Рет қаралды 31,834
ଆମର ଅନ୍ୟତମ ପାରମ୍ପରିକ ସୂକ୍ଷ୍ମ ଚାରୁକଳା ହେଉଛି 'ପଟ୍ଟଚିତ୍ର' । ଏଥିରେ ମଣିଷ, ପଶୁ, ପକ୍ଷୀ, ଗଛ, ଲତା, ପାହାଡ଼, ନଦୀ ସଵୁକିଛି ନିଆରା ଭାଵେ ଅଙ୍କନ କରାଯାଏ । ଏହାର ଅଙ୍କନ ଶୈଳୀରେ କଳା ସହିତ ