Pratap Keshari Deb ବୋଧେ ଭଲରେ ପଢ଼ି ନାହାନ୍ତି ସଂକଳ୍ପ ପତ୍ର: Manmohan Samal || BJP Odisha

  Рет қаралды 63,210

Mobile News 24x7

Mobile News 24x7

9 күн бұрын

#PratapKeshariDeb #BJD #ManmohanSamal #BJP #bijujantadal #bharatiyajanataparty #odishabjp #odishabjp
Pratap Keshari Deb ବୋଧେ ଭଲରେ ପଢ଼ି ନାହାନ୍ତି ସଂକଳ୍ପ ପତ୍ର: Manmohan Samal || BJP Odisha
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp.com/DjZCCjo3X7R...
For the latest Odisha News Follow us:
Visit US: odia.mobilenews24x7.com/
KZfaq: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com/profile/mobile...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7

Пікірлер: 317
@sibasiba6081
@sibasiba6081 8 күн бұрын
ନୂଆ ସରକାର ପ୍ରଥମେ ଜେଲ୍ ଯୋଜନା କୁ କାର୍ଯ୍ୟକାରି କରନ୍ତୁ, ସବୁ ସଙ୍କଳ୍ପ ଆପେ ପୁଭଣ ହେଇଯିବ,
@user-gj7fv5tq2q
@user-gj7fv5tq2q 7 күн бұрын
Right 👍
@user-ce6zc7zh6n
@user-ce6zc7zh6n 7 күн бұрын
100 percent right bhai
@prasantakumarbisoyi4231
@prasantakumarbisoyi4231 7 күн бұрын
ଯିଏ ବିରୋଧ କରିବ ତାଙ୍କୁ ଜେଲ ଯିବାକୁ ପଡିବ ବା ବା ରେ ଭାଇ।
@deepakroutray6568
@deepakroutray6568 6 күн бұрын
Correct​@@prasantakumarbisoyi4231
@GirishJena-qs6hd
@GirishJena-qs6hd 7 күн бұрын
Free ଯୋଜନା ସବୁ ବନ୍ଦ କରନ୍ତୁ. ଲୋକେ କାମ କରିବାକୁ ଚାହୁଁନାହାନ୍ତି.
@BhaktaMeher-kb9ws
@BhaktaMeher-kb9ws 7 күн бұрын
Raigt Katha agyan 🙏🏻 ମୁଁ ଏ କଥା ପାଇଁ ଆପଣ ଙ୍କ ସହ ଏକ ମାତା🪷🙏🏻🪷 ଜୟ ଶ୍ରୀ ରାମ ଜୟ ଜଗନ୍ନାଥ 🪷🙏🏻🪷
@jugalakishorebehera2753
@jugalakishorebehera2753 7 күн бұрын
Right sir
@prasantakumarbehera5096
@prasantakumarbehera5096 7 күн бұрын
Right❤❤❤❤
@diptiskumarbal3778
@diptiskumarbal3778 6 күн бұрын
Au 15lakh free jojana
@soren-37
@soren-37 6 күн бұрын
5:02 ଯଦି ୧୫ଲକ୍ଷ ଦେବାକଥା କହି ଲୋକଂକୁ ଠକେଇଲ ତେବେ କହୁଥିଲ କାହିଁକି, ବିଜୁଳି କଥା କହିଲ, ୫ବର୍ଷ ରେ ୫୦ବର୍ଷ ର ବିକାଶ କଥା କହିଲ, ଓଡିଶା କୁ ଦୀଗୁଣା ବିକାଶ କଥା କହିଲ , ତେଣୁ ତୁମେ ଭଳୁଆ ନା ଆଉ କଣ
@bhagbanbehera5601
@bhagbanbehera5601 7 күн бұрын
Pratap Babu ଦୟାକରି ଏ ମାଗଣା ଦେବା ଜିନିଷ ବନ୍ଦ କରାଯାଉ ସେ ଯୋଉ ସରକାର ହୁଅନ୍ତୁ
@santoshnayak5355
@santoshnayak5355 7 күн бұрын
ତୁମେ ଦୁନିଆ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାବାସୀ ଙ୍କୁ କେତେ ପୂରଣ କରିଥିଲ
@MNDIGITALSARAKANA
