ରଥ ପାଇଁ ଆୟୋଜନ / Rupa Pin2 Khushi

  Рет қаралды 472,349

Rupa,pin2,khushi express

Rupa,pin2,khushi express

11 күн бұрын

Пікірлер: 530
@Jagannathloverbiswa
@Jagannathloverbiswa 10 күн бұрын
ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ ଏ ଗୀତ ଟି କାହାକୁ କାହାକୁ ଭଲ ଲାଗୁଛି 👍👍(ମତେ ସପୋର୍ଟ କର 🙏)
@SrRout-hx8nk
@SrRout-hx8nk 10 күн бұрын
ତୋତେ କଣପାଇଁ ସପୋର୍ଟ କରିବୁ 😂
@Biswajit_406
@Biswajit_406 10 күн бұрын
😂😂
@SomonathJena-rr1eb
@SomonathJena-rr1eb 10 күн бұрын
To bou bia Rupa pintu vlog ku amedhire dhire khaseibaku lagichu tu kahuchu bhala lagila karana janichu se tik tok ru arbmha karithile ebe se social media ku business bhabhileni bhala au loka parishramatanka 500pain majuri lagibe tame ethi ghare basi money income kariba
@Jyoti-hd4sn
@Jyoti-hd4sn 10 күн бұрын
😂😂😂thik​@@SrRout-hx8nk
@Durydhannaik
@Durydhannaik 10 күн бұрын
0:30
@SunitaMohapatra-xs8st
@SunitaMohapatra-xs8st 10 күн бұрын
ଆଜି ସମସ୍ତେ ବହୁତ୍ ଖୁସି ଲାଗୁଚ କାଳିଆ ଠାକୁର ଏହିପରି ତୁମମାନଙ୍କୁ ହସ ଖୁସି ରେ ରଖିଥାନ୍ତୁ ସମସ୍ତ କୁ ମୋ ତରଫରୁ ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤ ଖୁସି ମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@saisonali744
@saisonali744 10 күн бұрын
ସୁନ୍ଦର ପରିବାର❤
@sumantasahoo4732
@sumantasahoo4732 10 күн бұрын
ମହା ପ୍ରଭୁ ଶ୍ରୀ ଜନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ⭕‼️⭕🙏
@khusirajalaxmidiptiexpress5041
@khusirajalaxmidiptiexpress5041 10 күн бұрын
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ଭକ୍ତର ମଙ୍ଗଳ ହେଉ 🙏
@jitendrapatel1168
@jitendrapatel1168 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାର କୁ ମୋ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଓ ଭାଉଜ ଜୟ ଜଗନ୍ନାଥ 🙏🙏🙏🙏🙏🙏❤️❤️❤️❤️❤️
@gelhabatiswain7676
@gelhabatiswain7676 10 күн бұрын
ଭାଇ ଆସନ୍ତା ବର୍ଷ ରଥ ବଡ ହେଵା ଦରକାର ଜୟ ଜଗନ୍ନାଥ ଭାଇ ଭାଉଜ ସମସ୍ତ ପରିବାର ❤❤❤❤❤❤
@Ritikasubhashfen
@Ritikasubhashfen 10 күн бұрын
ପବିତ୍ର ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏମିତି ସବୁ ବେଳେ ଖୁସି ରୁହ ଜୟ ଜଗନ୍ନାଥ ❤❤❤❤😊😊😊😊😊
@RajeshMuduli-ms7ky
@RajeshMuduli-ms7ky 9 күн бұрын
Love 😍 you love 💕 you 💖 my 💓 my love 💕 you 💋💘 my ❤️❤️ my love 💗😊💖 my heart 💗❤️ my life 🧬💞 my ❤️ is my 💓 my love is my love is my love 💝 you 😍 my ❣️😍 you love you ❤️👄 you love 😘 my life is my ❤️🥰 and you 💖
@ansumanbehera1032
@ansumanbehera1032 10 күн бұрын
ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ସମସ୍ତ ବିଶ୍ଵ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ ⭕‼️⭕
@subhasmitamohanta4727
@subhasmitamohanta4727 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🤗 ଜୟ ଜଗନ୍ନାଥ🙏🤗❤️
@mantubehera2370
@mantubehera2370 10 күн бұрын
Jay jagannath 🙏ପବିତ୍ର ରଥଯାତ୍ରା ର ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଏମିତି ଖୁସିରେ ସମସ୍ତେ ଥାନ୍ତୁ lovu all family all tha best 👍
