No video

ସେଦିନ ଯାହାଙ୍କ ଦୁଃଖରେ ପୂରା ଦେଶ କାନ୍ଦୁଥିଲା, ଏବେ ତାଙ୍କ କାମରେ ଶାଶୂ ଶ୍ୱଶୂର ଯନ୍ତ୍ରଣା ପାଉଛନ୍ତି I

  Рет қаралды 379,402

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 242
@natrajnayak3093
@natrajnayak3093 Ай бұрын
ସହିଦଙ୍କ ପରିବାର ପାଇଁ ଏବଂ ବାପା ମା ଙ୍କ ପାଇଁ ଗୋଟେ ନିୟମ ବନାଇବା ପାଇଁ କେନ୍ଦ୍ରସରକାର ଙ୍କୁ ଅନୁରୋଧ, ଜୟ ଯବାନ
@jchoudhury274
@jchoudhury274 Ай бұрын
ସରକାର କିଛି ଆଇନ ବାହାର କରନ୍ତୁ ସହିତ ଙ୍କ ବାପା ମା ଆଉ ତା ସ୍ତ୍ରୀ ର ସମାନ ଅଧିକାର ରହିବ ଆର୍ଥିକ ରାଶି ଧରି ଚାଲି ଯାଉଛନ୍ତି ବହୁତ୍ ଜାଗା ରେ
@NandiniguruNandiniguru-qg1wf
@NandiniguruNandiniguru-qg1wf Ай бұрын
ଜନ୍ମ କଲା କିଏ ପାଳି ପୋଷି ମଣିଷ କଲା କିଏ ଫାଇଦା ପାଉଛି ଆଉ କିଏ ଧନ୍ୟ ରେ ବିଚାର ଈଶ୍ୱର ତୁମେ ଏମାନଙ୍କୁ ଉଚିତ୍ ଦଣ୍ଡ ଦିଅ ପ୍ରଭୁ 🙏
@sujitkumarswain8200
@sujitkumarswain8200 Ай бұрын
ଆଜ୍ଞା ଏଠି ଧନ୍ୟ ରେ ଈଶ୍ୱର ନୁହଁନ୍ତି ଏଠି ଧନ୍ୟ ରେ ଆମ ଭାରତୀୟ ସମ୍ବିଧାନ ,,,
@viralboy_ashu
@viralboy_ashu Ай бұрын
👍
@silkcity470
@silkcity470 Ай бұрын
Nari nka pain sabu law achi semanka suport pain ....kichi na hele semane domestic violence act lagei debe sasu ghara Loko upare ....semanku Kan karipariba ....sabu law ra miss use heuchi
@pranatisahoo6539
@pranatisahoo6539 Ай бұрын
Jiata pune maraja kariba
@ChandankumarPalai-dl6wt
@ChandankumarPalai-dl6wt Ай бұрын
❤❤
@bapi2988
@bapi2988 Ай бұрын
ସବୁଜାଗାରେ ବାପା ମା ହଇରାଣ ହେଉଛନ୍ତି
@NandiniguruNandiniguru-qg1wf
@NandiniguruNandiniguru-qg1wf Ай бұрын
ସରକର ଙ୍କୁ ଅନୁରୋଧ ଯବାନ ମାନଙ୍କର ମା ବାପାଙ୍କ ପାଇଁ କିଛି କରନ୍ତୁ ନ ହେଲେ ଏମିତି ଅଭିଶାପ ମିଳିବ ଯେ କାନ୍ଦୁ ଥିବେ ଛି ଛି ରେ ସରକାର୍ ଆଇନ କାନୁନ ସ୍ତ୍ରୀ ର କଣ ସବୁ ଅଧିକାର ?
