No video

To Badapana Ku Dhik | Full Video I New Bhajan I Choudhury Bikas Das I Sourav Bharadwaj I Papu Sahoo

  Рет қаралды 784,705

ODISHA MUSIC

ODISHA MUSIC

Ай бұрын

Presenting the Official Full Video of New Odia Jagannath Bhajan "TO BADAPANA KU DHIK" Starring By CHOUDHURY BIKAS DAS. The song is sung by Sourav Bharadwaj .
#tobadapanakudhik
------------------------------------------------------
► Song Name - TO BADAPANA KU DHIK
► Cast - Choudhury Bikas Das
► Singer - Sourav Bhardwaj
► Lyrics - Soumya Ranjan Bal
► Music - Dibya Chandan
► Director - PAPU SAHOO
► Assistant Director - Abhijit
► DOP - Divyalok
► Asst DOP - Ranjan & Manu
► VFX Supervisor - Ajit Sahoo
► Story - Anil Barik
► Camera & Equipment - OSR Production
► Post Production - OSR Production
► Producer - Raghab Swain
► Editor & Colour - OSR Production
► Makeup & Hair - Tiki
► Production - OSR Production
► Production Manager - Radha Brothers
► Art - Santosh Barada
------------------------------------------------------------------------
SHARE this with your loved ones. Keep Sharing, Keep Loving!
► "SUBSCRIBE" - "LIKE" - "COMMENT"
"ODISHA MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "ODISHA MUSIC " ର KZfaq Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ
------------------------------------------------------------------------
#tobadapanakudhik #jagannathbhajan #souravbhardwaj #odishamusic #bikashdas #papusahoo #jagannathlover #jagannath #jagannathtemple #odiabhajan #bhajanhits #odiabhajanhits #newodiabhajan #jagannathpuri #viralbhajan #trendingbhajan #jayjagannathsong #bhajan #odianewbhajan ##tupadatiemupadaradhuli #newbhajan #heyjagare
* ANTI-PIRACY WARNING *
This content is Copyright to ODISHA MUSIC... Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 1 100
@OdiaXavier
@OdiaXavier Ай бұрын
ଚୌଧୁରୀ ବିକାଶ ଦାସ ଙ୍କ ଭଳିଆ କଳାକାର ଙ୍କୁ ଏପରି ଦେଖି ମନ ଭଲ ଲାଗୁନି 😢 କଣ କରିବା ସମସ୍ତଙ୍କର ଏ ବୃଦ୍ଧ ଅବସ୍ଥା ଆସିବ। ହେଲେ ନିଜର ପସନ୍ଦ ର କଳାକାର ଙ୍କୁ ବୃଦ୍ଧ ହେବାର ଦେଖିଲେ ଦୁଃଖ ଲାଗେ। ଜୟ ଜଗନ୍ନାଥ ପ୍ରଭୁ ତାଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ।
@pradhandharmaraj7554
@pradhandharmaraj7554 Ай бұрын
Toka karide asiki
@sunapila
@sunapila Ай бұрын
Focus on parents pls😊
@satisatyanarayan
@satisatyanarayan Ай бұрын
Bhai sabuthi sei gotie comment
@skrushnareddy6796
