Natia Comedy Part 436 || Matrubhasa

  Рет қаралды 2,923,422

utkal cartoonworld

utkal cartoonworld

Ай бұрын

Upto 90% Scholarship for Class 8th to 12th Students.
Free Registration Link : 🔵👉bit.ly/3VRZEPs
Get upto 90% Scholarship on NEET & JEE preparation, All boards.
Benefits:-
ZERO Registration fee
🚀Instant online test
👨‍🎓Know your all India Ranking,
💻Duration- 60 Minutes
Steps to Register-
1. Click on above link to register
2. Fill your details, choose date & time for test as per your availability.
3. ⁠Login with your Mob. No. & participate in test
4. ⁠Know your ranking instantly

Пікірлер: 4 500
@PSCREATIONPAPUN
@PSCREATIONPAPUN Ай бұрын
ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର 😊😊
@jagannathbehera1122
@jagannathbehera1122 Ай бұрын
Wownatiaverygood❤😊😂😅
@jagannathbehera1122
@jagannathbehera1122 Ай бұрын
Yesnatiasobeautiful❤😂😅😊
@digambarmohanty6586
@digambarmohanty6586 Ай бұрын
Yes sir my name is ok
@theanimal3153
@theanimal3153 Ай бұрын
❤❤❤❤❤❤❤
@user-ij7lw3bp1j
@user-ij7lw3bp1j Ай бұрын
🎉​@@jagannathbehera1122
@manashdakualifestyle3640
@manashdakualifestyle3640 Ай бұрын
ମାତୃ ଭାଷା ସାହିତ୍ୟ କୁ କିଏ କିଏ ଭଲ ପାଉଥିଲ ,❤ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ
@Ajitsahoo645
@Ajitsahoo645 Ай бұрын
ଭାଇ ମୁଁ
@ritikroshanmohanty4704
@ritikroshanmohanty4704 Ай бұрын
@ritikroshanmohanty4704
@ritikroshanmohanty4704 Ай бұрын
@theanimal3153
@theanimal3153 Ай бұрын
❤❤❤❤❤❤
@bikashlenka8828
@bikashlenka8828 Ай бұрын
I love you.. odisha.. my language my odia.
@debasismohanty3889
@debasismohanty3889 Ай бұрын
ମାତୃଭାଷା କୁ ନେଇ ଏ ଭଳିଆ ଗୋଟେ ସୁନ୍ଦର video କରିଥିବାରୁ ଧନ୍ୟବଦ୍ ସମସ୍ତେ ନିଜ ମାତୃଭାଷା କୁ ଭଲ ପାଇବା ଦରକାର ମୁଁ ଗର୍ବୀତ ଯେ ମୁଁ ଓଡ଼ିଆ❤ ନିଜ ମାତୃଭାଷା ଠାରୁ ଆଉ କିଛି ଭାଷା ଭଲ ନୁହ 😊😊
@ShasmitaMajhi-hy1jm
@ShasmitaMajhi-hy1jm Ай бұрын
Qosmdkdvvzmldudxnxmxrulfka NJlebsitbOwirsmofzarignz🥰🥰🥰😍😍🤩🤩😜😜💞💞💅💅🥸🤡🤡🌞🌞😾😾⭐⭐✨✨✨✨🌟🌟💫💫💯💯💯🎉❤️
@djchittacreation
@djchittacreation Ай бұрын
ଆଖିରୁ ଲୁହ ଆସିଗଲା❤ ଆମେ ଓଡିଆ ଭାରି ବଢିଆ❣️ ବନ୍ଦେ ଉତ୍କଳ ଜନନୀ🙏
@SujitSahoo-tj7rs
@SujitSahoo-tj7rs Ай бұрын
ଉଚ୍ଚ ହେବା ପାଇ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା
@sanu943gamer9
@sanu943gamer9 Ай бұрын
Class 8 udbodhana Kavita 😢
@RanjanNaik-rz7tr
@RanjanNaik-rz7tr Ай бұрын
Good comment 👏👏
@santanukumar5791
@santanukumar5791 Ай бұрын
❤❤❤
@RakhiRani-fb3qn
@RakhiRani-fb3qn Ай бұрын
ଯିଏ ଯିଏ ଓଡ଼ିଆ ସମସ୍ତେ Like କର ❤❤❤ ଆମେ ଓଡ଼ିଆ ଭାରି ବଢିଆ😊😊
@SANTOSHKUMARBARIK-tr6gp
@SANTOSHKUMARBARIK-tr6gp Ай бұрын
Nice ❤😂🎉😢😮😅😊❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢😢😮😮😮😮😮😮😮😮😮😅😅😅😅😅😅😅😅😅😊😊😊😊😊😊😊😊😊😊😊😊
@keshaba3540
@keshaba3540 Ай бұрын
Bhai mu bi odia
@user-pv4it5id6g
@user-pv4it5id6g Ай бұрын
ଧନ୍ୟବାଦ୍ ଭାଇ 😢😮😢
@monalisadash8716
@monalisadash8716 Ай бұрын
😊😊😊😊😊😊😊😊😊😊😊😊😊vala hai chi
@monalisadash8716
@monalisadash8716 Ай бұрын
​@@user-pv4it5id6gueyyyuyeyyyyuyeuuuy3yy374y
@RabiPatra-mo2nn
@RabiPatra-mo2nn Ай бұрын
ମୁ ବହୁତ ଗର୍ବିତ କି ମୁ ଓଡ଼ିଆ I love india .💪✊🥺 ଯଦି ମାତୃ ଭାଷା କୁ ଭଲ ପାଉଛ ତା ହେଲେ like କର.❤️ ଜୟ ଜଗନ୍ନାଥ 🙏❤
@anitapriyadarshini429
@anitapriyadarshini429 Ай бұрын
ମାତୃଭୂମି ମାତୃ ଭାଷାରେ ମମତା ଭ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ 👈👈🙏🙏
@user-ws9np1vb8s
@user-ws9np1vb8s Ай бұрын
ବନ୍ଦେ ଉତ୍କଳଜନନୀ ❤ ଯୋଉ ମାନେ ଓଡ଼ିଆ ସେମାନେ ଲାଇକ କରନ୍ତୁ କମେଟ କରନ୍ତୁ
@theanimal3153
@theanimal3153 Ай бұрын
❤❤❤❤❤❤❤
@user-ws9np1vb8s
@user-ws9np1vb8s Ай бұрын
@@theanimal3153 😀😀😀😀
@chintubehera9189
@chintubehera9189 Ай бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଜୟ 🙏ଜଗନ୍ନାଥ 🙏
@biswajits7994
