'Who Is He?': Dharmendra Pradhan Response To VK Pandian's Pressmeet | Discussion

  Рет қаралды 454,355

Kanak News

Kanak News

Ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #DharmendraPradhan

Пікірлер: 1 400
@karunakarbarik8956
@karunakarbarik8956 Ай бұрын
,ଉତ୍କଳର ନେତା ନିଳେ ନାରାୟଣ , ଉତ୍କଳ ନେତାର ନାହିଁ ପରୟୋଜନ। ପ୍ରଭୁ ଜଗନ୍ନାଥ କୋଟି ଓଡ଼ିଆଙ୍କର। ସେ କାହାକୁ ତାଙ୍କ ପ୍ରତି ନିଧି ବାଛିବେ, ସେ ଜାଣିଛନ୍ତି। ଜୟ ଜଗନ୍ନାଥ।
@rajendrarajput8469
@rajendrarajput8469 Ай бұрын
ଓଡିଶା ରେ କଣ ଆହୁ କେହି BJD ର ନେତା ନ ଥିଲେ
@dinabandhunaik7332
@dinabandhunaik7332 Ай бұрын
ବିଜେଡି ନେତା ସବୁ ମେଣ୍ଢା,
@reetap4008
@reetap4008 27 күн бұрын
ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାନ୍ତା😡
@RanjitSamal-ej6gc
@RanjitSamal-ej6gc 22 күн бұрын
Sulata bf pandu
@just4funindia869
@just4funindia869 Ай бұрын
ଆପଣ କହୁଛନ୍ତି ପାଣ୍ଡିଆନ ବେଜେଡି ନେତା ହେଲେ କେତେ ଦିନରୁ ସେ ବିଜେଡି ରେ ମାତ୍ର 4 ମାସ ରେ ତାଙ୍କୁ ଏତେ ଗୁରୁତ୍ୱ ଦଳରେ କଣ ପାଇଁ କାରଣ ସେ ଆଗରୁ ଗୁପ୍ତରେ ସରକାରୀ ଚାକିରୀ ରେ ଥାଇ ବି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଥିଲେ
@pk-xt8km
@pk-xt8km Ай бұрын
Amit Saha...kahi gaputhila
@umapatra1958
@umapatra1958 22 күн бұрын
Vkpa sir very good🌹 💙💚❤🇧🇴🇧🇴🇧🇴🇧🇴👍🏽
@bhumijsahoo4737
@bhumijsahoo4737 Ай бұрын
Strategy maker ପ୍ରଥମେ ପ୍ୟାରିମୋହନ ମହାପାତ୍ର ଥିଲେ କିନ୍ତୁ ସମୟ ଅନୁସାରେ ପ୍ରଥମେ ସେ ହିଁ ବଳିପଡିଥିଲେ। ଏ ଓଡ଼ିଶା ନା ନବୀନ , ନା ରାହୁଲ ଓ ନା ମୋଦୀ ର ଆମ ଜଗନ୍ନାଥଙ୍କ ର । ତେଣୁ ତା ରାଜ୍ୟ ର ଭାର କାହାକୁ ଦେବ ସେ ନିର୍ଣ୍ଣୟ ତାର ,ତମେ ସବୁ କାହିଁକି ହେଉଛ ଭାକୁ ଭାକୁ ସଳା ଦଳ ବଦଳ ନେତା ।ଜୟ ଜଗନ୍ନାଥ 🙏
@saratmishra7100
@saratmishra7100 Ай бұрын
ଆମେ ଭି ପଚାରୁଛୁ, Pandian କିଏ? ଛି ଛି କୁଳାଙ୍ଗାର ସରକାର। BJD ରେ ଆଉ କେହି ନେତା ନାହାନ୍ତି???
@reetap4008
@reetap4008 27 күн бұрын
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ 18 ବର୍ଷ ହେଲା ନବୀନ ବାବୁ ଙ୍କ ସହ ରହି ଓଡ଼ିଶା ର ବିକାଶ କରିବା ରେ pandian ଙ୍କ ଭୂମିକା ବୁଝପାରୁନାହିଁ 😡 Pandian କୁ ତାମିଲ ତାମିଲ୍ କହି ଅପରାଜିତା ଓଡ଼ିଶା ବାସୀ ଙ୍କ ମୁଣ୍ଡ ରେ ବିଷ ପୁରାଉଚି,ସିଏ ବି ବିହରୁଣି ନା ତାର ଶାଶୁ ଘର ଓଡିଶା ଆଉ pandian ର ଶାଶୁ ଘର ଓଡିଶା ବିକାଶ ଦେଖ ,ଗୁଣ୍ଡା ଗର୍ଦ୍ଦୀ, ମିଛ ପ୍ରତିଶ୍ରୁତି BJP ଦଳର ସଂସ୍କାର 😡😡
@KAMULUKANWAR-in6ru
@KAMULUKANWAR-in6ru 23 күн бұрын
​@@reetap4008❤❤❤
@swainbaikuntha7648
@swainbaikuntha7648 22 күн бұрын
@reetap4008
@dubrajhembram2019
@dubrajhembram2019 21 күн бұрын
ତୁ କିଏ ବେ ମତେ କହ 😊😊😊
@ChandanMajhi-ff1us
@ChandanMajhi-ff1us 15 күн бұрын
ଅପରାଜିତା କିଏ
@panchanansahoo8417
@panchanansahoo8417 Ай бұрын
Kanak news ନିରପେକ୍ଷ ରହିଲେ ଭଲ ହେବ, ବିଜେଡି ଚାନେଲ ହୁଅନ୍ତୁ ନାହିଁ, denkanal ଆସନ୍ତୁ ଆମେ ଲୋକ ମାନେ ଜବାବ ଦେବୁ ଧର୍ମେନ୍ଦ୍ର ପ୍ରଧାନ କଣ କରିଛନ୍ତି, ପାଣ୍ଡିଆନ କଣ କହିବେ, ଭୋଟ ଆମେ ଦବୁ,NTPC 660 Mgwatt, FCI plant, medical collage, central school,ଆହୁରି ଅନେକ ଅଛି ! ଚାକ୍ରନ୍ତ୍ କରି ବିଜେଡି ସରକାର medical collage admission ନେଲେ ନାହିଁ, ground zero report id best, I suggest to kanak news plz come.
