ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା

  Рет қаралды 4,806,765

Prameya News7

Prameya News7

2 жыл бұрын

ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews7.com/
KZfaq: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ: • Video
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face: • Face To Face

Пікірлер: 2 100
@niranjannayak5969
@niranjannayak5969 2 жыл бұрын
ସମସ୍ତ ଝିଅକୁ ଏମିତି ଗୋଟିଏ ଗୋଟିଏ ଶାଶୁ ମିଳିବା ଦରକାର ।ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏପରି ମହିୟସୀ ମହିଳାଙ୍କୁ ଧନ୍ୟବାଦ ।🙏
@nitishpanda4498
@nitishpanda4498 2 жыл бұрын
Sashu sala ea michha kahuchi are babushan ra recent videos dekhe kn kahichi
@commonman159
@commonman159 2 жыл бұрын
@@nitishpanda4498 Babushan return Kariba...Sabu bhul bujhiki byasta huani ...hela ...
@nitishpanda4498
@nitishpanda4498 2 жыл бұрын
@@commonman159 jadi tume sabu bujhucha then amiti cmt kn pain kala ta maa michha khuchi ta stree kn adu sadu gapuchi tume kuha gote hata re kn tali baje
@nitishpanda4498
@nitishpanda4498 2 жыл бұрын
Then prakruti ku kn pain blame kara hauchi sala odia industry ta aeithi pian agkau badhi paruni
@jessicapradhanjessi3492
@jessicapradhanjessi3492 2 жыл бұрын
Good👍
@Chandanmishra.Lyrical
@Chandanmishra.Lyrical 2 жыл бұрын
ଶାଶୁ ହବ ତ ଏମିତି. Heartly Salute u mam 🙏🏻😊
@anitabhoi9411
@anitabhoi9411 2 жыл бұрын
Shashu nuhen maa satare 🙏🙏
@prafullabarik1030
@prafullabarik1030 2 жыл бұрын
Good maa🙏🙏
@kabitasahu2076
@kabitasahu2076 2 жыл бұрын
@@prafullabarik1030 u
@prakasaswain1341
@prakasaswain1341 2 жыл бұрын
Bhai gote hatare Tali bajane
@Doctor_buddy7801
@Doctor_buddy7801 2 жыл бұрын
Yeah
@budhiramnahak3209
@budhiramnahak3209 2 жыл бұрын
ତୃପ୍ତିର ସାହାସିକତା ପାଇଁ ଧନ୍ୟବାଦ. ଏହିପରି ଜଣେ ନାରୀ ଆଉ ଜଣେ ନାରୀ କୁ ସାବଡ କରିବା ଉଚିତ
@sujitpanda1749
@sujitpanda1749 2 жыл бұрын
କଣ କଲୁରେ ପ୍ରକୃତି ଛଡା ମିଶ୍ର , ଦେବୀ ଭଳିଆ ମାଁ ଙ୍କ ଆଖିରେ ଆଖିରେ ଲୁହ ଦେଇଦେଲୁ , ତୁ କେବେବି ଶାନ୍ତି ରେ ରହିପାରିବୁନି , ତୋ ଜୀବନ ନର୍କ ହେଇଯିବ ।
@sangarmsamal634
@sangarmsamal634 2 жыл бұрын
Crt
@bishnuimissumaa4972
@bishnuimissumaa4972 2 жыл бұрын
ଆଜି କାଲି ଦୁନିଆଁ ରେ ବୋହୁ କୁ suport କରୁଥିବାରୁ ଖୁସି ଲାଗୁଛି 🌹ଧନ୍ୟବାଦ medam 👍👍
@mahidas863
@mahidas863 2 жыл бұрын
Thik but mo sasu hi mo ghara bhangi dele.