@biswajits7994 Ай бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା ଓଡ଼ିଆ ଭାରି ବଢିଆ ଗୋଟା ନଡ଼ିଆ❤❤❤❤👇👇👇👇👇👇
@basantibehura6013
@basantibehura6013 Ай бұрын
ମୁଁ ଗର୍ବ କରେ କି ମୁଁ ଏହି ମହାନ୍ ସଂଗ୍ରାମୀ ମଧୁସୂଦନ ଦାସଙ୍କ ଗ୍ରାମ ର ଗ୍ରାମବାସୀ ❤😊
@minatiprusty874
@minatiprusty874 Ай бұрын
ସତରେ ଏହି ବ୍ୟାଖ୍ୟାନ ଦେଖିକି ଆଖି ରୁ ଲୁହ ଆସିଗଲା 🥲 ଅତ୍ୟନ୍ତ ହୃୟସ୍ପର୍ଶୀ ହୋଇଛି ଏହି ଭିଡିଓ ଟି । ଜୟ ଜଗନ୍ନାଥ ❤
@ganeswarmohanta4704
@ganeswarmohanta4704 Ай бұрын
Good
@AswaniMajhi
@AswaniMajhi Ай бұрын
ନିଜ ମାତୃଭାଷା କୁ ଭଲ ପାଉଥିଲେ ଗୋଟେ like କର Jay Jagannath
@cbcreation8853
@cbcreation8853 Ай бұрын
Puri ru kou bhai bhauni dekhucha like kar dekhiba kete jana puri malike achanti 🙏🏽
@PpnOwnLifeStyle
@PpnOwnLifeStyle Ай бұрын
ବହୁତ୍ ଦିନ ପରେ ଏମିତି ଗୋଟେ ବିଷୟ ରେ ଭିଡିଓ କରି ଥିବାରୁ , ମୋର ସମସ୍ତ ଉତ୍କଳ କାର୍ଟୁନ୍ ସଦସ୍ୟ ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଜଣାଉଛି 🎉 , ଆମ ମାତୃଭାଷା ଆମର ଗୌରବ , ଆମର ପରିଚୟ 😊
@Kalahandiavlogger
@Kalahandiavlogger Ай бұрын
କିଏ କିଏ ଆମ ଓଡ଼ିଆ ଭାଷା କୁ ଭଲ ପାଅ ଯଦି ❤️ ରୁ ଭଲ ପାଉଥିବା ତାହେଲେ ଗୋଟେ ଲାଇକ ହଉ 😊
@user-fj3dl5cy8t
@user-fj3dl5cy8t Ай бұрын
Uk
@swarnapriyasethyswarnapriy3085
@swarnapriyasethyswarnapriy3085 Ай бұрын
ଓଡ଼ିଆ
@sitanshupriyadarshi6580
@sitanshupriyadarshi6580 Ай бұрын
Channel delete kana paain heithila?
@BapiBhai207
@BapiBhai207 Ай бұрын
TQ brother ❤❤
@gobindachapadi3042
@gobindachapadi3042 Ай бұрын
ମୁଁ ଓଡ଼ିଆ ଭାଷାକୁ ଜୀବନରୁ ଅଧିକ ଭଲ ପାଏ ତେଣୁ କରି ମୁଁ ଓଡ଼ିଆ ହୋନରସ୍ ନେଇଛି
@binodinibehera6146
@binodinibehera6146 Ай бұрын
ସତରେ ବହୁତ ସୁନ୍ଦର ଭାବ ରେ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ବୁଝାଇଛନ୍ତି❤❤ ❤
@krishkumarjena7816
@krishkumarjena7816 Ай бұрын
ଧନ୍ୟବାଦ ନଟିଆ ଭାଇ ଭଲ ପ୍ରାୟାସ କରିଛ 🥺🥺😭😭😢😢❤❤🙏🙏⚔️⚔️🌹🌹💐💐 ଯେଉଁ ମାନେ ନିଜର ମାତୃଭାଷା କୁ ଭଲ ପାଉଥିଲେ ଦୟା କରି 👍👍କରିବେ
@selfstudy2975
@selfstudy2975 Ай бұрын
ହୃଦୟକୁ ଥରେଇଦେଲା ଭଳି voice... ସତେ ମଧୁବାବୁ ଆମ ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି.. ଚେତେଇ ଦଉଛନ୍ତି... ତାଙ୍କର ଅବଦାନ କୁ ଆମେ ଭୁଲିଯାଇଛେ.. ତାଙ୍କର ବଳିଦାନ କୁ ଆମେ ଭୁଲିଯାଇଛେ 🥺🥺
@ytgaming7944
@ytgaming7944 Ай бұрын
ମାତୃଭୂମି ମାତୃଭାଷା ରେ ଯା ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳଜନନୀ 🙏🏼🙏🏼
@Soubhagyasahu-er3sg
@Soubhagyasahu-er3sg Ай бұрын
ଯଉ ଯଉ ମାନେ ମାତୃଭାଷା ଓଡ଼ିଆ କୁ ଭଲ ପାଉଥିଲେ ଗୋଟିଏ like ❤ ନିଶ୍ଚିତ କରିବେ
@foreverrs4377
@foreverrs4377 Ай бұрын
Like ra odia aga lekhe doudi asila dekhei habaku
@mrutyu816
@mrutyu816 Ай бұрын
ମଧୁ ବାବୁ, ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ରାଧାନାଥ ରାୟ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁରେନ୍ଦ୍ର ସାଏ,ହରେକୃଷ୍ଣ ମହତାବ ଏମାନେ ସବୁ ଆମ ରାଜ୍ୟ କୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ , ଆମ ଭାଷା କୁ ବଞ୍ଚାଇବା ପାଇଁ ,ଓଡ଼ିଆ ଜାତି କୁ ବଞ୍ଚାଇ ରଖିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏମାନଙ୍କର ଅବଦାନ ମହାନ୍ ଉତ୍କଳ ପାଇଁ କଣ ଥିଲା ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର । ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ଏପରି ଏକ ପ୍ରୟାସ କରିଥିବା ରୁ । ଜୟ ଜଗନ୍ନାଥ , ବନ୍ଦେ ଉତ୍କଳ ଜନନୀ 🙏🏻
@prasantamandal-ql2ds
@prasantamandal-ql2ds Ай бұрын
ଆମେ ଓଡ଼ିଆ ଭାରି ବଢିଆ❤❤ । ଯେଉମାନେ ଓଡ଼ିଆ like କର
@manashdakualifestyle3640
@manashdakualifestyle3640 Ай бұрын
ଜନନୀ ଜନ୍ମ ଭୂମି ସ୍ୱରଗା ଦପି ଗରିଆସି, ଯେତେ ଇଂଲିଶ କହିଲେ କଣ, ଆମ ଓଡ଼ିଆ ଭାଷା, ସବୁଠୁ ବଡ଼, ଜୟ ଜଗନ୍ନାଥ
@gayatrisahoo3690
@gayatrisahoo3690 Ай бұрын
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🕉️😊🚩🙌
@archanaranipattnaik9955
@archanaranipattnaik9955 Ай бұрын
Jai Jagannath Bhai
@ranjangaming8311
@ranjangaming8311 Ай бұрын
ସଠିକ ରେ ହଉଛି.. ଜନନୀ ଜନ୍ମଭୂମିସ୍ୟ ସ୍ବର୍ଗଦପି ଗରୀୟସି ✅✅
@indianjcboptrindianjcboptr6037
@indianjcboptrindianjcboptr6037 Ай бұрын
❤❤❤❤❤❤❤❤❤❤❤❤❤❤
@user-dw6ec2jz5q
@user-dw6ec2jz5q Ай бұрын
​@@archanaranipattnaik9955hi.
