'ସେବାୟତଙ୍କୁ ଡରାଇ ଭାଙ୍ଗିଦେଲେ ମଠ' | EXCLUSIVE INTERVIEW WITH JAGANNATH SWAIN MOHAPATRA । OR

  Рет қаралды 84,025

Odisha Reporter

Odisha Reporter

29 күн бұрын

କେବେ ଖୋଲିବ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ ? କେବେ ହେବ ଠାକୁରଙ୍କ ରଘୁନାଥ ବେଶ ? ମଠ ମନ୍ଦିର ପ୍ରଶାସନ ଭାଙ୍ଗୁଥିବା ବେଳେ କାହିଁକି ସେବାୟତ ପ୍ରତିବାଦ କଲେନି ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁମହାପାତ୍ର । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #ExclusiveInterview #Puri #jaganathtemple #JaganathSwainMohapatra

Пікірлер: 214
@nabakishoresahoo5712
@nabakishoresahoo5712 28 күн бұрын
ଆଜିକାଲି ଶ୍ରୀମନ୍ଦିରର ସେବାୟତମାନେ ବିଜେଡି ରାଜନୀତି କରୁଛନ୍ତି I ମଠ ଭାଙ୍ଗିବା , ପ୍ରକଳ୍ପ ନାଁ ରେ ରାଜକୋଷ ଲୁଣ୍ଠନ ହେବା , କମିୟା ଯାନୀ କୁ ରାତି ଅଧରେ ମନ୍ଦିରରେ ପୁରାଇ ଅପବିତ୍ର କରିବାରେ ସେବାୟତଙ୍କର ହାତ ଅଛି I ଏମାନେ ଠାକୁରଙ୍କୁ ବିକିଦେବେ I
@dasarathmeher8935
@dasarathmeher8935 27 күн бұрын
ଠିକ କଥା ଭାଇ...
@srinibaspal6574
@srinibaspal6574 27 күн бұрын
ବିଲକୁଲ ନୁହେଁ ସେବାୟତ ମାନେ ବିରୋଧ କରି ଥିଲେ କିନ୍ତୁ ଦୁର୍ଭାଗ୍ୟ ଯେ କେହି ଶୁଣି ନ ଥିଲେ l କାରଣ ହାତରେ କ୍ଷମତା ରହିଥିଲା
@jadupatirout
@jadupatirout 27 күн бұрын
ଯେବେ ଠୁ ବିଗ୍ରହ ପରିବର୍ତ୍ତନ ରେ ମନ୍ତ୍ରୀ ଅରୁଣ ସାହୁ ର ଶୟନ ଫୋଟ viral ହେଲା, ସେବେଠୁ ହସ୍ତକ୍ଷେପ ବଢ଼ିଗଲା,
@user-on8wr5wg3c
@user-on8wr5wg3c 27 күн бұрын
You are 💯 percentage correct bro
@bidyamanab993
@bidyamanab993 27 күн бұрын
Apan agaru kuade jaithile
@biswaranjandora9211
@biswaranjandora9211 27 күн бұрын
ଏମାନେ ଏବେ ଏତେ କଥା କହୁଛନ୍ତି ଠିକ ଯେ,କିନ୍ତୁ ଗତ ୧୦ ବର୍ଷ ଯାଏ କଉଠି ସୋଇଥିଲେ!ଆଜି ସବୁ ମନେ ପଡୁଛି ଗୋଟି ଗୋଟି କି?
@jitendranayak904
@jitendranayak904 27 күн бұрын
Bhai tame janina bodhe barsha juade chhata siade...
@arunmishra_2023
@arunmishra_2023 27 күн бұрын
Matha bhangi kichi thik kaleni kukura mane.
@turnonage
@turnonage 27 күн бұрын
Bhai pandian bele emane daru thile se mg murder karidauthila .jaha iccha taha karuthila...dara laguthila emananku....ebe bjp asila..kahibe mana kholiki
@subhamkhuntiavlogs2317
@subhamkhuntiavlogs2317 27 күн бұрын
Bhai se ba kahuchnti sarakara samastinku chup kareideithile ... govt bhaya re samaste chup thile... tume bi chup thila govt bhaya re....
@user-px2jt7mv3g
@user-px2jt7mv3g 27 күн бұрын
ମୁଁହ ବନ୍ଧ କରିକି ରଖା ଯାଉଥିଲା
@swarajkumarbej3768
@swarajkumarbej3768 27 күн бұрын
ଖୋଦ୍ ଜଗନ୍ନାଥ ଦାଶ ମହାପାତ୍ର ସେତେବେଳ ବିଜେଡିର କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରୁଥିଲେ। ଏବେ ସ୍ବର ବଦଳେଇଲେଣି।
@jitendranayak904
@jitendranayak904 27 күн бұрын
Bhai barsha juade chhata siade.....
@trinathbal2673
@trinathbal2673 27 күн бұрын
ବର୍ଷା ଯୁଆଡେ ଛତା ସିଆଡେ ଉପାଖ୍ୟାନ
@indianeducation3402
@indianeducation3402 27 күн бұрын
ଏଇଟା କୁ। କାଢି ଦିଅ।ଗାଲୁଆଟା
@jagannathkrupa9310
@jagannathkrupa9310 27 күн бұрын
puri loka kuade sarala au niriha heipare puri loka mane sarala but a sevayat mane kete sarala apan mane bujhiparuthibe jeun mane nija swartha pain niti kanti band karidianti semane janantini j sei kalia saanta dayaru sujog milichi
@jagannathkrupa9310
@jagannathkrupa9310 27 күн бұрын
sarkar ku sevayat chup kariparibe sarkar sevayat nku chup kariba sampurna micha katha sabu kathare amanee sarkarku daranti seva niti kanti band karidianti
@user-tm1kk4sd3q
@user-tm1kk4sd3q 27 күн бұрын
ମହାଶୟ ଆପଣ ଯାହା କହୁଛନ୍ତି ସବୁ ସତ । ଆପଣ କାହିଁକି ନୀରବ ଥିଲେ ଭଙ୍ଗା ହେଲା ବେଳେ। ଆପଣ ମାନେ ଚାହିଁଲେ ଠାକୁର ଙ୍କ ନୀତି ବନ୍ଦ କରି ଦେଉଛନ୍ତି । ଆପଣ ମାନେ ଚାହିଁଲେ ସରକାରଙ୍କୁ ଅଚଳ କରି ଦେଉଛନ୍ତି ଆପଣଙ୍କ ଦାବୀ ପାଇଁ । ଏତେ ମଠ ମନ୍ଦିର ଭଙ୍ଗା ହେଲା,ଆପଣ ମାନେ ଚାହିଁ ଥିଲେ ଏହାକୁ ରୋକି ପାରିଥାନ୍ତେ । ବଡ଼ ଠାକୁରଙ୍କୁ ଭିକାରୀ ସଜାଇ , ଅର୍ପଣ ରଥ ନାମରେ ରାସ୍ତାରେ ବୁଲାଇଲେ, ଆପଣ ମାନେ ନୀରବ ଥିଲେ କାହିଁକି । ଏଥିପାଇଁ ଆପଣ ମାନେ ଦାୟୀ ଏବଂ ଠାକୁର ରାଜା ମଧ୍ୟ ବେଶୀ ମାତ୍ରାରେ ଦାୟୀ । ନିଜ କାନ୍ଧରୁ ଦୋଷ ଖସାଇ ଦେଲେ ଚଳିବ ନାହିଁ ।
@dillipkumarbehera1473
@dillipkumarbehera1473 27 күн бұрын
ଠିକ୍ କଥା ଭାଇ
@HindustaniSangeetSabha
@HindustaniSangeetSabha 27 күн бұрын
ଏମାନେ ସବୁ ଛତା ପାର୍ଟି,ଆଉ ସବୁ ଲୋକେ ଜାଣନ୍ତି
@Meetsrikanta1
@Meetsrikanta1 27 күн бұрын
💯correct
@anandasagarprusty2121
@anandasagarprusty2121 27 күн бұрын
No coment jaga achhi
@susantbehera1984
@susantbehera1984 27 күн бұрын
Tume ସେବାୟତ ସ୍ୱାର୍ଥପର.ଯଦି ବିଜେଡି ଭୁଲ୍ କରୁଥିଲା ତେବେ ତୁମେମାନେ କଣ ପାଇଁ ବିରୁଦ୍ଧ କରୁ ନ ଥିଲ ?ବର୍ଷା ଯୁଆଡ଼େ ଛତା ସିଆଡେ ଭଳି ତୁମେ ମାନେ କହୁଛ ହେଲା.
