Special Story: ଅମ୍ୱାନୀଙ୍କ ବିବାହ ଭୋଜିରେ କ’ଣ ଖାଦ୍ୟ ହୋଇଥିଲା ?

  Рет қаралды 548,347

OTV Digital

OTV Digital

Ай бұрын

#ଅମ୍ୱାନୀଙ୍କ_ଭୋଜି_ମେନ୍ୟୁ
ସରିଲା ଭାରତର ସବୁଠାରୁ ଚର୍ଚ୍ଚିତ ବିବାହ। ଅନନ୍ତ ଅମ୍ୱାନୀଙ୍କ ହାତ ଧରି ଶାଶୁଘର ଯାଇଛନ୍ତି ରାଧିକା ମର୍ଚାଣ୍ଟ। ତେବେ ଏହି ବ୍ୟୟବହୁଳ ବିବାହରେ ଅତିଥିଙ୍କୁ କେଉଁ ଖାଦ୍ୟ ପରଷାଯାଇଥିଲା, କ’ଣ ରହିଥିଲା ଭୋଜିର ମେନ୍ୟୁ ଆସନ୍ତୁ ଜାଣିବା...
#AnantRadhikaWedding #AnantAmbani #radhikamerchant #ambaniwedding #foodmenu #SpecialStory #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV

Пікірлер: 604
@babuljena695
@babuljena695 Ай бұрын
ଗରିବ ଲୋକଙ୍କ ତଣ୍ଟି ଚିପି ପଇସା ନେଇ ତ ବାହାଘର କରୁଚ ସେଇଥିରେ ପୁଣି ଦେଖେଇ ହଉଚ ଲାଜ ନାହିଁ ମୁଁହ କୁ
@harapriyamohanty2364
@harapriyamohanty2364 Ай бұрын
Sata katha kahila. Amathu neiki emiti hauchhanti.khaiba jaha hela amra kn hela. Bala news dekhuchhanti
@BirendraNaik-in8dy
@BirendraNaik-in8dy Ай бұрын
Right bro
@skentertainmentpromotions3115
@skentertainmentpromotions3115 Ай бұрын
😂😂😂😂ଆଚ୍ଛା ତୁମ ତଣ୍ଟି ଚିପଚି?
@1rf-pusparohidas-gdcs699
@1rf-pusparohidas-gdcs699 Ай бұрын
Aeta sata Katha Bhai sata re laja lagu nii emiti kahi pa pain
@user-tl8oh2yb4t
@user-tl8oh2yb4t Ай бұрын
Kn tuma tanti chipini ki​@@skentertainmentpromotions3115
@SriyaPanigrahy
@SriyaPanigrahy Ай бұрын
ମୁକେଶ ଅମ୍ବାନୀ ର ପୁଅ ବାହାଘର ରେ ଯେତିକି ପଇସା ଲାଗିଚି ଭାରତ ର ସବୁ ଲୋକ ଦେଇଛନ୍ତି😅
@alishasoren3608
@alishasoren3608 Ай бұрын
Right 👍😂
@SandhyaraniDas-yb4fq
@SandhyaraniDas-yb4fq Ай бұрын
Right 👍😅
@user-py9xb7te3i
@user-py9xb7te3i Ай бұрын
Right 👍
@ratikantabehura5316
@ratikantabehura5316 Ай бұрын
💯
@RahuluddinGandhy
@RahuluddinGandhy Ай бұрын
😂
@nabinraj7474
@nabinraj7474 Ай бұрын
ଗରିବକୁ ଲୁଟି ଯେତେ ବଡ ଧନୀହରେ ତୁ ବି ଶେଷରେ ଭିକାରୀ ହେବୁ
@dhabaleswartandi5169
@dhabaleswartandi5169 Ай бұрын
Satakatha kahilu bhai
@AadityaMahapatra
@AadityaMahapatra Ай бұрын
Ambani dhana 1000 barsa jaen saribani...😂😂
@bikramroutaray935
@bikramroutaray935 Ай бұрын
Jio ରେଟ ବଢେଇକି ଗରିବ ଙ୍କୁ ମରିକି ଏମିତିକା ବାହାଘର ବେଶୀ ଦିନ ଯିବନି...
@zoyasharukh7334
@zoyasharukh7334 Ай бұрын
O really
@SanjayBhushanMishra
@SanjayBhushanMishra Ай бұрын
Thike katha
@puspanjalioram6155
@puspanjalioram6155 Ай бұрын
Right 👍
@PatiBabu-u6n
@PatiBabu-u6n Ай бұрын
Ae garba khubu kam Dina.😊
@asishkumarpattanaik9190
@asishkumarpattanaik9190 Ай бұрын
Chora ambani
@gitarani7237
@gitarani7237 Ай бұрын
ବାଳ ଆମର କଣ ଗଲା ସିଏ ଯାହା ବି ଖାଇବା କରିଥାଉ ଆମେ ବି ଘରେ ଖାଉଛୁ
@mahendrakumarnayak8640
@mahendrakumarnayak8640 Ай бұрын
Right
@dhananjaynayak5153
@dhananjaynayak5153 Ай бұрын
Bhai
@subhranshuswayampravadash4656
@subhranshuswayampravadash4656 Ай бұрын
ଯଦି କିଛି ଯାଇନୀ ତାହାଲେ କାହିଁକି ଏ ଭିଡିଓ ଦେଖୁଛ
@arpitaarpita6186
@arpitaarpita6186 Ай бұрын
Tame a video click kn pain kala😊
@gitarani7237
@gitarani7237 Ай бұрын
@@subhranshuswayampravadash4656 video ama mob Kain asila ki
@susantakumar1147
@susantakumar1147 Ай бұрын
ଗରିବ ଲୋକଟି ତ ଏତେ ଆଇଟମ ଦେଇ ଦେଲା ଯେ ଏତେ କଥା..ଆମଠୁ ନେଇକି ତା ଷ୍ଟାଣ୍ଡାଡ଼ ର ଲୋକକୁ ଦେଲା କଉ ଆମକୁ ଦେଲାକି...
