No video

Ratna Bhandar : ଜଣା ପଡିଲା କଣ କଣ ଅଛି ରତ୍ନଭଣ୍ଡାରରେ | Jagannath Temple | Ratnabhandar News | Odia News

  Рет қаралды 18,833

News18 Odia

News18 Odia

Ай бұрын

Ratna Bhandar : ଜଣା ପଡିଲା କଣ କଣ ଅଛି ରତ୍ନଭଣ୍ଡାରରେ | Jagannath Temple | Ratnabhandar News | Odia News | Odia News Puri Jagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
Puri Srimandir Ratna Bhandar to be opened today. The process to open the Ratna Bhandar, the treasure trove of Lord Jagannath in the Puri temple, starts today. Odisha Law Minister Prithiviraj Harichandan announced the commencement date as July 14. The state government approved a standard operating procedure recommended by a high-level committee for this purpose. Odisha government on Saturday accepted the standard operating procedures (SOPs) recommended by the high-level committee constituted to supervise the process.
#tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
#puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 6
@HAPPYLIFE-sl6wi
@HAPPYLIFE-sl6wi Ай бұрын
Jay Jagannath Swami 🙏🏻
@khirodsahoo9624
@khirodsahoo9624 Ай бұрын
୫ -୬ କେଜି ସୁନା ଅଳଙ୍କାର ତ ଗୋଟେ ଛୋଟ ଜୁଏଲାରୀ ଦୋକାନରେ ବି ମିଳିଯିବ । ତାହେଲେ କଣ ସବୁ ଚୋରି କରି ନେଇ ସାଧାରଣ ଜନତା କୁ ଭୁଆଁ ବୁଲାଇ ଡରାଉ ଛନ୍ତି, ସାପ ବାହାରିବ, ଭୂତ ପିଶାଚ ବାହାରିବ, ପ୍ରଳୟ ହେଇଯିବ, ସବୁ ମରିଯିବେ। ଏହା କହିବା ଦ୍ଵାରା କାହାର ସ୍ବାର୍ଥ ହାସଲ ହେଇଚି CBI enquiry ଦରକାର। କଣ ପାଇଁ ଆମେ ଜନ ସାଧାରଣ ଙ୍କୁ ଡରାଇ ରତ୍ନ ଭଣ୍ଡାର ଖୋଳ କରି ଦିଆ ଯାଇଛି। ଏହା ଏକ ମହା ଘୋଟାଲା। ଏହାର ପର୍ଦ୍ଦାଫାଶ ଆମର ଦାବି । କଣ ସେଇଥି ପାଇଁ ପଣ୍ଡା ମାନେ ଚାବି ଦେବାକୁ ନାରାଜ। ଏହା ବହୁତ୍ ବଡ଼ ଆକ୍ଷେପ । ପ୍ରଧାନମନ୍ତ୍ରୀ ଏହାର CBI enquiry କରାନ୍ତୁ। ସବୁ ପଣ୍ଡା ମାନେ ପୁରୀ ରେ ହୋଟେଲ କରି ବସିଛନ୍ତି କୋଉଠୁ ଆଣିଲେ ଏତେ ଟଙ୍କା। ଏତେ ସୁନା ଅଳଙ୍କାର କୋଉଠୁ ଆଣିଲେ ସବୁ ପିନ୍ଧି ବୁଲୁଛନ୍ତି । ପଣ୍ଡା ମାନେ ଭଗବାନ ଜଗନ୍ନାଥଙ୍କ ଠୁ ବି ବେଶୀ ସୁନା ଅଳଙ୍କାର ପିନ୍ଧୁଛନ୍ତି। ଏଗୁଡ଼ା ସବୁ ASI ସର୍ଭେ, ଟେ୍କ୍ନୋଲୋଜୀ ଯାଞ୍ଚ କଲେ ରତ୍ନ ଭଣ୍ଡାର ଅଳଙ୍କାର ସହ ମିଶି ଯାଇ ପାରେ ବୋଲି ଆମର ଧାରଣା। ଜୟ ଜଗନ୍ନାଥ ପ୍ରଭୁ ସାଧାରଣ ଲୋକଙ୍କୁ ମିଛ ଯିଏ କହୁଚି ତା ବଂଶ ନିପାତ୍ ହେଇଯାଉ । ଜୟ ଜଗନ୍ନାଥ
@khirodsahoo9624
@khirodsahoo9624 Ай бұрын
କଣ ଜଗତ ର ନାଥ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରେ ମାତ୍ର ଏତିକି ମାନେ ଗୋଟେ ଛୋଟ ଜୁଏଲାରୀ ଦୋକାନ ଠୁ ବି କମ୍ ସୁନା ଅଳଙ୍କାର ବାହାରିଲା । ନା କିଛି ଲୋକ ଚୋରି କରି ନେଇଛନ୍ତି। ଯାହା ଜଣା ଯାଉଛି ଯେ ପୁରୀ ପଣ୍ଡା ମାନେ ଯୋଉ ସବୁ ଅଳଙ୍କାର ପିନ୍ଧୁଛନ୍ତି ସୁନା ବେଶ ସମୟରେ ତା ଠାରୁ ବି କମ୍ ସୁନା ଅଳଙ୍କାର ରତ୍ନ ଭଣ୍ଡାର ଭିତରେ ଅଛି। ମହା ଘୋଟଲା ମହା ଗଡବଡ ର ଗନ୍ଧ ଆସୁଛି।
@sadanandapolai4321
@sadanandapolai4321 Ай бұрын
😊😊p O
@ShreyansupritlahajalSuprit
@ShreyansupritlahajalSuprit Ай бұрын
Bhitarea sapa acchi kahi sabu luta karibea seathi paita a sabu karuchhanti
@ShreyansupritlahajalSuprit
@ShreyansupritlahajalSuprit Ай бұрын
Ratna bhandar kholi bahut bhul karuchhanti odisha loka hi odisha ku biki ki khai jibea
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 51 МЛН
Это реально работает?!
00:33
БРУНО
Рет қаралды 4,3 МЛН
Lord Jagannath Story Puri Odisha !! କାନ୍ଦୁଛି ଜଗନ୍ନାଥ
29:28