@ratikantanahak5424
@ratikantanahak5424 Ай бұрын
ଜୟ ଜୟ ଶ୍ରୀ ରାମ
@supriyasahoo4400
@supriyasahoo4400 Ай бұрын
ରବି ବାବୁ ବରିଷ୍ଟ ସାମ୍ବାଦିକ,ହେଲେ ନିରପେକ୍ଷ କଥା କହୁନାହାନ୍ତି କି ଓଡ଼ିଶା ର ସ୍ବାର୍ଥ , ବିଷୟରେ କହିନାହାନ୍ତି
@pradippradhan4388
@pradippradhan4388 Ай бұрын
ସରକାରୀ ସରକାରୀ ଘର ପାଇଛନ୍ତି
@BLPlus6940
@BLPlus6940 Ай бұрын
ପ୍ରଥମ ହିନ୍ଦୁ ଥିଲା ଖତରେ ମେ ଏବେ ଓଡ଼ିଆ ଖତରେ ମେ ଏବେ ଦେଶ ଲୁଟେରା ଗୁଜରାଟୀ ଓଡ଼ିଆ ଆଉ ଓଡ଼ିଶାର ଅସ୍ମିତା ବିଷୟରେ ଜ୍ଞାନ ପେଲୁଚି କିନ୍ତୁ ମଣିପୁରରେ ଶହଶହ ସସ୍ମିତାଙ୍କ ଇଜ୍ଜତ ନିଲାମ ହେଉଚି।
@anandamohakuda4943
@anandamohakuda4943 Ай бұрын
Right 👍 absolutely
@Kumbhakarna9
@Kumbhakarna9 Ай бұрын
Magena khia 😂😂😂
@digitalheman1288
@digitalheman1288 Ай бұрын
Tu bala besi ka janichu😅
@sirazulkhan8820
@sirazulkhan8820 Ай бұрын
Right jay navin. Navin odisa
@subratmohapatra638
@subratmohapatra638 Ай бұрын
Bokachoda Manipur re kebalo Jone mohila..hela..tumo odisha re kn houchi dekh
@user-ih3iy3dh3i
@user-ih3iy3dh3i Ай бұрын
Argus news is the best channel
@premkumarbehera9224
@premkumarbehera9224 23 күн бұрын
ରାଜ ନୀତିରେ କାହାକୁ ଗୁମାସ୍ତା କହିବା ଠୀ କି ନୁହଁ ବରଂ ଏହା ଅନେକଙ୍କ ମନରେ ଏକ ଭାବନା ଜାଗ୍ରତ ହୁଏ ନାହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପରିବାର ସଦସ୍ୟଙ୍କ ଗହଣରେ ଥିଲେ ଏବଂ ତାଙ୍କୁ ଶାନ୍ତ ସରଳ ଭାଷାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରି ଯୋଜନାର ପରିକଳ୍ପନା ମନ୍ଦିର ଅବସ୍ଥିତ ନିକଟସ୍ଥ ଏକ ପ୍ରାନ୍ତର ପ୍ରସିଦ୍ଧ ଏହାଛଡା ଏଠାରେ ଶିକ୍ଷା ଲାଭ କରି ବ୍ରିଟିଶ୍ ଆଇନ୍ ଅନୁଯାୟୀ ଅଲଗା ଅଲଗା ନାମ ଅନୁସାରେ କହିବା ଠିକ୍ ନୁହେଁ
@LambodarPradhan-sj6uy
@LambodarPradhan-sj6uy Ай бұрын
ଓଡ଼ିଶାର ଚାକର ହୋଇଥିବା ଲୋକ ଏବେ ମାଲିକ ହେବାକୁ ଚାହୁଁଛି। ଛି ଛି ଛି
@reetap4008
@reetap4008 27 күн бұрын
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ
@reetap4008
@reetap4008 27 күн бұрын
ଶିକ୍ଷା ଥିଲେ ଏମିତି ବିଚାର ଆସି ନ ଥାଆନ୍ତା,😡😡
@rainbowleasing6306
@rainbowleasing6306 18 күн бұрын
Right
@krushnasabar2201
@krushnasabar2201 Ай бұрын
ଆମ ପ୍ରିୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅସୁସ୍ଥ କି କେଉଁଠି କେବେ ପ୍ରେସ ମିଟ କି କାଉଣ୍ଟର attack କରୁନାହାନ୍ତି ସବୁ pandian sir କରୁଛନ୍ତି bjd re neta nahi କି
@elizabehera6454
@elizabehera6454 Ай бұрын
BJD re neta dishunahanti
@debarchanbiswal9565
@debarchanbiswal9565 Ай бұрын
Tama BJD dalare ghaita nahanti. Tamil ghaita karucha. Nija dehare Odia rakta thile Panduku support karantani.
@rajkumardandapat1748
@rajkumardandapat1748 Ай бұрын
​@@debarchanbiswal9565abe language ra difference dekhauchu tu ta hele india re Achu kahiniki.
@sk_creation496
@sk_creation496 Ай бұрын
Right question
@anantaswain6117
@anantaswain6117 Ай бұрын
ସୁଲତା ମାଡାମଙ୍କର ପାଣ୍ଡ୍ୟାନ କେମିତି ସାର ହେଲେ ଭୋଟର ସବୁ ଗାନ୍ଧିଜୀ ଙ୍କ ତିନି ମାଙ୍କଡ଼
@rabindranathsahoo-nn1qp
@rabindranathsahoo-nn1qp 13 күн бұрын
ରବି ଦାସ ମହାଶୟ କଣ ପ୍ରକୃତରେ ରାଜ ନ୍ୟିତିକ ସମୀକ୍ଷକ ତାଙ୍କର ସମୀକ୍ଷକ ହେବାର ଜ୍ଞାନ ଥିଲା ଭଳି ମନେ ହେଉନି
@PulakitDhal
@PulakitDhal Ай бұрын
ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି
@shivdurgaenterprise
@shivdurgaenterprise Ай бұрын
Thik bhai
@laxmidharhasda6209
@laxmidharhasda6209 Ай бұрын
​@@shivdurgaenterpriseତମେ ପାଣ୍ଡୁକୁ ଗାଣ୍ଡୀ ଦେଖାଅ ହେଲା ଭଲ ପୁରେଇବ
@Sambit1575
@Sambit1575 Ай бұрын
Tk describe kriki kuha
@anandamohakuda4943
@anandamohakuda4943 Ай бұрын
Ekdam thik katha
@nayanakandi4776
@nayanakandi4776 Ай бұрын
ଯଦି ବିଜେପି ଜିତି ଯାଇଛି ଭୋଟ କାହିଁକି ହଉଛି ସମୟ କହିବ କିଏ ଗଢ଼ିବ ସରକାର ଅପେକ୍ଷାକାର ଜୁନ 4ପରେ
@dipudalbehera2732
@dipudalbehera2732 13 күн бұрын
Kn hela sir 😢😢😢😢😢
@user-rdbabu143
@user-rdbabu143 Ай бұрын
ଭାଇ ମାନେ ଗୋଟେ କଥା କହିବି, ଗୋଟେ ଦଳ 21 ବର୍ଷ ଶାସନ କଲାଣି, ଆଉ ତା ଶାସନ ଆମେ ଦେଖି ସାରିଲୁଣି, ଆଉ ଗୋଟେ ଦଳ କୁ ଚାନ୍ସ ଦବା ଦରକାର୍, ମୋର କହିବା ମାନେ ଗୋଟେ ସାଇଡି ର କଥା ଶୁଣି କିଏ ଠିକ୍ କିଏ ଭୁଲ୍ ବିଚାର କରା ଯାଏନି, ଆଉ ମୋ ମତ ରେ ଗୋଟେ ଥର ଆମ ଓଡ଼ିଶା କୁ bjp ଆସିବା ଦରକାର୍ ଆଉ ତା ଶାସନ କେମିତି ଆମେ ଦେଖିବା, ତା ପରେ ଆମେ ବିଚାର କରିବା କିଏ ଠିକ୍ ଆଉ କିଏ କଥା କହିବା କପିଳା
@binamraanchal1305
@binamraanchal1305 Ай бұрын
No...
