No video

‘ତାଲା,ଚାବିର ନମ୍ବର ମିଶୁଛି କି ନାହିଁ’|| Ratna Bhandar ||Puri Srimandir ||Surya Narayan Rath Sharma ||OR

  Рет қаралды 37,722

Odisha Reporter

Odisha Reporter

Ай бұрын

#କିଏ_ସତ୍ୟ_କଥା_କହୁଛନ୍ତି_କିଏ_ମିଥ୍ୟା_କଥା_କହୁଛନ୍ତି ?
ଆମେ ସାଧାରଣ ମଣିଷ, ଆମ ମନରେ ପ୍ରଶ୍ନ ଆସୁଛି, ରତ୍ନଭଣ୍ଡାର ଚାବି ଗଲା କୁଆଡେ ? ତାଲା,ଚାବିର ନମ୍ବର ମିଶୁଛି କି ନାହିଁ’ ବୋଲି କହିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।
‘ତାଲା,ଚାବିର ନମ୍ବର ମିଶୁଛି କି ନାହିଁ’|| Ratna Bhandar ||Puri Srimandir ||Surya Narayan Rath Sharma ||OR
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Ratnabhandar #Puri #Srimandir #suryanarayanrathasharma

Пікірлер: 39
@belalsensenapati1300
@belalsensenapati1300 Ай бұрын
ଗତ ସରକାରଙ୍କ ଅମଳରେ ସୂର୍ଯ୍ୟ ନାରାୟଣ ବାବୁଙ୍କ କଥା, କାର୍ଯ୍ୟ ଓ ଅଭିପ୍ରାୟ ପୂରାପୂରି ସନ୍ଦେହ ଜନକ ଥିଲା।
@sanjayapanda8176
@sanjayapanda8176 Ай бұрын
ଯୋଉ ତାଲା ଭାଙ୍ଗିଲା ତାକୁ ବାହାରକୁ ଆଣିକି ମି ଡ଼ିଆ ଆଗରେ ତାଲା ଆଉ ଚାବି ମ୍ୟାଚ କର ତା ପରେ ସତ ଜଣା ପଡିବ... ଜଷ୍ଟିସ ରଥ ବି ଲୋକଙ୍କୁ ମିଛ କହୁଛନ୍ତି..
@sanjayapanda8176
@sanjayapanda8176 Ай бұрын
@@pritampolei7087 11ଜଣଙ୍କର ମତ କଣ ସମାନ ଆସୁଛି କି.. Public ତ ଜାଣିବାକୁ ପଡ଼ିବନା ଯୋଉ ଚାବି ଟ୍ରଜାରୀ ରୁ ଆସିଲା ସେଇଟା ଭୁଲ ଥିଲା ବୋଲି..
@saumyaranjansahoo94
@saumyaranjansahoo94 Ай бұрын
4:20
@user-es3fn9dc5u
@user-es3fn9dc5u Ай бұрын
ଆରେ ଭାଇ ତମେ ଜାଣିବା ଉଚିତ୍ ଏଇ ଚାବି ତମ ଘରେ ଥିଲା କି ଯାହା ଫଳରେ ଜଙ୍କ ଲାଗିଗଲା, ଆଉ ଯେଉଁ କମିଟି ଯାଇଥାଲେ ସେମାନେ ତ ଏତେ ବିଜ୍ଞ ନୁହଁନ୍ତି ଯେ ଚାବି ଓ ତାଲା ରେ ବି ନମ୍ବର ଥାଏ ବୋଲି ସେମାନେ ଜାଣି ପାରିବେ। ଆରେ ଭାଇ ତମେ କଣ ଜାଣି ନ ଭିତର ରତ୍ନ ଭଣ୍ଡାର ର ଅସଲି ଚାବି ହଜି ନି ଲୁଚେଇ ଦିଆ ଯାଇଛି। 2018 ରୁ ଯେଉଁ ଚାବି ନାଟକ ଚାଲିଥିଲା ତାର୍ ନାଟ୍ୟକାର ଥିଲା ନବୀନ୍ ଓ ନାଟକ ର ମୁଖ୍ୟ କଳାକାର ଥିଲା ପାଣ୍ଡୁ, ଏ କିଏ ନ ଜାଣେ।
@sudhirkumarrout9371
@sudhirkumarrout9371 Ай бұрын
Jay Jagannath Swami 💐🙏🙏🙏💐 bharasa
@maheswarparihari5189
@maheswarparihari5189 Ай бұрын
ଯୁକ୍ତି ଯୁକ୍ତ କଥା ସୂର୍ୟନାରାଣ ବାବୁ କହୁଛନ୍ତି
@projectronics
@projectronics Ай бұрын
mukhya khala nayak SURESH MOHAPATRA
@BhaktabandhuSenapati
@BhaktabandhuSenapati Ай бұрын
ନମସ୍କାର🙏🌹🌹🌹🌹🌹🌹
@anuanushka2003
@anuanushka2003 Ай бұрын
ଯେଉଁ ମାନେ ଜଗନ୍ନାଥ ଙ୍କୁ ମିଛ ଏମ୍ବଉଁ ଠକୁ ଛନ୍ତି ତାଙ୍କୁ ଜଗନ୍ନାଥ ଉଚିତଦଣ୍ଡ ଦେବେ
@urmilasah0.0
@urmilasah0.0 Ай бұрын
Jia khaichhi khau ebe jaha achhi tahara hisab Rahi surakhita rahu Jaya jaganth
@Narmada-s3y
@Narmada-s3y Ай бұрын
ସନ୍ଦେହ ନିଶ୍ଚିତ 😮😮😮
@fakirmohansahoo2079
@fakirmohansahoo2079 Ай бұрын
ଜୟ ଜଗନ୍ନାଥ 🙏🙏🙏
@akshayakumarbhol4132
@akshayakumarbhol4132 Ай бұрын
ଯଦି ଆଗରୁ ଜଣାଥିଲା ଯେ ବିରାଟକାୟ ପ୍ରାଚୀନ ଧାତବ ତାଲା ମାନ ଖୋଲିବାକୁ ହେବ, ତେବେ ଆଲିଗଡ, ଉତ୍ତରପ୍ରଦେଶ ରୁ ମେକାନିକ କାହିଁକି ଡକାଗଲା ନାହିଁ ?
@bibekkumar9352
@bibekkumar9352 Ай бұрын
Jay jagarnath good comments for people
@asishbabu342
@asishbabu342 Ай бұрын