@swagatikadas5662
@swagatikadas5662 10 күн бұрын
ରଥ ଯାତ୍ରା ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ତମ ସମସ୍ତ ଙ୍କୁ
@usha33348
@usha33348 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଶୁଭେଚ୍ଛା ଓ ଶୁଭକାମନା😊😊 ଜୟ ଜଗନ୍ନାଥ 🙏🙏
@panchusahoo6712
@panchusahoo6712 10 күн бұрын
Love you Kushi maa ❤❤❤ love you Rupa bhauja and Pintu bhai ❤❤❤❤
@hrudanandasankhua5824
@hrudanandasankhua5824 10 күн бұрын
ପବିତ୍ର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଭାଇ ଭାଉଜ ଖୁସିମା ପରିବାର ସମସ୍ତ ଙ୍କୁ ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ଜେଜେ ଜେଜେମା ପଞ୍ଚାଳୀ ଜେଜେମା ମାତାଜୀ ମା ରୂପା ଭାଉଜ‌ ସୁନା ଦିଦି ଅରୁଣ ଭାଇ ପ୍ରୟାସ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ପ୍ରୟାସ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Suna Didee Arun Bhai Prayash Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
@user-be8uc7ld5x
@user-be8uc7ld5x 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏🙏🙏🙏🙏❤
@sweetyrout3612
@sweetyrout3612 10 күн бұрын
Bhauja nko Gita bahut bhalo hei chi ....mu 50 tym dekhi lini❤❤❤❤❤❤...Jay jagannath 🙏
@djmukeshmusicvideoinf2691
@djmukeshmusicvideoinf2691 10 күн бұрын
Kia sabu bahare acha au jamu koli ku Miss karucha ❤😂😂😂😂😂😂😂
@Jyoti-hd4sn
@Jyoti-hd4sn 10 күн бұрын
😢😢really village life is very Memoryble life😢🥺
@djmukeshmusicvideoinf2691
@djmukeshmusicvideoinf2691 10 күн бұрын
@@Jyoti-hd4sn ok
@lilu143
@lilu143 10 күн бұрын
ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଗତର ନାଥ ଜଗନ୍ନାଥ ସବୁବେଳେ ଆପଣଙ୍କ ପରିବାରର ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🙏🙏🙏
@sarojkumarmishra3632
@sarojkumarmishra3632 10 күн бұрын
ଜୟ ଜଗନ୍ନାଥ 🙏 ⭕‼️⭕🕉️🚩🙏
@reetasamal6268
@reetasamal6268 10 күн бұрын
mo tarafaru aapana nka pura paribara nku pabitra ratha Yatra ra anek anek suvechha... subhakamana... sabu subhamaya heu mangala Maya heu.... Pintu vai Rupa Vauja Khusi beby Runa di.. Bapa bau jane bapa jeje maa.. samastanku ... .. May lord Jagannath bless your family 🎉😊
@BharatiNayak-yd9uz
@BharatiNayak-yd9uz 10 күн бұрын
Bhautu sundhr family members emiti ghantaghodei rakhithao jay jagannath bhalre rakhntu samntnku so cute Khushi maa love you so much 🔥❤️😍🙏🙏🙏🙏👌❤️😍🥰😘😘
@adityakumarnayak5568
@adityakumarnayak5568 10 күн бұрын
❤ବହୁତ ସୁନ୍ଦର ପରିବାର ବହୁତ ଭଲଲାଗେ
@kunimahakur8537
@kunimahakur8537 10 күн бұрын
ଭାରତ ରେ ଅଟେ ଚାରୋଟି ଧାମ ଏ ଥିରୁ ଗୋଟିଏ ଶ୍ରୀକ୍ଷେତ୍ର ଧାମ ଏଠାରେ ରହନ୍ତି କଳା ଠାକୁର ଶ୍ରୀମନ୍ଦିର ଅଟେ ତାଙ୍କ ଘର ଭାଇ ଭଉଣୀ ଙ୍କ ସାଙ୍ଗରେ ଥାଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ସାଇ ବାର ମାସେ ଏଥି ତେର ଯାତରା ଟା ମଧ୍ୟରୁ ବଡ଼ ରଥଯାତରା ବଡ଼ ଦେଉଳର ବଡ଼ ଠାକୁର ବଡ଼ ଦଣ୍ଢେ ତାଙ୍କ ଭାରି ଗହଳ ଷାଠିଏ ପାଉଠି ଭୋଗ କୁ ଖାଇ ପତିତ ଜଣ ଙ୍କୁ ଅଛନ୍ତି ଚାହିଁ ଭକତ ଭାବରେ ବନ୍ଧା ଠାକୁର ତାଙ୍କରି ମହିମା ଅଟେ ଆପର ହିନ୍ଦୁ ମୁସଲମାନ ଶିଖି ଇଶାଇ ଏଠାରେ କୁ ସମସ୍ତେ ଆସନ୍ତି ଧାଇ ମୁସଲମାନ ସେ ଭକ୍ତ ଶେଷ୍ଠ ସାଲବେଗ ନାମ ଅଟେ ପ୍ରସିଦ୍ଧ ଦାସିଆ ବାଉରୀ ନଡ଼ିଆ ଖାଇ ଆଚମ୍ବିତ ହେଲେ କଳା ଗୋସାଇଁ ପୁରୀ ଧାମେ ରହି ଶ୍ରୀ ଜଗନ୍ନାଥ ନିର୍ବିଙ୍ଗେ ଚଳନ୍ତି ସଂସାର ରଥ ନାଶ ହେଉ ପାପ ଯାଉ ଅନିତି ଜଳୁଥାଉ ସଦ ଧର୍ମର ବତି ଜୟ ଜଗନ୍ନାଥ 🙏🙏🙏🙏 ରଥଯାତ୍ରା ର ଅନେକ ଅନେକ ଶୁଭକାମନା