@Bikrambehera121
@Bikrambehera121 Ай бұрын
ମାତୃ ଭୂମି ମାତୃ ଭାଷା ର ମମତା ଯା ହୃଦେ ଜନମି ନାହିଁ !! ତାଙ୍କୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ !! ମୋ ଓଡ଼ିଆ ଭାଷା ମୋତେ ପ୍ରାଣ ଠୁ ବି ପ୍ରିୟ କେତେ ମଧୁର ମୋ ମା ର ଭାଷା ❤ ବନ୍ଦେ ଉତ୍କଳ ଜନନୀ 🙏🙏🙏
@alokbeheraap
@alokbeheraap Ай бұрын
Bande utkal janani ❤
@alokbeheraap
@alokbeheraap Ай бұрын
Bohut Sundar katha te kahila Bhai ❤
@user-fk5ei7tn1c
@user-fk5ei7tn1c Ай бұрын
ବନ୍ଧେ ଉତ୍କଳ ଜନନୀ ❤❤❤❤❤
@SoumyaRanjanSwain86884
@SoumyaRanjanSwain86884 Ай бұрын
Eha ku Mahatma Gandhi kahithile
@k.ogamer4092
@k.ogamer4092 Ай бұрын
Gagadhara meher
@anjaanaatma5681
@anjaanaatma5681 Ай бұрын
ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ ।
@subhamsubhajitpradhan173
@subhamsubhajitpradhan173 Ай бұрын
Ucha heba pain kara jebeasha ucha kara age nija matrubhasa ❤
@AlokBhoi-ke4qt
@AlokBhoi-ke4qt Ай бұрын
ଜୟ ଭାରତ 🇮🇳 ଜୟ ମାତୃଭୂମି ❤️🇮🇳 ଜେଉ ମାନେ ମାତୃଭାଷା କୁ ସମ୍ମାନ କର ସେଇ ମାନେ ଲାଇକ କର🙏 ❤❤❤❤❤❤
@ssenapati8854
@ssenapati8854 Ай бұрын
ହୃଦୟସ୍ପର୍ଶୀ କାହାଣୀ 😢 ଧନ୍ୟବାଦ sir 🙏 ଆମ ଓଡ଼ିଆ ମାନଙ୍କୁ ଠିକ୍ ରାସ୍ତା କୁ ଆଣିହେବ ଏଇ କାହାଣୀ ମାଧ୍ୟମରେ
@BGclips369
@BGclips369 Ай бұрын
ଅନିହେବ ନୁହେଁ ଆଣିହେବ
@bibhutiswain9671
@bibhutiswain9671 Ай бұрын
Nija matrubhasa ku bala pauchanti like kar❤
@bibhutiswain9671
@bibhutiswain9671 Ай бұрын
Nice
@user-mv8uk8mu3e
@user-mv8uk8mu3e Ай бұрын
ବହୁତ ସୁନ୍ଦର ପ୍ରୟାସ। ଚିର ନିଦ୍ରା ରେ ସୋଇଥିବା ଓଡ଼ିଆଙ୍କୁ ଜାଗ୍ରତ କରିବାର ସୁନ୍ଦର ପ୍ରୟାସ। ଏମିତି ଏ ମାଟିର ର ଭାଷା, ସଂସ୍କୃତି କୁ ଜୀବିତ ରଖିବାର ର ଏହା ହିଁ ଉତ୍କୃଷ୍ଟ ମାଧ୍ୟମ। ଧନ୍ୟବାଦ ବନ୍ଦେ ଉତ୍କଳ ଜନନୀ
@lkpjeetkant
@lkpjeetkant Ай бұрын
ଅତି ସୁନ୍ଦର ବ୍ୟାଖ୍ୟାନ। ଅନେକ କୃତଜ୍ଞତା ଆପଣଙ୍କ ଦଳ କୁ । ଆମେ ଓଡ଼ିଆ ଆମ ଭାଷା ବହୁତ୍ ବଢିଆ।ଧିକ ସେମାନଙ୍କୁ ଯିଏ ନିଜ ମାତୃ ଭାଷା ମାତୃ ମାଟି ପାଇଁ ଶ୍ରଦ୍ଧା ଆଉ ସ୍ନେହ ମନରେ ନାହିଁ । ବନ୍ଦେ ଉତ୍କଳ ଜନନୀ।❤ ଜୟ ଜଗନ୍ନାଥ ମହାପ୍ରଭୁ।🪔
@arpitasahooarpitasahoo2610
@arpitasahooarpitasahoo2610 Ай бұрын
Sgsvgjjfs kkdgkoo🎉😂😮 16:19
@sameersamy4204
@sameersamy4204 Ай бұрын
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବଦାନ କୁ ଭୁଲିଗଲେ କି ଭାଇନା , ଆମର ଅଞ୍ଚଳ ଆନ୍ଧ୍ର ରେ ଥାଆନ୍ତା ଯଦି ମହାରାଜା ନଥାନ୍ତେ ( from ପାରଳାଖେମୁଣ୍ଡି) ଜୟ ଉତ୍କଳ 🚩 ମୋର ପୂର୍ବ ପୁରୁଷ ଆନ୍ଧ୍ର ରୁ ମୁଁ ମଧ୍ୟ ତେଲୁଗୁ ଜାଣେ, ଆମ ଗ୍ରାମ ରେ ତେଲୁଗୁ ନୋ ଜାଣିଲେ ଚଳି ହେବନି କିନ୍ତୁ ମୁ ସବୁଠି ଓଡ଼ିଆ ରେ କଥା ହୁଏ।
@Prahaladadbehera4710
@Prahaladadbehera4710 Ай бұрын
ଦୟା କରି ଓଡ଼ିଆ ରେ ସମସ୍ତ ଙ୍କୁ ଓଡ଼ିଆ ରେ କଥା କହିବା ଶିଖାନ୍ତୁ
@Prahaladadbehera4710
@Prahaladadbehera4710 Ай бұрын
ଧନ୍ୟବାଦ
@sameersamy4204
@sameersamy4204 Ай бұрын
@@Prahaladadbehera4710 nischay bhai
@rohitmajhi5565
@rohitmajhi5565 Ай бұрын
ମୁଁ ପାରଳାଖେମୁଣ୍ଡି ର ନିବାସୀ ❤❤❤
@namitamandal5573
@namitamandal5573 Ай бұрын
Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho
@laxmanpatra3193
@laxmanpatra3193 Ай бұрын
ମାତୃଭୂମି ମାତୃଭଷା ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ❤❤❤ ମୋ ମାତୃଭଷା ମୋତେ ଶ୍ରେଷ୍ଠ 😊😊ଏହି ଅଧ୍ୟାୟ ଟି ସବୁଠାରୁ ସୁନ୍ଦର ଲାଗିଲା ମୋତେ ଆଜି❤❤❤
@SushilKumar-hm7cz
@SushilKumar-hm7cz Ай бұрын
ଆମ ମାନଙ୍କର ଗର୍ବ ❤ଆମେ ଓଡିଆ ❤ ଆମ ଭାଷା ବଢିଆ ❤❤ ଜୟ ଜଗନ୍ନାଥ ❤❤
@Anu-sc9hx
@Anu-sc9hx Ай бұрын
ମାତୂଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅ ଜ୍ଞାନ ରହିବେ କାହିଁ ଯୋଉ ମାନେ ମାତୂଭାଷା କୁ ଭଲପାଅ 👍👍 କର First time I got 100 likes thank you
@soumyaranjandehury9594
@soumyaranjandehury9594 Ай бұрын