@jollyrouts.s.r633
@jollyrouts.s.r633 Ай бұрын
Mu ekomata 😂😂😂👍💯💯
@subratmuduli6464
@subratmuduli6464 Ай бұрын
ଯେଉଁ ଦେଶରେ ଲୋକେ ଖାଇବାକୁ ପାଉନାହାନ୍ତି, ସେହି ଦେଶରେ କିଛି ଲୋକ ଅବାଟ ରେ ପଇସା ଉଡେଇ ଦେଉଛନ୍ତି। ଏ ସବୁ ଲୋକଙ୍କ tantichipaaa ଧନ
@managobindatripathy8164
@managobindatripathy8164 Ай бұрын
କିଏ ଅସୁବିଧା ରେ ଅଛି, କିନ୍ତୁ ତାକୁ ସରକାରୀ ସାହାଯ୍ୟ ମିଳୁନି ଆଉ ମେଡିକାଲ ରେ ହେଉଥିବା ଅନିୟମିତତା, ସ୍କୁଲରେ ଖରାପ ପାଠ ପଢା ଏସବୁ ବିଷୟ ଉଠାଅ ଏବଂ ଭଲ ରାଜ୍ଯ ବା ଦେଶ ଗଠନରେ ପ୍ରମୁଖ ଭୂମିକା ନିଅ।......ଏପରି ଆଜ୍ୟ ବାଜ୍ୟ ଖବର ପରିବେଷଣ କରି ନିଜ ସମୟ ବରବାଦ୍ କରିବା ସହିତ ଆମ ସମୟ କୁ ମଧ୍ଯ ବରବାଦ୍ କରୁଛ। 🥵🥵🥵🥵🥵
@user-yo3uu5yb4x
@user-yo3uu5yb4x Ай бұрын
Vai emane hele godi media emane kebe bi amaku desara bastabata dekheibeni😢
@manashnayak2794
@manashnayak2794 Ай бұрын
କେବଳ ତୁମ ନିୟୁଜ ଵାଲାଙ୍କ ପାଇଁ ହେଇଥିଲା ଲଜ୍ୟା ଲଜ୍ୟା ଛି ଆମ ଓଡ଼ିଆ ରେ ଏ ଫାଲୁତୁ ଲୋକଙ୍କୁ ଦେଖେଇବ 😂😂😂
@sabitrijena1153
@sabitrijena1153 Ай бұрын
Ratan tata is the real hero
@user-db7rk7nh6g
@user-db7rk7nh6g Ай бұрын
ଝିଣ୍ଟିକା ମାରି ବଣିପୋସିବା କଥା ଆରେ ଭାଇ କେତେ ରାଉରାଉ ହଉଚୁ ବେଲପାଚ଼ିଲେ କାଉର କଣଗଲା
@managobindatripathy8164
@managobindatripathy8164 Ай бұрын
ଏଗୁଡା ଆମର ଜାଣିବା କଣ ଦରକାର ???
@lalitmohanpradhan3427
@lalitmohanpradhan3427 Ай бұрын
ମୋ ବାହାଘର ଭୋଜି ରେ ୟାର ଠୁ ବି ଅଧିକ ହୋଇଥିଲା , ମୁଁ ଖାଲି ଗରିବ ଲୋକଙ୍କୁ ହିଁ ଭୋଜି କି ଡ଼ାକିଥିଲି । Each ମୋର ଭୋଜି କିଏ ବି ନିୟୁଜ ରେ ଦେଖେଇଲାନି।😊😊
@OdishaExperiences
@OdishaExperiences Ай бұрын
ମୁଣ୍ଡ ରେ ବାଲ ଦରକାର କି
@gobindakhati1154
@gobindakhati1154 Ай бұрын
​@@OdishaExperiences🤣🤣🤣🤣🤣
@amiyaprasadnayak7542
@amiyaprasadnayak7542 Ай бұрын
Bhai seithi pain tama bala upudi jaichi
@OdishaExperiences
@OdishaExperiences Ай бұрын
@@amiyaprasadnayak7542 ବାଲ ଥିଲେ ସିନା ଉପଡ଼ିବି
@lalitmohanpradhan3427
@lalitmohanpradhan3427 Ай бұрын
@@amiyaprasadnayak7542 ସତ କଥା, ହେଲେ କେମିତି ଜାଣିଲ 🤣🤣🤣🤣
@lipankumar2.0292
@lipankumar2.0292 Ай бұрын
ଅମ୍ବାନୀ ପାଖରେ ଧନ ସିନା ଅଛି ହେଲେ ମନ ନାହିଁ ଗରିବ ଲୋକଙ୍କ ପଇସା ରେ ହିଁ ଏତେ ସବୁ ଆୟୋଜନ 💔
@malayapatra9564
@malayapatra9564 Ай бұрын
ଶଳା ଗରିବ ଲୋକଙ୍କ ପଇସା ଖାଇବାକୁ ଦଉଛି
@Freememesforyou735
@Freememesforyou735 23 күн бұрын
Tate ete kain badhuchhi.to bopa gharu ta douni
@Arout21016
@Arout21016 Ай бұрын
କାଇଁ ଅମ୍ବାନୀ ଆମକୁ ଡାକିଛି କି ତା ପୁଅ ବାହାଘର ର ଖାଇବା ମେନୁ ଆମେ ଦେଖି ଆମ time waste କରିବୁ ଯଦି ପାରୁଛ ଗୋଟିଏ କଥା ସେ ଗର୍ବି ଅହଙ୍କାରୀ ଅମ୍ବାନୀ କାନରେ ପକେଇଦିଅ ଯେ ଗରିବ ଙ୍କ ଟଙ୍କା ନେଇ ସେ ଆହୁରି ଧନୀ ତ ହେଇପାରିବ କିନ୍ତୁ ଲୋକଙ୍କ ଅଭିଶାପ ତା ସହ ମାଗଣା ରେ ପାଇବ WAIT YOUR UPPER RICH IS COMING . JUST WAIT WAIT WAIT..
