୨୪ ବର୍ଷ ଧରି ବିଜେଡିରେ ପାଦ ଚାଟୁଥିଲେ ଦିବ୍ୟସିଂହ ଦେବ

  Рет қаралды 208,246

City Reporter

City Reporter

4 күн бұрын

#viralpost #purimaharaj #ganapati #divyasinghdeo #jagannathtemple #templecity #purijagannadh #rathayatra #slatbooking #odia #jagannath #bigbreaking #contervarsy #naveenpatnaik #vkpandian

Пікірлер: 833
@chakradharswain9603
@chakradharswain9603 2 күн бұрын
ଆମ ଓଡ଼ିଶା, ଆମ ଦେଶ, ଆମ ଠାକୁର, slat କଥା ଉଠୁଛି କେଉଁଠି ? ❤️👍👍👍
@BijayBijay-ek7wb
@BijayBijay-ek7wb 2 күн бұрын
Bhai jay jagannath
@nectar000
@nectar000 2 күн бұрын
Jagata ra natha nku Tame book kriki rakhicha bodhe aan emiti Katha kahucha , slot book karibani kintu lamba line thile lancha deiki bhitaraku paleiba
@nilakanthgouda
@nilakanthgouda 2 күн бұрын
@@chakradharswain9603 absolutely right 👍
@puspabhanusamantaray7877
@puspabhanusamantaray7877 2 күн бұрын
Raja gandi re darkar
@user-mb5kh1qh4q
@user-mb5kh1qh4q Күн бұрын
@@chakradharswain9603 slot booking hele galali kamiba.Na hele dalachakata hoi mariba
@user-sm1mv6ds4h
@user-sm1mv6ds4h 2 күн бұрын
ରାଜାଙ୍କର ଏଭଳି ମନ୍ତବ୍ୟରେ ଭକ୍ତଙ୍କ ମନକୁ କୁଠାରାଘାତ କରୁଛି । ଏଭଳି ହେଲେ ରାଜାଙ୍କୁ କେହି ସମ୍ମାନ ଦେବେ ନାହିଁ ।
@amareswarswain8261
@amareswarswain8261 2 күн бұрын
@@user-sm1mv6ds4h pua tuta murkha ta Raja nku nka to bapa bachhichhi
@shivarampradhan8049
@shivarampradhan8049 2 күн бұрын
@@amareswarswain8261 tu mghia ti bada pandita Sethi pain ta gote sentence bi thik se lekhi parunu 12 bandia chua maghia
@DronieeEye
@DronieeEye Күн бұрын
Puri Raja nku ame 2nd jagannath kahu tame Mane tanku eia kahucha
@thecflofdas
@thecflofdas Күн бұрын
To pachha fatuchi naa 😂😂😂 Thakura Raja nku asanmana karauchu Jaa Tora sabu anartha haba Kula buda chhatarakhia 🖕
@asitmohanty8492
@asitmohanty8492 Күн бұрын
ଏମିତିବି ତାଙ୍କର କି ସମ୍ମାନ ଯେ? ବିଜେଡିର ପୃଷ୍ଠପୋଷକ।
@gobindachandranayak9576
@gobindachandranayak9576 2 күн бұрын
ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ପ୍ରକୃତରେ ଓଡ଼ିଆ ରକ୍ତ ପ୍ରବାହିତ ହଉଛି
@AmiyaSc
@AmiyaSc 2 сағат бұрын
@@gobindachandranayak9576 😁😁😁😁😁😁😁😁😆😆
@tutubishwas5652
@tutubishwas5652 2 күн бұрын
Right 🙏🏻 ମାନିଗଲି ଭାଇ great
@hemendrasingh2043
@hemendrasingh2043 2 күн бұрын
ଭାଇନା ବହୁତ ଭଲ କଥା କହିଲେ ମନକୁ ଛୁଇଁଲା
@BabaJCBBaba-e8w
@BabaJCBBaba-e8w 2 күн бұрын
Bravo ... Bravo my dear ... 👍 ଜଗନ୍ନାଥଙ୍କୁ ଡଲା ଅଟୋରେ ବୁଲେଇ ଭିକ ମାଗିଲା ବେଳେ ରାଜା କାହିଁ ପଦେ ତ ଆପତ୍ତି କରିନଥିଲେ,,,,,
@santoshkumarpanda6201
@santoshkumarpanda6201 2 күн бұрын
@@BabaJCBBaba-e8w right bro
@user-vb9zc9md3b
@user-vb9zc9md3b 2 күн бұрын
Agree👍🏻
@Humanity299
@Humanity299 Күн бұрын
Video ଦେଖିଲେ ସିନା ଜାଣିବ 😂😂😂 ସେ କହିଥିଲେ - BJD ର ଚାଉଳ ମଗାରେ ପୁରୀ ପ୍ରଶାସନ ତରଫରୁ ଅନୁମତି ନ ଥିଲା
@SoudaminiPanda-of2pn
@SoudaminiPanda-of2pn Күн бұрын
Odisha Raja bhari swarthapar se kichhi kahibeni kale aduare padijibe.
@nilendrisahoovlogs312
@nilendrisahoovlogs312 Күн бұрын
​@@Humanity299han se nije nija mundaru dosa khasei deithile but kahaku dosi boli kahi nathile.....jouta kahiba kathal😢
@prasantapanda1703
@prasantapanda1703 2 күн бұрын
ରାଜା ସେତେବେଳେ ବିଜେଡିର ଓ ନବୀନର ଚାଟୁଥିଲେ
@AbhiKumar-do3rr
@AbhiKumar-do3rr 2 күн бұрын
@@prasantapanda1703 Tame kahara chatu thila 🤣 Laguchi tame converted Panda hae thiba 😂 Jie Chalanti Narayana nku emiti apaman karuchi sea kemiti Brahmana hae thiba jana paduchi
@prasantapanda1703
@prasantapanda1703 2 күн бұрын
@@AbhiKumar-do3rr ମୁଁ ତୋ ଭଉଣୀ ବିଆକୁ ଚାଟି ଚାଟି ତୋ ଭଉଣୀକୁ ପୁରା ଗରମ କରି ଗେହୁଥିଲି
@brajakisoremohanty3723
@brajakisoremohanty3723 2 күн бұрын
Odisa itihasa re Puri namaka eka rajya nathila, tenu Puri Raja lekhiba, bhul .(B k mohanty,Puri )
@AbhiKumar-do3rr
@AbhiKumar-do3rr 2 күн бұрын
@@prasantapanda1703 Tama bhauni ra saeta nahi au kn achi bodhe 🤣 Tu kemiti Panda jana paduchi to bhasa ru 😂
@AbhiKumar-do3rr
@AbhiKumar-do3rr 2 күн бұрын
@@prasantapanda1703 Mo bhauni tama Bou ba 🌝
@sumantabhoi1492
@sumantabhoi1492 2 күн бұрын
ଠିକ କଥା କହୁଛ ଭାଇ, ଗଜପତି ବି ବିଜେଡି ପାରଟି ର
@hariharapanigrahy
@hariharapanigrahy Күн бұрын
@@sumantabhoi1492 ଜଗନ୍ନାଥ ଙ୍କୁ କାହିଁକି ଛାଡ଼ି ଦେଲେ ????
