‘Action must be taken within 72 hours, Otherwise We will Enter Forcefully’ | NandighoshaTV

  Рет қаралды 810,024

Nandighosha TV

Nandighosha TV

12 күн бұрын

#bhubaneswar #bjp #congress #violenceCase #nandighoshatv
‘Action must be taken within 72 hours, Otherwise We will Enter Forcefully’ | NandighoshaTV
କଂଗ୍ରେସ ଅଭିଯୋଗ କରିଛି, ବିଜେପି ତରଫରୁ ହୋଇଥିଲା ଏପରି ଯୋଜନାବଦ୍ଧ ଆକ୍ରମଣ। କାର୍ଯ୍ଯାନୁଷ୍ଠାନ ନ ହେଲେ ବିଜେପି ଅଫିସରେ ୨୦ ହଜାର କଂଗ୍ରେସ କର୍ମୀ ଧସେଇ ପଶିବେ ବୋଲି ଦଳ ଚେତାବନୀ ଦେଇଛି।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 2 200
@RajCreationAmmOdisha
@RajCreationAmmOdisha 11 күн бұрын
ମୋର ସରକାରଙ୍କୁ ଅନୁରୋଧ ଦୁଇ ଦଳର କର୍ମୀ ମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଉ....... ଯିଏ ଜିତିବ ତାଙ୍କୁ ଚାଇନା ବୋଡର ପଠେଇ ଦିଆଯାଉ |
@BabaJCBBaba-e8w
@BabaJCBBaba-e8w 11 күн бұрын
ହଁ,,, ଏଇଟା ଗୋଟେ ଭଲ ପ୍ରସ୍ତାବ,,,🤪
@santoshkumarpanda9968
@santoshkumarpanda9968 11 күн бұрын
Gdd😂😂😂😂😂
@sushilnayak8551
@sushilnayak8551 11 күн бұрын
😂😂😂
@user-ws7jz1bv6g
@user-ws7jz1bv6g 11 күн бұрын
ଚମତ୍କାର
@user-nq8in9bw5k
@user-nq8in9bw5k 11 күн бұрын
Kya baat
@RupNarayanMajhi
@RupNarayanMajhi 11 күн бұрын
Pre planned event, NEET ରୁ ଧ୍ୟାନ ହଟେଇବା ପାଇଁ ଏମିତି event କରାଯାଇଛି ?
@learnwithbini6060
@learnwithbini6060 10 күн бұрын
E bjp ku kahin vote dela pastei laguchi
@pk14405
@pk14405 10 күн бұрын
​@@learnwithbini6060sat katha ae
@MultiKiit
@MultiKiit 10 күн бұрын
100% right
@subashkhuntia7694
@subashkhuntia7694 8 күн бұрын
To maku geuchi
@satyanayak9395
@satyanayak9395 12 сағат бұрын
Lindu☕ Jou desha re dharma pasichi se desha re aau unati nahi Endiens🧠🤏,☕
@santoshkumar-hz3nw
@santoshkumar-hz3nw 10 күн бұрын
25 ବର୍ଷରେ ଓଡ଼ିଶାରେ ଏପରି କେବେ ହିଁସା ଦେଖିବାକୁ ମିଳି ନଥିଲା
@sumitramahanty7588
@sumitramahanty7588 10 күн бұрын
Right
@sumitramahanty7588
@sumitramahanty7588 10 күн бұрын
Right
@bhabanishankarpati466
@bhabanishankarpati466 10 күн бұрын
Happening too much.Its only a small sample ..Only for offensive comments of Rahul Gandhi
@risingsun2517
@risingsun2517 10 күн бұрын
Jouthi congress sethi violence
@bashasisa8311
@bashasisa8311 10 күн бұрын
Aba BJP asila ru aeprakar kam auchi
@jk-eg2ye
@jk-eg2ye 10 күн бұрын
ମଣିପୁର ପରି ଆରମ୍ଭ ହେଲାଣି ଓଡ଼ିଶାରେ BJP ଦଙ୍ଗାକାରି party ହିନ୍ଦୁ ହିଂସାତ୍ମକ କାର୍ଯ୍ୟ କେବଳ BJP ନେତା ମନ୍ତ୍ରୀ କର୍ମୀ କରିଥାନ୍ତି 😂😂😂
@prasantpatnaik143
@prasantpatnaik143 2 күн бұрын
ଭାରତ ରେ କଣ ଖାଲି ମଣିପୁର ଅଛି ୱଷ୍ଟବଙ୍ଗଲ ରେ କଣ bjp ସରକାର ଅଛି karantaka ରେ bjp ସରକାର ଅଛି କବୋଲୋ କଂଗ୍ରେସ ଖାଲି ଗୋଟିଏ ଚିନ୍ତା ମଣିପୁର ଆଖି ଖୋଲ କଂଗ୍ରେସ କର୍ମୀ
@pravakarpradhan1571
@pravakarpradhan1571 11 күн бұрын
୨୫ ବର୍ଷ ଭିତରେ ଏଭଳି କେବେ ହୋଇ ନ ଥିଲା
@user-wf8hm4gl3l
@user-wf8hm4gl3l 11 күн бұрын
Right 👍
@tomdaddy123
@tomdaddy123 11 күн бұрын
are MG jaha hei nathila abe heba
@sandeepkumarbaral8747
@sandeepkumarbaral8747 11 күн бұрын
Kouthi thilare tame ...chupaa rustam
@goursethi398
@goursethi398 11 күн бұрын
Sahi baat hai bhaiya ji jharkhand mein ohi haal hai BJP lekin JMS Raaj chalega koi BJP nahin chuniti hai.
@tiransabar8637
@tiransabar8637 10 күн бұрын
କାହିଁକି ନା ବିଜେଡି କୁ ଡରୁଥିଲେ
@jagabandhuswain4737
@jagabandhuswain4737 11 күн бұрын
ଆପଣ ମାନେ ଖୁସି ତ...
@gourahariThayal
@gourahariThayal 10 күн бұрын
Rahul Gandhi rightly said BJP and RSS are not hindu 🕉️. This video is the proof. Jodi hindu 🕉️ hei thante epori hinsa kori no thante. She On BJP
@SanjayKumar-sn2gp
@SanjayKumar-sn2gp 8 күн бұрын
Did that rat comment on those who rioted in Balasore, and what his party did in 1984????
@gourahariThayal
@gourahariThayal 8 күн бұрын
@@SanjayKumar-sn2gp that was also a violence
@satyanayak9395
@satyanayak9395 12 сағат бұрын
Lindu☕ Jou desha re dharma pasichi se desha re aau unati nahi Endiens🧠🤏,☕
@priyaranjanmishra2702
@priyaranjanmishra2702 10 күн бұрын
ଶିକ୍ଷା, ସ୍ଵାସ୍ଥ୍ୟ, ପିଇବା ପାଣି ସମସ୍ୟାର ସମାଧାନ ହେତୁ ସରକାରଙ୍କୁ ବାଧ୍ୟ କରିବା ପାଇଁ ଏଭଳି କେବେ ଏକତ୍ରିତ ହୋଇ ଆନ୍ଦୋଳନ କାହିଁକି କରୁ ନାହାଁନ୍ତି ?