​@@ashutoshbalabantaray1845 ଆଛା ଏମିତି କଥା । ତୁ ଯାଉନୁ,,,,! ହିନ୍ଦୀ ଭାଷା ତେଲୁଗୁ ଭାଷା ତାମିଲ ଭାଷା ଗୁଜରାଟୀ, ମରାଠୀ, ପଞ୍ଜାବୀ , ଆସାମୀ,ବଙ୍ଗାଳୀ ଭାଷାରେ ଯେଉଁ ମାନେ ନିଜେ ନିଜ ମାତୃ ଭାଷାକୁ ଭଲ ପାଆନ୍ତି କଥା ହୁଅନ୍ତି। ଯା ସେହି ରାଜ୍ୟ ମାନଙ୍କୁ ଆଉ ସେଠିକାର ଅଞ୍ଚଳ ବାସୀ ଆଉ ସେମାନଙ୍କ ମୁଖ୍ୟ ମନ୍ତ୍ରୀ ମାନଙ୍କୁ କହିବୁ। ହିନ୍ଦୀ English ଶିଖିବା ଓ କହିବା ଭୁଲ ନୁହେଁ। ନିଜେ ନିଜ ମାତୃଭୂମି ମାତୃ ଭାଷାକୁ ଭଲ ପାଉଥିବାରୁ ନିଜ ମାତୃ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରାୟାସ 👍
@manojparida27
@manojparida27 Ай бұрын
​@@ashutoshbalabantaray1845ଯଦି ବି କହୁଛ ତାହେଲେ ଏଇ ଯୋଉ ଶବ୍ଦ ଲେଖିଛ ତାକୁ ଆପଣ ହିନ୍ଦୀ ରେ ବି ଲେଖି ପାରିଥାନ୍ତେ ତାହେଲେ ୟାକୁ ଇଂରାଜୀ ରେ ଲେଖିବା କଣ ଦରକାର ଥିଲା..... କଥାରେ ଅଛି ଯେ ଦେଶ ଯାଏ ସେ ଫଳ ଖାଏ ସେମିତି ଆମ ଓଡ଼ିଆ ଭାଷା ବି ଗୋଟେ ଭାରତ ଦେଶ ର ଭାଷା ଆଉ ସେଇଟା ଓଡିଶା ରାଜ୍ୟ ପାଇଁ ସମ୍ଭବ ହୋଇପାରିଛି... ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ହୋଇପାରେ କିନ୍ତୁ ଆମ ଓଡ଼ିଶା ରାଜ୍ୟ ରେ ଯେଉଁ ଭାଷା ପ୍ରଚଳିତ ହେଉଛି ତାକୁ ଆମେ ସମ୍ମାନ ଦେବା କଥା.... ମୁଁ ମୋ ଓଡ଼ିଶା ରାଜ୍ୟ ଆଉ ଓଡ଼ିଆ ଭାଷା କୁ ଗର୍ବ କରେ..... ❤️🙏🏻👑🫡💯
@worldtechprojects9181
@worldtechprojects9181 Ай бұрын
​​​@@ashutoshbalabantaray1845agar hum sab bharatiya hai hum sab sanskrit bolna chahiye sayad tumhe Kalinga rajya history ko thikse padha Nehi isliye ese bolrahe ho thikse padhkar aao sayad tum 1936 se Odisha ka born hua tumhe pata usse jyada Nehi aur hmm Bharat ko caste religion divide Kara Raha hai naa ki language ye sab caste system band hojana chahiye hum bharatiya hai humara yahan different culture hai jo bharatiya ko ekjut karke rakha hai
@ashutoshbalabantaray1845
@ashutoshbalabantaray1845 Ай бұрын
@@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti
@ashutoshbalabantaray1845
@ashutoshbalabantaray1845 Ай бұрын
@@worldtechprojects9181 eita bi sata Katha je amaku ama matrubhasa odia Priya but jouta sata seita kahuchi
@s_b_satya_45
@s_b_satya_45 Ай бұрын
ଆମେ ଓଡିଆ ଆମ ଭାଷା ଆମ ପାଇଁ ଭାରି ବଢିଆ❤👌 I love you odisha 🥰 from Bhadrak ❤ 🙏🙏ଜୟ ଜଗନ୍ନାଥ🙏🙏
@dmktytdipubabu4K
@dmktytdipubabu4K Ай бұрын
Me Be Cuttack ❤❤
@Subhankar-vlogs-Comedy
@Subhankar-vlogs-Comedy Ай бұрын
I am from bhadrak
@RupashreeParidaParida
@RupashreeParidaParida Ай бұрын
😂😂😂
@ManasRout-nf7en
@ManasRout-nf7en Ай бұрын
I am from bhadrak❤I love my odisha
@user-bm3qo6mm1k
@user-bm3qo6mm1k Ай бұрын
XX
@K.KrushnaChandraPatro-cx3mi
@K.KrushnaChandraPatro-cx3mi Ай бұрын
ଜୟ ଜଗନ୍ନାଥ 🙏🏻 ମାତୃଭୂମିକୁ ସର୍ବଦା ସମ୍ମାନ ଦେବା ମାତୃଭାଷାକୁ ସର୍ବଦା ସମ୍ମାନ ଦେବା.. ଏବଂ ଗର୍ବର ସହିତ କହିବା ଆମ ଭାଷା ଓଡିଆ ସବୁଠୁ ବଢିଆ 👏🏻👏🏻👏🏻
@user-su1sz8tj8v
@user-su1sz8tj8v Ай бұрын
ବହୁତ ଭଲ ଲାଗିଲା ଏମିତି ଆମେ ଆମ ଓଡ଼ିଶା କୁ ଓ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ପାଇବା ❤❤❤❤
@mohannayak6168
@mohannayak6168 Ай бұрын
ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଏକ ସୁନ୍ଦର ପ୍ରୟାସ 🙏 ଧନ୍ୟବାଦ 🙏
@muktikanta1237
@muktikanta1237 Ай бұрын
❤❤
@soumyasocialvoicer2873
@soumyasocialvoicer2873 Ай бұрын
ଓଡ଼ିଆ ଆମ ମାତୃ ଭାଷା। ଗୋଟେ ମଜା କଥା ଜାଣିଛ ଯୋଉ ଇଂରେଜ ମାନେ ଆମ ଦେଶ କୁ ଇଂରାଜୀ ଆଣି ଥିଲେ ସେମାନେ ଆମ ଦେଶ ର ସବୁ ରାଜ୍ୟ ର ରାଜା ଙ୍କୁ ହରାଇ ରାଜ୍ୟ ରେ ରେ ରାଜୁତି କରୁଥିଲେ କିନ୍ତୁ ଏଇ ଓଡ଼ିଆ ରାଜ୍ୟ କୁ କେବେ ହତିଆର କରି ପାରିନଥିଲେ। ସେଇ ପାଇଁ ଆମ ରାଜ୍ୟ ଓଡ଼ିଶା ଓ ଆମ ମାତୃ ଭାଷା ଓଡ଼ିଆ କୁ ସମ୍ମାନ ଦେଇ ❤ ଟେ କରି ଦିଅ ❤❤❤❤
@geetikrishna788
@geetikrishna788 Ай бұрын
Bhul.. Odia huchi ama vasa... Ta ame odia hni khiba... Ame English, Hindi jniba... Kintu odia hni khiba...