@tukunabehera8932
@tukunabehera8932 2 күн бұрын
ପାଣ୍ଡିଆନ ଗୋ ମାଂସ ଖାଇଥିବା କମିଆ ଜାନି କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲା ତୋ ରାଜା ସେତେବେଳେ କୋଉଠି ଶୋଇଥିଲା ସେତେବେଳେ shirt booking କରିନଥିଲେ କାହିଁକି ପୁରୀ ମହା ରାଜା କୁହନ୍ତୁ
@user-fc2kf1kw5n
@user-fc2kf1kw5n 2 күн бұрын
ପ୍ରକୁତରେ ବିଜେଡି ସରକାର ଥିଲା ସମୟରେ ଆମ ରାଜା ଯାହା ବି କିଛି ପ୍ରତିକ୍ରିୟା ଦେଉଥିଲେ ଲାଗୁଥିଲା ସେ ଯେମିତି କାହା କୁ ଡରୁଥିଲେ
@user-en1uk5xs1n
@user-en1uk5xs1n 2 күн бұрын
ଧନ୍ୟବାଦ ଭାଇଙ୍କୁ, ଆପଣଙ୍କ କଥା ସମସ୍ତ ଓଡ଼ିଆଙ୍କ ହୃଦୟକୁ ଛୁଇଁଲା ଭଳି 🙏🙏🙏ଜୟ ଜଗନ୍ନାଥ
@shyama4185
@shyama4185 2 күн бұрын
ଠିକ କଥା ସ୍ଲଟ ଓଡିଶା ବାସି କରିବେ ନାହିଁ
@raghumaninayak9593
@raghumaninayak9593 2 күн бұрын
ଭାଇ ମଞ୍ଜ କଥାଟି କହିଲ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ଦେବୀ ସୁଭଦ୍ରା ।
@sharmisthaswain6107
@sharmisthaswain6107 2 күн бұрын
ଅତି ସୁନ୍ଦର ମତା ମତ ଧନ୍ୟବାଦ
@suryasulochana4517
@suryasulochana4517 2 күн бұрын
Absolutely correct
@kalyanpanda5885
@kalyanpanda5885 2 күн бұрын
ରଜା ଆମର ବଢିଆ ରାଜନୀତି କରୁଛନ୍ତି
@rabindranathjena6052
@rabindranathjena6052 2 күн бұрын
ଗଜପତିଙ୍କୁ ଏଇଭଳି ଶବ୍ଦ କାନକୁ ଭଲ ଶୁଭୁନି !!
@user-no2bd6xp9n
@user-no2bd6xp9n 2 күн бұрын
ମୋ କାନକୁ ବହୁତ ଭଲ ଶୁଭୁଚି l ଏ ରାଜା ଜଗନ୍ନାଥ ଙ୍କ ଚାକର ନୁହେଁ ଏ ବିଜେଡି ସରକାର ର ଚାକର l ଏଭଳି ବିଜେଡି ପଦାଚଟା ରାଜା ସଂମାନ ପାଇବା ଯୋଗ୍ୟ ନୁହେଁ
@Humanity299
@Humanity299 Күн бұрын
​​@@user-no2bd6xp9n ସେ ରାଜା BJD ବିରୋଧରେ ବି କହିଛନ୍ତି। ଚାରିଦ୍ୱାର ଖୋଲି ଦେଇ କିଛି ବ୍ୟବସ୍ଥା କଲେନି ଯେଉଁଥିପାଇଁ ଲୋକେ ସୁବିଧାରେ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତେ। ଗର୍ଭ ଗୃହର ପାଖ ଗୃହକୁ ଯିବାପାଇଁ ଗୋଟେ ରାସ୍ତା ଅଛି ଆଉ ଫେରିବା ପାଇଁ ବି ଗୋଟିଏ 😂😂😂
@saradasahoo2409
@saradasahoo2409 2 күн бұрын
ଯଦି ଓଷାବ୍ରତ କିଛି ପର୍ବପର୍ବାଣୀଗୁଡିକ ଦିନରେ ଭିଡ ହେଲେ କି ଲାଇନରେ ଛିଡା ହେଲେ କଷ୍ଟ ସରକାରଙ୍କ ଦୋଷ ଧାର୍ମିକ ଭାବନାରେ ଯଦି ଚାରିଦ୍ଵାର ଖୋଲାହେଲା ଛୁଟି ପଡିଲା ଏତେ ମାତ୍ରାରେ ଭକ୍ତ ଆସିଲେ ଭିଡ ହେଲା ସେଥିରେ ବି ସରକାର ଦୋଷୀ କୋଉ କାଳର ଶ୍ରୀମନ୍ଦିର ପୁଣି ମହାପ୍ରଭୁଙ୍କ ନିତୀକାନ୍ତିର ବହୁତ ନିୟମ ନିଷ୍ଠା ଅଛି ଯାହା ଭାରତର କୌଣସି ମନ୍ଦିର ରେ ନାହିଁ। ଏଠି ପରା ଲୋକ ଉଦାହରଣ ଦିଅନ୍ତି ସେ ସିରିଡିରେ ଏମିତି ସୁବିଧା ସେ ତିରୁପତିରେ ସେମିତି ସୁବିଧା ସେ ଅମୂକେଇ ମନ୍ଦିର ଭଳିଆ ସୁବିଧା କୋଉଠି ନାହିଁ ସେଥିପାଇଁ ଡିଜିଟାଲ ଭକ୍ତଙ୍କ ପାଇଁ ଡିଜିଟାଲ ବ୍ଯବସ୍ଥା ବୋଧେ ସରକାର କରୁଛନ୍ତି ଏଠି ପରା ଲୋକ ଡାକ୍ତର ଯଦି କହିବ କି ପେଟ କମେଇବା ପାଇଁ ସକାଳୁ ଉଠି ମୁହଁ ନଧୋଇ ପାଞ୍ଚ କିଲୋମିଟର ଚାଲୁଛନ୍ତି ବାହାଘର ଭୋଜିରେ ମଟନ ଖାଇବା ପାଇଁ ଅଇଁଠାରେ ସାଲୁବାଲୁ ହୋଇ ଲାଇନରେ ଛିଡାହେଉଛନ୍ତି କିନ୍ତୁ ଜଗନ୍ନାଥ ବଲ୍ଲଭ କାରପାର୍କିଂରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କଷ୍ଟ ବଡ ଦାଣ୍ଡରେ ଖାଲି ପାଦରେ ଚାଲିବାକୁ କଷ୍ଟ ଏ ଘୋର କଳିଯୁଗର ଲୋକ ମାନଙ୍କୁ କୌଣସି ସରକାର ପ୍ରଶାସନ ଗଜପତି କି ନିଜେ ଜଗନ୍ନାଥ ମହାପ୍ରଭୁ ବୁଝେଇ ପାରିବେନି ସେଥିପାଇଁ ଦାରୁବ୍ରହ୍ମ ରୂପରେ ଲୀଳାକରୁଛନ୍ତି ଦ୍ବାପର ଯୁଗରେ ସିନା ଗୋଟିଏ ଦୁର୍ଯ୍ଯୋଧନ ଥିଲା ତା ଅହଙ୍କାର ଭାଙ୍ଗି ଛଳରେ ଲୀଳାକଲେ ଏଠି ପରା କୋଟି କୋଟି ଦୁର୍ଯ୍ଯୋଧନ ଗୁଣର ଲୋକ ଜନ୍ମ ନେଇଛନ୍ତି ମହାପ୍ରଭୁ ବି ବଡଚିନ୍ତାରେ ଥିବେ ।ଯିଏ ପ୍ରକୃତ ଭକ୍ତ ତାର କିଛି ଚିନ୍ତାନାହିଁ ଦିନବନନ୍ଧୁ ତାର ପାଖେ ପାଖେ ଅଛି ଦର୍ଶନ ନହେଉ ହୃଦୟରେ ତ ଅଛି ତାର ନାମ ଶୁଣିଲେ କି ଗାଇଲେ ଭାବର ଅଶ୍ରୁ ବହୁଛି ଆଉ କଣ ଦରକାର। ଜୟ ଜଗନ୍ନାଥ
@srikantadas707
@srikantadas707 2 күн бұрын
Bhai tama bhabana ku satare salute
@sandeepbaliarsingh8463
@sandeepbaliarsingh8463 Күн бұрын
Are bhai agaru gadi nathila bhakta kasta kariki bhakti bhabare chali chali asuthila. Hele ebe ta ghare ghare gadi. Puri jiba gote fashion hei galani. Tenu bhakti bhabare kete jana asuchanti. Tenu semanka thu adhika kan asa karajaipare.
@saradasahoo2409
@saradasahoo2409 Күн бұрын
@@srikantadas707 ଜୟ ଜଗନ୍ନାଥ
@saradasahoo2409
@saradasahoo2409 Күн бұрын
@@sandeepbaliarsingh8463 ଜୟ ଜଗନ୍ନାଥ
@binapanijena1264
@binapanijena1264 2 күн бұрын
ଜଗନ୍ନାଥ ଙ୍କ ପ୍ରଥମ ସେବକଙ୍କୁ ଏଇଭଳି ଭାଷା କହିବା ଉଚିତ୍ ନୁହେଁ। ଆପଣଙ୍କ ଚ୍ୟାନେଲ ଭବିଷ୍ୟତ ଭଲ ନାହିଁ।
@jyotiranjankhadiratna
@jyotiranjankhadiratna 2 сағат бұрын
Se Thik kahichhanti..slot kn
@sagarpandit7029
@sagarpandit7029 2 күн бұрын
ଠିକ୍ କଥା କହିଛ ଭାଇ ଯୋଉ ରାଜା ମୁସଲିମ ସମ୍ପ୍ରଦାୟର ଫକିର ପାଖରେ ଯାଇ ମୁଣ୍ଡ ନୁହଉଛି ସିଏ କୋଉ ଟାଇପ୍ ର ରାଜା ମୁଁ ବୁଝପାରୁନାହିଁ
@jayjagannath2569
@jayjagannath2569 2 күн бұрын
ଗଜପତି ଏମିତି କହିବା ଟା ଠିକ୍ ଲାଗୁନି,
@jyotsnanayak1788
@jyotsnanayak1788 2 күн бұрын
Right
@ranjansahoo7231
@ranjansahoo7231 2 күн бұрын
Very good.
@user-ku8ud9jd1v
@user-ku8ud9jd1v 2 күн бұрын
ବହୁତ ଭଲକଥା କହିଛନ୍ତି। ଧନ୍ଯବାଦ।
@jagdishkumarrath4631
@jagdishkumarrath4631 2 күн бұрын
ଦେଶରୁ ରାଜତନ୍ତ୍ର ଯାଇଛି କିନ୍ତୁଆମ ରାଜା ପୁରୀ ଗଜପତି ଯିଏ କି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ,ଆଜି ବି ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ହୃଦୟ ରେ ରାଜା। ଶ୍ରୀ ମନ୍ଦିର ସ୍ବାର୍ଥ ରେ ସେ ମୁହଁ ଖୋଲିବା କଥା ନିର୍ଭୟରେ। ସିଏ ମୁହଁ ଖୋଲିଲେ ଓଡ଼ିଶା ହଲଚଲ ହେବ।ତାଙ୍କ ପ୍ରତି ପ୍ରତ୍ୟେକ ଓଡ଼ିଆ ଙ୍କ ର ସମ୍ମାନ ଅଛି।
@sureshchandradash6900
@sureshchandradash6900 2 күн бұрын
ରାଜାଙ୍କ ପାଟିରୁ slot booking word ବିନାଶ କାଳେ ବିପରୀତ ବୁଦ୍ଧି ଓ ନୂଆ ସରକାରଙ୍କୁ ବଦନାମ କରିବା ଯୋଜନା
@jamunamurmu4427
@jamunamurmu4427 16 сағат бұрын
@@sureshchandradash6900 badnam nuhe bas real Katha kahi chhanti
@radhikeshtripathy4572
@radhikeshtripathy4572 2 күн бұрын
Thik kahuchha bhai
@rajiblochanparida2546
@rajiblochanparida2546 2 күн бұрын
100% Right
@SUJITKUANARGALLERY
@SUJITKUANARGALLERY Күн бұрын
ମହାରାଜା ଙ୍କୁ ହୃଦୟରୁ ଭକ୍ତି ଭରା ପ୍ରଣାମ,,, ଆମ ଓଡିଶା ର ଗର୍ବ ଓ ଗୌରବ ହେଉଛନ୍ତି ଆମ ଗଜପତି ମହାରାଜା...ଚଳନ୍ତି ଜଗନ୍ନାଥ ଙ୍କ ସ୍ଵରୂପ ଆମ୍ଭେ ଆମ୍ଭ ମହାରାଜା ଙ୍କୁ ହୃଦୟ ରେ ସ୍ଥାନ ଦେଇଚୁ, ମହାରାଜାଙ୍କର ଏଭଲି ମନ୍ତବ୍ୟ ମନ ଆଉ ହୃଦୟକୁ ଗଭୀର ଭବରେ ଆଘାତ କରୁଚି... ଆମ୍ଭେ ଏଭଳି ମନ୍ତବ୍ୟ କେବେବି ମହାରାଜା ଙ୍କ ପାଖରୁ ଆଶା କରି ନଥିଲୁ ...
@user-xm9fy3rk4h
@user-xm9fy3rk4h 11 сағат бұрын
ଗଜପତି ମହାରାଜ ଙ୍କୁ ନେଇ ଏଭଳି ଶୀର୍ଷକ ଦେବା ଖୁବ ନିନ୍ଦନୀୟ। ଗୋଟେ ରାସ୍ତା ରେ ଚାଲୁଥିବା ଲୋକ ର ମତାମତ ନେଇ ଯେଉଁମାନେ ନିଜକୁ ପତ୍ରକାର କହୁଛନ୍ତି ସେମାନଙ୍କ ଜୀବନ ଧିକ। ଜଗନ୍ନାଥ ତମ ମାନଙ୍କୁ କ୍ଷମା କରିଵେ ନାହିଁ।
@subashsahoo3527
@subashsahoo3527 7 сағат бұрын
ଅତି ସୁନ୍ଦର ଉପସ୍ଥାପନା ମଞ୍ଜି ଜାଗାରେ ହାତମାରିଦେଲ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩
@kamalakantapani499
@kamalakantapani499 2 күн бұрын
ଠିକ୍
@brajakishorepadhi4022
@brajakishorepadhi4022 2 күн бұрын
ରାଜା ନା କଟୁଆଳ। ବିଜେଡି ଚାମଚା ଥିଲେ। ଖାଲି ମୁଚୁକୁନ୍ଦିଆ ହସ।
@Kalinga007.
@Kalinga007. 2 күн бұрын
Tu kana mundi ta Raja nku aminti katha kahuchu
@brajakishorepadhi4022
@brajakishorepadhi4022 2 күн бұрын
@@Kalinga007. ନା ତୁ ମୁଣ୍ଡି, ରାଜ୍ୟହୀନ ରାଜା।
@bijayanandapanda8816
@bijayanandapanda8816 2 күн бұрын
ପୁରୀ ରାଜା ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ତାଙ୍କୁ ଏମିତି ...............
@AbhiKumar-do3rr
@AbhiKumar-do3rr 2 күн бұрын
Ae mananku khali badiba katha
@elizabehera6454
@elizabehera6454 2 күн бұрын
​@@AbhiKumar-do3rrRaja ebe chamacha hei galeni.jagannath nku bhika magei la bela ku kouthi thile?