chabi ra kama sarilani au chabi katha rampi na heiii.................... .ratna bhandra kemiti mara mati heba seita chinta kariba nihati darkar..........jay jagannath
@rupalipradhan8900
@rupalipradhan8900 Ай бұрын
Surya Babu para antaryami se kahithile sarathi baba balabhadra nka abatara
@abhayajena9099
@abhayajena9099 Ай бұрын
ଆପଣ ଠିକ କହୁଛନ୍ତି ମହାଭାଗ 🙏🙏🙏
@hemaraj108
@hemaraj108 Ай бұрын
Jai jagannath
@sanjayapadhy8843
@sanjayapadhy8843 Ай бұрын
ଆଉ ଚାବି ବିଷୟ ନ ଭାବି ମୂଖ କଥାଭାଷା ହୋଉଛି ଗହଣା ଚୋରି ହୋଇଛି ନା ଠିକ୍ ଅଛି କଣ କଣ ଅଛି ଏହା ଜାଣି ବା ପାଇଁ ଲକ୍ଷ୍ୟ
@sanjayapanda8176
@sanjayapanda8176 Ай бұрын
ଗଲା ସରକାର ଯୋଉ ଭୁଲ କରୁଥିଲା ଏବେର ସରକାର ବି same ନାଟକ ଷ୍ଟାର୍ଟ
@user-rt7ic2xi5b
@user-rt7ic2xi5b Ай бұрын
Satya Prakash kale Ratha Sharma Mahodaya
@sukantamohanty9281
@sukantamohanty9281 Ай бұрын
Jaha hauchi bhala hauchi jaha b haba bhala haba 24 year sarkar kholi parileni 45 dina ra sarkar kholuchhanty
@srikantakumarhota6134
@srikantakumarhota6134 Ай бұрын
Ratna Bhandar Committee ra Head Mr. Justice Ratha, please give answer to public.
@user-tm1kk4sd3q
@user-tm1kk4sd3q Ай бұрын
ଆପଣଙ୍କ କଥା ଶୁଣି ଲେ ମନା ଭିତରେ ଗୋଟିଏ ଭକ୍ତି ଭାବ ଆସିଥାଏ
@ok-eh3yh
@ok-eh3yh Ай бұрын
Brand key & luck lasting more then 100 years.😤😱😈 🙌
@abhayajena9099
@abhayajena9099 Ай бұрын
ତଦନ୍ତ କିଏ କରିବ, 🤔🤔🤔ବାଡ଼ ଯଦି କ୍ଷେତ ଖାଏ 😌😌😌
@subasnayak1510
@subasnayak1510 Ай бұрын
ସାରଥୀ ଖବର କଣ
@user-tg2ys2fk8o
@user-tg2ys2fk8o Ай бұрын
👍👍☝️👏👏
@BabaJCBBaba-e8w
@BabaJCBBaba-e8w Ай бұрын
ଇଏ ତ ସେଇ ସାରଥୀ ର ସେବକ,,,,😅
@user-dl5mo1gi7s
@user-dl5mo1gi7s Ай бұрын
Kichi jadi janina kn paeen kahucha
@ashiskumarsahu2074
@ashiskumarsahu2074 Ай бұрын
A mohan sarkar 34 day re atebada kama karichati...
@rabinarayannayak7951
@rabinarayannayak7951 Ай бұрын
Mo manare prasna aasuni
@manojparija70
@manojparija70 Ай бұрын
Any quarry ask to committe. Don't come to media for your publicity only. People know you are hypocrite. Several occasion you have compromised with your morality for money. You talk ethics without having respect for it.
@user-mj4ev6jn9g
@user-mj4ev6jn9g Ай бұрын
Sarkaar upare kehi nuhnanti
@bibhuprasadgantayat1617
@bibhuprasadgantayat1617 Ай бұрын
The Statement of Suryanara is a type of Assumption and Speculatiin. When you have no idea then should refrain to comment unnecessary with colorful statements. This would considered by us as if any IDIOT person is giving bites
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 36 МЛН
Harley Quinn lost the Joker forever!!!#Harley Quinn #joker
00:19
Harley Quinn with the Joker
Рет қаралды 26 МЛН
Comfortable 🤣 #comedy #funny
00:34
Micky Makeover
Рет қаралды 16 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 36 МЛН