ଆଡ଼ପ ପହଣ୍ଡି ବେଳେ ସେବାୟତଙ୍କ ହାତରୁ ଖସି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର | Nandighosha TV

  Рет қаралды 393,221

Nandighosha TV

Nandighosha TV

16 күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 100
@soumyaranjanmohapatra7933
@soumyaranjanmohapatra7933 15 күн бұрын
ଜଗନ୍ନାଥ ସିନା କ୍ଷମା କରିଦେବେ ହେଲେ ବଡ଼ ଠାକୁର କେବେ ଛାଡିବେନି।। ସ୍ଵୟଂ ଶେଷନାଗ ସେ। ଗର୍ବ, ଦୁର୍ନୀତି, ଅହଙ୍କାରର ଫଳ ଦେଲେ ସେ।
@madhusmitasahoo4465
@madhusmitasahoo4465 15 күн бұрын
ବଳଭଦ୍ର ସେସନାଗ
@s.k.sameerblackpanther6423
@s.k.sameerblackpanther6423 15 күн бұрын
Hon hon ❤🎉
@Madhumadhu-qq5wi
@Madhumadhu-qq5wi 15 күн бұрын
Pura thik🙏🙏🙏🙏
@Seturam789
@Seturam789 15 күн бұрын
😂 ଯାହା ମନ୍ଦିରରେ ଏମାନେ ଉଦ୍ଧତ ହୁଅନ୍ତି ସେଇଥିପାଇଁ ତ .. ଆଉ 😁😆
@rajyasrimisra1407
@rajyasrimisra1407 15 күн бұрын
Tik kotha samaste mobail nai besta❤he pravu🙏🙏
@Mranit4271
@Mranit4271 15 күн бұрын
ହେ ପ୍ରଭୁ ତମେ ଏପରି ପଡିଗଲେ ଏ ସଂସାରର କଣ ହବ ରକ୍ଷା କର ମଣିମା
@priankasahoo3189
@priankasahoo3189 15 күн бұрын
Jesus Christ ❤❤❤ Prabhu mankara ra Prabhu Asibe...
@raghunarhkarjee947
@raghunarhkarjee947 15 күн бұрын
​@@priankasahoo3189ସବୁ ଛୁଡ଼ି ପକେଇବ
@BiswajitPradhan-sl4gm
@BiswajitPradhan-sl4gm 15 күн бұрын
​@@priankasahoo3189jesus not exict
@anilkumarrout6849
@anilkumarrout6849 15 күн бұрын
​@@priankasahoo3189Tu marunu lo
@rameshpatrabagh5327
@rameshpatrabagh5327 15 күн бұрын
​@@priankasahoo3189Praise the Lord
@SanjayaInduar-ku1eu
@SanjayaInduar-ku1eu 15 күн бұрын
କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ 🙏🙏🙏 ହେ ବଡ ଠାକୁର........ ସଂସାର କୁ ରକ୍ଷାକର ପ୍ରଭୁ 🙏
@giinnichu2933
@giinnichu2933 15 күн бұрын
Na na darakara nai aau abe dhyansa heba sure se kahile aji
@trinathsahoo4543
@trinathsahoo4543 15 күн бұрын
Dharma ra abhab ghatich...Prabhu kn pai help karibe
@durgacharansahu8415
@durgacharansahu8415 15 күн бұрын
ବାହୁ ବଳି ସେବାୟତ ଙ୍କୁ ପ୍ରଭୁ ନିଜ ବଳ ଦେଖେଇଲେ❤ ପ୍ରଭୁ ସେବାୟତ ଭକ୍ତଙ୍କ ସକ୍ତିର ପରିଖ୍ୟା ନେଲେ
@kailashnayak7643
@kailashnayak7643 15 күн бұрын
Right
@humdevdutt2801
@humdevdutt2801 15 күн бұрын
No, ଭଗଵାନ ପୃଥିବୀ ମାତା କୁ ଚୁମ୍ବନ ଦେଲେ ହଃ😂😂😂
@humdevdutt2801
@humdevdutt2801 15 күн бұрын
ଅନ୍ଧ ବିଶ୍ବାସୀ ଲୋକେ 😅
@priyadarishinimeher9158
@priyadarishinimeher9158 15 күн бұрын
@@humdevdutt2801 ମାଳିକା ରେ ସତ୍ୟତା ବର୍ଣ୍ଣନା ଅଛି କଳି ଯୁଗର ଅନ୍ତ ରେ ଭଗବାନ ଙ୍କ ପ୍ରତି ଭଲପାଇବା ଭକ୍ତି କମି ଯିବ ଲୋକେ ଏହାକୁ ଅନେକ ଅନ୍ଧ ବିଶ୍ବାସ ମାନିବେ , ଲୋକେ ନିଜର ସୁଖ ପାଇ ଅନ୍ୟ ଙ୍କୁ ଦୁଃଖ ଦେବେ , ମାଂସ ଭୋଗ କରିବେ ଅଧିକ ରୁ ଅଧିକ ନୀରୀହ ପ୍ରାଣୀ ଙ୍କୁ ମାରି ତା'ର ମାଂସ ଭୋଗ କରିବେ ଏହି ସବୁ ସଙ୍କେତ ରୁ ଜଣା ପଡୁଛି କଳି ଯୁଗ ନିକଟ ତର ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ଯଉ କମେଣ୍ଟ୍ କରିଛ ତା'ର ପରିଣାମ ଆଗକୁ ଦେଖି ବ ଜୟ ଜଗନ୍ନାଥ ସବୁ ତାଙ୍କରି ଳୀଳା କଥା ରେ ଅଛି ପା କରି କରାଉ ଥାଏ ମୁଁ ହିଁ ମୋ ବିନୁ ଅନ୍ୟ ଗତି ନାହିଁ