@jchoudhury274
@jchoudhury274 Ай бұрын
Right
@rinaraniroutaray7596
@rinaraniroutaray7596 Ай бұрын
Right
@babitakhuntia7203
@babitakhuntia7203 Ай бұрын
Right brother
@rakhi.rakhi.beutycian9630
@rakhi.rakhi.beutycian9630 Ай бұрын
Right
@NirupamaJani-yb1vm
@NirupamaJani-yb1vm Ай бұрын
50/50heu , Smruti ta swami chhadijiba dukhare sarajiban jalib, Kan Kara jiba,ATA,niyati Ra,kapal likhan ke Kariba ana,bapa MAA nku bi a bayasa re,kichhi, money dei deba🎉🎉🎉
@Shree_910
@Shree_910 Ай бұрын
ସବୁ କ୍ଷେତ୍ରରେ ହିଁ ବାପା ଯନ୍ତ୍ରଣା ଭୋଗନ୍ତି😢
@user-py4pd8fu6q
@user-py4pd8fu6q Ай бұрын
Sethi pain nija chhua pilanku Goutam budhha ra shikya debaku chesta kara 😂😂😂 karana Goutam buddha jaha karithila taha pain tara bapa maa ku sabubele santhi re rahile au kaha upare nirbara karile nahi😂😂😂😂nija ku madhya santhire rahibaku chanhu chhanti hele nijaku nije tiari kara😂😂😂😂😂
@chandannaik9949
@chandannaik9949 Ай бұрын
@Shree _910 ଠିକ କଥା କହିଲେ କିନ୍ତୁ ଏଇଟା ବା କଳି ଯୁଗ ଏ ସବୁ ଦେଖିବାକୁ ପଡୁଚି
@Shree_910
@Shree_910 Ай бұрын
Hmm pa🥲
@dillipkumarswain675
@dillipkumarswain675 Ай бұрын
ବା ରେ ବୋହୂର ଧନ୍ୟ ତମ ଜୀବନ
@हिन्दुस्तानी
@हिन्दुस्तानी Ай бұрын
ଏଭଳି ଝିଅର ପିତା ମାତା ଙ୍କ ସଂସ୍କାର କୁ ଧନ୍ୟ...
@user-jn3oo4py7e
@user-jn3oo4py7e Ай бұрын
ସରକାରଙ୍କ ର ନିୟମ ଭୁଲ ଅଟେ। ବାପା ମାଆଙ୍କୁ ମଧ୍ୟ 50%ପଇସା ଦେବାର ଥିଲା
@ientertainm9236
@ientertainm9236 Ай бұрын
ସରକାର ଏ ଆଇନ୍ ରେ ପରିବର୍ତନ କରାଯାଉ 😢
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଏହା ନୁଆ ନୁହେଁ ଆଗରୁ ମଧ୍ୟ ହେଇଛି ଯେତେବେଳେ ସହିଦ ର ପତ୍ନୀ କୁ ଟଙ୍କା ମିଳିଯାଏ ସେ ଏହାକୁ ନେଇ ନିଜ ବାପ ଘରକୁ ପଳାଏ ଆଉ ସବୁ ଅର୍ଥ ନିଜେ ଉପଭୋଗ କରେ ,,,, ବିଚରା ସହିଦ ର ବାପା-ମା ଦୁଖଃ କଷ୍ଟ ରେ ଦିନ କାଟନ୍ତି,,, କିନ୍ତୁ ସରକାର ଏଥିପ୍ରତି କୌଣସି ଧ୍ୟାନ ଦିଆନ୍ତିନି।।।।।
@user-in9md1bp5i
@user-in9md1bp5i Ай бұрын
Sasu sasura nk anya pua nihati thiba. Sethi pai semane janishuni desh hatare nij pua ku tekidele. Kintu gote jhia sara jiban bidhaba ra jantrana re chhatpata hue
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