@AbhiKumar-do3rr
@AbhiKumar-do3rr 2 күн бұрын
@@elizabehera6454 Raja adhika time news re asantini. Mandira niti chada Raja nka katha kahi manantini kahinki na aeta Ganatantra Desha. Au Raja bhut katha kahuchanti hele BJD mane ni. Ebe Argus Podcast tike dekha🙂
@AbhiKumar-do3rr
@AbhiKumar-do3rr 2 күн бұрын
@@elizabehera6454 Au Raja jaha karanti ba Puri jaha kichi hue sabu Mahaprabhu nka icha re
@ajayakumarb957
@ajayakumarb957 2 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏 ଭାଈନା କଥା ସରକାର ରଖନ୍ତୁ
@MahendraKumarNayak-dp9nz
@MahendraKumarNayak-dp9nz 10 сағат бұрын
ଭାଇ ନମସ୍କାର। ଆପଣ ଠିକ୍ କହୁଛନ୍ତି, ଏହା ପ୍ରଚଳିତ ହେଲେ ସାରା ଓଡ଼ିଶା ରେ ଆନ୍ଦୋଳନ ହେବ। ଜୟ ଜଗନ୍ନାଥ।
@parsuramsahoo7509
@parsuramsahoo7509 Күн бұрын
ତୁମେ କୌ ବାଲ ଲୋକ, ନିଜକୁ କଣ ଭାବୁଛ ,ଗଜପତି ମହାରାଜଙ୍କୁ ସମ୍ମାନ ଦେଇ ଶିଖ ,ଲକ୍ଷେ ରାଜାର ମାଉଡ ମନି ,ଅସମ୍ମାନ କର ନାହିଁ। ତମେ ଲକ୍ଷେ ଚେଷ୍ଟା କଲେ,ଛେରାପହଁରା କରି ପାରିବ,।ତୁମଶୀମା ଭିତରେ ରୁହ।ଜୟ ଜଗନ୍ନାଥ ❤🎉🎉🎉🎉🎉❤
@jamunamurmu4427
@jamunamurmu4427 15 сағат бұрын
@@parsuramsahoo7509 Bhai amane modi bhakt
@pk5993
@pk5993 2 күн бұрын
ଭାଇଙ୍କର ପ୍ରତ୍ୟେକ ବାକ୍ୟ ସ୍ବାଗତ ଯୋଗ୍ୟ
@mralingi2082
@mralingi2082 2 күн бұрын
ସମ୍ବାଦ ମାଲିକ ରାଜାଙ୍କୁ ବେବହାର ଠିକ୍ କରନ୍ତୁ
@sandhyaranidhal1709
@sandhyaranidhal1709 2 күн бұрын
Right 👍
@amitaacharya9342
@amitaacharya9342 Күн бұрын
ଜଗନ୍ନାଥ ଙ୍କୁ ଟ୍ରାଲିରେ, ଅଟୋ ରେ ଦ୍ଵାର, ଦ୍ଵାର ବୁଲାଇ ଚାଉଳ, ନଡ଼ିଆ ସଂଗ୍ରହ କରୁଥିଲା ନବୀନ ସେତେବେଳେ ଏ ରାଜା କୁଆଡେ ଥିଲେ? ପାଇଖାନା ୪ଟା ମହାପ୍ରଭୁ ଙ୍କ ପ୍ରାଚୀର କୁ ଲଗିକି ହେଲା ରାଜା ଙ୍କ ପାଟି ନଥିଲା କି? ଗୋ ମାତ(ଆମ ହିନ୍ଦୁ ଧର୍ମ ର ପୂଜ୍ୟ) କୁ କାଟି ମାଂସ ଖାଉଥିବା କାମିଆ ଜାଣି କୁ ମନ୍ଦିର ଭିତରେ ପଶା ଯାଇ ଫଟୋ ଉଥାଗଲା ରାଜା କୁଆଡେ ଯାଇଥିଲେ କି? ଆଜି ଆମ ଠାକୁର ଙ୍କୁ ଆମେ ଓଡ଼ିଆ ଦର୍ଶନ କଥା ବିଷୟରେ slots କଥା କହିଛନ୍ତି। ଧନ୍ୟ ରାଜା। ନିଜ ସମ୍ମାନ ନିଜେ ରଖନ୍ତୁ।
@subhaprasadpradhan2093
@subhaprasadpradhan2093 18 сағат бұрын
ଆମେ ରାଜାଙ୍କୁ ସମ୍ମାନ କରୁ, କିନ୍ତୁ ଏହି ପଦକ୍ଷେପ ରେ ଜମା ରୁ ଭି ସମ୍ମତ ନୁହଁ।ଏହି ନିଷ୍ପତ୍ତି କୁ ବଦଳା ଯାଉ।
@TruptiBarik-oj5vm
@TruptiBarik-oj5vm 2 күн бұрын
Correct 💯.
@KarunakarDhani-eo2sl
@KarunakarDhani-eo2sl Күн бұрын
କଥାଟି ଭୁଲ ହୋଇପାରେ କିନ୍ତୁ ରାଜା ଙ୍କୁ ଏଭଳି ଅପମାନ କଥା ଆଦୌ ଗ୍ରହଣୀୟ ନୁହେଁ।
@ganeshkumardash6833
@ganeshkumardash6833 10 сағат бұрын
ଭାଇ ମୁଁ ଆପଣଙ୍କୁ ପ୍ରଥମେ ପ୍ରଣାମ କରୁଛି ଜୟ ଜଗନ୍ନାଥ,🙏🙏🙏
@rameshnayak6188
@rameshnayak6188 2 күн бұрын
ସେ ରାଜା ନୁଅ ପାଗଳ
@prasantkumarpatra6293
@prasantkumarpatra6293 Күн бұрын
ଏତେ ବଡ ବଡ କଥା କହୁଥିବା ଲୋକମାନେ କେବେ ରାଜାଙ୍କୁ ସମ୍ମାନ ଦେଉଛନ୍ତି କି
@user-gx8oj2kl6n
@user-gx8oj2kl6n Күн бұрын
ଆପଣଙ୍କ ମନ୍ତବ୍ୟ ବହୁତ ଶୁଣି ବହୁତ ଖୁଶି ଲାଗିଲା ଯାହା କହିଲ ଠିକ କଥା କହିଲ ଧନ୍ୟ ବାଦ ଆପଣଙ୍କୁ
@enjoywithdpradhan8552
@enjoywithdpradhan8552 Күн бұрын
ଭାଇ ଏହା କୁହନ୍ତୁ ସେ କଥା ମାନୁଥିଲେ ତାଙ୍କର ଦୟାପୂର୍ବକ ପାଦ ଚାଟିବା କଥା କୁହନ୍ତୁ ନି
@ChinmayaMissionBrahmapur
@ChinmayaMissionBrahmapur Күн бұрын
ମହାଶୟ, ଆପଣ ଜଣେ ବିଜ୍ଞ ବ୍ୟକ୍ତି ମାତ୍ର ଓଡ଼ିଆ ଜାତିର ପ୍ରାଣ ସ୍ବରୂପ ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କୁ ଏପରି ଭାଷା ଅତ୍ୟନ୍ତ ଦୁଃଖର ବିଷୟ !
@nrusingha209-dn6tn
@nrusingha209-dn6tn 10 сағат бұрын
ବାଇସି ପାହାଚ ଦେଇ, ନାଟ ମଣ୍ଡପ ଭିତରେ, ଭିତର କାଠ ପର୍ଯ୍ୟନ୍ତ ଧାଡ଼ି ଦର୍ଶନ ରେ ଅସୁବିଧା କୋଉଠି.... ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ଏକମାତ୍ର ସୁବିଧା ଉପାୟ.. ସ୍ଲଟ୍ ବୁକିଂ ସଠିକ୍ ବ୍ଯବସ୍ଥା ନୁହେଁ...