@baikunthanathnayak3841
@baikunthanathnayak3841 15 күн бұрын
​@@humdevdutt2801hn bhala hela ame andhabiswasi tame ethu jaa 😂
@Ashok-lh3dl
@Ashok-lh3dl 15 күн бұрын
ଏତେ ଶକ୍ତି ବା କାହାର ଅଛି ଯେ ତାଙ୍କୁ ନେଇପାରିବେ,,,,, ପ୍ରଭୁ ମୋର ଲୀଳାମୟ 🙏🙏.... ଲୀଳା କଲେ,,, କିଛି ଅସୁବିଧା ନାହିଁ 🙏2🙏🙏🙏🙏🙏🙏
@SanjayaInduar-ku1eu
@SanjayaInduar-ku1eu 15 күн бұрын
ସେପରା ବଡ ଠାକୁର 🙏 ତାଙ୍କ ସେବା ପାଇଁ ମଧ୍ୟ ସେତେ ଲୋକ ହେବା ଦରକାର 🙏
@BLPlus6940
@BLPlus6940 15 күн бұрын
ଏ ଲକ୍ଷ୍ୟଣ ସୂଚାଉଛି ଘୋର ବିପଦ ମାଡ଼ି ଆସୁଛି ରକ୍ଷାକର ମହାପ୍ରଭୂ ❤ ଜୟ ଜଗନ୍ନାଥ
@jitu1991
@jitu1991 15 күн бұрын
Hn thik aga Tama plus ta minus haba...
@TheGentleMan_Once
@TheGentleMan_Once 15 күн бұрын
😂​@@jitu1991
@baishnavi3309
@baishnavi3309 15 күн бұрын
😂​@@jitu1991
@sbsunil408
@sbsunil408 15 күн бұрын
" କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ.. ତହିଁ ସୋଇଛନ୍ତି ପୁଣି କାଳୀୟ ଗଞ୍ଜନ... ସାତଗୋଟି ପର୍ବତ ର ଅଟନ୍ତି ସେ ଗୁରୁ.. ନାମ ବୋହିଛନ୍ତି ଅଚଳ ମହାମେରୁ "।। 🙏 ରକ୍ଷାକର ମଣିମା 😢
@sagarikaswain3378
@sagarikaswain3378 15 күн бұрын
🙏
@anusayamohanty1775
@anusayamohanty1775 15 күн бұрын
3dina heba khai nhati Am mahaprabhu😢
@sbsunil408
@sbsunil408 15 күн бұрын
@@anusayamohanty1775 ୟା ଠାରୁ ଦୁଃଖ ର ଖବର ଆଉ କିଛି ନାହିଁ 🥺
@shreeswarupa164
@shreeswarupa164 14 күн бұрын
🙏🙏🙏🙏
@madanbag3876
@madanbag3876 15 күн бұрын
ଯିବନରେ ପ୍ରଥମ ଥର ଏମିତି ଦୃଶ୍ୟ ଦେଖୁଛି। ଘୋର କଳିକାଳ, ପାପି ମାନେ ମରିବ ସବୁ।ତ୍ରାହିମାମ୍ 🙏
@arjunbehera1398
@arjunbehera1398 15 күн бұрын
କିଛି ସେବାୟତ ମାନେ ସବୁବେଳେ ଭାବୁଛନ୍ତି ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ସମ୍ପୂର୍ଣ ଭାବରେ ଆମର.......... ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତମାନଙ୍କର । କିଛି ସେବାୟତ ମାନଙ୍କୁ ବଳିୟାର ଭୁଜ ବଡ ଠାକୁର ଉଚିତ ଶିକ୍ଷା ଦେଲେ 🙏🙏🙏
@happycreations6599
@happycreations6599 14 күн бұрын
Right
@sujitnaik4626
@sujitnaik4626 15 күн бұрын
ଜୟ ପ୍ରଭୁ ବଳରାମ କ୍ଷମା କରନ୍ତୁ ପ୍ରଭୁ କିଛି ବୋଧେ ଭୁଲ୍ ହେଇ ଯାଇଛି ହେ ଜଗା ରକ୍ଷା କର
@motivationkasamandar3815
@motivationkasamandar3815 15 күн бұрын
ବଡ଼ ଠାକୁର ବଳ କଷୁଛନ୍ତି
@Soumyaranjan620
@Soumyaranjan620 15 күн бұрын
Aree se para ama bada thakura.. se tanka mausi maa nka ghara ku aasichhanti se Chhota chhua bhalia byakula hoi tk jhunti padile.. puni dekha se jhunti padi puni uparaku uthi kete sundara smile dauchhanti... Prabhu nakara sabu lila 🙌🙌🙌🤗🤗❤️❤️🥹🥹🪷🪷🪷
@kabudas8617
@kabudas8617 15 күн бұрын
