କେଭି ସିଂ ଦେଓ ଦେଲେ ଖୋଲା ଧମକ | CM Mohan Majhi Road Show | PM Kishan | Odia News

  Рет қаралды 648,211

News18 Odia

News18 Odia

9 күн бұрын

କେଭି ସିଂ ଦେଓ ଦେଲେ ଖୋଲା ଧମକ | CM Mohan Majhi Road Show | PM Kishan | Odia News
#kvsingh #mohanmajhi #bargarh #BreakingNews #SummerVacationExtend #SchoolVacation #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
#electionnews #election2024 #narendramodi #odishapolitics #mohanmajhi #odishacm
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm

Пікірлер: 807
@CnBsom007
@CnBsom007 7 күн бұрын
ମୋର ତୋ ଗୋଟେ ଡାଉଟ୍ ଲାଗୁଛି ଏଟା ସଭା ଓଡ଼ିଶାରେ ନା ଉତ୍ତରପ୍ରଦେଶ ରେ ଚାଲିଛି ଭାଇ କେହି ଭୁଲ ଭାବିବେନି ଏମିତି କି ପରିବର୍ତ୍ତନ କଲେ ମୋ ଜଗନ୍ନାଥ ଙ୍କ ନା ଧରିବା ଭୁଲି ଗଲେ ଭାଇ ମାନେ ଯଦି ମୋ କଥାରେ କିଛି ଯଦି ଖରାପ ଥିଲା ତାହେଲେ ବାର୍ତ୍ତା ରଖ ଜୟ ଜଗନ୍ନାଥ
@ashrutdas8565
@ashrutdas8565 3 күн бұрын
ଓଡିଶା ନିଶ୍ଚନ୍ନ କରିବା ପାଇଁ ଷଡଯନ୍ତ୍ର ଚାଲିଛି।
@ajitkumarpanda6388
@ajitkumarpanda6388 8 күн бұрын
ପ୍ରଶାସନିକ ସ୍ତରରେ ଥିବା ପୁରୁଣା ମୂଷା ମାନଙ୍କୁ ହଟେଇ ଦିଆଯାଉ,,,,,ସେମାନେ ସବୁବେଳେ ନୂଆ ସରକାର ଙ୍କୁ ବଦନାମ କରିବେ,,,,ବେଳହୁଁ ସାବଧାନ,,,,,,,
@NilachalNaik-jf8uq
@NilachalNaik-jf8uq 8 күн бұрын
Sahe musa khai pandu nabin nibasre taku aaga tada jau
@sk5status589
@sk5status589 8 күн бұрын
ତୁମେ ସବୁଠାରୁ ବଡ ମୂଷା ଲୋକଙ୍କୁ କଣ କହୁଚ୍ଛ ଭାଇ । 24ବର୍ଷ ନବୀନ ର ଖାଇଲୁ ଏବେ ଅନ୍ୟ ଆଡକୁ ପାଲୁଛୁ । ଭାବିଥିଲି ଟିକିଏ ସମ୍ମାନ ଦେଇ କଥା ହେବି ହେଲେ ତ ପରିକା ମଣିଷ ନାଳ ରେ ସ୍ଵଭା ପାଏ । ଖରାପ ଭାବିବନି ଭାବିଲେ ଯଦି ଭାବୁଛ ସହିଯାଓ କାହାକୁ କହିବନି ସାଙ୍ଗ ମାନଙ୍କୁ କହିବନି ଯେ ମୋତେ କିଏ ଗୋଟେ reply ଦେଇଛି ନିଜେ ବଦଲାମ୍ ହେଇଯିବୁ ରେ 😂
@gangadharsatapathy316
@gangadharsatapathy316 7 күн бұрын
Definitely Action ନେବା ଉଚିତ୍ ❤❤
@loknathmeher994
@loknathmeher994 7 күн бұрын
Jai shree Ram Jai Jai shree Ram 🎉🎉🎉
@jyotiranjankhadiratna
@jyotiranjankhadiratna 7 күн бұрын
Right
@ganeswarbehera-fj6yu
@ganeswarbehera-fj6yu 8 күн бұрын
ସ୍ଵାଗତମ୍ ସ୍ଵାଗତମ୍ ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଭାଇ ସ୍ୱାଗତମ୍ । ଧନ୍ୟବାଦ । ଜୟ ଜଗନ୍ନାଥ ।
@SudhakarRout-hx2xo
@SudhakarRout-hx2xo 7 күн бұрын
ଜୟ ଜଗନ୍ନାଥ 🙏
@kshitishsamanta7283
@kshitishsamanta7283 7 күн бұрын
ଆଉ ସଭାରେ ପ୍ରଥମେ ଜୟ ଜଗନ୍ନାଥ ଶୁଭୁନି
@ChitaranjanMohanty-mc6nm
@ChitaranjanMohanty-mc6nm 7 күн бұрын
ଜୟ ଜଗନ୍ନାଥ❤❤❤❤❤❤
@sorotoka9717
@sorotoka9717 8 күн бұрын
ଯଉ ଚାରି ଦୁଆର ଠାକୁର ଙ୍କ ନା ନେଇ ଜିତିଲେ ସେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଭୁଲି ଗଲେ 🙏ଜୟ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ 🙏
@AbhimanyuNaik-dm3gn
@AbhimanyuNaik-dm3gn 8 күн бұрын
ରସନକାଡ ଜଲ୍‌ଦି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦିଅନ୍ତୁ
@ashwinisahu6584
@ashwinisahu6584 8 күн бұрын
Rasan kard kaharta. Nena je
@ashwinisahu6584
@ashwinisahu6584 8 күн бұрын
RATION SABHE PAICHHAN ...