@SouravDas-mz6jf
@SouravDas-mz6jf Ай бұрын
Manipur dekhila pare jama nuhe
@laxmidharhasda6209
@laxmidharhasda6209 Ай бұрын
Right
@rajkumardandapat1748
@rajkumardandapat1748 Ай бұрын
No.. we can't want BJP
@saratkumarsatapathy7829
@saratkumarsatapathy7829 Ай бұрын
Cong ta
@nareshpadhi4863
@nareshpadhi4863 15 күн бұрын
Jai jagannath 🙏🏻🌹🙏🏻
@MukeshKumarSahu-gw4sq
@MukeshKumarSahu-gw4sq Ай бұрын
ମୁଁ ବୁଝି ପାରୁନି କାହିଁକି ସମସ୍ତେ pandian sir ଙ୍କୁ ବାହାର ଲୋକ ବୋଲି କହୁଛନ୍ତି ଆମ ଦେଶରେ ଏକକ ନାଗରିକ ପ୍ରଥା ପ୍ରଚଳିତ ଏହି ପ୍ରଥା ଅନୁଯାୟୀ ଆମେ ସମସ୍ତେ ଭାରତୀୟ ନାଗରିକ ଅଟୁ ଆମେ ଓଡ଼ିଶା ର କୌଣସି ସ୍ଵତନ୍ତ୍ର ନାଗରିକତ୍ବ ଗ୍ରହଣ କରିନାହୁଁ ଆମେ ସମସ୍ତେ ଭାରତୀୟ ଆଜି ଆମେ ରାଜ୍ୟ ରାଜ୍ୟ ମଧ୍ୟରେ ଭେଦ ଭାବ ରଖୁଛନ୍ତି କାଲି ଜିଲ୍ଲା ଜିଲ୍ଲା ମଧ୍ୟରେ ରଖିବା ପୁଣି ଗାଁ ଗାଁ ମଧ୍ୟରେ ଭେଦ ଭାବ ରଖିବା ଆମେ ବଞ୍ଚି ପାରିବା ତ
@adjustablevideo
@adjustablevideo Ай бұрын
Jilla kathha chhada bhaina goan goan b chhada ghare bhai bhai bheda bhaba hei galani loka Mane ke Jane kemiti hei gale emiti j mun b jani paruni
@anandamohakuda4943
@anandamohakuda4943 Ай бұрын
Right 👍
@KaliaSethi-ym9rg
@KaliaSethi-ym9rg Ай бұрын
Kahunu tu odisha re election ladhibaku se magia pandu pane na dabu ki
@rupeshnaik9027
@rupeshnaik9027 26 күн бұрын
Kintu. Swabhab. Kabi. Gangadhar mehernku. Santha. Kabi. Kahuchhanti. Sei ta. Kana. Thik.
@adityabehera1361
@adityabehera1361 10 күн бұрын
ସମସ୍ତେ ନୁହେଁ କେବଳ ବିଜେପି କହୁଛି , ଏମାନେ କ୍ଷମତା ଲୋଭରେ କିଛି ବି କହିବାକୁ ପଛାନ୍ତି ନାହିଁ
@ManishKumar-743
@ManishKumar-743 Ай бұрын
ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା
@RajeshKumar-vk8qp
@RajeshKumar-vk8qp Ай бұрын
Bhai agaru chuli re rosei heuthila eave karunahanti upas kana pain rahuchhanti jadi Paisa nahi gas aniba pain tahale se lokanku apana tike paramarsa diantu
@tarachandpanda9481
@tarachandpanda9481 Ай бұрын
Salary increase heichi na heini kuha ta
@user-vz1db9ub7g
@user-vz1db9ub7g Ай бұрын
Vai chuli Jalibaku Para mana kala gyara randhibaku ujwala dala aba ta amara chuli nahi​@@RajeshKumar-vk8qp
@rajeshbrahma.
@rajeshbrahma. Ай бұрын
ଶଳା ଚାଉଳ ନବୀନ ଦୌଚି ବୋଲି କହୁଥିଲୁ ରେ ତାମିଲ୍ ହଳିଆ ଶଳା ଜୁନ୍ 4 ତାରିଖ ରେ ଗାଣ୍ଡୀ ରେ ବାଉଁଶ ପଶିବ
@bapisadangi3373
@bapisadangi3373 Ай бұрын
ନବୀନ ପଟ୍ଟନାୟକ ଧୁଆଁ,10,000କାଳିଆଟଙ୍କାଦେବ, ବୋଲି କହୁଥିଲା, ଉତ୍ତର ଦିଅନ୍ତୁ
@JayantaPrakash726
@JayantaPrakash726 Ай бұрын
ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି
@bapisadangi3373
@bapisadangi3373 Ай бұрын
ବିଜେଡି ଧୁଆଁ ଯୋଜନା କାର୍ଯ୍ୟକାରୀ, କରିବାରେ, ଏକ ନମ୍ବର,ପବନ, ଘଡଘଡି,ବର୍ଷା, ଆଦିବାସୀ, ଶ୍ରମିକଙ୍କୁ ଚାଷୀ ଦଳିତ ଗରିବ ବୁଣାକାର ବ୍ୟବସାୟୀ, ଶିକ୍ଷିତ ଯୁବତୀଙ୍କୁ, ଯୁବକ ଙ୍କୁ, ବିଜେଡିଦଳ ଯୋଜନା ମାଳମାଳ, ପିଠା କୁର କାଳିଆ ହାଲିଆ ବ୍ୟାଗ୍,ଚପଲ,ଘାଶକଟା, ମାଛ 🐟 ଡୁଢାଛେଦାଇବାଯୋଜନା, ଏମିତି ବହୁତ ଯୋଜନା କରିଚି, ଏଥରକ ବିଜେଡି ଆସିଲେ ଗ୍ୟାରେଣ୍ଟି ଜାପାନୀ ତେଲ କଣ୍ଡମ୍ ଯୋଜନା ହବ ହାରାମି ବେଶ୍ୟା ଗନ୍ତାଘର ବିଜେଡିଦଳ ନବୀନ ଧୁଆଁ ପାଣ୍ଡୁ ବ୍ୟବସାୟ ପାକିସ୍ତାନ ଶାସନ ଚାଲିଛି, ବିଜେଡିଦଳ ଓଡ଼ିଶାକୁ ବିନାଶ କରିଛି ବିଜେଡି
@mitumishra3216
@mitumishra3216 Ай бұрын
Sethi Pain B J D Odisha Ku 2 Ta Rajya Ku Bikideichi Gote Hela Andhra Pradesh Hataku Koraput Ra Kotia Au Baki Sabu Tamilnadu Ra Pandian Ku Bikideichi Jouthi Pain Jagannath Mandira Ku Apabitra Karichi Beaf Ba Gomansa Khauthiba Mahila Ku Neiki Jaithila Dalal Heuchi B J D Party
@rajkapoor9830
@rajkapoor9830 Ай бұрын
Kuade? Tamilnadu?
@ashwinisahu6584
@ashwinisahu6584 Ай бұрын
JEMITI PANDU LUTUCHHI
@rajkumardandapat1748
@rajkumardandapat1748 Ай бұрын
​@@bapisadangi3373JHUMLA GUARANTEE.