@bishnuimissumaa4972
@bishnuimissumaa4972 2 жыл бұрын
@@mahidas863 dharjya dhara didi
@rkiranaparida
@rkiranaparida 2 жыл бұрын
@@mahidas863 Kichhi dina apekhya Kara bhauni sabu thik heijiba
@preetypriya_sp
@preetypriya_sp 2 жыл бұрын
@@mahidas863 sasu ki sasu bhalia dekhile amiti heba,maa pari thare Dekha
@sumitshahoo5203
@sumitshahoo5203 2 жыл бұрын
Your great mom and mother in law i selut mem
@debrajsamal7701
@debrajsamal7701 2 жыл бұрын
ଯେତେ ହେଲେ ଫିଲ୍ମ୍ ରେ ଯେମିତି ସତରେ ମଧ୍ୟ ତମେ ସେମିତି ଭଗବାନ୍ ସବୁ ବେଳେ ତମକୁ ଖୁସିରେ ରଖନ୍ତୁ ଅପରାଜିତା madam 🥺🥺🥺❤️❤️❤️🙏🙏
@biswadebbehera6871
@biswadebbehera6871 2 жыл бұрын
Real..man Apana
@tanmayeemahapatro3411
@tanmayeemahapatro3411 2 жыл бұрын
Right 👍
@namitamahanta9861
@namitamahanta9861 2 жыл бұрын
Right, mam
@neyarkumar514
@neyarkumar514 Жыл бұрын
Right 👍
@adgamer2655
@adgamer2655 2 жыл бұрын
😭😭ଏ ଯୁଗରେ ଏମିତି ଶାଶୁ ଟିଏ ଭଗବାନ ସମସ୍ତ ଙ୍କୁ ଦିଅନ୍ତୁ
@firoznayak5101
@firoznayak5101 2 жыл бұрын
ସତରେ Reel ରେ ଜେମିତି real ରେ ବି ସେମିତି wowo❤️❤️ ସତରେ କ'ଣ କହି ଆପଣଙ୍କୁ ପ୍ରସଂଶା କରିବି ମୋ ପାଟିରେ ଶବ୍ଦ ନାହିଁ 🙏🙏🙏
@patitakumarchoudhury9855
@patitakumarchoudhury9855 2 жыл бұрын
ପ୍ରକୃତ ଆପଣ ମହାନ ଅପରାଜିତା ମାଡାମ , ସତ କୁ ସମ୍ମାନ ଦେଇ ଏ ବୟସରେ ନିରେପେକ୍ଷ ଭାବେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଉଛନ୍ତି 🙏🙏🙏
@ridi5086
@ridi5086 2 жыл бұрын
Correct
@krishtv6390
@krishtv6390 2 жыл бұрын
Right
@mrbitu801
@mrbitu801 2 жыл бұрын
Correct you are right
@spongebobinhindi2586
@spongebobinhindi2586 2 жыл бұрын
Right
@sabitabiswal1405
@sabitabiswal1405 2 жыл бұрын
llllllllllllllllpll@@mrbitu801 llll
@meenasethiexpress4774
@meenasethiexpress4774 2 жыл бұрын
ବାଡେ଼ଇଲେବି କିଛି ଭୁଲ କରିନି ତୃପ୍ତି ଏଦୁନିଆଁ କୁ ଗୋଟେ ଭଲ ମେସେଜ ଦେଲା ଧନ୍ୟବାଦ 🙏🙏🙏ମାଆ
@melisha4236
@melisha4236 2 жыл бұрын
Right
@pramilapadhi2039
@pramilapadhi2039 2 жыл бұрын
ଆପଣଙ୍କ ହୃଦୟ ଏତେ ମହାନ୍ ଏତେ ଭଲ ଆଜି କାଦୁନିଆରେ ବୋହୁକୁ ଏତେ ଭଲ ପାଇବା ଦେଖି ମୋପାଟିରେ ଧନ୍ୟବାଦ ଦେବାକୁ ଭାସାନାହି ଭଗବାନ ଆପଣଙ୍କୁ ବହୁତ ସକ୍ତିଦିଅନ୍ତୁଏତିକିମୋରପପ୍ରାଥନା🙏🙏🙏
@subasinipahi3607
@subasinipahi3607 2 жыл бұрын
ସତରେ ଟିକି ଅପା ଆପଣ ବହୁତ ମହାନ,🙏 ସଚୋଟ ରେ ରହିଛନ୍ତି ବୋଲି ଓଡିଶା ଲୋକ ଆପଣଙ୍କ ପକ୍ଷରେ, ତୃପ୍ତି ଦିଦି କୁ ନ୍ୟାୟ ମିଳିବ ।🙏
@Trueloveyouth
@Trueloveyouth 2 жыл бұрын
ସତରେ ଅପରାଜିତା ଅପା ଆପଣଙ୍କ ଭଳି ମା ଆଉ ଶାଶୁ ପାଇଁ ବାବୁସାନ ଆଉ ତୃପ୍ତି ଭାଉଜ ଧନ୍ୟ ବାବୁସାନ ଆପଣଙ୍କ ଭଳି ମା ଆଉ ତୃପ୍ତି ଭାଉଜ ଭଳି ପତ୍ନୀ ପାଇ କେମିତି ପ୍ରକୃତି କଥାରେ ଯାଉଛନ୍ତି
@baikunthabehera3971
@baikunthabehera3971 2 жыл бұрын
Mind it .stree and premika dal me muchhkala he
@bapnunans5367
@bapnunans5367 2 жыл бұрын
。?