ତୁମେ ତ କରୁଛ ତୁମେ କରାଉଛ ସବୁଠି ତୁମରି ହାତ ଦଈତା ପତି ନିମିତ୍ତ ମାତ୍ର ଆହେ ପ୍ରଭୁ ବଳନାଥ....😢 ଜୟ ପ୍ରଭୁ ବଡ଼ ଠାକୁର... କ'ଣ ପାଇଁ ଏମିତି ଘଟିଲା ସବୁ ପ୍ରଭୁ ତୁମେ ଜାଣ🙏🏿
@jagdishpanda6913
@jagdishpanda6913 15 күн бұрын
Daita pati kn bhada nahii sabu sei jaga
@diptiranjanbehera3511
@diptiranjanbehera3511 15 күн бұрын
ହେ ମୋର ଠାକୁର ଏ ଓଡ଼ିଆ ମାଟିରେ ମିଶୁ ପଛେ ତୁମେ ଶ୍ରୀଅଙ୍ଗ ରେ ଦାଗ ନ ଆସୁ 🙏🙏🙏
@JJJENA-
@JJJENA- 14 күн бұрын
Wahhh mana kini nela apnka katha🙏🙏
@sibaprasaddalabehera9294
@sibaprasaddalabehera9294 15 күн бұрын
ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ପ୍ରଭୁ ଦ୍ୱାପର ଯୁଗରେ ଗୋପ ବାଳକ ମାନଙ୍କ ସହ ଧୂଳିବାଲି ରେ ଗଡ଼ୁଥିଲେ ଆଉ ଖେଳୁଥିଲେ। ଏ ହେଉଛି ବଡ଼ଦାଣ୍ଡ ଶରଧା ବାଲି ତେଣୁ ଭକ୍ତ ଆଉ ଭଗବାନ ଙ୍କ ମଧ୍ୟରେ ଲୀଳା ଖେଳା ହୁଏ ବର୍ଷକୁ ଥରେ। ତେଣୁ କେତେବେଳେ ଭକ୍ତ ମାନେ ପଡିଯାଆନ୍ତି ଆଉ ଆଜି ଭଗବାନ ଢଳିପଡିଛନ୍ତି। ଲକ୍ଷ୍ମୀ ପୁରାଣ ରେ ମଧ୍ୟ ମାନବ କଳେବର ହୋଇ ଉତ୍ତପ୍ତ ବାଲିରେ ଚାଲିଥିଲେ ଅନାହାରରେ ରହିଥିଲେ ପ୍ରଭୁ। ସେ ଯଦି ଚାହିଁଥାନ୍ତେ କଣ ସୂର୍ଯ୍ୟ ପବନ ଜଳ କୁ ରୋକି ପାରିନଥାନ୍ତେ କିନ୍ତୁ ସେ ଭକ୍ତ ପାଇଁ ଲୀଳା କରନ୍ତି ଭକ୍ତ ପାଇଁ କଷ୍ଟ ମଧ୍ୟ ସହନ୍ତି। ସେ ନିଜ ଇଚ୍ଛାରେ ସବୁ କିଛି କରନ୍ତି। ତାଙ୍କ ବିନା ନିର୍ଦ୍ଦେଶରେ ବୃକ୍ଷ ପତ୍ର ବି ହଲିବନି। ତେଣୁ ସେ ଲୀଳାମୟ ଇଚ୍ଛାମୟ। ଆଉ କୋଟି ସିଂହ ପରାକ୍ରମୀ ମହାରୁଦ୍ର ଧବଳ ସୁନ୍ଦର ବଳିୟାର ଭୁଜ ମଣିମା ବଡ଼ ଠାକୁର ଙ୍କୁ ତାଙ୍କ ସ୍ୱଇଚ୍ଛା ବିନା କଣ ନେଇପାରିବେ ସେବକ ମାନେ। ତେଣୁ ସବୁ ତାଙ୍କ ଇଚ୍ଛା। କଳିଯୁଗ ରେ ବହୁତ କିଛି ହେଉଛି କିନ୍ତୁ ପ୍ରଭୁ ନୀରବ ଅଛନ୍ତି ଯେପରି ଯାଦବ କୁଳ କନ୍ଦଳ ସମୟରେ ନୀରବ ଥିଲେ ଏବଂ ଶେଷରେ ଯାଦବ ମାନେ ନାଶ ହୋଇଥିଲେ ସେତେବେଳେ ବି ପ୍ରଭୁ ନୀରବ ଥିଲେ ଆଉ ଆଜିବି କଳିଯୁଗ ରେ ନୀରବ ଅଛନ୍ତି। କିନ୍ତୁ ଏସବୁ ପରିବର୍ତ୍ତନ କରିବାକୁ ତାଙ୍କୁ ବା କେତେ ସମୟ, ନିମିଷକ ମାତ୍ରେ ସୃଷ୍ଟି ଗଠନ ଆଉ ଧ୍ବଂସ ବି କରିପାରିବେ। ତେଣୁ ତାଙ୍କ ସ୍ୱଇଚ୍ଛାରେ ସର୍ବ କାର୍ଯ୍ୟ ପରିଚାଳିତ। ଜୟ ବଳିୟାର ଭୁଜ ହଳ ମୂଷଳ ଧାରଣ 🙏 ଜୟ ବଳିୟାର ଭୁଜ ଶଙ୍ଖ ଚକ୍ର ଧାରଣ 🙏 ଜୟ ମା ଯୋଗମାୟା ପରମଶକ୍ତି ଆଦିଶକ୍ତି 🙏
@Sagarodiacreation
@Sagarodiacreation 15 күн бұрын
@sibaprasaddalabehera9294
@sibaprasaddalabehera9294 15 күн бұрын
@@Sagarodiacreation ❤️
@sureshdash1956
@sureshdash1956 15 күн бұрын
👍👍👍👍🙏🏼🙏🏼
@kshyamasagarbehera9858
@kshyamasagarbehera9858 15 күн бұрын
@sibaprasaddalabehera9294
@sibaprasaddalabehera9294 15 күн бұрын
@@sureshdash1956 🙏
@jysingle3121
@jysingle3121 15 күн бұрын
ପ୍ରଭୁ ଏମିତି କେବେ ହେଇ ନ ଥିଲା ରଥଯାତ୍ରା ରେ କେବେ ମୃତ୍ୟ ହେଇ ନ ଥିଲା କଣ କଣ ସବୁ ହେଉଛି 😔😔😔ପ୍ରଭୁ କି ସଂକେତ ଦେଉଛନ୍ତି 😔😔😔😔
@bindasguy33
@bindasguy33 15 күн бұрын
Ratna Bhandar upare chora nka akhi padichi
@jitendra7966
@jitendra7966 15 күн бұрын
​@@bindasguy33Pandu all ready Nanda kari sarichi au nhi kichi
@jysingle3121
@jysingle3121 15 күн бұрын