@srikantadeepak9698
@srikantadeepak9698 Ай бұрын
ପଖାଳ ତ କାହିଁ ଦେଖାଯାଉନି
@Chef_subh
@Chef_subh Ай бұрын
Bro he is Gujarati not odia and even odia aren't making pakhala in their marriage
@srikantadeepak9698
@srikantadeepak9698 Ай бұрын
@@Chef_subh I know well he is Gujarati but all under our pakhala
@monalisadas773
@monalisadas773 Ай бұрын
​@@srikantadeepak9698odia bahaghar menu re jemiti pakhala rahuchi. 😅
@sibuofficial8286
@sibuofficial8286 Ай бұрын
😂😂
@Freememesforyou735
@Freememesforyou735 23 күн бұрын
Tu sala kou juga re achhu ki re 😂😂
@patitakumarchoudhury9855
@patitakumarchoudhury9855 Ай бұрын
ବାହା ସିନା ହେଲା , ପିଲା ହଉଛି କି ନାହିଁ ଦେଖିବା 😃😃
@srriaz6543
@srriaz6543 Ай бұрын
😂😂😂
@santoshsenapati1447
@santoshsenapati1447 Ай бұрын
Money thile sabu hebo
@soyeon_vs_veggies
@soyeon_vs_veggies Ай бұрын
Right
@ajaymurmu5981
@ajaymurmu5981 Ай бұрын
ଜଦୀଛୁଆହବhandicaptଛୁଆହବ
@santoshsenapati1447
@santoshsenapati1447 Ай бұрын
Handicraft Hele b plastic surgery kari thik kari debe money thile sabu hebo
@sandeepbarik8589
@sandeepbarik8589 Ай бұрын
ବଡ଼ ଭୀକାରି
@jirimiyamajhi8986
@jirimiyamajhi8986 Ай бұрын
ଶଳା ଆମ ପଇସା ନେଇ ଦେଶର ନମ୍ବର 1ପୁଣି ଆମ ପରି ଗରିବଲୋକଙ୍କୁ ପଇସା ଶୋଷିକି
@prasantapattanaik862
@prasantapattanaik862 Ай бұрын
ଏଥିରେ ବାହାଘର ଅପେକ୍ଷା ଦେଖେଇ ହେବାର ଥାଟ୍ ବେଶୀ ଅଛି।
@Siddhant110
@Siddhant110 Ай бұрын
ଗରିବ ଲୋକଙ୍କୁ କଣ ଦେଇଛି .....? ତାର standed ଲୋକଙ୍କୁ ଦେଇଛି 😊😊😊😊
@Shree_910
@Shree_910 Ай бұрын
ସବୁ ଭାରତ ପଇସାରେ ହେଇଛି ଏହି ଖାଦ୍ୟ😅
@withhappy112
@withhappy112 Ай бұрын
ଅନାବଶ୍ୟକ ଖବର
@pravashsadangi8209
@pravashsadangi8209 Ай бұрын
❤ ଓଟିଭି ଷ୍ଟାଫ୍ ଯାଇଛନ୍ତି ❤
@himanshuparida7011
@himanshuparida7011 Ай бұрын
ଓଟିଭି ର ଆଉ କିଛି କାମ ନାହିଁ.
@chittranjana6180
@chittranjana6180 Ай бұрын
ଓଟିଭି ର ସବୁ କର୍ମଚାରି ଯିବେ 😂
@SrujanaSambhara
@SrujanaSambhara Ай бұрын
ରଖ ହୋ ତମ ରାଜକୀୟ ଖାଇବା ଥରେ ଆମ ଜାଗାକୁ ଆସି ଦେଖ ଗୋଟେ ଦିନର ଖାଇବା ଆମେ କିପରି ସଂଗ୍ରହ କରୁ ଆଉ କଣ କଲେ ଆମେ ତା ପରଦିନ ଆଉ ଭୋକିଲା ରହିବାକୁ ପଡ଼ିବନି.....
@Priyadarshini-c2f
@Priyadarshini-c2f Ай бұрын
ଯୀଶୁ କହିଲେ -" ଧନୀ ମାନେ ସ୍ୱର୍ଗକୁ ଯିବା ପାଇଁ ଅତି କଷ୍ଟକର,,,,, ଯଦି ଧାର୍ମିକ ବିଶ୍ୱାସ ଟଙ୍କା ଧନ ଗରିବ ମାନଙ୍କୁ ବାଣ୍ଟିବେ ତା ହେଲେ ସ୍ୱର୍ଗ🎉🎉🎉🎉🎉🎉🎉🎉
@advpabitragarada6027
@advpabitragarada6027 Ай бұрын
ତାଙ୍କର ବିବାହକୁ ମୁଁ ୬୦/- ଟଙ୍କା ଦାନ ଆଜି ୨୩୯/- ରିଚାର୍ଜ କୁ ୨୯୯/- ରିଚାର୍ଗ କରିଛି..!
@ArunDas-hc5zz
@ArunDas-hc5zz Ай бұрын
ଜେଉଁ ଦେଶ ରେ ଆସିକୋଟି ଲୋକ ମାଗଣା ଚାଉଳ ,ଗହମ ଖାଉ ଛନ୍ତି , ସେଠୀ ଅନନ୍ତ ଅମ୍ବାନୀ ବାହାଘର ର ପ୍ରଚାର ରାଷ୍ଟ୍ର ପ୍ରତି ଉପହାସ! ଓ ଭାରତ ର ଜନତା ଙ୍କ ପ୍ରତି ବେଇମାନି ।
@praj1985
@praj1985 Ай бұрын
ଯେତେ କୋଟି ଟଙ୍କାର ଭୋଜି ଦେଲେ ମଧ୍ୟ ଯେଉଁ ଭୋଜି ରେ ଗରିବ ଲୋକଙ୍କୁ ଡ଼କାଯାଏ ନାହିଁ ସେ ଭୋଜି ର ଲାଭ କଣ ?
