Will BJD Be Able To Release Itself From Shah's Trap? | Nirbhay Gumara Katha

  Рет қаралды 255,331

Nirbhay

Nirbhay

4 ай бұрын

Will BJD Be Able To Release Itself From Shah's Trap? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: kzfaq.info/love/_Sk...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Пікірлер: 435
@puneshsenapati4969
@puneshsenapati4969
ହେ ନବୀନ ବାବୁ; ଆପଣ ହେଉଛନ୍ତି ଆଧୁନିକ ଓଡ଼ିଶା ଓ ମଧ୍ୟବର୍ତ୍ତୀକାଳୀନ ଓଡ଼ିଶାର ଇତିହାସ କୁ ଅତି ସୁନ୍ଦର ଭାବରେ ତଥ୍ୟ ପୂର୍ଣ୍ଣ ଭାବେ ଉପସ୍ଥାପିତ କରିଥିବାରୁ ଜଗନ୍ନାଥଙ୍କ ଅପାର ଆଶିର୍ବାଦ ଆପଣଙ୍କୁ ପ୍ରାପ୍ତ କରନ୍ତୁ।
@kalpanadash5745
@kalpanadash5745
ଅନେକ ରହସ୍ୟ ଉପସ୍ଥାପନ ଅତି ଚାମତ୍କର
@rabindrarath9474
@rabindrarath9474
ବହୁତ ଉଚ୍ଚକୋଟୀ ଐତିହାସିକ ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଦୀର୍ଘାୟୁ କରି ରଖି ଥାଆନ୍ତୁ
@sitarammishra4824
@sitarammishra4824
ସାର୍ ନମସ୍କାର, ଏ ତଥ୍ଯ ଓଡ଼ିଶାବାସୀଙ୍କୁ ବହୁତ ଉପାଦେୟ ହେବ।
@diptimanmohanty133
@diptimanmohanty133
ଆପଣଙ୍କର ଉପସ୍ଥାପନା ଅନେକ ଉପାଦେୟ.।ଧନ୍ୟବାଦ sir
@Krusnakalchuralpogram
@Krusnakalchuralpogram
ବହୁତସୁନ୍ଦର ଉପସ୍ଥାପନା. ଧନ୍ୟବାଦ
@bulusethy9220
@bulusethy9220
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@anadicharansamal7033
@anadicharansamal7033
ବିଜୁ ବାବୁଙ୍କ ବିଷୟରେ ବହୁ ଅଜଣା ତଥ୍ୟ ସାର୍ବଜନିନ କରିଥିବାରୁ ଅଶେଷ ଧନ୍ୟବାଦ।
@nrushinghnathsahu1630
@nrushinghnathsahu1630
ବିଜୁ ବାବୁଙ୍କ ବିୟୋଗ ସମୟରେ ତାଙ୍କ ପରିବାର ର କେହି ନଥିଲେ, ଦିଲୀପ ରାୟ ନିଜ ପୁଅ ଝିଅ ଙ୍କ ଠାରୁ ଅଧିକ ଥିଲେ
@AlineOp
@AlineOp
ଧନ୍ୟବାଦ ଆପଣଂକ ଉପସ୍ଥାପନା
@manojkumarparida8697
@manojkumarparida8697
Beautiful analysis, people of Odisha should know all this.
@ramapanda9832
@ramapanda9832
କେହି ନ ଥିଲେ. ଏକ ମାତ୍ର ଦିଲ୍ଲୀପ ରାୟ
@dr.pradeeptarai3422
@dr.pradeeptarai3422
ଅପ୍ରିୟ ସତକଥା। ବହୁତ ଭଲଲାଗିଲା। ଧନ୍ୟବାଦ। ନବୀନ ବାବୁ
@drashokkumardhal6936
@drashokkumardhal6936
ଷଡଯନ୍ତ୍ରରୁ ଉତ୍ପତି ଷଡ଼ଯନ୍ତ୍ରରେ ଲୀନ
@bnmcreations4670
@bnmcreations4670
ଧନ୍ୟବାଦ sir ସୁନ୍ଦର ଉପସ୍ଥାପନ, ଏ ସବୁ ସତ ସାରା ଓଡିଶା ବାସି ଜାଣିବା ଦରକାର
@saratsahoo268
@saratsahoo268
କେତେକ ଅନାଲୋଚିତ ଦିଗକୁ ଆପଣ ଲୋକ ଲୋଚନ କୁ ଆଣିବାରେ ସାହସ ଦେଖାଇ ଥିବାରୁ ମୁଁ ଆପଣଙ୍କୁ ସଲାମ କରୁଛି।ରାଜନୀତି ରେ ରୁଚି ରଖି ଥିବାରୁ ସେ ସମୟର ଗଣମାଧ୍ୟମ ରୁ କିଛି କିଛି ଜାଣିଛି କିନ୍ତୁ ଆହୁରି ବହୁତ୍ କଥା ରହିଗଲା।ତାହା ଜଣାଇବାକୁ ମୋର ଅନୁରୋଧ।
@kamalakantadas6050
@kamalakantadas6050
ପ୍ରବାଦ ପୁରୁଷ , ଇଣ୍ଡୋନେସିଆ ର ଭୂମିପୁତ୍ର,ଓ,"ବିନିତମ୍ ଯୋଷୋ ଉତ୍ତମମ୍ "ସମ୍ମାନର ଅଧିକାରୀ ବିଜୁ ବାବୁଙ୍କୁ ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଂଜଳି 🙏
@manjupravamishra8000
@manjupravamishra8000
ଜୟ ଶ୍ରୀ ଜଗନ୍ନାଥ 🌹🙏।
@aniruddhamishra9718
@aniruddhamishra9718
ବିଜେଡି ଦଳ ଏବେ ଦୁଇ ଟି ମୁଖ୍ୟମନ୍ତ୍ରୀ ରେ ଚାଲୁଛି
@arunkumarsutar3801
@arunkumarsutar3801
ସମ୍ପୁର୍ଣ୍ଣ ସତ୍ୟ , ଜୟ ଜଗନ୍ନାଥ
Best KFC Homemade For My Son #cooking #shorts
00:58
BANKII
Рет қаралды 64 МЛН
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 41 МЛН
Playing hide and seek with my dog 🐶
00:25
Zach King
Рет қаралды 33 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 180 М.
Best KFC Homemade For My Son #cooking #shorts
00:58
BANKII
Рет қаралды 64 МЛН