@babunamallick5594
@babunamallick5594 27 күн бұрын
ଏ ଇ ନିଜେ କହିଥିଲେ ପରିକ୍ରମା ପ୍ରକଲ୍ପ ହେଉଛି ଐତିହାସିକ ପ୍ରକଲ୍ପ, ପ୍ରଭୁ ଶ୍ରୀ ଜଗନ୍ନାଥ ଏ ମିଛୁଆ ମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ଜୟ ଜଗନ୍ନାଥ 🙏🙏🙏
@kumarjitu-bk8pr
@kumarjitu-bk8pr 26 күн бұрын
.ଏ ସବୁ ସେବାୟତ ମାନେ ଚ଼ୋର ଏବଂ ସେମାନେ ରଖିଛନ୍ତି ଜାବି
@binayapradhan4671
@binayapradhan4671 27 күн бұрын
ପୁରୀ ଲୋକ କଣ ନିରୀହ କହିଛ ସେମାନେ ମହା ଚାଲାକ ମହା ହାରାମି
@jullysamal6626
@jullysamal6626 27 күн бұрын
Chor puri ପଣ୍ଡା ରତ୍ନ ସୁନା ଚୋରି କରି kg e kge ସୁନା ପିନ୍ଧୁଛନ୍ତି କିମିତି
@jagannathkrupa9310
@jagannathkrupa9310 27 күн бұрын
​@@jullysamal6626right
@melisha4236
@melisha4236 27 күн бұрын
Right
@Manoranjansahoo34680
@Manoranjansahoo34680 27 күн бұрын
U r 100% ✅👌👌👌
@bidyabhusanmohanty387
@bidyabhusanmohanty387 27 күн бұрын
ଶ୍ରୀମନ୍ଦିର ଚାରିପଟେ କେବଳ ଜୋତା ଦୋକାନ, ପରିବା ମାର୍କେଟ, ଓ ଅତ୍ୟନ୍ତ ଅପରିଷ୍କାର ପରିବେଶ ଥିଲା ଏବେ ପରିକ୍ରମା ପ୍ରକଳ୍ପରେ ଚତୁର୍ଦ୍ଦିଗ ସୁନ୍ଦର ଦିଶୁଛି, ଯାହା ନିହାତି ଜରୁରୀ ସୋଇପଡ଼ିଛି ଥିଲା, ଏହା ସମ୍ଭବ ହେଇଛି ନବୀନ ବାବୁ ଙ୍କ ପାଇଁ
@melisha4236
@melisha4236 27 күн бұрын
Mandir re park hei pariboni... Ki jhia pua rasa Lila Kari pari beni. Eita church ki masjid nuhe... Je seithi jaiki pua jhia dance karibe Gita gaibe...
@melisha4236
@melisha4236 27 күн бұрын
​@@priyacharandas653e sabu Christian muslim mananka ra chal....
@mkrout2402
@mkrout2402 27 күн бұрын
Bjd loka kire😂😂😂
@SangramBeuria
@SangramBeuria 27 күн бұрын
ଆପଣ ଦଶ ବର୍ଷ ଆଗରୁ ସୋଇଥିଲେ ନାଁ କଣ ଆପଣ ମାନେ।
@santoshnanda7811
@santoshnanda7811 27 күн бұрын
ଏମାନେ ପରମ ସୁବିଧାବାଦୀ ଓ ସ୍ୱାର୍ଥପର.
@subalkumarswain1457
@subalkumarswain1457 28 күн бұрын
ଆଗରୁ କିଛି କହିଲେନି, ଆଉ ଏବେ କହୁଛ ?
@Stutee24
@Stutee24 27 күн бұрын
Na Bhai agaru kahithile.but kehi suninahanti.
@manisankarofficial3873
@manisankarofficial3873 27 күн бұрын
Au balo kohibo nai, time re kohibo na
@user-zq8yy7zf4z
@user-zq8yy7zf4z 27 күн бұрын
ଜୟ ଜଗନ୍ନାଥ ପ୍ରଣାମ🙏🙏🙏 ଏତିକି କହିବି ଅକ୍ଷୟ ହେଉ ପୂଣ୍ୟ ଜଗତ ଧର୍ମ ର ହେଉ ଜୟ🙏
@santoshkumarsahu6586
@santoshkumarsahu6586 27 күн бұрын
❤️🙏🌺🙏❤️ Jay Sri Jagannath Mahaprabhu ❤️🙏🌺🙏❤️Juga Juga Re Dharma Ra Heba Jay ❤️🙏🌺🙏❤️🪔🪔🪔🪔🪔🪔🪔🪔❤️🙏🌺🙏❤️
@basantasahu3719
@basantasahu3719 27 күн бұрын
ବିଜେଡି ବିଧାୟକ ଙ୍କୁ ଭୋଟ ଦେଲ. ଲଜ୍ୟା
@mishrabisudhananda3551
@mishrabisudhananda3551 27 күн бұрын
