କାହାରିକୁ ବି ଛାଡ଼ିବିନି ସମସ୍ତଙ୍କୁ ଜେଲ ଭିତରକୁ ଟାଣିବି,ସବୁ ଖଣି ମାଫିଆଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀCM Majhi

  Рет қаралды 433,596

Odisha Bhaskar

Odisha Bhaskar

17 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 389
@ganeswarbehera-fj6yu
@ganeswarbehera-fj6yu 13 күн бұрын
ଧନ୍ୟବାଦ ଭାଇ।ବେଳ ଆଶିଛି କଡା ପଦକ୍ଷେପ ନେବାପାଇଁ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ । ଜୟ ଜଗନ୍ନାଥ ।
@jayshreekrishna8190
@jayshreekrishna8190 11 күн бұрын
👏👏👏👏👏
@RabiTanty-nt1vg
@RabiTanty-nt1vg 9 күн бұрын
❤❤
@mukundadigal4861
@mukundadigal4861 12 күн бұрын
ମାଝୀ ବାବୁ ଗର୍ବ ବେଶିଦିନ ରୁହେନି ରାବଣ ର ଗର୍ବ ଯଗୁଁ ଲଙ୍କା ଦଂଶ ହେଈ ଥିଲା ତାହା ତମୋଟି ହେବନି ତ ❤❤❤
@uttamkumarmahanta5691
@uttamkumarmahanta5691 12 күн бұрын
ଯେମିତ BJD dhanksa ହେଲା ନା
@official_kiran_46
@official_kiran_46 11 күн бұрын
Haaha😂
@lalitendubihari3632
@lalitendubihari3632 11 күн бұрын
ଗର୍ବ କେଉଁଠି କଲେ, ମୁଖ୍ୟ ମନ୍ତ୍ରୀ ହିସାବ ରେ ଯାହା କରିବା କଥା, ରାଜ୍ୟ ପାଇଁ, ସେଇଆ ତ କହୁଛନ୍ତି.
@bishnujati3264
@bishnujati3264 15 күн бұрын
ଭଗବାନ ଆର୍ଶୀବାଦ କରନ୍ତୁ
@user-fq5gb9ep9e
@user-fq5gb9ep9e 13 күн бұрын
ଅତି ସୁନ୍ଦର ଭାବରେ ଓଡିଶା ସୁର ଖୁର ରେ ଚାଲିବ ,ସମସ୍ତଙ୍କ ମୁହଁ ରେ ହସ ହିଁ ଫୁଟିବ ପ୍ରଭୁ ବାଗେଶ୍ୱର ଓ ଜଗନ୍ନାଥ ମହାପ୍ରଭୁଙ୍କ ଆଉ ନିର୍ଦୟ ହେବେନି ।ଏହା ତ୍ରିବାର ସତ୍ୟ ।
@subhashreejena4064
@subhashreejena4064 15 күн бұрын
ହଉ ଆଜ୍ଞା କାମ ରେ କରି ଦେଖାଇଲେ ଆମେ ଖୁସି ହେବୁ , କଥା ତ ସମସ୍ତେ କହି ପାରିବେ କିନ୍ତୁ କାମ ବହୁତ୍ କମ୍ ଲୋକ କରି ପାରନ୍ତି ।
@ManojBerera
@ManojBerera 15 күн бұрын
ବହୁତ ବଢିଆ ଶାର❤❤❤❤❤❤
@gautamsahoo559
@gautamsahoo559 13 күн бұрын
ଖାଲି ଭାଷଣ ଦେଲେ ହବନି, କାର୍ଯ୍ୟ କରି ଦେଖାଇଲେ ଧନ୍ୟବାଦ୍ ଜଣାଇବୁ।
@jaydhanraj8864
@jaydhanraj8864 15 күн бұрын
ୟେ କଥା ଶୁଣି ଶୁଣି କାନ ବିନ୍ଧି ଲା ନି ..... କାମ କରି ଦେଖେଇଲେ ଭଲ ଲଗନ୍ତ୍ନା
@CRICKETJoshClub-qu5qe
@CRICKETJoshClub-qu5qe 13 күн бұрын
ଧର୍ଯ୍ୟ ଧର ଭାଇ ୧୫ଦିନ ହେଇଛେ ନୁତନ ସରକାର କୁ
@jaydhanraj8864
@jaydhanraj8864 13 күн бұрын
@@CRICKETJoshClub-qu5qe ok Boss
@lalitendubihari3632
@lalitendubihari3632 11 күн бұрын
ଜୟ ଜଗନ୍ନାଥ, ଟିକେ ଧର୍ଯ୍ୟ ଧରନ୍ତୁ.. ଏବେ ତ ଆରମ୍ଭ.