@MNDIGITALSARAKANA 8 күн бұрын
ମନମୋହନ ବାବୁ ବର୍ଷା ଦିନେ ଆଉ ଶୀତ ଦିନେ ଏଗୁଡାକ ଜଳି ବନି ଲୋକେ ବିଦ୍ୟୁତ ବିକିବେ କଣ ..? ବ୍ୟାଟେରୀ 3 ବର୍ଷ ରେ କବାଡି ବାଲା ନେବ ଦୟାକରି ଧର୍ମେନ୍ଦ୍ର ବାବୁ କହିଥିବା 300 ୟୁନିଟ୍ ଦିଅନ୍ତୁ କଥାକୁ ବୁଲlନ୍ତୁ ନାହିଁ
@deepakpatra8151
@deepakpatra8151 7 күн бұрын
ଆଗେ BJD ର କେଳେଙ୍କାରୀ ଧରାଯାଉ ତା ପରେ ପରଟା ଖାଇବା
@user-gj7fv5tq2q
@user-gj7fv5tq2q 7 күн бұрын
​@@deepakpatra8151right 👍
@BhaktaMeher-kb9ws
@BhaktaMeher-kb9ws 7 күн бұрын
@@deepakpatra8151 ରାଇଟ
@MNDIGITALSARAKANA
@MNDIGITALSARAKANA 7 күн бұрын
@@deepakpatra8151 ଆଗ ଯାହା କହି ଆମଠାରୁ ଭୋଟ ନେଇଛନ୍ତି ଆଗ କରନ୍ତୁ ତା ପରେ ଯାହାକୁ ଧରାଧରି କରିବା କଥା କରନ୍ତୁ ସେଥିରୁ ଆମକୁ କଣ ମିଳିବ
@sanjaysethy846
@sanjaysethy846 7 күн бұрын
Taa pare Kan kella​@@deepakpatra8151
@ChandraBhanunayakNayak
@ChandraBhanunayakNayak 7 күн бұрын
24ବର୍ଷ ସରକାର ରେ କରିପାଲନାହିଁ,, ଆଉ ବିଜେପି ଙ୍କୁ ବୁଦ୍ଧି ଦଉଛି, ଲଜ୍ୟା ଲଜ୍ୟା ଲାଗିବାକଥା,
@supravayoutube484
@supravayoutube484 6 күн бұрын
ମାଗିହା ବିଜେଡି ଓଡିଶା କୁ ବିକିଦେଇଥାନ୍ତେ ପ୍ରଭୁ ଜଗନ୍ନାଥ ବଂଚେଇଦେଲେ
@pranayakumarbarik3460
@pranayakumarbarik3460 8 күн бұрын
ଦୀନ ରେ ଲଣ୍ଠନ ଦେଖନ୍ତୁ ନାହିଁ ମନମୋହନ ବାବୁ,
@saratkumarpanda7007
@saratkumarpanda7007 7 күн бұрын
ବିଜେପି ବାଲାଙ୍କ କଥା ବେଶି କାମ କମ୍ ଆମେ ଜାଣିଛୁ
@BLPlus6940
@BLPlus6940 7 күн бұрын
ଦର ବୃଦ୍ଧି, ବେକାରୀ ସମସ୍ୟା, ଚାଷୀ ଅବହେଳା,Neet UG ଘୋଟାଲା। 300 ୟୁନିଟ୍ ବିଜୁଳି ମିଳିଲା ନାହିଁ, ଆଉ କେତେ ଦିନ ମୋଦୀ ସରକାର ଦେଶକୁ ଲୁଟିବ
@amarnathpal3665
@amarnathpal3665 7 күн бұрын
BJD ଗୋଟିଏ ଗାଲୁଆ ରାଜନୈତିକ ଦଳ. ପ୍ରତାପ ଦେବ ଓଡିଶାର ଏକ ନମ୍ବର ଟାଉଟର.....
@chandrakantibehera9413
@chandrakantibehera9413 7 күн бұрын
BJP neet ghutala karichanti saa bhala
@user-gj7fv5tq2q
@user-gj7fv5tq2q 7 күн бұрын
Bali mafia
@SagarBarik-pu9rn
@SagarBarik-pu9rn 7 күн бұрын
Istahar deithila purana kar
@diptiskumarbal3778
@diptiskumarbal3778 6 күн бұрын
Au kichi Mafia nku dekhibaku baki achi
@4killersiba142
@4killersiba142 Күн бұрын
Tu besi bekar Katha kahibeni sala tautara jay Naveen
@nilayabeheravlogs535
@nilayabeheravlogs535 2 күн бұрын
ସୋଲାର ନା ବାଳ ତା ଦେବେ.. ଜୁଲାଇ ରୁ ଛାଡ଼ ହବ ବୋଲି କହିଥିଲେ.. ଜୁଲାଇ ତ ଆରମ୍ଭ ହେଲାଣି. କେବେ ସୋଲାର ଦେବେ.. ଜୁଲାଇରେ ସୋଲାର ନଦେଲେ ସମସ୍ତଙ୍କୁ ଧୋକାବାଜ ଏଂବ ଟାଉଟର କୁହାଯିବ
@DeleteRaj...