ଏଇ ବାବୁ ନିଜ ଜୀବନ ରେ କେତେ ଖରାପ ଓ ନୀତି ବିରୋଧ କାମ,ଦଇତାପତି ହିସାବରେ,ବ୍ୟକ୍ତିଗତ ଜୀବନ ରେ କରିଛନ୍ତି ସେଇ ଜଗନ୍ନାଥ ଓ ପୁରୀ ର ଅଧିକାଂଶ ଲୋକେ ଜାଣନ୍ତି।ଆଜି ସିଏ ଯଦି ପ୍ରବଚନ ଦେଉଛନ୍ତି ଓ ଲୋକ ଶୁଣୁଛନ୍ତି,ସବୁ ସେଇ ଜଗନ୍ନାଥ ଙ୍କ ଇଛା।
@sibaprasadkhadanga4375
@sibaprasadkhadanga4375 26 күн бұрын
ଏମାନେ ଚାହିଁଥିଲେ ପରିକ୍ରମା ପ୍ରକଳ୍ପ ର ରୂପରେଖ ବଦଳିଯାଇଥାନ୍ତା ।ରତ୍ନ ଭଣ୍ଡାର ଖୋଲାଯାଇପାରିଥାନ୍ତା ।ଏମାନେ ସେତେବେଳେ ସରକାରଙ୍କ ସପକ୍ଷରେ ଯୁକ୍ତି କରୁଥିଲେ ଓ ଚୂପ ରହିଥିଲେ ।
@gaurishankarpatra193
@gaurishankarpatra193 27 күн бұрын
Jay Jagannath
@ramakrushnadalai2497
@ramakrushnadalai2497 28 күн бұрын
ଆପଣଙ୍କ ହାତରେ ବହୁତ ଲୋକ ଜଗୁନି ଭାଇ, ବିନା ମାଡ଼ରେ ପାଠ ହୁଏ ନାହିଁ ମନ୍ଦିର ପାଇଁ ଆପଣ ଦାୟିତ୍ଵ ନିଅନ୍ତୁ, ଜୟ ଜଗନ୍ନାଥ
@simanchalasahu1425
@simanchalasahu1425 27 күн бұрын
sabu gota gacha ra manjee
@user-ib9ch8kw8t
@user-ib9ch8kw8t 27 күн бұрын
ଜଗୁନି ଭାଇ ଅପଣଂକୁ କୋଟି କୋଟି ପ୍ରଣାମ 🙏, ସବୁବେଳେ ସତ କଥା, ଏହା ହିଁ ଜଗନ୍ନାଥ ଲୀଳା ନୁହେଁ କି, ଜୟ ଜଗନ୍ନାଥ w
@khusirajalaxmidiptiexpress5041
@khusirajalaxmidiptiexpress5041 27 күн бұрын
ଋତୁ ପରିବର୍ତନ ପରି ଏ ମାନଙ୍କର କଥା ଵି ପରିବର୍ତନ ହେଉଛି ବର୍ଷା ଯୁଆଡେ ଛତା ସିଆଡେ, ପଣ୍ଡା ମାନଙ୍କ ବିନା ସାହାଯ୍ୟରେ ଶ୍ରୀମନ୍ଦିର ଭିତରେ କିଛି ହୁଏନି, ରତ୍ନ ଭଣ୍ଡାର ଲୁଟିବାରେ ମୁଖ୍ୟ ଭୁମିକା ପଣ୍ଡା ମାନଙ୍କର ହଁ ଥିବ ଏହା ଉପରେ ନିହାତି କାଯ୍ୟନୁଷ୍ଠାନ ନେବା ଦରକାର....
@hemantapradhan6776
@hemantapradhan6776 27 күн бұрын
Jay Jagannath ❤❤❤
@umakantaparida8086
@umakantaparida8086 27 күн бұрын
ଏମାନେ ଟଙ୍କାପାଈଂ ନିଜକୁ ଏବଂ ଘର ଲୋକଙ୍କୁ ଭଡା ଲଗାଇଦେବେ। ମତଲବି କେଉଂଠିକାର।
@adds8322
@adds8322 27 күн бұрын
Bhala heichi. Pandian sir❤
@umeshdas5476
@umeshdas5476 27 күн бұрын
Jay Jagannath Swami
@snigdhasorenofficial863
@snigdhasorenofficial863 27 күн бұрын
ଆଜି ମାନେ June 27 2024 ତାରିଖ ରେ ଓଟିଭି interview ରେ ଗଜପତି କହିଲେ ,କୌଣସି ମଠ ମନ୍ଦିର ଭଙ୍ଗା ଯାଇନି ଶ୍ରୀ ମନ୍ଦିର ରେ ,ଏବେ ଆପଣ କହିଲେ କି ପରିକ୍ରମା ପ୍ରକଳ୍ପ ନା ରେ ମଠ,ମନ୍ଦିର ଭଙ୍ଗା ଯାଇଛି ,କଥା କଣ୍ ?ତାହେଲେ କଣ୍ ଗଜପତି ମିଛ ଆପଣ ସତ ,ଜଗନ୍ନାଥ୍ ଅଛନ୍ତି
@Meetsrikanta1
@Meetsrikanta1 27 күн бұрын
Gajapati also told that he don’t know anything about Arpana Ratha, kamiyajani incident.. 😢this is so shameful
@Saiprasanna_Raisingh
@Saiprasanna_Raisingh 24 күн бұрын
Sabu mili misi ama thakuranka dhana lootichhanti. Sabu sebayat manankara koti koti sampati and jami badi. Even nua nua heithiba panda sebayat pakhare suna alankar, car, bikes .