@@user-in9md1bp5i କେତେ ହୀନ ତୋର ଭାବନା,,, ଯାହାର ଗୋଟେ ପୁଅ ଅଛି ସେ ବି ଦେଶ ସେବାରେ ଟେକି ଦିଅନ୍ତି,,, ବିଧବା ଟି ଆଉ ଥରେ ବାହା ହେଇପାରିବ କିନ୍ତୁ ବାପା-ମା ଆଉ ଗୋଟେ ପୁଅ ପାଇପାରିବେନି,,, ସରକାର ଏଥିପ୍ରତି ଧ୍ୟାନ ଦେବା ଉଚ୍ଚିତ ସହିଦ ର ବାପା-ମା ଙ୍କୁ ବି ସହାୟତା ରାଶି ରୁ ଭାଗ ମିଳିବା ଉଚ୍ଚିତ।।।।
@pintumohanty6812
@pintumohanty6812 Ай бұрын
​@@user-in9md1bp5i jahara gotia pua bhi thanti semane bhi desha pain jai thanti
@anusuyadas897_43
@anusuyadas897_43 Ай бұрын
Rule eita heba darkar dharma ku chahin every month pension tanka ru bapa maa nku chaliba pain tanka deba katha..... Ta chada jadi bapa maa nku besi deba se tanka jhia ku dana karibe... Au jadi alga pua thiba bilkul deba katha nuhen... Jiban sara bidhaba hei chua nku ne kana rasta re jaban stri basiba
@raghunathhembram5881
@raghunathhembram5881 Ай бұрын
Right
@ventvent5731
@ventvent5731 Ай бұрын
ବାପା ମା'ଙ୍କ ପାଖକୁ ଯାଅ କିନ୍ତୁ ଶାଶୁ ଶ୍ୱଶୁର ଙ୍କ ଠିକ୍ ଦାୟିତ୍ଵ ନେବ ବୋଲି ଆଶା କରୁଛୁ।
@Swetabagh
@Swetabagh Ай бұрын
yes😭🙏🙏
@MithunNaik-ju3tb
@MithunNaik-ju3tb Ай бұрын
ଧାନ୍ୟରେ ନାରୀ ତତେ ଧର୍ମ ସାହିବନୀ, ଏ ହେଉଛି ଅନ୍ଧ ସରକାର ଆଇନ,ଯେତେକ ଟଙ୍କା ମିଳିଲା ଅଧା ଅଧା କରିବା କଥା କାରଣ ସେମାନେ ବି ଧରଣ ପୁଷଣ କରିଛନ୍ତି
@rinaraniroutaray7596
@rinaraniroutaray7596 Ай бұрын
Right
@user-kg8ks7gc1w
@user-kg8ks7gc1w Ай бұрын
Sampurna news jadi na janicha ta hele faltu comments kaiin karucha? Pua ra bapa maaa nku sarkar nka pakhaku and insurance company taraf ru bhi paisa milichi . Tanka mana eithipaiin dukha ki bahu ku kn paiin adhika milila. Anshuman nije hi tanka property ra nominee tanka stree nku rakhithile . Jadi bopa maaa nija vidhabha bahu ku kahibe tanka Sana pua nka sahita marriage Kariba paiin ta kau jhia ye bhaliya abhadra family pakhare rahibaku pasand Kariba?
@AJAYDAS-jk1cj
@AJAYDAS-jk1cj Ай бұрын
@@rinaraniroutaray7596 ...
@santoshkhuntia4758
@santoshkhuntia4758 Ай бұрын
Andha sarkar nuha army rul re lekha hoechi ki pura tarminal benifit wife nku he Diya jiba
@user-kg8ks7gc1w
@user-kg8ks7gc1w Ай бұрын
@@santoshkhuntia4758 anshuman nka bapa maa nku 65 lakhs milichi , anshuman nije hin tanka property re nominee tanka stree nku rakhithile.