@chaturbhujpraharaj213
@chaturbhujpraharaj213 7 күн бұрын
P@😊😊 ​@@ashwinisahu6584
@prakashmodijihamarapmmohan511
@prakashmodijihamarapmmohan511 7 күн бұрын
Jay jagannath ❤❤❤❤
@subashchandra7563
@subashchandra7563 7 күн бұрын
😂😂😂😂😂😂
@nihimiyabardhan8846
@nihimiyabardhan8846 8 күн бұрын
ରାଜନୀତି ଭାଷଣରେ ଜୟ ଶ୍ରୀରାମ କହିବା କିଛି ଆବଶ୍ୟକ ନାହିଁ, ଉପମୁଖ୍ୟମନ୍ତ୍ରୀ sir
@prasantasahusahu919
@prasantasahusahu919 8 күн бұрын
ବରଗଡ ଜିଲ୍ଲା କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ, ମୋହନ ଭାଇ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଭାଇ ଙ୍କୁ ସ୍ଵାଗତମ୍ , Jay shree ram
@manojbangula494
@manojbangula494 8 күн бұрын
ଭଲ କଥା ଚାଷୀ ହେଲେ କାଞ୍ଜେ ମନ୍ଦୁଃଖ କର୍ବା ...ଭୂମି ହିନ ମାନେ ଚାଲ ଫିର ଦାଦନ ଖଟି ...ଆମର ଭୂମି ହିନ ମାଙ୍କର ସାଥୀ କିହେ ନାଇସେ ହୋ
@chaitanyarana1496
@chaitanyarana1496 8 күн бұрын
Right kahi6vhhae
@sandeeprout7805
@sandeeprout7805 7 күн бұрын
Yes Good Governance on its way
@abhaybehera8345
@abhaybehera8345 8 күн бұрын
ଜୟ ଜଗନ୍ନାଥ
@SankerMeher
@SankerMeher 8 күн бұрын
Tha rial king
@SankerMeher
@SankerMeher 8 күн бұрын
Raja chhua
@Singh77359
@Singh77359 8 күн бұрын
ହିନ୍ଦୁମାନେ ଏମିତିହେଇଗଲେଣିଜେ ଜୟଶ୍ରୀରାମ କହିଲେ ଜଗନ୍ନାଥ କୁହନ୍ତୁ କହିଲେଣି ବୋଧେ ରାମ ଓ ଜଗନ୍ନାଥ ଭିନ୍ନ ଓ ମାଗଣାଲୋଭ ବି ବହୁତହେଇଗଲାଣି ହେଲେ ଓଡିଶାର ରୁଣଭାର ଜଣାନାହିଁ ତାଙ୍କୁ କେବଳ ମାଗଣାହିଁ ଦରକାର ସେଥିପାଇଁ ସେମାନେ କଂଗ୍ରେସକୁବି ଭୋଟଦେଇଦେବେ ଆରେ ମୁସଲିମ ଠାରୁକିଛିସିଖ ତାଙ୍କପାଇଁ ତାଙ୍କଧର୍ମ ସବୁଠୁଆଗରେ ୟୋଗି ସବୁକିଛିକଲାପରେବି ସେମାନେ ଭୋଟଦେଲେନି ଓ ହିନ୍ଦୁ ମାଗଣାଲୋଭରେ ଭୋଟଦେଲେନି ହେ ଜଗନ୍ନାଥ ସମସ୍ତଙ୍କୁ ନିଜଧର୍ମରକ୍ଷାପାଇଁ ଶକ୍ତିଦିଅ ଧର୍ମ ରକ୍ଷତି ରକ୍ଷତାଃ 🚩🚩🚩🙏🙏🙏
@user-kg3dn4zo7j
@user-kg3dn4zo7j 8 күн бұрын
ଯେତେ ସବୁ ମାଗଣା ଖିଆ ବିଜେପି କୁ ଭୋଟ ଦେଇନାହାନ୍ତି 😂 ଭୋଟ ସେଇମାନେ ଦେଇଛନ୍ତି ଯେଉଁ ମାନେ ଚାହିଁଥିଲେ ଓଡିଶା ପାରିବର୍ତ୍ତନ ହେବା ଦରକାର ବୋଲି |
@RabindraMardi-sn6jq
@RabindraMardi-sn6jq 8 күн бұрын
Sri Jagannath and Sri Ram vitore phorok nahin.
@Singh77359
@Singh77359 7 күн бұрын
@@Rkdas1264 ଆରେଭାଇ ହିନ୍ଦୁକୁ ଜାଗ୍ରତ ଜିଏବିକରେ ତାର ଅବସ୍ଥା କୁକୁଡାପରିହୁଏ ତାହା ମୁ ଜାଣିଚି ଖୁସିହୁଅଜେ ଏବେ ଭଗବାନକୁନେଇ ରାଜନିତି କରୁଛନ୍ତି ନହେଲେ ଆଲ୍ଲାକୁନେଇ ରାଜନିତିକରୁଥିଲେ ଓ ହିନ୍ଦୁ ଦେବା ଦେବୀକୁ ପାଦରେ ଦଲୁଥିଲେ
@khulanaSundaree
@khulanaSundaree 7 күн бұрын
Aeta hauchi odia asmita,odisha ra parichaya Jagannath pravu,But ea choro Jay sri ram kahila but Jagannath nku bhuli gala.
@satyasamal3091
@satyasamal3091 8 күн бұрын
ଟିକେ ଧୀରେ କୁହନ୍ତୁ ନହେଲେ BP high ହେଇଯିବ
@user-qx6nb1mx2p
@user-qx6nb1mx2p 8 күн бұрын
ଜୟ ଜଗନ୍ନାଥ 🙏🙏🙏
@smitasamal460
@smitasamal460 8 күн бұрын
ନବାନ ସାର୍ ଙ୍କ ପରି ଆଉ କେହି ହେଇପାରିବ ନାହିଁ😭😭😭
@prakashtripathy2647
@prakashtripathy2647 8 күн бұрын
Nabina tote Gahichi
@smitasamal460
@smitasamal460 7 күн бұрын
@@prakashtripathy2647 Same to you😝
@prakashtripathy2647
@prakashtripathy2647 7 күн бұрын
@@smitasamal460 badhi nka muha tana
@mundarama1122
@mundarama1122 3 күн бұрын
ବାଳ ନା
@pprs58
@pprs58 7 күн бұрын
ଶିକ୍ଷା, ସ୍ବାସ୍ଥ୍ୟ, ସଡକ, ଜଳ, ଆଲୁଅ ଆଦି ଯେପରି ଆମରି ଟେକ୍ସରୁ ଆମକୁ ସରକାର ମାଗଣାରେ ଯୋଗାଇଥାନ୍ତି, ଠିକ୍ ସେହିପରି ଅନ୍ୟ ଦେଶଙ୍କ ଭଳି ଆମ ଦେଶରେ ମଧ୍ୟ ଇଲେକ୍ଟ୍ରି ବିଲ୍ ସମ୍ପୂର୍ଣ୍ଣ ମାଗଣା କରନ୍ତୁ। ତାହା କରିବାରେ ଓଡିଶା ପ୍ରଥମ ରାଜ୍ୟ ହେଉ। ଜୟ ଜଗନ୍ନାଥ 🙏
@renubalamohapatra7437
@renubalamohapatra7437 8 күн бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ କହା ପାଟିରେ ପଶୁନି।
@shakaharipruthivi8696
@shakaharipruthivi8696 8 күн бұрын
ଜଗନ୍ନାଥ ଙ୍କ କୃପା ରୁ ଜିତିଲେ। ମାତ୍ର ସ୍ବୀକାର ନ କରିବା କାରଣ ଅଛି ? ପାଟିରେ ଜଗନ୍ନାଥଙ୍କ ନା ପଶିବା ପାଇଁ ହେଲେ ସେତେ ସତ୍ୟ ଓ ସ୍ଵଷ୍ଟ ଭିତରୁ ହେବା ଦରକାର। ଭଲ କହିଛନ୍ତି। ଜୟ ଜଗନ୍ନାଥ। ଜୟ କଳ୍କୀ ରାମ
@MiliSwain-pj1me
@MiliSwain-pj1me 8 күн бұрын
Pati re pasiba kemiti semane au kn jagannath nka vakta ki .....
