କାହାକୁ ବଞ୍ଚାଇବାକୁ ବାଉଳା ହେଉଛି ପ୍ରଶାସନ ? | Odisha Reporter

  Рет қаралды 15,886

Odisha Reporter

Odisha Reporter

6 күн бұрын

କୁସୁମାକୁ ନେଇ କିଏ କହୁଛି ସତ ? ପୌର ପ୍ରଶାସନ ନା ଜିଳ୍ଲା ପ୍ରଶାସନ। କଲେକ୍ଟର ଅଫିସରରୁ ମାତ୍ର କେଇ ମାଇଲ ଦୂରରେ ତିଆରି ହୋଇଥିଲା ଏଭଳି ବିଳାସପୂର୍ଣ୍ଣ ବଙ୍ଗଳା। ହେଲେ ତାଭିତରେ କଣ ହେଉଛି ଆଉ କିଏ ନିର୍ମାଣ କରୁଛି କେହି ଜାଣିପାରିନଥିଲେ କିପରି ? ବଡ କଥା ହେଉଛି ଏ ଘଟଣାରେ ତନାଘନା ହେବା ପରେ ପୌର ପ୍ରଶାସନ ନିଜ କାନ୍ଧରୁ ଦୋଷ ଖସାଇବାକୁ ଯାଇ କହିଛି ଆମେ କେବଳ ଜମି ଦେଇଛୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #kusuma #jajpur #construction #jajpurcollector #pranabprakashdas