@manoranjankisan8385
@manoranjankisan8385 2 жыл бұрын
ନିଜ ଘର କଥା ଭାବୁନ
@asabraaj7520
@asabraaj7520 Жыл бұрын
ମାୟା ରେ ବାୟା 😄😄😄
@HR_motivation341
@HR_motivation341 2 жыл бұрын
ପୁଅ କୁ ସୁଧାରିବା କୁ ଯାହା ଗୋଟେ ମା ର କର୍ତ୍ତବ୍ୟ ସେ କରିଛନ୍ତି,,, ଏଠି ଜଣେ ସୁପର ଷ୍ଟାର ନୁହେଁ ଜଣେ ମାଆ ର ସ୍ୱର ସୁଭୁଛି🙏
@baikunthabehera3971
@baikunthabehera3971 2 жыл бұрын
Agaku anek dhursya baki acchi.plese wait
@biswajitpradhan6209
@biswajitpradhan6209 2 жыл бұрын
Pura thik
@trailokyanathnayak9766
@trailokyanathnayak9766 2 жыл бұрын
ଅପରାଜିତା ଭଳି ମା' ପାଇଁ ଆମେ ଗର୍ବିତ। ସେଭଳି ମା' କୁ ମୋର🙏🙏
@akshayakumar8712
@akshayakumar8712 Жыл бұрын
ଆଜିକାଲି ଦୁନିଆରେ ବୋହୂର ପାରିବ ,ବୋହୂକୁ Support କରୁଥିବାରୁ ବହୁତ୍ ଖୁସୀ ଲାଗିଲା mam ji 🙏🙏🙏🙏🙏 , ଆପଣଙ୍କର ପରିବାର ପୁଣି ଥରେ ଏକାଠି ହୋଇଯାଉ ମୁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରଥାନ କରୁଚି ଜୟ ଜଗନ୍ନାଥ 🙏🙏🙏🙏🙏
@sahoosarbeswar1624
@sahoosarbeswar1624 2 жыл бұрын
ମା ହେବତ ଏମିତି ଧନ୍ୟବାଦ madam 🙏🙏🙏🙏🙏
@sanghamimitra3252
@sanghamimitra3252 2 жыл бұрын
Right
@jaganswainswain9879
@jaganswainswain9879 2 жыл бұрын
You are right bhai
@live.with_asima802
@live.with_asima802 2 жыл бұрын
Thik kahichhanti
@prasantpadhi6613
@prasantpadhi6613 2 жыл бұрын
@@sanghamimitra3252 🙏🙄zz,zz,🙏🙏🙏🙏🙏🙏🙏🙏🙏🙏🙏🙏🙏👍🙄
@Duryodhon2022
@Duryodhon2022 2 жыл бұрын
🙏🙏🙏🙏🙏🙏🙏🙏🙏🙏
@statuesyouthclub7705
@statuesyouthclub7705 2 жыл бұрын
ଅପରାଜିତା ମାଆ ଙ୍କ ପରି ଶାଶୁ ସମସ୍ତଙ୍କୁ ମିଳୁ 🙏🙏🙏
@sknmusicofficial8863
@sknmusicofficial8863 2 жыл бұрын
ଯେତିକି ମେଡିଆ ଭାଇ, ଓଡ଼ିଶା ପୋଲିସ ଆଉ ଯେତେ ଆମୋ ଓଡ଼ିଶା ର ସବୁ ବୁଦ୍ଧିଜୀବୀ ସମସ୍ତେ ଅପରାଜିତା ମାଡାମଙ୍କ ଠୁ ଶିଖରେ, ନ୍ୟାୟ କଣ ଆଇନ କଣ। really u r great mamm. Talented, inteligent, brilliant & sharp mind. I salute u mamm.
@rakeshkumarsahoo5707
@rakeshkumarsahoo5707 2 жыл бұрын
ସେ ଏତେ real ଭଲ ବୋଲି ବୋଧ ହୁଏ ସେଦିନ ' ମା ପରି କିଏ ହବ ' ଆଉ ' ରକତ ଚିଂହିଛି ନିଜର କିଏ ' ଦେଖିଲା ପରେ ମୋ ଆଖିରୁ ଲୁହ ବାହାରିଥିଲା,
@sriaurobindoashram7473
@sriaurobindoashram7473 2 жыл бұрын
ବହୁତ ଭଲ ଆପଣ ଅପରାଜିତା ମହାନ୍ତି ।
@user-uf3so2jf7r
@user-uf3so2jf7r 2 жыл бұрын
ପ୍ରକୃତି କୁ ଆହୁରି ମାଡ଼ ଦରକାର. ଧନ୍ୟ ମନ୍ମଥ ବାବୁ. ମଣିଷ ଭଳି ବିଚାର କରିବେ.
@mrunikeandheartkiller9399
@mrunikeandheartkiller9399 2 жыл бұрын
ପ୍ରକୃତି କୁ 👊✊🤛🤜👋🦶✋🦵 ଦରକାର।
@bikashgaming1438
@bikashgaming1438 2 жыл бұрын
Aji kalika jhia ...pura gua Ghia.