@@jitendra7966 ଯଦି ବିଜେଡି ସରକାର ରେ ଥାନ୍ତା... କେତେଟା ଅନ୍ଧଭକ୍ତ ଆସିକି କହି ଥାନ୍ତେ କି... ନବୀନ ପଟ୍ଟନାୟକ ଆଉ ପାଣ୍ଡିଆନ ପାଇଁ ଏ ସବୁ ଅଶୁଭ ହେଲା😛😛😛😛ଆଜି ସେ କୁଣ୍ଡା ଖିଆ.... ଅନ୍ଧ ଭକ୍ତ ଙ୍କୁ କଣ ଜଣା ବିଜେପି ଆସିଲା ଦିନ ଠାରୁ ଦେଶରେ ଆଉ ରାଜ୍ୟ ରେ କଣ କଣ ସବୁ ହେଉଛି 😛😛😛😛ହେ ପ୍ରଭୁ ତୁମ ଲୀଳା ତୁମକୁ ଜଣା😛😛😛
@drout6742
@drout6742 15 күн бұрын
Murtu kete haichi kebe thakur padinathile.... sabu prabhu kn icha 🙏 Prabhu rakha kara 🙏
@sonalisahoo7074
@sonalisahoo7074 15 күн бұрын
ମୃତ୍ୟୁ ହେଇଛି ଆଗରୁ ରଥଯାତ୍ରା ରେ
@brajakishorepadhi4022
@brajakishorepadhi4022 15 күн бұрын
ବଡ ଠାକୁର ବଳଭଦ୍ର ଭାଇ ତଳେ ପଡି ନାହାନ୍ତି। ସେ ସତ ରେ ପଡିଗଲେ ତାଂକୁ ଉଠେଇ ବ କିଏ। ପ୍ରଭୋ ଭକ୍ତ ସହିତ କୌତୁକ କରୁଛନ୍ତି। ସେ ବି ଛଳିଆ... ଜୟ ଜଗନ୍ନାଥ🙏 ତତେ ହିଁ ତୁହି ରକ୍ଷା କର ମୁଁ ଛାର ମନୁଷ୍ଯ ମାତର। 🙏
@priankasahoo3189
@priankasahoo3189 15 күн бұрын
@@brajakishorepadhi4022 ବଳଭଦ୍ର କୁ ତଳେ ପକାଇ ଦେଲେ ଆଉ ସେ ନିଜେ ଉଠି ପାରିଲାନି #FakeGod
@brajakishorepadhi4022
@brajakishorepadhi4022 15 күн бұрын
@@priankasahoo3189 ହଇରେ ସତ ଗଡ୍ କିଏ କହନି। ତତେ ରୋଜଗାର କରି ପୋଷୁଛି।
@subhampanda6470
@subhampanda6470 15 күн бұрын
​@@priankasahoo3189kanhi ethi gapuchhube chal jabe 😂😂
@utkalentertainment3696
@utkalentertainment3696 15 күн бұрын
​@@priankasahoo3189You proved that you are converted for a sack of rice... Behave yourself madam .. You have not any right to prove what is right and what is wrong about my Aradhya and you are crossing your limit .OK!
@pandababu4224
@pandababu4224 15 күн бұрын
​@@priankasahoo3189tu to maa pakharu janma heinu bodhe jana paduchi tu kau ourasha ru janma
@JagabandhuJata
@JagabandhuJata 15 күн бұрын
ଯିଏ ପଡିବା ଜିନିଷ କୁ ଉଠାଇବା ଵାଲା ତାକୁ ପକେଇବ କିଏ ନାଁ ଉଠେଇ ବାର କ୍ଷମତା କାହାର ଅଛି 🙏🏾🙏🏾🙏🏾
@priyadarishinimeher9158
@priyadarishinimeher9158 15 күн бұрын
ବଡ଼ ଠାକୁରେ ଆଗକୁ ମାଡି ଆସୁଥିବା ବିପଦର ସଙ୍କେତ ଦେଉଛନ୍ତି 😢🙏😭 ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ପ୍ରଭୁ ଜୟ ଜଗନ୍ନାଥ 🚩
@deepakkumarsahoo5544
@deepakkumarsahoo5544 15 күн бұрын
କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏
@jayjaganatha699
@jayjaganatha699 15 күн бұрын
କୋଟି ସିଂଘ ପରାକ୍ରମୀ ପ୍ରଭୁ ବଳରାମ 🙏🏻🙏🏻🙏🏻
@user-fx5jd7kw5d
@user-fx5jd7kw5d 15 күн бұрын
ଏ ଡକାୟତ ସେବାୟତ ମାନଙ୍କ ପାଇଁ ଆଜି ଜଗନ୍ନାଥ ପ୍ରେମୀ ବିପଦରେ,
@santoshdash8679
@santoshdash8679 15 күн бұрын
ଭାରି ଦୁଃଖ ଲାଗୁଛି ଦେଖିକି। କିନ୍ତୁ ମୋର ମତରେ ଏହା ଏକ ଦୁର୍ଘଟଣା। କହାର ଦୋଷ ଦେବା ଠିକ୍ ନୁହେଁ। ସେବାୟତ ଭାଇ ମାନେ କଠିନ ପରିଶ୍ରମ କରୁଛନ୍ତି। 🙏
@a.s.m2685
@a.s.m2685 15 күн бұрын
ଜୟ ପ୍ରଭୁ କ୍ଷମା କର ମଣିମା ⚘️🙏⚘️🙏⚘️🎂⚘️💐🙏💐💐🙏
@patitakumarchoudhury9855
@patitakumarchoudhury9855 15 күн бұрын
ଆବଶ୍ୟକ ଠାରୁ ଅଧିକା ସେବାୟତ ରହିଲେ ଏମିତି ହୁଏ, ଖାଲି ଦେଖେଇ ହେବେ ସେବାୟତ.