@1x-abinash-07
@1x-abinash-07 10 күн бұрын
ଭାଇ ଆଜି ପବିତ୍ର ରଥଯାତ୍ରା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ
@soumya_star7588
@soumya_star7588 9 күн бұрын
Jay Jagannath 🙏🏻🙏🏻🙏🏻 Prabhu samastanku sabubele amiti khusi re rakhithantu Jay Jagannath 🙏🏻🙏🏻🙏🏻
@pritambehera8173
@pritambehera8173 10 күн бұрын
Jay Jagannath ❤️
@SapankumarMohapatra
@SapankumarMohapatra 10 күн бұрын
Jay jaganath bhai 🎉🎉🎉🎉
@user-xe2fh5ww8x
@user-xe2fh5ww8x 10 күн бұрын
Nice song Rupa bhauj❤❤❤❤❤❤❤❤❤
@chhabiranisatapathy1838
@chhabiranisatapathy1838 10 күн бұрын
Jay Jagannath ❤❤
@kumarikisan3693
@kumarikisan3693 10 күн бұрын
Jay Jagannath ⭕‼️⭕🙏🙏🙏🙏❤️❤️❤️
@user-xm1ms1df1f
@user-xm1ms1df1f 10 күн бұрын
Pintu Bhai Jay Jagannath
@latapatra3175
@latapatra3175 10 күн бұрын
Pintu Bhai Jay Jagannath ❤❤❤❤
@kanakalatajena979
@kanakalatajena979 10 күн бұрын
ଜୟ ଜଗନ୍ନାଥ ପବିତ୍ର ରଥଯାତ୍ରା
@user-vu5zr6qn6v
@user-vu5zr6qn6v 9 күн бұрын
Pintu bhai Rupa bhauja Khushi maa all ❤️❤️❤️❤️❤️❤️❤️
@santasinisahoo6520
@santasinisahoo6520 10 күн бұрын
ଜୟ ଜଗନ୍ନାଥ ଭାଇ ଭାଉଜ ❤❤ ରଥଯାତ୍ରା ପାଇଁ ଅନେକ ଶୁଭେଚ୍ଛା ଭାଇ ❤❤❤
@paramanandapradhan4039
@paramanandapradhan4039 10 күн бұрын
Jay Jagannath 🙏⭕❗⭕🙏 ❤❤❤
@AnisaJena-s1s
@AnisaJena-s1s 10 күн бұрын
Jay jagannath 🙏🙏🙏🙏🙏❤❤❤❤❤
@subhasmitamohanta4727
@subhasmitamohanta4727 10 күн бұрын
ଜୟ ଜଗନ୍ନାଥ🙏❤️🤗
@charansahu9213
@charansahu9213 10 күн бұрын
❤❤ Happy ratha Yarara Upa laksha bhai and bhuja and family members manaku love you Khushi maa ❤❤❤❤❤❤❤❤❤❤❤❤❤❤❤❤❤❤
@khushiranimajhi8684
@khushiranimajhi8684 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ସୁବେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାରକୁ ସବୁବେଳେ ଏମିତି ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏❤️❤️❤️
@user-wi2qz1un3y
@user-wi2qz1un3y 10 күн бұрын
Jay jaganath swami ki jai ❤❤❤❤❤❤❤❤
@sangitakarna2602
@sangitakarna2602 10 күн бұрын
Beautiful family members ❤️❤️❤️ samastanku dekhi bahut kusi lagila Prabhu Jagannath samastanku khushire rakhantu love you all ❤️ ❤️❤️❤️
@user-ln9tj2xv2x
@user-ln9tj2xv2x 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ସପରିବାରକୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ।⭕‼️⭕🙏🙏🙏🚩🚩🚩
@sudhirkumarrout9799
@sudhirkumarrout9799 10 күн бұрын
Happy Ratha yatra 🛕🌷🪔🌺🔔🛐🙏cute😊 pintu❤. Sabubele emti khushire ruha🥰 👌🤗❣. Khushi maa jhulana ku runa dei jhuliki chidei deichi😂😆. Love❤ you hero🕺🌹🌹 🥰🌹🌹.