@sangarmsamal634
@sangarmsamal634 2 жыл бұрын
Prakriti ku goithha chapuda darkar
@saitulasibandichhor4343
@saitulasibandichhor4343 Жыл бұрын
ସତରେ ଶାଶୁ ମା ତୁମକୁ ଧନ୍ୟବାଦ୍ 🙏🏼
@yukti75
@yukti75 2 жыл бұрын
ହେ ଭଗବାନ୍ ସବୁ ଝିଅ ଙ୍କୁ ଏମିତି ଶାଶୁ ମିଲୁ please 🙏🙏🙏🙏🙏😭😭😭😭😭
@lizaraninayak9270
@lizaraninayak9270 2 жыл бұрын
ଆପଣଙ୍କ ପରି ଶାଶୁ ସମସ୍ତଙ୍କୁ ମିଳନ୍ତୁ, ଆପଣ ନିଜ ପୁଅର ଦୋଷ ନ ଘୋଡେଇକି ବୋହୂକୁ ସାହସ ଦେଉଛନ୍ତି କି ନିଜ ପରିବାର ସଜାଡ଼ିବାକୁ, ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ ମ୍ୟାମ
@cuttackvlog4472
@cuttackvlog4472 2 жыл бұрын
ସେ ପ୍ରକୃତି ମିଶ୍ର ମାଳି ସାହି ପଠେଇ ଦେବ ଦରକାର ଏତେ ସୁନ୍ଦର ଘର ଟାକୁ ଭାଙ୍ଗି ଦେଲ! 😭😭😭😭😭
@nelarinayak2534
@nelarinayak2534 2 жыл бұрын
Right
@sangarmsamal634
@sangarmsamal634 2 жыл бұрын
Crt
@videodhamaka1775
@videodhamaka1775 Жыл бұрын
Hnn bhai
@Fiftyshadesoffood
@Fiftyshadesoffood Ай бұрын
Pura thik.ta parika aahuri bi bahut jhia asigaleni ebe market ku
@sahootapan2996
@sahootapan2996 2 жыл бұрын
The statement from a mother for protecting his son such precious things that they don't want's her Daughter to defame, such a great MoM for our Nation
@khirodhchhatria2259
@khirodhchhatria2259 2 жыл бұрын
I watched your many movies where you have given justice to everyone and also in real life. I like your decision and proud as a fan.love you mam🙏
@sambalpurigana507
@sambalpurigana507 2 жыл бұрын
ଧନ୍ୟବାଦ ମାଁ ❤️❤️❤️❤️❤️😥😥😥❤️❤️❤️
@iam_baisakhi
@iam_baisakhi 2 жыл бұрын
Every mother in law should be like this.. Her heart is of gold.
@payalpriyadarshinidalai1127
@payalpriyadarshinidalai1127 2 жыл бұрын
Hann
@sarojkandulna2223
@sarojkandulna2223 2 жыл бұрын
Pagal
@kairabehera
@kairabehera 2 жыл бұрын
Tamaku bi milu
@_Dream_IAS_
@_Dream_IAS_ Жыл бұрын
କଳାକାର ମାନଙ୍କ କଥା କୁ ବିଶ୍ୱାସ କରିବା ବହୁତ୍ କଷ୍ଟ , କାନ୍ଦିବା ବଡ଼ କଥା ନୁହେଁ ସେ ମାନଙ୍କ ପାଇଁ
@kuchu1234
@kuchu1234 2 жыл бұрын
ମନ୍ମଥ ବାବୁ ଏବେ ଟିକେ ଝିଅ କୁ ନେଇ ଅନ୍ତାକ୍ଷରି ହେଉ ଆଉ ପତାଳି ବି .... 😜😜😜😜
@odiamummyrojina
@odiamummyrojina 2 жыл бұрын
ଭଗବାନ୍ କି ଶାଶୁ ଆପଣ ଅପରାଜିତା madam 🙏🙏🙏❤️❤️ ସେ ଝିଅ କଛି ପୁଣ୍ୟ କରିଥିବେ ନିଶ୍ଚିନ୍ତ, ଯେ ଆପଣଙ୍କ ଭଳି ଶାଶୁ ପାଇଛନ୍ନ୍ତି 😘😘
@hariharmohanty8551
@hariharmohanty8551 2 жыл бұрын
ଆପଣ ମାମ ଠିକ କହିଛନ୍ତି ।ମନ୍ମଥ ବାବୁ ଆପଣ ଭଲ ଭଜନ ଗାଉଛନ୍ତି ଝିଅକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ଭଲ ହେବ
@sumitramalik1226
@sumitramalik1226 Жыл бұрын
Au gote Katha sashu heba ta amiti 🙏🙏🙏🙏👍👍👍👍👍👍👍🙏🙏🙏 se prakruti ku au tike mada darkar thila Kam heigala 🙏🙏🙏
@MSJVLOGS22
@MSJVLOGS22 2 жыл бұрын
ଆପଣଙ୍କୁ ଭଗୋବାନ ଭଲରେ ରୋଖନ୍ତୁ,ଆପୋଣ ଗୋଟେ ଭଲ ମା ଆଉ ଭଲ ଶାଶୁ
@gggg-su1lm
@gggg-su1lm 2 жыл бұрын
You are a really a good person.....Every mother in law should be like u.....Proud of u...