@ranjanpatnaik5189
@ranjanpatnaik5189 8 күн бұрын
Correct ❤
@bhubanmajhi6184
@bhubanmajhi6184 2 күн бұрын
Right
@sankarmohanty6613
@sankarmohanty6613 11 күн бұрын
BJP ଶାସନ ରେ ଏହିଭଳି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ।😂😂😂😂 ଏମାନେ ଓଡିଶାକୁ ପଶ୍ଚିମବଙ୍ଗ କରିଦେବେ।
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
West Bengal re BJP government achi ...Jay Chand Hindu
@sagarsamal1696
@sagarsamal1696 10 күн бұрын
Thik kahicha bhai darakar paile manipur bi kari debe😢
@learnwithbini6060
@learnwithbini6060 10 күн бұрын
​@@sagarsamal1696bekar hoigala chhii emanku vote deiki...cm Naveen pattnaik thik thile
@Mithunsahu161
@Mithunsahu161 10 күн бұрын
ଭାଇ ରେ ପଶ୍ଚିମ ବଙ୍ଗ ରେ bjp ନାହିଁ ସରକାର ରେ
@sankarmohanty6613
@sankarmohanty6613 10 күн бұрын
@@Mithunsahu161 ଜାଣିଛି ରେ ଭାଇ, ହେଲେ ବିରୋଧୀ ଦଳରେ ରହି ବି ସବୁ ଦଙ୍ଗା ଚଳାଇଛନ୍ତି
@nibeditamohanty5862
@nibeditamohanty5862 11 күн бұрын
ବିଜେଡି ଶାସନରେ କେବେ ଏପରି ଟେକା ପଥର ମାଡ ଭଳି ଅଶୋଭନୀୟ ଘଟଣା ଘଟି ନ ଥିଲା
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
Sambalpur re kn hei thila
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
Sambalpur re kn hei thila
@omm6324
@omm6324 10 күн бұрын
Bhubaneswar re ta Hana kata houthile
@daspapiraj2520
@daspapiraj2520 10 күн бұрын
Bhai sarkar badalila para Gunda Raj karibeni kemiti haba aau ?
@sujata6407
@sujata6407 10 күн бұрын
Berhampur re pradeep panigrahy nku kana karithila
@hemantaswain5194
@hemantaswain5194 10 күн бұрын
ଆରେ ଖାଲି ଏ ଗଣ୍ଡଗୋଳ ରେ ଲିପ୍ତ, ଟିକେ ସାଧାରଣ ଜନତା ଙ୍କ ଉନ୍ନତି ରେ କାମ କରନ୍ତୁ 😢
@jambroz9551
@jambroz9551 10 күн бұрын
କଂଗ୍ରେସ ବାଲା ଙ୍କୁ ଖାଲି ମାଡ଼ ଦରକାର୍
@asteen69
@asteen69 10 күн бұрын
ତୁ କିଏ ବେ ବାଳ 😡😡😡😡😡😡
@jambroz9551
@jambroz9551 10 күн бұрын
@@asteen69 ମୁଁ ମୋଦି ଭକ୍ତ କଣ କରିବୁ
@asteen69
@asteen69 10 күн бұрын
@@jambroz9551 ଗୁଣ୍ଡା ଦାଦାଗିରି ପାଖଣ୍ଡି ହିଂସ୍ର ମୋଦି ଭକ୍ତ 😡😡😡
@MrSwarajdas
@MrSwarajdas 11 күн бұрын
ଅତି ଦୁଃଖର କଥା ଏପରି BJP କର୍ମୀ ମାନେ ବନ୍ଧା ହେଇ ଥାନା କୁ ଯିବେ
@user-wf8hm4gl3l
@user-wf8hm4gl3l 11 күн бұрын
Right 👍
@bijoykumardas4173
@bijoykumardas4173 11 күн бұрын
ପୋଲିସ ଦେଖୁଛି କିଛି କରୁନି । ଆସିସ୍ ସିହ୍ କୁଟେ ବେଲକୁ bjp ନେତା ଚିଲାଉ ଥିଲେ ଏଵେ ଚୁପ । ଓ ହୋ ପାଟି ପାବର ରେ ଅଛି
@jeevangahir6817
@jeevangahir6817 11 күн бұрын
ଯାହା ଭି ହେଉଛି ଭଳ ହେଉନି ମୁଁ ଭି bjp
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@MrSwarajdas jay Chand Hindu Khushi hebe
@jobmarandi
@jobmarandi 10 күн бұрын
BJP ro gene re to Aiya sabu achhi...
@parshuramsahusahu1535
@parshuramsahusahu1535 11 күн бұрын
ବିଜେପି ର ଗୁଣ୍ଡାରାଜ ଚଳିବ ନାହିଁ,ଶାସନ କୁ ଆସିଲେ ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ,ରାହୁଲଙ୍କ ଉକ୍ତି କୁ ଠିକ୍ ପ୍ରମାଣ କରୁଛି ବିଜେପି,
@BINDIYAGUNTHA
@BINDIYAGUNTHA 10 күн бұрын
Yes brother you are right
@Srvision615
@Srvision615 10 күн бұрын
ତୁ ଶଳା ହିନ୍ଦୁ ନୂହେଁ. ଥରେ ମୁସଲମାନଙ୍କ ବିରୋଧରେ କହି ଦେଖ ଘରେ ପଶି ହାଣିବ.