@routking8192
@routking8192 15 күн бұрын
କିଛିନାକିଛି ଭୁଲ୍ ହେଉଚି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଯେତେବେଳେ ହେଲା ମୋତେଲାଗିଲା ଠାକୁର ରଗିଛନ୍ତି କିଛିଟା ଭୁଲହେଉଚି
@balaramsahu7561
@balaramsahu7561 15 күн бұрын
ହେ ମଣିମା ସାଆନ୍ତ କଣ କଲ ଗୋସାଇଁ କାହିଁକି ପ୍ରଭୁ ଆପଣ ତ ସାତ ପାହାଡ଼ର ଭାରି ଆମଙ୍କୁ ଏ ଭଳି ........କ୍ଷମା କର ମଣିମା 🙏🙏🙏🙏🙏
@bubunbehera5788
@bubunbehera5788 15 күн бұрын
କ୍ଷମା କର ହେ ପ୍ରଭୁ ତୁମେ ତ ଦୟା ର ସାଗର ପ୍ରଭୁ ତୁମେ ହିଁ ଭରସା,🙏🙏🙏
@user-tj4dn1gq8w
@user-tj4dn1gq8w 15 күн бұрын
ହେ ଭଗବାନ ଇଏ କି ଲୀଳା ତୁମର। ରକ୍ଷା କର ସେବାୟତମାନଙ୍କୁ।
@BLPlus6940
@BLPlus6940 15 күн бұрын
ଏ ବ୍ରହ୍ମାଣ୍ଡ, ଜୀବଜଗତ, ସଂସାର ଚଲାଉଥିବା ଭଗବାନ ପଡ଼ିଯିବେ ମାନେ ଘୋର ବିପଦ ମାଡ଼ି ଆସୁଛି। ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ମଣିମା❤❤
@GUNU2323
@GUNU2323 15 күн бұрын
କରି କରାଇ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ.jya jagannath
@hamigotuber8418
@hamigotuber8418 15 күн бұрын
ଦୟାକରନ୍ତୁ ବଡ଼ ଭାଇ🙏😭 ମଣିଷ ମାତ୍ରେ ଭୁଲ 😭😭🙏🙏 ସେବାୟତ ଭାଇ ମାନଙ୍କ ଦ୍ବାରା ଯଦି କିଛି ଭୁଲ ହୋଇଯାଇଥାଏ କ୍ଷମା କରନ୍ତୁ ମହାପ୍ରଭୁ 🙏🙏 ଇଏ ଆଉ ରତ୍ନ ଭଣ୍ଡାର ଖୋଲିବାକୁ ନେଇ କିଛି ସଂକେତ ନୁହଁ ତ ମହାପ୍ରଭୁ ହେ 🙏🙏🙏
@priankasahoo3189
@priankasahoo3189 15 күн бұрын
@@hamigotuber8418 ବଳଭଦ୍ର ନିଜେ ଭି ଉଠିପାରିଲାନି ଆଉ ସେବାୟତ ତଳେ ପକାଇ ଦେଲେ
@hamigotuber8418
@hamigotuber8418 15 күн бұрын
@@priankasahoo3189 ଭଉଣୀ ମୁଁ କଣ କହିଛି ତ ଆଗ ବୁଝନ୍ତୁ
@s.k.sameerblackpanther6423
@s.k.sameerblackpanther6423 15 күн бұрын
Dukh ki baat 😂❤🎉😢😮😅😊
@Sd-nu9xg
@Sd-nu9xg 15 күн бұрын
​@@priankasahoo3189Are ama thakuranka seba re sebayta achanty tanku uthei debe tume chinta karani ama thakuranka bahut chakara bakara achanty😂😂😂Tuma god pakhe jadi chakara bakara nahin tike kahiba ame pathei dabu😂
@pandababu4224
@pandababu4224 15 күн бұрын
@@priankasahoo3189 tu kebe padijibu lo converted dekh to bhagban tate ta dharma re janma delanahi kintu ame ama dharma re janma heichu
@minatirout7523
@minatirout7523 14 күн бұрын
ହେ ବଡ ଠାକୁର ବଳରାମ ତମର ଏ କି ଳିଳା ପ୍ରଭୁ 🙏🙏🙏
@chatasahali
@chatasahali 15 күн бұрын
Universal powerful man showing his muscles to the public, to not fear who is his near...
