Natia ComedY || Uthare Uthare Utkala Santana || Odia patriotic song

  Рет қаралды 986,751

utkal cartoonworld

utkal cartoonworld

Ай бұрын

Watch Studio version here - • Utkal Santana || Natia...
Song - Utkal Santana ( Famouse song bu Utkal Gaurab Madhusudan das )
Music - Rangila Ranjit
Singer - Soujanya Ratha
Rangila Ranjit
Dipti ranjan
Mix & Master - Sanjay malick (Sanaman Studio)
Dop - A1arun (A1 GRAPHICS)
Animation - UCW team

Пікірлер: 962
@jayganeshmmallikcrieation7194
@jayganeshmmallikcrieation7194 Ай бұрын
ଓଡ଼ିଆ କବି ରାଧାନାଥ ରାୟ ଙ୍କ ବଡପଣ କବିତା ଅବଲମ୍ବି ହୋଇଅଛି ବହୁତ୍ ବଢିଆ ବହୁତ୍ ବଢିଆ
@mrvipax1245
@mrvipax1245 Ай бұрын
Goosebumps asi gala 🥰🥰🥰 ଓଡିଆ ଭାଷା କୁ ଆଗେଇବାର ପ୍ରୟାସ କୁ ଦେଖି ଖୁସି ଲାଗିଲା ❤jay hind ଜୟ ଓଡ଼ିଶା
@BadBoy-cn2om
@BadBoy-cn2om Ай бұрын
🥰🥰🥰🥰🥰🥰🥰
@BadBoy-cn2om
@BadBoy-cn2om Ай бұрын
❤❤❤😅😅
@NarayanaBarik-ez7iv
@NarayanaBarik-ez7iv Ай бұрын
❤❤❤
@bijaynayak6484
@bijaynayak6484 Ай бұрын
ବହୁତ ସୁନ୍ଦର ନପିଇ comedy ❤❤, comedy ରେ କିଛି ଶିଖିବା ପାଇଁ ଅଛି 😢❤
@SibuDas-eo9qe
@SibuDas-eo9qe Ай бұрын
Gita suni ଲୋମ ଟାଙ୍କୁରି ଉଠିଲା ❤❤❤❤😢😢😢😢😢😢
@Madhu5421
@Madhu5421 Ай бұрын
Really😮😮
@KanhaPradhan-ky4sp
@KanhaPradhan-ky4sp Ай бұрын
Satare bhai Morbi semiti heigala ❤❤❤
@DeepakRaj-wb8mu
@DeepakRaj-wb8mu Ай бұрын
We’d s dvcxsddc sdxzz dssc Esdras ssc sswd❤eddxs❤❤❤❤❤😮😮😮😮😮😮😊
@cutesasmita057
@cutesasmita057 Ай бұрын
ଆମେ ଓଡ଼ିଆ ଭାରି ବଢିଆ ☺️,,, କେଉଁମାନେ ଓଡ଼ିଆ ହୋଇ ବହୁତ ଗର୍ବ ଅନୁଭବ କର ☺️👍
@rajmotionpictures5496
@rajmotionpictures5496 Ай бұрын
ଆମେ ସବୁ ଓଡ଼ିଆ ମାନେ
@baisakhisahu9923
@baisakhisahu9923 Ай бұрын
Mu opa ❤😊
@tmgamer0764
@tmgamer0764 Ай бұрын
❤❤
@user-el8yf9or3o
@user-el8yf9or3o Ай бұрын
Mu
@kapilashkanhar6501
@kapilashkanhar6501 Ай бұрын
❤❤❤
@jayashreerana1_2_3_4
@jayashreerana1_2_3_4 Ай бұрын
ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବେ ଅଜ୍ଞାନୀ ରହିବେ କାହିଁ ...❤ ଅତି ସୁନ୍ଦର ଗୀତ 👌☺️
@Myself_prakash_07
@Myself_prakash_07 Ай бұрын
ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା କୁ ବହୁତ ପଛରେ ପକାଇଛନ୍ତି । ମୁଁ ଗୋଟିଏ ଓଡ଼ିଆ ହୋଇଥିବାରୁ ବହୁତ ଦୁଃଖ ଲାଗୁଛି। ଆପଣ ଏହି ଭିଡିଓ ମାଧ୍ୟମରେ ସତ୍ୟ କୁ ଲୋକ ସମ୍ମୁଖରେ ଆଣିବାକୁ ପ୍ରୟାସ କରିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ❤❤
@odiahonourslessonchannel4153
@odiahonourslessonchannel4153 Ай бұрын