@BapujiMLT
@BapujiMLT 27 күн бұрын
ସବୁ ପ୍ରଭୁ ଜଗନ୍ନାଥ ଙ୍କ ଇଛା ଯାହା ହୋଉଛି ସବୁ ତାଙ୍କରି ଇଛା ରେ
@suryanarayansahu5375
@suryanarayansahu5375 26 күн бұрын
ଆରେ ତମେ କେବେ ମରିଵେନି। ମହାପ୍ରଭୁଙ୍କ ସେବାୟତ ହୋଇ ଜହାକରୁଛ।ଜୟ ଜଗନ୍ନାଥ ସବୁ ବୁଝି ବେ।ସମୟ ଅଛି। କେତେଦିନ ଏ ମାୟା ସଂସାରେ। ଆରେ ପଣ୍ଡିତ ତମମାନଙ୍କ ପାଖରୁ ଭକ୍ତ ମାନେ କଣ ଶିକ୍ଷା ପାଇବେ।ଜୟ ଉତ୍କଳ ଜନନୀ।
@indianeducation3402
@indianeducation3402 27 күн бұрын
ଏଇମାନେ ସବୁ ଖାଇଛନ୍ତି। ଏଇଟାକୁ ପିଟ
@gopabandhubehera453
@gopabandhubehera453 27 күн бұрын
ଏଶଳା ଜଗୁନି ମହାପାତ୍ରକୂ ଦଶ ହଜାର ଟଙ୍କା ଧରେଇଦେଲେ ତମ ଘରେ ଜାଇକି ଆଶିର୍ବାଦ କରିକି ଆସିବ ମମତା ବାନାର୍ଜୀ କିଛି ଟଙ୍କା ଫୋପାଡ଼ି ଦେଲା ତା ଘରେ ଜାଇକି କୁକୁର ଭଳିଆ ଖାଇ ପିଇକି ତାଙ୍କଘରେ ଅଧିଆ ପଡିକି ତାକୁ ଆଶିର୍ବାଦ ଦେଇକି ଆସିଲା ଏଶଳାର କଣ ଇଜତ ମହତ ଅଛି ଏଶଳାକୁ ଜିଏ ଟଙ୍କା ଦେଲା ତା ସପକ୍ଷରେ ଗଫିବ
@sumimohanty6838
@sumimohanty6838 27 күн бұрын
Right
@rudradevblog2186
@rudradevblog2186 27 күн бұрын
ଆଗରୁ ଆପଣଙ୍କ ପାଟି ଖୋଲୁ ନ ଥିଲା କାହିଁକି ଏବେ କହିଲେ କଣ ଲାଭ
@user-cw9gp5ty9f
@user-cw9gp5ty9f 27 күн бұрын
ମହାପ୍ରଭୁଙ୍କୁ ନେଇ ରାଜନୀତି କରାନଯାଉ । ସ୍ବଚ୍ଛ ମନରେ ଯାହା କଲେ,କିଛି ଅସୁବିଧା ହେବନି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@Laxmipirya-fy3dz
@Laxmipirya-fy3dz 27 күн бұрын
ଯଦି ସବୁଥିଲା ହେଲେ ଗଲା କୁଆଡେ
@ranajitkumarmohanty9740
@ranajitkumarmohanty9740 27 күн бұрын
Emane kete bhanda. Jagannath nkara jie prakruta sevaka senane kahinki bhaya karibe. Jagannath nka mandira re sabuthu thaka o bhaktanku hairana karibare kichhi bhanda sevayata o panda dayi.
@hadibandhumahakhuda2889
@hadibandhumahakhuda2889 27 күн бұрын
ପ୍ରଭୂ ସବୁ ତ, ତେବେ ତୁମେ ଜଗନ୍ନାଥଙ୍କ ଠାରୁ ପ୍ରଶାସନକୁ ଅଧିକ ଗୁରୁତ୍ଵ ଦେଲ କାହିଁକି ? ସେବାୟତ ବେଶୀ ଦାୟୀ
@hadibandhumahakhuda2889
@hadibandhumahakhuda2889 27 күн бұрын
ସୁନା ରୂପା ନଷ୍ଟହୋଇ ଯାଉଛି ! ବାହାନା ଚାଲିଛି
@asishbabu342
@asishbabu342 27 күн бұрын
matha kauthii bhaga jaicii matha na re commerciar structure thila seigura bhanga jaichii......olti matha jana padu na thila abike matha pura clear dekha jauchiii............................jay jagannath
@indianeducation3402
@indianeducation3402 27 күн бұрын
ଆଗେ ଇଶ୍ଵର ପରେ ମଣିଷ।
@maheshpatra8088
@maheshpatra8088 27 күн бұрын
ବାଜେ କଥା କୁହନ୍ତୁନାହିଁ ସବୁ ଖଣ୍ଟ
@pritipadma123
@pritipadma123 27 күн бұрын
Jay jagannath 🙏🙏🙏🙏 good news channel 🙏🙏
@nrupamajhi9654
@nrupamajhi9654 27 күн бұрын
Sundar upasthapana
@pradiptakumarmuduli331
@pradiptakumarmuduli331 28 күн бұрын
Jagannatha ମାଟି ଘରେ ରୁହନ୍ତି, marble ଘରେ ruhantini
@SaumendraGarabadu-sq2vr
@SaumendraGarabadu-sq2vr 27 күн бұрын
ଏମାର ମଠ ରୁ ରୁପା ଇଟା ବାହାରିବ ପରେ ସରକାରଙ୍କ ର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଜୟ ଜଗନ୍ନାଥ
@debashisray8693
@debashisray8693 27 күн бұрын
Jay Jagannath...Sabu Matha ku rakhajai..matha jaga o charipate thiba ihha kotha(lodge/hotel),bhada re chaluthiba dokan ghara sabu bhanga jai..thik kama karajaichi...Agaru mandira samna re b mandira dishu nathila... jabardakhal ku utha gala o sethipain ..market dara tharu adhika mulya madhya diagala...Apa prachar band haba jaruri.