@tapanrout6889
@tapanrout6889 8 күн бұрын
Jai maa samalei kahichha re puhe
@Rkdas1264
@Rkdas1264 8 күн бұрын
Eia ama odia Babu para...
@prabhatdas580
@prabhatdas580 8 күн бұрын
Thiek kahicha
@manojkumar-um9si
@manojkumar-um9si 8 күн бұрын
ଆମେ ପାଠ ପଢି ଦାଦନ ଖଟିବାକୁ ବାହାର ଯାଉଛି ବାଳ ଡବଲ engene
@BikramKumar-dh4zu
@BikramKumar-dh4zu 7 күн бұрын
100% thik katha kahichhanti deputy cm sir
@madhabanandaacharya5855
@madhabanandaacharya5855 8 күн бұрын
ଖାତା ରେ ତ ପଇସା ପଡିବ,ତୁମେ ସେଠାରେ କଣ କରୁଛ
@dasamantapodha3092
@dasamantapodha3092 8 күн бұрын
ନବୀନ ପଟ୍ଟନାୟକ ବି ପଇସା ଦେଉଥିଲା କିନ୍ତୁ ଚାଷି ପୁରା ପାଉଛେ କିନି ମହାଶୟ ଯାଞ୍ଚ କରିବେ
@PramilaNayak-oh9ql
@PramilaNayak-oh9ql 6 күн бұрын
ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ଜୟ ମାତା ସୁଭଦ୍ରା ❤ବଳଭଦ୍ର ମହାରାଜ କି ଜୟ ❤ ଜୟ ମାତା ସମଲେଇ❤ଜୟ ସୀତାରାମ❤ଜୟ ଶ୍ରୀ ହନୁମାନ❤ଜୟ ଶ୍ରୀ ଲକ୍ଷ୍ମଣ❤ଜୟ ଶ୍ରୀ ଶତ୍ରୁଘ୍ନ❤ଜୟ ଶ୍ରୀ ଭରତ 🕉️♥️🙏🚩🚩🚩
@veerhaldar5293
@veerhaldar5293 7 күн бұрын
Tapati Haldar very good Jay hind 🙏🇮🇳👍
@pradipbiswal5573
@pradipbiswal5573 8 күн бұрын
ନବୀନ ପଟ୍ଟନାୟକ ଗୋଟେ ବ୍ରାଣ୍ଡ,,,,, ନବୀନ ପଟ୍ଟନାୟକ ଗୋଟେ ଇମୋସନ୍,,,,, ଆପଣ ଭାଷଣ ବାଜି ନକରି ଦୟାକରି ଲୋକଙ୍କ ପାଇଁ କିଛି ଭଲ କାମ କରନ୍ତୁ।।।। ଯେମିତି ଲୋକମାନେ ନବୀନ ପଟ୍ଟନାୟକ ଭଳି ଆପଣ ଙ୍କୁ ବି ସାରା ଜୀବନ ମନେ ରଖିବେ 😮😮😮😮😮 ଗରିବ ଆଉ ଭୂମିହୀନ ମାନଙ୍କ ପାଇଁ କିଛି ବି ଗୋଟେ କରନ୍ତୁ !!!!!!!
@DJsanjaysahoo
@DJsanjaysahoo 8 күн бұрын
Jay jagannath kohiloni
@dusmantanaik6907
@dusmantanaik6907 8 күн бұрын
ସାହାରା ଟଙ୍କା କେବେ ମିଳିବ
@Soraj208
@Soraj208 8 күн бұрын
Chor mane aau nai Dia na
@Arenamode2033
@Arenamode2033 6 күн бұрын
​@@Soraj208amar gaon re badhe ghotala te heichhe..jane asi kari khai nela
@user-vp6yg7be5b
@user-vp6yg7be5b 8 күн бұрын
ସାର ଜୟ ଜଗନ୍ନାଥ କହିବା ଭୁଲିଗଲଯେ
@user-up6zo3uw6k
@user-up6zo3uw6k 7 күн бұрын
ଏଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ କରୁଛି 🙏
@SipunRadhakisor
@SipunRadhakisor 7 күн бұрын
Nesw 18 odia କୁ ମୋର ଅନୁରୋଧ ସେ cm କୁ ପଚାରନ୍ତୁ ଟଙ୍କା ତ pm DTP ମାଧ୍ୟମରେ ଦେରେ ଓଡ଼ିଶାର ଟଙ୍କା ଖଚ୍ଛକରି ସିଏ ବରଗଡ଼ ଜିଲ୍ଲା ଏତେ ନାଟକ କଣ କରୁଛନ୍ତି କହିବେ ଏ ପ୍ରକାର ରାଜନୀତି ଲୋକମାନେ ଗ୍ରହଣ କରିବେନି
@SurendraPadhan-tg3kv
@SurendraPadhan-tg3kv 8 күн бұрын
ଭତ୍ତା କେବେ ଘୋଷଣା କରିବେ ସରକାର
@user-rz4jv2go8k
@user-rz4jv2go8k 7 күн бұрын
ଆମ ବିକଲାଙ୍ଗ ମାନଙ୍କ କଥା ନ ଭୁଲିବାକୁ ଆମର ଅନୁରୋଧ ଆମ ମୁଖ୍ୟମନ୍ତ୍ରୀ ଙ୍କୁ
@ManojKumar-vj6mr
@ManojKumar-vj6mr 8 күн бұрын
ମୋତେ ବହୁତ ଦୁଃଖ ଲାଗିଲା ଏମାନେ ମାଟିର ଠାକୁର ଜଗତର ନାଥାକୁ ଭୁଲି ଗଲଣି ହଁ ମାନୁଛି ରାମ ଯିଏ ଜଗନ୍ନାଥ ସିଏ ହେଲେ ଏ ଜଗନ୍ନାଥ ମାଟି ହେଲେ ସେ ଜଗନ୍ନାଥ ନା କୁ ଏ ସରକାର ଲୋପ କରୁଛନ୍ତି
@ashrutdas8565
@ashrutdas8565 3 күн бұрын
ବହୁତ ଜଲଦି ରଥରେ ଜଗନ୍ନାଥ ଙ୍କ ବଦଳେ ରାମ ବସିବେ ଚିନ୍ତା କରନାହିଁ। କାହିଁକି ନା ଆମକୁ ପରିବର୍ତ୍ତନ ଦରକାର।
@user-ug8ii1fo2k
@user-ug8ii1fo2k 8 күн бұрын
ଉପ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସମ୍ବଲପୁରୀ ବାହାରି ଯାଉଛି।
@maabhabanielectricalptg951
@maabhabanielectricalptg951 8 күн бұрын
Tanka language Hindi Kintu se Odia, samabapuri Hindi English Sabu bhasa ase
@GOD...hey.