@kishorkumarsahoo7877
@kishorkumarsahoo7877 Ай бұрын
ଠିକ୍ କହିଛ ଭଉଣୀ​@@geetikrishna788
@kishorkumarsahoo7877
@kishorkumarsahoo7877 Ай бұрын
​@@ashutoshbalabantaray1845ଆମେ ଆମ ରାଷ୍ଟ୍ରଭାଷା କୁ ସମ୍ମାନ ଦଉଛୁ ଏବଂ ଦଉଥିବୁ ମଧ୍ୟ । କିନ୍ତୁ ଆମେ ଯେତେବେଳେ ପ୍ରଥମେ କଥା କହିବା ଶିଖିଲୁ ଆମ ପାଟିରେ ଆମ ମାତୃଭାଷା ଓଡ଼ିଆ ହିଁ ଥିଲା। ଯେତେବେଳେ ଯାଏ କୌଣସି ଦରକାର୍ ନପଢ଼ିଛି ଆମେ ଅନ୍ୟ ଭାଷା କଣ ପାଇଁ ବ୍ୟବହାର କରିବା,ନିଜ ମାତୃଭାଷା କୁ ଛାଡ଼ିକି।ଆମ ପାଇଁ ଆମ ମାତୃଭାଷା ମହାନ୍ । ଜୟ ଓଡ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏
@trilochanpatro899
@trilochanpatro899 Ай бұрын
Bahut Dina pare .. gote khas episode ti dekhibaku Milila ❤❤❤❤
@PRTswayamjit
@PRTswayamjit Ай бұрын
Thanks natia comedy. ଏଟା ଆମ ଓଡ଼ିଆ ବାସି ଙ୍କ ପାଇଁ ବଡ଼ ଶିକ୍ଷ୍ୟା
@manojbabu6690
@manojbabu6690 Ай бұрын
ଖୁବ ସୁନ୍ଦର ଭିଡ଼ିଓ👈🙏ବନ୍ଦେ ଉତ୍କଳ ଜନନୀ🙏ଆଉ ମୁଁ ବି ସବୁକଥା ଓଡ଼ିଆରେ କୁହେ ଏବଂ ଆମ ଘର ପାଖ କମ୍ଫାନୀ ରେ କିଛି ଓଡ଼ିଆ ଜାଣିନଥିବା ବାହାର ଲୋକ କାମ କରନ୍ତି ତାଙ୍କୁବି ଓଡ଼ିଆ ଶିଖେଇ ସାରିଲିନେ😀😂
@Krishnadasbls180
@Krishnadasbls180 Ай бұрын
କଣ ମାନେ ଯେ ମୂର୍ଖ ମାନେ ହିଁ କେବଳ ଓଡ଼ିଆ କୁହନ୍ତି🙄ଯୋଉ ଜନ୍ମ ମାଟିରେ ଜନ୍ମ ନେଲେ ତାଙ୍କୁହିଁ ଭୁଲିଗଲେ😞ବୁଝେଇତେ ପଡିବ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ🙂😃ଭଗବାନ ଙ୍କୁ କୋଟି କୋଟି ଧନ୍ୟବାଦ ମୋତେ ଏଇ ଭଳି ରାଜ୍ୟରେ ଜନ୍ମ ଦେଇଥିବା ରୁ😇🥰ଜୟ ଜଗନ୍ନାଥ🙏
@rosalinswain715
@rosalinswain715 Ай бұрын
Odisha wale like kare ❤❤❤nija matrubhasa pain
@Bulbul310
@Bulbul310 Ай бұрын
RCB fans like kara
@Bulbul310
@Bulbul310 Ай бұрын
Thank you ❤❤
@SureshSwain-cu9ts
@SureshSwain-cu9ts 18 күн бұрын
Rcb ନୁବୁଡା
@bishnuprasad314
@bishnuprasad314 10 күн бұрын
I am kkr fan
@bishnuprasad314
@bishnuprasad314 10 күн бұрын
Iam kkr fan
@Bhakti.14886
@Bhakti.14886 Ай бұрын
ଏଇ ଭିଡିଓ ଦେଖିଲା ପରେ ଦେହରେ goosebumps ଆସିଗଲା।ନଟିଆ ଟିମ୍ ଙ୍କୁ ବହୁତ୍ ବହୁତ ଧନ୍ୟବାଦ।
@tapaneshmohanty5274
@tapaneshmohanty5274 Ай бұрын
ଭାଇ ଲୋମ ଟାଙ୍କୁରି ଉଠିଲା କହୁନ ।
@aratinayak4235
@aratinayak4235 3 күн бұрын
Hmmm
@raghunathrana8821
@raghunathrana8821 Ай бұрын
ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ । 🙏🙏🙏🙏🙏 ଏ ଗପ ନ ଥିଲା ଏ ସତ ଥିଲା। ଏ ଗପ ମାଧ୍ୟମ ରେ ଓଡ଼ିଶାର ଲୋକ ହୋଇ ଇଗ୍ରାଜୀ କହୁଥିବା ଲୋକମାନଙ୍କୁ ସଚେତନ କରାଗଲା,,👌👌👌 ଆମ ଓଡ଼ିଆ କେତେ ବଢିଆ ,👌👌
@user-ju2hf2kk8g
@user-ju2hf2kk8g Ай бұрын
ଆମ ଭାଷା ଭାରି ବଢିଆ ତେଣୁ ଆମେ ପାଠ ପଢିଲେ ବୋଲି ଆମ ଭାଷା କୁ ଭୁଲିଵା ନାହି ଯାହାକୁ ଭଲ ଲାଗିବ like ଗୋଟିଏ କର
@laxminarayanodisha559
@laxminarayanodisha559 Ай бұрын
ଜୟ ଓଡ଼ିଶା ❤ ଜୟ ଜଗନ୍ନାଥ ❤🥹🥹🥹
@Kabirnayak054
@Kabirnayak054 Ай бұрын
Jie comments like koriba taro maa bopa nku bhagawan 100 years khushi re rokhontu❤😊😊😊
@Prahaladadbehera4710
@Prahaladadbehera4710 Ай бұрын
ଦୟା କରି ଓଡ଼ିଆ ରେ କମେଣ୍ଟ କରନ୍ତୁ
@bishnupriyanayak2787
@bishnupriyanayak2787 Ай бұрын
ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ ସେଥିପାଇଁ ମୁଁ ଓଡ଼ିଆ ଭାରି ବଢିଆ ❤🎉🎊🥳
@SnehalataMohapatra-ls5el
@SnehalataMohapatra-ls5el Ай бұрын
Odisha upare gotie sundara sikhya dei chanti ,thanks utkal cartoon world
@Xiaoqi481
@Xiaoqi481 Ай бұрын
English is important for us but !! England, Americans, korean, sabu Hindi au Odia language sikhuchnti .... We just proud for our us as odia I love my Odisha (sorry for this English typing) ବନ୍ଦେ ଉତ୍କଳ ଜନନୀ !! 💜✨
@rajabagha6523
@rajabagha6523 Ай бұрын
ମଣିଷ ଏ ପୃଥିବୀ ପୁଷ୍ଟ ରେ ଯେମିତି ଚଲିବା ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ରିହାତି ଆବଶ୍ୟକ ସେମିତି ଆମ ଭାଷା ମଧ୍ୟ ଆବଶ୍ୟକ ❤❤
@asthapurohit.34
@asthapurohit.34 Ай бұрын
ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।।
@ipsitagiri4058
@ipsitagiri4058 Ай бұрын
ଜୟ ଜଗନ୍ନାଥ ❤ ଖୁବ ସୁନ୍ଦର 😊
@siba7591
@siba7591 Ай бұрын
ନିଜ ମାତୃ ଭାଷା ଓ ମାତୃଭୂମି ଉତ୍କଳ କିଏ ଭଲ ପାଅ 😢
@ranjangaming8311
@ranjangaming8311 Ай бұрын
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 😊😊 ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ବିତ 🤗🤗 ଜୟ ଜଗନ୍ନାଥ
@donttalk7499
@donttalk7499 Ай бұрын
ଭାଇ ସେଇଟା ଅଜ୍ଞାନୀ ନୁହେଁ। ଅଜ୍ଞାନ ହେବ, ଅଜ୍ଞାନ ରହିବ କାଇଁ
@ranjangaming8311
@ranjangaming8311 Ай бұрын
@@donttalk7499 ଆଶା କରେ ମୋ ଲେଖା ରେ କିଛି ତ୍ରୁଟି ରହିପାରେ ମାତ୍ର ମୋତେ କହିପାରିବେ ଅଜ୍ଞାନ ନା ଅଜ୍ଞାନୀ.. ସାଧାରଣ ଭାଷା ରେ ବୁଝିବାକୁ ଗଲେ ଅଜ୍ଞାନ ଯାହା କୌଣସି ଲୋକ ବୁଝାଏନି ବାସ୍ତବ ରେ ଅଜ୍ଞାନୀ ସେମାନେ ଯାହା ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି ଯାହାଙ୍କର ଜ୍ଞାନ ବୋଲି କିଛି ନଥାଏ ସେମାନେ ହେଉଛନ୍ତି ଅଜ୍ଞାନୀ ଆଶା କରେ ମୋ କହିବ କଥା ଆପଣ ବୁଝିପାରୁଥିବେ 🙏🙏
@ranjangaming8311
@ranjangaming8311 Ай бұрын
@@donttalk7499 ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ସାରର୍ଥ ଅତି ସରଳ ଯାହା ସମ୍ପୂର୍ଣ ବୁଝାଉଛି ଜ୍ଞାନୀ ଆଉ ଅଜ୍ଞାନୀ... ଯୋଉ ମାନଙ୍କ ମନରେ ନିଜ ମାତୃଭୂମି ମାତୃଭାଷା ପ୍ରତି ଭଲ ପାଇବା ଜନ୍ମ ହୋଇନି ଯେଉଁ ମାନେ ନିଜ ମାତୃଭାଷା ର ଗୁରୁତ୍ୱ ଦିଅନ୍ତି ନାହିଁ.. ଯଦି ସେମାନଙ୍କୁ ଆମେ ଜ୍ଞାନୀ ଗଣ ମଣ୍ଡଳୀୟ ଲୋକ ଙ୍କ ସହ ସମାନ କରି ଜ୍ଞାନହୀନ ଲୋକ ଙ୍କୁ ଗଣନା କରିବା ତେବେ ଅଜ୍ଞାନୀ ମାନେ ମୂର୍ଖ ସେମାନେ କୁଆଡେ ଯିବେ ଆଶା କରେ ମୋ ଭୁଲ ଥିଲେ ତ୍ରୁଟି ସୁଧାରିବେ ❤️
@donttalk7499
@donttalk7499 Ай бұрын
@@ranjangaming8311 ଭାଇ ମୋର କହିବାର ଉଦ୍ଦେଶ୍ୟ ତୁମ କୁ ନିଚ ଦେଖେଇବା ନଥିଲା ମୁ ତୁମ ଲେଖା କୁ ପସନ୍ଦ କରିଥିବାରୁ ଗୋଟେ like ମଧ କରିଛି, କିନ୍ତୁ ଅଜ୍ଞାନ ର ମାନେ ଯେଉଁ ଶିକ୍ଷିତ ଲୋକମାନେ, ମାତୃ ଭାଷା ଜାଣିନଥିବା ଲୋକ ଙ୍କୁ ଜ୍ଞାନୀ ବୋଲି ଭାବୁଛନ୍ତି ସେମନ ଙ୍କ ଅଜ୍ଞତା କୁ ଦର୍ଶାଇବା ପାଇଁ ଅଜ୍ଞାନ ଶବ୍ଦ ର ବ୍ୟବହାର କରିଛନ୍ତି।
@RasmitaMurudi
@RasmitaMurudi Ай бұрын
Satare
@smita563
@smita563 Ай бұрын
ସତରେ ଆଖି ରୁ ଲୁହ ଆସିଗଲା ...ଏହି ଉଠରେ ଉଠରେ ଉତ୍କଳ ସନ୍ତାନ ଗୀତ ଟି ଶୁଣିକି... ସତରେ ଆମେ ଓଡିଆ ବୋଲି ଗର୍ବିତ ❤❤
@jcb-lover898
@jcb-lover898 Ай бұрын
ବନ୍ଦେ ଉତ୍କଳ ଜନନୀ 🚩❤
@B_music690