@SUBHAMROUT444
@SUBHAMROUT444 25 күн бұрын
ବିରୋଧୀଦଳର ନେତାମାନେ ଆଉ କିଛି ଦିନ କହିବାର ସମୟ ଅଛି, କାରଣ 4ତାରିଖ ପରେ ସେମାନଙ୍କ ପାଟି ଆଉ ଖୋଲିବ ନାହିଁ|
@sanjaykumarjena9809
@sanjaykumarjena9809 Ай бұрын
Odisha need a young and dynamic CM after Navin Pattnaik.
@PujaKumari-xe6kc
@PujaKumari-xe6kc Ай бұрын
ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବେ
@brahmanandam7370
@brahmanandam7370 Ай бұрын
Tu chora besi janichhu murkha kauthi kara, aji bjp achhi boli desa etiki develop karichhi, Odisha re chori Kari chalichhi nabina, bapa jamiku bikri kariki khusi re banchithiba pua kebe jogya nuha
@anandamohakuda4943
@anandamohakuda4943 Ай бұрын
Right 👍
@AdityaSahu-sn3yc
@AdityaSahu-sn3yc Ай бұрын
ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?
@belalsensenapati1300
@belalsensenapati1300 Ай бұрын
ସେମାନେ ସମସ୍ତେ ଚାଷୀ ନୁହଁନ୍ତି, ସେଥିରେ ବିରାଟ ଷଡଯନ୍ତ୍ର ରହିଛି। ଯେଉଁମାନେ ଖୋଲାଖୋଲି ସେମାନଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ଚାଷୀ ଆନ୍ଦୋଳନ କଥାଟା ବୁଝିହେବ।ଆଉ ଯୋଉ କିଛି ଚାଷୀଙ୍କୁ ନିଆଯାଇଛି
@belalsensenapati1300
@belalsensenapati1300 Ай бұрын
ଆଉ ରାଜ୍ୟ ସରକାର ଜଳସେଚନ, ଶୀତଳ ଭଣ୍ଡାର, କୃଷି ଜାତ ଫଳ ଓ ଫସଲ ପାଇଁ କୃଷି କ୍ଷେତ୍ରରେ କି ବିକାଶ କରିଛନ୍ତି ଭାଇ?
@kakun63
@kakun63 Ай бұрын
Then why did bjp won again seems like ur a fool all paid protests
@bapisadangi3373
@bapisadangi3373 Ай бұрын
25ବର୍ଷଭିତରେ,ଓଡ଼ିଶାରେ ବିଜେଡ଼ି ଏମିତି କୋଣକରିଚି ଭଲକାମ
@bbhabanipatra4018
@bbhabanipatra4018 Ай бұрын
Sethire kiye thhile tike kohi paribe Bhai.....tike kuhontu semane kiye.....sobu chashi nuhontu tahele kete Loko sethire chasi thhile kuhontu......... ​@@belalsensenapati1300
@alekhachandra6982
@alekhachandra6982 Ай бұрын
ଆଗରୁ ଘଇତା, ଏବେ ନେତା. ରାଜା କିଏ, ତୁମେ ମାନେ. ଚାକର.
@dinabandhunaik7332
@dinabandhunaik7332 Ай бұрын
ଲେଖା ଛିଣ୍ଡିବ, ଫୁଲ ଫୁଟିବ 👍👍👍
@supriyasahoo4400
@supriyasahoo4400 Ай бұрын
ସବୁ ଠିକ୍ ମାଡ଼ମ କିନ୍ତୁ ଆପଣଙ୍କୁ କଣ କେହି ଓଡ଼ିଆ ଲୋକ ମିଳି ଲେନିକି pamdian ଙ୍କ ଆବଶ୍ୟକତା ପଡ଼ିଲା । ତାହେଲେ ଆପଣଙ୍କ ସରକାର ଗୋଟେ ଭଲ ନେତା ୨୫ ବର୍ଷରେ କରିପାରିଲେନି । ବର୍ଷ ବର୍ଷ ଧରି କର୍ମୀ ଅପେକ୍ଷା ରେ ଅଛନ୍ତି।
@Sabyasachi_94
@Sabyasachi_94 Ай бұрын
Babi das achanti.
@hemantakumarsrichandan1181
@hemantakumarsrichandan1181 Ай бұрын
ଆରେ ଇଏ ମାନସ ଦାସ ଖାଲି ହେଁ ହେଁ କ'ଣ ହଉଛି କଥା ମଝିରେ ଏଇଟାକୁ ନ୍ୟୁଜ୍ କୋର୍ଡିନେଟର କିଏ କଲା ।?
@AnitaNayak-wu6su
@AnitaNayak-wu6su 14 күн бұрын
👏👏👏
@user-cs9nc5pk2f
@user-cs9nc5pk2f Ай бұрын
ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ
@AdityaSahu-sn3yc
@AdityaSahu-sn3yc Ай бұрын
ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।
@anandamohakuda4943
@anandamohakuda4943 Ай бұрын
Right 👍
@Kumbhakarna9
@Kumbhakarna9 Ай бұрын
Magena khia 😂😂😂
@Prasanna-892
@Prasanna-892 Ай бұрын
ବର୍ଷକୁ ୨ କୋଟି ଚାକିରି । ଘୋଷଣା ବୋଧେ ବିଜେପି ନେତାଏ ଭୁଲିଗଲେଣି ।
@tarachandpanda9481
@tarachandpanda9481 Ай бұрын
Agni veer, postal re ta pila job paichanti
@RajeshDas-mz5ci
@RajeshDas-mz5ci Ай бұрын
ଓଡିଶା ର govt କେତେ ଚାକିରୀ ଦେଲେ ସବୁ ତ ଦାଦନ ଖରାପ ଲାଗୁନି ଛି ଛି
@ashutoshpadhiary
@ashutoshpadhiary Ай бұрын
Tumaku kn ips chakiri darkarki...
@ashutoshpadhiary
@ashutoshpadhiary Ай бұрын
Anda hoijaichiki
@SouravDas-mz6jf
@SouravDas-mz6jf Ай бұрын
​@@tarachandpanda9481😂😂😂contractual chakiri nuhe regular job darkar
@GokulachandraNanda23
@GokulachandraNanda23 26 күн бұрын
ନବୀନ ପଟ୍ଟନାୟକ ହେଉଛି ସବୁଠାରୁ ବଡ଼ ହାରାମି
@babipattnaik1363
@babipattnaik1363 Ай бұрын
ବିଜେପି ଏମାନେ ହୋଉଛନ୍ତି ଘରଭଙ୍ଗା ଦଳ, ଆଗରୁ ଲୋକେ ଜାଣିଛନ୍ତି
@BharatSahu390
@BharatSahu390 Ай бұрын
Aji 100 video chhadiba kanka lata
@GobindaPanda22
@GobindaPanda22 Ай бұрын
ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।
@babunanda8558
@babunanda8558 Ай бұрын
Jay jagannath
@bibhutigouda9912
@bibhutigouda9912 Ай бұрын
ହଁ ଏଥର ପରିବର୍ତ୍ତିନ ନୂତନ ଶରକାର ଗଡିବୁ
@AdityaSahu-sn3yc
@AdityaSahu-sn3yc Ай бұрын
ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।
@tariniprasadpanigrahi2440
@tariniprasadpanigrahi2440 Ай бұрын
PANDU ra chamcha au kamadebani
@laxmidharhasda6209
@laxmidharhasda6209 Ай бұрын
ଶଳା ତମେ ମାନେ ପାଣ୍ଡୁର ଗାଣ୍ଡୀ ଚଟା କୁକୁର।ମାଗିଆ ପାଣ୍ଡୁ ଓଡ଼ିଶା କୁ ଖାଇ ସାରିଲାଣି ତଥାପି ବିଜେଡି ବିଜେଡି ହଉଛ
@rajkumardandapat1748
@rajkumardandapat1748 Ай бұрын
Right 👍
@sirazulkhan8820
@sirazulkhan8820 Ай бұрын
Right
@Himanshusekharsethi
@Himanshusekharsethi Ай бұрын
Bhai tame ete Magana khaibaku kahinki Chinta karuchha
@jyotiranjanmishra101
@jyotiranjanmishra101 Ай бұрын
ଭାଇ ତମେ ଯେତେ ନେତା ଅଛ ଆମ ଅରୁଣ ଭାଇ ହଉଚି ନେତା ଭିତରେ ନେତାଟିଏ , ଆମ ନୟାଗଡ଼ରେ ସିଏ ଯୋଉ ଭଳି ବିକାଶ କରିଛନ୍ତି ଏଇ ଭଳି କୌଣସି ନେତା କୋଉଠି କରିନଥିବେ , ବିକାଶର ଅନ୍ୟ ନାମ ନୟାଗଡ କହିଲେ ଭୁଲ ହବନି
@HaklowdaBakra
@HaklowdaBakra Ай бұрын
Maagiha Arun Gehu
@user-vn8yp8ey2s
@user-vn8yp8ey2s Ай бұрын
Dubble engine 🚂🚂🚂 odisha re.