@alokkumar20149
@alokkumar20149 Ай бұрын
ସରକାର ତୁରନ୍ତ ଏହି ନିୟମ ପରିବତ୍ତନ୍ କରାଇବା ହେବ ନହେଲେ ଅସୁବିଧା ହୋଇଯିବ
@suryakantamohanty8276
@suryakantamohanty8276 Ай бұрын
ଗଛ ଲଗାଇଲେ କିଏ ଫଳ ଖାଉଛି କିଏ, ଏହା ହେଉଛି ଭାରତୀୟ ଆଇନ କାନୁନ୍।
@jutikasarkar8615
@jutikasarkar8615 Ай бұрын
Right
@ArunBehera-yl5hr
@ArunBehera-yl5hr Ай бұрын
Sabu jaga re bapa maa hairan heichanti
@BibhutiSahoo-rx7ec
@BibhutiSahoo-rx7ec Ай бұрын
ସହିଦ ଙ୍କୁ ଯିଏ ଜନ୍ମ ଦେଇଛି ସେହି ମା ଧନ୍ୟ. ସେ ହିଁ ସବୁ ପାଇବା ଉଚିତ ଅଇନି ର ସଂଶୋଧନ କରାଯାଉ
@user-hq4ut1rm9n
@user-hq4ut1rm9n Ай бұрын
ବାପା ବୋଉ କଣ କରିବେ କାନ୍ଦିବା ବ୍ୟେତିତ ଆଉ କିଛି ଉପାୟନାହିଁ । ସ୍ତ୍ରୀ ଆଉ ଗୋଟେ ବହା ହେଇ ଖୁସିରେ ରହିବ
@subhrajitroul2161
@subhrajitroul2161 Ай бұрын
ଏଭଳି ବେଲଜ୍ୟା ବୋହୂକୁ ଦଣ୍ଡ ନିହାତି ଦରକାର l ବାପା ମା ପୁଅ ଜନ୍ମ କରି ପାଳିପୋଷି ମଣିଷ କରି ଲାଭ କଣ? ଏଭଳି ବୋହୁ ନାରିଜାତି ପାଇଁ କଳଙ୍କ l ସରକାର ନୂଆ ନିୟମ ବାହାର କରି ଏ ପରି ବାପା ମା ଙ୍କ ଦୁଃଖ ନିହାତି ବୁଝିବା ଦରକାର l
@SomnathSwain-y8f
@SomnathSwain-y8f Ай бұрын
ସରକାର ଙ୍କୁ ଅନୁରୋଧ କେବଳ କଣ ବାପା ମା ର ଦୁଃଖ ପାଇଁ ଆଇ ନି ଆଣନ୍ତୁ ପୁଅ ଉପରେ ଅଧି କାର ଭାରଣାପସା
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଖାଲି ପୁରସ୍କାର ନୁହେଁ, ଯାହା ଆର୍ଥିକ ସହାୟତା ମିଳିଲା ତାକୁ ବି ନେଇଯାଇଛି ଆଉ ପୁଅ ର ATM-କାର୍ଡ ଯୋଉଟା ତା ମା ପାଖରେ ଥିଲା ତାକୁ ବି ବ୍ଲକ କରି ଦେଇଛି ଏହି ବୋହୂ,,,।।। ପୁରସ୍କାର ଓ ବ୍ୟାଙ୍କ ସବୁଥିରେ ବୋହୁ ଚଂlହୁଛି ସମ୍ପୂର୍ଣ୍ଣ ଅଧିକାର ଏମିତିକି ପୁଅ ର ବାପା-ମା କୁ କୌଣସି ଭାଗ ଦେବାକୁ ଚାହୁଁନାହିଁ ବୋହୂ।।।।।
@user-kg8ks7gc1w
@user-kg8ks7gc1w Ай бұрын
@@mr.sanjayinformationdiscov3282 pua ra bapa maaa nku 65 lakhs milichi, sampurna news janantu ta pare comment karantu , anshuman nije tanka property re nominee tanka stree nku rakhithile. Au sasura sasu sampati lobha re tanka Sana pua Saha vidhabha bahu ra marriage Kariba plan re thike seita thik thila?
@ArunBehera-yl5hr
@ArunBehera-yl5hr Ай бұрын
. Bapa maa o wife bhitare penson o insurence tini bhaga ka ta jau
@anusuyadas897_43
@anusuyadas897_43 Ай бұрын
Au 6 vaga katuna.... Tapare jhia asi vaga neba
@newbestknow4141
@newbestknow4141 Ай бұрын
ନିୟମ ପରିବର୍ତ୍ତନ ନିହାତି ଦରକାର.