@manojmukhi4078
@manojmukhi4078 2 күн бұрын
Ek dum thik katha. We support you sir app Jaise log hazar sall jiyo
@AmiyaSc
@AmiyaSc 4 сағат бұрын
ଶ୍ରୀଜଗନ୍ନାଥ କ'ଣ କେବଳ ତୁମର।ସମଗ୍ର ବିଶ୍ୱ ଶ୍ରୀ ଜଗନ୍ନାଥଙ୍କ ର। ନିଜ କୁ ଓଡ଼ିଆ କହିବା ଭଲ।କିନ୍ତୁ ତା ମାନେ ନୁହେଁ ଯେ ଶ୍ରୀଜଗନ୍ନାଥ କେବଳ ତୁମର ।ତମ ମାନଙ୍କ ଚିନ୍ତା ଧାରା ଆଉ ହୀନ କର୍ମ ପାଇଁ ଓଡ଼ିଶା ଆଜି ସବୁ ରାଜ୍ୟ ତୁଳନାରେ ପଛରେ। ନିଜ ର୍ଗବ ଅହଂକାର ଛାଡ ନହେଲେ ମରିବ ସବୁ
@gggamer5478
@gggamer5478 2 күн бұрын
Correct 💯 bhai. ରାଜା ବୋଧେ ଓଲ୍ଡ age heigalani❤❤
@satyapany3231
@satyapany3231 Күн бұрын
ଅଙ୍କଲ ବହୁତ intelligent ଲାଗୁ ଛନ୍ତି। ମହାରାଜ ଏଠି ଗୋଟେ ପ୍ରସ୍ତାବ ରଖିଲେ। ତୁମ ଭଳି ଜ୍ଞାନୀ ଲୋକ ତା ଉପରେ ତର୍ଜମା ନକରି - ମହାରାଜା ଙ୍କୁ ଅପମାନିତ କରୁଛ। ଏଇମିତି ଅଳିଆ ଙ୍କ ପାଇଁ ଆଗକୁ ଭଲ ଓ ଉଚିତ ପ୍ରସ୍ତାବ ଦେବାକୁ ମହାରାଜ ଅନିଚ୍ଛା ହେବେ।
@frompureindiansvillagers7607
@frompureindiansvillagers7607 Күн бұрын
ବେ ମୂର୍ଖ ପୁରୀ ରାଜା ଆମର ମଉଡ଼ମଣି... ତାଙ୍କ ବିଷୟରେ କିଛି କୁହନ୍ତୁ ନାହିଁ
@gourikumartripathy1816
@gourikumartripathy1816 13 сағат бұрын
ସ୍ଲଟ ବୁକିଂ ହେଲେ ବହୁ ପୁରାତନ ପରମ୍ପରା ଭାଙ୍ଗି ଯାଇପାରେ ।
@amitabhmohanty2458
@amitabhmohanty2458 5 сағат бұрын
ଭାଇ ସତକଥା କହିଲେ ରାଜାଙ୍କ ଭୂମିକା ସମ୍ପର୍କରେ ସନ୍ଦେହକରିବା ସ୍ଵାଭାବିକ
@malayakumarpanda9899
@malayakumarpanda9899 Күн бұрын
ଶୀର୍ଷକ ଟା ଠିକ ଭାବେ ଲେଖନ୍ତୁ। ଦର୍ଶକ ମାନଙ୍କୁ ଆକର୍ଷଣ କରିବାକୁ କଣ ଏମିତି ଲେଖା ଯାଏ? ଯିଏ ବାଇଟ୍ ଦେଇଛନ୍ତି ବହୁତ ସୁନ୍ଦର କଥା କହିଛନ୍ତି। ତାଙ୍କୁ ଧନ୍ୟବାଦ୍।
@sagarsahoo611
@sagarsahoo611 Күн бұрын
ତମେ କିଏ ହୋ, ରାଜାଙ୍କୁ ଏପରି ଭାଷାରେ କହିବାକୁ ? ରାଜା ନିଜ ମନରୁ କିଛି କହିନାହାନ୍ତି, ପରିଚାଳନା କମିଟିର ଏକ ପ୍ରସ୍ତାବକୁ ସେ ସାମ୍ବାଦିକଙ୍କୁ କହିଛନ୍ତି. ଏହା କାର୍ଯ୍ୟକାରୀ ହେବ କି ନାହିଁ, ସେକଥା ରାଜ୍ୟ ସରକାର ନିଷ୍ପତି ନେବେ. ତମେ ନଈ ନଦେଖୁଣୁ ଲଙ୍ଗଳା କାହିଁକି ହେଉଛ ?
@user-hm9ll4kq9k
@user-hm9ll4kq9k Күн бұрын
ଭାଇ ଠିକ୍ କହିଛନ୍ତି.... ଜୟ ଜଗନ୍ନାଥ👏👏👏
@vladimirputin6530
@vladimirputin6530 14 сағат бұрын
କେଡେବଡ ଆତଂକବାଦୀ କି ତମେ ?? ଏପ୍ରକାର ହେଡଲାଇନ ଦେଇ ଉତ୍କଳ ଲେଖିଛ ତମ ଖବର ର ନାଁ ? ତୁରନ୍ତ ହଟାଅ । ଗଜପତି ମହାରାଜ କାହା ଘରର ଚାକର ନୁହଁନ୍ତି । ଏଇ ବଂଶର ରକ୍ତ ଦାନ ରେ ଓଡିଶାର ହିନ୍ଦୁ ଆଜି ସୁରକ୍ଷିତ ତାଂକୁ ଅପମାନିତ କରୁଛ ଭଗବାନ ସହିବେନି । ନିଜର କଥା ରେ ଶାଳୀନତା ରକ୍ଷା କରନ୍ତୁ । ଗଜପତି ମହାରାଜ ଆପଣଂକ ଘରର ସେବକ ନୁହଁନ୍ତି ବା ସେ କୌଣସି ରାଜନୈତୀକ ଦଳ ସହ ସଂପୃକ୍ତ ନୁହଁନ୍ତି । ଏପରି ଶବ୍ଦ କହିବା ପୂର୍ବ ରୁ ନିଜସ୍ୱ ଶବ୍ଦ ଉପରେ ନିୟତ୍ରଣ ରଖନ୍ତୁ । ମୁର୍ଖତାର ଗୋଟେ ସୀମାଥାଏ । ଗଜପତି ମହାରାଜ କଣ କହିଛନ୍ତି ନାହାଁନ୍ତି ସେ ତ ଲଦି ଦେଇନାହାଁନ୍ତି ।
@arunchandrahota9072
@arunchandrahota9072 Күн бұрын
ଗଜପତି ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା । ତାଙ୍କୁ ଅପମାନିତ କରନ୍ତୁ ନାହିଁ।
@UmamaniRoutUma-js5ss
@UmamaniRoutUma-js5ss Күн бұрын
ଜଗନ୍ନାଥ ଙ୍କୁ ନେଇ ରାଜନୀତି ବନ୍ଦ କରନ୍ତୁ
@swapnamanasiprusty9101
@swapnamanasiprusty9101 Күн бұрын
