ଏତ୍‌କି ଛୋଟ୍‌ ବୟସନୁ ନିଜର୍‌ ପ୍ରତିଭାଥି ବଡ ମାନକୁଁ ବି ପଛେ ପକେଇଛନ୍‌ ସଂକଳ୍ପ

  Рет қаралды 208,108

Paharaa

Paharaa

3 жыл бұрын

ତୁଲସୀ ଦୁଇ ପତ୍ରନୁ ବାସଲା ଲେଖେ ଛୁଆ ଦିନୁ ନିଜର୍‌ ପ୍ରତିଭା ଦେଖେଇଛନ୍‌ ସୁନ୍ଦର୍‌ଗଡ୍‌ ଜିଲ୍ଲାର୍‌ କନିକା ଗାଁର୍‌ ଇ ଦୁଇ ବର୍ଷିୟା ଛୁଆ ସଂକଳ୍ପ ଭୋଇ । ଏତ୍‌କି ଛୋଟ୍‌ ବୟସୁ ନୁଆ ନୁଆ ଗୀତ୍‌ ଗାଇବାର୍‌ ସାଙ୍ଗେ ମୃଦୁଙ୍ଗ , ହାରମୋନିଅମ୍‌ ଲେଖେ ବଜା ଭିଲ୍‌ ବଜେଇପାରୁଛନ୍‌ ସେ । ଖାଲି ସେତ୍‌କି ନାଈ ସେ ଭଗବାନକଁର୍‌ ମନ୍ତ୍ର ମାନେ ବି ବହୁତ୍‌ ସୁନ୍ଦର୍‌ ହିସାବେ ଉଚ୍ଚାରନ୍‌ କରୁଛନ୍‌ ଇ ୨ ବର୍ଷିାୟା ଛୁଆ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on KZfaq, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Пікірлер
One moment can change your life ✨🔄
00:32
A4
Рет қаралды 30 МЛН
HOW DID HE WIN? 😱
00:33
Topper Guild
Рет қаралды 49 МЛН
Mom's Unique Approach to Teaching Kids Hygiene #shorts
00:16
Fabiosa Stories
Рет қаралды 10 МЛН
BPL ROAD // JOGESH JOJO // NEW SAMBALPURI COMEDY // JOJO J5 PRODUCTION
13:12
JOJO J5 PRODUCTION
Рет қаралды 1,5 МЛН
Natia Comedy Part 183 || Marana Sandha
8:27
utkal cartoonworld
Рет қаралды 18 МЛН
One moment can change your life ✨🔄
00:32
A4
Рет қаралды 30 МЛН