@skrushnareddy6796 Ай бұрын
​@@sanjaysi100❤😂😂😂😂❤❤
@Joga_kalia_re_joga_kalia
@Joga_kalia_re_joga_kalia Ай бұрын
​@@pradhandharmaraj7554❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@kumartubulu7999
@kumartubulu7999 Ай бұрын
ବୁଢା ମଉସା ମୁହଁ ରେ ମୋ ବାବା ଙ୍କୁ ଦେଖୁଚି.... ମୋ ବାବା ବି ଠିକ ଏମିତି ଦେଖା ଯାଆନ୍ତି😔.... ପ୍ରଭୁ ଜଗନ୍ନାଥ ମଉସା ଙ୍କୁ ଭଲ ରେ ରଖନ୍ତୁ 🙏❤️
@rajeswarmajhi18
@rajeswarmajhi18 29 күн бұрын
Jay Jagannath 🙏🙏🙏
@AbhijitpatnaikSabitri
@AbhijitpatnaikSabitri 27 күн бұрын
Same bro
@sumantabehera7642
@sumantabehera7642 24 күн бұрын
କଣ ବାପା କୁ ବୁଢ଼ା କୁହ କି
@binodjena4079
@binodjena4079 20 күн бұрын
Bhai mo aja bi semit dekha janti same
@mohantymanaranjanlifevisio2369
@mohantymanaranjanlifevisio2369 13 күн бұрын
🚩jay Jagannath ⭕‼️⭕swami 🙏
@Itspravat5
@Itspravat5 Күн бұрын
ମୋର ବୋହୁତ ପସନ୍ଦ୍ ବିକାଶ ସାର୍ ତାଙ୍କ ଅଭିନୟ କେହି କରିପାରିବେନି ଭଗବାନ୍ ଙ୍କ ପାଖାରେ ଏତିକି ପ୍ରାର୍ଥନା ତାଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏
@Satyasanskruti
@Satyasanskruti Ай бұрын
ଏହି ଗୀତଟି ସୁଟିଙ୍ଗ ହେଲାବେଳେ ମୁଁ ବଡ଼ଦାଣ୍ଡ ରେ ଉପସ୍ଥିତ ଥିଲି ବହୁତ୍ ଖୁସିଲଗିଲା ରଥ ଯାତରା ର ଦୁଇଦିନ ଆଗରୁ ସୁଟିଂ ହେଉଥିଲା
@somanathsahoo8849
@somanathsahoo8849 Ай бұрын
Tume bahut vagyaban 😅
@Satyasanskruti
@Satyasanskruti Ай бұрын
ଆମେ ଉତ୍କଳ ବାସି ସମସ୍ତେ ଭାଗ୍ୟବାନ କାରଣ ଜଗା ଆମର ଆରାଧ୍ୟ ।
@ramakantasahoo9438
@ramakantasahoo9438 29 күн бұрын
Me too
@laxmipriyasahoo1
@laxmipriyasahoo1 26 күн бұрын
Se sabu ta dekhuchhi hele b Kan pain kejani ete parikhya nauchhi..😢
@Kajal-jt8ep
@Kajal-jt8ep 23 күн бұрын
Tame bahut locky ❤❤
@rakeshmallick3005
@rakeshmallick3005 Ай бұрын
ଓଡିଆ ଗୀତ ର ପୁନରୁଦ୍ଧାର ହୋଇଛି ଏଇ ଭଳି ଗାୟକ ମାନଙ୍କ ପାଇଁ ❤❤❤❤
@MrBiswajit1990
@MrBiswajit1990 16 күн бұрын
ସତରେ ଏମିତି କଳାକାର ମାନଙ୍କ ଆବଶ୍ୟକତା ଅଛି, ହୃଦୟରୁ ସଲାମ... ଜୟ ଜଗନ୍ନାଥ 🙏
@dhaneswarmallikdhana1631
@dhaneswarmallikdhana1631 Ай бұрын
ପ୍ରକୃତରେ ଯେଉଁ ମାନେ କହୁଥିଲେ ଓଡିଆ ଗୀତ ଶୁଣିବାକୁ ଭଲ ଲାଗୁନାହିଁ ଦୟାକରି ଏହି ଗୀତ ଟିକୁ ଥରେ ଦେଖନ୍ତୁ। ଧନ୍ୟବାଦ ବିକାଶ ସାର୍। ଚମତ୍କାର
@chandanmohanty5687
@chandanmohanty5687 Ай бұрын
ପ୍ରକୁତରେ ଭଂଜନ ରେ ଯୋଇ ପ୍ରେମ ଆଉ ଆନନ୍ଦ ଆଉ କଉଠି ନାହିଁ
@lipicooking1957
@lipicooking1957 Ай бұрын
ସୁନ୍ଦର ତୃପ୍ତିର ଅବସାଦ ନାହଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ❤
@bhagyashreevlog3187
@bhagyashreevlog3187 Ай бұрын
ଗୀତଟି ଶୁଣିଲା ପରେ କାହିଁକି କେଜାଣି ଜଗା ପାଇଁ ଦେହରେ ମୋର ସିହରଣ ଆସିଯାଉଛି😢😢😢
@mrarun4559
@mrarun4559 21 күн бұрын
Ma akhi ru luha aschhi.