@ajayadash8309
@ajayadash8309 Ай бұрын
Odisha aji world re no.1pandian nka pain
@ranjanparida.2692
@ranjanparida.2692 17 күн бұрын
Jay jagannath,tme thik kara pandu jau e odisha ru
@ManishKumar-743
@ManishKumar-743 Ай бұрын
ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ
@kakun63
@kakun63 Ай бұрын
First they should sell u
@bmcreation1302
@bmcreation1302 Ай бұрын
ମାଗିହା ତ ବଉ ବିଆରେ ପାଣ୍ଡିଆନ ଗେହିଁ ଛୁଆ କଲାଣି ତଥାପି ଜାଣି ପାରୁନୁ 7000କୋଟିର ମାଲିକ, କାହାର ପଇସା ଭାବିଛୁ ସବୁ ଶଳେ ଓଡ଼ିଆ ମେଣ୍ଢା
@debabratanayak5526
@debabratanayak5526 Ай бұрын
Study imf 1991 reform norms Sethi privatisation upare kan lekha heichi
@anandamohakuda4943
@anandamohakuda4943 Ай бұрын
Right 👍
@basantasahoo425
@basantasahoo425 15 күн бұрын
ରବି ଦାସ ଆଉ ଏଇ ରାଣ୍ଡି ମାନଙ୍କ ପାଇଁ ଓଡିଶା ଆଜି ଭିକାରୀ
@barshastore
@barshastore Ай бұрын
ସେ ଦୂତିୟ ଅନ୍ୟ ନେତୃତ୍ବ ସବୁ କୁଆଡେ ଗଲେ।
@dilliprana6772
@dilliprana6772 Ай бұрын
ବିଜେଡ଼ି ହାରିବା ଭୟରେ ମିଛ ପ୍ରଚାର କରୁଛି
@meherhendloom3088
@meherhendloom3088 Ай бұрын
ବିଜେପି ମାଟି କାମୁଡ଼ିବ ଓଡିଶା ରେ ଦେଖିବୁ
@EntertainmentAlok-856
@EntertainmentAlok-856 Ай бұрын
ଅରେ ଭାଇ ଯେଉଁ ମାନେ ମୋଦୀଙ୍କ ସହ ନବୀନ ପଟ୍ଟନାୟକ ଙ୍କୁ ସମକକ୍ଷ କରୁଛନ୍ତି ସେମାନଙ୍କୁ ମୋର ଏକ ପ୍ରଶ୍ନ? ୨୫ ବର୍ଷ ଶାସନ କଲଣି ଗାଁ କୁ ରାସ୍ତା ଅଛି, ଘରକୁ ଛାତ ଶୌଚାଳୟ ଅଛି ପିଇବା ପାଇଁ ପାଣି ଅଛି ଉତ୍ତର ନାହିଁ କିନ୍ତୁ ମୋଦି ଏକ ମରୁଭୂମିରେ Dolera city ତିଆରି କରିଦେଲେ ଯେଉଁଠି ଯୁବକ ମାନଙ୍କୁ ରୋଜଗାର ମିଳିବ, ନିବେଶ ଆସିବ ଭାରତ ବିକଶିତ ହେବ। ଗାଲୁଆ ଶଳା bjd ଦଳ ଆଉ କର୍ମୀ ଉତ୍ତର ଦିଅ
@rajkumardandapat1748
@rajkumardandapat1748 Ай бұрын
Balo ta heba 10 barsa vitore 20core job modi dei dela,
@user-ud1lp4oh5t
@user-ud1lp4oh5t Ай бұрын
Tame dela jataka industries hela jau nijukti milila kaha pai
@ramaniranjanmohapatra6380
@ramaniranjanmohapatra6380 18 күн бұрын
Marubhumire rahucha bodhe.
@UttamDas-lm6rk
@UttamDas-lm6rk Ай бұрын
ପ୍ରଧାନମନ୍ତ୍ରୀ କ'ଣ ଓଡ଼ିଶା ଲୋକଙ୍କ ପଇସା ରେ ଦରମା ନେଉନାହାନ୍ତି ? ବିଜେପି ପ୍ରବକ୍ତା home work କରି ଆସନ୍ତୁ।
@anantaswain6117
@anantaswain6117 Ай бұрын
ରବି ଦାସ ଓଡିଶାର କଉଁ ଉପକାରିତା ସାମ୍ବାଦିକ ଜନସାଧାରଣ ଙ୍କ ପାଁଇ କି ଉପକାର କରିଛନ୍ତି
@deepenkumarsahu2047
@deepenkumarsahu2047 Ай бұрын
ଡର ଆସିଗଲାଣି କାଳେ bjp, ସରକାର ଭାଙ୍ଗିଦେବ
@AdityaSahu-sn3yc
@AdityaSahu-sn3yc Ай бұрын
ସବକା ସାଥ୍‌, ସବକା ବିନାଶ ଏହା ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ
@gabakshyanayak5748
@gabakshyanayak5748 Ай бұрын
The great pandian sir.