@sasmitamohanty1970
@sasmitamohanty1970 Ай бұрын
ବର୍ତ୍ତମାନ ସମସ୍ତେ ସବୁପ୍ରକାର ଖାଦ୍ୟ ଖାଉଛନ୍ତି ସିଏ ପୁଣି ହେଲଦି ଆଉ କମ ତେଲ ମସଲା ରେ । ଅମ୍ବାନୀ ଘରେ କଣ ନୂଆ ଖାଇବା କରିଛନ୍ତି??? 🤔🤔🤔
@prasantsamal7345
@prasantsamal7345 Ай бұрын
ଚୋଦି ପୁଅ ଆମ ଠାରୁ ଚାନ୍ଦା ନେଇ 2500 ଆଇଟମ୍ ଦଉଚି,,,,,ସାରା ଭାରତ ବସି ଙ୍କ ଅଭିଶାପ ପଡ଼ିବ😢
@sasmitamuduli5348
@sasmitamuduli5348 Ай бұрын
ନିଜର ପଇସା ନଥିଲା ପରି ଛୋଟ ବଡ଼ ସମସ୍ତ ଙ୍କୁ ଲୁଟି ପୁଅ ବାହାଘର କରୁଛନ୍ତି ଛି ଛି, ସବୁ ଲୋକ ଅଶାନ୍ତି ହୋଇଛନ୍ତି
@Jpthrk
@Jpthrk Ай бұрын
Bhikari pakhare paisa thae ki bhai. Bhikari mankanka bhitare shteshta bhikari ambani. Sabu laokanka tharu bhika nauchhi.
@Iam_laxmipriya
@Iam_laxmipriya Ай бұрын
Climate change Biodiversity loss Proverty ଏସବୁ ଉପରେ କେବେ କହିବ ଏଇ ଧନୀ ମାନଙ୍କର ଜୀବନଶୈଳୀ ପାଇଁ ଅଜି ପରିବେଶ ର ଏହି ଅବସ୍ଥା। news channel ଆମକୁ ସତ୍ୟ କଣ ଦେଖେଇବେ ଏ ବିଶ୍ୱାସ ତ ନାହିଁ ୟାଙ୍କ ଉପରକୁ ଛିପା ପକେଇବାକୁ ବି ଏବେ ଇଛା ନାଇ ଆଜି କାଲି ଯୋଉ news ସବୁ ଦେଖାଉଛନ୍ତି। election results ବାହାରିବା ଦିନ ପରିବେଶ ଦିବସ ଥିଲା ହେଲେ ଏମାନେ ଭୁଲି ଗଲେ। ଧିକ ଏହି ଭଳି news channel ku
@tulsithecutegirl2391
@tulsithecutegirl2391 Ай бұрын
Ekdum thik katha....a Barsha ete garam hela whole world re se sabu ra solution nahi Khali bekar news
@lababehera9788
@lababehera9788 Ай бұрын
ଯଦି ଗରିବ ଲୋକମାନଙ୍କୁ କିଛି ଟଙ୍କା ଦେଇଥାନ୍ତ ତେବେ ଲୋକମାନଙ୍କ ଆର୍ଶିବାଦ ପାଇଥାନ୍ତ କିନ୍ତୁ ଅଯଥା ଏତେ ଟଙ୍କା ଖର୍ଚ୍ଚ କରି କେବଳ ଜଣେ ଧନୀର ପରିଚୟ ପାଇଲ କିନ୍ତୁ ଜଣେ ଦାନୀର ନୁହ
@Suneheripuja
@Suneheripuja Ай бұрын
ଆରେ ଭାଇ ଗୋଟେ ଗରିବ ଲୋକ ନିଜ ଝାଳ ବୁହା ଧନ ରେ ଭୋଜି କରେ ହେଲେ ଏମାନେ ଏତେ ଗରିବ ଯେ ଲୋକ ଙ୍କ ହାତ ଟେକା ରୁ ନେଇ ଭୋଜି କରି ଦେଖେଇ ହଉଛନ୍ତି ମୋ ମା କୁହେ ଯାହାର ଥାଏ ସେକେବେ ଦେଖେଇ ହୁଏନି ଆଉ ଯାହାର ନଥାଏ ସେ ବେଶୀ ଫୁଟାଣି ମାରେ ଏଇଟା ସତ ଯେ ସେମାନେ ସାରା ଭାରତବାସୀ ଙ୍କ ଦାନ ରେ ପୁରା ବାହାଘର ଟା ସାରିଦେଲେ ଏମାନଙ୍କୁ କିଏ ଧନୀ ଲୋକ ବୋଲି କହୁଚି ଧନୀ ମାନେ ଦାନ କରନ୍ତି ଦାନ ନିଆନ୍ତି ନି
@prangyaPriyadarshini123
@prangyaPriyadarshini123 Ай бұрын
Right 👍🏻👍🏻
@SitaSingh-cb8qs
@SitaSingh-cb8qs Ай бұрын
Thanks ambani
@LingstonMallick
@LingstonMallick 22 күн бұрын
ଵାଳ ତମେ ଖାଇଲ ମାଗ୍ୟା youtube ରେ ଛାଡ଼ୁଛ କେବେ ଗରିବଙ୍କ କଥା ଭାବୁଛି ମାଗ୍ୟା ଅମ୍ବାନୀ
@subratbehera5094
@subratbehera5094 Ай бұрын
Dhani lokaboli dhanilokanku dakichha au kariba lokanku kete dakichha😮😮😮😮
@dharitripanda6070
@dharitripanda6070 Ай бұрын
E midea ବଳଙ୍କର ଧନ୍ଦା ନାଇ ଏଗୁଡ଼ା ଦେଖାଉଛନ୍ତି
@user-if4cz5cc4e
@user-if4cz5cc4e Ай бұрын
Who thought Radhika want to marry Anant was most region rupee because everyone wish her husband being going to live long life with cure
@arunrout9907
@arunrout9907 Ай бұрын