@jagansahoo8210
@jagansahoo8210 20 күн бұрын
ଠିକ୍ କହିଲ 😢😢😢
@ShaktibhusanBiswal
@ShaktibhusanBiswal 7 күн бұрын
Hn Gita ta be samti haiche 👌👌👌👌
@kabitarcmpuri2730
@kabitarcmpuri2730 Ай бұрын
ଭଜନ ଟି ବହୁତ ହୃଦୟସ୍ପର୍ଶୀ 🙏 ବିକାଶ ସାର୍ ଙ୍କ ପରି କଳାକାର ଓଡ଼ିଆରେ ବିରଳ🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ ରୁହନ୍ତୁ 🙏🙏
@nirmalgiri7338
@nirmalgiri7338 Ай бұрын
Right
@kingcreation6096
@kingcreation6096 27 күн бұрын
Yes bahut sundar song luha asijauchi😢
@kapilkisan4154
@kapilkisan4154 24 күн бұрын
Vry nice song
@AkshayBehera-ne8sf
@AkshayBehera-ne8sf 3 күн бұрын
😢😢😢😢
@Pritamtv0
@Pritamtv0 29 күн бұрын
ଜଗନ୍ନାଥ ଙ୍କୁ ଭଲ ପାଉଥିଲେ JAY JAGANNATH ଲେଖ ତୁମ ମନସ୍କାମନା ପୂରଣ ହେବ❤❤❤❤❤❤❤
@prangyamallik3749
@prangyamallik3749 25 күн бұрын
Jay Jagannath 💝
@sukantadas5340
@sukantadas5340 24 күн бұрын
Jay jagannath
@PabitraDalai-u6w
@PabitraDalai-u6w 24 күн бұрын
Jay jagganath
@desiboymanas4354
@desiboymanas4354 19 күн бұрын
Jay jagannath🙏
@Mamalimishra-l2l
@Mamalimishra-l2l 18 сағат бұрын
Jay jagannath
@bhaktimayeejena4554
@bhaktimayeejena4554 Ай бұрын
Bikash uncle apana a Geeta ku jibanta Kari deichhanti ete Sundar avinaya re 😢😢 luha asi jauchi aakhi re 😭😭 ete nikhuna avinaya odia industry re kehi karibeni 🙏🙏 Sabu bele bhala re ruhantu 🙏🙏
@rinkymohanty1874
@rinkymohanty1874 9 күн бұрын
ମୁଁ ଗୋଟିଏ ଛୋଟ ପି ଲା ମୋର ବାପା ନାହିଁ ମୁଁ ଏ ଗୀତ ଶୁଣି ବହୁତ କାଦି ଛି 😢 ମୁଁ ଏତେ କାଦି ଛି ଆପଣ ଜାଣି ପାରିବନି 🥺🥺🫀🥹😭😭😭😭😭
@yess96ssubhu
@yess96ssubhu Ай бұрын
ଭଗବାନ ଆପଣ ଙ୍କୁ ପୁରା ସୁସ୍ଥ ରଖନ୍ତୁ Sir ଆପଣ ଙ୍କ ପାଇଁ ଆପଣ ଙ୍କ act ku ଯେତେ ଯାହା କହିଲେ ବହୁତ୍ କମ୍ ହବ ମୋ ପାଖରେ କିଛି ବି word nahin କହିବାକୁ Sir mun କାନ୍ଦି ପକେଇଲି vdo ଦେଖିକି totally Spechless Sir ବହୁତ୍ ସାରା ସମ୍ମାନ ଆପଣ ଙ୍କୁ କୋଟି କୋଟି ପ୍ରଣାମ Sourav bhai ଆପଣ ଙ୍କ voice କିଛି ବି ନାହିଁ କହିବାକୁ Bestttt youngest Singer of Odisha Bikash Choudhury Sir ଆପଣ best best best best ଯେତେ କହିଲେ ବି କମ୍ ହବ ଆପଣ ଓଡ଼ିଆ industry raa ଗୁରୁ ଆପଣ ଭଗବାନ ଙ୍କ ଆଶୀର୍ବାଦ
@kanhamohanty3160
@kanhamohanty3160 Ай бұрын
JAY SHREE JAGANNATH
@chandrasekharpanda535
@chandrasekharpanda535 8 күн бұрын