@GOD...hey. 7 күн бұрын
ଚଳିବ... କିଛି କଥା ନାହିଁ ଭାଇ. ❤ From Central-Odisha ❤
@The-Fact-Time
@The-Fact-Time 7 күн бұрын
Khali odia kahiba ki , western odisha ke jaai chhan bele sambaluri heka bahariba ke pad baa
@bmmediabky9206
@bmmediabky9206 7 күн бұрын
Khali katkia kahele nai hue bhai sambalpuri bhasa bi 50 % lok kahu6n
@niranjanmohapatra849
@niranjanmohapatra849 7 күн бұрын
ଜୟ ଶ୍ରୀରାମ 🙏🙏🙏
@JagadishSinku-rk1nw
@JagadishSinku-rk1nw 8 күн бұрын
ସାର୍ ରେସନ କାର୍ଡ କେବେ ଯୋଜନା କରାଯିବ
@PratapchandraParida-li5er
@PratapchandraParida-li5er 8 күн бұрын
ନବିନା ଦେବ ତୋତେ
@pramodnayak1992
@pramodnayak1992 8 күн бұрын
ଅଧିକାଂଶ ଯେଉଁମାନେ ଚାଷୀ ନୁହନ୍ତି ସେଇ ମାନେ ଏହି benifit ପାଉଛନ୍ତି କିଛି ଅସୁବିଧା ନାହିଁ କିନ୍ତୁ ଯିଏ ଅସଲି ଚାଷୀ ,ଚାଷ କରିବା ତାଙ୍କ ପ୍ରଧାନ କାର୍ଯ ସେମାନେ ଏହି ଯୋଜନାରୁ ବଂଚିତ ରହୁଛନ୍ତି ଏଥି ପ୍ରତି ସରକାର ଧ୍ୟାନ ଦେବା ଦରକାର
@gangadharsatapathy316
@gangadharsatapathy316 7 күн бұрын
ଧନ୍ୟବାଦ୍ ଧନ୍ୟବାଦ୍ ❤❤ K.P.Singdewo ବାବୁ। ଭଗବାନ୍ ଶିବ ବାବା ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଶଦ୍ ବୁଦ୍ଧି ଦିଅନ୍ତୁ। ❤❤❤❤❤❤❤❤
@trilochansi7852
@trilochansi7852 8 күн бұрын
ପ୍ରତି ପନ୍ଚାୟତ୍ ରେ ଧାନ ମଣ୍ଡି ଖୋଲି ଚାଷୀ ଭାଇ ମାନଂକୁ ଉତ୍ସାହିତ କରିବା ନିମିତ୍ତ ଐତିହାସିକ ପଦକ୍ଷେପ ନେଲେ ବିରୋଧୀ ମାନକୁଂ ଉଚିତ୍ ଜବାବ୍ ହେବ !!!! ଜୟ ଶ୍ରୀ ରାମ❤❤ଜୟ ଭାରତ!!