@lipsa5949
@lipsa5949 13 күн бұрын
ଜୟ ଜଗନ୍ନାଥ 🙏🏻ଜୟ ମୋହନ ସାର 🙏🏻
@RajKumar-dp2ip
@RajKumar-dp2ip 15 күн бұрын
Sabu jibe 😡au pura modi ji Ambani ku deidabo sabu khane?
@PramodKumarPradhan-mw8vp
@PramodKumarPradhan-mw8vp 14 күн бұрын
ନବିନ ସାରେ ଏମିତି ପଦେ କଥା କହିନଥିଲେ ମାଫିଆ ମାନେ ଜେଲ ଜିବେ
@Musicjunction382
@Musicjunction382 12 күн бұрын
ଆଗରୁ କଣ ପାଇଁ କହୁ ନଥିଲେ sir ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ସବୁ କହୁଛନ୍ତି ଆପଣ ବୋଧେ ଭୁଲି ଯାଉଛନ୍ତି କି ଆପଣ ବିଜୁ ବାବୁ ଓ ନବୀନ ବାବୁଙ୍କ ପଛରେ ବୁଲୁ ଥିଲେ
@basantadalai237
@basantadalai237 11 күн бұрын
ଆଗରୁ ତାଙ୍କ ପାଖରେ ସେ ପାୱାର ନଥିଲା ଆଗ ତାଙ୍କୁ ପୋଲିସ୍ ବି ନାଲି ଆଖି ଦେଖାଉ ଥିଲା
@skpahan975
@skpahan975 14 күн бұрын
ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆପଣ ଆଗାମୀ ଦିନମାନଙ୍କରେ ବହୁତ ବଡ ବଡ ନିଷ୍ପତି ନବାକୁ ଯାଉଛନ୍ତି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୋଟି କୋଟି ଓଡିଆଙ୍କ ପ୍ରାର୍ଥନା ଜଣାଉଛୁ। ଆଉ ଆପଣଙ୍କ ସାଙ୍ଗରେ ଭେଟକରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିର ପରିଚୟ ଚେକ୍ କରାଯାଈ ଭେଟିବାକୁ ମିଳୁ ।
@CHNDINI
@CHNDINI 9 күн бұрын
ମନ୍ତ୍ରୀ ହେବ ତ ଏମିତି..... ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ ଓ ଶକ୍ତି ଦିଅନ୍ତୁ . ଜୟ ଜଗନ୍ନାଥ 🙏🙏🙏
@PranatiPatra-ky2jh
@PranatiPatra-ky2jh 13 күн бұрын
ସାର ଖାଲି କେନ୍ଦୁଝର ନାହିଁ ସାରାଦେସର ଲୋକମାନଙ୍କ ଦୁଃଖ ବୁଝନ୍ତୁ
@anilkumarnayak9155
@anilkumarnayak9155 11 күн бұрын
Be se kebala odisha ra mukhyamantri prime min nuha.... Gadha
@BidyadharMahanta-xd2kv
@BidyadharMahanta-xd2kv 10 күн бұрын
କେନ୍ଦୁଝରରେ ମିଟିଂ। ତେଣୁ କେନ୍ଦୁଝର ପ୍ରଥମ।
@sukenmurmu5921
@sukenmurmu5921 15 күн бұрын
Super star mohan🤡majhi
@krushnachandrabehera1039
@krushnachandrabehera1039 15 күн бұрын
ମୁଁ ଭୂମି ହିନ ଦୟାକରି ମୋର ରାସନ୍ କାର୍ଡ ହେଲେ ମୁଁ ଖୁସି ହେବି
@radhesyamchalan6110
@radhesyamchalan6110 7 күн бұрын
ଆପଣ ଇନ୍ଧିରା ବାସ ଘର ଦେଇଛନ୍ତି ହେଲେ ରଡ୍ ବହୁତ ରେଟ୍ଅଛି କଣ କରି ମୁ ଦରଦାମ କମାଅ ମୋହନ ବାବୁ ❤❤❤ଭାରତ ମାତାକି ଜୟ ଜଗନ୍ନାଥପ୍ରଭୂ ଆପଣଙ୍କୁ ସାହା ହୁଅନ୍ତୁ .ମୋହନ ବାବୁ କି ଜୟ
@madhusudandash838
@madhusudandash838 15 күн бұрын
Good disisan❤❤❤
@user-fq5gb9ep9e
@user-fq5gb9ep9e 13 күн бұрын
ଧନ୍ୟବାଦ ଓଡିଶା ମା ଓଡିଶାର ଜୟ ହେଉ ।
@sahadevakishan2010
@sahadevakishan2010 11 күн бұрын
thanks 🙏🙏🙏 sir
@SPR_CREATION_10
@SPR_CREATION_10 11 күн бұрын
Sir ମୋହନ ମାଝି ପ୍ରଥମେ କୁହନ୍ତୁ । ଖଣି ଟେଣ୍ଡର କିଏ ପାଇଛି। ଓଡ଼ିଶାର ଓଡ଼ିଆ ବାସି ନା ଅଣ ଓଡ଼ିଆ। ପ୍ରଥମେ ଉତ୍ତର ଦିଅନ୍ତୁ ।
@maktapanda406
@maktapanda406 11 күн бұрын
୧୦୦୦୦୦/ବହୁତ ଭଲଷ୍ଟେପ ନେଇଛାନ୍ତି. ଦେଶ ଦ୍ରୋହି ଖଣିମାଫିଆ ଙ୍କୁ ୫୦ବର୍ଷ ଶଶ୍ରମ କାରାଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🌹
@balabhadratantytanty8917
@balabhadratantytanty8917 11 күн бұрын
Thank you so much 👍
@luckydesign6935
@luckydesign6935 15 күн бұрын
ଠିକ କହିଛନ୍ତି sir 🙏🙏🙏🙏🙏
@bikashnayakbikash1997
@bikashnayakbikash1997 13 күн бұрын
Good🙏srii🙏🙏cm🙏🙏🙏🙏
@laxmidharsahoo2431
@laxmidharsahoo2431 15 күн бұрын
କେହି ଥରି ନାହାଁନ୍ତି ଥରିଛି ଭାସିଆ ନିଉଜ୍
@debendranarayandash9040
@debendranarayandash9040 10 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏
@tukunaaka2853
@tukunaaka2853 11 күн бұрын
ଜୟ ଜଗନ୍ନାଥ ହରିବୋଲ
@madhabdash985
@madhabdash985 15 күн бұрын
ସବୁ ଚୁରକୁ ଭିତରେ ରଖ
@modernentertainmentchannel7322
@modernentertainmentchannel7322 15 күн бұрын
DEKHIBO #KHHANI KU #GUJRAT NKA #HATA RE #DEIDEBO 😂😂😂
@modernentertainmentchannel7322
@modernentertainmentchannel7322 15 күн бұрын
DEKHIBO #KHHANI KU #GUJRAT NKA #HATA RE #DEIDEBO 😂😂😂
@MankaSoren-db4hd
@MankaSoren-db4hd 10 күн бұрын
Odisha ra kemiti upokara paibe taha chinta kara
@babuswag3832
@babuswag3832 12 күн бұрын
ଅତି ସୁନ୍ଦର କଥା ସାର୍ ଆଗକୁ ମାଡ଼ି ଛାଳ
@AshishBag-re6zl
@AshishBag-re6zl 12 күн бұрын
କାହାକୁ,ବି,ଛାଡନ୍ତୁ, ନାହିଁ,, ଏମିତି,କାମ,କରନ୍ତୁ, ସବୁଦିନ, ପାଇଁ, ଆପଣଙ୍କ, ନାଁ,ରହୁ
@chandrayhansda3254
@chandrayhansda3254 14 күн бұрын
କେବଳ ଖଣି ମାଫିଆ ମାନଙ୍କୁ ଗିରଫ ନୁହେଁ , ଏଥିସହିତ ଖଣି ପ୍ରଭାବିତ ଜନସାଧାରଣ ଏବଂ ଡିଏମ୍ଏଫ୍ ବିଷୟରେ ମଧ୍ୟ ବୁଝିବା କୁ ପଡ଼ିବ ।
@user-xm1qh2bs5c
@user-xm1qh2bs5c 13 күн бұрын
Thanks Sir
@dailyshovideo2630
@dailyshovideo2630 10 күн бұрын
ଖାଲି କଣ କେନ୍ଦୁଜର ଦେଖିବେ ନା ଅନ୍ୟ ଜିଲ୍ଲା ର ବି CM ଆପଣ ବଳନ୍ତୁ ନାହିଁ
@SukantaBehera-om1vm
@SukantaBehera-om1vm 13 күн бұрын
Thank you very much cm sir,samastanku jell pathao
@sumitrakhuntiasumina5294
@sumitrakhuntiasumina5294 11 күн бұрын
ଭଲ କଥା ମୋଦୀ ଜି ଏବେ କୁଆଡେ ଯିବେ
@maktapanda406
@maktapanda406 11 күн бұрын
୧୦୦୦୦୦🎉୦, ବହୁତ ଭଲଷ୍ଟେପ ନେଇଛନ୍ତି.
@PrasantDigal-oc9fi
@PrasantDigal-oc9fi 10 күн бұрын
ଆପଣ କଣ କେନ୍ଦୁଝରର ଏକା ମୁଖ୍ୟମନ୍ତ୍ରୀକି ଓଡିଶା ମୁଖ୍ୟମନ୍ତ୍ରୀ ଓଡିଶାର କଥା ବୁଝନ୍ତୁ
@Vicky_the_explorer
@Vicky_the_explorer 9 күн бұрын
Maa samalei bless you sir
@007Gossipmusic
@007Gossipmusic 10 күн бұрын
Salute sir
@Labasanta1876
@Labasanta1876 10 күн бұрын
କାଲି କେନ୍ଦୁଝର ନାହିଁ ସବୁ ଜିଲ୍ଲାରେ ସୁବିଧା କର
@FunTimesHK
@FunTimesHK 10 күн бұрын
Great job sir
@user-rc3qw7yt3z
@user-rc3qw7yt3z 12 күн бұрын
Thank you sar
@LaxmidharGagarai-um6lf
@LaxmidharGagarai-um6lf 10 күн бұрын
Mohan Kumar sir good job We give you support 👍👍👍👍👍
@khusirajalaxmidiptiexpress5041
@khusirajalaxmidiptiexpress5041 11 күн бұрын
ହସ କଥା ଏଗୁଡା 🤓 ସାଧାରଣ ଲୋକଙ୍କ ଭୁଆଁ ବିଲେଇ ପାଇଁ ଏହିପରି କଥା...
@user-rz1cd8co6q
@user-rz1cd8co6q 11 күн бұрын
ଏମିତି ଶାସନ ନିହାତି ହେବା ଦରକାର, କାରଣ ଏହି 25 ବର୍ଷରେ ବିଜେଡି ଶାସନରେ ପ୍ରତି ଜାଗାରେ ଗୁଣ୍ଡାଗିରି ଚୋରି କାମ ଚାଲିଛି, ଏମାନଙ୍କୁ ଆରେଷ୍ଟ କରି ଜେଲ ପଟାଅ.
@dillipjena5923
@dillipjena5923 10 күн бұрын
YOU'RE GREAT CM SIR
@user-ti5mv2vw3h
@user-ti5mv2vw3h 11 күн бұрын
ଓଡ଼ିଶା ର ଖଣି ଲିଜ ଓଡ଼ିଆ ପୁଅ ଙ୍କୁ ଦିଅ। ପୂର୍ବ ସରକାର ର ଭୁଲ କୁ ଦୋହରାନି।
@BidyadharMahanta-xd2kv
@BidyadharMahanta-xd2kv 10 күн бұрын
ସାର୍ ବହୁତ ଲେଟ୍ ହେଲାଣି। ମାସେ ଭିତରେ ଗୋଟେ ବି ପୂରେଇ ନାହଁ। ବୋଲ ଡୋଜର ଏବେ ବି ଗ୍ୟାରେଜରେ ଠିଆ ହୋଇଛି। ୫ ବର୍ଷରେ ୫୦ ବର୍ଷର କାମ କେମିତି ହେବ? ଶୁଭସ୍ଯ ଶୀଘ୍ରମ୍।
@ChandanaSahoo-he7wp
@ChandanaSahoo-he7wp 15 күн бұрын
Right. Dicision
@anubhab264
@anubhab264 10 күн бұрын
Great decision
@prabinakanhar354
@prabinakanhar354 9 күн бұрын
Your rite sir🌹👍
@BibekaPatra-ue3wm
@BibekaPatra-ue3wm 12 күн бұрын
ବଡବଡ😅😅 ବାଳ ମହନ ମାଝି ଇଲେକ୍ଟ୍ରୀ ୩୦୦ କଥା କୁଆଢେଗଲା ଏଇଟା କଥାକହୁଚୀ ଇଲେକ୍ଟ୍ରି କଥା କହୁନ ଖଣୀ ମାଫିଆ କହୁଚ ହସଲାଗୁଚି 😅😅😅😅😅😅😅😅😅😅😅😅😅
@user-bb9bx6td9q
@user-bb9bx6td9q 15 күн бұрын
Mukhymantri nkara padaku koti koti pranam jete be aaini loka achhanti upajukta danda diantu sir
@sohanisohani4227
@sohanisohani4227 14 күн бұрын
ଉଚିତ୍ ପଦୟେପ
@amiyaranjanswain4728
@amiyaranjanswain4728 14 күн бұрын
Mast .super.......ama odisha no1,no 1 cm...
@TanmayBehera-w7z
@TanmayBehera-w7z 12 күн бұрын
ନିଜର ସ୍ବାମୀ ଥାଇ ପର ପୁରୁଷ ପର ଘର ଛାର ଖାର କରୁଥିବାନାରୀ କୁଭି ଉଚିତ ଦଣ୍ଡ ଦିଆଯାଉ କାରଣ ଏଥିପାଇଁ ବହୁତ୍ ପରିଵାର ଛାରଖାର ହେବା ସହିତ ଅନେକ ନିରିହ ଲୋକଙ୍କର ଜୀବନ ଯାଉଛି କାରଣ ମୋଜୀଵରେ ମଧ୍ୟ ଏମିତି ଘଟି ଚାଲିଛି ପର ଘର ଭାଙ୍ଗି ନାରୀ କୁ ଜେଲ୍ ଦଣ୍ଡ ଦିଆଯାଉ ଏକା ପୁରୁଷ ଜାତିକୁ ନୂହେ
@user-fq5gb9ep9e
@user-fq5gb9ep9e 13 күн бұрын
ନବୀନ ଓଡିଆ ତ କହି ପାରୁ ନଥିଲେ ଖଲି ହାତ ହଲେଇ ଚାଲିଲେ ସାସନ କାର୍ଯ୍ୟ ହୁଏନି ସାସନକୁ ଆମଲା ତନ୍ତ୍ର ଚଳାଇଲେ ଯାହା ହେବା କଥା ହେଲା ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ମାୟା ଥିଲା ଏ ବେଠୁ ଜାହା ହେବ ଆଖିରେ ଦେଖିବ ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ହିଁ କରିବେ ଖାଲି ମଝିରେ ମୋହନ ଭାଈ (ଆମ ମୁଖ୍ୟମନ୍ତ୍ରୀ ନିମିତ ମାତ୍ର )
@tapaswinikisan9349
@tapaswinikisan9349 10 күн бұрын
BJP ବାଲା ବୋଧେ ଡରି ଯାଇ ମୁଖ୍ୟ ମନ୍ତ୍ରୀ କରିଦେଇଛନ୍ତି l
@dayanidhiharichandan6627
@dayanidhiharichandan6627 11 күн бұрын
God bless you cm
@labanyapatel3397
@labanyapatel3397 13 күн бұрын
Sir 🎉 proud of odisha sir
@rajanakumaerpradhanrkpradh6029
@rajanakumaerpradhanrkpradh6029 10 күн бұрын
Good disison sir
@SricharanBehera-pn3su
@SricharanBehera-pn3su 7 күн бұрын
ସାହା କମିଶନ ରିପୋର୍ଟକୁ ଲାଗୁକରିନଥିବା ବ୍ୟକ୍ତି ହେଉଛନ୍ତି ମୋଦି ଲୁଟେରା ଓ ତାର ବନ୍ଧୁ. ରିପୋର୍ଟକୁ ଖତ ଗଦାରେ ପକେଇଦେଇଛି ମୋଦି. ସାହା କମିଶନ ରିପୋର୍ଟ ଲାଗୁକରିବାକୁ ମୋଦିଙ୍କୁ ପ୍ରଥମେ କୁହ. ତୁମେବି କାମରେ ଲଗାଅ.
@DipakRoky1234
@DipakRoky1234 14 күн бұрын
Very good sir 🙏🏻
@UttammalikKumar
@UttammalikKumar 11 күн бұрын
Very nice sar 👍
@SingraySundi-ho7bm
@SingraySundi-ho7bm 10 күн бұрын
ଭାଷଣ ଛାଡ କାମ କର
@socialhub4768
@socialhub4768 15 күн бұрын
Good work
@user-hl7gm3su8h
@user-hl7gm3su8h 11 күн бұрын
Right sir
@jagabandhugiri6980
@jagabandhugiri6980 15 күн бұрын
Good evening sir odisha Jay Jagannath 🙏🙏🙏🙏🙏 Happy New year 2024
@munarout512
@munarout512 11 күн бұрын
Right 👍 cm sir 🙏
@user-bu2vy5go1z
@user-bu2vy5go1z 12 күн бұрын
Very good 👍🏽👍🏽👍🏽 100
@upcreation6134
@upcreation6134 12 күн бұрын
ଆପଣଙ୍କ କାର୍ଯ୍ୟ ରେ ଆମେ ବହୁତ ଖୁସି ଖଣି ଦୁର୍ନୀତି ପାଇଁ ଆପଣଙ୍କ ପଦକ୍ଷେପ ନିଆରା କିନ୍ତୁ ମୋର ଗୋଟିଏ ପ୍ରଶ୍ନ ତ ଉଙ୍କି ମାରୁଛି କି ଆପଣଙ୍କ ସରକାର ଖଣି କାମ ନ କରିକି ଓଡ଼ିଶାର ୧୭ ଖଣି କୁ କାହିଁକି ଅନ୍ୟ ଲୋକଙ୍କୁ ନିଲାମ କରୁଛନ୍ତି
@kanjiaranjitkumar3824
@kanjiaranjitkumar3824 14 күн бұрын
Thanks 🙏🙏🙏🙏👍. Sir please. Action. Niyajaou
@bahubaliking5342
@bahubaliking5342 10 күн бұрын
ସାର୍ ସବୁବେଳେ ଖାଲି କେନ୍ଦୁଝର କେନ୍ଦୁଝର କହିଲେ ହେବନାହିଁ ସାର୍ ଓଡ଼ିଶା ପାଇଁ କାମ କରନ୍ତୁ ।
@user-sr6jv8sq1d
@user-sr6jv8sq1d 15 күн бұрын
Good job sir❤🎉
@abhinandansutar197
@abhinandansutar197 10 күн бұрын
ଓଡ଼ିଆ ଅସ୍ମିତା ସରକାର କୁ ମୋର ଗୋଟିଏ ପ୍ରଶ୍ନ... ଭୁବନେଶ୍ୱର airport କୁ ଘରୋଇକରଣ ନାଁ ରେ ଗୁଜୁରାଟି ଆଦାନୀକୁ କେତେ ରେ ବିକିଲ..
@basudev999t
@basudev999t 12 күн бұрын
କେବଳ ଯୋଗି ବାବା ହିଁ ବିଜେଡ଼ି କୁ ଠିକ୍ କରିପାରିବ
@BabluPatra-mf2io
@BabluPatra-mf2io 10 күн бұрын
❤❤❤❤😮😮😮😮👍👍 Good disisan sir
@Trinatharout-tv5ji
@Trinatharout-tv5ji 11 күн бұрын
JaY jagarnath
@user-ts1do9tz6e
@user-ts1do9tz6e 11 күн бұрын
🎉Jay jaganath🙏
@Banareddy-sr9vd
@Banareddy-sr9vd 8 күн бұрын
Good 🌷🌷🌷🌷🌷🌷🌷
@user-uj3sg1wm7m
@user-uj3sg1wm7m 12 күн бұрын
Very very nice
@ganeswarhembrom4943
@ganeswarhembrom4943 13 күн бұрын
Very good sir
@krushnamahanta2960
@krushnamahanta2960 13 күн бұрын
ଆଗ କାମ କରି କି ଦେଖା ଓଡ଼ିଶାରେ ତା ପରେ ଭାଷଣ ମାରିବୁ ନହେଲେ 5ବର୍ଷ ପରେ କେହି ପଚାରି ବେନି ବାସି ବାଳ ରେ
@user-vy4by8ib9w
@user-vy4by8ib9w 12 күн бұрын
Yes 🙏🙏🙏
@Pabitra_Entertainment
@Pabitra_Entertainment 14 күн бұрын
Nice sir
@PurnaChandra-kg9te
@PurnaChandra-kg9te 11 күн бұрын
Supar sar
@JanoSing-ne8rx
@JanoSing-ne8rx 9 күн бұрын
Bahuta Sundar
@utsabmallik1662
@utsabmallik1662 11 күн бұрын
Mohan sir good chief minister
@sambitkumar628
@sambitkumar628 11 күн бұрын
ଜୁଲାଇ ମାସ ଆସିଲାଣୀ ବିଜୁଳି ୩୦୦ ୟୁନିଟ ଭିତରେ 🆓 ଦେବେ ନା ନାଇ ସେ ବିଷୟରେ କହୁନାହାନ୍ତି ତ
@Krushikhobar23
@Krushikhobar23 12 күн бұрын
Good sir congratulations
@soumyapradhan8329
@soumyapradhan8329 15 күн бұрын
Best
@MilagahirGahir
@MilagahirGahir 13 күн бұрын
Bahut sunder
@RamBabuOfficial451
@RamBabuOfficial451 11 күн бұрын
Jay Mohan Babu
@user-fq5gb9ep9e
@user-fq5gb9ep9e 13 күн бұрын
ଠିକ୍ ଓଡିଶା ମାଆର ଯୋଗ୍ୟ ସନ୍ତାନ ତାଙ୍କୁ ମୁ କୋଟୀ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,କଳିଯୁଗ ର ଅନ୍ତିମ ମୁଖ୍ୟମନ୍ତ୍ରୀ ପଦ୍ମ ଆସନ ରେ ଉଭା ।
@Rajalive555
@Rajalive555 10 күн бұрын
@ଭାସ୍କର Newes re aneka bhala newes dekhauchanty🙏 amity aagaku badhu , aahuri bhala heba aapana jadi Odisha bashi nka paai chitfund tanka feraibaku kichhi newes dekhale bahuta bhala heba🙏
@surendranaik1044
@surendranaik1044 13 күн бұрын
Right mahon Sir
@golakdehury8581
@golakdehury8581 11 күн бұрын
Write dicision
@dilliphikaka7894
@dilliphikaka7894 12 күн бұрын
Good good
MEGA BOXES ARE BACK!!!
08:53
Brawl Stars
Рет қаралды 36 МЛН
Incredible magic 🤯✨
00:53
America's Got Talent
Рет қаралды 50 МЛН
Final muy increíble 😱
00:46
Juan De Dios Pantoja 2
Рет қаралды 50 МЛН
Keonjhar: Bombs Hurled At Odisha BJP MLA Mohan Charan Majhi’s Car
4:28
MEGA BOXES ARE BACK!!!
08:53
Brawl Stars
Рет қаралды 36 МЛН