@shaiili6204m
@shaiili6204m Ай бұрын
ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM, Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ। ଜୟ ଜଗନ୍ନାଥ🙏🏻
@anandamohakuda4943
@anandamohakuda4943 Ай бұрын
Jay jagannath 🙏🙏🙏 Jay BJD
@SwayamSantosh4u
@SwayamSantosh4u Ай бұрын
ଲୋକେ ଦେଖୁଛନ୍ତି ନବୀନ ପଟନାୟକର ବଳ ବୟସ ଆଉ ନାହିଁ, ନିଜେ କଣ କହୁଛି ସେ ନିଜେ ଜାଣିପାରୁନି। ପାଣ୍ଡିଆନ ଯାହା କୁହଉଛି ନବୀନ ପଟନାୟକ ତାକୁ ବି ଠିକରେ କହି ପାରୁନି। ଭାଷଣ ଦେବା ତ ଦୂରର କଥା। ଶଳେ ଲୋକେ ଏ ସବୁ ନିଜ ଆଖିରେ ଦେଖୁଛନ୍ତି। ତଥାପି ଯଦି ମାଗିହେ ନବୀନ ପଟନାୟକକୁ ମୁଖ୍ୟମନ୍ତ୍ରୀ କରେଇକି ଜଣେ ତାମିଲ ଲୋକଠୁ ଶାସିତ ହେବାପାଇଁ ଭୋଟ ଦେବେ, ତାହେଲେ ଏ ଓଡ଼ିଆ ଜାତିକୁ ଭଗବାନ ଆସିଲେ ବି ରକ୍ଷା କରି ପାରିବେ ନାହିଁ।
@GangaramBishi
@GangaramBishi Ай бұрын
Right
@santoshbarik1143
@santoshbarik1143 Ай бұрын
We want change in odisha, Madam
@hi-yx8fc
@hi-yx8fc Ай бұрын
Pandian is the stepin of Naveen bhai
@Raudysha5714
@Raudysha5714 Ай бұрын
କୋଭିସିଲଡ଼ ଭାକସିନ ବିଷୟରେ ବିଜେପି କାହିଁକି କିଛି କହୁନାଇଁ କୋଟି କୋଟି ଲୋକକୁ ହାର୍ଟଫେଲ, ବ୍ରେନଡେଡ, ଭଳିଆ ବଡ଼ବଡ଼ ରୋଗ ଦେଇ ମରଣ ମୁହଁ କୁ ଠେଲି ଦେଇ ବଡ଼ ବଡ଼ ଭାଷଣ ମାରୁଛନ୍ତି ଯେତେବେଳେ କୋଭିସିଲଡ଼ ଭାକସିନ ବନେଇବା କମ୍ପାନୀ ତାର ଭୁଲ ମାନିଲା ସେତେବେଳେ ଫୋଟ ଗାଏବ
@asokbehera1874
@asokbehera1874 Ай бұрын
Sata katha ta bhai
@dusmantakumarpradhan4101
@dusmantakumarpradhan4101 Ай бұрын
Tu banchi chhuna 😅
@ConfusedCardinal-gp3dr
@ConfusedCardinal-gp3dr Ай бұрын
Biren Mitra bhali aama pandian sir Naveen babu Jindavad 💚💚💚💚💚💚🙏
@dillipkumarsingh5515
@dillipkumarsingh5515 Ай бұрын
ଭାଇ ଆପଣ ପାଖରେ ଯଦି ହିସାବ ଦେବେ
@ConfusedCardinal-gp3dr
@ConfusedCardinal-gp3dr Ай бұрын
BJD 121+
@GirlSweety-yl5bk
@GirlSweety-yl5bk Ай бұрын
Win BJD
@bijayanaik4597
@bijayanaik4597 Ай бұрын
You are wrong
@ashutoshpadhiary
@ashutoshpadhiary Ай бұрын
Tamil kayam raha.....
@Brainybudsstudio
@Brainybudsstudio Ай бұрын
When everyone is going against one person and attacking him that means he is in right path of success.
@mrutunjaymohanty8262
@mrutunjaymohanty8262 Ай бұрын
ସୁଲୋଚନା ଦେବୀ ପାଡୁକିଣାଚାକର
@jullysamal6626
@jullysamal6626 Ай бұрын
ବିହାରୀ ପାଦ ଚଟା ତୁ
@rabindrasahoo1394
@rabindrasahoo1394 Ай бұрын
Who is sulata De Sulata de is Tamil pandu pet in Tamilnadu 😊
@Aviator_7940
@Aviator_7940 Ай бұрын
😂😂😂😂
@santoshbehera1687
@santoshbehera1687 22 күн бұрын
ଭାରତର ବଂଶଧର ହୋଇ ଯଦି ଇଂଲଣ୍ଡ ର ପ୍ରଧାନ ମନ୍ତ୍ରୀ ହୋଇପାରୁଛନ୍ତି ତାହାଲେ ପାଣ୍ଡିଆନ ବାବୁ ଏଠି ମୁଖ୍ଯ ମନ୍ତ୍ରୀ ହେଲେ କେଉଁଠି ଅସୁବିଧା ଅଛି । ଯଦି ବି ସେ ହୁଅନ୍ତି ତା ହେଲେ ଆମ ମାନଙ୍କର ଅଯୋଗ୍ୟ ପଣିଆ ହେତୁ ହେବେ । ନୁତନ ପରିକଳ୍ପନା ଆଣନ୍ତୁ । ଅଯଥା କଥା କହି ସାଧାରଣ ଙ୍କ ମନରେ ପ୍ରଶ୍ନ ଆଣନ୍ତୁ ନାହିଁ ।
@manasmohanty2711
@manasmohanty2711 Ай бұрын
Aam mukhyamantri continuous 10 minute press mit dei paribe ki?
@asishpradhan7587
@asishpradhan7587 Ай бұрын
Only ନବୀନ ପଟ୍ଟନାୟକ ସାର୍
@biswamohanswain9069
@biswamohanswain9069 Ай бұрын
Nabin Babu nkara au Bala pauni
@BLPlus6940
@BLPlus6940 Ай бұрын
ପ୍ରଶ୍ନ ଗୁଡିକୁ ବି ଟିକେ ନ୍ୟୁଜ କର ବିଜେପି ନେତା ଓ ତୁମ ମୁହଁରେ କାଳି ବୋଳିବେ ସାଧାରଣ ଜନତା...😀😀😀 ୧-2 କୋଟି ନିଯୁକ୍ତି କୁଆଡ଼େ ଗଲା..?? ୨-15 ଲକ୍ଷ କୁଆଡେ ଗଲା..?? ୩- ସବୁ କଳାଧନ କୁଆଡେ ଗଲା..?? ୪-100 ଟା ସ୍ମାର୍ଟ ସିଟି କୁଆଡେ ଗଲା..?? ୫-ପେଟ୍ରୋଲ ଦାମ କେତେ ଥିଲା କେତେ ହେଲା..?? ୬-ଡିଜେଲ ଦାମ କେତେ ଥିଲା କେତେ ହେଲା..?? ୭-LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା..?? ୮-ଉଜ୍ୱଳା ଯୋଜନା ପ୍ରହସନ ନୁହେଁ କି..?? ୯-ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା..?? ୧୦-ରାଫେଲ ଦୁର୍ନୀତି କିଏ କରିଛି..?? ୧୧-Air india କୁ କିଏ ବିକିଲା ଓ କାହିଁକି..??