@rajat5866shorts
@rajat5866shorts 10 күн бұрын
Correct​@@Srvision615
@marndi3221
@marndi3221 10 күн бұрын
ତା ମାନେ BJP ହିନ୍ଦୁ ଗୁଣ୍ଡା ଗିରି କରନ୍ତି। ରାହୁଲ ଗାନ୍ଧୀ ଠିକ୍ କହିଛି ।​@@Srvision615
@Swadeshclasses
@Swadeshclasses 10 күн бұрын
Ham...Hindu nku hinsra kie kahi thila... Kain BJP kou dina Musalaman.nku hinsra kahini ta
@prafullakumarbehera7774
@prafullakumarbehera7774 10 күн бұрын
ନେତା ମିଳିମିଶି ଜାଆନ୍ତି କିନ୍ତୁ କର୍ମି ନିଜ ନିଜ ମଧ୍ୟରେ ହାତl ହାତି ହାବା ଅତି ଖରାପ
@UpendraPingua-ez2tj
@UpendraPingua-ez2tj 10 күн бұрын
Bjp ସରକାର ଲୋକମାରପିଟ କରାଉଛି.. ଯେତେ ପର୍ଯ୍ୟନ୍ତ bjp ସରକାର ରହିବ ସେତେ ପର୍ଯ୍ୟନ୍ତ ଏହି ବଳିଆ ଦଙ୍ଗା ହେଇଥିବ....କିନ୍ତୁ ଦୁଃଖ ର ବିଷୟ ଏହି.. ଓଡିଶା ର ମଣିଷ ଓଡିଶା ଲୋକଙ୍କ ହିଁ ମରାମରି ହେଉଛନ୍ତି... ଲାଭ କାହାର....! ମଣିପୁର ଘଟଣା କେମିତି ହେଲା.. ଏହିଟା ବି ଏମିତି ହେବାକୁ ଯାଉଛି! ସେହି ଜାଗା ରେ ଏତେ ନିରହ ଲୋକଙ୍କ ଜୀବନ ଗଲା ଛୋଟ ଛୋଟ ପିଲାମାନଙ୍କୁ ମାରିଦେଲେ ସେମାନେ କଣ ଅନ୍ୟ ଦେଶ ଲୋକ ମାନେ ଆସିକି ହତ୍ୟାକାରୀ କରିଥିଲେ କି! ତଥାପି ସରକାର ଲାଞ୍ଜ ବି ନାହିଁ! ଏମିତିକା ସରକାର ରହିଲେ ଭାରତରେ ଭାରତ କାଙ୍ଗାଳ ହେଇଯିବ. ଆତଙ୍କବାଦୀର ପରିଣତ ହେବ! ବେଶି କାରେ ଆମ ଭାରତ ହିଁ ଏମିତି ହେଉଛି... ଅନ୍ୟ ଦେଶ ଦେଖି ଶିକ୍ଷା କର.... କେମିତି ଦେଶ କୁ ସମ୍ଭାଳି ଛନ୍ତି
@swayangpravapanda9127
@swayangpravapanda9127 3 күн бұрын
Bhai,Bangal aau Bihar ku apan Mane kemiti jai parantini,kana sethhi rape hauni ki.Muh khol nyaya pai,chamcha giri pai nuhe.
@prakashkanhar2772
@prakashkanhar2772 11 күн бұрын
ପ୍ରକୃତରେ ବିଜେପି ବାଲା ଗୁଣ୍ଡା ରଜ୍ କରନ୍ତି
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@prakashkanhar2772 same west bengal
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@prakashkanhar2772 same sikh danga
@educational_channel4444
@educational_channel4444 10 күн бұрын
No bro all politicians Gunda 😂
@rajendrakumarsahu8184
@rajendrakumarsahu8184 10 күн бұрын
Tate bjp gandi maila na
@apppermission5927
@apppermission5927 10 күн бұрын
Nahale congress au genda dala hinjeda,chudi pindhiki basichanti
@pitambarpradhan6348
@pitambarpradhan6348 11 күн бұрын
ବିଜେପି ସରକାର କୁ ଆସିଲା ଦଙ୍ଗା ଆରମ୍ଭ ହେଲା ଓଡ଼ିଶା ବାସୀ ଆପଣ ମାନେ ବିଚାର କରିବେ
@bijoykumardas4173
@bijoykumardas4173 11 күн бұрын
କଣ ଆଉ ବିଚ଼ାର କରିବେ ନେଡି ଗୁଡ ..........
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@pitambarpradhan6348 jay Chand Hindu chup
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@pitambarpradhan6348 jay Chand Hindu chup
@hemant2.1998
@hemant2.1998 10 күн бұрын
Yeh toh inka agenda hai Divide and rule
@hello64879
@hello64879 10 күн бұрын
Odisha is one of poorest states of India
@balaramkanhar5062
@balaramkanhar5062 10 күн бұрын
ଦଳୀୟ କର୍ମୀ ଯଦି କେହି ଦେଖିଥାନ୍ତି,,ତାହା ହେଲେ କୁଅନ୍ତୁ କିଏ ଠିକ୍ କରୁଛି,,,
@taktome3340
@taktome3340 10 күн бұрын
ଭାଇ ଓ ଭଉଣୀ ମାନେ ତମେ ଯଦି ଏତେ ଲଢେଇ କରିବାକୁ ଇଚ୍ଛା border କୁ ଯା କର, ଏଠି ଏମିତି ରାସ୍ତା ଉପରେ ହଉଛ ସେପଟେ କେତେ ସାଧାରଣ ଲୋକ ଯିବା ଆସିବା କରୁଛନ୍ତି ତମ ଟେକା ମାଡ ରେ ଯଦି କିଏ ଆହତ ହବ ???
@ChandrasekharSanta-mt1bj
@ChandrasekharSanta-mt1bj 11 күн бұрын
ବିଜେପି ଟାଉଟର
@Tapas-ip9on
@Tapas-ip9on 11 күн бұрын
Bjd tautar
@Jitendraaaaaaaaa
@Jitendraaaaaaaaa 11 күн бұрын
ପଡ଼ିଲା କିରେ ଛୋଡ଼ି ପୁଅ ​@@Tapas-ip9on
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
Jay Chand Hindu chup
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
Jay Chand Hindu chup
@SundarEditz-fp5go
@SundarEditz-fp5go 10 күн бұрын
😂😂
@DNPTechnical18
@DNPTechnical18 11 күн бұрын
Rahul Gandhi 💯% ସତ କହିଥିବାରୁ ଅଦ୍ଧଭକ୍ତଙ୍କୁ ବାଧିଗଲା
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@DNPTechnical18 indra nehru marriage firoz jahangir beta Rajiv Gandhi 👈😄😄😄😄😄😄😄😄 blood muslim Jay Chand Hindu
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@DNPTechnical18 indra nehru marriage firoz jahangir beta Rajiv Gandhi 👈😄😄😄😄 blood muslim Jay Chand Hindu
@Lakshmikanta-kz6ct
@Lakshmikanta-kz6ct 10 күн бұрын
ତୁମେ ଶଳା ଗୁଡାକ ହିନ୍ଦୁ ନୁଁହ ବୋଧେ ଯାହାର ନିଜର ସଂଜ୍ଞା ନାହିଁ ତକୁ ଏତେ ଚର୍ଚ୍ଚା କଣ pain
@user-xw6db8lb3y
@user-xw6db8lb3y 10 күн бұрын