@dillipkumarbehera1473
@dillipkumarbehera1473 27 күн бұрын
ଏଇ ମାନଙ୍କୁ ପାଣ୍ଡୁ ସହିତ ବି ଛାଡ଼ି ଦେବା ଜରୁରୀ ଥିଲା
@jitendrasasmal7146
@jitendrasasmal7146 27 күн бұрын
Good person had expire only persons are lived
@indianeducation3402
@indianeducation3402 27 күн бұрын
ଏଇଟା ଟାଉଟର, ସ୍ବାର୍ଥପର, ଓଡ଼ିଆ କି ଭାରତୀୟ ନୁହେଁ। ଦେଶପ୍ରେମ ନୁହେଁ।ଏବେ ଫୁଟାଣି ମାରୁଛି। ଯେଉଁ ଆଡେ ଛତା ସେ ଆଡ଼କୁ ଛତା।
@unlimitedindiapati9310
@unlimitedindiapati9310 27 күн бұрын
ଆପଣଙ୍କ ଭଳି ଏତେ ଦୋଗଲା ବ୍ୟକ୍ତି ଦେଖିନାହିଁ, ସେତେବେଳେ ପାଣ୍ଡୁ କୁ ଟେକୁଥିଲୁ,, ତୋ ବାପା ଉପରେ ମୋର ସନ୍ଦେହ
@rohitpatel8542
@rohitpatel8542 27 күн бұрын
All the best
@rati1862003
@rati1862003 27 күн бұрын
Jie Kalia ku katha bhabi ki khelicchanti semane emiti bhasama hebe bujhi paribeni.
@umakantaparida8086
@umakantaparida8086 27 күн бұрын
ଏ ମାନନଙ୍କୁ ଜଗନ୍ନାଥଙ୍କ ବାଡଗ୍ରାହିନା ବାଡଖାଇ ଏକଣକହୁଛନ ନିଜେଜାଣିପାରୁନାହାନୣ।
@BijoyKumarDas-rc1ss
@BijoyKumarDas-rc1ss 27 күн бұрын
ଜଗନ୍ନାଥ ଙ୍କୁ ଯିଏ ଟିକେ ବେଇମାନ କରୁଛି. ଜଗନ୍ନାଥ ସେମାନଙ୍କୁ ଧୋକା ଦେଇ ଦେଖେଇ ଦେଲେ ଯେ ତମେ ରାଜନୀତିଆ ଲୋକ କିଛି ନୁହଁ.
@bhibutipanda3442
@bhibutipanda3442 27 күн бұрын
Jay jagganath
@umacharanpatra5536
@umacharanpatra5536 28 күн бұрын
Sir. Teme jaha kahucha. Sabu. Right
@sureshpalei6106
@sureshpalei6106 27 күн бұрын
Bina paisare kariparibe
@padarbindasamal4365
@padarbindasamal4365 27 күн бұрын
Do not behave like jokers. Where are these people when the demolition in the name of so-called development is going on?
@Manoranjansahoo34680
@Manoranjansahoo34680 27 күн бұрын
ମୁଁ ଜାଣେ ଆପଣ ଜଣେ ଭଲଲୋକ, ଆପଣ କହିଲେ ପୁରୀଲୋକ ନିରୀହ ତା ଅର୍ଥ ବାକି ଜିଲ୍ଲାର ଲୋକମାନେ ନିରୀହ ନୁହଁନ୍ତି? ଆପଣଙ୍କର ସେବାୟତମାନେ ପାଣ୍ଡିଆନଠାରୁ ଘୋଷ ଖାଇ ପୁରୁଣା ଐତିହ୍ୟ ମଠସବୁ ଭାଙ୍ଗିବା ଏପରିକି ୩ଦ୍ୱାର ବନ୍ଦକରିବା ପର୍ଯ୍ୟନ୍ତ ସବୁଥିରେ ସାମିଲ ଥିଲେ, ସେମାନେ ବିଜେଡି ସରକାରର ଜଣେ ଜଣେ ଚାଟୁକାର ଖୋସାମଦିଆ ହେଇଯାଇଥିଲେ, ସର୍ବଶେଷେ ପୁରୀର ବିଧାୟକ ଭାବରେ ବିଜେଡିର ସୁନୀଲ ମହାନ୍ତିଙ୍କୁ ଜିତାଇଦେଲେ, ସେଥିରେ ଆପଣ କହୁଛନ୍ତି ପୁରିଲୋକ ନିରୀହ ଅତି ହାସ୍ୟାସ୍ପଦ
@newsonlineplus24x7
@newsonlineplus24x7 18 күн бұрын
ଏଠି କେହି ନିରୀହ ନାହାନ୍ତି..... ସବୁ ସ୍ବାର୍ଥ ବାଦି.....