ବର୍ତ୍ତମାନ ସମୟ ରେ ଏପରି ଗୀତ ବିରଳ । ଆପଣଙ୍କୁ ହୃଦୟରୁ ଶତକୋଟି ପ୍ରଣାମ❤ ଏପରି ଗୀତ ଲୋକଲୋଚନକୁ ଆଣିଥିବାରୁ
@Subas613
@Subas613 Ай бұрын
Beautiful heart touching song ଦେହ ଶୀତେଇ ଦଉଛି ବନ୍ଦେ ଉତ୍କଳ ଜନନୀ 🇨🇮
@srpcreatorsuman5317
@srpcreatorsuman5317 Ай бұрын
ଏଟା ତ୍ରିରଙ୍ଗା ନୁହେଁ 🇮🇳🇮🇳 ଆମ ଦେଶର ପତକା,🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@Vinood900
@Vinood900 Ай бұрын
ଗୀତ ଟି ବାହୁବଳୀ ଫିଲ୍ମ ର ଗୀତ ଭଳି ବହୁତ୍ ବଢିଆ ହେଇଛି❤❤। ସେଚେତନ ଆଉ ଜାଗ୍ରତ ହୁଅ ଓଡ଼ିଆ ଲୋକ ❤🎉
@sreenutakri7358
@sreenutakri7358 Ай бұрын
ସମସ୍ତଙ୍କର ଏକତା ଦେଖି ବହୁତ୍ ଖୁସି ଲାଗିଲା ତମେ ଗୋଟେ ଜିନିଷ ଲକ୍ଷ କଲ କି ଏହି ଭିଡିଓ ର କମେଣ୍ଟ ବକ୍ସ ରେ ସମସ୍ତେ ଓଡ଼ିଆ ରେ ନିଜ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି । ଯେତେବେଳେ ଆମର ଦରକାର ଥାଏ ଆମେ ଏହିଭଳି ଏକତା ହେବା ନିହାତି ଅତ୍ୟନ୍ତ ଆବଶ୍ୟକ । ଆଜିକାଲି ଓଡ଼ିଆ କୁ ପଛରେ ପକାଇବାର କାରଣ ହେଲା ରାଜନୀତି ଏବଂ ରାଜନୀତିର ଶିକ୍ଷା ଯଦି ବର୍ତ୍ତମାନ ସମୟରେ ଚାକିରି ପାଇବାକୁ ହେଲେ ଯଦି ଓଡ଼ିଆରେ କହିବ ତେବେ ତମକୁ କହିବେ what is the actual defination ? ଓଡ଼ିଆରେ ତମେ ସଠିକ୍ ଉତ୍ତର ଦେଇଥିବ ତଥାପି ତମକୁ ପଛରେ ଡାକିବୁ କାହିଁକି ପାଠେଇଦେବେ ଏବଂ ଯିଏ english re ଦିପଦ କହିଲା ସିଏ select । ମୁଁ ମୋ ଶ୍ରେନିକ୍ଷରେ ବହୁତ୍ ଥର ଏମିତି ଅପମାନିତ ହେଇଛି😢। କିନ୍ତୁ ଯେତେ ବି ଆମକୁ ଅପମାନିତ ହେବାକୁ ପଡୁନା କାହିଁକି ଆମ ମାତୃଭାଷା କୁ ବଜାଇ ରଖିବା ପାଇଁ ଆମକୁ ସମସ୍ତଙ୍କୁ ବୁଝେବକୁ ହେବ । ଶେଷରେ ଏତିକି କହିବି କି ଉତ୍କଳ କାର୍ଟୁନ୍ ୱର୍ଲ୍ଡ କୁ ଜେତେ ବି ଧନ୍ୟବାଦ୍ ଦେଲେ କମ୍ ପଡ଼ିବ । ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ଆପଣକଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତୁ ଏବଂ ସାଧାରଣ ଲୋକଙ୍କୁ ଏଭଳି ଆଉ ଅନେକ ବିଷୟରେ ସଚେତନ କରାନ୍ତୁ ଏତକି ହିଁ କହିବି 🙏🙏🙏🙏🙏🙏♥️♥️♥️♥️♥️♥️💐🙏🙏🌹
@sibanibehera-ke9kx
@sibanibehera-ke9kx Ай бұрын
ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଜଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ? କବି : - ସ୍ଵଭାବ କବି ଗଙ୍ଗାଧର ମେହେର❤
@HopefulWaterskiing-qf9sl
@HopefulWaterskiing-qf9sl Ай бұрын
ବହୁତ ବଢିଆ ନଟିଆ କମେଡି ❤❤❤❤ କିଛି ନୂଆ କଥା ଶିଖାଉଛି ଜୟ ମତରମ୍ ଜୟ ଜଗନ୍ନାଥ
@jibannayak7071
@jibannayak7071 Ай бұрын
ଏ ଭିଡିଓ ଟି ଦେଖି ବହୁତ କାନ୍ଦ ଆସିଲା। ❤❤❤❤। ଓଡିଆ ଭାରି ବଢିଆ
@ratandas3464
@ratandas3464 Ай бұрын
ଏହି ଦେଶାତ୍ମକ ବୋଧକ ସଙ୍ଗୀତଟି ହୃଦୟସ୍ପର୍ଷୀ 👌👌
@Dipti-ti6zj
@Dipti-ti6zj Ай бұрын
ମୁଁ ଓଡ଼ିଆ ହୋଇ ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ ମୋ ଜନ୍ମ ମାଟି କୁ ନତମସ୍ତକ ହେଉଛି। ଧନ୍ୟବାଦ ମହାପ୍ରଭୁ ମତେ ଜଣେ ଓଡ଼ିଆ କରି ଏ ଦୁନିଆ କୁ ପଠେଇଛ।🙏🙏🙏
@-MR-SOMU-
@-MR-SOMU- Ай бұрын
Dipti Hii
@user-hm5pr7pi2e
@user-hm5pr7pi2e Ай бұрын