@Erik-zl1hh
@Erik-zl1hh 2 жыл бұрын
ଆପଣଙ୍କ ବାବୁସାନ ଅପଣଙ୍କ କୋଳ କୁ ଫେରି ଆସୁ 🙏🙏
@chandansukla9500
@chandansukla9500 2 жыл бұрын
No
@medicalknowledge8755
@medicalknowledge8755 2 жыл бұрын
@@chandansukla9500 u mean to say Garva bhitarku pasijau May I right
@suchismitasahoo431
@suchismitasahoo431 2 жыл бұрын
Right
@umakantapradhan9739
@umakantapradhan9739 2 жыл бұрын
Babusan ku prathame mada darakar
@swatimalick9895
@swatimalick9895 Жыл бұрын
Mam apana boutu vhala ❤love you mam 😘😍💝😻😍
@shrushtisetu8148
@shrushtisetu8148 2 жыл бұрын
ଓଡ଼ିଶା ର ସବୁ ମା ଅପରା ଜିତା madam ଙ୍କ ପରୀ ହେବା ଉଚିତ୍ u r a great mother ନମସ୍କାର 🙏🏾ଯାଉ ସ୍ବାମୀ ମାନେ କି ଯୋଉ ବାପ ପର ନାରୀ ସାଙ୍ଗେ ବାହାରେ ବୁଲିବ ଏମିତି ମାଡ ଖାଇବ ଆଉ ଅନ୍ୟ କିଛି ବିକଳ୍ପ ନାଇଁ ❤️
@statuesyouthclub7705
@statuesyouthclub7705 2 жыл бұрын
ମୋତେ ଲାଗୁଛି ଅପରାଜିତା ମାଆ 🙏 ଠିକ୍ କହିଛନ୍ତି👍 ଭଗବାନ୍ ତାଙ୍କ ପରିବାର କୁ ସଜାଡି ଦିଅନ୍ତୁ 🙏🙏🙏
@29studios35
@29studios35 2 жыл бұрын
ଏ ମା ର ଲୁହ, ପ୍ରକୃତି ମିଶ୍ର କୁ ବାରବାଦ୍ କରିଦେବ …
@swatibhole4161
@swatibhole4161 2 жыл бұрын
Se already barbad heigalani
@ChhabilaMunda
@ChhabilaMunda 2 жыл бұрын
Such Main Aap Mahan, Medam 🙏
@rashmitabal903
@rashmitabal903 2 жыл бұрын
Best mother in law Aparajita Ma'am
@mognaamonaaa1491
@mognaamonaaa1491 2 жыл бұрын
ମନ୍ମଥ ବାବୁ କୁଆଡେ ଗଲେ ଏତେବେଳକୁ ଲୁଚିଲେ ହେବକି ଆସ ଆସ ଝିଅ ବିଷୟ ରେ ସଫେଇଦିଅ
@srutiranimohanty4270
@srutiranimohanty4270 2 жыл бұрын
Hn right nija re bhul achi but kahuni se manath Mishra but eathi se babusan re bi bhul achi se nije nija maa manuchanti but au gote chance diajiba
@pabi94
@pabi94 2 жыл бұрын
Manmath babu doing kirtan in Parthan TV, his daughter doing kirtan in others house.
@rajashreedas707
@rajashreedas707 2 жыл бұрын
Se esabu Katha ku ignore kare kahila na.safei kana daba.jhia Ra muhan badhe deichanti, kahichanti ja sabu toka nku emiti ---- kariki national artist hebu aau paisa kaneibu...
@viraltube8728
@viraltube8728 2 жыл бұрын
hau jauchi tame b asa bichara kariba
@Supriya002
@Supriya002 2 жыл бұрын
@@pabi94 Tanku Bahar Kari Deichi Channel Bala...
@rasmitapanda4222
@rasmitapanda4222 2 жыл бұрын
Every mother in law should be like u. I am great fan of u
@swetaacharyaom8330
@swetaacharyaom8330 2 жыл бұрын
Apa we all r there with you.please don't worry. Pray God everything will be fine.
@shibasundardash1596
@shibasundardash1596 Жыл бұрын
Perfect question aparajita mam
@akashbehera3908
@akashbehera3908 2 жыл бұрын
ଓଡ଼ିଆ ସିନେମା ର legend ଏବଂ ବୁଝାସୁଝା ମଣିଷ lv u mam 💟
@madhusmitamohapatra1768
@madhusmitamohapatra1768 2 жыл бұрын
As a mother I can understand how much painful it is when your child is trapped. Babusan has a great career and entire Orissa is standing with him.
@moksh121
@moksh121 2 жыл бұрын
Jetiki bhul prakriti ra setiki bhul babu ra bhi, se jadi nije thik thanta, tahele taku kahi ki kiye blackmail kariibaku jiba, se kichi na kichi karithiba boli hi daruthila na
@madhusmitamohapatra1768
@madhusmitamohapatra1768 2 жыл бұрын
@@moksh121 manisa matre bhul aachi. Nobody is perfect in this world, but to blackmail someone for his mistake is a crime. I think Prakruti now must stay away from Babusan if she’s not characterless. Nijara personality thile emiti para ghara bhangi na thanta se.