@DeleteRaj... 3 күн бұрын
ବିଜେଡି 25 ବର୍ଷ ଶାସନ କରି କେତେ ବିଜୁଳି ଛାଡ କରିଛନ୍ତି ଆପଣ କହିବେ କି...
@user-fo1fl9ub9e
@user-fo1fl9ub9e Күн бұрын
କିଛି କରିବାକୁ ପଡିବ ନାହିଁ ସବୁଦେଇଦେଲ ଆମେ ପାଇଗଲୁ , ଖାଲି ଭାଷଣ ମାରନ୍ତୁ ।
@bidyadhardas3746
@bidyadhardas3746 7 күн бұрын
କାହିଁକି ମାଗଣା ଦେବ। ତୁମ ପୈତୃକ ସମ୍ପତ୍ତି ବିକିକି ଦେଉନ।। ଶଳା ପର ପଇସା ରେ ରାଜନୀତି।
@debadattasahoo6244
@debadattasahoo6244 7 күн бұрын
ଚାଲୁଣି କହୁଛି ଛୁଞ୍ଚିକୁ ତୋ __ ରେ ଗୋଟିଏ କଣା, ଲାଜ ମାଡୁନି ଏ ପୋଡ଼ା ମୁହାଁକୁ
@bikasnayak7083
@bikasnayak7083 7 күн бұрын
ଆମର ମାଗଣାରେ ବିଜୁଳି ଦରକାର ନାହିଁ କାରଣ ଗୋଟେ ପଟେ ମାଗଣା ଦେବ ଅନ୍ୟ ପଟେ ଅଧିକା ନେବ.
@narayanbishoyi1170
@narayanbishoyi1170 7 күн бұрын
ବିଜେଡି ଶଳା ବଡ଼ ଟାଉଟର ଆମକୁ ଅନେକ ସୁବିଧା ପାଇବାରୁ ବଞ୍ଚିତ କରିଛି ୨୫ ବର୍ଷ ରେ
@motilalpradhan2288
@motilalpradhan2288 7 күн бұрын
ହଇହୋ ବାବୁ (ପ୍ରକୃତରେ ପାଣ୍ଡୁର ବୋଲକରା କ୍ରୀତଦାସ ଚାକର ଚାକରାଣୀ ଚାଟୁକାର ଓ ବୁଚୁକାବୁହା) ୨୦୦୯/୨୦୧୪/୨୦୧୯ ରେ ବିଜେଡି ଯେଉଁ ସଂକଳ୍ପ ପତ୍ର ବାହାର କରିଥିଲା ତାହାକୁ କେବେ ପଢିଛ ନା ନାହିଁ ? ହଁ, ଯଦି ବିଜେପି କହିଛି ୩୦୦ ୟୁନିଟ୍ ଫ୍ରୀ ଦେବ ତାହା ମଧ୍ୟ ଦେଉ।
@pramodnayak8590
@pramodnayak8590 6 күн бұрын
ପ୍ରତାପ ବାବୁ ଏତେ ତର ବର କାହିଁକି ହେଉଚ ସଂଭାଳି ପାରୁନ ବୋଧେ 24 ବର୍ଷ ହେଲା ଖାଇ ଚାଲି ଥିଲ ଏବେ ସହି ପାରୁନ ତୁମେ ପାଣ୍ଡିଆନ ର ଟ୍ରାଫିକ ଦେଖିବା ଲୋକ ଓଡିଶା ବାସି ତମକୁ ବେଶୀ ଜାଣିଛନ୍ତି ବିଜେପି ଇସ୍ତା ହାର ରେ ଯାହା କହିଛି ସବୁ କରିବ 100 ଦିନ ଭିତରେ ସବୁ ହେବ
@user-pu9qo1sg6p
@user-pu9qo1sg6p 8 күн бұрын
ସଂକଳ୍ପ ପତ୍ରରେ ନ ଥାଉ; ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସମ୍ବଲପୁର ନିର୍ବାଚନୀ ସଭାରେ ହଜାର ବାର ଘୋଷଣା କରିଛନ୍ତି ଯେ ଆମ ଦଳ ସରକାରକୁ ଆସିଲେ ଓଡ଼ିଶାରେ ଲୋକଙ୍କୁ ସରକାର ୩୦୦ ୟୁନିଟ ବିଜୁଳି ମାଗଣା ଯୋଗାଇଦେବେ। ଏବେ ସେ ମାଗଣା ବିଜୁଳି କଥା ସରକାରଙ୍କୁ ପଚାରିବାରୁ ମନମୋହନ ବାବୁ ଫାଙ୍କିବା ଆରମ୍ଭ କରିଦେଲେଣି। କହୁଛନ୍ତି, "ଆମେ ସଂକଳ୍ପ ପତ୍ରରେ ମାଗଣା ବିଜୁଳି ଯୋଗାଇ ଦେବା କଥା ଲେଖି ନ ଥିଲୁ। ମାଗଣା ସୋଲାର ପ୍ୟାନେଲ ବସେଇ ଦେବା ଲେଖି ଥିଲୁ।ଜଣା ପଡ଼ୁଛି ତୁମେ ଭଲ ଭାବରେ ପଢିନ କି ବୁଝିନ ବୋଧେ।" ଲୋକଙ୍କୁ ଭୁଆଁ ବୁଲେଇବା ଆରମ୍ଭ କଲେ ଜଣାଗଲା ଏଥିରୁ।'ପ୍ରକୃତି ନୈବ ମୁଚ୍ୟତେ।' ଆଉ କରିବା କ'ଣ। ଜନସାଧାରଣ ଯାହା ବୁଝିବେ ଓ ବିଚାର କରିବେ।