ଏହା ଏକ ସମାଜ ପାଇଁ ବହୁତ ଭଲ ନୋଟିସ୍ ଆଜି କାଲି ଓଡିଆ ଭାଷାକୁ ବହୁତ ପଛରେ ପକାଇଦେଇଛନ୍ତି ଯିଏ ବି ଓଡ଼ିଆ ହବାର ଅନୁଭବ କରୁଛ ତାକୁ ମୋର ସଲାମ thank you utkal world Make for Very nice patriotic song you open eyes of the odisha people 🙏🙏
@rupa1073
@rupa1073 Ай бұрын
ନଟିଆ କମେଡି କୋଉ ମାନଙ୍କୁ ଭଲ ଲାଗେ👍❤😊 ଜୟ ଜଗନ୍ନାଥ❤️🙏
@pragyanranjanbhoi5040
@pragyanranjanbhoi5040 Ай бұрын
@sagarbhanjasagar7092
@sagarbhanjasagar7092 Ай бұрын
@DamunaBehara
@DamunaBehara Ай бұрын
Rkhte
@pareshkumarbehera1483
@pareshkumarbehera1483 Ай бұрын
ଜୟ ଶ୍ରୀଜଗନ୍ନାଥ*🙏 💐Subha Utkal Gaurav Madhusudan Dash🙏 Jayanti(28/04/24). Nice heart touching song of soil. Thanks to UCW team.👍
@harekrushnasahoo8051
@harekrushnasahoo8051 Ай бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା।। ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ଼❤❤
@KushaRaut-eg1yr
@KushaRaut-eg1yr Ай бұрын
🙏🌻🌹ବହୁତ୍ ବଢିଆ ଲାଗିଲା ଆମ ଉତ୍କଳ ଓଡିଶା ସଙ୍ଗୀତ ଆଜି ଓଡ଼ିଆ ଭାଷା ର ପ୍ରମାଣ ହଜି ବାରେ ଲାଗିଛି ତାମିଲ୍ ଶାସନ କଲେ ଓଡ଼ିଆ ର ସ୍ୱାଭିମାନ କୁ ନଷ୍ଟ କଲେ ଆଜି ଉଠିବା ବା ଜାଗ୍ରତ ହୋଇ ଆମ ଉତ୍କଳ ଜନନୀ ସଙ୍ଗୀତ ଭାଷା ଓ ଶିଳ୍ପ କୁ ବଞ୍ଚାଅ❤❤❤❤❤❤❤❤❤❤🌹🌻🙏
@padmanavpanda149
@padmanavpanda149 Ай бұрын
ଭାଇ ମତେ କିଛି ସମୟ ପାଇଁ ଲାଗିଲା କି ନଟିଆ କମେଡି ବନ୍ଦ ହେଇଗଲା ❤️❤️
@jyotirbindupradhan4884
@jyotirbindupradhan4884 Ай бұрын
ଆଜି ପ୍ରଥମେ ଦେଖିଲି ବହୁତ ଖୁସି ଲାଗୁଚି 😊
@salish1400
@salish1400 Ай бұрын
Natia comedy respect button ✅
@mr.dibyaodisha8744
@mr.dibyaodisha8744 Ай бұрын
ଜୟ ଉତ୍କଳ 🇮🇳🙏 ଜୟ ଜଗନ୍ନାଥ ସ୍ବାମୀ 🙏🇮🇳🇮🇳🇮🇳 ଆମେ ଓଡ଼ିଆ ସବୁଠୁ ବଢ଼ିଆ 🥰🥰🙏🙏🙏
@4PM384
@4PM384 Ай бұрын
ଏଇ ଭିଡିଓ ରାଜନୀତି ପାଇଁ ଠିକ ଅଛି । ଆଜି ଆମ ଓଡ଼ିଶାରେ ଆମ ଓଡ଼ିଆ ଭାଷାକୁ ବହୁତ୍ ପଛରେ ପକେଇ ଦେଇଛନ୍ତି ଯେଉଁଥିରେ ଆଇପିଏଲ ଖେଳରେ ଦେଖିବାକୁ ମିଳିଛି ।
@Myself_prakash_07
@Myself_prakash_07 Ай бұрын
ଓଡ଼ିଆ ଭାଷା ପ୍ରତି ଜାଗ୍ରତ ହେବା ଆବଶ୍ୟକ ❤❤
@-Jena_jena
@-Jena_jena Ай бұрын
Bhi rajya ra head ta odia jani nahanti Sabu tamil pachare godauchanti
@padmalochanpradhan1370
@padmalochanpradhan1370 Ай бұрын
ପୂର୍ବବର୍ଷ ଯେତେେଳେ ଆଇପିଏଲ ଓଡ଼ିଆ ରେ ପ୍ରସାରିତ ହେଉଥିଲା, ଲୋକମାନେ ସୋସିଆଲ ମିଡିଆରେ ଓଡ଼ିଆ ମନ୍ତବ୍ୟଦାତାଙ୍କୁ ପରିହାସ କରିଥିଲେ। ଓ ଜିଓ ସିନେମାର ସଭିଙ୍କ ଠାରୁ ପଛରେ ପଡ଼ିଥିଲା ଓଡ଼ିଆ ଭାଷା। ଆମ ଓଡ଼ିଆ ଲୋକ ମଧ୍ୟ ଦେଖୁ ନଥିଲେ। "ଆପଣା ହସ୍ତେ ଜିହ୍ୱା ଛେଦି "
@pintunaik3288
@pintunaik3288 Ай бұрын
Sat katha bhai
@pintunaik3288
@pintunaik3288 Ай бұрын
Aama odia bhasa ku kia b samman daunahanti..