@anandamohakuda4943
@anandamohakuda4943 Ай бұрын
Right 👍
@MohanGond-lq7fp
@MohanGond-lq7fp Ай бұрын
Monika guarantee Rahul ka Runa headache but Nabin only development
@arjunpangijindabad6747
@arjunpangijindabad6747 Ай бұрын
ଜୟ ଜଗନ୍ନାଥ 🙏🙏❤️
@madhabapatra8919
@madhabapatra8919 Ай бұрын
Odisha re only BJD Jay Naveen 🌹🙏💐💐
@meherhendloom3088
@meherhendloom3088 Ай бұрын
ବିଜେପି ର ମୁଖ ପାତ୍ର କୁ ମୋର ଅନୁରୋଧ ମୋଦୀ ଗେରେଣ୍ଟି କଣ ତୋ ମୋଦୀ ଘଇତା କୁ କହିବୁ କଣ ପୂରଣ କରିଛି ଶଳା ମାଗିହା 1500000 କେବେ ପୂରଣ ହେବ
@user-sf9ur8mh6y
@user-sf9ur8mh6y Ай бұрын
Bhai tanku bharatiya janata pati na kahi belajya jatra pati kahiba dara kar
@AkeshKumarmahakur-cb5eg
@AkeshKumarmahakur-cb5eg Ай бұрын
Chuhi bu pandu ra ta hen tur lagi nta hau chhu tui kichhu rum chhat kari nai paru bujhu lu Jay Shri Ram Jay Modi
@Dasjyoti421
@Dasjyoti421 Ай бұрын
Change is inevitable 💐👍
@Susantadas-ut9nx
@Susantadas-ut9nx Ай бұрын
ସିଏ କିଏ ନବୀନ ବାବୁ କ'ଣ ମରିଗଲେକି ଏଥର ଲଢ଼େଇ ମା' ଆଉ ମାତୃଭୂମିର
@hadibandhubiswal1869
@hadibandhubiswal1869 Ай бұрын
ସିଏ ତୋ ଘଇତା । ତୁ ତା ରକ୍ଷିତା ମାଇପ । ଧର୍ମେନ୍ଦ୍ରଟା ବି ଶିଖଣ୍ଡୀ ।
@SwabhimanOdia93
@SwabhimanOdia93 Ай бұрын
Thik jalan
@user-rm1jm9ft4i
@user-rm1jm9ft4i Ай бұрын
ନିଜ ପୁଅ ନିଜ ସମ୍ପତି ର ମାଲିକ ନା ଆଉ କିଏ, ଓଡ଼ିଶା ରେ କଣ ପୁରସ ଲୋକ ନାହାନ୍ତି କି ନବୀନ ବାବୁ ଜଣେ ବାହାର ଲୋକ ଙ୍କ ସାହାରା ନେଉଛିନ୍ତି
@user-zc4ec4qk8z
@user-zc4ec4qk8z Ай бұрын
Bhai nabeen janichanti je odisa jete mp mla achhanti lahari v odisaku chalaibara mundanahi Mane dimag so pandian au apajita ta bihari Dharmendra hela koila cr toh odisa ku sambhaliba kie nabeen janichanti je pandian pari vejja kahari nahi . Au p panigrahi kichi kamanahi Khali lekhata chidiba bala chidiba .jitiba sankha n next cm pandian
@meherhendloom3088
@meherhendloom3088 Ай бұрын
ତୋର ପୁଇତ ଟା ଫାଟିଗଲା
@PujaKumari-xe6kc
@PujaKumari-xe6kc Ай бұрын
ବିଜେପି ପାଇଁ ସବୁଠୁ ବଡ ଆଲର୍ଜି କଣ ଜାଣନ୍ତି, ଚାକିରି
@ashutoshpadhiary
@ashutoshpadhiary Ай бұрын
Chaki chaki kn haucha mo....thik se padhithile chakiri miliba hele jal education re chakiri asiba kemiti
@SethyBabuthepowergn5hy
@SethyBabuthepowergn5hy Ай бұрын
ଏ ଶଳେ ମୁହଁ କାହିଁକି ଦେଖଉଛନ୍ତି ବୁଝା ପଡୁନି
@chetanbehera1596
@chetanbehera1596 Ай бұрын
Odisha re bjp hatiba
@bhabagrahikaran5287
@bhabagrahikaran5287 Ай бұрын
Tume neta gharapaicha
@manoj6726
@manoj6726 Ай бұрын
Rabi das gote sambadika asarapa gote chadhei.
@rjsoy4432
@rjsoy4432 Ай бұрын
ପାଗଳ ଟା 😂
@chandrakantasethi9646
@chandrakantasethi9646 Ай бұрын
କାର୍ତ୍ତିକେୟ ପଣ୍ଡିୟନ୍ ବାବୁ ହେଉଛନ୍ତି। ଓଡ଼ିଶାର ନୂତନ ନିର୍ମାଣ ପାଇଁ ସାରଥୀ।
@Kumbhakarna9
@Kumbhakarna9 Ай бұрын
First English ebee Tamil sasana odia loka transgender sabu 😂😂😂
@niranjanpanda8574
@niranjanpanda8574 Ай бұрын
ତାମିଲବାବୁ ୩ୟ ଧନୀ, ତାମିଲ କଣ୍ଟାକ୍ଟର ମାଧମରେ ଲୁଟ ଚାଲିଛି । ଖଣିଲୁଟ , ଚିଟଫଣ୍ଡ, ୫ଟିକୁ ପେଟ ପୁରିଲାନି ଶେଷରେ ପ୍ରଭୁ ଜଗନ୍ନାଥ ଜମି ବେଦାନ୍ତକୁ ଦେଲେ ।ଚାଉଳ ଆଦାୟ କଲେ। ଏ ବେସରମ ଓଡିଆ ତାମିଲ ପାଦ ଚାଟିବେ।
@AkashCivilServicesPoint
@AkashCivilServicesPoint Ай бұрын
ଆଜି ଓଡିଆ ଅସ୍ମିତା ବାସ୍ତବରେ ପରାଜିତ କ'ଣ ଆମ ଓଡ଼ିଶାରେ କେହି ଓଡ଼ିଆ ପୁଅ / ଝିଅ ନାହାନ୍ତି ଓଡ଼ିଶାକୁ ଚଳେଇବା ପାଇଁ I
@user-rv8pk6tf2k
@user-rv8pk6tf2k Ай бұрын
Sulata mem.. apna kar neta sabu bikri huanti ki😊
@prafullakumarraut8835
@prafullakumarraut8835 Ай бұрын
ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ?
@anandamohakuda4943
@anandamohakuda4943 Ай бұрын
Bjd
@user-ul9ey7ot2p
@user-ul9ey7ot2p 22 күн бұрын
ବିଜେଡି ବାଉଳା ରାଗେର ଓଟ ଭଳି କଂଟାଗଛ ଚୋବୋଉଛି ଆଉ ନିଜ ରକ୍ତ ଖାଇ ଖୁସି ହେଉଛି
@chinmayamahunta8255
@chinmayamahunta8255 Ай бұрын
Jay Jagannath 🙏🙏 Jay Pandiyan 🙏🙏 My heart is Pandiyan 🙏🙏 Jay Naveen Patnaik 🙏🙏 Jay Pandiyan 🙏🙏 Jay Pandiyan 🙏🙏
@somuskofficial2084
@somuskofficial2084 Ай бұрын
୧୨୮+ ନୁହେଁ ଏଥର ବିଜେଡି ୪୮/ ୫୮ ରେ ଅଟକିବ ଜୁନ ୪ ରେ ଦେଖିବ
@soumyaranjan9060
@soumyaranjan9060 Ай бұрын
Bala na
@user-nt4vl6yp3g
@user-nt4vl6yp3g Ай бұрын
ସେ ଟାକୁ ଓଲଟେଇ ଦିଅ ସେଟା ହୁଏତ bjp ra ହୋଇପାରେ।
@milandash4705
@milandash4705 Ай бұрын
Bjd 50 parei bani...😅😅
@pauldigi8867
@pauldigi8867 Ай бұрын
BJD madam ତମକୁ ଟିକେ ଲାଜ ଲାଗୁନି, ନବୀନ ଆଉ କିଛି କାମ କରି ପାରୁନାହାନ୍ତି, ଆଉ କେହି ପାରୁନି,ସେ ବୁଢା ହେଲେଣି, ତାମିଲ ଗୁହ ଖାଇବାକୁ ଇଛା ହେଉଛି। ଓଡ଼ିଆ ହୋଇ କି ଓଡ଼ିଆ ନେତା front line ରେ ରହି ପାରିଲ ନାହିଁ, ତମେ ଏତେ ତଳିଆ ଲୋକ, ନବୀନ ର ଯଦି ଏତେ ଦମ୍ ଅଛି କି କେବେ ଥୋର 20 ବର୍ଷରେ କେତେ ତୋର ଓଡ଼ିଆରେ pressmet କରିଛନ୍ତି, ଲୋକଙ୍କ କେତେ ଥୋର openly କଥା ହୋଇଛନ୍ତି ans ଦିଅ
@rajkumardandapat1748
@rajkumardandapat1748 Ай бұрын
Modi kn pressmet deichi.