@kailashpanigrahi6705
@kailashpanigrahi6705 Ай бұрын
Govt should give justice ⚖️ to the Martyr's parents
@entertainmentskhati7910
@entertainmentskhati7910 Ай бұрын
ମୋ ଜୀବନର ସବୁଠୁ ଖରାପ news viewing experience ଯଦି କୋଉ news channel ଦିଏ ତ ସେ ହେଉଛି ଭାସ୍କର news
@ommsairamodiavlogs7528
@ommsairamodiavlogs7528 Ай бұрын
E katha nua nuhe. Ethi pain sarkar niyama badaleiba darkar
@prabhatmishra7157
@prabhatmishra7157 Ай бұрын
ଗୋଟେ ବାପା ମାଆ ଛୁଆଟି ଜନ୍ମ କରିବେ ତାକୁ 20 ବର୍ଷ ରୁ ଅଧିକ ପାଠ ପଢାଇ ଚାକିରି କରିବା ପର୍ଯ୍ୟନ୍ତ ଦାୟୀତ୍ବ ନେବେ ।ବାହା ମଧ୍ୟ କରାଇବେ କିଛି ବର୍ଷ ସ୍ତ୍ରୀ ହୋଇଗଲା ବୋଲି ସବୁ ଅଧିକାର ଦେବା ଆମ ଦେଶର ଆଇନ୍ ।ଆମ ଦେଶର ଆଇନ୍ ସମସ୍ତଙ୍କୁ ସମାନ ନୁହଁ ଏଣୁ ଏ ଭଳି ଅନ୍ୟାୟ ହେଉଛି ।ନିୟମ କିଛି ଭଲ ନୁହଁ ଆଜିକାଲି କେହି ଝିଅ ନୁହନ୍ତି ।ସବୁ ଲାଭ ନେବା ପାଇଁ ବାହା ହେଉଛନ୍ତି ।
@usharaninayak3247
@usharaninayak3247 Ай бұрын
ଯିଏ ବାପ ମା ହୋଇଥିବ ଦେ ହିଁ ସନ୍ତାନ ର କଷ୍ଟ ବୁଝି ବେ
@sandhyaranidhal1709
@sandhyaranidhal1709 Ай бұрын
Please request to government do something for parents 😢
@khusi5258
@khusi5258 Ай бұрын
Bapa maa patha padhei bada kale aau ye aasigala je 2 month re sabu taar heigala
@puspanjalipradhan3336
@puspanjalipradhan3336 Ай бұрын
ବାପା ମାଆ ଜନ୍ମ ଦେଇ ବଡ଼ କରିବାରୁ ତମେ ସ୍ତ୍ରୀ ହେଲ ସେମାନଙ୍କୁ କଷ୍ଟ ଦେଇ ଭଲରେ ରହି ପାରିବ ନାହିଁ
@monalishasamantaray8674
@monalishasamantaray8674 Ай бұрын
Finally Aukaat କୁ ଆସି ଗଲେ....ଏଇ ଦିନକୁ ଅପେକ୍ଷା କରିଥିଲେ...ସବୁ ସମ୍ମାନ ନେଇ ଚାଲି ଯିବେ...ଛି
@ajaykumardash9999
@ajaykumardash9999 Ай бұрын
Sarkar tk bichara karantu
@RahuluddinGandhy
@RahuluddinGandhy Ай бұрын
ହଁ ଭାଇ ଠିକ୍ କହିଛନ୍ତି ଆମକୁ ଏବେ Change ଦରକାର 😢
@amanavenger4336
@amanavenger4336 Ай бұрын
Se stree ku sasu sasura nka sabu dayitwa nabakulaw anusare badhya karajau nachet Swami ra paithiba sabu tanka phereiba
@pitabaspani8109
@pitabaspani8109 Ай бұрын
Jay jaganath Jay hind
@PratapNayak-wx7un
@PratapNayak-wx7un Ай бұрын
Emiti bohut kahaku n milu.
@ArunBehera-yl5hr
@ArunBehera-yl5hr Ай бұрын
Sarakara ahi kathata badhiyata karanti
@user-hy7zf1kf6r
@user-hy7zf1kf6r Ай бұрын
Sasu,sasuranku bi nijar bapa,bauu dekhantu mdm...takura apanakara mangala karibe
@sasmitapanda7918
@sasmitapanda7918 Ай бұрын
Jia sahid hauchanti tanka stree Mane amiti him karuchanti sethipain ame anurodh karuchu bjp sarkar nku amiti kichhi niyam karantu jemiti sahid hoithiba pua ra bapa maa kandibeni ki vika magibeni mu bi gote sahid ra bhauni mo bapa maa bi amiti kanduchanti mo bhauja sabu neiki ta bapa ghara ku paleila
@parsuramnayak4093
@parsuramnayak4093 Ай бұрын
Sarkar a bisayare drusti diantu .
@santoshkumarmaharana6021
@santoshkumarmaharana6021 Ай бұрын
Se au kahaku love karuthiba. Se dekhila ethi au kn miliba , au rahila puara bapa maa,se nama niyantu tara kn jaichi. Se jhhia ku God uchit sasti debe.
@sumantsenapaty1929
@sumantsenapaty1929 Ай бұрын
Relief should be equally distributed
@user-kg8ks7gc1w
@user-kg8ks7gc1w Ай бұрын
Army sources clarified that the AGIF of 1 crore rupees was split between his wife and parents. Up government also gave 25 lakhs to the parents.