@Munagita86
@Munagita86 Ай бұрын
ମୋ ଓଡ଼ିଆ ଭାଷା ନେଇ ମୁଁ ଗର୍ବ ଅନୁଭବ କରୁଛି ଜଦି ଆପଣ ମାନେ ଆମ ଓଡ଼ିଆ ଭାଷା କୁ ଆଗେଇ ନେବାକୁ ଚାହାନ୍ତି ସେମାନେ ମୋ କମେଟ କୁ ଗୋଟେ ଲାଇକ କରନ୍ତୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤❤❤❤❤🙏🙏🙏🙏🙏🙏🙏🙏
@Eassy_method_of_solution
@Eassy_method_of_solution Ай бұрын
ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ ଜୟ ଓଡ଼ିଆ ଭାଷା ଓଡିଶା ମାଟି
@Madhaba_Dora
@Madhaba_Dora Ай бұрын
Bande Utkal janani 🇮🇳 ବନ୍ଦେ ଉତ୍କଳଜନନୀ 🇮🇳Jai Hind 🇮🇳🫡
@RebatrajVlog
@RebatrajVlog Ай бұрын
ବନ୍ଦେ ଉତ୍କଳ ଜନନୀ 🚩🙏🏻 ଆମେ ଓଡିଆ ସବୁଠାରୁ ବଡ ହୁଦୟ ❤ ଜୟ ଜଗନ୍ନାଥ 🙏🏻
@laxmipriya7230
@laxmipriya7230 Ай бұрын
ଜୟ ଜଗନ୍ନାଥ 🙏ଆମେ ଓଡ଼ିଆ ଭାରୀ ବଢିଆ ☺️
@KishorRana-qx6ee
@KishorRana-qx6ee Ай бұрын
Mui sambalpuri
@HakaiEditz55
@HakaiEditz55 7 күн бұрын
​@@KishorRana-qx6eesambalpuri hele bhi odia tui bhai love from Sundargarh ❤❤❤ amke development darkar together assa ladai karba jemetiti ama bharat raa loke ladai pain prann harai thilee 😢😢😢😢😢❤❤❤❤❤🙏🙏🙏🙏🙏
@mr.colourmanofficial
@mr.colourmanofficial Ай бұрын
ନଟିଆ କମେଡି ମାଧ୍ୟମରେ ଏ ପ୍ରୟାସ ଖୁବ ଚମତ୍କାର ❤❤❤❤❤❤❤
@Krishnadasbls180
@Krishnadasbls180 Ай бұрын
ମୋତେ ଲାଗୁଛି ଏଟା କୋଉ Episode ର ସୀନ ଟା😄ଏହି ଗୀତ ଯିଏ ଭଲସେ ବୁଝିଛନ୍ତି ସେମାନଙ୍କୁ ଏହି ଗୀତ ବହୁତ ଭଲ ଲାଗିବ🥰ଫକୀର ମୋହନ ସେନାପତି ଙ୍କ ଜନ୍ମସ୍ଥାନ ପାଖରେ ଆମ School ଓ କଲେଜ ଘର ଭି ସେଇ ପାଖାପାଖିରେ🙂ଗର୍ବର ସହ ଆମେ କହିବା ଆମେ ଉତ୍କଳ ସନ୍ତାନ.... ଜୟ ଜଗନ୍ନାଥ 🙏🏻❤
@Madhaba_Dora
@Madhaba_Dora Ай бұрын
Happy HanumanJayanti to all! May the mighty Lord Hanuman inspire us with his devotion, humility, and unwavering dedication to righteousness🌺🙏🏻
@sukadevmunda963
@sukadevmunda963 Ай бұрын
ଏଇ ଗିତଟି ବହୁତ୍ ବଢ଼ିଆ ଲାଗୁଛି ବନ୍ଦେ ଉତ୍କଳ ଜନନୀ ଆମ ଓଡ଼ିଆ ଭାରି ବଢିଆ 💪💪💪💪
@kirankumardas2662
@kirankumardas2662 Ай бұрын
ଏହି ଭିଡିଓ ଟି ଦେଖି ବହୁତ ଖିସୀ ଲାଗିଲା ଧନ୍ୟବାଦ ନଟିଆ କମେଡି ଏବଂ ଗୀତ ଶୁଣି ବହୁତ କାନ୍ଦ ଲାଗିଲା ଭାଗବାନ ଙ୍କ କୃପାରୁ ଆପଣ ଏମିତି ଆଗେଇଚାଲନ୍ତୁ ଜୟ ଜଗନ୍ନାଥ ଆମେ ଓଡିଆ ଭାରି ବଢିଆ❤❤❤
@anandasahu5686
@anandasahu5686 Ай бұрын
ବହୁତ ସୁନ୍ଦର ସଂଗୀତ 🙏🙏 ଧନ୍ୟବାଦ ❤️❤️
@LaxmiDharaSahoo-yt4gv