ଏଇ ଖବର ଦେଖାଅ, ବିଜେଡି ସରକାର ଥିଲେ ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଘଟଣା ଓଟିଭି ଆଖି ରୁ ନିଦ ହଜିଜାଇଥାନ୍ତା, ଏବେ ଓଟିଭି ରେ ଖବର ଦେଖିବାକୁ ମିଳୁନାହିଁ।
@localstylefood046
@localstylefood046 Ай бұрын
Au e news bala nko kichi kamo nahi,kiea kiea asi thile kn kn khaiba hoi thila report delo, marriage pore kiea keta hagichi tike report deo ame bi janibu amo podi baharuchi na seithire gold diamond baharuchi
@manojkumarofficial6929
@manojkumarofficial6929 Ай бұрын
ମଲା ବେଳେ ଶବୁ ମାଟିରେ ମିଶି ଯିବ ଗରିବ ଲୋକଙ୍କ ପଇସା ଆପାନା time ଆଏଗା ଜୟ ଶ୍ରୀ ରାମ
@user-bx9dd7nz9f
@user-bx9dd7nz9f Ай бұрын
Bharat ra kichi jaga re khadya pain loko maruchanti au athi coti coti tankara khadya parasa jauchi madi chala au bharat ku garib karichala 😢
@userAT166
@userAT166 Ай бұрын
Ame odia ❤ ama pakhala nhi ki rasogolla bi nhi 😊😊 au kn achi j dekhibu 😂😂
@rishikesh4340
@rishikesh4340 Ай бұрын
ଭାରତର ମୋବାଇଲ୍ ପାଗଳ ବିଶାଳ ଜନସଂଖ୍ୟା ଙ୍କ ର ତଣ୍ଟିଚିପା ଟଙ୍କାର କମାଲ
@rkb26official
@rkb26official Ай бұрын
ଆମ୍ବାନୀଙ୍କ ପୁଅଙ୍କ ବାହାଘର ଆମ Jio ଉପଭୋକ୍ତାଙ୍କ Recharge ଟଙ୍କାରୁ ହେଇଛି
@subhashreeswain5934
@subhashreeswain5934 Ай бұрын
କିଛି ଲାଭ ନାହିଁ । ତୁମ ପାଖେ ପଇସା ଅଛି ବୋଲି ତୁମେ ପଇସା ଥିବା ଲୋକଙ୍କୁ ଡାକି ଖାଇବା ଦେଉଛ । ଯଦି ତୁମେ ଗରିବ ଲୋକଙ୍କୁ ଗୋଟେ ଦିନ ପାଇଁ ଖାଇବା ଦେଇ ଥାଆନ୍ତ ତେବେ ତୁମ menu ଶୁଣି ବାକୁ ଭଲ ଲାଗି ଥାନ୍ତା ।
@Jitendraaaaaaaaa
@Jitendraaaaaaaaa Ай бұрын
ଢୋ ଟିଭି ମାଲିକ ବଇଜନ୍ତ ପଣ୍ଡା ଖଲି ଉଠେଇବା ପାଈଁ ଜାଇ ଥିଲା ବୋଧେ
@chandankumarrout1198
@chandankumarrout1198 Ай бұрын
ତମର ଜୋଉ ବାଳ ନିଉଜ ଚ୍ୟାନେଲ କୋଉ ବଡ଼ ଲୋକଙ୍କ ର ଭାହା ଘର କେତେ ପ୍ରକାରର ଖାଦ୍ୟ ଏଇ ଗୁଡ଼ାକ କହିବା
@gayatrijena9834
@gayatrijena9834 Ай бұрын
Mo bhali kiye kiye comment padhiba ku asicha....sata kahiba😅au gote like Kariba ❤
@user-uq3gl4qi7k
@user-uq3gl4qi7k Ай бұрын
ଆମ ଗରୀବ ମାନଙ୍କ ପଇସା ରେ, ଜିଓ ରେ ଟଙ୍କା ବଢାଇ ପୁଅ ବାହାଘର କଲା
@GaneswarKamar
@GaneswarKamar Ай бұрын
ଆଉଥରେ ବାହା ହୁଅ ଆଉ ରଚାର୍ଜ ବଡା ଅ ସେଇ ପଇସାରେ ଇଞ୍ଜୟ କର
@user-jp9pt5gg6g
@user-jp9pt5gg6g Ай бұрын
ଗରିବ ଲୋକଙ୍କ ର ତଣ୍ଟି ଚିପି ଯୋଉ ପଇସାରେ ଦେଖେଇ ହେଉଛ ଯେ ଭାରତର 1 no ଧନୀର ପୁଅ ବାହାଘର ହେ ଆମର ଆଦରଣୀୟ ଅମାବନି ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା କର କି ଗରିବ ଲୋକ କେବଳ ମରନ୍ତୁ ଆମଭଳି ଧନୀ ଲୋକ ନୁହେଁ କାରଣ ଗରିବ ଆଉ ତମ ଭିତରେ କୌଣସି ବି ଫରକ୍ ରହିବ ନାହିଁ।ଗରିବ ଲୋକ ମରିଲେ ପୋଡ଼ା ହେବ ନଚେତ୍ , ଗାତ ରେ କବର ଦିଆଯିବ ଯଦି ତମର ମୃତ୍ୟୁ ବରଣ ହେଲା ପରେ same to same ଘଟିଲା ତାହାଲେ କିଛି ବି ଲାଭ ନାହିଁ ଗରିବଙ୍କ ଝାଳ ବୁଆ ଧନ ଆଗରେ ତମର ଏ ଖୁସି ବେଶୀ ଦିନ ରହିବନି ଶଳା ଭାରତ ଆଜି ବି ଗରିବ ହୋଇ ରହିଗଲା ଯିଏ ଟିକେ ଉପରକୁ ଉଠିଲା ତଳେ ଥିବା ଲୋକଙ୍କ କଥା ଭୁଲି ଗଲା ଯଦି ଟିକେ ଟିକେ ସହାୟତା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ବି ହୁଅନ୍ତା ନା ଆଜିର ଭାରତ ରେ 75 % ଗରିବ ଲୋକ ଆଉ ନଥାନ୍ତେ ।ଯାହାବି ହେଉ ସେମାନେ ଏତେ କଷ୍ଟ କରି ଉପରକୁ ଯାଇଛନ୍ତି ସେ କଣ ପାଇ ମଳିମୁଣ୍ଡିଆଙ୍କ କଥା ଚିନ୍ତା କରିବେ ଗରିବ ଲୋକ ମଲେ କେତେ ଗଲେ କେତେ କିଛି ବି ଫରକ୍ ପଡିବନି ସେମାନେ ମଧ୍ୟ ଜ।ଣନ୍ତିନି ଯେ ଗରିବ ଲୋକ ଆଜି ଅଛନ୍ତି ବୋଲି ଆଜି ଧନୀ ହେବାର ମୌକା ମିଳିଛି ତମାମନଙ୍କୁ 😮😮😮