@manoranjanmahapatra5451
@manoranjanmahapatra5451 15 күн бұрын
ଲୀଳାମୟ ହେ କି ଲୀଳା ତୁମର କେମିତି ବୁଝିବି ମୁଁହି। ଜୟ ଜଗନ୍ନାଥ
@pravasranjanmallick3065
@pravasranjanmallick3065 15 күн бұрын
ମଣିମା ବିଶ୍ୱର ମଙ୍ଗଳ ହେଉ 🙏🙏
@muktikantabehera3939
@muktikantabehera3939 15 күн бұрын
He prabhu manima e jagataku rakshya kara
@MnuBiswajit
@MnuBiswajit 15 күн бұрын
He pravu bhul khyama kara Prabhu🙏🥺🥺🥺
@arpitabhattacharya8545
@arpitabhattacharya8545 15 күн бұрын
Leelamaya leela kar rahe hai , yeh sirf ek lila hai.❤
@MnuBiswajit
@MnuBiswajit 15 күн бұрын
@@arpitabhattacharya8545 Lila Maya Lila au kete kariba ... Nije kasta pauchhi ...
@shuvakantaswain9880
@shuvakantaswain9880 15 күн бұрын
ପ୍ରଭୁ ହେ କ୍ଷମା କର।
@amiyanayak842
@amiyanayak842 15 күн бұрын
ହେ ପ୍ରଭୁ ବଡ ଠାକୁର 🙏🏾🙏🏾
@subhalaxmibehera9
@subhalaxmibehera9 15 күн бұрын
He prabhu tame padigale sansara bhasi jiba❤❤
@kritikadaskritika7715
@kritikadaskritika7715 15 күн бұрын
କ୍ଷମା କର ମଣିମା 🙏🙏🙏🙏🙏
@nrusinghamoharana7689
@nrusinghamoharana7689 15 күн бұрын
ହେ ବଳିୟାର ଭୂଜ ମହାପ୍ରଭୁ ଆପଣଙ୍କ ର ଏପରିକି ହେବାରେ ଜଗତକୁ କିଏ ରକ୍ଷା କରିବ,
@raghunarhkarjee947
@raghunarhkarjee947 15 күн бұрын
ଜୟ ଜଗନ୍ନାଥ, ଜୟ ବଳ ଦେବ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
@Sonali_Bhakti
@Sonali_Bhakti 15 күн бұрын
ହେ ବଡ଼ ଭାଇ ମୋ ବଡ ସାଆନ୍ତେ 🙏😭 କଣ ପାଇଁ ଏ ଲୀଳା କରୁଛନ୍ତି ଆପଣ ମଣିମା 😭 ଆପଣଙ୍କ ଢଳି ପଡିବା ଦେଖି ମୋ ଛାତି ଫାଟିଯାଉଛି 😭🙏 ରକ୍ଷମାଂ ଦୀନବନ୍ଧୁ🙏😭
@rajakrushnaacharya7732
@rajakrushnaacharya7732 15 күн бұрын
Jay pravu bada thakura balabhadra❤❤❤tame hi sanhara karta.kichhi bhul heigala bodhhue
@BijayPradhan-y9p
@BijayPradhan-y9p 15 күн бұрын
ହେ ମହାବାହୁ ମଣୀମାବଢଠାକୁରେଭୁ👏👏👏
@user-ee2ir8kv8x
@user-ee2ir8kv8x 15 күн бұрын
ପ୍ରଭୁ ଏ କି ପ୍ରକାର ର ଳିଳା
@shuvakantasahoo3374
@shuvakantasahoo3374 15 күн бұрын
Jay Bala dev Prabhu tume Saha hua a sansar ku
@priyankanayak4904
@priyankanayak4904 15 күн бұрын
ପ୍ରଭୁ ଯେତେବେଳେ ଉଠୁଛନ୍ତି ତାଙ୍କ ହସ ହସ ମୁହଁକୁ ଦେଖ🥺🙏 କେତେ ସୁନ୍ଦର ମୁଖ ଆଊ ହସ 🙏🙏🙏🙏🙏
@kumarsanu949
@kumarsanu949 15 күн бұрын
ହେ ମହା ପ୍ରଭୁ 🙏🙏🙏
@monalishasoren369
@monalishasoren369 15 күн бұрын
Hey Prabhu khyama kara..
@satyajitbehera7372
@satyajitbehera7372 15 күн бұрын
Jai Jagannath swami nayana patha gami bhava tume... Bada thakuara. Bhai Balabhadra 🙏
@ganeswarsahoo8562
@ganeswarsahoo8562 15 күн бұрын
ହେ ପ୍ରଭୁ, ଏ କି ଦୁଃଖ , ଏ କି ଅଘଟଣ ହେଇଗଲା, ତ୍ରହିମାମ
@user-rt6nl6kc5r
@user-rt6nl6kc5r 15 күн бұрын
Hea Prabhu kali ra seasha samya asigala
@mamatasahu4623
@mamatasahu4623 15 күн бұрын
25 year gov re kabe amti hae nahin He prabhu tume hin saha 😢
@litusamal4894
@litusamal4894 15 күн бұрын
Rajaniti arambha heigala.....tumer
@DeepkamalSwain
@DeepkamalSwain 15 күн бұрын
କିଛି ଭଲ ସୂଚନା ଏଇ ନୁହେଁ , ପ୍ରଭୁ କ୍ଷମା ପ୍ରାର୍ଥନା କରୁଛୁ ....