@LaxmiDharaSahoo-yt4gv Ай бұрын
ଆମେ ଓଡ଼ିଆ ଭାରି ବଢିଆ, ଏହା ଆମ ଓଡ଼ିଶା ମାଟିର ଗୌରବ ଓ ସ୍ମୃତି କୁ ମନେପକାଇବା ପାଇଁ ଏକ ନୂଆ ପ୍ରୟାସ
@MadhusmitaMalik-sw5eq
@MadhusmitaMalik-sw5eq Ай бұрын
ଏଇ ଭିଡ଼ିଓ ସବୁଠୁ ବେଷ୍ଟ୍।। ରିଏଲୀ ସୋ nice❤❤❤
@user-yx2lv5gn4z
@user-yx2lv5gn4z Ай бұрын
ଆମେ ଓଡ଼ିଆ ଭାରି ବଢିଆ ଆମ ଓଡ଼ିଆ ଭାଷା, ଆମ୍ଭ ଓଡ଼ିଆ ଙ୍କ ନିଶା ବନ୍ଦେ ଉତ୍କଳ ଜନନୀ ❤❤❤❤❤❤❤
@mssubhadarshan7001
@mssubhadarshan7001 Ай бұрын
Pravu Jay Bajarangbali nka janmautsava re samastanku avinandan❤❤
@user-rd9uc9ke9g
@user-rd9uc9ke9g Ай бұрын
ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଆମ ମାତୃଭାଷା 🇮🇳🇮🇳🇮🇳🇮🇳🇮🇳
@Narandramaharana2224
@Narandramaharana2224 Ай бұрын
କେଉଁ ମାନଙ୍କ ହୃଦୟ କୁ ଛୁଇଁଲା ଏହି song 👍👍👍👍
@SaGar75746
@SaGar75746 Ай бұрын
Beautiful song 😍 vande utkal janani jay Jagannath 🙏🙏🙏 tysm ucw all team members 😊
@chakaradharapadhan-yq4el
@chakaradharapadhan-yq4el Ай бұрын
Garba❤️ re kuha ame UTKALIYA 🙋🏻🛕🗽
@gyanapriyasarangi7860
@gyanapriyasarangi7860 Ай бұрын
Beautiful ❤️
@user-op2bi8uj1o
@user-op2bi8uj1o Ай бұрын
❤❤❤
@duryodhanajena2682
@duryodhanajena2682 Ай бұрын
😊😊
@chandan8798
@chandan8798 Ай бұрын
ବହୁତ ଭଲ ଲାଗିଲା ଉତ୍କଳ ର ଗୀତ ଶୁଣି❤❤ଧନ୍ୟବାଦ ଉତ୍କଳ କାର୍ଟୁନ ଏହି ଗୀତ ଟି ପୋଷ୍ଟ କରିଥିବାରୁ🙏🙏🙏
@kumarkartik9338
@kumarkartik9338 Ай бұрын
ବହୁତ ଖୁସି ଲାଗିଲା ଓଡ଼ିଶା ବାସୀଙ୍କୁ ସଚେତନା ବାର୍ତ୍ତା ଦେଇଥିବା ରୁ ଧନ୍ୟବାଦ ଉତ୍କୋଳ କାର୍ଟୁନ୍ ଟିମ❤❤❤❤
@pabitrakumar4492
@pabitrakumar4492 Ай бұрын
ଆମେ ଓଡ଼ିଆ, ଆମ ଭାଷା କେଡେ ବଢିଆ ❤
@GugunMehndiAndArts
@GugunMehndiAndArts Ай бұрын
ଆମେ ଓଡିଆ ଭାରି ବଢିଆ ❤❤❤
@Skindiagaming321
@Skindiagaming321 Ай бұрын
ଭିଡିଓ ଭଲ ଲାଗିଲା ଧନ୍ୟବାଦ ❤❤❤❤🎉🎉
@jesarjanshortofficial...5470
@jesarjanshortofficial...5470 Ай бұрын
ଆମେ ଓଡ଼ିଆ ଭାରି ବଢିଆ , ଆମ ଓଡ଼ିଆ ଭାଷାର ଅଗ୍ରଗତି ପାଇଁ ସମସ୍ତେ ରାଜି ତ 🙏 ବନ୍ଦେ ଉତ୍କଳ ଜନନୀ 🙏
@Padminiparida-ki2eu
@Padminiparida-ki2eu Ай бұрын
ନଟିଆ ଆଦର୍ଶ ପରୀକ୍ଷା ଓ ପରୀକ୍ଷା ଫଳରେ ଆଦର୍ଶ ପାଇଲା ସମସ୍ତେ ଖୁସି ହେଇ ଯାଉଛନ୍ତି କିନ୍ତୁ ନଟିଆ ର ସାଙ୍ଗ ମାନେ ଛାଡି ଦେଉ ନାହାନ୍ତି । ସେହି ଉପରେ ନାଟ କଟେ ଅଣାଯାଉ😢😢🙏🏻🙏🏻🙏🏻🙏🏻🙏🏻😭😭😭
@user-li6op5et1n