@niranjanbehera9750
@niranjanbehera9750 10 күн бұрын
Bhai Jai Jagannath ⭕❗⭕🙏🙏🙏🙏🙏❤️❤️❤️❤️
@Mynamearati
@Mynamearati 10 күн бұрын
Jay Jagannath 🙏 happy Rathajatra nice video
@ashokbehera9184
@ashokbehera9184 10 күн бұрын
Beautiful family ❤❤❤❤
@user-zg2wd5jp7i
@user-zg2wd5jp7i 10 күн бұрын
Love you bhi video ❤❤❤❤❤❤
@user-mc7tu5wd7m
@user-mc7tu5wd7m 10 күн бұрын
Happyrathajatra. allfamilymembers❤Jayjagannath🙏🙏❤❤❤❤
@MausumiTripathy-ui5mp
@MausumiTripathy-ui5mp 10 күн бұрын
Jay Jagannath 🙏
@DeepakPatra-dd8jw
@DeepakPatra-dd8jw 10 күн бұрын
Jay jagannath ❤
@pkjenapkjena8284
@pkjenapkjena8284 7 күн бұрын
ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
@sportsgirlmililifestyle3746
@sportsgirlmililifestyle3746 10 күн бұрын
Jay jagannath 🙏 Happy Rathayatra 🙏🚩🚩🚩🙏
@BapiMohanta-tv1lm
@BapiMohanta-tv1lm 10 күн бұрын
Jay Jagannath bhai 🙏🙏🙏
@AmbikaPadhiali-oo6en
@AmbikaPadhiali-oo6en 10 күн бұрын
Jay Jagannath. 🙏
@SantiSamantaray-xc3bc
@SantiSamantaray-xc3bc 10 күн бұрын
Jagannath tuma family nku valare rakhantu
@rajukhanda6148
@rajukhanda6148 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤❤❤ହାପି ରଥଯାତ୍ରା
@kunisahu935
@kunisahu935 10 күн бұрын
Jay Jaganath 🙏🙏🙏
@KiranBaby92
@KiranBaby92 6 күн бұрын
ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ 🙏 ଜୟ ଜଗନ୍ନାଥ 🙏 ଏ ଗୀତ ଟି ବହୁତ ବହୁତ ସୁନ୍ଦର ହେଇଛି ❤️ ଧନ୍ୟବାଦ ❤ରୂପା ❤ ପିଣ୍ଟୁ ❤
@ManiniBehera-ds5dp
@ManiniBehera-ds5dp 10 күн бұрын
ରଥ ଯାତ୍ରା ର ହାର୍ଦ୍ଧିକ ଅଭିନନ୍ଦନ ଶୁଭେଚ୍ଛା ତମ ସମସ୍ତଙ୍କୁ ଜୟ ଜଗନ୍ନାଥ 🙏🙏🙏🙏
@jyotirmayeeBej-ji7fw
@jyotirmayeeBej-ji7fw 10 күн бұрын
Jay Jagannath ❤
@user-et8go5tq2n
@user-et8go5tq2n 10 күн бұрын
Nice video Bhai and bhauja love you all 🙏🙏🙏🙏🙏🙏🙏🙏🙏🙏🙏
@manjarinaik1756
@manjarinaik1756 9 күн бұрын
Happy Rotha jatra all members sabu bele bhalo re khusi re ruha bhagaban tamo pakhare sabu bele achhanti jay jagannath🙏🙏🙏🙏🙏
@user-yc9yc4pk7i
@user-yc9yc4pk7i 10 күн бұрын
Jay jagannath ❤❤❤❤❤❤love you khusi maa ❤❤❤❤
@narendragiri3049
@narendragiri3049 10 күн бұрын
Jay jagannath Swami nayan patha gami bhava tema ❤❤ Rupa pintu Khushi express all members happy Ratha Yatra iam very excited to watch vlog 🤗🤗🫡🫡👍👍👌👌🫰🫰🙋🙋🙋
@Rajdhanidesifoodchannel
@Rajdhanidesifoodchannel 10 күн бұрын