@prasantapattanaik862
@prasantapattanaik862 Ай бұрын
ଜିଓ ଟାରିଫ୍ କତେ ବଢ଼ିଲା।ଦେଶରେ କେତେ ଜିଓ ଗ୍ରାହକ ଥିବୋ? କେତେ ଟଂକା ହେବ ହିସାଵ କର। ଅମ୍ବାନୀ କେତେ ଟଂକା ପାଇଲା।
@user-tb8rv4rj3x
@user-tb8rv4rj3x Ай бұрын
ଆମ ଓଡ଼ିଆ ଖାଦ୍ୟ ପଖାଳ ଠୁବି କମ୍,
@sukantswain201
@sukantswain201 Ай бұрын
ଯଦି ଅମ୍ବାନୀ ତାଙ୍କ ପୁଅ ବାହାଘର ପାଇଁ jio ଗ୍ରାହକ ଙ୍କୁ କିଛି offer ଦେଇଥାନ୍ତେ ତା ହେଲେ ଲୋକେ ତାଙ୍କୁ ମହାନ୍ କହି ଥାନ୍ତେ ଏତେ ଖର୍ଚ୍ଚ କରି ଦାମି ଲୋକଙ୍କୁ ଡାକି କଣ ମୂଲ୍ୟ ଏବେ ଲୋକେ ତାଙ୍କୁ ରେଟ୍ ବଢିଲା ବୋଲି ବଦ୍ ଦୂଆ ଦେଉଛନ୍ତି ।ଏତେ ଆଡମ୍ବର ର ମୂଲ୍ୟ କଣ ରହିଲା
@tanmayajenaJena
@tanmayajenaJena Ай бұрын
ଗରିବ ଲୋକ ଙ୍କୁ ଗାଣ୍ଡୀ ମାରୀ jio Paisa ରେ ବାହା ହଉଚ ଭଗବାନ ସହିବେନି ସିଏ ପଇସା ରହିବନି ମୁ ଜଗନ୍ନାଥ ଙ୍କୁ ଡାକୁଚି😊
@ytssnath2000
@ytssnath2000 Ай бұрын
ତମେ ନିଉଜ ବାଲାକୁ ଶଳା ଏଆ ଦେଖା ହବ ଆଓ ବାଳ କିଛି ଦେଖା ହବନି ଅମ୍ବାନୀ ଖାଇଲା ଅମ୍ବାନୀ କା ପଖରେ ଶୋଇଲା କାଇଁ ଦେଖଓନତ jio ର reacharge ଅମ୍ବାନୀ ବଡ଼େଇ ଦେଲା
@manoranjansingh5209
@manoranjansingh5209 Ай бұрын
ଅମ୍ବାନୀ ପରିବାର ର ଗର୍ବ ଦେଶ ର ଜନତା ହାତରେ
@kalucharan2604
@kalucharan2604 Ай бұрын
ଅଧିକ ଧନୀ ହେଲେ କଣ ହେଲା ସବୁ ପଇସା ଲୋକୋ ମାନେ ଦାନ କଲେ
@sushantanaik5388
@sushantanaik5388 Ай бұрын
କେତେ କରିବ ଲୋକଙ୍କୁ ଡକାଯାଇଥିଲା ଆଉ ଜିଓ ରିଚାର୍ଜ 20 ଟଙ୍କାରେ ମାସେ ଅଫରବିଦେଲେ ସବାସ 😢😢
@user-iy9kt9nr9c
@user-iy9kt9nr9c Ай бұрын
ଗରିବର 50 ଟଙ୍କା ଦାନରେ ବାହାଘର
@Moveon73271
@Moveon73271 Ай бұрын
ଇଏ ତ ବିଶ୍ଵର ବଡ଼ ଭିକାରୀ ଲୋକଙ୍କ ଠୁ ନେଇ ଲୋକମାନଙ୍କୁ ଦେଖାଉଛି ବଡ଼ ଲୋକି
@riturani7131
@riturani7131 Ай бұрын
Athire kichhi badanyata dekheiheba darkar nahi mo janata Mane,etiki mne rakha sabu semane dekheiheba Tonka rajakiya Uaasa,Swada sabujaka ama voli loko nka Tonka,dinaku 30billion Dollar amomanankara hin recharge Tonka mariki rozgaar karichhi,jadi ete achhi ta hele loko kahinki na khai na pii coko upobasa re sadhuchhanti😭Dhanya re Ambani ama mananka Tonka re aisa NJy karibajogun🫸🏻🫷🏻😭
@dipfragnant
@dipfragnant Ай бұрын
Bala
@satyanayakodiavlogs
@satyanayakodiavlogs Ай бұрын
ଗରିବଙ୍କ ତଣ୍ଟିଚିପି ଖାଇବା ଦେଲେ ତାକୁ ବଡ ଲୋକ କୁହା ଯାଏନି
@ranjitking9314
@ranjitking9314 22 күн бұрын
ମୁଁ ଶୁଣି ଥିଲି ବଡ଼ ବଡ଼ ଅତିଥିଙ୍କୁ ବାଣ୍ଡ ଭଜା ବି ଦେଇ ଥିଲେ ମୁକେଶ ଅଣବାଣୀ
@ramprasadnayak4807
@ramprasadnayak4807 Ай бұрын
ଛାଡ଼ ଆମର କଣ ଯାଉଛି🥱
@sisir1233
@sisir1233 Ай бұрын
ବାଳ ବାଳ ବାଳ ବାଳ ବାଳ ବାଳ ବାଳ ବାଳ ବାଳ...................