Mo bapa kbe thu chanhuchhanti jibaku 😭😭😭 Rathayatra se aji jain dekhinahanti ... 😢..Ete bada asa na hoiki bi mun kariparuni ta mora ei sem sariba ta ame bolero kariki samste jibu ta ❤❤ Jay Jagannath 🙏🏻🥰 pls take us tuma pada Padma re tk jaha dia tuma Dori lageiki nei jao 😢
@Prajnaparmitabarik
@Prajnaparmitabarik Ай бұрын
ହେ ଜଗାରେ🙏🏻 ତୋ କରୁଣା ଅପାର। ଆଖିରେ ଲୁହ ଆସିଗଲା 😢 ହେ ମହାବାହୁ ଦୁନିଆର ସବୁ ବାପା ମାଆଙ୍କୁ ଖୁସିରେ ରଖ ପ୍ରଭୁ 🙏🏻🙏🏻🪔 ଚୌଧୁରୀ ବିକାଶ ଦାସ ସାର୍ ଆପଣ ପିଲା ବେଳଠୁ ଆଜି ଯାଏ ମନରେ ଅଛନ୍ତି ❤ ଜୀବନ୍ତ ଲାଗୁଛି ଆଜି ଏ ଭଜନ।
@SubhalaxmiDash
@SubhalaxmiDash Ай бұрын
ମହାପ୍ରଭୁଙ୍କ ଏ ଭଜନ ଶୁଣିଲେ ମୁଁ ମୋ ଆଖିର ଲୁହକୁ ଅଟକେଇ ପାରେନି ⭕️❗️⭕️🎶 ସୌରଭ, ଟୂବୁ ଭାଇ ଶୁଭେଚ୍ଛା ଜଣାଉଛି 🙏
@worldartsite
@worldartsite 29 күн бұрын
Same bro
@satrughnapaikaray
@satrughnapaikaray Ай бұрын
ଏତେ ଦିନ ପରେ ଗୋଟେ ମନ ପସନ୍ଦ ଭଜନ ଶୁଣିବାକୁ ମିଳିଲା 🙏🙏🙏
@smrutiofficial
@smrutiofficial 28 күн бұрын
ଜୀବନ୍ତ ଅଭିନୟ ରେ ଲୁହ ସବୁ ଆପେ ବହି ଯାଉଛି। ସେହି କାଳିଆ ସାଆନ୍ତ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ସାର୍। ଆପଣ ଓଡ଼ିଆ ଅଭିନୟ ର ଉଜ୍ଜ୍ୱଳ ଜ୍ୟୋତିଷ୍କ । #ChoudhuryBikashDash ❤❤❤❤
@shriganesh3628
@shriganesh3628 20 күн бұрын
Right
@Pritamtv0
@Pritamtv0 Ай бұрын
ଏ ଭଜନ ଯେମିତି ସ୍ଵୟଙ୍ଗ ଜଗନ୍ନାଥ ଗାଇଛନ୍ତି❤ ଲେଖିଛନ୍ତି 😢 ହେ ଜଗା ତୁ kauti ଆଉ ଦୁନିଆରେ ଅନ୍ୟାୟ ସହି ହଉନି ଏବେ ପାପୀ କୁ ସୋହାର କର😢😢😢❤❤❤❤❤❤
@Puunnyy
@Puunnyy Ай бұрын
ଛଳ ଛଳ ତୁମ ସଜଳ ନୟନେ ଛଳୁଚ ଜଗତକୁ ।ମହାପ୍ରଭୁ🙏🏻
@OdishaPride
@OdishaPride 26 күн бұрын
*ଯେତେ ଶୁଣିଲେ ବି ମନ ପୁରୁନାହିଁ । ହୃଦୟସ୍ପର୍ଶୀ ❤*
@badalswain9054
@badalswain9054 Ай бұрын
Jay Jagannath gita ti badhia heichi❤❤❤
@manassatapathy1975
@manassatapathy1975 4 күн бұрын
କାଳିଆ କେହିନାହିଁ ତୋଭଲିଆ ❤❤❤
@rabirout7101
@rabirout7101 Ай бұрын
ଅତୁଳନୀୟ ଅଭିନୟ ❤ 😢😢ଲୁହ ଆସିଯାଇଛି ଯେତେ ଦେଖିଲେ ହେ ଜାଗା ରେ।
@bikashrout5337
@bikashrout5337 26 күн бұрын
ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...🙏🏻🙏🏻🙏🏻🙏🏻 ⚫‼️⚫
@SundayOdisha
@SundayOdisha Ай бұрын
କେବଳ ଦୁଇ ଧାର ଲୁହ.... 😢😢😢 ମୋ ଜଗା ପାଇଁ ଆଉ ବର୍ଷୀୟାନ କଳାକାର ବିକାଶ ବାବୁଙ୍କ ପାଇଁ.......🙏🙏🙏
@user-es7ei2xu6r
@user-es7ei2xu6r 13 күн бұрын
Bahut super heichi ea video ti dekhile akhiru kuha asi jauchi😭😭🥺🥺
@TMbrovideo
@TMbrovideo 29 күн бұрын
ପ୍ରେମ ରେ ଧୋକା💔 ଖାଇଲା ପରେ ଏ ଭଜନ ଶୁଣି ମୋ ମନକୁ ବୁଝେଇ ନେଉଛି, ପ୍ରଭୁ ଜଗନ୍ନାଥ ଦିନେ ମୋ ଡାକ ବି ଶୁଣିବେ.....😭😭😭😭😭
@laluswain5472
@laluswain5472 27 күн бұрын
😂😂😂😂oo
@sonucreations4956
@sonucreations4956 26 күн бұрын
Same to here bro .....