@pauldigi8867
@pauldigi8867 Ай бұрын
@@rajkumardandapat1748 modi kn amora cm ki? Ame politics karunu ki interest b nhi hele apana tike vabsntu cm hoi kete thora lokanka pakha ku asi ground zero ru lokanka saha katha hoi chanti ki? Tankara au kahibara energy b nhi. BJD dala kharap nuhe, naveen ra au energy nhi. Sasana chaleiba ku.
@ramaniranjanmohapatra6380
@ramaniranjanmohapatra6380 18 күн бұрын
Please tell the truth against anyone.
@reetap4008
@reetap4008 27 күн бұрын
Plz BJP ଵାଲେ ଓଡ଼ିଶା ଛାଡ଼ି ଜଲଦି ଯାଅ 😡😡 ଆମ BJD ଦଳ ବହୁତ୍ ଭଲ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର ଉଚ୍ଚ ଶିକ୍ଷିତ ଅଟନ୍ତି ସେ ଶାନ୍ତ ସରଳ ଅଟନ୍ତି ତାଙ୍କ ଉପରେ ଆମର ଭରଷା ଅଛି ରହିବ ମଧ୍ୟ 🙏🙏🙏
@worldsculture1841
@worldsculture1841 Ай бұрын
Pandian is the god of odisha ❤️
@allodiatech1913
@allodiatech1913 Ай бұрын
110% ବଜେପି ହରିବ
@TillottamaSahoo022
@TillottamaSahoo022 Ай бұрын
Right
@chandanpradha2514
@chandanpradha2514 Ай бұрын
Bala na 😅
@ashokkumarmohanta3081
@ashokkumarmohanta3081 Ай бұрын
ତାମିଲ ର ତଳ chhata
@phalgunibhuyan3881
@phalgunibhuyan3881 Ай бұрын
The Dadan industry is odisha. Mass exodus of skilled guys to outside
@user-sf9ur8mh6y
@user-sf9ur8mh6y Ай бұрын
Bjp_belajya jatra pati
@MaheswarJena-ed6db
@MaheswarJena-ed6db Ай бұрын
ବିଜେଡି ଦଳ ହତାସ. ହେଲାଣି. ତୋ
@educationfun1977
@educationfun1977 Ай бұрын
medam apanaka ra post ta kn j
@Tandikana
@Tandikana Ай бұрын
ଓଡିଶାରେ ସରକାର ପରିବର୍ତ୍ତନ ଦରକାର 25 ବର୍ଷ ଶାସନ କାଳରେ କଣ ଓଡ଼ିଆ ପୁଅ ମିଲିଲାନାହି ତାମିଲ୍ ହାତରେ ଓଡ଼ିଶା
@SudhansuSwain-cm4gi
@SudhansuSwain-cm4gi Ай бұрын
ବିଜେଡି ଏବେ ଭାଙ୍ଗି ସାରିଛି,ତାଙ୍କ ଦଳରୁ ଅନେକ ନେତା ମନ୍ତ୍ରୀ ଇସ୍ତଫା ଦେଇ ସାରିଲା ପରେ ଆଉ କଣ ପ୍ରମାଣ ଦେଇ ହବ
@laxmipriyasahoo6706
@laxmipriyasahoo6706 Ай бұрын
ନବୀନ କିଛି କହନ୍ତି ନାହିଁ କିନ୍ତୁ ଏଥର କାହିଁ କହୁଛନ୍ତି କଣ ବିଜେପି କୁ ଦେଖି ଛାନିଆ
@user-zc4ec4qk8z
@user-zc4ec4qk8z Ай бұрын
Madam Naveen janichaanti odisare jete mp mla achhanti lahari v Munda nahin odisa ku chaleibara so pandian
@moodisha7635
@moodisha7635 Ай бұрын
Naveen pattanayak chup rahigale kukura mane kemiti bhukibe
@adityarecipe8917
@adityarecipe8917 Ай бұрын
Tate gandi maruchanti
@just4funindia869
@just4funindia869 Ай бұрын
ବିଜୁ ଜନତା ଦଳ ନବୀନ ବାବୁ ଙ୍କ ଯାହା ବୟସ ସେ ଦୃଷ୍ଟିରୁ ନବୀନ ଙ୍କ ପରେ ବିଜେଡି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଆପଣ ନିଜେ ତାଙ୍କ ଉତ୍ରାଧିକାରୀ ବୋଲି ଘୋଷଣା କରି ନିର୍ବାଚନ ଲଢ଼ 5% ଭୋଟ ପାଇବନି 5
@tapasdash4451
@tapasdash4451 Ай бұрын
ହାଁ
@binodkumarbarik4075
@binodkumarbarik4075 Ай бұрын
Gumasta is Vairav Pandiyan
@arunmishra-gn2ts
@arunmishra-gn2ts Ай бұрын
Kartikeyan pandian but not kartik pandia
@environmentCriator05
@environmentCriator05 Ай бұрын
ଓଡ଼ିଶା ରେ ଲୋକଙ୍କର ଅଭlବ୍ VKପଣ୍ଡିଆନ ,ତୁମ କଣ ଓଡିଶା ମେଣ୍ଢା BJD ଦଳକୁ ଚରେଇବ ଛି ଛି ବେହିଆକୁ ଲାଜ ନାହିଁ
How to bring sweets anywhere 😋🍰🍫
00:32
TooTool
Рет қаралды 50 МЛН
В ДЕТСТВЕ СТРОИШЬ ДОМ ПОД СТОЛОМ
00:17
SIDELNIKOVVV
Рет қаралды 4 МЛН
Just try to use a cool gadget 😍
00:33
123 GO! SHORTS
Рет қаралды 77 МЛН
i'm s0rry (feat. SUNOFMOE) (DNB Remix)
1:38
NeuWorld - Topic
Рет қаралды 16
🔵 Unveiling The Truth With Advocate Piku Patnaik || Kanak News
21:44
🔵 Unveiling The Truth With Politician Sura Routray || Kanak News
25:06
How to bring sweets anywhere 😋🍰🍫
00:32
TooTool
Рет қаралды 50 МЛН