@MNDIGITALSARAKANA
@MNDIGITALSARAKANA 7 күн бұрын
ବି. ଦ୍ର ଏହା କେବଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ପାଇଁ ଉଦିଷ୍ଟ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ନୁ6ହଁ
@Biru135
@Biru135 6 күн бұрын
ସ୍ଵୟଂ ଯୋଜନା ରେ 1 ଲକ୍ଷ୍ୟ ଟଙ୍କା କିଏ କିଏ ପାଇଛନ୍ତି ଟିକେ କହିବେ କି ଶଳା ଗାଲୁଆ ପ୍ରତାପ ତମର ବିଜେଡି ଦଳ ଯୋଉ ପ୍ରତିଶ୍ରୁତି ଦେଇଥିଲା ସେଟା ହେଲା କି ??
@pramodsahu4459
@pramodsahu4459 7 күн бұрын
ବିଜେପି ସରକାର ବିଜୁଳି କେବେ ଦେବ
@kaliakumarsahu5790
@kaliakumarsahu5790 7 күн бұрын
ବୋଲେ। ବୋଲେ ଢ଼ାବା ବିଷୟରେ କିଛି କହିଲ ନି ଯେ ପ୍ରତାପ ବାବୁ
@ranjankumarmohanta2003
@ranjankumarmohanta2003 7 күн бұрын
ହୋଇରେ ପ୍ରତାପ ତମ ପ୍ରତିଶୃତି କେତେ ରକ୍ଷା କରୁଥିଲ ...ତମେ ଖାଲି କୁକୁର ଭଳି ଭୋ ଭୋ ହେଉଥାଅ😂😂😂
@subodhkumarnaik5066
@subodhkumarnaik5066 7 күн бұрын
ସବୁ ମାଗଣା କଣ ପାଇଁ ଦେଉଛ, ଲୋକ ଙ୍କୁ job ଦିଅ
@narayandas369
@narayandas369 6 күн бұрын
ହେ ମୋଦି ସରକାର ବିଜୁଳି 100 ୟୁନିଟ ଛାଡ଼ କର ନହେଲେ ଆଗାମୀ ଭୋଟରେ ହାରିବ
@saradaprasadmohanty9169
@saradaprasadmohanty9169 7 күн бұрын
ତୁମେ 24 ବର୍ଷ ରେ କଣ କରିଛ ।
@goutamdhal3160
@goutamdhal3160 7 күн бұрын
ଟଙ୍କାକୁ ନେଇ କେଉ ଦଳର ଲୋକ।ମନେ କାମ କରିଥିଲେ
@kalyanpanda5885
@kalyanpanda5885 8 күн бұрын
ରଜା ପୁଅ ଟିକେ ଅପେକ୍ଷା କରି ଦେଖ, ତମ ଭଳି ସମସ୍ତେ ଚାମଚା ନୁହନ୍ତି
@umeshrath1660
@umeshrath1660 7 күн бұрын
ସେମାନେ ଛକା ଦେଇଥିବା କଥା ପୁରଣ କରୁନାହଁ ତି
@prasantasahu4737
@prasantasahu4737 8 күн бұрын
ପ୍ରତାପ ଦେବ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶରେ ଘୋଷଣା କରିଥିଲେ କୁଇଣ୍ଟାଲ ପ୍ରତି ଶହେ ଟଙ୍କା ବନସ ଦେବା ପାଇଁ