@akhilsingh8765
@akhilsingh8765 Ай бұрын
ତମେ ଯଦି ଗରିବ ଲୋକଙ୍କୁ ଖାଇବାକୁ ଦେଇଥିଲେ ଭଲ ହେଇଥାନ୍ତା ବାହା ହେଲେ କଣ ହେବ ବାଳ ଲୋକ jio recharge କେତେ ହେଲାଣି
@rinaraniroutaray7596
@rinaraniroutaray7596 Ай бұрын
ଗରିବ ଲୋକ ମାନଙ୍କ ତଣ୍ଟି ଚିପି ରକ୍ତ ଖାଉଛି ମୁକେଶ ଅମ୍ବାନୀ. ଭାରତ ର ଗରିବ ଲୋକଙ୍କ ପଇସା ରେ ପୁଅ ବାହାଘର କରିଛି. ସେ ବାହାଘର ତିଷ୍ଟି ବ ନାହିଁ .ତା ବଂଶରେ କେହି ବି ଜଣ ବ୍ଯକ୍ତି ରହିବେ ନାହିଁ. ତା ବଂଶ ବୁଡ଼ିବ ସମସ୍ତେ ମାରିବେ, ଆମ ସମସ୍ତ ଙ୍କ ତତ ଲା ଲୁହ ନିଶ୍ଵାସ ତା ପରିବାର ଉପରେ ପଡିବ
@Tractorslovers56
@Tractorslovers56 Ай бұрын
ମଗିଆ ଅମ୍ବାନୀ jio au Airtel plan ବଡେଇ ଦେଇଛି ମଗୀଆ ଅମ୍ବାନୀ ଭୋଜି କର୍ଚ ଉଠାଇ ବ ବୋଲି😅😅
@user-dr6ux6uh8k
@user-dr6ux6uh8k Ай бұрын
ବାବୁ ତପାଖରେ କେତେ ଟଙ୍କା ଅଛି ସେସବୁ ଭିକାରି କୁ ଦେ ର୍ଧମ ସାହାହେବ enjoy କରିଲେ କ'ଣ ହେବ
@gugujaraka5683
@gugujaraka5683 Ай бұрын
ଆମବଳକୁ ଶୀତଳ
@adgurumuzic6876
@adgurumuzic6876 Ай бұрын
ଆମ୍ବାନୀ ବାହାଘରେ ମେନୁ ରହିବ ମୋଦି ବାଣ୍ଡ ସାହା ଗାଣ୍ଡି smurti ଇରାନୀ ଦୁଧ, ଅନୁଷ୍କା ବୀଆ,,, ରାଜନାଥ ଗୁଆ,, ଧର୍ମେଦ୍ର ଗୁଅ
@JyoshnaLifestyle-nx3pp
@JyoshnaLifestyle-nx3pp Ай бұрын
ମୁଁ ଏତେ comment ଦେଖିଲି କାଇ କେହି ବି congratulations କରିନାହାନ୍ତି କାହିଁକି ନା ଭଲ ଲୋକ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରା ଯାଏ ଏମିତି ଗରିବ ଲୋକଙ୍କ ପାଖରୁ ପଇସା ନେଇକି ପୁଅ ବାହା ଘର କରୁଥିବା ଲୋକ ପାଇଁ ନୁହେଁ😠😠😏😏😏😏😏😏 ଆମ ମାନଙ୍କ ପଇସା ନେଇକି ଦେଖେଇ ହଉଛି ସେ ଅମ୍ବାନୀ ଗୋଟେ ଭିକାରୀ ବୋଲି jio recharge ବଢ଼େଇଲା ଭିକାରୀ ଅମ୍ବାନୀ
@meddle_class_dhanus
@meddle_class_dhanus Ай бұрын
ସବୁ BSNL କୁ ପଳେଇ ଅସୋ 😂😂 ଆମ ମାନଙ୍କ ପଇସା ନେଇ ବୁଜି କରୁଛି
@prabhatkandi7865
@prabhatkandi7865 Ай бұрын
Khai sari kete laten basile seta be dekha
@kulamanisingh8529
@kulamanisingh8529 Ай бұрын
1 ନମ୍ବର ଧନୀ ହେଲେ କଣ ହେବ ସବୁ ଗରିବ ର ତଣ୍ଟି ଚୀପା ଧନ
@MadhusmitaSing-le6xk
@MadhusmitaSing-le6xk Ай бұрын
ଗରିବ ଘର ରୋ ବାହାଘର ନିଜ ପଇସାରେ ଏମାନେ ଚାନ୍ଦା ମାଗିକି ବାହାଘର 😂😂😂
@Misspuja916
@Misspuja916 Ай бұрын
ଆରେ ସେ ଅମ୍ବାନୀ ନା ଭିକାରୀ ଆମଠୁ ସବୁ ପଇସା ନେଇକି ଏସବୁ କରିଛି ତା ନିଜ ପଇସାରେ କରିବାର ଓକାତ୍ ନଥିଲା ରିଚଂର୍ଜ ପ୍ଲାନ୍ ବଢ଼େଇକି କଲା 😂😂😂😂😂 ଏ ଛୋଟଲୋକ ଚୋର ଅମ୍ବାନୀ ନୁହଁ 😅😅😅😅
@user-fb7xb9rf8n
@user-fb7xb9rf8n Ай бұрын
ସବୁ ଚର ମାନେ recharge ପ୍ଲାନ୍ ଆଉ ବଡ଼ାଅ ଆଉ ଭଜି ଭାତ tv ରେ ଦେକାଅ 😅😅😅😅
@TuluRout-143
@TuluRout-143 Ай бұрын
ମାଘିଆ ଲୋଭି ଗେହିଁ ଛୁଆ ଅମ୍ବାନୀ
@subashchand4241
@subashchand4241 Ай бұрын
Otv କୁ ବି ଟିକେ ଲାଜ ଲାଗୁନି....!