@soumitra1209
@soumitra1209 26 күн бұрын
Sam bro 😢😢😢
@satyajeet1084
@satyajeet1084 25 күн бұрын
ଭାଇ ତମେ ଭୁଲ ଜାଗା କୁ ପଳେଇ ଆସିଛ ତମେ Humansagar ଗୀତ ଶୁଣିବା କଥା😂
@banasmitanayak8486
@banasmitanayak8486 23 күн бұрын
​@@satyajeet1084sunu tame abe bujhi paribani kete kasta hauchi jete bele dhoka khaiba jani pariba.....aue kahara majak udeiba bandha kara hela
@worldmoviesstar2.0
@worldmoviesstar2.0 25 күн бұрын
Hurudoyo sparshi gito tiye..lekho ko ebong singer ku samostanku bahut bahut dhanyabad ❤❤❤
@rakeshkumarmallick4152
@rakeshkumarmallick4152 21 сағат бұрын
ଏ ଭଜନ ରେ ବିକାଶ sir, ଜୀବନ ଯାକ ଆମ ହୃଦୟରେ ରହିବେ..
@prasantarya2034
@prasantarya2034 26 күн бұрын
Heart touching song sang by the singer...❤
@PradeepDas-qp2op
@PradeepDas-qp2op 21 күн бұрын
ହୃଦୟ କୁ ଛୁଆଁଇଲା ପରି ଗୀତ ଟି ହୋଉଛି ଏମିତି ଭଂଜନ କର ସାରା ଦେଶ ରେ ନା ରଖ 🙏🙏🙏🙏👍👌👌👍
@madhusmitasethi4808
@madhusmitasethi4808 27 күн бұрын
Satare gita to ate sundar heichi j dekhu dekhu akhiru luha baharipaduchi ,Jay jagarnath....
@balaramrana976
@balaramrana976 Күн бұрын
ହୃଦୟସ୍ପର୍ଶୀ ଭଜନ... 🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@BOBALTOKA0726
@BOBALTOKA0726 19 күн бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ରେ କିଛି ଭାବ ତୋ ଅଛି 😢 ଆଖି ରୁ ପାଣି ଆସି ଗୋଲା ଭଜନ ଟି ଶୁଣି.....ବହୁତ ସୁନ୍ଦର ହେଇଛି ଭଜନ ଟି 🙏
@samarbiswal4704
@samarbiswal4704 Ай бұрын
Kabe lagedabu Tua dori jaj jagannath 🙏🙏🙏
@todayallabout4u
@todayallabout4u Ай бұрын
ଜୟ ଜଗନ୍ନାଥ 🙏 ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
@barsha2562
@barsha2562 Ай бұрын
Just wowwww...❤Jay jagannath pravuuu
@papukimbhira2228
@papukimbhira2228 9 күн бұрын
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଚୌଧୁରୀ ବିକାଶ ଦାସଙ୍କ ଜୀବନ୍ତ ଅଭିନୟ ମନମୁଗ୍ଧ କରିଛି 🙏 ଠାକୁରଙ୍କୁ ଧରିକି ଖାଲି ପାଦରେ ଯାଇଥିଲେ ଭଲ ହେଇଥାନ୍ତା... 🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
@HIHELLOEXCUSEME
@HIHELLOEXCUSEME Ай бұрын
Seriously last scene very crying 😭😭 best' act in the world 🌍 thank you
@Sanaya76380
@Sanaya76380 Ай бұрын
Bahut sundar bhajana ...Jay Jagannath mahaprabhu 🙏🏻
@SUVRAJITDAS01
@SUVRAJITDAS01 19 күн бұрын
Heart touching song bhai ❤️
@KSP03CREATION
@KSP03CREATION 26 күн бұрын
Bikash sir ଆପଣ ଙ୍କୁ 🤾 ଜଗନ୍ନାଥ 🙏🚶 ଙ୍କୁ ଆଶ୍ରିବାଦ୍ ଅଛି
@RubiVlogs6668
@RubiVlogs6668 Ай бұрын
Pappu bhai Tama edit ku salute rula Diya yaar 😭😭😭🛕🛕🛕🙏🙏🙏🙏🙏🙏🙏🙏
@prangyaparimitaswain2001
@prangyaparimitaswain2001 23 күн бұрын