@user-rt7ic2xi5b
@user-rt7ic2xi5b 8 күн бұрын
Banda chhuli pakeichhi
@user-yd7dq7ij6w
@user-yd7dq7ij6w 7 күн бұрын
ସେଇ ଟଙ୍କା ଚାଷୀ ଏବେ ପାଇବେ 3100କୁଇଣ୍ଟାଲ ପଛ କଥା ଛାଡ଼ ଏବେ କହିଲେ ଲାଭକଣ
@user-yd7dq7ij6w
@user-yd7dq7ij6w 7 күн бұрын
ନବୀନ ସାର ନା ପ୍ରତାପ ଦେବ କିଏ କହିଥିଲେ
@santoshpadhykumar9418
@santoshpadhykumar9418 4 күн бұрын
ଆମକୁ ମାଗଣା କିଛି ଦରକାର ନାହି ତୁରନ୍ତ ରୋଜଗାର ଦିଅ
@SaratchandraDas-ts1mk
@SaratchandraDas-ts1mk 7 күн бұрын
ତମେ ଟିକିଏ ଚିନ୍ତା କରନ୍ତୁ ତମେ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛ ତୁମ୍ଭର କୌଣସି କହିବାର ଅଧିକାର ନାହିଁ
@user-ce6zc7zh6n
@user-ce6zc7zh6n 7 күн бұрын
Pratap babu aamaku free bijuli darkar nahi aamaku 24 hours bijuli darkar
@SureshMartha-vx4pk
@SureshMartha-vx4pk 4 күн бұрын
ପ୍ରତାପ ବାଳ କହୁଚି
@user-wj3lf4xi7n
@user-wj3lf4xi7n 7 күн бұрын
After frustion
@santoshnayak5355
@santoshnayak5355 7 күн бұрын
ତୁମେ 25 ବର୍ଷ ରେ କଣ କରି ପକାଇ ଦେଇଛ
@chandrakantibehera9413
@chandrakantibehera9413 7 күн бұрын
Tu butha kachi paei nahi
@uleshgond6545
@uleshgond6545 2 күн бұрын
Tote Deka gola nahi ki re soda
@dolagobindapradhan3795
@dolagobindapradhan3795 6 күн бұрын
ପ୍ରତାପବାବୁ ଆପଣ ମନ ପକାନ୍ତୁ ବିଜେଡି ସରକାର 2014ଇଲେକ୍ସନ ପୂର୍ବରୁ କହିଥିଲା BPL ରାସନ କାର୍ଡ ବାଲାଙ୍କୁ ଇଲେଟ୍ରି ବିଲ ବିଜେଡି ଛାଡ଼ କରିଥିଲା କୁଆଡେ ଗଲା ସେ ବିଜେଡି ବଚନ
@SanjayaNayak-dn6mu
@SanjayaNayak-dn6mu 8 күн бұрын
Yes......
@user-qp2gx8pe7z
@user-qp2gx8pe7z 5 күн бұрын
Good jab
@prafullalal3903
@prafullalal3903 7 күн бұрын
25 ବର୍ଷ ରହିଲ ତମେ ବିଜୁଳି ବିଲ କୁ😢 ଚଡକାଇପରିଲ ନାହିଁ
@user-vq6rs5ds4w
@user-vq6rs5ds4w 7 күн бұрын
Bhai Mohan Babu o Man mohan babu nihati Bijuli chhada karibe. Nahele garib ara hai lagiba.