@pritam_Acharya
@pritam_Acharya Ай бұрын
ଇଏ କିନ୍ତୁ ମୋ ଠୁଁ ଗରିବ ସିଏ ପାଇ jio recharge pack ବଢାଇ ଦେଲା ମୋ ବାହାଘରରେ ଆମେ ୨୦୦୦ ରୁ ଅଧିକ ଗରିବଙ୍କୁ ଖାଇବାକୁ ଦେଇଥିଲୁ। ସିଏ ବି ମୋ ପଇସାରେ ହେଲା ।ତାଭଳି ମୁ ଭିକାରୀ ନୁହଁ
@Lat4688
@Lat4688 Ай бұрын
ଲଜ୍ୟା ଲଜ୍ୟା ନ୍ୟୁଜ ଚ୍ୟାନେଲ
@KedarJena-ki9el
@KedarJena-ki9el Ай бұрын
Jio customers money
@ChintuBisoyi2742
@ChintuBisoyi2742 24 күн бұрын
ମୋ ଲାଇଫରେ first time ଭୋଜି ଖାଇବା ତ ଦୂରର କଥା invite card ନ ମିଳିକି ବି ପ୍ରତି ମାସରେ 25% ଖାମି ଦେବାକୁ ପଡ଼ୁଛି😢😢😂😂😂 କଣ ପାଇଁ ବାହା ହେଉଥିଲୁ 😮😢😢😢
@user-kl9mi2vh6d
@user-kl9mi2vh6d Ай бұрын
Virat kohli ❤
@jchoudhury274
@jchoudhury274 Ай бұрын
ଲୋକ ଙ୍କ ପଇସା ରେ ବାହାଘର କରିଛି ଏ ହେଉଛି ଭାରତ ର ନୋ 1 ଧନୀ 10/20 ବାଡେଇ ବା କ ଥା recharge ରେ 50 ଟଙ୍କା ବାଡେଇ ଛି
@desifoodandvlogs3167
@desifoodandvlogs3167 28 күн бұрын
ତା ପୁଅ ଯିଏ ବାହା ହେଇଛି ମୁଁ ତାକୁ ଆଗରୁ ବାହା ହେଇଥିଲି ସେ ଏବେ 2nd hand ପାଇଛି😂😂😂
@minutesaboutShantikunjbyDSLenk
@minutesaboutShantikunjbyDSLenk Ай бұрын
ଚାପ୍ଲୁସିଆ news ଵାଲା ପଇସା ବାଲାଙ୍କ ଗୁହ ରୁ ବି ସେଣ୍ଟ ବାହାରେ ବୋଲି କହିବେ
@odialifestyleinodisha4649
@odialifestyleinodisha4649 Ай бұрын
ଆମେ ଜାଣି କଣ କରିବୁ ଆମେ ଟା ଟେନସନ ରେ ମାରୁଛୁ ଆଳୁ 40 ସବୁ ପରିବା ଦମ ଶୁଣି 😢😢😢ଲୋନ କରଜ ରେ ବୁଡି ମରିଛୁ 😢😢ସିଏ କଣ items କଲା ଆମର ଭାସି ଗଲା ସେଉଟୁ
@Liti-Short556
@Liti-Short556 Ай бұрын
ଆମର ଖାସି ମାଂସ ଶହ ତମର ହଜାରେ ଆଇଟମ କିଛି ନୁହେଁ ଆମର ହେଉଛି ଦେଶୀ ବ୍ରାଣ୍ଡ ଖାନା
@chudamanibishi1438
@chudamanibishi1438 Ай бұрын
ଚୋର ମାଗିହା ଲୋକ ର ପଇସା ରେ ବିହା ହେଇଛେ ତାର କେତେ ପ୍ରଂଶସା
@karsipuna8169
@karsipuna8169 Ай бұрын
Jio simi savu nae gola pahisa 😊
SCHOOLBOY. Последняя часть🤓
00:15
⚡️КАН АНДРЕЙ⚡️
Рет қаралды 12 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 48 МЛН
小丑把天使丢游泳池里#short #angel #clown
00:15
Super Beauty team
Рет қаралды 37 МЛН
Radhika Merchant FIRST Speech With Anant Ambani, Nita-Mukesh Ambani after Marriage
12:48
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
SCHOOLBOY. Последняя часть🤓
00:15
⚡️КАН АНДРЕЙ⚡️
Рет қаралды 12 МЛН