@B_music690 Ай бұрын
ଜୟ ଜଗନ୍ନାଥ ❤🙏🏻
@DJRAKESHNAYAK99
@DJRAKESHNAYAK99 Ай бұрын
ଓପି କାଟୁନ ❤️❤️❤️❤️❤️❤️❤️❤️❤️ ନଟିଆ କୁ ଯିଏ ଭଲ ପାଓ ସି ଏ ଲାକି କର ❤️
@GAMING89897
@GAMING89897 Ай бұрын
@ashucredit2004
@ashucredit2004 Ай бұрын
ଆମେ ବାଲେଶ୍ୱରିଆ ଆମ ଓଡ଼ିଆ ଭାଷା ଭାରି ବଢିଆ। ବାଲେଶ୍ଵରିଆ ବସୀ ଟିକେ like ହଉ ❤
@PadmanavaBaral-qh5ml
@PadmanavaBaral-qh5ml Ай бұрын
Sata Katha bhai ❤❤❤ From balesore
@munapatra5020
@munapatra5020 Ай бұрын
Bhai kuha ame odia,bhari badhia
@user-nb1gs5gn6z
@user-nb1gs5gn6z Ай бұрын
Right katha balasoer no 1
@subhankar585
@subhankar585 Ай бұрын
ଆମେ ଓଡ଼ିଆ ଭାରି ବଡିଆ ଜୟଜଗନ୍ନାଥ
@user-xy1vp9fp3y
@user-xy1vp9fp3y 29 күн бұрын
CSK fan like kara
@9861
@9861 Ай бұрын
ଗୋଟେ like mate bi milu , First comment କରିଥିବାରୁ
@chandanbehera9329
@chandanbehera9329 Ай бұрын
ହଁ
@ashutoshmahapatra574
@ashutoshmahapatra574 Ай бұрын
ମଧୁବାବୁଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ... 🎉❤🎉
@sudhanshuojha4726
@sudhanshuojha4726 Ай бұрын
ଜୟ ଜଗନ୍ନାଥ ❤
@SrabaniChinmayee-gn9te
@SrabaniChinmayee-gn9te 11 күн бұрын
ବହୁତ ଭଲ ଲାଗିଲା ❤😊😊😊
@Ranjanmallick1999-tr1ih
@Ranjanmallick1999-tr1ih Ай бұрын
ମାତୃଭାଷା ରେ ଅଧିକରୁ ଅଧିକ କଥାବାର୍ତ୍ତା ହେବା ଦରକାର, ଏହା ଦ୍ବାରା ଆମ ଓଡ଼ିଶା ଏବଂ ତାର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ପାରିବା।
@amulyabishoyi70
@amulyabishoyi70 Ай бұрын
ଆମ ମାତୃଭାଷା ଓଡ଼ିଆ
@kalyaniswain1941
@kalyaniswain1941 Ай бұрын
ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର ଉପଦେଶ ଓଡ଼ିଆ ଭାଷା ଉପରେ ଧନ୍ୟବାଦ୍ ❤
@GOD_EVIL_FF
@GOD_EVIL_FF Ай бұрын
RCB fans like kare❤
@sabitripalaur5315
@sabitripalaur5315 Ай бұрын
ଜୟ ଜଗନ୍ନାଥ 🙏 ଧନ୍ୟବାଦ୍ ମୋ ଭାଷା ଓଡ଼ିଆ ମୁଁ ଓଡ଼ିଆ ❤❤
@4PM384
@4PM384 Ай бұрын
ରାଜନୀତି ସମୟରେ ଏଇ ଭିଡିଓ ବହୁତ୍ ମାତ୍ରା ରେ କମ ଦେବ । ଆମ ଓଡ଼ିଶା ବାସୀ ପାଇ । ଏହା ଏକ ଭଲ ପ୍ରୟାସ କରିଛନ୍ତି । Thank u ଉତ୍କଳ କାର୍ଟୁନ୍ youtub channel । ଉତ୍କଳ ନାମ ରହି ବହୁତ୍ ଭଲ କରିଛନ୍ତି ।
@user-oo8sc7ft2d
@user-oo8sc7ft2d Күн бұрын
ବହୁତ ସୁନ୍ଦର ସରଞ୍ଚନା ହେଇଛି
@Rynox_ff
@Rynox_ff Ай бұрын
ଗର୍ବରେ କହୁଚି ମୁଁ ଓଡ଼ିଆ ❤
@pujavlogs01
@pujavlogs01 Ай бұрын
ଆମ ମାତୃ ଭାଷା ଓଡ଼ିଆ ,ଶୁଣିବାକୁ ଯେତେ ମଧୁର ,ଲେଖିବାକୁ ଯେତେ ସୁନ୍ଦର, ଅନ୍ୟ ଏକ ପରିଚୟ ଆମ ଗୌରବର, ବିଦେଶୀ ଭାଷା ପାଈଁ ମାତୃ ଭାଷା ଅଧୁନା ଦୁର୍ବଳ ହେବାକୁ ଲାଗୁଚି , ଯାହା ଓଡ଼ିଆ ଙ୍କ ପାଈଁ ଦୁଃଖର ବିଷୟ । ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ channel ଏତେ ସୁନ୍ଦର ଭିଡିଓ ମାତୃଭାଷା କୁ ନେଇ କରିଥିବାରୁ।❤️
@pragatikabisoyi
@pragatikabisoyi Ай бұрын
ମାତୃ ଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ । ❤️🙏👍
@lokanathnayak3710
@lokanathnayak3710 Ай бұрын
Agyani boli kaunasi sabda nathae " agyana '' kuhajae...dhanyabad...❤
@Humanity299
@Humanity299 Ай бұрын
କାହିଁ ପରେ ପ୍ରଶ୍ନ ବାଚକ ଚିହ୍ନ (?)