@user-qs8qp5uk4j
@user-qs8qp5uk4j 6 күн бұрын
ରାହୁଲ ସରକାର ଦରକାର
@sadasibpal7061
@sadasibpal7061 7 күн бұрын
ଅଳ୍ପ ବିଦ୍ୟା ଭୟଙ୍କର
@kaliakumarsahu5790
@kaliakumarsahu5790 7 күн бұрын
କିଛି ଜଣା ପଡୁନି କି ନ ନିଜେ ବି ଅଚନ୍ତି
@kaliakumarsahu5790
@kaliakumarsahu5790 7 күн бұрын
ଦୁର୍ନୀତି ବିଷୟ ରେ କିଛି ଖୁହନ୍ତୁ
@prafullalal3903
@prafullalal3903 7 күн бұрын
ଟ୍ରାଫିକ କାମ କର
@saratkumarsahu2775
@saratkumarsahu2775 7 күн бұрын
ଏ ବ୍ୟକ୍ତି ଜଣକ ଶକ୍ତିମନ୍ତ୍ରୀ ଥାଇ ଛତା ଫୁଟାଇ ଦେଇଥିଲେ ବାରମ୍ବାର କଂପ୍ଲେନ୍ ପରେ ମଧ୍ୟ ଶୁଣୁନଥିଲେ ଆଜି ଚାଙ୍କୁ ତତଲା ଲାଗୁଛି ଟାଟା କମ୍ପାନୀକୁ ହସ୍ତାନ୍ତର କରିବା ୟଙ୍କରହିଁ ହାତ ରହିଚି ଚାଲୁଣି ଛାନିଆ ହୋଇ ଛୁଞ୍ଚିକୁ କହୁଛନ୍ତି ତଗାଣ୍ଡିର ଗୋଟେ କଣା
@sanjibmobile747
@sanjibmobile747 6 күн бұрын
ନବୀନ ତୁମ jhula😍କୁ ଦେଖି ଝୁଲା କୁ ଦେଖି
@JagabandhuMalik-ck5fj
@JagabandhuMalik-ck5fj Күн бұрын
ଇଏ ଵାହାନା କଲେ,ଟାଉଟର,ଧୋକାବାଜ। ମନମୋହନ ସାମଲ ବୋଧେ ଶୁଣି ନାହାଁନ୍ତି କି ଦେଖିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ କ'ଣ କହିଛି।ୟାଙ୍କର କେଇତା ମୁହଁ।ଦୋ ମୁହାଁ ଗାଲୁଆ।ସୋଲାର କଥା ନରେନ୍ଦ୍ର ମୋଦୀଙ୍କ କଥା। ଧର୍ମେନ୍ଦ୍ର ପ୍ରଧାନ ଵୁଲି ଵୁଲି କହିଛନ୍ତିି କି, ନବୀନ ବାବୁ ୧୦୦ ୟୁନିଟ ବିଜୁଳି ବିଲ୍ ଛାଡ କରିବ ଵୋଲି କହୁଛନ୍ତି,୨୪ଵର୍ଷ ହେଲା ଦେଇ ପାରିଲ ନାହିଁ।ଛାଡ ହୋ, ମୋଦୀ ଦବ ୩୦୦ ୟୁନିଟ ବିଜୁଳି ବିଲ୍ ଛାଡ। ଲୋକଙ୍କୁ କେତେ ପ୍ରକାର ପ୍ରତିଶ୍ରୁତି ଦେଇ, ଭୋଟ ନେଇଛ ହାଡେ ହାଡେ କଥା କହୁଛ ଇଆଡ଼େ ସିଆଡେ।କଥା ଦେଇ,ଧୋକା ଦେଉଛ। ଜନତା ଜନାର୍ଦ୍ଦନ।୨୪ ବର୍ଷର ସରକାର ନବୀନ ଵାଵୁକୁ କ୍ଷଣି କେ ଚିତପଟାଙ୍ଗ କରିଦିଆଗଲା।ଏକା ଥରକେ ବିଜେପି ସରକାର ରସାତଳକୁ ଯିବ।ଲୋକଙ୍କ ଆଶା ଭରଷା, ବିଶ୍ଵାସରେ ବିଷ ଦେବାକୁ ଆରମ୍ଭରୁ ଵସିଲଣି।
@trilochansha9836
@trilochansha9836 6 күн бұрын
ପ୍ରତାପ ବାବୁ ତମେ 24ବର୍ଷରେ ବାଳ ଛୋଡ଼ିଥିଲ ତୋ ମୁହଁକୁଟିକେ ଲାଜ ଲାଗୁନି
@susantakumartripathy8556
@susantakumartripathy8556 7 күн бұрын
ନୂଆ ସରକାରର ମାସେ ହେଇନି, ପଚିଶ ମାସ ତ ଦେଖ, ତାପରେ ବାହାପିଆ ପ୍ରତାପ ବାବୁ କହିବେ 5:08
@munamishra9760
@munamishra9760 8 күн бұрын
India ra only king jie Traffic police kama kare
@charitrakumarbai6301
@charitrakumarbai6301 7 күн бұрын
ଠିକ
@ayodhyanathbishwasray605
@ayodhyanathbishwasray605 8 күн бұрын
Okay 👌
@amiyaswain314
@amiyaswain314 7 күн бұрын
One and last chance
@sankhalicharangiri805
@sankhalicharangiri805 7 күн бұрын
Magana jojona darkar nahin. Lokonku nijukti darkar
@mitusahu2220
@mitusahu2220 5 сағат бұрын
❤❤❤❤❤❤❤❤❤❤❤❤❤❤❤❤❤
@rakeshrout3915
@rakeshrout3915 5 күн бұрын
ଢେଙ୍କାନାଳ ନିଜ କାମ ନିଜେ ସମ୍ଭାଳ.....