Aabey kukura firoj jahangir muslim kemiti parsi thile smruti jubin Irani parsi tahele se bi muslim
@gangadharpenthei519
@gangadharpenthei519 10 күн бұрын
Andh Namazi 😂😂😂
@ashoktripathy6975
@ashoktripathy6975 Күн бұрын
ଶାନ୍ତି ଶାନ୍ତି ଶାନ୍ତି ଇଶ୍ବର ଆଲା ତେରେ ନାମ ସବକୋ ଶାନ୍ମତୀ ଦେ ଭଗବାନ ଜୟ ଜଗନ୍ନାଥ
@asisnayak4791
@asisnayak4791 7 күн бұрын
ଜୟ ଜଗନ୍ନାଥ ଏମିତି ଆଗରୁ କେବେ ହୋଇନଥିଲା
@MrSwarajdas
@MrSwarajdas 11 күн бұрын
ଓଡ଼ିଶା ରୁ BJP ହଟାଇ ବାକୁ ହେବ
@preetidivine4054
@preetidivine4054 11 күн бұрын
Yes
@RajalaxmiBehera-wn1ku
@RajalaxmiBehera-wn1ku 11 күн бұрын
Yes
@50k892
@50k892 11 күн бұрын
Congress ku odisha ru hateibaku heba
@indiannature6776
@indiannature6776 10 күн бұрын
Kn tate BJP toa gandire gehi delaki maghia
@J_K_emmanuel
@J_K_emmanuel 10 күн бұрын
​@@PabitraNayak611 ଗୋ ମାଂସ କମ୍ପାନୀରୁ ବିଜେପି ସରକାର ଚାନ୍ଦା ଆଦାୟ କରୁଛନ୍ତି ଭାଇ 😂😂
@dushadusha2402
@dushadusha2402 11 күн бұрын
ବିଜେପି ନିରୀହ ଲୋକ ଙ୍କୁ ନେଇ ରାଜନୀତି କରିବା ଠିକ ନୁହେଁ ଓଡିଶା ର ଲୋକ ବହୁତ ସରଳ 🙏🙏
@himansupatra7544
@himansupatra7544 11 күн бұрын
ଆଉ କଣ ସରଳ ହେଲେ ଚଳିବ କି ଦେଶ କୁଆଡେ ଗଲାଣି ସବୁ ରାଜ୍ଯ ଆମ ଠୁ ବହୁ ଆଗକୁ ଗଲେଣି ଆମେ 25ରୁ30 ବର୍ଷ ପଛୁଆ ହୋଇ ଗଲେଣି ସବୁ ଏଇ ସରଳ ପାଇଁ ହଁ ତ ହୋଇଛ ଏବେ ଏଇ ସରଳ କୁ ଛାଡିବାକୁ ପଡିବ ନହେଲେ ବିଜେଡି / ବିଜେପି କିଏ ବି ଆସିଲେ କିଛି ହେବ ନି ଆମେ ଆହୁରି 50ରୁ100 ବର୍ଷ ପଛୁଆ ହୋଇ ଯିବା
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@dushadusha2402 jay Chand Hindu chup
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@dushadusha2402 jay Chand Hindu chup
@learnwithbini6060
@learnwithbini6060 10 күн бұрын
​@@himansupatra7544odisha bht development hoichi only for Naveen pattnaik
@shekhamin290
@shekhamin290 10 күн бұрын
Absolutely right
@srijansheelartistsgroup7666
@srijansheelartistsgroup7666 8 күн бұрын
निंदनीय घटना
@surendrabagha6357
@surendrabagha6357 10 күн бұрын
କଣ ପାଇଁ ଏମିତି ହେଉଅଛି ଭାଇ ମାନେ ଆମେ ସମସ୍ତେ ପରା ଭାଇ ଭାଇ ଜୟ ହିନ୍ଦ୍ ଜୟ ଭାରତ
@learnwithbini6060
@learnwithbini6060 10 күн бұрын
Naveen sarkar ble bhala thila sabu
@tikarammarndi3988
@tikarammarndi3988 10 күн бұрын
ଅର୍ଗସ news କୁଆଡେ ଗଲା ସବୁ ରିପୋର୍ଟର ଶୋଇ ଛନ୍ତି ଏ ସବୁ କିଏ ଦେଖାଇବ ଜନତା ମାନଙ୍କୁ
@MultiKiit
@MultiKiit 10 күн бұрын
ମହନ ସାରଂକର ଡେସ ମାଲିସ କରୁଛନ୍ତି ଅର୍ଗସ ବାଲା 😂😂😂😂😂😂
@thecablewala3015
@thecablewala3015 10 күн бұрын
tu gote new channel kholi de
@ashokkumar-qr6mh
@ashokkumar-qr6mh 9 күн бұрын
Argus news andhavakta koude gala .
@adikandasahoo5169
@adikandasahoo5169 11 күн бұрын
ଓଡିଶା ରେ ଅଛେ ଦିନ ଆସିଗଲା
@BINDIYAGUNTHA
@BINDIYAGUNTHA 10 күн бұрын
😂😂
@dhiren497
@dhiren497 10 күн бұрын
😂😂😂
@hello64879
@hello64879 10 күн бұрын
Odisha is one of poorest states of India
@elishabethnaik1984
@elishabethnaik1984 10 күн бұрын
ରାହୁଲ ଗାନ୍ଧୀ ଯାହା କହିଛନ୍ତି ଠିକ୍ କହିଛନ୍ତି
@sumantarana6221
@sumantarana6221 10 күн бұрын
ମାରୁତି ଜାଣିବେ ବିଜେପିକୁଭୋଟଦେବାରଫଳ
@Akumar....
@Akumar.... 11 күн бұрын
ଯେଉଁମାନେ କହୁଛ କି ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଖରାବ ମନ୍ତବ୍ୟ ଦେଇଛନ୍ତି ତାଙ୍କୁ କହି ଦେଉଛି ଯେ ଯାଆ tk full video ଦେଖ କାହାକୁ ଆକ୍ଷେପ କରି କୁହାଯାଉଛି ଆଗରୁ mention v ଅଛି ମୋଦି ତାର ଜବାବ ନ ଦେଇ ସେ ତାଙ୍କର ପୁରୁଣା ଫଣ୍ଡା nafrat ବଢ଼ିଆବା ର ରାଜନୀତି କରି ତାକୁ ସଂପୂର୍ଣ୍ଣ ହିନ୍ଦୁ ସମାଜ ଆଡ଼କୁ ନେଇ ଏ ହିଂସା କରୁଛନ୍ତି ସେ କହି ଥିଲେ ସେ ସବୁବେଳେ ହିଂସା ର ବିସ୍ତାର କରୁଛି କେବେ ହେଲେ ହିନ୍ଦୁ ହେଇ ପାରିବ ନାହିଁ ଯେଉଁଟା କି ମୋଦି ନିଜ ପ୍ରଚାର ରେ ସବୁ ବେଳେ ମୁସଲିମ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ଆଉ ସତ୍ତା ଲୋଭ ରେ ମୁସଲିମ suppurter ଙ୍କ ସହ ଗଟବନ୍ଧନ ବି କରୁଛନ୍ତି
@Lazaristvibes
@Lazaristvibes 10 күн бұрын
Correct kotha khohile sir🎉🎉🎉
@user-qi7ol9ze2s
@user-qi7ol9ze2s 10 күн бұрын
​@@Lazaristvibeshindu ra arth kan bjp
@niranjan3652
@niranjan3652 10 күн бұрын
Absolutely right..full video na dekhi adhika roll
@jecreation1352
@jecreation1352 10 күн бұрын
ହିନ୍ଦୁ ହିଁଶୁକ କହିଲା କାହିଁକି
@user-xw6db8lb3y
@user-xw6db8lb3y 10 күн бұрын
​@@jecreation1352bjp adaku prime minister adaku hata kari jou mane matlab BJP ra sabu nijoku kuhonti semane 24 ghanta hinsaka kahila tate kanhiki badhuchi
@All98.