@Mamatapradhan143
@Mamatapradhan143 14 күн бұрын
ହେ ପ୍ରଭୁ ରକ୍ଷାକର😢🙏
@biswajitroul1552
@biswajitroul1552 15 күн бұрын
ଠାକୁର ଆମ ଅଧମ କୁ କ୍ଷମା କର
@ajaykumarajaykumar4799
@ajaykumarajaykumar4799 15 күн бұрын
କ୍ଷମାକର ପ୍ରଭୁ 🙏🙏🙏🙏
@user-vb5tz8kb8f
@user-vb5tz8kb8f 15 күн бұрын
ହେ ପ୍ରଭୁ ତୁମ୍ଭ ବିନୁ ତୋ ଅନ୍ୟ ଗତି ନାହିଁ ଯେ କାହାରି ରକ୍ଷା କର ହେ ପ୍ରଭୁ 🕉 🕉🕉🚩🚩🚩🙏🙏🙏
@srikalia5413
@srikalia5413 15 күн бұрын
ହେଁ ପ୍ରଭୁ ଘୋର କଳି ପାପ 🙏🙏🙏🙏 ତୁମର ସବୁ ଭକ୍ତର ଭୁଲୁ କୁ ସୁଧାରି ଦିଅ
@supravarout9274
@supravarout9274 15 күн бұрын
Omm namaha bhagabate Basu devaya
@soumyaranjansahoo2344
@soumyaranjansahoo2344 15 күн бұрын
Au kete sebayata hele bhagban ku bhala re ani pariba ete sebayata ratha ku full kariki rahucha bhagban nkara etiki tk care dei paruna he bhagban rakhya kariba bohut dukha laguchi e katha dekhiki jai jagarnath prabhu
@siladas8285
@siladas8285 15 күн бұрын
Jay balabhadra pravu
@Khantiodia.411
@Khantiodia.411 15 күн бұрын
ଯେଉଁ ମାନେ ସାମାନ୍ୟ ଦାରୁ ଭାବୁଥିବେ ସେ କେଡେ ବଡ ବିଦ୍ୱାନ ଆଜି ଜାଣିଥିବେ 🙏🙏🙏🙏
@jplifestylevlog5681
@jplifestylevlog5681 15 күн бұрын
ପ୍ରଭୁ ଏ ସବୁ କଣ ହଉଛି ଏମିତି କେବେ ବି ହେଇନି ରକ୍ଷୀୟ କର ପ୍ରଭୁ ତୁମେ ତ ଅନ୍ତରାୟମି ବଡ ଆପଣ ଯାହା କରିବେ ତୁମେ
@MunaBhai-qh9fl
@MunaBhai-qh9fl 14 күн бұрын
ଜୟ ଜଗନ୍ନାଥ ମହା ପ୍ରଭୁ ବଳଭଦ୍ର ସ୍ଵାମୀ କଣ ପାଇଁ ତଳେ ପଡ଼ିଗଲେ ସେବାୟତ ମାନେ ସବୁ ଅଘଟଣ କରୁଛନ୍ତି କରି କରାଉ ଥାଏ ସେଇ ତାବିନୁ ଅନ୍ୟଗତି ନାହିଁ 🙏🏻🙌🏻
@AshokkumarAdhikari-og3ex
@AshokkumarAdhikari-og3ex 15 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🙏 ସାରା ସଂସାରକୁ ସମ୍ଭାଳିବା ବାଲା ଶେଷନାଗ ତାଙ୍କୁ ସମ୍ଭାଳିବ ଶକ୍ତି କାହାର ଅଛି 🙏ସେବାୟତ ନିମିତ୍ତ ମାତ୍ର 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@sarojinimohanty1384
@sarojinimohanty1384 15 күн бұрын
Mahapravu.Samastanku.Khymakaridia.ApankasreeCharanare.Koti.KotiPranam🙏🙏🙏🙏🙏🙏🙏
@sontosharts6926
@sontosharts6926 15 күн бұрын
Jay Bala bhadra thakure
@Abcsdb123b
@Abcsdb123b 14 күн бұрын
Jay Jagannath 🙏🙏🙏🙏🙏🙏
@kalandikandi2324
@kalandikandi2324 15 күн бұрын
ଜୟ ଜଗନ୍ନାଥ 🙏🙏🙏 ପ୍ରଭୁ ସବୁ ତୁମରି ଲିଳା ଚକା ଡୋଳା
@bunuchhotary3965
@bunuchhotary3965 15 күн бұрын
Jay jagannath....apana saha bharasa
@alekhakandi1517
@alekhakandi1517 14 күн бұрын
ଜୟ ଜଗନ୍ନାଥ 🙏 ହେ ପ୍ରଭୁ ଏ ମୁର୍ଖ ମାନବଜାତିକୁ କ୍ଷମାକରି ଶାନ୍ତିର ସତ୍ତଗତି ଦିଅନ୍ତୁ 🙏
@user-tr5wv1xe1r
@user-tr5wv1xe1r 15 күн бұрын
Prabhu tume sruti tume bilaya samastanku kshyama karidia prabhu 🙏🙏🙏
@lovelygirltitili1322
@lovelygirltitili1322 14 күн бұрын
ସେବାୟତ ଙ୍କ ବହୁତ ଗର୍ବ ହେଇ ଗଲାଣି ପ୍ରଭୁ ଗର୍ବ ଭାଙ୍ଗି ଦେଲେ 🙏
@BiswajitPradhan-sl4gm
@BiswajitPradhan-sl4gm 15 күн бұрын
ପ୍ରଭୁ khyama କର ❤ 🙏🙏🙏 ଜୟ ଜଗନ୍ନାଥ ଜୟ ବଡ଼ ଠାକୁର ବାଳ ଭଦ୍ର ❤
@SuryakantaMohanty-yv1fq
@SuryakantaMohanty-yv1fq 15 күн бұрын
Odisha
@ajubhaicreation
@ajubhaicreation 15 күн бұрын