@mamatamuduli8040
@mamatamuduli8040 Ай бұрын
FC
@ashoksenapati4059
@ashoksenapati4059 Ай бұрын
ଜୟ ଜଗନ୍ନାଥ 🙏🙏
@Bkpstatus-ri5km
@Bkpstatus-ri5km Ай бұрын
ଆମ ମାତୃଭାଷା କୁ ଆମେ ବଜ୍ଞାଇ ରଖିବା ଦରକାର ❤❤❤
@santanukumar3575
@santanukumar3575 Ай бұрын
ଜୟ ଜୱlନ୍ ଜୟ କିଶlନ ଯେଉଁ ମାନେ ଓଡ଼ିଶା କୁ ଭଲ ପାଉଛନ୍ତି ସେମାନେ ଓଡ଼ିଆ ରେ ମନ୍ତବ୍ୟ ଦିଅନ୍ତୁ ଜୟ ଜଗନ୍ନାଥ 😔😔🇮🇳
@GopalMarndi-oh1qc
@GopalMarndi-oh1qc Ай бұрын
ଓଡ଼ିଶା ହଉଛି ଭାରତର ସବୁଠାରୁ ଲୋକପ୍ରିୟ ରାଜ୍ୟ ଏବଂ ଓଡ଼ିଶାକୁ ସମସ୍ତେ ଭଲପାଆନ୍ତି ଓଡ଼ିଶା ପାଇଁ ସମସ୍ତେ ଗୋଟେ ଗୋଟେ ଲାଏକ୍ କରନ୍ତୁ❤❤❤❤
@vvisuman
@vvisuman Ай бұрын
ଆମ ଓଡ଼ିଆ ଭାରି ବଢିଆ ❤️❤️❤️❤️❤️
@AbindraVideographer
@AbindraVideographer Ай бұрын
ଜୟ ଓଡ଼ିଆ ❤ ଜୟ ଓଡ଼ିଶା
@Santoshripu
@Santoshripu Ай бұрын
ନଟିଆ କମେଡି ର ସବୁ ଏପିସୋଡ ଠାରୁ ଏଇ ଏପିସୋଡ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ❤️ ଜୟ ଓଡିଆ❤ ଜୟ ଓଡ଼ିଶା ❤️
@jyotsnaranisingh5722
@jyotsnaranisingh5722 Ай бұрын
ମୁଁ ଓଡ଼ିଶାର ସନ୍ତାନ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଅଛି 🥹 ଜୟ ଜଗନ୍ନାଥ 🙏🙏🙏 ମୁଁ ଓଡ଼ିଆ ମୋ ଭାଷା ଓଡିଆ 🤗
@_Mr_Odisha
@_Mr_Odisha Ай бұрын
Jyotsna Rani Hii
@panli-119
@panli-119 Ай бұрын
ବନ୍ଦେ ଉତ୍କଳ ଜନନୀ ❤️
@user-ed5dk8sy7o
@user-ed5dk8sy7o Күн бұрын
ମାତୃଭାଷା ସାହିତ୍ୟ କୁକିଏକିଏଭଲପାଉଥିଲ,❤ ଆମେ ଓଡିଆ ଭାରିବଢିଜୟଜଗନନ୍ନାଥ❤❤❤❤❤❤🎉
@Humanity299
@Humanity299 Ай бұрын
ଆମ ଭାଷା ର ବ୍ୟାକରଣ କେତେ ବଢ଼ିଆ ଓ ଇଂରାଜୀ ଭାଷା ଗୋଟିଏ ଅନ୍ତର୍ଜାତୀୟ ଭାଷା ନୁହେଁ 😂😂😂 ବିଦେଶ ଗଲେ (ଜାପାନ ଚୀନ୍) ବୁଝିପାରିବ ମଧୂସୁଦନ ଦାସ କି ଜୟ✊ ବନ୍ଦେ ଉତ୍କଳଜନନୀ 🙏🚩
@minatimalik637
@minatimalik637 Ай бұрын
ନିଜ ମାତୃଭାଷା ପାଇଁ ଗୋଟେ like କରନ୍ତୁ 🙏❤️🙏
@subhashreenayak403
@subhashreenayak403 3 күн бұрын
This goosebumps...bande Utkal janani ❤
@Suresh32123
@Suresh32123 Ай бұрын
ଆମେ ଓଡ଼ିଆ ଭାରି ବଢିଆ ❤
@a.r.anwesha1232
@a.r.anwesha1232 Ай бұрын
ଅତି ସୁନ୍ଦର ଉପସ୍ଥାପନା।।ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଭାଷା କୁ ମାରିଦେବା ପାଇଁ ଅନେକ ଅପଚେଷ୍ଟା ଚାଲିଛି।ଯାହା ଗାଁ ମାନଙ୍କରେ ଓଡ଼ିଆ ଭାଷା ବଞ୍ଚିକି ଅଛି ସହରରେ ଖାଲି ଇଂଲିଶ।।ଯଦି ଓଡ଼ିଆ ଭାଷା ତାର ଅସ୍ତିତ୍ବ ହରାଉଛି କେବଳ ଆମ ଓଡ଼ିଆ ମାନଙ୍କ ପାଇଁ ।।ଆମେ ନିଜେ ହିଁ ଆମ ଭାଷା କୁ ଇଂରାଜୀ ଠାରୁ ନୀଚ ଭାବୁଚେ ।😢😢
@ChandrakantaSeth-nz1xf
@ChandrakantaSeth-nz1xf Ай бұрын
😊😊😊
@ashokkumarsahoo7707
@ashokkumarsahoo7707 Ай бұрын
ବହୁତ ସୁନ୍ଦର ଓ ଶିକ୍ଷଣୀୟ ଏହି କମେଡି ଧାରାବାହିକଟି ପ୍ରସ୍ତୁତ କରିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା। ଉତ୍କଳ ଗୌରବ ମଧୁ ବାବୁଙ୍କ ସେହି ଉକ୍ତିଟି ମନେପଡେ ମାତୃଭାଷା ମାତୃଭୂମି ଯା'ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା,ଅଜ୍ଞାନି ରହିବେ କାହିଁ।
@BijaysethiBijaysethi
@BijaysethiBijaysethi Ай бұрын
Virat Kohli fan like kara ❤❤❤
@ChinuMahanta-vk8zu
@ChinuMahanta-vk8zu Ай бұрын
ଗୀତ ଟା ବଢିଆ ହେଇଛି ମାତୃଭାଷା ପାଇଁ❤️❤️❤️❤️🥰🥰🥰
@jeetprasadrout8097
@jeetprasadrout8097 Ай бұрын
ବନ୍ଦେ ଉତ୍କଳ ଜନନୀ 🙏🏻 ବନ୍ଦେ ମୋ ଓଡ଼ିଆ, ବନ୍ଦେ ମୋ ଉତ୍କଳ ,,,,,,,,,,😊❤
Natia Comedy Part 437 || Parallel Universe || The rich world
23:19
utkal cartoonworld
Рет қаралды 5 МЛН
Natia Comedy Part 433 || Pana Sankranti
16:47
utkal cartoonworld
Рет қаралды 3,5 МЛН
Чай будешь? #чайбудешь
00:14
ПАРОДИИ НА ИЗВЕСТНЫЕ ТРЕКИ
Рет қаралды 2,4 МЛН
WHY THROW CHIPS IN THE TRASH?🤪
00:18
JULI_PROETO
Рет қаралды 2,1 МЛН
Natia Comedy Part 450 || Natiara Ear Phone
13:07
utkal cartoonworld
Рет қаралды 2,2 МЛН
Natia Comedy Part 427 || Chasa Pratijogita
13:41
utkal cartoonworld
Рет қаралды 3,2 МЛН
7PM Bulletin || 8th June 2024 || Kanak News
25:33
Kanak News
Рет қаралды 51 М.
A Day at Reality Show Set 📺 | Take A Break
19:08
Take A Break
Рет қаралды 944 М.
Natia Comedy Part 434 ||  Banshi Ra Swapna
13:49
utkal cartoonworld
Рет қаралды 3,6 МЛН
MAKE JOKE OF ||MJO|| - BOARD EXAM RESULT CBSE by Saurabh Shukla
8:34
Make Joke Of
Рет қаралды 18 МЛН
Natia Comedy part 403 || Jadugar Natia
14:03
utkal cartoonworld
Рет қаралды 3,2 МЛН