Happy ratha jatra ❤
@RajeshMuduli-ms7ky
@RajeshMuduli-ms7ky 9 күн бұрын
Love 😍 my ❤️🥰🥰 I love you 💘😘 my love 😘 my life 🧬💞
@gayatridas9563
@gayatridas9563 10 күн бұрын
Pabitra Rathajatra ra onek subhecha o subhakamana Mahaprabhu Jagannath tuma samstankara Mangal korontu 🙏🙏🙏 dher sara bholopaiba from Baripada ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@rakeshbehera6466
@rakeshbehera6466 10 күн бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ତୁମ ପରିବାର ଙ୍କୁ ସବୁବେଳେ ଏମିତି ହସଖୁସିରେ ରଖନ୍ତୁ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏
@suravikavita
@suravikavita 10 күн бұрын
ଜେଜେ ଙ୍କ ପାଇଁ ଗୋଟେ ହୁଇଲ୍ ଚେୟାର ଆଣିଦିଅ ସେ ସବୁଆଡେ ବସିକି ବୁଲିପାରିବେ
@dibyeshwarnath
@dibyeshwarnath 9 күн бұрын
ଜୟ ଜଗନ୍ନାଥ 🙏🏻🥰 .... LOVE U MO PIN2 BHAI, RUPA BHAUJA, KHUSHI MAA AND ALL FAMILY👪 MEMBERS... 🥰🌺🌺🌷🌺💙
@SonuRout-iq1gv
@SonuRout-iq1gv 10 күн бұрын
ରଥଯାତ୍ରା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
@rasmitanayak2548
@rasmitanayak2548 10 күн бұрын
Jay jagannath 🙏🙏 happy ratha jatra
@ProudINDIAN229
@ProudINDIAN229 10 күн бұрын
I know it before that Rath Yatra vlogs will come twice in a day 😊. Happy Rath Yatra Bhai ❤ May lord Jagannath keep Ur family in his Arms 🙏
@rinkujena7084
@rinkujena7084 9 күн бұрын
❤❤ so cute Khushi maa ❤️ happy family ❤❤
@tapaswinisamal211
@tapaswinisamal211 9 күн бұрын
Happy Ratha Yatra ❤❤❤❤ family best no 1 jay Jagannath 🙏🙌🙏
@gayatridas9563
@gayatridas9563 10 күн бұрын
📌 2 para sankhya badhigoleni semanaka rahiba lagi gote vadi baneidio
@user-xu3yu9nh8z
@user-xu3yu9nh8z 9 күн бұрын
Pabitra Ratha Yatra upalakshaya aneka aneka subhechha Jay Jagannath 🙏🙏🙏 all of you
@adityakumarnayak5568
@adityakumarnayak5568 10 күн бұрын
ରଥଯାତ୍ରାକୁ ସମସ୍ତ ପରିବାରକୁ ହାର୍ଦ୍ଦିକ ସୁଭେଚ୍ଛା ସୁଭକାମନା
@dhaneswersahoo1045
@dhaneswersahoo1045 10 күн бұрын
❤ Jay Jagannath❤
@dhirendraSenapati-yo8td
@dhirendraSenapati-yo8td 10 күн бұрын
Jay Jagannath Jay Jagannath Jay Jagannath very nice family members Khushi maa
@monalisha9107
@monalisha9107 8 күн бұрын
Happy family 🥰 sabubele khusi re ruhantu aapan mane😊❤
@djmukeshmusicvideoinf2691
@djmukeshmusicvideoinf2691 10 күн бұрын
Jay Jagannath All family members ❤❤❤❤❤❤
@user-md3jw6db6h