ଅତୀତ ରୁ ଶୁଣିଛୁ ଯେତେବେଳେ ଶ୍ରୀ ମନ୍ଦିର କି ଉତ୍କଳ ରେ ବିପଦ ପଡେ ପୁରୀ ର ଯିଏ ବି ରାଜା ଥିବେ ପ୍ରଭୁ ଙ୍କ ମନ୍ଦିର ରେ ଚରଣ ରେ ଗୁହାରି ପଡନ୍ତି, ତାଙ୍କୁ ପ୍ରଭୁ ଙ୍କ ସ୍ବପ୍ନ। ଦେଶ ବି ହୁଏ । କୋରୋନ। ମହାମାରୀ ରେ ରଥ ଟଣ। ହେବ କି ନାହିଁ, ବିଧି , ନୀତି ହେବ କି ନାହିଁ, ପରିକ୍ରମା ପ୍ରକଳ୍ପ ରେ ରଥ ବୁଲିଲା, ମୁଠି ଚାଉଳ ସଂଗ୍ରହ ହେଲା ଏହା ଠିକ୍ କି ଭୁଲ ଥିଲା କିଏ ଜାଣେ?ଏମିତି କେତେ କଣ ନୀତି, ଅନିତୀ ସମୟରେ ରାଜା କାହିଁ ପ୍ରଭୁ ଙ୍କୁ ଗୁହାରି କରି ନାହାନ୍ତି, କି ନିଜ ମତାମତ ରାଜ୍ୟବାସୀ ଙ୍କୁ ଦେଇନାହାନ୍ତି । ସେତେବେଳେ ଆମ ଭଳି ସାଧାରଣ ଲୋକ ବହୁତ୍ ଭାବିଛୁ ଏ ସବୁ ଠିକ୍ କି ଭୁଲ ହେଲେ ଉତ୍ତର ମିଳିନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ତ'' ମୁଁ ' ର ଅହଙ୍କାର ତାଙ୍କ ଠାରେ ନ ଆସୁ ବୋଲି ନିଜେ ନିର୍ବଂଶ ହେବା ର ପ୍ରଭୁ ଙ୍କୁ ମାଗି ନେଇଥିଲେ । ମା ଗୁଣ୍ଡିଚା ତ ଥିଲେ ମହାନ ଆତ୍ମା । ସେମାନଙ୍କ ଭକ୍ତି ରେ ହିଁ ଶକ୍ତି ଥିଲା,ତେଣୁ ରାଜା ଜଣେ ଭକ୍ତ ହେବା ଏତେ ସହଜ ନୁହେଁ ବହୁତ୍ ବହୁତ୍ କଷ୍ଟ । ସେତିକି ନିଷ୍ଠା, ଶ୍ରଦ୍ଧା,ସମର୍ପଣ, ନିଃସ୍ଵାର୍ଥପର, ନିରପେକ୍ଷ ହେବା ଦରକାର ।
@niharpalai3774
@niharpalai3774 Күн бұрын
Se ହାରାମି ଗଜପତି ସବୁ chalaki କରିଛି BJD saha misiki, Kahuchhi ପରିକ୍ରମା ପ୍ରକଳ୍ପ ବହୁତ୍ ସୁନ୍ଦର ବୋଲି, ଯୋଉ 4200 କୋଟି ଖାଇଗଲେ ସେ ଗଜପତି ରାଜା ସେଥିରୁ ଲାଞ୍ଚ ନେଇଛି ବୋଧେ ସେ ଲାଗି ଦୁର୍ନୀତି ନବୀନ ମଦୁଆ ସରକାର କୁ ଭାରି ପ୍ରଶଂସା କରୁଛି💮🌿Jagannath🌿💮 Sena ଆନ୍ଦୋଳନ କରନ୍ତୁ ନହେଲେ e ghodamuhan Gajapati ku 💮🌿Mahaprabhu🌿💮 nije ଦଣ୍ଡ ଦେବେ🙏
@prasantchinara9911
@prasantchinara9911 2 күн бұрын
Right brother
@SrikanthSrikanth-on6ld
@SrikanthSrikanth-on6ld Күн бұрын
ଠିକି କଥା ଯେତେ ବେଳେ ଚାହିଁବୁ ସେତେବେଳେ ପ୍ରବହୁଙ୍କୁ ଦେଖିବୁ
@RJVlogers-gu3gt
@RJVlogers-gu3gt 14 сағат бұрын
ସବୁଠୁ ଭଲହବ ଆଧାର କାର୍ଡ ଦେଖିବ ତା ପରେ ଛାଡ଼ିବ ହେଲା ତୋ ହେ ପ୍ରଭୁ ଆପଣ ହିଁ କହିପାରିବେ ଏଇ ମଣିଷ ମୁଣ୍ଡରେ କଣ ଅଛି 🙏🙏🙏
@gopiramray8284
@gopiramray8284 11 сағат бұрын
ମନ୍ଦିର ସର୍ବଦା ଭକ୍ତ ମାନଙ୍କ ପାଇଁ। ଯଦି ମନ୍ଦିରକୁ ନେଇ ଅଧିକ ରାଜନୀତି କେହି କରନ୍ତି ତାହା ହେଲେ ପ୍ରଶାସନ ଆଉ ନେତା ମାନେ ମନ୍ଦିରକୁ ତାଙ୍କ ଘରେ ରଖନ୍ତୁ।
@sarojkumarswain1587
@sarojkumarswain1587 2 күн бұрын
Absolutely right said brother 👍
@surendramallik8749
@surendramallik8749 2 күн бұрын
ଜଗନ୍ନାଥଙ୍କ ପାଖରେ କେ ହୀ ବଡ଼ ନୁହଁ, ରାଜା କିଏ, ରାଜା କିଛି ନୁହେଁ, ରାଜା ଙ୍କ ର କୌଣସି ଅଧିକାର ନାହିଁ ଜଗନ୍ନାଥଙ୍କ ପାଖରେ
@pratapchpradhan3607
@pratapchpradhan3607 2 күн бұрын
ଏଇଟା କହିବା ମହାରାଜା ଙ୍କ ପାଇଁ ଠିକ ନୁହଁ. Slat ବୁକିଙ୍ଗ କରିବା ଠିକ habani
@narottambarik1637
@narottambarik1637 2 күн бұрын
Mani goli Bhai you are great..
@kulamanibaral5041
@kulamanibaral5041 Күн бұрын
ଠିକ୍ କଥା ଗଜପତି ବିଜେଡିର ପାଦଚଟା
@BuluRashmivlogs
@BuluRashmivlogs Күн бұрын
ବହୁତ ସୁନ୍ଦର ଉପସ୍ଥାପନା
@panchananpradhan2199
@panchananpradhan2199 Күн бұрын
100%ଠିକ କହୁଛନ୍ତି ଏ ଭାଇ 👍🏻👍🏻👍🏻👍🏻👍🏻👍🏻👍🏻, ଜୟ ଜଗନ୍ନାଥ 🙏🏻
@somanathkhara8368
@somanathkhara8368 2 күн бұрын
ଧନ୍ୟବାଦ ସାର ଆପଣଙ୍କୁ ବଢିଆ କହିଲେ।
@dukhishyampattanaik7302
@dukhishyampattanaik7302 Күн бұрын
ତମେ ରାଜା ଙ୍କ ପ୍ରତି ଏଭଳି ମନ୍ତବ୍ୟ ଭଲ ଲାଗୁନି । ତମେ କିଏ, କଣ ମନ୍ଦିର ଦାୟିତ୍ଵ ରେ ଅଛ । ବାଜେ କଥା କହୁଛ l।
@KushaRaut-eg1yr
@KushaRaut-eg1yr Күн бұрын
ଏ ରାଜା ବାବୁ ବିଜେଡ଼ି ରାଜା ବାବୁ ଯାହା ତାମିଲ୍ ବାବୁ ର ଦରମା ରେ ଅବସ୍ଥିତ ଅଛନ୍ତି ଧନ୍ୟ ଦନ୍ୟ ରାଜା ଜି👌👍
@ManojKumar-wb8yu
@ManojKumar-wb8yu Күн бұрын
ଆମ ଠାକୁର ଆମେ ଯେତେବଳେ ଚାହିଁବୁ ଆମେ ଦେଖିପାରିବୁ, ତାଙ୍କୁ ନ ଦେଖିଲେ ଆମେ ପାଗଳ..... ହେ ମହାବାହୁ ଏ slot ବୁକିଂ ନ ହେଉ ପ୍ରଭୁ ।
@jayjagatgroups9775
@jayjagatgroups9775 Күн бұрын
ସତ କହିଲେ ଭାଇ ଏହି ରାଜା ଟା ବଡ଼ ହା_ମି ଭଳିଆ ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ପୁରା ମାଇଚା ଭଳି ଥିଲା !ପିଣ୍ଡିଆନ ହାରାମୀର ମନ ଇଛା ଲୁଟ୍ ବିରୋଧରେ ପଦେ ବି କହିଲେ ନାହିଁ !