@TrilochanMohanta-ej7mn
@TrilochanMohanta-ej7mn 7 күн бұрын
ବାଜୁଛିଶଖ୍ୟ ଆସୁଛି ଜୁଲାଇ,କିଏ କହିଥିଲା,ଲଜ୍ୟା ଲାଗୁନି,ଛିବେଲଜ୍ୟା😂
@biranchinarayannanda4554
@biranchinarayannanda4554 8 күн бұрын
ତୁମେ ଦୁଇଜଣ ତୁତୁ ମେଁମେ ହୁଅ....... ବିଜେଡି କଥା ଜାଣିଚୁ..... ବିଜେପି କଣ ଲେଖିଥିଲା ମନମନିଆ କୁହ.......
@manoranjanmohanta1282
@manoranjanmohanta1282 7 күн бұрын
We want to get free electric bill.
@dibyapattnaik6640
@dibyapattnaik6640 5 күн бұрын
Au thare jitile debe ..... Aei thara ta habani......
@user-yg2nl2xn5d
@user-yg2nl2xn5d 6 күн бұрын
BJP to immediate provide 300 free units of electricity as early as possible to the consumers of Odisha. We are sorry to say that President of BJP is changing the matter in other way i.e. implementation of solar project.
@prabirroul7760
@prabirroul7760 7 күн бұрын
Smart Answer 💃💃💃 magana electric bill😂😂
@batakrushanpanda7751
@batakrushanpanda7751 8 күн бұрын
Bijuli bill free Kara ete bakiba darakara nahi
@mihirdwivedi8843
@mihirdwivedi8843 8 күн бұрын
Have Bjd fulfilled all the points of their own manifesto for last 24 years, Sri Dev should clarify about that instead of advising Bjp
@dhirenburma8143
@dhirenburma8143 8 күн бұрын
Tell m which scheme not full filled by BJD
@bimalsahu3804
@bimalsahu3804 8 күн бұрын
​@@dhirenburma8143cold storage in every block new district padampur
@ranjankumarprusti7950
@ranjankumarprusti7950 7 күн бұрын
ତମେ‌ ଟାଉଟର ଦଳ 25 ବର୍ଷ ରେ ତ ବହୁତ କରିଥିଲ ,ହାରାମି ସଳା।
@pitambarbarik9438
@pitambarbarik9438 8 күн бұрын
Zumla, electric bill free.
@shiningodisha5679
@shiningodisha5679 8 күн бұрын
Sabu ta free Nabu au...
@akpanda833
@akpanda833 6 күн бұрын
What has been contribution of this gentleman as minister in BJD . He must speak
@supravayoutube484
@supravayoutube484 6 күн бұрын
ମାଗିହା ପ୍ରତାପ ତୋର ବୋଧେ ମାଗଣା ବିଜୁଳି ଦରକାର
@durgacharanapattnaik1292
@durgacharanapattnaik1292 6 күн бұрын
Free bijlee is the lookout govt not the opposition
@rasmiranjanmahanta696
@rasmiranjanmahanta696 7 күн бұрын
Khali free darkar deiki bhuleiba😮😮😮😅😅😅
@dellipsahoo5858
@dellipsahoo5858 7 күн бұрын
ଟାଉଟର ମେଦି
@pradeeptakumarpatel9475
@pradeeptakumarpatel9475 7 күн бұрын
The spoke person of BJD is totally ignorant about the declaration of BJP .It is also true that the BJP government will take a long time to fulfill this promise .Furthermore the downtrodden section of the society may not get this opportunity .
@trilocanmahali9126
@trilocanmahali9126 7 күн бұрын
Kejariwal disease has touched to Pratap Deo. Pratap Deo will go to Jail like Kejriwal.
@SukantaRout-yo6cl
@SukantaRout-yo6cl 6 күн бұрын
Pratapbabu😊apna😊sarkarthile😊agarukariparithante
@kalpatarujena9466
@kalpatarujena9466 7 күн бұрын
ଶଳେ tume25 ବର୍ଷରେ କେତେ unitfree କରିଛ ଆଗେ କୁହ ଆଉ 5ବର୍ଷ ଶାସନ karithele 100unitmeans300ଟଙ୍କା ଦେଇ ଥାନନ୍ତ
@bidyadhardas3746
@bidyadhardas3746 7 күн бұрын
ଶଳା BJD କଉ ପ୍ରତିଶ୍ରୁତି ରଖିଛି। ତମେ କହିବ ସମସ୍ତଙ୍କୁଦିଆ ଯିବ। ହେଲେ ଭୋଟ ପାଇ ସରିଲେ ଦେବ ରସନ୍ card ଧାରି ଙ୍କୁ । କାହିଁକି ରାସନ card dhari ଙ୍କ ଭୋଟ କଣ ବେଶୀ ଦାମିକା। ମାଧ୍ୟମ ଶ୍ରେଣୀ ମାନଂକ ଭୋଟ ର ଦାମ୍ ନାହି। ମିଡିଲ କ୍ଲାସ ମାନଂକ ପାଈଁ କରିଛ?