Пікірлер: 41
@abanipradhan
@abanipradhan 5 күн бұрын
କାହାକୁ ଭୟ ନାହିଁ,,, ବଦଳି କରିବତ କର କଣ,,,,,, ହୋଇଯିବ ମୋର,,😂😂😂 ସେମିତି ଭାବୁଛନ୍ତି ଏମାନେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ଦରକାର
@srustidhardey5817
@srustidhardey5817 5 күн бұрын
BJD neta କୁ ଜେଲ ଦଣ୍ଡ ଦିଅ 🎉🎉
@debabratamohanty4926
@debabratamohanty4926 5 күн бұрын
ପଣ୍ଡିଆନ୍ ଗଲେ ହେଲେ ଚେଲା ରହିଗଲେ
@duryodhankhatua1809
@duryodhankhatua1809 3 күн бұрын
Collector should be changed immediately.
@rameshchandraroutray7307
@rameshchandraroutray7307 5 күн бұрын
Change the collector them enquiry
@readytohelp30
@readytohelp30 5 күн бұрын
sarkar change heisaricchi nutana surya uday hei sarichhi..eve durniti ra mula prasasan adhikari nku girapha karajau..nua sarakara nku anurodha sighra karjyanusthana niantu
@aswinikumar357
@aswinikumar357 4 күн бұрын
ୟା ପରେ ରାଜା ସ୍ୱାଇଁ ଙ୍କୁ ଧର
@surendramoharana6643
@surendramoharana6643 5 күн бұрын
Collector kuhantu public park re kahiki cottage hella.
@santoshnanda7811
@santoshnanda7811 4 күн бұрын
ଏ ଜ଼ିଲ୍ଲାପାଳ CMC ରେ ଥିବା ବେଳେ Cuttack ରିଙ୍ଗ ରୋଡ ରେ led light ଲଗାଇବାରେ କିଛି ଘୋଟଲା ହେଇଛି କି?
@sanjibpanda5009
@sanjibpanda5009 4 күн бұрын
Bravo o r new s
@rabinarayan9727
@rabinarayan9727 4 күн бұрын
Dismiss to collector
@damodarsatapathy6418
@damodarsatapathy6418 5 күн бұрын
Badia
@bijaykumarrout4161
@bijaykumarrout4161 5 күн бұрын
Nandighosh tv will speak the truth sans pandian
@dharamabiswal5722
@dharamabiswal5722 5 күн бұрын
Sabu chor new government action naba darkar
@kalandinayak463
@kalandinayak463 4 күн бұрын
Se bodhe Jani nahani au Nabin Babu au nahanti.
@kalandinayak463
@kalandinayak463 4 күн бұрын
Kalapani pathao.
@suryadas1087
@suryadas1087 4 күн бұрын
There may be a dubious role of Dist Collector. Can Suryabansi find out the truth. ???
@rasmitsahu5367
@rasmitsahu5367 3 күн бұрын
Collector ra property janch heu
@amulyasahoo9692
@amulyasahoo9692 4 күн бұрын
Action kn naba kahunaa.
@amulyasahoo9692
@amulyasahoo9692 4 күн бұрын
Agaru kn kichi janiparilani.. Laja maduni...
@pradeepkumarsinha803
@pradeepkumarsinha803 5 күн бұрын
🙏Jay Jagannath 🙏 🙏Jay Jagannath 🙏 BJP ସରକାରଙ୍କୁ ମନେ ରଖିବାକୁ ହେବ ଯେ ଓଡିଶାର ଜନସାଧାରଣ ଦୁର୍ନୀତି, ନାରୀ ଧର୍ଷଣ, ଗୁଣ୍ଡାରାଜ, ମାଫିଆ ରାଜ, ଜଙ୍ଗଳ ରାଜରୁ ମୁକ୍ତ କରିବାପାଇଁ ଓଡିଶାର ଆରାଧ୍ଯ ଦେବତା, ଗର୍ବ ଗଞ୍ଜନବାନା ଉଡାଉଥିବା, ଦୁଃଖୀ ଦରିଦ୍ରର ବନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଏଥର ଓଡିଶାର ଶାସନ ଭାର ଅର୍ପଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସଦାସର୍ବଦା ମନ ଭିତରେ ରଖିବା ଉଚିତ। ବର୍ତ୍ତମାନର ବିଜେପି ସରକାର ଯଦି ପୂର୍ବରୁ ଥିବା BJD ସରକାରଙ୍କ ମାର୍ଗକୁ ଅନୁସରଣ କରନ୍ତି, ତେବେ ବିଜେପି ସରକାର ୧୦୦ ବର୍ଷ ଶାସନରେ ରହିଲେବି କୌଣସି ଦୁର୍ନୀତି ଓ ବେକାର ସମସ୍ୟାକୁ କସ୍ମିନ କାଳେ ସମାଧାନ କରିପାରିବେ ନାହିଁ।