@niranjanpanda8574
@niranjanpanda8574 27 күн бұрын
ଜୟ ଜଗନ୍ନାଥ। ନୂଆ ସରକାର କଣ କରୁଛି କରୁ।
@skaifoundation8120
@skaifoundation8120 27 күн бұрын
Prabhu lokanku nei drama karanti. Aagaku bhi drama haba. I have one request. Prabhu nku kasta diyantuni. My 2cents. 🙏 Prabhu nka paeen Odisha ra existence. Kama kara.🙏
@user-rc9mf2ll9d
@user-rc9mf2ll9d 27 күн бұрын
Kichi matha mandira bhanga jaini , bhala kama guda yanka akhiki bhala nuha
@rashmiranjankabirashmiranj8279
@rashmiranjankabirashmiranj8279 27 күн бұрын
Eamanea thile kouthi paisa kamigla ki
@binay8377
@binay8377 26 күн бұрын
ବର୍ଷା ପଟକୁ ଛତା 😂, ଯୋଉ ସେବାୟତ ମୋଗଲ ଶାସନ କୁ ଡରିନଥିଲେ, ସେମାନେ ବିଜେଡି ଶାସନ କୁ ଡରିଗଲେ, ସବୁ ଚୋର
@simanchalasahu1425
@simanchalasahu1425 28 күн бұрын
A MAHASAYA LUTIBARA ADHIKA HATA KI?????
@sushamadash8383
@sushamadash8383 27 күн бұрын
Jay shree Jagannath ji ki 🌷🙏,sebayatamane money paile Jagannath anku bikidebe.😂😂😂😂😂
@asisjana342
@asisjana342 26 күн бұрын
First, the inner construction of the temple should be repaired. The world famous temple is about to be ruined today
@userpintu24
@userpintu24 27 күн бұрын
ଶ୍ରୀମନ୍ଦିରରେ ଜେତେସବୁ ଅସୁବିଧା ହେଉଛି ସବୁ ମନ୍ଦିର ସେବାୟତଙ୍କ ପାଇଁ ଅନ୍ୟକୁ ଦୋଷ କଣ ଦେବା | କୌଣସି ସରକାର ବା ଅଫିସର ନାମ ଦେଇ ସେବାୟତ ଠିକ୍ କହିବା କେତେଦୂର ଠିକ୍???
@bijaykumarparida5103
@bijaykumarparida5103 26 күн бұрын
All the servitors there are opportunists. They are very indisciplined and escape in the name of 'sabu Kaliara ichha'. They can go to any extent to ensure their earning. They don't know people flock to Puri because of Mahaprabhu only.
@unplannedmoody1430
@unplannedmoody1430 27 күн бұрын
Ki sarkaar Jagannath nka kn karaniba kn nai seta Sankaracharya & gajpati Maharaj nka hatare, anka nispati niagani kahniki
@fastcarrs
@fastcarrs 27 күн бұрын
Where is that mafia pandu 😂😂😂😂
@sibaprasadmishra7263
@sibaprasadmishra7263 27 күн бұрын
Ketedina au khosamat Kari banchiba ???
@lalatkesharisamantaraysama401
@lalatkesharisamantaraysama401 27 күн бұрын
matha puni tiari karajau puruna sthanare....Karan ahi matha hin mandira ku surakhya deiasuthila purana kalaru.....jetebele sarkar nathile setebele ahi matha mane hin surakhya kabacha hoi rahithile...Moghal mane daruthile Ahi matha mananku.....tenukari matha punarbar sthapita karajau....Hindu manankara Astha ra kendrabindu.
@meenakshinanda3268
@meenakshinanda3268 28 күн бұрын
Aapana setebele kn karuthile aji kahiki kahuchanti
@sibanandarout6214
@sibanandarout6214 27 күн бұрын
Seithi pain bjd hajigala au pandian bi libhijiba ethipain pansiandayi pandian harila agaku tasata rahibani
@rajashreenalinimohanty9765
@rajashreenalinimohanty9765 27 күн бұрын
Sebayat mane jaganathanka pakhaloko darile kanapain.satebele fight kaleni semananka sange mjsjthile.harilaru olatipadileki? Jaganathanka pain jibana debaku daralagilaki ?
