ସେ କଥା ଚିନ୍ତା ଲାଗୁଚି, ବହୁତ ଅଯୋଗ୍ୟ ପ୍ରାର୍ଥୀ selection ହେଇଛନ୍ତି, ଅଧା ପଦବୀ ରେ join କରିବେ
@aiswaryamohapatra.6710
@aiswaryamohapatra.6710 22 күн бұрын
Right
@SwapnaBehera-c4b
@SwapnaBehera-c4b 22 күн бұрын
Abolish contractual system
@Saisampurna698
@Saisampurna698 22 күн бұрын
Aare regular kara nai ta salary badhao , ete dara daam brudhi helani jane anya dist re rahi ghara voda , khaiba kharcha kemiti jane 10,000 re chalibo angya bjp sarkar nku anurodha salary hike karantu
@susmitagurumishra6337
@susmitagurumishra6337 21 күн бұрын
Regular appointments dia jau
@moulikakaranam6395
@moulikakaranam6395 22 күн бұрын
In odisha only teacher post were there and no any other recruitment for jobs that s y it is developing state
@user-gq1hl9pj3j
@user-gq1hl9pj3j 22 күн бұрын
ମୁଁ ଜାଣିପାରୁନି ବିରୋଧୀ ଦଳ ସରକାରକୁ ଆସିଲେ ବଦଳିଯାଆନ୍ତି କାହିଁକି ?😲
@NandiniJena-nu5gv
@NandiniJena-nu5gv 22 күн бұрын
Regular saha joining diantu
@BIBHUJYOTIDAS-qf1tt
@BIBHUJYOTIDAS-qf1tt 22 күн бұрын
ଡବଲ ଇଂଜିନ ଚାଲିବ କେମିତି.. ଏକାଥରେ ରେଗୁଲାର ଚାକିରୀ ଦେଲେ....... ବିଜେଡି ଭୁଲ... ବିଜେପି ସରକାର ରେ ନିଯୁକ୍ତି ଅଛି ସବୁ ରେଗୁଲାର....... ଚୁକ୍ତି ଭିତ୍ତିକ ନାଇଁ....... 😜😜😜😜
@sasmitapatra1976
@sasmitapatra1976 22 күн бұрын
Plz sir contractual abolish karantu plz plz🙏🙏🙏🙏
@arakhitabishoy9341
@arakhitabishoy9341 22 күн бұрын
ଆରେ ଢାମଣା ବୁଲି ବୁଲିକି ସେହି ଅଗଣା, ଅର୍ଥାତ୍ ସବୁ ତ ଗୋଟିଏ ଗାଈ ର ଗୋବର,,
Идеально повторил? Хотите вторую часть?
00:13
⚡️КАН АНДРЕЙ⚡️
Рет қаралды 3,2 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 15 МЛН
Red❤️+Green💚=
00:38
ISSEI / いっせい
Рет қаралды 87 МЛН
Pleased the disabled person! #shorts
00:43
Dimon Markov
Рет қаралды 29 МЛН
My Better Half - Ruchi maheshwari | Sandeep Maheshwari |
11:31
Tech Life Miracle
Рет қаралды 967 М.
Natia Comedy Part 463 || Mukula Drain
15:17
utkal cartoonworld
Рет қаралды 2,9 МЛН
Идеально повторил? Хотите вторую часть?
00:13
⚡️КАН АНДРЕЙ⚡️
Рет қаралды 3,2 МЛН