Рет қаралды 8,541
46 ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିଛି । ବାହାର ରତ୍ନଭଣ୍ଡାରର ରତ୍ନ ସ୍ଥାନାନ୍ତର କରାଯାଇଥିବା ବେଳେ ଭିତର ରତ୍ନଭଣ୍ଡାରରୁ ସମୟ ନହେବା କାରଣରୁ ରତ୍ନ ସ୍ଥାନାନ୍ତର ହୋଇନି । ଏହାରି ଭିତରେ ରତ୍ନଭଣ୍ଡାର ପାଖରେ ଥିବା ଜଣେ ସେବାୟତ ଗଣେଶ ସିଂହାରୀ ଅନେକ ରହସ୍ୟ ବିଷୟରେ କହିଛନ୍ତି । ତାଙ୍କ କହିବା ଅନୁସାରେ ରତ୍ନଭଣ୍ଡାର ଭିତରେ ସାତ ମୁଣ୍ଡିଆ ନାଗ ଓ କଙ୍କଡ଼ା ବିଛା ଅଛି । ଶୁଣନ୍ତୁ ସେ ଆଉ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Ratnabhandar #Puri #Srimandir #sebayat