ବହୁତ୍ ସୁନ୍ଦର୍ ହେଇଛି ଏ ଭିଡିଓ ଟି। ଦେଖୁ ଦେଖୁ ଆଖିରେ ଲୁହ ଆସିଗଲା । 🥺🥺🥺🥺
@BharataDas-ey8hh
@BharataDas-ey8hh 11 күн бұрын
जय श्री जगन्नाथ स्वामी प्रभु की जय हो 🌹🌹🌹🔱🔱🔱🙏🙏🙏
@abhijitswain2089
@abhijitswain2089 19 күн бұрын
Sunder Gita,,,au choudry bikash das nka abhinaya bahut sunder.. Jai jagannath 🙏🙏🙏
@Mr123Parida
@Mr123Parida Ай бұрын
ବହୁତ ହୃଦୟସ୍ପର୍ଶୀ 🥹ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ ସମସ୍ତଙ୍କୁ....ଜୟ ଜଗନ୍ନାଥ 🙏🙏
@Lubu-p7r
@Lubu-p7r 15 күн бұрын
Hrudaya ku chuinla bhali song au acting bahut sundar ....Jay jagannath 🙏
@sasmitarana6419
@sasmitarana6419 28 күн бұрын
Satare a bhajana suni manku santi milila❤️❤️ Jai jagannath 🙏🙏🙏
@prasantakumarsethypapuni8938
@prasantakumarsethypapuni8938 Ай бұрын
ଏ ଗୀତ କୁ ଆମ ଅଞ୍ଚଳ ର ପୁଅ ସୌମ୍ୟ ରଞ୍ଜନ ବଳ ଲେଖିଛନ୍ତି। ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।।🎉🎉🎉🎉 ମହାପ୍ରଭୁ ଙ୍କ ଆଶୀର୍ବାଦ ରୁ ସେ ଏମିତି ଅନେକ ଗୀତ ଆମ ମାନଙ୍କ ପାଇଁ ରଚନା କରନ୍ତୁ।।
@pralayaofficial1060
@pralayaofficial1060 Ай бұрын
ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...
@muktikantasipun9043
@muktikantasipun9043 4 күн бұрын
Really heart touching song 👍👍
@cuttacktokakuldeep3707
@cuttacktokakuldeep3707 21 күн бұрын
ବିକାଶ ଦାଶ ଭଳି କଳାକାର କେହିବି ହେବେନି ତାଙ୍କର ନିଖିଳ ଅଭିନୟ ଲୋକଙ୍କ ମନରେ ଭକ୍ତି ଭାବ ଆଣି ଦିଅନ୍ତି ଜୟ ଜାଗା
@Aspirantlife96
@Aspirantlife96 Ай бұрын
ଗୀତଟି ବହୁତ ସୁନ୍ଦର 😍🥰 ବିକାଶ ସାର୍ ମଧ୍ୟ ନିକ୍ଷୁଣ ଅଭିନୟ କରିଛନ୍ତି 😊❤ଜୟ ଜଗନ୍ନାଥ 🙌🙇⭕❗⭕
@SarangiPratap-ef9sj
@SarangiPratap-ef9sj 26 күн бұрын
Jay JAGANNATH....Legend Old is Gold....superb ❤
@Jigunkumar
@Jigunkumar 29 күн бұрын
Bahut bhala laguchi song ta kete sunile bi mana bharuni ❤ Jay Jagannath 🙏🙏
@chinmayemohanty5296
@chinmayemohanty5296 27 күн бұрын
Bahut badhia lagila video ta 😊
@ratikantsahoo686
@ratikantsahoo686 29 күн бұрын
ସତରେ ବହୁତ୍ ସୁନ୍ଦର ଭଜନ,,ଆଉ ଅଭିନୟ ଆହୁରି ଚମତ୍କାର 🙏🙏🙏🙏
@pinakibehera1105
@pinakibehera1105 Ай бұрын
If you see it, it brings tears to your eyes ( gret artist of odia industry and like his simplicity)
@KoraputMusic10
@KoraputMusic10 21 күн бұрын
Bahut Sundar Video Jay Jagannath🙏
@BharataDas-ey8hh
@BharataDas-ey8hh 13 күн бұрын
जय श्री जगन्नाथ स्वामी की जय हो 🌹🌹🌹🔱🔱🔱🙏🙏🙏
@narendrapothal211
@narendrapothal211 Ай бұрын
Jay jagannath ❤
@shashankasekharkar2404
@shashankasekharkar2404 Ай бұрын
ଜୟ ଜଗନ୍ନାଥ ବହୁତ୍ ଭଲ ହୋଇଛି ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ❤🙏
@RN__GAMING__143.
@RN__GAMING__143. 28 күн бұрын
Dhanya bad Debi bikash sir nku bhajan ti hridaya sprsha kala Aapana Aagaku emitihin Gita gaichalantu🙂❤️🙂
@ashokbayari828
@ashokbayari828 Ай бұрын
Very Very Nice Video Super Song Super Duper Hit
@Xyuitu
@Xyuitu Ай бұрын
Sourav bharadwaj is best ❤🎉
@pankajbehera1779
@pankajbehera1779 Ай бұрын
ସତରେ ଏ କଳି ଯୁଗରେ କେବଳ ଗୋଟିଏ ସତ୍ୟ ରାଧେ ରାଧେ 🙏
@puspanjalibhuyan4112
@puspanjalibhuyan4112 Ай бұрын
Fabulous acting of Choudhary Bikash das sir 🙏🙏 . Underrated legend of Ollywood industry
@bijayapattnait5746
@bijayapattnait5746 3 күн бұрын
ଚୈଧୁରୀ ବିକାଶ ଦାସ ଭଲି କଳାକାରଙ୍କୁ ଏହି ଭିଡ଼ିଓଟିରେ ନେଇ ଅଭିନୟ କରାଇଥିବାରୁ ଆପଣଙ୍କୁ ଧନ୍ୟବାଦ୍‌❤ଜୟଜଗନ୍ନାଥ🙏🏻
@gyanaranjan8024
@gyanaranjan8024 Ай бұрын
Akhire luha asigala bikash sir u r great sir apana sabubele vala re ruhantu bhutu sundar lagila apanka abhinaya🥹🥹🥹🥹🥹❤️❤️❤️
@ytvideo3883
@ytvideo3883 Ай бұрын
ଶେଷ ଦୃଶ୍ୟ ଆଖିରୁ ଲୁହ ଆଣିଦେଲା.. ସତରେ ଅଭିନୟ ଗୀତକୁ ଜୀବନ୍ତ କରିଦେଇଛି.. ଜଗା କେବେ ନବୁ ପାଖକୁ 😢
@msvlogs5577
@msvlogs5577 15 күн бұрын
My all time morning and night fvrt song❤jay jagannath bikash bhai nku sabubele bhala re rakhantu
@mihirkumarnayak2299
@mihirkumarnayak2299 Ай бұрын
ବହୁତ୍ ସୁନ୍ଦର୍ ❤
@dollyqueenpriya
@dollyqueenpriya Ай бұрын
❤❤❤❤❤❤❤❤❤❤❤ Jay jagannath 🙏🏼🙏🏼🙏🏼🙏🏼🙏🏼🙏🏼
@kailashguin183
@kailashguin183 28 күн бұрын
ଚମତ୍କାର ଅଭିନୟ, ଏମିତିକା କଳାକାର ବିରଳ , ବହୁତ୍ ଭଲ ଲାଗିଲା
@ayasmitapanda8043
@ayasmitapanda8043 Күн бұрын
Very heart touching and emotional concept with amazing voice 🙏🏼thank you for giving us such tipe song ..Good wishes to everybody who create it 👏
@uditnarayan6454
@uditnarayan6454 Ай бұрын
Jay Jagannath Swami 🙏🙏
@PuriRajamalike
@PuriRajamalike Ай бұрын
ଜୟ ଜଗନ୍ନାଥ ମାଲିକେ ଭଲରେ ଥାଆନ୍ତୁ ସମସ୍ତେ ଚକା ଡୋଳା କରୁଛି ଲିଳା ମାଲିକେ 🙏🙏🙏
@Editor_Bro
@Editor_Bro Ай бұрын
Special thanks to music director and lyricist also singer. What a song. Mind blowing. Jay jagannath🙏🏻🙏🏻🙏🏻
@Lipkumar123
@Lipkumar123 Ай бұрын
Jai Shree⭕‼⭕Jagannath❤❤❤🙏🙏🙏. Nice Acting by Sir👍👍👍.