@baikunthabehera3971
@baikunthabehera3971 2 жыл бұрын
CHADAPATRA OR PREMIKA
@moksh121
@moksh121 2 жыл бұрын
@@madhusmitamohapatra1768 jaha bhi hau tali di hatharu hi baje, khali prakriti ku blame karile habani, babusan nije bi responsible nuha, tara kn nija family prati kichi responsibilities nathila ki, se setiki nathila boli aaji emti jhia sahita fasigala. Mu kahuni ki prakruti bhala jhia ta boli tara bhi bhul, gote jhia heiki au gote jhia ra ghara barbaad karila jouta bahut hi bada bhul
@chinmayee4181
@chinmayee4181 5 ай бұрын
Babusan cheater
@shriyajyotipanigrahi150
@shriyajyotipanigrahi150 2 жыл бұрын
Aparajita mama...god bless always with you🙏
@rashmimayeepanigrahi9734
@rashmimayeepanigrahi9734 2 жыл бұрын
Thanks to aparajita mem lv u sooo much
@amitrana5619
@amitrana5619 2 жыл бұрын
ମାଁ ର ମମତା ସବୁଠାରୁ ବଡ଼। ବାବୁ ଭାଇ ଦୟାକର। ଆମକୁ ସେହି ପୁରୁଣା ବାବୁ ଭାଇ ଦରକାର
@harikrushnapatra2537
@harikrushnapatra2537 2 жыл бұрын
Bala Bhai
@Sonalispeaks
@Sonalispeaks 2 жыл бұрын
ଅପରାଜିତା ମାଡାମ ଙ୍କୁ 🙏🙏 . ମା ଆଖିର ଲୁହ ସବୁ କିଛି କହିଦେଉଛି । ଏମିତି ଶାଶୁ ସବୁ ଝିଅଙ୍କୁ ମିଳନ୍ତା କି 😢 , । ସେ ଯୋଉ ଲୋକଗୁଡ଼ା ସେ ବଦମାସ ଅପ୍ରାକୃତିକ ମିଶ୍ର ର ସପୋର୍ଟ ନେଉଥିଲେ ଏଟା ଟିକେ ଦେଖନ୍ତୁ। ସେ ସମସ୍ତେ ମିଛ କହିପାରନ୍ତି କିନ୍ତୁ ମା' ଟି ମିଛ କହେନି। ତା' ବ୍ୟତୀତ ,ସେ ହିରୋଶାନ କ'ଣ କୁନି ଛୁଆ , ଜାଣିପାରୁନଥିଲେ କିଛି !! କୋଉ ବିବାହିତା ସ୍ତ୍ରୀ ଟା ନିଜ ସ୍ୱାମୀର ଗାର୍ଲଫ୍ରେଣ୍ଡକୁ ନିଜ ଘରେ ଦେଖି ସହିବ ????
@sudarsansahoo3331
@sudarsansahoo3331 2 жыл бұрын
O
@sudarsansahoo3331
@sudarsansahoo3331 2 жыл бұрын
🔊 moo 🔛
@rajendradalei8483
@rajendradalei8483 Жыл бұрын
Aparajita nka asali name ta kan janichhanti jadi tike kahibe ta ethi. Babushan ra asali name padaku asila 1/2 years hela. Khokabhai nka gote 25 barsa tala program re e toka geeta gaithila aau video ta 2 barsa hela YT re asichhi
@monalisadas4905
@monalisadas4905 2 жыл бұрын
Great wife and great maa emti hele jai avail jhia sasan hebe
@soumyaranjanmohapatra8374
@soumyaranjanmohapatra8374 Жыл бұрын
Aparajita mam perfect saying
@pabi94
@pabi94 2 жыл бұрын
Example of a good mother to the whole world. We all stand behind you madam.
@Parthasutar
@Parthasutar 2 жыл бұрын
ସେ ଭଳି ଝିଅ ବିଷ କନ୍ୟା ଏମିତି ବି ଯେତେ ଖରାପ ଶବ୍ଦ ନାହିଁ ତାକୁ କହିବାକୁ
@chuchutvpiyush.9570
@chuchutvpiyush.9570 2 жыл бұрын
Chee chee kukuri muhi taku dekhile janpade Bollywood re bi se semiti Paso thiba thuuuu...
@mrunikeandheartkiller9399
@mrunikeandheartkiller9399 2 жыл бұрын
ଘୁଷୁରି ନହେଲେ କାଉ ସେ ପ୍ରକୃତି ମିଶ୍ର
@swatireddy6045
@swatireddy6045 2 жыл бұрын
Very good woman she is very lucky that ur her mother in law
@pinkypradhan7262
@pinkypradhan7262 2 жыл бұрын
Aparajita mam great👍👍👏👏
@sashantilatasahoo7191
@sashantilatasahoo7191 2 жыл бұрын
Mother is always 🙏🏻,,,maa kola puni Puri uthu,,Godnku dakuchhi 🙏🏻, aapananka family puni hasi uthu 😘
@luckythegamer1968
@luckythegamer1968 2 жыл бұрын
ତୁମେ ଶାଶୁ ନୁହେଁ, ତୁମେ ମା ।ତୁମ ଭଳି ଶାଶୁ ସମସ୍ତଙ୍କୁ ମିଳୁ ।👍👍👍
@luckymajhi8363
@luckymajhi8363 Жыл бұрын
Thank you mam
@ameet--babu4163
@ameet--babu4163 2 жыл бұрын
Aparajita medam ku 🙏🙏🙏🙏🙏🙏🙏🙏🙏...