@anjanadeo7899
@anjanadeo7899 Күн бұрын
Right 👍👍👍 Jay Jagannath 🙏
@subodhakumarray6136
@subodhakumarray6136 2 күн бұрын
ବ୍ୟବହାର ଠିକ୍ କରି କୁହନ୍ତୁ। ଯାହାହେଲେ ସେ ଠାକୁର ରାଜା।
@golapsahoo3210
@golapsahoo3210 2 күн бұрын
@@subodhakumarray6136 ଭାଇ ଟିକେ କୋମେନ୍ଟ ପଢ କେତେ ଭଲ କୋମେନ୍ଟ ଆସୁଛି
@jibanjyotirout2066
@jibanjyotirout2066 2 күн бұрын
ଆମେ ଓଡ଼ିଆ ଲୋକ ବୋଲି ବାହାର ରାଜ୍ୟରେ ବହୁତ ଶୁଣିବାକୁ ପଡେ ଯେମିତି ଗରିବ ରାଜ୍ୟ, ଉପହାସ, ବଙ୍କା ବଙ୍କା ଭାଷା, ଆମ ସଂସ୍କୃତି ଆମ ଭାଷା ଚାଲି ଚଳନ ଉପରେ ବାହାରେ ଉପହାସ ସହିଆସୁଛୁ but ଆମ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆମେ ଗର୍ବ କରୁ, ସେ ଅଧିକାର ଆମ ଠାରୁ କେହି ଛଡେଇ ନେଇପରିବେନି ନହେଲେ କାହାରିକୁ କି ଛାଡ଼ିବୁନୁ, ଯୁଦ୍ଧ ଆରମ୍ଭ କରିବୁ
@santoshmaharana5800
@santoshmaharana5800 Күн бұрын
, ଗରୁଡ଼ ସ୍ତମ୍ବ ପାଖରୁ ଠାକୁର ପର୍ଯ୍ୟନ୍ତ ବ୍ୟାରିକେଡ଼ ରେ ଲାଇନ ବ୍ୟବସ୍ଥା ହେଉ
@pusparani4987
@pusparani4987 20 сағат бұрын
ରାଜା କହିଛନ୍ତିମାନେ କିଛିଭଲ କହିଥିବେ ତା ପରେ ବିଜେଡି କୋଉଠୁ ଆସିଲା
@bikashmahanta7579
@bikashmahanta7579 2 күн бұрын
Right ଭାଇ
@jesusray1191
@jesusray1191 16 сағат бұрын
Bhai Bahut badhiya kahile, dhanyawad 🙏🙏🙏🙏
@sundhip9789
@sundhip9789 Күн бұрын
Jay Jagannath Swami 🙏🙏🙏🚩🕉️
@dromkarhota
@dromkarhota Күн бұрын
ଭକ୍ତ ଓ ଭଗବାନ ଭିତରେ slot booking, ବହୁତ ହାସ୍ୟାସ୍ପଦ
@Shivron
@Shivron 7 сағат бұрын
Very true . Well said . The main crowd is inside the temple where it’s too difficult to get the glimpse of Lord Jagannath bcz of the huge crowd.Govt has to make some arrangements there itself so that people can see Lord Jagannath peacefully.
@mvkuudsjvlydts1115
@mvkuudsjvlydts1115 18 сағат бұрын
ଭାଇ ପୁରା correct କଥା କହିଛନ୍ତି 🤝🤝ଆମ ଠାକୁର ଆମେ ଯାହା କରିବୁ l ସଳେ bjp ଵାଲେ ଆମ ଠାକୁରଙ୍କୁ online ବ୍ୟାପାର ଚଲେଇଛନ୍ତି
@sudhansupatra9792
@sudhansupatra9792 2 күн бұрын
Thik katha
@suryanarayanbadatya7555
@suryanarayanbadatya7555 9 сағат бұрын
ପୁରୀ ମହା ରାଜା ଙ୍କୁ ତୁ ଯଦି ନିନ୍ଦା କରୁଛୁ ଜଗନ୍ନାଥଙ୍କ ଅପମାନ ତୁ ଚେଷ୍ଟିପରିବୁନି ,,,,
@susantatandia4539
@susantatandia4539 4 сағат бұрын
@@suryanarayanbadatya7555 tanka sahita semeti link rahuchhe ke.sir
@RabindraKumarDhir
@RabindraKumarDhir Күн бұрын
ତୁମକୁ କିଛି ରାଜାଙ୍କ ବିଷୟରେ ଜଣାନାହିଁ କାରଣ ଇଜତ କଣ ସେ ଜାଣିଛନ୍ତି ସେ ନିରୁମୂଲୀଲାତାନୁହଁ ରାଜାଙ୍କ ଇଜତ କୁ ଜଗନ୍ତିନିଜେ
@shakaharipruthivi8696
@shakaharipruthivi8696 2 күн бұрын
ଭାଇ ଟି ସତ କହୁଛନ୍ତି। ଗଜପତି ନବୀନ ସରକାର ରେ ମୁକ ହେବାର ଅଭିନୟକଲେ। ନିଜର କିଛି ସ୍ବାର୍ଥ ଥିବ। ମାତ୍ର ମଠ ମନ୍ଦିର ଭାଙ୍ଗିବା ଓ ଲୁଣ୍ଠନ ରେ ମୁକ ରହିଲେ। ଏ ସରକାର ରତ୍ନ ଭଣ୍ଡାର ଖୋଲିବା କଥା କହିଲା ମାତ୍ର ଆପଣ ନବୀନ ସରକାର କୁ ଏ କୃତିତ୍ୱ ଦେବା କୁ ଚାହାନ୍ତି। ଗୋଟେ ଚେନାଲ ରେ କହୁଥିଲେ ଆର ବର୍ଷ august ରେ ନିଷ୍ପତି ହୋଇ ଥିଲା। ଏଥିରୁ ଆପଣଙ୍କ ମତ ବୁଝି ହୁଏ। ମିଡିଆ ଓ ସରକାର ଶଙ୍କରାଚାର୍ଯ୍ୟ ଓ ରାମଚନ୍ଦ୍ର ବଡ ପଣ୍ଡା ଙ୍କ ପରାମର୍ଶ କାହିଁକି ଦେଖାଉ ନାହିଁ? ସେ ମାନେ ଠାକୁରଙ୍କ ଲୋକ କଣ ନୁହନ୍ତିକି ?
@AbhiKumar-do3rr
@AbhiKumar-do3rr 2 күн бұрын
Tame jemiti dekhila bhalia Argus Podcast dekha ebe ra dine adhe Puri asiba ta dhere Ama Gajapati nku emiti kahucha laja laguni
@AbhiKumar-do3rr
@AbhiKumar-do3rr 2 күн бұрын
Bada Panda kie ki ? Tanka paramasha nebe samaste. Sea bhi jane sadharana sevaka . Paramarsha Chalanti Narayana au Sankaracharya nka ra nia jae
@shakaharipruthivi8696
@shakaharipruthivi8696 2 күн бұрын
@@AbhiKumar-do3rr ବଡ ପଣ୍ଡା କିଏ? ଶଙ୍କରାଚାର୍ଯ୍ୟ କିଏ? ଭଲ ପ୍ରଶ୍ନ। ସମୟ କୁ ଦେଖି ଚାଲ ନିଜ ପ୍ରଶ୍ନ ର ଉତ୍ତର ନିଜେ ଦିନେ ପାଇଯିବ।
@shakaharipruthivi8696
@shakaharipruthivi8696 2 күн бұрын
@@AbhiKumar-do3rr ଲଜ୍ଜ୍ୟା ସେଇ ମାନଙ୍କୁ ଲାଗିବ ଯିଏ ମିଛ କହନ୍ତି। ଯିଏ ବିନା ସ୍ବାର୍ଥ ରେ ନିରପେକ୍ଷ ଦେଖେ ସେ କାହିଁକି ଲଜ୍ଜ୍ୟା ଅନୁଭବ କରିବ?