@user-li6op5et1n Ай бұрын
No 😡😡😡😡😡😡🤬😡🤬🤬😡
@Padminiparida-ki2eu
@Padminiparida-ki2eu Ай бұрын
why
@user-fr5zv7dl1s
@user-fr5zv7dl1s Ай бұрын
Hm hn
@ASHALATA-qm7fg
@ASHALATA-qm7fg Ай бұрын
Xosjgdky,siywi✅
@shanchoudhuryray1098
@shanchoudhuryray1098 Ай бұрын
Garba Re Kuha Ama Sabu Utkala Santan ❤
@goutambarikkanha1323
@goutambarikkanha1323 Ай бұрын
ଭାଇ ଗୀତଟି କୁ ଯିଏ ପରିବେଷଣ କରିଛନ୍ତି ବହୁତ ସୁନ୍ଦର ହେଇଛି ଆମେ ଓଡ଼ିଆ ଆମ ମାତୃଭାଷା ଭାରି ବଢିଆ ❤❤❤
@Scrollingtime99767
@Scrollingtime99767 Ай бұрын
ବନ୍ଦେ ଉତ୍କଳ ଜନନୀ । ଅନେକ ଅନେକ ଧନ୍ୟବାଦ ଉତ୍କଳ କାର୍ଟୁନ୍ ନେଟୱର୍କ ଏହିପରି ଏକ ଭିଡିଓ ମାଧ୍ୟମ ରେ ଏଇ ସୋଇପଡିଥିବା ଓଡ଼ିଆ ଜାତିକୁ ଜାଗ୍ରତ କରିବା ପାଇଁ ଏକ ପ୍ରୟାସ କରିଥିବାରୁ। ଜୟ ଜଗନ୍ନାଥ ❤
@sibanibehera-ke9kx
@sibanibehera-ke9kx Ай бұрын
ବନ୍ଦେ ଉତ୍କଳ ଜନନୀ 🙏🙏🙏 ଜୟ ଉତ୍କଳ ଜୟ ଓଡ଼ିଆ ଆମ ଭାଷା ବଢିଆ
@ChittaranjanMandal-ll3qr
@ChittaranjanMandal-ll3qr Ай бұрын
ଆମେ ଓଡ଼ିଆ ଭାରି ଭଢିଆ ❤❤❤
@manashdakualifestyle3640
@manashdakualifestyle3640 Ай бұрын
ବନ୍ଦେ ଉତ୍କଳ ଜନନୀ ଆମ ଓଡ଼ିଶା, ମୋ ଓଡ଼ିଶା, ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ ❤❤❤
@DipchandanMadkami-uf2qd
@DipchandanMadkami-uf2qd Ай бұрын
ବନ୍ଦେ ଉତ୍କଳ ଜନନୀ ଗୀତ ଶୁଣି ସତରେ ଲୋମ ଟାଙ୍କୁରି ଉଠୁଛି ❤❤❤❤❤😢😢
@kanhumakut
@kanhumakut Ай бұрын
Nice video। ବନ୍ଦେ ଉତ୍କଳ ଜନନୀ 🇮🇳🇮🇳🇮🇳🇮🇳🇮🇳
@Radhakrishnashorts14350
@Radhakrishnashorts14350 Ай бұрын
Nice... I love natia comedy❤❤❤❤❤❤❤❤we love natia comedy natia pain gote like
@sarojkumarswain7121
@sarojkumarswain7121 Ай бұрын
ଉଚ ହେବାକୁ କର ଯେବେ ଆଶା ଉଚ କର ଆଗ ନିଜ ମାତୃଭାଷା❤❤❤
@Sudhansu__Jena
@Sudhansu__Jena Ай бұрын
ଆମେ ଓଡ଼ିଆ ଭାରି ବଢିଆ❤❤ ବନ୍ଦେ ଉତ୍କଳ ଜନନୀ 🙏❤️🙏
@sritamswain2802
@sritamswain2802 Ай бұрын
Respect our odia language ☺️
@hkproduction970
@hkproduction970 Ай бұрын
O ki santi ...aye khora pagore notia comedy video dekhidele tike santi laguchi ...❤❤🎉🎉 Goto kali ate search koli mililani .. thank you so much notia comedy group's...
@krupamajhi5742
@krupamajhi5742 Ай бұрын
ଜୟ ଜଗନ୍ନାଥ 🙏❤️💕ଆମେ ଓଡ଼ିଆ ଭାରି ବଢିଆ 💯🤩... ବନ୍ଦେ ଉତ୍କଳ ଜନନୀ 🙏🙏🙏🥰🥰🥰...
@diptiranjanprusty
@diptiranjanprusty Ай бұрын
ଧନ୍ୟବାଦ ଉତ୍କଳ ଭାଇ ଗୀତ ଗାଇବା ପାଇଁ ମୋତେ ସୁଯୋଗ ଦେଇ ଥିବାରୁ
@devilqueenankitapari
@devilqueenankitapari Ай бұрын
Pura rakta garam song ta...padhithilu bahi re hele aji aeta suniki jou feel hauchhi seta padha re nathila.... ଉଠ ରେ ଉଠ ରେ ଉତ୍କଳ ସନ୍ତାନ ❤
@user-hc2jk5wp6x
@user-hc2jk5wp6x Ай бұрын
Bandemataram❤❤❤❤❤❤❤❤❤❤❤❤❤❤❤
@abhishekmajumdar380
@abhishekmajumdar380 Ай бұрын
Goosebumps asigala Jay Jagannath.....
@susantabehera9142
@susantabehera9142 Ай бұрын
Gita suniki akhiru 😢😢asigalare bhai❤❤❤
@jharanapradhan7446
@jharanapradhan7446 Ай бұрын
My heart melted after listen this patriotic song 😢🙏🏻✨💖
@Parikudtoka100
@Parikudtoka100 Ай бұрын
Wow satare bhaut bhala lagila ❤❤❤❤
@rajukhanda6148
@rajukhanda6148 Ай бұрын
ବନ୍ଦେ ଉତ୍କଳ ଜନନୀ ଆମ ଓଡିଆ ଭାରି ବଢିଆ ଯେଉଁ ମାନେ ଆମ ଓଡ଼ିଶା ମାଟିର ସନ୍ତାନ ସେମାନେ ବୁଝିବେ ଓଡ଼ିଆ ଭାଷାର ମହତ୍ ବହୁତ ସୁନ୍ଦର ଲାଗିଲା ଗୀତ ଟି ବନ୍ଦେ ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ ❤❤❤❤❤❤❤❤❤❤
@baisakhisahu9923
@baisakhisahu9923 Ай бұрын
Ame odia bari bodhiya ❤😊 💫🥰 Mu bohut khusi ki mu jone Odia boli 💯😊😍💖💗 Jay jaganath 🙏🎉✨❣️⭕❗⭕
@birasethy7750
@birasethy7750 Ай бұрын
ବହୁତ ସୁନ୍ଦର ଗୀତ ✨✨✨💞💞
@dipunnaik2827
@dipunnaik2827 Ай бұрын
ବନ୍ଦେ ଉତ୍କଳ ଜନନୀ ❤️❤️❤️❤️❤️ଜୟ ଜଗନ୍ନାଥ 🙏🙏🙏🙏🙏... Natia comdey 👍👍👍👍👍👍👍
@Bikrambehera121
@Bikrambehera121 10 күн бұрын
ଲୋମ ଟାଙ୍କୁରି ଉଠିଲା 🔥ଓଡ଼ିଆ ଭାଷା ପ୍ରାଣ ମୋର❤
@ArchitaKar
@ArchitaKar Ай бұрын
*Utkal cartoon world bahut prakara samajika sikhya dauchi ta video madhyama re❤huge respect ️🙏*
@lordJagannath123
@lordJagannath123 Ай бұрын
ମୁଁ ବହୁତ୍ ଗର୍ବିତ ଓଡ଼ିଆ ମାଟିରେ ଜନ୍ମ ନେଇ
@SachinSing-ki5wm
@SachinSing-ki5wm Ай бұрын
ଏଇ ଗୀତ ମୗ ହୣଦୟକୁ ଛୁଇ ଦେଇଛି ଧନ୍ୟ ବାଦ୍ ନଟୀଆ କମେଡି😢😢😢😢
@Moonyoung153
@Moonyoung153 Ай бұрын
Yesterday I really get scared when I search natia comedy and this Channel showing but right now I feel relieved and this song is very beautiful thanks to team members for making my day good with your hard work and love you ❤
@Madhaba_Dora
@Madhaba_Dora Ай бұрын
Bhadiyaa heichi 👏 Jai Jagannath 🙏🙏 Love From Kalahandi ❤️❤️
@odiarummytech8082
@odiarummytech8082 Ай бұрын
ବନ୍ଦେ ଉତ୍କଳ ଜନନୀ ❤️❤️
@Barsha_sahu07
@Barsha_sahu07 Ай бұрын
ଆମେ ଓଡ଼ିଆ ଭାରି ବଢିଆ 😊☺️ଜୟ ଜଗନ୍ନାଥ 🙏
@purtyshyama8984
@purtyshyama8984 Ай бұрын
1K like miliba bhai mane
@gururam646
@gururam646 Ай бұрын
First like koro somoste
@anantabehera498
@anantabehera498 Ай бұрын
ସଂଗ ବହୁତ ବଢିଆ ହୋଇଛି ..... ଜୟ ଯବାନ ଜୟ କିଷାନ...