@All98. 11 күн бұрын
ଦେଶ ବାହାରେ ଯୁଦ୍ଧ , ଦେଶ ସୀମାରେ ଯୁଦ୍ଧ , ଦେଶ ଭିତରେ ଯୁଦ୍ଧ ଦେଶ ବାହାରେ ଶତ୍ରୁଙ୍କୁ ଭୟ ଦେଶ ଭିତରେ ସମସ୍ତଙ୍କୁ ଭୟ ଏ ମଣିଷ ଶାନ୍ତିରେ ଟିକେ ମରି ବି ପାରିବନି
@bishnupriyadas246
@bishnupriyadas246 10 күн бұрын
right
@learnwithbini6060
@learnwithbini6060 10 күн бұрын
Au odisha tk peace thila Abe ethare b juddha ​@@bishnupriyadas246
@user-eq6uw4by5k
@user-eq6uw4by5k 10 күн бұрын
ହେ ପ୍ରଭୁ ଜଗନ୍ନାଥ ଏ କ୍ୟ ୟା ଦେଖନା ପଡାରା ହେ
@jibankrushnamohanty8807
@jibankrushnamohanty8807 7 күн бұрын
ଧନ୍ୟବାଦ ବିଜେପି
@sanjaynaik6849
@sanjaynaik6849 10 күн бұрын
ଏଇ ପାଞ୍ଚବର୍ଷରେ ଦେଶ ଆଉ ଓଡିଶାର ଉର୍ନତି ହେଉ ବା ନହେଉ ଅଲଗା କଥା. କିନ୍ତୁ ଏଥର କଂଗ୍ରେସ ବିଜେପି ଲଢେଇ ଚାଲିବ. ଏଇ ପାଞ୍ଚ ବର୍ଷ ଏକ ଲଢେଇ ବର୍ଷ ହେବ. ଇତିହାସ ରଚିବ.
@priyabratta7
@priyabratta7 10 күн бұрын
ଶଳା ଚାମଚା ଗୁଡାକୁ ଲଙ୍ଗଳା କରିକି ଗୋଡେଇ ଗୋଡେଇ ପିଟିବା ଦରକାର 😂😂😂
@amitdungdung3541
@amitdungdung3541 10 күн бұрын
Pura Mari debar kotha bhaii
@BiluaKumar
@BiluaKumar 9 күн бұрын
Aau tumara goda utheiki bia gehiba ra darkar
@priyabratta7
@priyabratta7 9 күн бұрын
@@BiluaKumar ତୋ ମାଆ ଭଉଣୀ କୁ କରୁନୁ କିଏ ମନା କଲା ବେ ବେଧ ଛୁଆ, ଏଠି କାଇଁ ଭୋ ଭୋ ହଉଚୁ
@jeevaranjanparida7458
@jeevaranjanparida7458 5 күн бұрын
ଦଙ୍ଗାକାରୀ ଦଳ BJPକୁ ହଟେଇବାକୁ ପଡ଼ିବ.
@bhabanishankarpati466
@bhabanishankarpati466 10 күн бұрын
After a long period of time then Bjp government came to Odisha so opposite party people intensenly doing all that to creat something disturbances there
@snehalataparida5659
@snehalataparida5659 11 күн бұрын
ଛି ଅତି ନିନ୍ଦନୀୟ
@ranajitkumarmohanty9740
@ranajitkumarmohanty9740 11 күн бұрын
ପଶ୍ଚିମବଙ୍ଗରେ ଦିଦି ବିଜେପି ବାଲାଙ୍କୁ size କରି ରଖିଛି ll ନବୀନ ପଟ୍ଟନାୟକ କରି ପାରିଲେନି ସେଥିପାଇଁ ହାରିଲେ ll ଏବେବି ଅନେକ ବିଜେପି MLA ଚାହୁଁଛନ୍ତି ନବୀନ ପଟ୍ଟନାୟକ ଟିଜେ active ହେଲେ ସେମାନେ support କରିବେ ll ମୋହନ ମାଝୀ ମହାଶୟ ନୂଆ ବର୍ଷ ପୂର୍ବରୁ ଚାଲିଯିବେ ll
@minaketanbhanja2503
@minaketanbhanja2503 11 күн бұрын
Absolutely right
@kumarnitu4203
@kumarnitu4203 11 күн бұрын
Diba swapna
@birajamohanty1
@birajamohanty1 11 күн бұрын
ବାଳ ନାଁ 😂
@SureshMohanty-ez2us
@SureshMohanty-ez2us 11 күн бұрын
Nabeen pattnayak jadi eibhali hinsha karithante bjp agami 50barsha parjyanta odissa pasi parinathanta
@user-nq8in9bw5k
@user-nq8in9bw5k 11 күн бұрын
Thik kahila
@Life_Is_Unscripted
@Life_Is_Unscripted 10 күн бұрын
କିଛି ହେଲେ BJD କୁ ସବୁବେଳେ ଦୋଷ ଦେଉଥିବା BJP ସମର୍ଥକ ବର୍ତ୍ତମାନ କୁଆଡେ ଗଲେ
@MultiKiit
@MultiKiit 10 күн бұрын
ଗବର ଚା ପିଇବାକୁ ମଦୀଂକ ଚା ଦୋକାନକୁ ଯାଇଛନ୍ତି।
@biswamberbhutia3280
@biswamberbhutia3280 11 күн бұрын
ତମେ ଷଳେ ହିନ୍ଦୁ ନୁହେଁ ଗୋଟିଏ ଅସୁର। ମାଂସ ଖାଉଛ ମାନେ ରାଖିଆସ। ସଂସଦ ରେ ସତ କଥା କହିଲେ ଫାଟିଲା। ଇଭିଏମ୍ ହଟେଇଲେ ଅସୁବିଧା କଣ।
@BNayaK-g8d
@BNayaK-g8d 10 күн бұрын
Right 👍👍👍👍👍👍👍👍👍❤❤❤❤❤❤❤
@Saturnring1
@Saturnring1 10 күн бұрын
Are bhai Mansa hindu khanti na musalman khanti tk dekhi asa tapare kahiba
@biswamberbhutia3280
@biswamberbhutia3280 10 күн бұрын
@@Saturnring1 Muslim khaunahanti Hindu besi khauchanti
@ajitkumarmaharana9275
@ajitkumarmaharana9275 10 күн бұрын
😂😂😂😂😂 christian
@theworld8802
@theworld8802 10 күн бұрын
ୱା କି ରାଜନୀତି, ଡବଲ ଇଞ୍ଜିନ ସରକାର ର ଏଇ କଣ ନୀତି ଶିକ୍ଷ୍ୟା...