@pramodnayak1992
@pramodnayak1992 8 күн бұрын
ନବୀନ ସରକାର ବେଳେ ଯାହା ଏବେ ମଧ୍ୟ ସେଇଆ ଅସଲି ଚାଷୀ ଏହି ସୁବିଧାରୁ ବଂଚିତ ରହୁଛନ୍ତି
@bijayadas1200
@bijayadas1200 8 күн бұрын
Jay Jagannath
@pujabeherapuja4969
@pujabeherapuja4969 7 күн бұрын
ପ୍ରେତ୍ୟକ ସଭା ରେ ବାରମ୍ବାର ପରିଚୟ ପ୍ରଦାନ ପରମ୍ପରା ଉଠାଯିବା ଉଚିତ୍।
@user-vl3rv7cd8z
@user-vl3rv7cd8z 8 күн бұрын
ଭତ୍ତା ଟଙ୍କା 3000/-କେବେ ମିଳିବ ତାହା ବିଷୟରେ ପ୍ରକାଶ କରନ୍ତୁ,
@banamalisahoo9664
@banamalisahoo9664 8 күн бұрын
taha gote micha katha thila,nirbachana micha
@daktarsahu2691
@daktarsahu2691 8 күн бұрын
ଜଡି ଆମେ ମା ବାପା କୁ ଠକିବା ନିଜେ ଠକାଇ ହେବାର ସୁଣିଛିତ ପହିଲା ବୁଢା ବୁଢ଼ୀ ମାଙ୍କୁ ଦେଖେଇବାର ଥିଲା ନାଇହେଲେ ନିଶ୍ୱାସ ପଡିବ
@adityabehera1361
@adityabehera1361 8 күн бұрын
Jumla party 😂
@biranchimajhi8381
@biranchimajhi8381 8 күн бұрын
Bhatta 3000 dele budha budhi ku darei karineba au mad piba
@tukunakabi425
@tukunakabi425 6 күн бұрын
Dharya Dhara
@HiralalSahu-bb3hl
@HiralalSahu-bb3hl 8 күн бұрын
Right Right Bargarh First Action 🙏👈
@barsaranichoudhury567
@barsaranichoudhury567 7 күн бұрын
ସ୍ବାଗତଯୋଗ୍ୟ 🎉
@chandanyadab7402
@chandanyadab7402 8 күн бұрын
Jay jagannath kuhantu
@rakeshentertainmentrs1158
@rakeshentertainmentrs1158 8 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ପ୍ରଭୁ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ ଙ୍କ ନାମ ବି ଧରୁ ନାହାନ୍ତି ଏ କି ଓଡିଆ ଅସ୍ମିତା, ଓଡ଼ିଆ ର ପ୍ରାଣ ପ୍ରଭୁ ଜଗନ୍ନାଥ ନାମ ଧରୁ ନାହାନ୍ତି, ଗର୍ବ ଭାଂଗିଯିବା ଆଜ୍ଞା ସୁଧୁରି ଯାଆନ୍ତୁ 😡🙏🏻ଜୟ ଜଗନ୍ନାଥ
@TheAdiwasi
@TheAdiwasi 7 күн бұрын
Jay Maa Samlei 🙏🏻🚩🔥
@TiluartGallery
@TiluartGallery 8 күн бұрын
ମହାପ୍ରଭୁ ଜଗନ୍ନାଥଙ୍କୁ ଭୁଲିଗଲ ତୁମେ ଟମ୍ କୁ ଓଡ଼ିଶା ବାସି ଭୁଲିଯିବେ ବ୍ୟସ୍ତ ନାହିଁ
@nihimiyabardhan8846
@nihimiyabardhan8846 8 күн бұрын
ଏତେ ragiki😂କୁହନି sir, ଆଗକୁ ଦେଖିବା କଣସବୁ karuchhanti😂
@hijakyabihari2788
@hijakyabihari2788 7 күн бұрын
ନାରା ଦେବା ସମୟରେ ଏତେ ଅହଂକାର... That's not good
@user-vy4pl9nc9r
@user-vy4pl9nc9r 8 күн бұрын
Electric bill kebe chaad karibe 300 unit
@marndi3221
@marndi3221 8 күн бұрын
ଆଗ ଏକ ଲକ୍ଷ୍ୟ ଟଂକାର ସୋଲାର ସିଷ୍ଟମ୍ ଲଗାଉ ଘରେ ତା ପରେ ଯାଈ 300 ୟୁନିଟ ଫ୍ରି ମିଳିବ ।
@Mrsinuodiavlog
@Mrsinuodiavlog 8 күн бұрын
ହଇରେ ମାଗଣା ଖିଆ କାଇଁ ବିକଳ ହେଉଚୁ ବେକାରୀ ହୁଅନି କିଛି କାମ କର ସରକାର କେବଳ ଶିକ୍ଷା ସ୍ବାସ୍ଥ୍ୟ ନ୍ୟାୟ ମାଗଣା ଦେବା କଥା ସବୁ ମାଗଣା ଦେଲେ ତମ ଭଳି ବେକାରୀ ବାହାରିବେ
@ranjetmurum1941
@ranjetmurum1941 8 күн бұрын
Jeparjonto odisha re rojgaar pontha korino seporjato magona bijuli magona pani magona chaulo deyo
@Modernindia9
@Modernindia9 7 күн бұрын
ଓଡିଶା ରେ ଜୟ ଜଗନ୍ନାଥ କହିବାକୁ ପଡିବ ହେଲେ ଏ ବାବୁ କହି ନାଁହାନ୍ତି
@user-te1sd1qw4k
@user-te1sd1qw4k 8 күн бұрын
ମହାରାଜ ସାର ଆପଣ ଇଥର ଫୁଳ ରେକଡ ଦେଖିଇ ଦଉନ ଲକି ଚାସଂ ମିଲିଛେ ପୁରା ଯୋଗି ସରମା ସାର କଂ ଭଲି ନା ରଖୁନ
@dasamantapodha3092
@dasamantapodha3092 8 күн бұрын
ଯାହା ବି କହୁଛନ ତାହା କରିବା କେ ପଡ଼ିବା sir ଆପଣ କୁ ମର୍ କୋଟି ପ୍ରଣାମ
@user-wx3ws8bj2g
@user-wx3ws8bj2g 8 күн бұрын
ଆଉ ସେ ତିନିଷ ୟୁନିଟ electric ଛାଡ କଣ ମ ନେ ପଡୁନି କି।
@NiranjanMatha-vv8pd
@NiranjanMatha-vv8pd 8 күн бұрын
ମିଡ଼ିଆ ଭାଇ ମାନଙ୍କୁ 🙏ଅନୁରୋଧ ଯେ ଆପଣ ମାନେ ବିଜେପି ସରକାର ଙ୍କୁ ପ୍ରଶ୍ନ କରନ୍ତୁ ପ୍ରକୁତ ଚାଷୀ ମାନେ pm kishan ଟଙ୍କା ପାଉନାହାନ୍ତି ତାହା ତଦନ୍ତ ହେବା ଆବଶ୍ୟକ ଆଉ ମଧ୍ୟ ମଧ୍ୟବିତ୍ତ ପରିବାର ଓ ଗରିବ ଚାଷୀ ପରିବାର ରାସନ କାର୍ଡ ପାଇ ନାହାନ୍ତି ତାହା ମଧ୍ୟ ତଦନ୍ତ ହେଉ ପୂର୍ଵ ବିଜେଡି ସରକାର ଅଫିସର ରାଜ ଯୋଗୁଁ ସବୁ ଅବହେଳା ହୋଇଛି ଏହି ବିଜେପି ସରକାର ପୁନର୍ବାର ସେ ଭୁଲ ନ କରୁ
@ramakantadharua8545
@ramakantadharua8545 7 күн бұрын
You are right
@tusharranjanbhanja352
@tusharranjanbhanja352 7 күн бұрын
Media ta biki hei galeni aau prasna kemiti pacharibe ......jau jagare media ra entry na thila BJP asila pare se jagare entry hei gala .....media mananku BJP ra Dalali kariba pain khulla chhut mili gala.......