@beautifulearth5369
@beautifulearth5369 27 күн бұрын
Tu ete suna paisa pailu kouthu, sal tume sabu GM
@kedarbehera607
@kedarbehera607 27 күн бұрын
ଏମାନେ ଏବେ କଥା ବଦଳାଉଛନ୍ତି
@skshitish
@skshitish 27 күн бұрын
E sabu sebayat sabu neithibe laguchi
@rammohanty4118
@rammohanty4118 27 күн бұрын
Sarkar tankar police tankar emane kan karibe
@prateek3068
@prateek3068 26 күн бұрын
The same guy was supporting BJD few yrs ba k 🤣🤣🤣
@sanjeebkusahu6355
@sanjeebkusahu6355 27 күн бұрын
Sarakaara ichhaa kale kan na heba?
@MrSuryanarayandas
@MrSuryanarayandas 27 күн бұрын
Mahana mahana suna bjd govt nei gala … eia kahibaku chhahuncha bulei bulei.. tike ta lajja kara .. puri ra panda mane bjp swara kahiba swabhabik .. dukha laguchhi emane prabhu nku nei rajneeti re lagei dele
@sureshpalei6106
@sureshpalei6106 27 күн бұрын
Bhai mane aeta kalijuga
@coolguruspiritual4660
@coolguruspiritual4660 26 күн бұрын
Pandian Babana Bhuta thile... Sethi pain Loke Daruthile??? Samaste darile ... Kaale Chhakiri chalijiba 😮😅😊😂
@sanjeebkusahu6355
@sanjeebkusahu6355 27 күн бұрын
Suna heera nila sabu pachi jaaithiba?
@srinibaspattanayak
@srinibaspattanayak 27 күн бұрын
Aji jaye kouthi soithilu.. court nathila setebele
@adityabhoi2502
@adityabhoi2502 27 күн бұрын
ରତ୍ନଭଣ୍ଡାର ଭିତରେ ଯୋଉ ସାପ ଥିଲା ସେଇ ଆଉ ଅଛି ନା ନାହିଁ ???
@ashokkumarsahoo8044
@ashokkumarsahoo8044 27 күн бұрын
ପ୍ରଣାମ ଭାଇ,ଅତି ସୁନ୍ଦର ସ୍ପଷ୍ଟବାଦି ମଣିଷ
@nrusinghsahu8743
@nrusinghsahu8743 27 күн бұрын
Ae biyakti Khali khola Katha kahuchi.really ae bykati barsa juade chata seade....
@ashishkumardas723
@ashishkumardas723 27 күн бұрын
Sabu samaya dekhi chamchagere karu chhanti .
@sibaprasadmishra7263
@sibaprasadmishra7263 27 күн бұрын
Sebayata mane paisa lobhi.... Paisa nei chup rahile.. bhogibe sebayata mane... Emane kebe b bhadra loka nuhnati...
@DevDash-em2bf
@DevDash-em2bf 28 күн бұрын
Please action the v k Pandian
@subalkumarswain1457
@subalkumarswain1457 28 күн бұрын
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଠିକ୍ ନା ଭୁଲ ?
@amiyapriyabhoi7651
@amiyapriyabhoi7651 27 күн бұрын
Agaru soithila kouti abe kn pain kahucha. Bjp sarkar bhangiba 1year re dekhiba amne puni kha sapakhyare kahibe puni bjd
@hariharpatnaik8500
@hariharpatnaik8500 27 күн бұрын
Subidhabadi sevayat badagrahi.yanku phasi dia jaithanta.tenu dari gale.Laja laguni emananku?
@ok-eh3yh
@ok-eh3yh 28 күн бұрын
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Jaya Jagannath...🙏🙏🙏🙏🙏🙏🙏🙏🙏Jaya Jagannath.....🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Jaya Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@dreambig2920
@dreambig2920 26 күн бұрын
Sevayatha hie chora saeta Odisha loka agarue janichanthee ....semane thakur ko opphas rakhi douchanthee ...sae pae thankue general public kichi kohunahathee....aau govt re thiba loka ta chori kemtie karebae saeta bhabhuthanthee ....
@BAPONO
@BAPONO 27 күн бұрын
Mandir bhitare dhadi Darshan kara jau .
@bijaykumarparida5103
@bijaykumarparida5103 26 күн бұрын
Don't preach please in the name of Mahaprabhu. If you all are real Jagannath bhakta, please ensure disciplined darshan of Prabhu. Presently neither old aged nor children can have safe darshan. Mahaprabhu may give sadbuddhi to them.
@jullysamal6626
@jullysamal6626 27 күн бұрын
Vk ku chatuthilu Ebe se କିଏସେ ଖନି ବାଯୁଚି ପlଟି ଖନl hoija
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 59 МЛН
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 39 МЛН
Odisha Governor Raghubar Das //aji  ama bonth ku asichhnati
2:00
Rajesh das lifestyle
Рет қаралды 16 М.
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН