No video

ଦୁନିଆର ସବୁଠୁ ଅଜବ୍ ଆଉ ବଡ ସହର || unbelievable developed city China Chongqing

  Рет қаралды 426,346

ମୁଁ TRAVELLER

ମୁଁ TRAVELLER

Ай бұрын

ଦୁନିଆର ସବୁଠୁ ଅଜବ୍ ଆଉ ବଡ ସହର || unbelievable developed city China Chongqing #mutraveller #labahansda #travel

Пікірлер: 1 500
@kiranmukhi123
@kiranmukhi123 Ай бұрын
ଏତେ ସାରା ସହର ବୁଲି ଆମକୁ ଭଲ ଭଲ ଜାଗା ଦେଖାଉଛନ୍ତି ଲବ ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🎉
@rinamaawithfamilyvlog
@rinamaawithfamilyvlog Ай бұрын
ଧନରେ ବହୁତ ସୁନ୍ଦର ଵିଡୁଓ ଦେଖି ବହୁତ ଖୁସି ଲାଗିଲା ସଵୁ ଆଡେ ଭଲ ଵିଡୁଓ ଆଣୁଛୁ ଦେଖି ମାଆ ର ଆଖିରୁ ଲୁହ ଆସିଲା ଧନ ବହୁତ ଭଲ ଲାଗିଲା ଵିଡୁଓ ଦେଖି ବହୁତ 😢😢😢😮😮😮
@YT.TKG.official
@YT.TKG.official Ай бұрын
ଏତେ ଜଲଦି କେମିତି ଦେଖିଲୋ ଭାଇ
@kiranmukhi123
@kiranmukhi123 Ай бұрын
@@YT.TKG.official 😄
@rajeshmurmu9097
@rajeshmurmu9097 Ай бұрын
❤❤❤❤
@sbdigital9242
@sbdigital9242 Ай бұрын
Indian re kan nahi
@Jrc.editz_
@Jrc.editz_ Ай бұрын
Hlw
@biswajitnayak999
@biswajitnayak999 Ай бұрын
ବହୁତ ଦିନ ପରେ ଜଣେ ଓଡ଼ିଆ ଏମିତି ବାହାର ଦେଶରେ ଆମ ପାଇଁ ଭିଡିଓ କରି ଆମକୁ ଦେଶ ବିଦେଶ ବିଷୟରେ ଜଣାଉଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ ଭଲ ପାଇବା❤❤❤
@SLF__RAJESH
@SLF__RAJESH Ай бұрын
କେବଳ ଲବ ଭାଇ fans ଲାଇକ୍ କର ଜୟ ଜଗନ୍ନାଥ ❤😊
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@anupamadas6512
@anupamadas6512 Ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । କି ଅଜବ ଅଜବ ଜିନିଷ ଦେଖିବାକୁ ମିଳୁଛି , ଭାରି ଭଲ ଲାଗୁଛି ।
@Dadalmunda8569
@Dadalmunda8569 Ай бұрын
ସବୁଟୁ ଆଜି ଭିୟୁଟା ବହୁତ୍ critical ଥିଲା O my good kiya ବାତ ହେ 100% ଗ୍ୟାରେଣ୍ଟି i miss you laba Bhai thank you
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ଜଗନ୍ନାଥ ବିଚିତ୍ର ଦୁନିଆ ବିଚିତ୍ର ସିଟି ଲବ ବେଟାମୁଁ ଅଧିକ କିଛି ଲେଖୁ ନାହିଁ ଭାଷା ବି ପାଉ ନାହିଁ ଟୋଟାଲ ଧନ୍ଯବାଦ ❤❤❤❤❤❤❤
@hemantabahera8047
@hemantabahera8047 Ай бұрын
ଗଜବ ଦେଶରେ ଅଜବ ଦୁନିଆ ଦେଖିବକୁ ମିଳୁଚି ଭାଇ ମାଡ଼ିଚାଲ ଆଗକୁ ଆଗକୁ ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤
@gurucharanaroutray5955
@gurucharanaroutray5955 Ай бұрын
ଜୟ ଶ୍ରୀ ଜଗନ୍ନାଥ 🚩🙏sir ♥️🙏
@hemantabahera8047
@hemantabahera8047 Ай бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🌹🙏🌹🙏🌹🙏
@stiphenbrother5989
@stiphenbrother5989 Ай бұрын
Video ଟି ବହୁତ୍ ଭଲ ଲାଗିଲା Sir ❤️❤️❤️
@sumati6297
@sumati6297 Ай бұрын
ଲବ ଭାଇ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🎉🎉
@user-dq9cf5qu2w
@user-dq9cf5qu2w Ай бұрын
ଲବ ଦାଦା ଆପଣଙ୍କର ଯାତ୍ରା ମଙ୍ଗଳମୟ ହେଉ ,ଜୟ ଜଗନ୍ନାଥ 🙏🙏
@pradeepnayak0203
@pradeepnayak0203 Ай бұрын
ମୋ ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ ⭕‼️⭕
@sipu5756
@sipu5756 Ай бұрын
Jay shree ram
@anvlog1851
@anvlog1851 Ай бұрын
ଜୟ ଜଗନ୍ନାଥ
@jashobantabhoi865
@jashobantabhoi865 Ай бұрын
Jay maa samalei
@chandansahoo7973
@chandansahoo7973 Ай бұрын
Jay jagannath 🙏❤️
@user-ht1hb5kc8c
@user-ht1hb5kc8c Ай бұрын
Apana nku madhya debasnana purnami re bht Sara subhecha o subha kamona 💖
@rajendrakhadia2000
@rajendrakhadia2000 Ай бұрын
ଯାହାହେବ ଦେଖା ଯିବ । ଚାଲ drone ଉଡେଇବା । ଏଇ ସାହସକୁ ମାନିବାକୁ ପଡ଼ିବ ଲବ ଭାଇ salute ତୁମକୁ 👍🙌😎☺️
@ratanlalpurty3569
@ratanlalpurty3569 Ай бұрын
ବହୁତ ସୁନ୍ଦର, ଅଜବ ସହର ଭଲ ଲାଗିଲା, God Blesse You Brother ❤️🌹❤️🌹❤️🌹
@SureiMajhi-kk2un
@SureiMajhi-kk2un Ай бұрын
କିଏ କିଏ ଭଗବାନ୍ ଙ୍କୁ ଭଲ ପାଅ like kara
@chakradharjena846
@chakradharjena846 Ай бұрын
Tame paunaki
@JERAMIYASOfficial
@JERAMIYASOfficial Ай бұрын
କୋଉ ଭଗବାନ କୁ
@villaingamerofficial5666
@villaingamerofficial5666 Ай бұрын
ଏଥିରେ କଣ କହିବାର ଅଛି କି ?
@padmin164
@padmin164 Ай бұрын
Tara bodhe khali like darkar
@Necherlover240
@Necherlover240 Ай бұрын
Jay shree ram 🚩
@SHREYAGURUNG123
@SHREYAGURUNG123 Ай бұрын
Regular viewer and big fan brother watching from nepal🇳🇵
@ramproduction143
@ramproduction143 Ай бұрын
Wow❤ hi friend
@kilogram382
@kilogram382 Ай бұрын
ଲବ ଭାଇ ଙ୍କ ପାଇଁ ସୁନ୍ଦର୍ ସୁନ୍ଦର୍ ଦେଶ ଦେଖୁଛି। କେଉଁମାନେ ଭାବୁଛ 👍ଏଇ ଚିହ୍ନ ଦିଅ।
@pintuvillagetour
@pintuvillagetour Ай бұрын
ଲବ ଭାଇଙ୍କ ପାଇଁ ବହୁତ ଅଜବ ଜାଗା ଦେଖିବାକୁ ମିଳୁଛି ❤❤❤❤
@sarojnaik4
@sarojnaik4 Ай бұрын
Well done Laba babu.. Your videos n presentation style is of next level.. 🎉🎉🎉🎉🎉 Keep it up
@harishvillagecooking
@harishvillagecooking Ай бұрын
आप हिन्दी मे भी विडियो बनाइए बहुत vew जाएगा आपका सब विडियो बहुत अच्छा लगता है ऐसा विडियो कोई भी नहीं बनाता है बहुत सुंदर 🎉❤
@itsurbriten8994
@itsurbriten8994 Ай бұрын
Being an odia ❤....se odisha ku represent karuchhantiii 🎉 that's nice
@harishvillagecooking
@harishvillagecooking Ай бұрын
​@@itsurbriten8994 mera matlab hai agar Hindi me bhi video banate hai to Lobo bhai ko aur saport milta kyonki videsh me rahne Ka kharcha manege ho JATA bas Mera maksaf yhi hai aur Kuch Nahi waise Mai bhi odia hi Hun
@chumukieating
@chumukieating Ай бұрын
ଓଡ଼ିଶାରେ ନମ୍ବର 1ଟ୍ରାଭେଲ bloger ଲବ ଭାଇ ଦିଲେସେ like ❤️❤️❤️
@pankajvlogs3864
@pankajvlogs3864 Ай бұрын
ଆପଣଙ୍କ china video ଆମ ପାଇଁ ଏକ ଉପହାର । ଆପଣଙ୍କ ପରିଶ୍ରମ ଏବଂ ଚାଇନା ବାସି ଙ୍କ ପରିଶ୍ରମ ଆମକୁ କଠିନ ପରିଶ୍ରମର ଏକ ମାର୍ଗ ଦେଖାଏ ।
@SankarMurmu-oj2ty
@SankarMurmu-oj2ty Ай бұрын
Labo dah adi adi sarhaw,,
@chandramanimahanta8332
@chandramanimahanta8332 Ай бұрын
ଭଲ ଲାଗିଲା ଚଙ୍ଗ୍ ଚିଙ୍ଗ ସହରର ଅଜବଗଜବ ଘର ଦେଖି ଜୟ ଜଗନ୍ନାଥ
@judhisthiranaik2503
@judhisthiranaik2503 Ай бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ସୁନ୍ଦର ଭିଉ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ, ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଏହି ସବୁ ଭିଉ ଦେଖିବା ପାଇଁ ଆପଣଙ୍କ ଯୋଗୁ ସମ୍ଭବ ହୋଇ ପାରୁଛି, ପୁଣି ନେକ୍ସଟ ଭିଡ଼ିଓ କୁ ଆପେକ୍ଷ l 🙏ଜୟ ଜଗନ୍ନାଥ 🙏
@duniyarangamancha230
@duniyarangamancha230 Ай бұрын
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ
@DebunMaman
@DebunMaman 29 күн бұрын
Mu acchi
@sethideepak313
@sethideepak313 Ай бұрын
Superb amazing video laba bhai ❤
@kiranmukhi123
@kiranmukhi123 Ай бұрын
ଜୟ ଜଗନ୍ନାଥ 🙏 କିଏ କିଏ ଚାହୁଁଛନ୍ତି ରଥ ଯାତ୍ରା ଭିତରେ ଲବ ଭାଇ ଙ୍କ 10 lakh subscriber ହେଇ ଯାଉ ବଲି। ❤
@Bapun-baby-express
@Bapun-baby-express Ай бұрын
Mo chuchi tora 10 lakha subscribe hau😅😅
@santas4334
@santas4334 Ай бұрын
Jay jagannath ❤
@subhendurana9294
@subhendurana9294 Ай бұрын
Wow ! what a wonderful city 😮😮
@ARJUN_KUMAR_HANSDAH
@ARJUN_KUMAR_HANSDAH Ай бұрын
Kon Asabu dekhi Baku pauche but Dil de love you laba bhai ❤❤❤
@complex-ew6pp
@complex-ew6pp Ай бұрын
I admire LABA Bhai bcoz ❤ 1.He never did any promotion for money 2.He always try to educate odias through vlogs. 3.He didn't upload regular videos in HINDI which can benefited him with millions of views 😀 Hats off broo ❤❤
@BhimasinBaske
@BhimasinBaske Ай бұрын
Laba bhai ମୁଁ first comment କରିଛି ମୋର comment ରେ like କର ❤❤❤🎉
@ashokbag3012
@ashokbag3012 Ай бұрын
Really wonderful Superb...Development work amazing
@baikunthabehera1873
@baikunthabehera1873 Ай бұрын
Thank you bhai ଏତେ ସାରା ଜାଗା ଦେଖେଇଥିବାରୁ ଜୟ ଜଗନ୍ନାଥ 💐❤️❤️❤️
@Bhagaan.....
@Bhagaan..... 2 күн бұрын
Love u laba bhai most lagila ajira video😮
@vrundabanadham8606
@vrundabanadham8606 Ай бұрын
ମୋ ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ଜୟ ଜଗନ୍ନାଥ
@kiranmukhi123
@kiranmukhi123 Ай бұрын
ଲବ ଭାଇ ଙ୍କୁ କିଏ ଦିଲ ରୁ supporte କରୁଛନ୍ତି like କରନ୍ତୁ 👍 ଜୟ ଜଗନ୍ନାଥ ❣️
@avilashmohanty9071
@avilashmohanty9071 Ай бұрын
Beautiful video bhai ❤❤❤ Super video ❤❤❤ Great Great Great 🙏🙏Jay Jagannath🙏🙏
@PramodGuru-el7hp
@PramodGuru-el7hp Ай бұрын
ଲବ ଭାଇ ତମେ ଜଣେ ବହୁତ ଭଲ ମଣିଷ ତମକୁ ଯୋଉ ମାନେ ଫାଲତୁ ରେ ଗାଳି ଦେଉଛନ୍ତି ମତେ ବହୁତ କଷ୍ଟ ଲାଗୁଚି ଲଭ ୟୁ ଲବ ଭାଇ 🥰
@sureshchandradas88
@sureshchandradas88 Ай бұрын
Your videos are always unique and the best 👍 Gd luck ❤️🤞
@LaxmanOfficial8
@LaxmanOfficial8 Ай бұрын
ଲବ ଭାଈ ଙ୍କୁ ଭଲ ପାଉଥିଲେ ଲାଇକ କରିବେ 😊❤🤞👍
@gstghost2043
@gstghost2043 Ай бұрын
Comment Box କୁ EVM ବନେଇ ସାରିଲାଣି .....!!!😵‍💫😶🤬🤬
@LaxmanOfficial8
@LaxmanOfficial8 Ай бұрын
@@gstghost2043 ତୁମ ମୁଣ୍ଡ ରୁ ଇଲେକ୍ସନ ଯାଇନି ,,, ଯାଅ ଭୋଟ ଦେଇକି ଆସିବ 😂
@LaxmanOfficial8
@LaxmanOfficial8 Ай бұрын
@@KCOCHESTRA ଭାଈ irritate ସେଇଟା ସ୍ପେଲିଂ ଆସୁନି ଯଦି ଲେଖୁଚ କଣ ପାଇଁ,,, କମେଣ୍ଟ ପଢନୀ ଶୋଇପଡ଼ 😂🤗
@LaxmanOfficial8
@LaxmanOfficial8 Ай бұрын
@@gstghost2043 ଯାଅ ଭୋଟ ଦେଇକି ଆସିବ 😂🙄
@user-gn2sr3ch2s
@user-gn2sr3ch2s Ай бұрын
Tu baha hei pad😂😂😂
@Ranamusic.CRvlog
@Ranamusic.CRvlog Ай бұрын
Nice place ❤
@ASTATUS128
@ASTATUS128 Ай бұрын
Laba bhai tame bahuta aji khusi re achha laguchi ❤❤❤❤
@saritascreativeart7043
@saritascreativeart7043 Ай бұрын
Intro Vediography Music ସବୁ କିଛି 👌👌👌👌👍❤ ଆଉ ଏଇ ମେଘୁଆ, ଅନ୍ଧାରୁଆ ପାଗ କିଛି Hollywood movie ର effect ଦେଉଛି 😊
@premalatasabara5000
@premalatasabara5000 Ай бұрын
waw Labo bhai superb bahut khusi lagila aponoko video dekhila pore
@Gopall628
@Gopall628 Ай бұрын
ଏହି ଦୁନିଆରେ ବହୁତ କିଛି ହୋଇଗଲାଣି କିନ୍ତୁ ମୋର ଭାରତର ଲୋକମାନେ ଏବେବି ହିନ୍ଦୁ, ମୁସଲମାନ, ମନ୍ଦିର, ମସଜିଦ କୁ ନେଇ ଲଢୁଛନ୍ତି 🥺😔🙏 I LOVE INDIA
@dilkaraaz2860
@dilkaraaz2860 10 күн бұрын
😢❤👍
@anantakumarsahoo5237
@anantakumarsahoo5237 Ай бұрын
Very nice view❤❤❤, thanks for your information❤❤❤
@Ajay-sonu-saishivangi
@Ajay-sonu-saishivangi Ай бұрын
Thanks ଏ lot laba bhai ଏତେ ସୁନ୍ଦର ସୁନ୍ଦର place ଦେଖାଉଥିବାରୁ
@mihirlifestyle1992
@mihirlifestyle1992 Ай бұрын
Bhai super video heichi & china very development 👌👌👌👌
@lipinabhoi-le3qh
@lipinabhoi-le3qh Ай бұрын
Wow ki sundar!Bhai God bless you.bhai satare pura atbhuta😮😮😮.!!!! unbelievable picture!!!❤❤❤
@jadumanihembram6195
@jadumanihembram6195 Ай бұрын
We have to accept the real/infrastructure & Technical developments of China. Thank You Laba Bhai for your excellent efforts and videos.
@Movieplus02
@Movieplus02 Ай бұрын
Jia kahucha laba bhai india ra no-1 vlogor KZfaqr sia ahi comment ku like kara LOVE YOU LEGEND ❤ || JAY JAGANATH 🙏
@chumukieating
@chumukieating Ай бұрын
ଲବ ଭାଇ ପାଇଁ ମୁଁ ଚାଇନା ଦେଖିପାରୁଛି ଧନ୍ୟବାଦ ଲବ ଭାଇ
@aswinirout3478
@aswinirout3478 Ай бұрын
Wow entresting blog❤
@JustExtraBadsha
@JustExtraBadsha Ай бұрын
Jay Jagannath Bhai 🙏⭕❗⭕🙏
@tgr-legend
@tgr-legend Ай бұрын
China is best developed countries in the world ❤
@SubhadraNaik-ms6qf
@SubhadraNaik-ms6qf Ай бұрын
Jay jagannath bhai
@golakjambeka3090
@golakjambeka3090 Ай бұрын
Dil se love you #Laba Bhai Tama Pain No dekhiba jaga dekhi paruchu ❤❤❤❤❤❤❤
@bike3903
@bike3903 Ай бұрын
Bhai amaku ete Sara Sundar jinisa dekhei thiba ru dhanyawad Bhai
@rajprakashsingh8315
@rajprakashsingh8315 Ай бұрын
Laba bhai very nice thesh good😮😮😮😮 cantry
@mahaliofficial647
@mahaliofficial647 Ай бұрын
Laba bhai respect button 👍
@KCSSAHUvlogs
@KCSSAHUvlogs Ай бұрын
Beautiful city❤ ଜୟ ଜଗନ୍ନାଥ
@user-li4kd5wi1c
@user-li4kd5wi1c Ай бұрын
ଲଭ ଭାଇ ବହୁତ ସୁନ୍ଦର ସୁନ୍ଦର ଦେଶର ସ୍ଥାନ ଦେଖାଉଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ତୋମକୁ ଈଶ୍ଵର ଆଶିର୍ବାଦ କରନ୍ତୁ 😮😮😊
@theanimal3153
@theanimal3153 Ай бұрын
ରୋବଟ କୁକୁର ଦେଖି ବହୁତ ମଜା ଲାଗିଲା 😂😂😂😂😂ଚାଇନାର ଠାକୁର ଓ ମନ୍ଦିର ଦେଖାଇବେ 🙏🙏🙏❤️❤️❤️❤️❤️❤️❤️
@chintamanisahoo5763
@chintamanisahoo5763 Ай бұрын
So interesting and stunning China...thanks Laba Bhai ...
@pujariparalgd
@pujariparalgd Ай бұрын
ଉମରକୋଟ ନବରଙ୍ଗପୁର କିଏ କିଏ ଲାଇକ କର
@chintu_creations_2003
@chintu_creations_2003 Ай бұрын
କିଏ କିଏ ଲବ ଭାଇଙ୍କୁ ଭଲପାଅ ଲାଇକ୍ କର ❤
@savetreesavelife4356
@savetreesavelife4356 Ай бұрын
ଜୟ ଜଗନ୍ନାଥ
@tunumallik3866
@tunumallik3866 Ай бұрын
Super 👍👌👌👌👌 naice
@sudiptasahu3794
@sudiptasahu3794 Ай бұрын
Bhai mu Tamara sabu video dekhuchi,bahut badia,tamatoo duniya dekhila bhalia laguchi TQ
@user-ov1ng6jj7q
@user-ov1ng6jj7q Ай бұрын
Laba bhai ku dil se salam❤❤❤🙏🙏🙏🙏🙏
@Arihant269
@Arihant269 Ай бұрын
ଆମ ଦେଶ ବି ଖାସ୍ ଏମିତି ହୁଅନ୍ତା❤
@odishacompetitivestudy1218
@odishacompetitivestudy1218 Ай бұрын
Really China is amazing . The most beautiful city, Thanks bro u r doing great work and may u cross 1Million Subscribers ❤❤❤.🎉🎉🎉🎉🎉.
@dasarathimohapatra618
@dasarathimohapatra618 Ай бұрын
ଅନେକ ଅନେକ ଶୁଭକାମନା, ଜଗନ୍ନାଥ ଙ୍କର କୃପାରୁ ଭଲରେ ରୁହ, ଏମିତି ଅଜବ ଦେଶ ଦୁନିଆ ଦେଖି ଥିବାରୁ, ଅନେକ ଅନେକ ଧନ୍ୟବାଦ୍, ଭିଡିଓ ଟି ବହୁତ ସୁନ୍ଦର ହେଇଛି,ଜୟ ଜଗନ୍ନାଥ,
@nakuladehuri9718
@nakuladehuri9718 Ай бұрын
ଭାଇ ସବୁଠୁ ଏ ଭିଡିଓ ଭଲ ଲାଗିଲା ଭାଇ ସବୁଠୁ ଏ ସିଟି ସବୁଠୁ ବଡ ସିଟି ଭଳିଆ ଲାଗୁଛି ଭାଇ ଏ ଭିଡିଓ ସବୁଠୁ ବେଷ୍ଟ୍ ଲାଗିଲା 😊
@GurunathOfficial-pc1tp
@GurunathOfficial-pc1tp Ай бұрын
ଲବ ଭାଇ ର video ଦେଖୁଚି ନା.. Move ଦେକୁଛି.. ମୁ ସତରେ ଆଜି ମୁ ଜାଣିଲି କି.. ଏମିତି ସତରେ Bilding ଅଛି....ମୁ ବାବିନତିଲି .. 👍Lab bhai❤️
@maheswarnayak2343
@maheswarnayak2343 16 күн бұрын
Bhai semiti bhal bhal vedio anuthibe bhalalaguchi ❤❤❤❤jay jagannatha ❤❤❤❤❤
@rudrakumar8024
@rudrakumar8024 Ай бұрын
ଭାଇ ଆଶ୍ଚର୍ଯ୍ୟ ଲାଗୁଚି 😮😱😮 କିନ୍ତୁ ଏହା ସତ Dil se love you ଲବ ଭାଇ 🥰❣️🥰
@n.rcreation3399
@n.rcreation3399 Ай бұрын
Laba bhai hamara liye itne acha vidio banate he iskeliye to like banta he like thoko sab
@bhagirathimohapatra3604
@bhagirathimohapatra3604 Ай бұрын
ଓଡ଼ିଆ ଜଗତରେ ନମ୍ବର ୱାନ ୟୁଟୁବର ଲବ ହାଁସ୍ତା 👍 ହୃଦୟରୁ ଅନେକ ଅନେକ ଭଲପାଇବା ❤️
@gourisankarmohanty6761
@gourisankarmohanty6761 Ай бұрын
Hello Laba, Day by day your showing to us amazing videos.Thank you. Take care yourself while you visiting foreign countries. Best of luck.
@dineshkumarrout6145
@dineshkumarrout6145 Ай бұрын
ବହୁତ ସୁନ୍ଦର
@MunnaKumar-Miss
@MunnaKumar-Miss Ай бұрын
Sir video ti Ku Dekhi bahut bal lagila
@jitenkumar6961
@jitenkumar6961 Ай бұрын
❤❤❤❤❤❤❤ଜୟଜଗନ୍ନାଥ
@lalitkumarsahoo9740
@lalitkumarsahoo9740 Ай бұрын
Superb outstanding and unbelievable 😱😱
@MilanSingh-no8vj
@MilanSingh-no8vj Ай бұрын
Super super super video🎥🎥
@JadunathTudu...
@JadunathTudu... Ай бұрын
Very nice city😊❤️☺️
@Mrsantosh7878
@Mrsantosh7878 Ай бұрын
I love labha hasadha
@dhanmanimajhi8766
@dhanmanimajhi8766 Ай бұрын
Adi Adi sarhow lobo Bhai Adi napay👍👍👍 💪💪💪💪🎉🎉🎉🎉
@narayantripathynarayantrip2865
@narayantripathynarayantrip2865 Ай бұрын
Beautiful 😍❤️😍❤️ city 🏙️🏙️🏙️🏙️ trips safe journey God bless you
@PrasannadandsenaDandsena
@PrasannadandsenaDandsena Ай бұрын
Your great bhai
@rahulsarkar3880
@rahulsarkar3880 Ай бұрын
Congratulations ❤
@narasinghmajhi7822
@narasinghmajhi7822 Ай бұрын
Bahuta bhadia lagila bhai❤❤❤ vee carefully
@rksantaliofficel4397
@rksantaliofficel4397 Ай бұрын
Very nice video Laba da
@manaskumar9259
@manaskumar9259 Ай бұрын
Beautiful ❤️❤️❤️❤️
@ShaktisekharPanda703
@ShaktisekharPanda703 Ай бұрын
Thank you so much bhai ate sabu intresting video all wase dekhauthibaru best of luck 👍 good journey God bless you 🎇😊
@KartikPradhan-yf9xs
@KartikPradhan-yf9xs 6 күн бұрын
Bhai bahuta bhala lagila Toma video dekhiki mu aji first time tomara video dekhili❤
@ramachandramurmu6108
@ramachandramurmu6108 Ай бұрын
Thanks LaBa Bhai Really DekhiLa Pari LagiLa AmaKu
@jyotiranjannayakvlogs367
@jyotiranjannayakvlogs367 Ай бұрын
Travel ଭିଡ଼ିଓ ରେ ତ ଲବ ଭାଇ no-1 ❤frm ଆନନ୍ଦପୁର
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 58 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 11 МЛН
Challenge matching picture with Alfredo Larin family! 😁
00:21
BigSchool
Рет қаралды 30 МЛН
Bony Just Wants To Take A Shower #animation
00:10
GREEN MAX
Рет қаралды 6 МЛН
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 58 МЛН