@sidhantasahoo6419
@sidhantasahoo6419 Ай бұрын
🥰ଆମେ ଓଡ଼ିଆ ଭାରି ବଢିଆ😍ଜୟ ଜଗନ୍ନାଥ🙏
@LaxmiDharaSahoo-yt4gv
@LaxmiDharaSahoo-yt4gv Ай бұрын
ଜୟ ଜଗନ୍ନାଥ
@LaxmiDharaSahoo-yt4gv
@LaxmiDharaSahoo-yt4gv Ай бұрын
ଜୟ ଜଗନ୍ନାଥ
@LaxmiDharaSahoo-yt4gv
@LaxmiDharaSahoo-yt4gv Ай бұрын
ଜୟ ଜଗନ୍ନାଥ
@songlyrics-uf8ph
@songlyrics-uf8ph Ай бұрын
First like mora 😊😊😊
@laxmanmarndi-hy1jw
@laxmanmarndi-hy1jw Ай бұрын
Hi
@songlyrics-uf8ph
@songlyrics-uf8ph Ай бұрын
​@@laxmanmarndi-hy1jwyes
@JyotiraniSahoo-kp4em
@JyotiraniSahoo-kp4em Ай бұрын
ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ ଓଡିଶା ଭାଷା ଓଡ଼ିଆ ଜାତି...🙏😘❤👍🙈
@Natia-gaming-143
@Natia-gaming-143 Ай бұрын
Thank God natia is back 😊😊😊😊😊😊😊😊
@KCvlog1
@KCvlog1 Ай бұрын
ଭାଇମାନେ ଆଉ କଣ ଉତ୍କଳ ସନ୍ତାନ ଉଠିବେ।।।ଉଠିବାର ଥିଲେ ଦୀର୍ଘ ୨୫ ବର୍ଷ ହେଲା ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଓଡ଼ିଆ ନଜାଣି ମଧ୍ୟ ଶାସନରେ....ଜଣେ ଅଣ ଓଡ଼ିଆ ଅଫିସ ର ମୁଖ୍ୟମନ୍ତ୍ରୀ ଙ୍କୁ ଗୃହ ବନ୍ଦୀ କରି ୪କୋଟି ଓଡ଼ିଆ ଙ୍କୁ କିଛି social welfair ଯୋଜନା କରି କ୍ରୀତଦାସ ବନେଇରଖିଛନ୍ତି...ଆହୁରି ଏବେ ଯାଏଁ ଓଡ଼ିଆ ଙ୍କ ପ୍ରତି ଛଳନା ଚାଲିଛି...ଉତ୍କଳ ବାବୁ ଙ୍କ ଏ ପ୍ରୟାସ ବହୁତ୍ ଗୁରୁତ୍ୱପୂର୍ଣ୍ଣ...ପ୍ରିୟ ଓଡ଼ିଆ ମାନେ ଏବେ ବି ସମୟ ଅଛି ଉଠି ଯାଆନ୍ତୁ....ନଚେତ୍ ଆପଣଙ୍କ ଆଗାମୀ ୧୦୦ ବର୍ଷ ର ଭବିଷ୍ୟତ ଆପଣଙ୍କ କାରନାମା ପାଇଁ ନିନ୍ଦା କରିବାକୁ ବାଧ୍ୟ ହେବେ...ବନ୍ଦେ ଉତ୍କଳ ଜନନୀ❤❤❤❤
@bhairavbhairavkunda
@bhairavbhairavkunda Ай бұрын
Bande mo odisha ❤❤❤sundar mo odia bhasha ❤❤❤❤
@prasantkhuntia6314
@prasantkhuntia6314 Ай бұрын
Nice song with excellent exploring, thanks a lot to the team. Om Sai Ram.
@jogendrapradhan22
@jogendrapradhan22 Ай бұрын
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପାଇଁ ❤ ଜୟ ଜଗନ୍ନାଥ
@Prahaladadbehera4710
@Prahaladadbehera4710 Ай бұрын
ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sagarikapanda4798
@sagarikapanda4798 Ай бұрын
ମୁଁ ଓଡ଼ିଆ ଲୋକ ହୋଇ ଗର୍ବିତ । ଜୟ ଜଗନ୍ନାଥ 🙏 🚩🚩🚩🚩🚩🚩🚩
@-MR-SOMU-
@-MR-SOMU- Ай бұрын
Sagarika Hii
Subha Bibaha
4:47
Antara chakraborty
Рет қаралды 155 М.
MOM TURNED THE NOODLES PINK😱
00:31
JULI_PROETO
Рет қаралды 25 МЛН
Pray For Palestine 😢🇵🇸|
00:23
Ak Ultra
Рет қаралды 36 МЛН
ДЕНЬ РОЖДЕНИЯ БАБУШКИ #shorts
00:19
Паша Осадчий
Рет қаралды 6 МЛН
Natia Comedy Part 436 || Matrubhasa
19:24
utkal cartoonworld
Рет қаралды 2,9 МЛН
Natia Comedy Part 433 || Pana Sankranti
16:47
utkal cartoonworld
Рет қаралды 3,4 МЛН
Dibya shakti ra parikya || Dharma part 6 #credit-#utkal cartoon would
12:35
pn Ashok gaming03
Рет қаралды 1,4 МЛН
Natia Comedy Part 450 || Natiara Ear Phone
13:07
utkal cartoonworld
Рет қаралды 2,2 МЛН
Babuna comedy Non-stop//odia comedy//cartoon odisha tv
52:13
Cartoon Odisha TV
Рет қаралды 118 М.
Natia Comedy Part 427 || Chasa Pratijogita
13:41
utkal cartoonworld
Рет қаралды 3,2 МЛН
Natia Comedy 429 || Natia Ra Nisha Dadhi
14:09
utkal cartoonworld
Рет қаралды 3 МЛН