@SundarlalPradhan
@SundarlalPradhan 4 күн бұрын
Salute to you Rahul sir, you gave dare statement. It's true that BJP and RSS are not Hindu. Because a true religion doesn't teach violence. But they are doing from the very beginning.
@mkshinningstar
@mkshinningstar 10 күн бұрын
ସମ୍ମାନୀୟ ମୁଖ୍ୟ ମନ୍ତ୍ରୀ ଯଦି ବିଜେପି ପାର୍ଟୀ ଏପରି ବି ଶୃଙ୍ଖଳ କରିବେ ତେବେ ବଣ୍ଡ ପେପର୍ ରେର granted କରନ୍ତୁ ଆମେ ଯୁଦ୍ଧ ଲଗିବୁ ସେତେ ବେଳେ ଦେଖିବା କହାରତ୍ ପାୱାର କେତେ jay congress
@chefyakub8768
@chefyakub8768 11 күн бұрын
shame on BJP ones come to the power, fight and down fall begin in Odisha
@tanayakumarraut6027
@tanayakumarraut6027 10 күн бұрын
Bjp thik karichhhi kahi se magiha Rahul himdunku gali Kariba ..mulla
@SanjayKumar-sn2gp
@SanjayKumar-sn2gp 8 күн бұрын
Yes , remember what anti BJP did in Balasore. Don't prove that you are a nincompoop, people know what you are.
@smitachhotoray874
@smitachhotoray874 11 күн бұрын
Gujarat mae same situation...
@sidutudu8544
@sidutudu8544 10 күн бұрын
BJP mane donga,,,for example starting point Balasore,District,,😢😢😢❤❤
@suparfonyfamily
@suparfonyfamily 10 күн бұрын
ଓଭର୍ ହୁଅନି କେହିବି,ଗର୍ବ କାହାର ରହେନି, ରହିନି,ରହିବନି
@stylestar486
@stylestar486 11 күн бұрын
BJP No1 ଚୋର BJP ନିଜକୁ ହିନ୍ଦୁ କହୁଚି ଆଉ ସମସ୍ତେ ବୋଧେ ପିକିସ୍ତାନି , ମୁଁ ଜଣେ ହିନ୍ଦୁ ହେଇକି କହୁଚି , BJP ହେଲେ ସବୁଠାରୁ ମହାପାପୀ ଦଳ ☝️ ଧର୍ମ ନାମରେ ଏକ ରାଜନୀତି ଚଲଉଛନ୍ତି , ଏମିତିକା ପାପି ଦଳ ମୁଁ ମୋ ଜୀବନରେ ଦେଖିନି ଛି ଛି ଛି
@hardikbehera1262
@hardikbehera1262 10 күн бұрын
Au Bhai tebe secular country re Muslim personal law board waqf board Congress kn payin boneichi
@MultiKiit
@MultiKiit 10 күн бұрын
ଠିକ କହିଛନ୍ତି ମୁଁ ଆପଣଙ୍କ ସହିତ ଏକମତ
@debenmajhi3977
@debenmajhi3977 9 күн бұрын
Right katha
@nirmalmardi2062
@nirmalmardi2062 6 күн бұрын
But ଅନ୍ଧ ଭକ୍ତ ବୁଝି ପାରିବେ ନାହିଁ।
@dhirenkumar-yi9bf
@dhirenkumar-yi9bf 11 күн бұрын
ରାହୁଲ୍ ଗାନ୍ଧୀ ଜିନ୍ଦାବାଦ
@foreverrs4377
@foreverrs4377 11 күн бұрын
Rahul gandi kahichi hindu sabu atankwadi tame seithiru na
@Bapa4207
@Bapa4207 11 күн бұрын
ତୋ ବିରୁଦ୍ଧରେ ହିଁ ରାହୁଲ ଖାଁ କହିଛି ଯଦି ସେଇଟା ବୁଝିପାରିନୁ ତାହେଲେ ନିକମା... 🤣
@auromita777
@auromita777 11 күн бұрын
​@@Bapa4207full vdo ta aga jaiki dekh ta pare jani paribu rahul kn kahichi sie semti kichi bhul kahini modi seitaku janiki pura hindu jemiti rahul ku hi bhul bujhibe sethipain emti mantabya dela
@Bapa4207
@Bapa4207 11 күн бұрын
@@auromita777 ତୁ ନିଜେ ଦେଖ....ମୁଁ live ଦେଖିଛି... ତୋ ମୁହଁ କୁ ଲଜ୍ୟା ଅଛି.... ତାଙ୍କ ଗଠ ବନ୍ଧନ ରୁ ଜଣେ କହିଲା ସନାତନ Eradication ପାଇଁ.... ସେତେବେଳେ କୋଉଠି ଶୋଇଥିଲୁ??? ପପୁ ଅଲଜ୍ୟା ନିକମା ଯେମିତି ତା ଚେଲା ବି ସେମିତି..... ସଂସଦ ରେ ଭଗବାନ ଶିବ ଙ୍କ ଫୋଟୋ ଦେଖେଇ ବେହିଆ ହେଉଛି.... କାଇଁ ଆଲ୍ଲା ଫୋଟୋ ଦେଖେଇଲାନି!!! ତୁ କିଛି ଜାଣିନୁ ତୁ ହେଉଛୁ ଜୟ ଚନ୍ଦ୍ର ର DNA... ତୁମ ପାଇଁ ସବୁ ବେଳେ ପୃଥ୍ୱୀରାଜ ଚୌହାନ ଭଳି ମହାନ ଯୋଦ୍ଧା ପରାସ୍ତ ହେଉଥିବେ.... 👍
@Bapa4207
@Bapa4207 11 күн бұрын
@@auromita777 ଯେଉଁ ଦଳ କହୁଥିଲା ରାମ କାଳ୍ପନିକ ସେ ହିନ୍ଦୁ ବିରୁଦ୍ଧରେ କହିନଥିବ ସେଇଟା ଅବିଶ୍ବସନୀୟ... 😁👍
@nabinraj7474
@nabinraj7474 7 күн бұрын
ବିଭ୍ରାନ୍ତ କରୁଛନ୍ତି ମୂର୍ଖ ମାନେ ଏମାନଙ୍କୁ ଥାନାରେ ଭାରି ପେଲା ଦିଆ ଜାଉ
@bhabanishankarpati466
@bhabanishankarpati466 10 күн бұрын
It's only a sample of disturbances between both party after Rahul Gandhi offensive comments to Hinduism on Parliament Bhawan ..
@ranjandas4983
@ranjandas4983 8 күн бұрын
Rahul Gandhi BJP au RSS ku kahichi Hindu samaj ku kahini Full video dekha BJP whatsapp University ru degree niani
@jaysambhunath7414
@jaysambhunath7414 11 күн бұрын
Agli bar Rahul Gandhi
@user-tu9uk2tc9y
@user-tu9uk2tc9y 2 күн бұрын
Bal
@dipudas7449
@dipudas7449 10 күн бұрын
ସୁର ରାଉତ ସର୍ବ ଦଳୀୟ ହେଇଗଲାଣି
@MultiKiit
@MultiKiit 10 күн бұрын
ସୁର ରାଉତରାୟ ର ମୁଣ୍ଡ କାମ କରୁନାହିଁ 😇😇😇😇😇
@gamingbishnu2370
@gamingbishnu2370 9 күн бұрын
Ha ha ha
@trinathbarik6332
@trinathbarik6332 8 күн бұрын
Sura Rout bada pua taku kn kahila? Mobapankara AAU ijjt nahi . Chhi chhi lazjya.
@amarendratripathy4723
@amarendratripathy4723 8 күн бұрын
Bhaina basa khojichhantu.
@pradeepbehera3754
@pradeepbehera3754 10 күн бұрын
Verry verry good
@minutesaboutShantikunjbyDSLenk
@minutesaboutShantikunjbyDSLenk 10 күн бұрын
ଜନତା ଜାଗନ୍ତୁ, ସେମାନେ ଅନ୍ୟ ଲୋକଙ୍କ କଥା ବି ଭାବିବା ଉଚିତ, ଏତେ ଅମଣିଷ neta👍
@bipinanandamishra
@bipinanandamishra 10 күн бұрын
They proved the truth that Rahul spoke in the Parliament
@user-yo9gv9ow2z
@user-yo9gv9ow2z 11 күн бұрын
ବିଜେପି ଯେଉଁଠି ଦଙ୍ଗା ସେଇଠି।
@Topoilala
@Topoilala 10 күн бұрын
Jay jagannath
@KumarPrabhat796
@KumarPrabhat796 4 күн бұрын
ଏ କିଛି ନୁହେଁ ଆଗକୁ ଦେଖ😢😢😢😢
@kalingaranjan2074
@kalingaranjan2074 11 күн бұрын
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଗତ ନିର୍ବାଚନରେ ​​ଆମ ଓଡିଶାର ଲୋକମାନେ ବିଜେପି ନେତାଙ୍କ ବିଭ୍ରାନ୍ତିକର ଭାଷଣ ଶୁଣି ଭୋଟ୍ ଦେଇଛନ୍ତି ଏବଂ ସେମାନଙ୍କୁ ରାଜ୍ୟ ଚଳାଇବାକୁ ମନୋନୀତ କରିଛନ୍ତି ଏବଂ 20 ଜଣ ସାଂସଦଙ୍କୁ ଦିଲ୍ଲୀ ପଠାଇଛନ୍ତି।
@preetidivine4054
@preetidivine4054 11 күн бұрын
Odia loka BJP neta nka katha re phasi jai chhanti...ghor sankata madi asiba
@prajnashines7180
@prajnashines7180 10 күн бұрын
Every 5 years re party change haba darkar.
@tanayakumarraut6027
@tanayakumarraut6027 10 күн бұрын
😂😂😂😂Lol
@learnwithbini6060
@learnwithbini6060 10 күн бұрын
​@@preetidivine4054satare paschim odisha re madhya samaste paschatap karuchnti bjp ku vote deiki
@tapasranjnabehera5970
@tapasranjnabehera5970 11 күн бұрын
ଭଲ ଦିନ ଆସିଗଲା ଭାଇ ମାନେ l
@antaryamimishra449
@antaryamimishra449 10 күн бұрын
ଜୟ କଂଗ୍ରେସ
@user-uv2zf5qf9q
@user-uv2zf5qf9q Күн бұрын
ବିଜେପି ର ସତ ସାହସ ନାହିଁ ସତ୍ୟ କୁ ସାମ୍ନା କରିବା ତେଣୁ ଏପରି ଆଚରଣ କରୁଛନ୍ତି ଜୟ ସମ୍ଭିଧାନ
@JayJagannath0307
@JayJagannath0307 11 күн бұрын
ଏଇତ ଆରମ୍ଭ ମାତ୍ର
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@JayJagannath0307 jay Chand Hindu chup
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@JayJagannath0307 jay Chand Hindu chup
@TheLifeVibes
@TheLifeVibes 11 күн бұрын
ଟେକା ପଥର କିଏ ଫିଙ୍ଗେ କଂଗ୍ରେସ ନା ଆଉ କିଏ ବୁଝି ପରୁଥିବ ଏମାନେ କଂଗ୍ରେସ ନା ଆଉ କିଏ
@routrayprabhasini8931
@routrayprabhasini8931 8 күн бұрын
Jai jagannath Prabhu semanku sadbuddhi diantu...
@bhabanishankarpati466
@bhabanishankarpati466 10 күн бұрын
Congress party intensenly with aggressive nature doing all that & blame to Bjp government..so strictly action taken against them who are involving all that things
@PRITAMPRIYADARSHIDHAL
@PRITAMPRIYADARSHIDHAL 11 күн бұрын
BJP ra gunda raj, amit saha gote bada criminal.
@BNayaK-g8d
@BNayaK-g8d 10 күн бұрын
Modi hela Sabu Tharu boda criminal gogole abebi kohuchhi
@user-qr2zs8ih4c
@user-qr2zs8ih4c 10 күн бұрын
ଦୋଷୀ କୁ ଧରି ଦଣ୍ଡ ଦିଆଯାଉ 💪💪💪
@balarammohanty8451
@balarammohanty8451 10 күн бұрын
Eita eka chhatra wadi ହେଇଗଲା ସେଥି ପାଇଁ ଏମିତି ଚାଲିଛି....
@shyambehera1142
@shyambehera1142 4 сағат бұрын
Odisha re Santi srunkhala rakshya karantu odisha saraka nku anurodh
@PravakarMohalik-ei4rs
@PravakarMohalik-ei4rs 11 күн бұрын
Right
@DharmendraSahoo-mz6xn
@DharmendraSahoo-mz6xn 11 күн бұрын
ବିଜେପି DNA ର ଲକ୍ଷଣ, ଉଶୃଙ୍ଖଲିତ ଦଳ
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@DharmendraSahoo-mz6xn same sikh danga..Jay Chand Hindu
@tanayakumarraut6027
@tanayakumarraut6027 10 күн бұрын
Kahi fatila ki😂😂😂
@tukusahoo5875
@tukusahoo5875 10 күн бұрын
Congress ra DNA desha sahita gardari kariba
@ravitasinku2946
@ravitasinku2946 10 күн бұрын
ନବୀନ ବାବୁ ଆମର ଭଲ ଥିଲା❤
@masiramallick7693
@masiramallick7693 10 күн бұрын
Bhala hehichi congress atttack😢😢😢😢
@Ashok73375
@Ashok73375 11 күн бұрын
ଯୋଉଠି bjp ସେଇଠି ଅଶାନ୍ତି
@rinkudash1456
@rinkudash1456 11 күн бұрын
ସବୁ ଗୋଟେ ଗୋଟେ ପାଗଳ ସିଆଡେ airtel jio ଅତ୍ୟଚର କଲେଣି ଶଳା କୋଉ କଥା କଣ କରିବ
@ranjandas4983
@ranjandas4983 8 күн бұрын
Esabu sethiru Dhyana hateiba pain karajauchi Airtel Jio BJP ku election chanda deithile tara sudha mula saha 5 bersa re 100 guna utheibe
@swainr7550
@swainr7550 9 күн бұрын
Tahele eie hauchi Paribartana...🙌🙌
@subhbiswal1733
@subhbiswal1733 10 күн бұрын
Har Har modi ghar ghar modi Agaku aahuri kn hauchi dekha Eita arambha PICTURE 5 YEAR DEKHIBA Double Engine TEKA MADA
@kirtanbhandar9780
@kirtanbhandar9780 11 күн бұрын
ଆସିଗଲା ଗୁଣ୍ଡାରାଜ ସରକାର
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@kirtanbhandar9780 jay Chand Hindu chup
@pintukhuntiakattarhindurss3697
@pintukhuntiakattarhindurss3697 10 күн бұрын
@@kirtanbhandar9780 jay Chand Hindu chup
@debabrataverynice9710
@debabrataverynice9710 11 күн бұрын
BJD is better than both party
@Zanil-kr7ll
@Zanil-kr7ll 11 күн бұрын
Yes you said 100% correct 👍👍👍
@learnwithbini6060
@learnwithbini6060 10 күн бұрын
Yes right
@asutoshpradhan6538
@asutoshpradhan6538 10 күн бұрын
Modi Hai toh, mumkin Hai.
@bibhuprasadsahu5205
@bibhuprasadsahu5205 10 күн бұрын
ରାହୁଲ ଗାନ୍ଧୀ ଡ଼ଙ୍ଗା ସୃଷ୍ଟି କରିବାପାଇଁ ଏହିଭଳି ମନ୍ତବ୍ୟ ଦେଇଛି
@SubhamMohanty-hf2wi
@SubhamMohanty-hf2wi 10 күн бұрын
The GUNDAGIRI start....
@LipuBaliarsingh
@LipuBaliarsingh 11 күн бұрын
BJP ଦଙ୍ଗା ପାର୍ଟି
@tanayakumarraut6027
@tanayakumarraut6027 10 күн бұрын
Au congress
@learnwithbini6060
@learnwithbini6060 10 күн бұрын
Odisha pain Naveen pattnaik hi thik thile bodhe.....Kan heigla eita congress bjp houchnti
@jharjhuricreations7524
@jharjhuricreations7524 9 күн бұрын
ଏଇ ଭଳି ଭାବରେ ପୃଥିବୀ ଧ୍ୱଂସ ହେବ ଆରମ୍ଭ ହେଲା ଆସ୍ତେ ଆସ୍ତେ ମାଳିକା ବଚନ ସତ ହେବାକୁ ଯାଉଚି ରେ?
@BasantaBehera-gl3li
@BasantaBehera-gl3li 10 күн бұрын
Right sir 👍👍👍👌👌
@educational_channel4444
@educational_channel4444 10 күн бұрын
Loka dekhania hindu houchhi bjp 😂😂
@Sibaram12370
@Sibaram12370 11 күн бұрын
ମୋହନ ଶରକାର କୋଓଠି ଅଛ ଏଠି ଇଟା ପଥର ମାଡ଼ ହେଲାଣି
@bijoykumardas4173
@bijoykumardas4173 11 күн бұрын
Public grievance re 😂😂
@sanjibsethi4568
@sanjibsethi4568 11 күн бұрын
Vasana baji karuchanti au laxmi bus re colour maruchanti
@bijoykumardas4173
@bijoykumardas4173 11 күн бұрын
ଗାଡି ରଙ୍ଗ ଵଦଳାଇବା ଓ ଢାଵା ଧନ୍ଦାରେ ବେସ୍ତ ଅଛନ୍ତି । free ହେଲେ ବୁଝିବେ ।
@TDTofficial1999
@TDTofficial1999 11 күн бұрын
​@@bijoykumardas4173kn au koribe uporu order asile to koribe
@learnwithbini6060
@learnwithbini6060 10 күн бұрын
​@sanjibse😂sata Katha thi4568
@user-ct3fh2bp3y
@user-ct3fh2bp3y 10 күн бұрын
Right 👍 sir
@Baliasenapati3466
@Baliasenapati3466 10 күн бұрын
ଆରେ ସଳେ ତମ ସତା ହଜି ଗଲାଣି ଆଉ କଣ ଅଛି ବେ
@jitendrapradhan1366
@jitendrapradhan1366 10 күн бұрын
Delhi ରେ କରିବ କିଏ କିଳା ଓଡ଼ିଶା ରେ କଣ ପାଇଁ ଏମିତି ହେଉଛ ବାଳ ମିଳିବ ଛି ଛି
@Nilamanidas-zo7gv
@Nilamanidas-zo7gv 11 күн бұрын
Bjp jouthiki jiba sethi danga chaliba
@ssahu6657
@ssahu6657 8 күн бұрын
It is an unpopular step so far the BJP is concerned but encouraging for the workers who launched the attack.They are also to prove their bravery before the party
@dayasagar5425
@dayasagar5425 5 күн бұрын
ସଂସଦରେ ରାହୁଲ ଗାନ୍ଧୀଙ୍କ କଥା କୁ ପ୍ରମାଣିତ କରିଛି ବିଜେପି। ୱା ମୋଦି ଜୀ ୱା।
@bijaybag-zc7tv
@bijaybag-zc7tv 10 күн бұрын
BJP ସୁଧୁରିବନି ଛି.. ଛି.. କି ହୀନ ରାଜନୀତି
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 22 МЛН
NERF WAR HEAVY: Drone Battle!
00:30
MacDannyGun
Рет қаралды 56 МЛН
Can Modi 3.0 beat Germany? : Indian economic case study
29:10
Think School
Рет қаралды 390 М.