@itsme-sm5vu
@itsme-sm5vu 2 жыл бұрын
ହଇରେ ବେହିଆ ପୁଅ Maa କୁ e ପରିଣତ ବୟସରେ କଷ୍ଟ ଦଉଛୁ ତୋ ମୁହଁକୁ ku ଟିକେ laja ନାହିଁ
@cdubey1499
@cdubey1499 2 жыл бұрын
Aprajita,very good
@laxminarayandeheri8670
@laxminarayandeheri8670 Жыл бұрын
We r support babusant. Good aparajita mem
@purnapraska9350
@purnapraska9350 Жыл бұрын
Thanks for your
@anantabarik8769
@anantabarik8769 2 жыл бұрын
You are absolutely right, mam.
@sakbehura
@sakbehura 2 жыл бұрын
Mam ଆପଣ ସାଧାରଣ ନାରୀ ନୁହନ୍ତି... ଦେବୀ ଆପଣ
@rakeshpradhan7654
@rakeshpradhan7654 2 жыл бұрын
Paduka nei mundare mara
@tezz7385
@tezz7385 2 жыл бұрын
@@rakeshpradhan7654 🤣🤣🤣
@Seungbini_927
@Seungbini_927 2 жыл бұрын
@@rakeshpradhan7654 har maa apne bachho k liye devi hoti h... Aur maa ka aasirvaad as paduka lene ka mauka mile toh koi kyuu chhodega ..... So don't spread hate here.... Jaake uss Prakruti ka gaaooo.. idhar nhii
@rakeshpradhan7654
@rakeshpradhan7654 2 жыл бұрын
@@Seungbini_927 Agyan apana nara na nari mu janini Kintu mu kaha ku support bi karuni eithi Kintu Jaya sahu Atyanta bhaba biholo hei jou lekhichanti taha Kan thik emiti Hele sabu deba Debi heijibe
@Seungbini_927
@Seungbini_927 2 жыл бұрын
@@rakeshpradhan7654 first of all..... I m also a mother of my 1 year baby boy.... N i can understand wht she is going through..... Nd second thing is loko maane jadi taanku setiki maanuchonty as devi... Then she has also given her entire career to this ollywood industry to entertain us... Tavi toh log utna ijjat de rahai... Sbki apni apni baat hoti h bro ... Anyway... Have a gud lyf
@taraninayak4827
@taraninayak4827 Жыл бұрын
Beautiful video thanks
@priyankamohanty3122
@priyankamohanty3122 Жыл бұрын
Most lovely mother
@ankitamohanta5499
@ankitamohanta5499 2 жыл бұрын
Every woman should be like aparajita madam🙏🙏🙏
@radharanisahoo2810
@radharanisahoo2810 2 жыл бұрын
Mam u are great ❤️
@sugyankumar8047
@sugyankumar8047 2 жыл бұрын
Madam you are telling 100% Correct...
@subodhapradhan975
@subodhapradhan975 Жыл бұрын
You are great mam god bless you 👍
@niammajhi1727
@niammajhi1727 2 жыл бұрын
ଗୋଟିଏ ଜାଗୃତି ଶୁକ୍ଲା ଆଉ ଗୋଟେ ପ୍ରକୃତି ମିଶ୍ର ଓଡ଼ିଆ ସିନେମା କୁ ହଲେଇ ଦେଲେ....
@binapaninaik5932
@binapaninaik5932 2 жыл бұрын
Sabu thik heijiba madam.
@kalicharanhembram3487
@kalicharanhembram3487 Жыл бұрын
Aparajita Maam is a real Maa
@idealworld3966
@idealworld3966 2 жыл бұрын
Well said Aparajita Mam
@dosomegoodwork5286
@dosomegoodwork5286 2 жыл бұрын
ପ୍ରକୃତି ମିଶ୍ର ଗୋଟେ ନାଗୁଣୀ । ଯିଏ ବାହା ହେବ ଟା ଜୀବନ ବରବାଦ କରିଦେବ। ମନ୍ମଥ ମିଶ୍ର ତମେ ଏଇ ସଂସ୍କାର ଦେଇ ଛୁଆ କୁ ବଢ଼େଇଚ ।
@sujitmajhi5545
@sujitmajhi5545 2 жыл бұрын
Prakruti Mumbai re deha byabasaya kare
@suryakantaswain8251
@suryakantaswain8251 2 жыл бұрын
ସେଈଟା ବାରରେ ମଦ ପିଏ ତାକୁ ମୋ ସା
@melisha4236
@melisha4236 2 жыл бұрын
Right
@AmitKumar-yn7kg
@AmitKumar-yn7kg Жыл бұрын
Right
@rasmimohanty7435
@rasmimohanty7435 2 жыл бұрын
Perfect Reply from Aparajita Madam 🙏🙏🙏
@mkpradhan2750
@mkpradhan2750 2 жыл бұрын
ଆରେ ଭାଇ ମାନେ 😭 ସାଧାରଣ ତ୍ ଜାଣିବା କଥା ଝିଅ ଚାହିଁଲେ ପୁଅକୁ କ୍ଷଣ କ ରେ ବର୍ବାଦ କରିଦେବ ମୋ ମତ ରେ ୧୦୦% ରୁ ୯୫% ଭୁଲ୍ ପ୍ରକୃତି ର ପ୍ରକୃତି ର ତାଣ୍ଡବ 😂😂