@surendrahans662
@surendrahans662 7 күн бұрын
O k good brother
@sunilmohapatra3868
@sunilmohapatra3868 8 күн бұрын
Jay jagannath kahibaku kia g marideuchhi ki
@sandeepdehury1236
@sandeepdehury1236 8 күн бұрын
na kahile kana b chodi haigala ki?
@MahakudChandrahasya
@MahakudChandrahasya 8 күн бұрын
ଧାନ ମଣ୍ଡି ପ୍ରତି ୱାର୍ଡରେ ଖୋଲାଜାଉ।
@hrudaranjansahoo1646
@hrudaranjansahoo1646 8 күн бұрын
To ghare kholidebe
@MahakudChandrahasya
@MahakudChandrahasya 8 күн бұрын
@@hrudaranjansahoo1646 ଡିସିମିଲି ଏ ନଥିବ। କେମିତି ଜାଣିବୁ ମଣ୍ଡି ବିଷୟରେ।
@tapanrout6889
@tapanrout6889 8 күн бұрын
R Navin ku kahuchi to gandi r gotia kholiba
@DillipBhoi-op6xh
@DillipBhoi-op6xh 7 күн бұрын
ଜୟ ଜୟ ଜଗନ୍ନାଥ ହରିବୋଲ ହୁଳହୁଳି କୁହାଯାଏ ଶିରୀ ରାମ
@itishrikhusi7894
@itishrikhusi7894 8 күн бұрын
ବହୁତ ବହୁତ ଧନ୍ୟବାଦ sir
@nabinmajhi1568
@nabinmajhi1568 8 күн бұрын
ଆମେ ଗରିବଲୋକ ଆଜ୍ଞ। ମୁଁଇଗୋଟେକଥାକହେବାକେ ଚାହୁଁ ଛେ ସବୁ ସରକାର କହୁଛନ୍ ଜେ ଧାନ କ୍ୱିଣ୍ଟାଲ 3100 ଟଙ୍କା କିନ୍ତୁ ଚାଉଳ କୁଇଣ୍ଟାଲ କେତେହେବା ସେଟାଟିକେ କହିଲେ ଭଲହେତା ଆମେ ଚାଉଲ କେ ଘିନିଖାଏବାର୍ ଗରିବ୍ ଲୋକ୍ ଆମେ
@RabindraKumarbiswal-ds3mk
@RabindraKumarbiswal-ds3mk 6 күн бұрын
Ita garib lokar sarkar nahese bhai.amabani adani tata birla ra sarkar ae.emane garib ra katha ne Sunan.garib ra pete khali laat marbe
@user-wx9jr3to3l
@user-wx9jr3to3l 5 күн бұрын
Rice kg 1 rupees ok.bjd
@tilum-hu3zr
@tilum-hu3zr 8 күн бұрын
Jai jagannath jai jagannath
@indianeedshimodiaenglish9505
@indianeedshimodiaenglish9505 8 күн бұрын
ମନ୍ଦିର ପାଇଁ ଏତେ ଟଙ୍କା ଖର୍ଚ ନକରି Education ପାଇଁ ଖର୍ଚ କରିବା କଥା ଥିଲା , ସବୁ ସରକାର ବ୍ରାହ୍ମଣଙ୍କ ତଳେ
@ramakantarout2484
@ramakantarout2484 8 күн бұрын
No both will be done 👍
@nbvlogs6405
@nbvlogs6405 8 күн бұрын
Converted
@erajitkumarsuna7412
@erajitkumarsuna7412 8 күн бұрын
Mandir jiba pain kie badhya kala ki apanaku ????
@user-ep2dw2ep5f
@user-ep2dw2ep5f 8 күн бұрын
Brahmanku BJP gehibo agaku chahinthao😂😅
@RajendraKuanr-xd9xo
@RajendraKuanr-xd9xo 8 күн бұрын
Itihas kuhe bramanbad chintadhara deso pain khyoti
@sk5status589
@sk5status589 8 күн бұрын
ପୁରୀ ମନ୍ଦିର ରେ ଚାରି ଦୁଆର ଖୋଲି ବଡ କାମ କରିନ ଦର୍ଶନ ହେଉଛି ହେବ । ଦାଦନ ଯାଉଛୁ ଆମେ ଯେମିତି ନ ଯିବୁ ସେଇ କଥା କୁହ ଓଡ଼ିଶା number 1 ହେବା ଦରକାର ତୁମ ଏମିତି ଭାଷଣ ଶୁଣିବା ଦରକାର ନାହିଁ ଏମିତି ଯଦି ନ ହୁଏ ବହୁତ୍ ଖରାପ ହେବ । ନବୀନ ବାବୁଙ୍କୁ ହରେଇ ଦୁଃଖରେ ଅଛି ଓଡ଼ିଶା
@technicalsanjaya4569
@technicalsanjaya4569 8 күн бұрын
ଆଗେ ବିଜେପି କାମ କର ତା ପରେ ନବୀନ ନାରେ କହିବ
@satyajitpati2897
@satyajitpati2897 8 күн бұрын
ଆଦରଣୀୟ ଉପମୁଖ୍ୟମନ୍ତ୍ରୀ ଜି ଜଗତରନାଥ ଜଗନ୍ନାଥ ଙ୍କ ନାମ ନାହିଁ ନେବା କଣ ଓଡିଶା ର ଅସ୍ମିତା
@bibhutibhusantandi4023
@bibhutibhusantandi4023 7 күн бұрын
ସମସ୍ତ ଚାଷୀ ଙ୍କୁ ମିଳୁ ନାହିଁ ଠିକ ଭାବେ ସର୍ଭେ କରି PMKisan ନିଧି ଟଙ୍କା ଦିଆଯାଉ
@Gopalkrushnapatra-15490
@Gopalkrushnapatra-15490 8 күн бұрын
ରାସନ୍ କାଡ଼ ଯୋଜନା କେବେ ହବ ଆମର ନାହିଁ
@ajayadabaria4109
@ajayadabaria4109 8 күн бұрын
25 barasa jaye kene suithhila ho
@goutambehera745
@goutambehera745 7 күн бұрын
କେବଳ ଧମକ ରେ ହେବନି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ 🙏
@sanjivnag7399
@sanjivnag7399 8 күн бұрын
300 unite kebhe deba
@sachinsagar7789
@sachinsagar7789 8 күн бұрын
Nabin k bhi tuyi magi thitu Bailey bhal heyi thitaaaq
@user-wx9jr3to3l
@user-wx9jr3to3l 5 күн бұрын
Kali heb babu 😊😊😊
@user-kk6cf1dn7f
@user-kk6cf1dn7f 8 күн бұрын
Agya apannka power sarigale.3100 heba k
@nbvlogs6405
@nbvlogs6405 8 күн бұрын
Kai nangala hauchhu
@debasishmahapatra2145
@debasishmahapatra2145 8 күн бұрын
ଭତ୍ତା ପଇସା 3000 କେବେ ମିଳିବ??