@anilpanda7399
@anilpanda7399 Ай бұрын
Amane khali paisa naba pain mrg hauchanti
@tapankumarmahapatra9576
@tapankumarmahapatra9576 Ай бұрын
Please some law to act for father and mother
@ramakantabehera4856
@ramakantabehera4856 Ай бұрын
Six month marriage ra pura adikarsabyasta kala wife smruti au pita mata jibe kuade karibe kan sarakar rules re paribartan karantu nohele asahaya mata pita dukha jantrana re marijibe
@khusi5258
@khusi5258 Ай бұрын
Sabu pension taa bapa maa nku milu aau bohu jaai swasura ghare rahu, kn Khali se ta swami paain aasithila ki sasu gharaku
@user-ud2sm6om1x
@user-ud2sm6om1x Ай бұрын
Tama chintadhara ku maniba ku padiba
@khusi5258
@khusi5258 Ай бұрын
@@user-ud2sm6om1x mu kn bhul kahiliki
@silkcity470
@silkcity470 Ай бұрын
​​@@khusi5258tume bilkul thik hi kahicha ...mun kahuchi ..bapa maa nku logo dustbin re fingideuchanti bohu...pila nku dukha kasta sahi bapa maa bada karibe para jhia aasi sabu bhoga Kariba...
@bkgulu
@bkgulu Ай бұрын
He prabhu emiti jhia kahaku na milantu
@sumeetmahakud8075
@sumeetmahakud8075 Ай бұрын
Yehi obosta re sasu sosuro pakhore rohiba bodolore bapo ghoroku jauchhi maekina kon koriba yebe nijo bapa maa tharubi besi nijoro shasu sosuro uporu puo dekhiki bahut kanduthibo mo pae mo bapa maa aji luho godouchhnty
@Shivap644
@Shivap644 Ай бұрын
ଯେମିତି ମନୋଜ ବେହେରା ସ୍ତ୍ରୀ ସବୁ ନେଇ ଯାଇଛି
@PrasantaKumarpradhan-oz3oj
@PrasantaKumarpradhan-oz3oj Ай бұрын
ଛତର ଖାଇ ମାଇକିନା ଏମାନଂକୁ ବାଉଁଶ ଖୀ ଳା ଦରକାର
@ByamokeshRath-fb3cj
@ByamokeshRath-fb3cj Ай бұрын
Government should give medal and cash from daughter in law to father in law.
@pradeepbehera2311
@pradeepbehera2311 Ай бұрын
Blind law and justice prevailed in India.Who is more important in the eye of the Govt ? Parents of a SAHID or his wife?
@pabitramohansahoo176
@pabitramohansahoo176 Ай бұрын
Always happens
@murali3632
@murali3632 Ай бұрын
ଏଇ ଅସୁବିଧା ଟି ସବୁଠି।। Jawan ର nominee ତାଙ୍କର ସ୍ତ୍ରୀ ଥାଏ, ଯଦି ଯବାନ ସହିଦ ହୁଏ ସବୁ benefits ତାଙ୍କ ସ୍ତ୍ରୀ account କୁ ଯାଇଥାଏ।।।ଏଇ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଆସିବା ଦରକାର ।
@simaraninath8593
@simaraninath8593 Ай бұрын
Sarkar jadi jawan nka wife ku sanman Kariba tharu jawan nka bapa maa nku sanman karuthante tahele amiti dukha bapa au maa pua sahid hela pare bi paunathante ,kn jawan nka sahid heba dukha kebala wife ku milithae ki , bapa maa nku jau dukha milithae taha atulania , sethipain sarkar a law ku jadi change karidiante tahele bapa au maa bi ate dukha paibeni,, 🙏🙏
@lipusahu2389
@lipusahu2389 Ай бұрын
Se bala muha dekhi ki loka emotional hei gale
@namitakhuntia8220
@namitakhuntia8220 Ай бұрын
Aithhe pai bapa maa asnmana heuchaty
@TechHaras
@TechHaras Ай бұрын
Chhi to ichha ahuri kouthhi munha mariba pain bada badia pila na kn janibe emane 😢😢😢 nija Swami ku maribar a stri kouthhi pressure padithiba na hele ama Bhai emit heinathanta sethhi pain chadiki chaligala😢😢😢