@user-bikram_panda__143
@user-bikram_panda__143 2 жыл бұрын
Mu Babusaan nka big fan ହିସାବରେ kahibi je Babusaan Sir aw Trupti Mam ଏକାଠି ହୁଅନ୍ତୁ
@sontoshsahoo277
@sontoshsahoo277 2 жыл бұрын
ପ୍ରଥମ କଥା ଆପଣ ଦୁଇଜଣ ଜଣେ ଭଲ ମାତାପିତା ଆଉ ଜଣେ ଭଲ ମଣିଷ ।ସାରା ଓଡିଶା ବାସୀ ଆପଣଙ୍କ ର।ଧର୍ଯ୍ଯ ରଖନ୍ତୁ ।ଭଗବାନ ଆପଣଙ୍କ ର ସବୁ ଦୁଃଖ ଦୂର କରିବେ।ଅଭିନୟ ମାଧ୍ୟମରେ ଆପଣ ଆମ ମାନଙ୍କୁ କେତେ ବାଟ ଦେଖେଇଛନ୍ତି ।ଭଗବାନ ଆପଣଙ୍କୁ ନିଶ୍ଚିତ ଭାବେ ବାଟ ଦେଖେଇବେ।
@pabitradas7107
@pabitradas7107 2 жыл бұрын
Huge respect to aparajita madam .. She is great ....every woman should get mother-in-law like aparajita maam❤️🙏🙏
@satyabratpati4647
@satyabratpati4647 2 жыл бұрын
Aparijita mam 🙏🙏🙏 salute
@kanhugochhayat2944
@kanhugochhayat2944 2 жыл бұрын
Oporajita good sashu i love ❤❤❤❤❤
@dhruvmusic2813
@dhruvmusic2813 2 жыл бұрын
ମା ପ୍ରକୃତି ସେକେଣ୍ଡ ସ୍ତ୍ରୀ ହବାକୁ କାଇଁ ଏତେ ଇଛା, ଦୁନିଆଁରେ ଏବେବି କୁଆଁରା ଅଛନ୍ତି କିଛି
@adrikayangayaseni6841
@adrikayangayaseni6841 2 жыл бұрын
Hm je bhai but. Kintu ebesya ku kia gharaku naba.... Besya malisahire bhala lage ghare nuhain
@cuttack1235
@cuttack1235 2 жыл бұрын
ନୂଆ ପିଢ଼ିଁଙ୍କ ପାଖରେ ସଂସ୍କାର ଅଭାବ କୁହାଯାଇପାରେ, ଫିଲ୍ମ ଇଣ୍ଡଷ୍ଟ୍ରି ରେ trend ଚାଲିଛି divorce and second ,third marriage ର ତ ବୋଲି କଣ short cut to success ର ଏହା ଗୋଟେ ବାଟ ନୁହେଁ ।
@swabhimaniodia2478
@swabhimaniodia2478 2 жыл бұрын
Apana Heuchhanti Aparajita🙏 You highly justified the significance of your name by standing strong on this matter🙏 You are not only a Loving mother, All families of Odisha needs a guardian Like You🙏 Hats Offs to you Mam🙏 God will listen your and ours prayers for Sure🙏
@basantkumarpradhan3412
@basantkumarpradhan3412 2 жыл бұрын
Aparajita madam you are great..... Tripti madam and Lalit Satpathy sir also great....
@ramakrushnarout9567
@ramakrushnarout9567 Жыл бұрын
Always respect Aparajita ma'am
@babu9040
@babu9040 2 жыл бұрын
ବାବୁସାନ ଭାଇ ତମେ ତମ ଘରକୁ ଫେରି ଆସ ପ୍ଲିଜ଼ ଭାଇ
@smrutiojha6843
@smrutiojha6843 2 жыл бұрын
How sweet she is 😭😭😭😭😭😭her pain I can feel😭😭😭😭😭😭
@Mahendrakumar-vq6qw
@Mahendrakumar-vq6qw 2 жыл бұрын
Tha great jowab oparajita anty you are real artist
@ameetphulbani7037
@ameetphulbani7037 Жыл бұрын
I love you aparajita mam
@susilsahoo6946
@susilsahoo6946 2 жыл бұрын
Such a great lady ❤️❤️ aparajita mam,,, salute to you,,,,big example odisa ra sabu sasunka pai....sasu hebo ta emiti.... inspiration to all woman....
@deepanjalidash1716
@deepanjalidash1716 2 жыл бұрын
Heartly respect to u mam
@lifididilifididi6212
@lifididilifididi6212 Жыл бұрын
Maa Apanakna charanre koti koti pranam
@omsathyasaitentindiranagar1212
@omsathyasaitentindiranagar1212 Жыл бұрын
I like this video, you are really great mem
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 61 МЛН
Incredible magic 🤯✨
00:53
America's Got Talent
Рет қаралды 71 МЛН
Does size matter? BEACH EDITION
00:32
Mini Katana
Рет қаралды 16 МЛН
DO YOU HAVE FRIENDS LIKE THIS?
00:17
dednahype
Рет қаралды 97 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 61 МЛН