@amiyaswain314
@amiyaswain314 7 күн бұрын
Yes,Bjp will give not 300 but 500 as odisha Asmita, bjp voters
@Pinkyswain9862
@Pinkyswain9862 7 күн бұрын
BJP never promised for free electricity.
@s.b.gamerlovefromindia2541
@s.b.gamerlovefromindia2541 6 күн бұрын
ଏଈଟା ବେହେଈଆ ଟା କୀ ଓଡୀଶା ଡକେଈତ
@user-mi4ud4nb8y
@user-mi4ud4nb8y 5 сағат бұрын
Bjd 24 Barsha sasana re thila agaru kan soipadithils
@umakantamohapatra5664
@umakantamohapatra5664 7 күн бұрын
Pratap pandu ra traffic clear kari sabu bhulijauchanti.
@rameshpradhan5899
@rameshpradhan5899 7 күн бұрын
Rasta jam achhi
@laxmidharsingh8259
@laxmidharsingh8259 8 күн бұрын
Sir mane0akaidela
@jyotimohanty5279
@jyotimohanty5279 7 күн бұрын
ବିଜୁଳି ତୋ ବୋପାର ନୁହେଁ ଯେ ୧୦୦ ପର୍ଯ୍ୟନ୍ତ ମାଗଣା ଦେଇଥାନ୍ତି । ମୂର୍ଖଙ୍କ ଭଳି କହୁଛୁ ,କଣ ଶୁଣିନୁ ମୋଦି କହିଥିଲେ ସୂର୍ଯ୍ୟ ଶକ୍ତି ଦେଇ ମାଗଣା କରିବେ । ପାଣ୍ଡିଆ ଥିବାବେଳେ ତୁ କେଉଁଠି ଥିଲୁ ?
@dillipkumarpanda825
@dillipkumarpanda825 7 күн бұрын
Amara solar darkar nahi bijuli bil free darkar
@gyanendranayak2776
@gyanendranayak2776 7 күн бұрын
😢tikie rangasala ade buliasna " ta pare kahiba "
@dillipkumarrautray8056
@dillipkumarrautray8056 7 күн бұрын
Sar sat re electry bhahut catuchi
@suvrantarout156
@suvrantarout156 7 күн бұрын
Dharmendra Pradhan has told to give 300 unit free electricity.Donot tell lie.Wait for next election.people have known every yhing.
@sisirswain741
@sisirswain741 7 күн бұрын
Magana khia kari aaji Odia kangalia kintu Odisha ra neta Bada badia ,..aau se magana manasikata puni kari Odisha ku loota na jau..
@rituparnaparida8615
@rituparnaparida8615 7 күн бұрын
Pratap babu Japan kebay jibay
@surendrabhoi8201
@surendrabhoi8201 7 күн бұрын
90 ru 91 percent mark rakhi thiber pila high school re teacher ni heiparbar but bjd government re 55 ru 60 mark. Rakhi thiba 15 laks deiparbar pandian k se teacher hi parba, dev babu e katha ku tikea kahi pariba ki
@narasinghapadhy4467
@narasinghapadhy4467 6 күн бұрын
Naveen guarantee 100% thick ...but modi guarantee zero
@prasantasahu4737
@prasantasahu4737 8 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁର କୁ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ନିର୍ବାଚନ ହାରି ପଛେ ଗଲେ ହେଲେ ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦେଇ ପାରିଲେ ନାହିଁ।।ମିଛୁଆ ନବୀନ
@rabindranathmishra7809
@rabindranathmishra7809 7 күн бұрын
Pratapdev 25 barsa rahila magana bijuli nadei Bale Bale dhaba re matuthila .bijuli bikuthila .
@gurucharanrout6526
@gurucharanrout6526 7 күн бұрын
Bjd laja laguni
@AjayNath-xl4de
@AjayNath-xl4de 6 күн бұрын
Free electricity darkar nahin , elect.. bill kam kari diantu , sansta banchi jib na helle free cakar re e dept bhi budi jiba
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 35 МЛН
Дибала против вратаря Легенды
00:33
Mr. Oleynik
Рет қаралды 5 МЛН