@AbhiKumar-do3rr
@AbhiKumar-do3rr 2 күн бұрын
@@shakaharipruthivi8696 Sankaracharya kie boli kete bele pacharili ? Mu kn lekhichi thik se padha. Mu lekhichi Bada Panda nka paramarsha nia jaeni kitnu Sankaracharya au Gajapati nkara nia jae. Emiti bhi Bada Panda bhi Gajapati au Sankaracharya nka ra paramarsha nianti. Ame Shrikshetra re rahuchu ame jainchu. Bada Panda mana nuhe j sea sabu thu bada samaste tanka katha re chalibe. Jagannatha Sanskruti ama ku jana achi. Jagannatha nka adhya sevaka hela Gajapati na ki bada panda. Au Badapanda jete bada sevaka bhabucha setiki Vitarcha, Puja Panda anyanya sevaka bhi setiki bada.
@user-hm9ll4kq9k
@user-hm9ll4kq9k 2 күн бұрын
ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଏ ମାନେ ସବୁ ଗୋଟେ ଲାଉ ର ମଞ୍ଜି
@sabitabehera3588
@sabitabehera3588 2 күн бұрын
Apana kebe Puri Sankara nka katha suninahanti .sebhali byakti nka pain epari vranta chintadhara nindaniya.
@user-hm9ll4kq9k
@user-hm9ll4kq9k 2 күн бұрын
@@sabitabehera3588 ଆପଣ ମୋତେ ଜ୍ଞାନ ଦେବା ଦରକାର ନାହିଁ । ୪ ଜଣ ଶଙ୍କରାଚାର୍ଯ୍ୟ ଧର୍ମ ଗୁରୁ ଙ୍କ କଣ ଅବଦାନ କହିଲେ ? କଂଗ୍ରେସ ସମୟରେ ନିଯୁକ୍ତି ଶଙ୍କରାଚାର୍ଯ୍ୟ ପଦ ପାଇଥିଲେ । ରାମ ମନ୍ଦିର କୁ ବିରୋଧ କଲେ । ସାଧୁ ସନ୍ଥଙ୍କ ହତ୍ୟା କାଣ୍ଡ ରେ ମୁହଁ ଚୁପ୍ ରୁହନ୍ତି । ଜାତିବାଦି ହିନ ମାନସିକତା ରେ ଆକ୍ରାନ୍ତ । ସର୍ବୋଚ୍ଚ ଧର୍ମ ଗୁରୁ ପରା ? ହିନ୍ଦୁତ୍ବ ଓ ହିନ୍ଦୁ ସମାଜ ହିନ୍ଦୁ ଯୁବ ପିଢ଼ି ଙ୍କୁ କଣ ବାର୍ତ୍ତା କଣ ଅବଦାନ ଏମାନଙ୍କର ? କେବଳ ଗୋବର୍ଦ୍ଧନ ମଠ ଆଶ୍ରମ ରେ ac ରୁମ୍ ରେ ଜୀବନ ଜାପନ ଦେଶୀ ଗାଈ ଘିଅ ରାବିଡି ସ୍ଵାଦିଷ୍ଟ ଖାଦ୍ୟ ଭୋଜନ କରି ଦିନ କାଟନ୍ତି ଏହା ହିଁ ଅପ୍ରିୟ ସତ୍ୟ ଧନ୍ୟବାଦ୍ ଜୟ ଜଗନ୍ନାଥ👏👏
@user-hm9ll4kq9k
@user-hm9ll4kq9k 2 күн бұрын
@@sabitabehera3588 ଆପଣ ମୋତେ ଜ୍ଞାନ ଦେବା ଦରକାର ନାହିଁ । ୪ ଧାମ ର ୪ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ହିନ୍ଦୁତ୍ବ ପ୍ରତି କଣ ଅବଦାନ କହିଲେ ? ଏମାନେ ତ ରାମ ମନ୍ଦିର କୁ ବିରୋଧ କଲେ । ସାଧୁ ସନ୍ଥ ଙ୍କ ହତ୍ୟା ରେ ମୁହଁ ବନ୍ଦ୍ । ଏ ୪ ଜଣ ଶଙ୍କରାଚାର୍ଯ୍ୟ କଂଗ୍ରେସ ସମୟରେ ପଦ ପାଇଥିଲେ କଂଗ୍ରେସ ଦ୍ଵାରା । ଏମାନେ କେବଳ ac ରୁମ୍ ରେ ଆରାମ କରନ୍ତି । ଗୋବର୍ଦ୍ଧନ ମଠ ରେ ଦେଶୀ ଘିଅ ରାବିଡି ସ୍ଵାଦିଷ୍ଟ ଭୋଜନ କରନ୍ତି । ଏମାନେ ସବୁ ଜାତି ବାଦି ଅହଙ୍କାରୀ । ହିନ୍ଦୁ ସମାଜ ପ୍ରତି କିଛି ଅବଦାନ ନାହିଁ ଏହା ହିଁ ଅପ୍ରିୟ ସତ୍ୟ... ଜୟ ଜଗନ୍ନାଥ👏👏
@Humanity299
@Humanity299 Күн бұрын
ରାଜା ଙ୍କ ବିଷୟରେ କିଛି ଜଣା ନାହିଁ ନା ଶଙ୍କରାଚାର୍ଯ୍ୟ ଙ୍କ ବିଷୟରେ😂😂😂 ରାଜା ଜଗନ୍ନାଥଙ୍କ ଅଟୋ ବୁଲା ଚାଉଳ ମଗା BJD ବିଷୟରେ ବି ମୁଁହ ଖୋଲିଥିଲେ
@user-hm9ll4kq9k
@user-hm9ll4kq9k Күн бұрын
@@Humanity299 ତମକୁ ବହୁତ ଜଣା ଜ୍ଞାନ ପେଲା bjd ଚାଟୁକାର । ମହାପ୍ରଭୁ ଙ୍କୁ ବାର ଦୁଆର କଲା ପରେ ରାଜା ଭଲେଇ ହେବା ପାଇଁ ଲୋକ ଦେଖନିଆ ମୁହଁ ଖୋଲି ଥିଲେ ! ଗୋ ମାଂସ ଭକ୍ଷଣକାରି କମିଆ ଜାନି ମନ୍ଦିର ପ୍ରବେଶ ବେଳେ ରାଜା ମୌନ ରହିଲେ କଣ ପାଇଁ ? ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କୁ କାହିଁ ବିରୋଧ କଲେ ? ଆମନ୍ତ୍ରଣ ପାଇ ମଧ୍ୟ ଗଲେନି ? ଆଉ ଅଧିକ କିଛି କହିବାରେ ନହିଁ ଏତିକି ଯଥେଷ୍ଟ । ରାଜା bjd ଦଲାଲ ଆଉ ଶଙ୍କରାଚାର୍ଯ୍ୟ ହେଲେ କଂଗ୍ରେସ ଦଲାଲ କାରଣ କଂଗ୍ରେସ ପିରିୟଡ଼ ରେ ଶଙ୍କରାଚାର୍ଯ୍ୟ ପଦ ପାଇଥିଲେ....ବୁଝିଲୁ
@santoshjena5811
@santoshjena5811 Күн бұрын
ଦେଖ ଭାଇ ଏମାନେ ଆଗକୁ ଆହୁରି କଣ କରିବେ ,ଜୟ ଜଗନ୍ନାଥ
@ASHOKKUMARTOIKA
@ASHOKKUMARTOIKA Күн бұрын
ରାଜା ନୁହେଁ ବରଂ BJP ସରକାର କହୁଛି ସ୍ଲୋଟ ବୁକିଙ୍ଗ ପାଇଁ
@ManasDas-rv4mc
@ManasDas-rv4mc Күн бұрын
Jay shree jagannath 🙏🙏🙏
OMG🤪 #tiktok #shorts #potapova_blog
00:50
Potapova_blog
Рет қаралды 18 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
Пробую самое сладкое вещество во Вселенной
00:41
OMG🤪 #tiktok #shorts #potapova_blog
00:50
Potapova_blog
Рет қаралды 18 МЛН