@gamingstar9230
@gamingstar9230 Ай бұрын
Mo bhali ai video tiku dakhiba pain kia apekhya karithila
@dashcreations9126
@dashcreations9126 Ай бұрын
Bahut dina pare gote bhala odia gita suni baku milila
@prakashjena9756
@prakashjena9756 27 күн бұрын
Saurav Bhai tomo voice only for jagannath pani ... really touch my Heart ❤️❤️..
@krushnachandradas3089
@krushnachandradas3089 20 күн бұрын
Bahut badhiya ♥️♥️♥️
@djmaheshbhadrak
@djmaheshbhadrak Ай бұрын
ଆଖିରୁ ଲୁହ ଆସି ଯାଉଛି
@manthan3493
@manthan3493 Ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏🙏🙏🙏🙏
@subhasishsahoo5580
@subhasishsahoo5580 Ай бұрын
Gitati bhala lagu6i je lyrics karuchanti tanku asesh asesh dhyanyabad amit aka sundar music 🎶 🎵 banei thibaru.and sourav nka voice re mast heichi . Prabhu Jagannath tanku sabu bele bhala re rakhantu🎉🎉
@mrrockey07
@mrrockey07 29 күн бұрын
1st ru last jae goosebumps asijauchhi ❤
@jyotiranjan4u
@jyotiranjan4u Ай бұрын
No words for this Act....🙏👏👏 Thank you for this beautiful music video
@deba3798
@deba3798 Ай бұрын
Mo Ghra Puri re Ratha Yatra 2,3 dina thila E video shooting hauthila mu dekhichi.... Jay jagannath 🙏🥰
@AbhijitpatnaikSabitri
@AbhijitpatnaikSabitri 27 күн бұрын
Seriously alhiru pani asi gala baba what a song what a acting just not a acting his describes emotional feel so lonely 😭 jay Jagannath 🙏🙏🙏🙏
@raturazzsalma1130
@raturazzsalma1130 14 күн бұрын
ଗୀତ ଶୁଣିକି ଆଉ ଦେଖିକି ହୃଦୟ ରୁ ପାଣି ଆସି ଗଲା 😓😓😓😥😢😢😢😰😰
@saritasahu9195
@saritasahu9195 Ай бұрын
Best actor A huge respect for sir🙏 Epari actor mu dekhi nahi
@Puunnyy
@Puunnyy Ай бұрын
ତୁ ବ୍ରହ୍ମ ଦାରୁ ମୁଁ ପାପୀ ମେରୁ ଭାରି ଖୁସି ହେଉ ମୋ ଲୁହ ଢାଳି
@SwastikSwayambhu
@SwastikSwayambhu 29 күн бұрын
Smru ti madhur ❤
@bairiganjandash8120
@bairiganjandash8120 Ай бұрын
Chaudhuri Bikash sir nka valia abhinaya kehi kariparibeni aau jau bhai aei Gita ti lekhichanti and jau bhai ghaichanti tanku bahut abhinandan aau gitati bahut sunder heichi and akhi ru luha asi jauchi
@sidhiofficialvlogs4234
@sidhiofficialvlogs4234 Ай бұрын
🥺🙏 jay jagannath
@ranjubarisal6109
@ranjubarisal6109 Ай бұрын
Super video ❤❤ Jaya jagnnath ❤
BAKI NAHNI PART-5// MR GULUA COMEDY// ODIA COMEDY
1:16:53
Mr. GULUA Comedy
Рет қаралды 374 М.
Pool Bed Prank By My Grandpa 😂 #funny
00:47
SKITS
Рет қаралды 15 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22
UNO!
00:18
БРУНО
Рет қаралды 3,9 МЛН
Jeon ଙ୍କର ମୋର ହେଲା ବହୁତ୍ ଝଗଡ଼ା😢..
19:50
Odisha jhia korea bohu🇰🇷
Рет қаралды 158 М.
All Time Best Jagannath Bhajan || New Collection Jukebox  || Odia Bhajan Hits |
47:29
Pool Bed Prank By My Grandpa 😂 #funny
00:47
SKITS
Рет қаралды 15 МЛН