@rakeshkumar42492
@rakeshkumar42492 8 күн бұрын
Jay Jagannath🙏🙏🙏 is missing sir .
@mukeshmeher4235
@mukeshmeher4235 7 күн бұрын
Jai shree ram au jai jagannath bhitre antar kana kahilu
@KartikJena-we5oj
@KartikJena-we5oj 7 күн бұрын
ବହୁତ୍ ବଡ ବଡ କଥା କେ ଭି ବାବୁ କହିଦେଲେ ,କାଳିଆ ଯୋଜନାରେ 920 କୋଟି ନବୀନ ସରକାର ଚାଷୀଙ୍କୁ ଦେଉଥିଲେ ଆପଣ 600 କୋଟି ପି ଏମ ସମୃଧ୍ ନିଧି ଯୋଜନାରେ ଦେଉ ଛନ୍ତି କେତେ କମିଲା ମାତ୍ର 320 କୋଟି ଏଥିରେ ଓଡ଼ିଶା ଲୋକ କେତେ ଅଧିକ ପାଇଲେ ତାର ହିସାବ କଲେ ଭଲ ଲାଗିବା,ଏଥିରେ ବାହାବା ନେବାର କିଛି ନାଇଁନ କିଛି ଲୋକ ବଞ୍ଚିତ ହେଲେ ଚାଷୀ ଆଉ ରହିଲା ଲୋକ ମାନେ ଆଶା କରିଥିଲେ ଡବଲ ଇଞ୍ଜିନ ଡବଲ ମଲ
@sukantaswain6382
@sukantaswain6382 8 күн бұрын
Sir pending approval pm kisan clear hau
@thebossmedia6517
@thebossmedia6517 8 күн бұрын
Super statement for government services holder
@DinabandhuMajhi-rr6mj
@DinabandhuMajhi-rr6mj 7 күн бұрын
ଆପଣ ମାନେ ପଞ୍ଚାୟତ ଅଫିସ୍ ପାଇଁ ଅଧିକ ସଚେତନତା ଆବଶ୍ୟକ କରନ୍ତୁ
@skpal498
@skpal498 8 күн бұрын
ଜଗନ୍ନାଥ ମନ୍ଦିର ର ଚାରି ଦ୍ଵାର ଖୋଲିଲେ ଓଡିଶା ର କଣ ବିକାଶ ହେବ, ବୁଝି ହେଉନାହିଁ ଆଜ୍ଞା.... ଜୟ ଜଗନ୍ନାଥ 🙏
@info.mrabhijitdas
@info.mrabhijitdas 8 күн бұрын
ତେବେ ମନ୍ଦିର ଖୁଲି ବି କଣ ଲାଭ? ମନ୍ଦିର ହିଁ ବନ୍ଦ କରାଯାଉ, ମସଜିଦ ତିଆରି ହେଉ
@satyachayaentertanment1870
@satyachayaentertanment1870 8 күн бұрын
​@@info.mrabhijitdasbjp bahut bodo kama karideichi job kanhi
@nbvlogs6405
@nbvlogs6405 8 күн бұрын
Budhi nahi
@rajeshpanda.6328
@rajeshpanda.6328 7 күн бұрын
ଇଲେକ୍ଟ୍ରି ବିଲ, ବାର୍ଦ୍ଧକ୍ୟ ଭତ୍ତା କୁଆଡେ ଗଲା. ଆଉ ଆସିବନି ତୁମେ
@jitendrakumarnayak4929
@jitendrakumarnayak4929 7 күн бұрын
Very nice and perfect warning for the officers who involving to support pandian
@pcpradhan6118
@pcpradhan6118 7 күн бұрын
Thanks.🎉🙏👍
@kamaliniguru3734
@kamaliniguru3734 2 күн бұрын
Bahut bhala nispati , Jagannath
@ganeswarhansdah6880
@ganeswarhansdah6880 8 күн бұрын
Pm kishan my form district level pending ochi one years hei gola
@upcomingnotification9297
@upcomingnotification9297 7 күн бұрын
Jay jagannath 🙏🙏🙏
@nilakanthaguru451
@nilakanthaguru451 8 күн бұрын
After msp rate hike ....try to not hike the rate of all items..try to keep control on inflation
@user-fo1fl9ub9e
@user-fo1fl9ub9e 8 күн бұрын
ଜଗ୍ନାଥଙ୍କ ନାମ ଓଡିଶାରେ ରହି ଭୁଲି ଗଳକି
@samirkumarpatra7077
@samirkumarpatra7077 8 күн бұрын
ସେ ବଲାଙ୍ଗୀର ଜିଲ୍ଲାର ତେଣୁ ସମଲେଇ କହି ଜଗନ୍ନାଥ ଙ୍କୁ ଭୁଲି ଗଲେ ଲଜ୍ୟାର ବିଷୟ
@samirkumarpatra7077
@samirkumarpatra7077 8 күн бұрын
ଲଜ୍ଜ୍ୟା ଲଜ୍ଜ୍ୟା ଲଜ୍ଜ୍ୟା ଜଗନ୍ନାଥଙ୍କ ଭୂମିରେ ରହି ଜଗନ୍ନାଥ ନାମ କହିବାକୁ ଭୁଲି ଗଲ
@debabratabag2459
@debabratabag2459 8 күн бұрын
Haye Nani Ita Sambalpur Samlei maa Janichhu Kini
@thebossmedia6517
@thebossmedia6517 8 күн бұрын
Tame jagannath premi nuha pandu premi
@munapadhan8203
@munapadhan8203 8 күн бұрын
Eta koshal tui jani6u kini Ethanar Esta debi maa Samlei
@user-uj8zi3ud8u
@user-uj8zi3ud8u 8 күн бұрын
Right a gote papi
@TheAdiwasi
@TheAdiwasi 7 күн бұрын
Dada eta Paschim Odisha ae .Maa Samlei ra maet🙏🏻🔥
@sushilkumarbhoi
@sushilkumarbhoi 7 күн бұрын
CM in action! Great start
@subhalaxminayak9636
@subhalaxminayak9636 8 күн бұрын
Ek Bar Jay Jagannath boliye
@sagarkumarswain9077
@sagarkumarswain9077 8 күн бұрын
ଆମ ମହାପ୍ରଭଙ୍କା ନା କାନା ଭୁଲି ଗଲେ ସମସ୍ତେ | ଜୟ ଜଗନ୍ନାଥ !!!