@samitajena7746
@samitajena7746 Ай бұрын
Jy hind
@amanavenger4336
@amanavenger4336 Ай бұрын
Bapa maa stree samastanka ra saman adhikar rahiba Katha
@RasmitaSwain-ke4tt
@RasmitaSwain-ke4tt Ай бұрын
ମା ବାପା ଙ୍କୁ କେତେ କଷ୍ଟ ଲାଗୁଥିବ
@gopinathdas6306
@gopinathdas6306 Ай бұрын
Nihati bujhi parila very good sethipain tume b gote jhia tume jhio mane sabu gote typ ro
@BiswajitExport292
@BiswajitExport292 Ай бұрын
Are seita ta samastanku kasta ଲାଗିଥିବା ଖାସ୍ ତମରି ଭଳିଆ ନିନ୍ଦନୀୟ ଝିଅ ପାଇଁ ବହୁ ଶାଶୁ ଘର ଛାଡ଼ି ପଲାଇଚି 😢
@RasmitaSwain-ke4tt
@RasmitaSwain-ke4tt Ай бұрын
@@gopinathdas6306 apana bhul kahuchhanti sabu jhia ସମାନ nuhanti kichhi jhia achhanti ଶାଶୂ ଘର କୁ ନିଜ ଘର ଭାବି ବହୁତ୍ ସୁନ୍ଦର ଭାବରେ ଚଲୁଛନ୍ତି
@somanathkhara8368
@somanathkhara8368 Ай бұрын
ଏହା "ଏକ କୁସ୍ତି କା ଗୁଣ ହେ" ଦେଶଭକ୍ତି ଗୁଣ ନୁହେଁ।
@anakarsethi4385
@anakarsethi4385 Ай бұрын
There r other instances like such, how ever it is not good, parents could not be ignored inany circumstances.
@lateshnayak4085
@lateshnayak4085 Ай бұрын
Maa, baba ke liye 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢 😢😢😢😢😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@SWADHINADDA1
@SWADHINADDA1 Ай бұрын
Ehi case government nua rules anantu 🎉
@mamitasahoo2237
@mamitasahoo2237 Ай бұрын
Sabu bapa maa emiti kahibe....stree ta Swami ra smruti ku na rakhi kn bapa maa nku dei asithaanta
@Wonder_woman___
@Wonder_woman___ Ай бұрын
J atleast 50-50 ta Habar thila..
@swarnapravadehury2087
@swarnapravadehury2087 Ай бұрын
Tu kn janibu maa bapa ra jaga kauthi
@sachinswarupraju6998
@sachinswarupraju6998 Ай бұрын
Aeta hauchi kalyug ra symptoms
@gayatrimallick866
@gayatrimallick866 Ай бұрын
Parents ko milna chahiye...Adha hissa
@madhabmadhabmuduli2819
@madhabmadhabmuduli2819 Ай бұрын
Eita jibana . Sei dine anutapa karibe
@jagannathsahoo6022
@jagannathsahoo6022 Ай бұрын
ଠିକ କଲନି ବୋହୁ.
@skumar7960
@skumar7960 Ай бұрын
ଏମିତି ବୋହୂ କାହାକୁ ନ ମିଳୁ
@dillipkumarmishra1857
@dillipkumarmishra1857 Ай бұрын
After widow ,what can she do this young and beautiful lady.
@user-nd8kf3vb5r
@user-nd8kf3vb5r Ай бұрын
Sabu family re amiti hauchi kichi janapaduchi au kichi janapaduni
@jshyamsamal5348
@jshyamsamal5348 Ай бұрын
ନିଜ ଶାଶୁ ଶଶୁର ଘରେ ରହିଲେ ଅସୁବିଧା ଏଠି ନୂଆଁ boyfriend ସହ ରହିପାରିବନି ତେଣୁ ନୂଆଁ ଘଇତା ଖୋଜା କରିବ, ମା ଏଇ ମାଇକିନା କୁ ଉଚିତ୍ ଦଣ୍ଡ ଦିଅ ନ୍ତୁ
@sandhyaranibehera2005
@sandhyaranibehera2005 Ай бұрын
Atlist 50/50 ta divide karna chahiye
@tanmayswain5145
@tanmayswain5145 Ай бұрын
Action nida jaau jhio upare
@santilatapanda1386
@santilatapanda1386 Ай бұрын
Bapa maa nka ghare se jinisa rahiba katha Sasura ghare rakhiba uchit nuha gaon mati re rakhiba katha jhio bapo ghara ku gale se kriti chakra neba uchit nuha
@vaidehichannel6126
@vaidehichannel6126 Ай бұрын
Ehi upadhy bapa maa nku miliba darakar
@sasmita-g8x
@sasmita-g8x Ай бұрын
Ebhali injustice kara nhi please . Govt. Should change the rules.