କାରଣ ପୂର୍ବ ସରକାର ଲୋକ ଦେଖାଣିଆ ହିସାବରେ କେତେଜଣ ହାତଗଣତି ଦୁର୍ନୀତିଗ୍ରସ୍ତ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କେବଳ ସ୍ଥାନାନ୍ତର ଓ ନିଲମ୍ବନ କରି ଚୁପଚାପ ବସିଯାଉଥିଲେ। "0" TOLERANCE ନୀତି ଆପଣାଇବାକୁ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କାରଣ " ସ୍ଥାନାନ୍ତର ଏବଂ ନିଲମ୍ବନ କରିବା ଏକ ଲଲିପପ୍ ପରି ". ଏହାଦ୍ବାରା ଭ୍ରଷ୍ଟ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଦୁର୍ନୀତି ଏବଂ ଲାଞ୍ଚ ଓ ବେଆଇନ କାର୍ଯ୍ୟକଳାପ କରିବାପାଇ ପ୍ରେତ୍ସାହନ କରାଉଛି । (1) କୌଣସି ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। (2)କୌଣସି ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ବେଆଇନ କାର୍ଯ୍ୟକଳାପ ବିରୋଧରେ କୌଣସି ବଦଳି କିମ୍ବା ନିଲମ୍ବନ ଆଦେଶ ଦିଆ ନ ଯାଇ,କେବଳ ଘଟଣାସ୍ଥଳରେ ହିଁ ତୁରନ୍ତ ବହିଷ୍କାର କରାଯିବା ଉଚିତ। (3) ଦୋଷୀ ସରକାରୀ କର୍ମଚାରୀଙ୍କ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯାଇ, 100 ଗୁଣା ଜରିମାନା ଦେୟ ଆଦାୟ କରାଯିବା ଉଚିତ। । (4) ମାମଲା ପ୍ରକ୍ରିୟା ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ ଯେଉଁଠି ଦୃଢ ପ୍ରମାଣ ସହ ଭିଜୁଆଲ୍ ରେକର୍ଡିଂ |ଏବଂ ଦସ୍ତାବିଜ ଉପଲବ୍ଧ ରହୁଛି।। ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ। (5) ଅବସର ପରେ କାହାରିକୁ ପୁନର୍ବାର ସେହି ସେବାର ଅବସ୍ଥାପିତ କରା ନ ଯାଉ। । କାରଣ ଏହାଦ୍ୱାରା ବେକାର ସମସ୍ୟାର ସମାଧାନ ହୋଇପାରିବ। (6)ଦୃଢ ହସ୍ତରେ ଗୁଣ୍ଡାରାଜ, ବାଲି ମାଫିଆ, ଖଣି ମାଫିଆ, ଜଙ୍ଗଳ ମାଫିଆ ଇତ୍ୟାଦି ଇତ୍ୟାଦିଙ୍କୁ ତୁରନ୍ତ ଦମନ କରାଯିବା ଉଚିତ। ଯାହାଦ୍ୱାରା ମୁଁ ଅନୁଭବ କରୁଛି ଯେ ନିଶ୍ଚିତ ଭାବରେ ଦୁର୍ନୀତି ଏବଂ ବେକାରୀ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ । ଏହାଦ୍ୱାରା ଯେଉଁସବୁ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ/ ମନ ବଳାଇବେ ସେମାନଙ୍କ ମନରେ ଭୟଙ୍କର କୋକୁଆ ଭୟ ସୃଷ୍ଟି କରିବ। 🙏Jay Jagannath 🙏 🙏Jay Jagannath 🙏
@laxmidharasendha7446
@laxmidharasendha7446 3 күн бұрын
Collector bodhe janinahanti CSR fund hotel au MLA mane enjoy kariba pai nuha,Rajya ra develop pai kharacha haba katha
@ramratan3907
@ramratan3907 5 күн бұрын
Etiki dina collector kana karuthila
@amulyasahoo9692
@amulyasahoo9692 4 күн бұрын
Bjp kn janiparuni
@kaliakumarsahu5790
@kaliakumarsahu5790 4 күн бұрын
Bjd power arugus kichi କରିପାରିବ ନାହିଁ
@asishbabu342
@asishbabu342 5 күн бұрын
zilla urnati heba darkar........ jaha hau se gandimari khantu ba na khaantuu kichii aki jalasa kala bhali kama ta heichii seithikara loka ta garva mana karuthibe ki ama jiilaa kete urnati au kete sunder heiichiii .................
@dhirendas6583
@dhirendas6583 4 күн бұрын
Yaku chakirie ru bhara kara
@bijaykumardas8194
@bijaykumardas8194 5 күн бұрын
Sadharana janata tax paisare project nare alpa kichhi kama kari lut karibe neta mantri officer Mane .aau common people jou garibaku sei gariba.
@soumitri455
@soumitri455 5 күн бұрын
Baseless statement
@soumitri455
@soumitri455 5 күн бұрын
By jajpur collecter
@sanjibpanda5009
@sanjibpanda5009 4 күн бұрын
S u r ba n si pl watch the collector cunning fox
@dibyajyotiray4263
@dibyajyotiray4263 4 күн бұрын
Pura Chup
@dibyajyotiray4263
@dibyajyotiray4263 4 күн бұрын
Chup

1❤️
00:17
Nonomen ノノメン
Рет қаралды 13 МЛН
MEGA BOXES ARE BACK!!!
08:53
Brawl Stars
Рет қаралды 36 МЛН
Did Modi really kill black money in India? : Economic case study
27:40
How This Man Scammed Bollywood Actresses
21:20
Khabar Hafta
Рет қаралды 438 М.
1❤️
00:17
Nonomen ノノメン
Рет қаралды 13 МЛН