@indianeedshimodiaenglish9505
@indianeedshimodiaenglish9505 7 күн бұрын
ବ୍ରାହ୍ମଣ ମାନେ ଧର୍ମ ନାମରେ ପଇସା ଲୁଟୁଚନ୍ତି ହିନ୍ଦୁ ST/SC/OBC/ସେହି ଜାଲ ରେ ଉଵୁ ଢୁବୁ ହେଇଛନ୍ତି😅
@rajeevsinghdeo8287
@rajeevsinghdeo8287 7 күн бұрын
Thanku mamu on speach maa ram chandi of rampur garh
@bibekanandamoharana8712
@bibekanandamoharana8712 7 күн бұрын
Jai jagannath bol be
@GangaBhumia-dr1yp
@GangaBhumia-dr1yp 7 күн бұрын
ଆମକୁ ପି ଏ ମ୍ କିଷ୍ ନ ମିଳୁନି କଣ କରିବା ଦରକାର
@Prem-bz3tr
@Prem-bz3tr 8 күн бұрын
ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ
@giris2692
@giris2692 7 күн бұрын
Kichi ମିଳିବନି 😢
@banamalibehera8781
@banamalibehera8781 7 күн бұрын
NAVEEN JEMITI DHAALUTHILAA.​@@giris2692
@SachidaChouhan-oj2oj
@SachidaChouhan-oj2oj 6 күн бұрын
ନବୀନ ନହିଁସେ ହୋ
@tapaskumarpujari5830
@tapaskumarpujari5830 7 күн бұрын
ଆପଣଙ୍କର ପାଣ୍ଠିରୁ କଣ ହେଲା । ପିଏମ୍ କିଷାନ ଯୋଜନା ତ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟର ଯୋଜନା କୁଆଡେ ଗଲା । ନବୀନ ପଟ୍ଟନାୟକ ତ କାଳିଆ ଯୋଜନା ଦେଉଥିଲେ କିନ୍ତୁ ଆପଣ ମାନେ କ'ଣ ପାଇଁ ବନ୍ଦ କଲ । ନ ହେଲେ ଚାଷୀ ଭାଇ ମାନେ ରାଜ ରାସ୍ତା କୁ ଅହ୍ଲାଇବେ।
@shuvendunanda
@shuvendunanda 7 күн бұрын
Jai Jagannath 🙏
@sashibhubannaik7030
@sashibhubannaik7030 7 күн бұрын
K V Sir namaste
@goudhansabar5817
@goudhansabar5817 8 күн бұрын
ପ୍ରଥମେ କର ତା ପରେ ବଡ଼ ବଡ଼ ଭାଷଣ ମାରିବ
@infinity4002
@infinity4002 8 күн бұрын
Are bikala kn pain ea ta matra 7 dina heichi re ate bikala kn pain jana paduchi ,hau bhai kandani au 24 barsa amiti kahithile nischinta bhala heithanta 🤣🤣🤣🤣🤣
@goudhansabar5817
@goudhansabar5817 8 күн бұрын
@@infinity4002 ଦେଖିବା କେମିତି କଣ କରୁଛନ୍ତି 5ବର୍ଷ ରେ ଜଣା ପଡ଼ିବ
@ASPIRANTS660
@ASPIRANTS660 7 күн бұрын
ଯୋଉ ରାଜ୍ୟ ରେ double Engine ଅଛି। ସେ ରାଜ୍ୟର situation ଦେଖିନିଅ। ସବୁ ଜନିଯିବ
@goudhansabar5817
@goudhansabar5817 7 күн бұрын
@@ASPIRANTS660 suna bhai ame chhatisgarh border re rahu au ama relative mane achhanti chhatisgarh re semane kahanti ki odisha re bhala ଶିକ୍ଷା ବ୍ୟବସ୍ଥା ଅଛି ଆଉ ଗୁଟେ କଥା ତାଙ୍କର ତ ପ୍ରଥମେ ମୂଖ୍ୟ ମନ୍ତ୍ରୀ ହେଇଛି କିନ୍ତୁ ରବି ଧାନ ପାଇଁ 3100 ଟଙ୍କା ଦେବା ଜରୁରୀ କିନ୍ତୁ ସେମାନେ ଖରିପ ଧାନ ଫସଲ ପାଇଁ ଦେବୁ କହୁଛନ୍ତି ଏବେ ନାଇ।ଆଉ ଗୋଟେ କଥା ସାକ୍ଷରତା ହର ରେ ବି ଛତିଶଗଡ଼ ଆମ ଓଡ଼ିଶା ଠାରୁ ବହୁତ୍ ପଛରେ
@studywithme1961
@studywithme1961 7 күн бұрын
ଦୁଃଖ ଲାଗୁଛି ଆମ ବାବା ଚାଷୀ ହୋଇ ମଧ୍ୟ କୌଣସି ଯୋଜନା ମିଳୁନାହିଁ
OMG🤪 #tiktok #shorts #potapova_blog
00:50
Potapova_blog
Рет қаралды 17 МЛН
Stupid Barry Find Mellstroy in Escape From Prison Challenge
00:29
Garri Creative
Рет қаралды 20 МЛН
ОДИН ДЕНЬ ИЗ ДЕТСТВА❤️ #shorts
00:59
BATEK_OFFICIAL
Рет қаралды 6 МЛН
UFC Vegas 93 : Алмабаев VS Джонсон
02:01
Setanta Sports UFC
Рет қаралды 222 М.
OMG🤪 #tiktok #shorts #potapova_blog
00:50
Potapova_blog
Рет қаралды 17 МЛН