@sudipajena6003
@sudipajena6003 Ай бұрын
E manku tanka pua aau swami chali jibara dukha bodhe nahi.. Kemiti sahid pare sabu miliba kaha ku kete miliba seita pain tana utara chalaucuanti.. Laza lagiba katha emiti stree aau bapa maa nku jeumane ki sahidra dukha bhuli fayda ashare padichanti..
@rasmikant6968
@rasmikant6968 Ай бұрын
Ki6i dina pare baha hei ayas kariba
@SubrathPuhan
@SubrathPuhan Ай бұрын
Emiti bohut kahaku n milu
@nrttm123
@nrttm123 Ай бұрын
It was expected
@bpujabpujaofficial2120
@bpujabpujaofficial2120 Ай бұрын
Jhia jati hni semiti semane bujhi paribeni para bapa maa nka kosta semanaku khali paisa darkar
@satyajitmohanty7718
@satyajitmohanty7718 Ай бұрын
Sabu gala😢
@user-sk8wj4ov1s
@user-sk8wj4ov1s Ай бұрын
🙏
@KrishnaNaik-hx5zf
@KrishnaNaik-hx5zf Ай бұрын
Taku.au.gote.sim.darkar.
@abhayakumar2129
@abhayakumar2129 Ай бұрын
Very greedy
@rabindrarout4477
@rabindrarout4477 Ай бұрын
😭😭😭😭
@dhunamurmu5792
@dhunamurmu5792 Ай бұрын
ବାହ ରେ।ବହୁ।ସାହୁ।ଶଶୁର କୁ।ଛାଡି।ଚାଲିଗଲୁ। ଧର୍ମ ତଡେ।ସହିଵନାହ ଛାରଖାର।ଈଜିଵୁ
@suchitatoppo2412
@suchitatoppo2412 Ай бұрын
😢😢😢😢
@user-ey7ry4hd6j
@user-ey7ry4hd6j Ай бұрын
Ama kendra sarakara kichi gotie niyama karantu .karana sahid nka maa kete kstarejanmakala au manisa kala pua sahid pare bohu neba kirtichakra .eita bhala hauni
@MaheswarDalnayak
@MaheswarDalnayak Ай бұрын
50 percent should be give to his parents.
@laludada7656
@laludada7656 Ай бұрын
SIR. THAKUR. NKU. DAKANTU. SI A. VALA RE. RAHU
@trilochanbehera2740
@trilochanbehera2740 Ай бұрын
ଏ ମହିଳା କୁ କୋ ଭାଷାରେ ଗାଳି ଦେବି ମୋତେ ଟିକିଏ କହିବ ନନଭେଜ ରେ ନା ଭେଜ
@gouriharpal6733
@gouriharpal6733 Ай бұрын
Sir India govt krupaya dhyando
@gouriharpal6733
@gouriharpal6733 Ай бұрын
Bapa Maa hakdar istri nuhe
@prasantakumarnayak5298
@prasantakumarnayak5298 Ай бұрын
The government of india will be changed this type of law
@vaidehichannel6126
@vaidehichannel6126 Ай бұрын
Sethi pain bohu ku se kirti Chakra upadhi ku Bapamaa nku daba katha
@user-mn7by7xc3v
@user-mn7by7xc3v Ай бұрын
Nua niamo anantu sarkar
Can This Bubble Save My Life? 😱
00:55
Topper Guild
Рет қаралды 85 МЛН
Happy birthday to you by Tsuriki Show
00:12
Tsuriki Show
Рет қаралды 12 МЛН
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 2,3 МЛН
Can This Bubble Save My Life? 😱
00:55
Topper Guild
Рет қаралды 85 МЛН