ଜୟ ମହାପ୍ରଭୁ ବଳରାମ😭😭😭
@Nareshselma-lo5hj
@Nareshselma-lo5hj 15 күн бұрын
ହେ ପ୍ରବୁ ଏକି ସଂକେତ ଏ ସଂସାର କୁ ରଖ୍ୟ କର ପ୍ରଭୁ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@HAPPYLIFE-sl6wi
@HAPPYLIFE-sl6wi 14 күн бұрын
ଜୟ ଜଗନ୍ନାଥ ପ୍ରଭୁ ତୁମେ ହିଁ ସାହା ଭରଷା 🙏🏻🙏🏻
@rahulkumarmohanty3094
@rahulkumarmohanty3094 15 күн бұрын
Jay Jagannath ❤
@manashnayak2794
@manashnayak2794 14 күн бұрын
ଜଗନ୍ନାଥ ଙ୍କ ଭଉଣୀ ଶୁଭଦ୍ରା ଙ୍କୁ ପକେଇଲ ଜଗନ୍ନାଥ ରାଗିବେ ଭୋର ଅନାୟ କଳି ଯୁଗ ଶେଷ ହବାକୁ ଯାଉଛି ହେ ଜଗନ୍ନାଥ ରକ୍ଷା କର 🙏🏻🙏🏻🙏🏻🙏🏻
@Army-jh6du
@Army-jh6du 15 күн бұрын
He mahabahu tame saha bhrasa prabhu
@user-iz8ok7ms9j
@user-iz8ok7ms9j 15 күн бұрын
E dursya dekhi bohuta kasta laguchi😢😢he prabhu ,he bada thakura kahinki ragigale , kshyama karidebe prabhu
@nirmalbarik4275
@nirmalbarik4275 15 күн бұрын
ଜୟ ବଡ଼ ଠାକୁର ବଳଭଦ୍ର ମହାବାହୁ 🙏🙏🙏ଦୟା କର..
@CreativeNatureLife
@CreativeNatureLife 15 күн бұрын
ପୃଥିବୀକୁ ଘୋର ଅନ୍ଧକାର ମାଡ଼ି ଆସୁଛି, ହେ ଜଗନ୍ନାଥ ପ୍ରଭୁ ସମସ୍ତଙ୍କୁ ଏ ବିପଦରୁ ଉଦ୍ଧାର କର। ଜୟ ଜଗନ୍ନାଥ 🙏🚩🙏 ⭕❗⭕
@harekrishna7223
@harekrishna7223 14 күн бұрын
କରି କରାଉ ଥାଏ ସେଇ ତାବିନୁ ଅନ୍ୟ ଗତି ନାହିଁ ♥️
@user-fr3fs1fq2t
@user-fr3fs1fq2t 15 күн бұрын
ନିଶ୍ଚିତ ସଂସାର କୁ ବିପଦ ଅଛି , ଜଗା ହିଁ ଭରସା
@uttambaba6800
@uttambaba6800 14 күн бұрын
He Jagannath tome sarbo bidyan tome hi Sruthi korta🎉🎉🎉🎉❤❤
@satyarampradhan5821
@satyarampradhan5821 15 күн бұрын
Jai Jagannath swami 🙏🙏🙏😭😭😭 khyama kara prabhu
@girisankarbh5348
@girisankarbh5348 15 күн бұрын
Jagannath ratna bhandar kholiba nai that's y Jagannath Fall A down ❤ jai Jagannath Don't play with God 🎉
@njcreation4648
@njcreation4648 15 күн бұрын
ହେ ପ୍ରଭୁ ଇଏ କି ଲୀଳା ତୁମର ⚫‼️⚫
@jyotimeher7241
@jyotimeher7241 15 күн бұрын
He badathakura e ki lila khela prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ea kana heigala prabhu
@rameshmallik8771
@rameshmallik8771 15 күн бұрын
ହେ ପ୍ରଭୁ ଜଗନ୍ନାଥ ତୁମରି ହା ତ ରେ ଜଗତ ତୁମେ ସୃଷ୍ଟି କୁ ରକ୍ଷା କର ପ୍ରଭୁ
@bchikipadhan93
@bchikipadhan93 15 күн бұрын
ହେ ପ୍ରଭୁ ତମର ଏ କି ଲୀଳା 🙏
@sidheswarsahoo7199
@sidheswarsahoo7199 15 күн бұрын
ପଣ୍ଡା ମାନଙ୍କର ଗର୍ବ ଅହଂକାର ପାଇଁ ଓ ବେ ହୁସିଆର ପାଇଁ ଆଜି ବଡ଼ ଦିଅଁ ଟଳି ପଡିଲେ ପ୍ରଭୁ ସମସ୍ତଙ୍କ ଦୋଷ କ୍ଷମା କରିଦିଅନ୍ତୁ 🙏🙏🙏🙏
@user-ig6md9hb1k
@user-ig6md9hb1k 15 күн бұрын
He pravu jaga ta ra natha jagannath tume hin sahabharasa
@AniketaNamasudra
@AniketaNamasudra 14 күн бұрын
Heart broken💔💔💔 🥺🥺😭😭 jai baldev❤❤
7PM Bulletin || 24th July 2024 || Kanak News
26:20
Kanak News
Рет қаралды 11 М.
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 32 МЛН
How Many Balloons Does It Take To Fly?
00:18
MrBeast
Рет қаралды 164 МЛН
Jibana Do Chhakire Ashara Alok Ep 421   20 JULY 2024
43:23
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 32 МЛН