@user-md3jw6db6h 10 күн бұрын
Happy rathayatra all 💞 Jay Jagannath
@user-wf6yr6we9u
@user-wf6yr6we9u 10 күн бұрын
Happy rathajatra ❤❤ Jay Jagannath 🙏🙏❤❤❤❤
@PujaBhumij-dv6dd
@PujaBhumij-dv6dd 9 күн бұрын
Jay jagannath bohut sundoro heichi❤❤❤
@narendrakumarmajhi4596
@narendrakumarmajhi4596 10 күн бұрын
Love from Balangir
@subhalaxmipalai7918
@subhalaxmipalai7918 10 күн бұрын
Mu bhut samya ru apekha re thili
@lilisahoo9179
@lilisahoo9179 10 күн бұрын
Orrisa ra best family
@DebajaniMohanty-ew6gm
@DebajaniMohanty-ew6gm 10 күн бұрын
Happy Rath Yatra bhai bhauja
@singermamuni5375
@singermamuni5375 10 күн бұрын
Jay Jagannath 🙏🙏🙏🙏🙏
@dibyajibanpadhi1931
@dibyajibanpadhi1931 9 күн бұрын
Cuty angel Khushi Maa God bless you 💖
@AmbikaPadhiali-oo6en
@AmbikaPadhiali-oo6en 10 күн бұрын
Fast comment pin2 bhai.😊
@tadasadash5666
@tadasadash5666 10 күн бұрын
Happy ratha jatra 👌👌👌👌🙏🙏❤️❤️❤️🥰🥰🥰
@NishikaMohanta-2022
@NishikaMohanta-2022 9 күн бұрын
Samastanku jaga Kalia amiti Khushi re rakhithantu Jay jagarnatha🙏🙏🙏🙏
@babulparida7437
@babulparida7437 10 күн бұрын
Aaji Mora pratham like
@shabarsahu5262
@shabarsahu5262 10 күн бұрын
ଜୟଜଗନାଥ କଳାହାଣ୍ଡି ରୁ
@dibyajibanpadhi1931
@dibyajibanpadhi1931 9 күн бұрын
Miss you too Natkhatia dhana
@sashadharpanda6037
@sashadharpanda6037 10 күн бұрын
𝙅𝙖𝙮𝙖 𝙟𝙖𝙜𝙖𝙣𝙣𝙖𝙩𝙝. ❤ 𝙗𝙝𝙖𝙙𝙧𝙖𝙠 𝙧𝙪.
@odiabloggerSuva
@odiabloggerSuva 10 күн бұрын
ବହୁତ୍ ସୁନ୍ଦର ହେଇଚି❤
@Sipunkumar2816
@Sipunkumar2816 10 күн бұрын
ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଘୋଷାଯାତ୍ରା ଅବସରରେ ସମସ୍ତ ବିଶ୍ଵ ବାସୀଙ୍କୁ ହାର୍ଦିକ ଶୁଭେଛା ⭕‼️⭕🙏 ଜୟ ଜଗନ୍ନାଥ ସ୍ଵାମୀ କି........
ଘରେ ପହଁଚିଲେ ନନ୍ଦ ନନ୍ଦନ / Rupa Pin2 Khushi
22:58
Rupa,pin2,khushi express
Рет қаралды 120 М.
ଆସିକି ପହଂଚିଗଲୁ / Pami Pritam Life
14:12
Pami Pritam Life
Рет қаралды 47 М.
아이스크림으로 체감되는 요즘 물가
00:16
진영민yeongmin
Рет қаралды 56 МЛН
🤔Какой Орган самый длинный ? #shorts
00:42
50 YouTubers Fight For $1,000,000
41:27
MrBeast
Рет қаралды 135 МЛН
ଶଶୁରଘରେ ଶାଳୀ କଲେ ହଇରାଣ / Rupa Pin2 Khushi
21:53
Rupa,pin2,khushi express
Рет қаралды 543 М.
ଘରକୁ ଫେରିବେ ଜଗା ବଳିଆ / Rupa Pin2 Khushi
23:53
Rupa,pin2,khushi express
Рет қаралды 325 М.
ବାହୁଡା଼ ପାଇଁ ସବୁ ଏକାଠି / Rupa Pin2 Khushi
21:46
Rupa,pin2,khushi express
Рет қаралды 357 М.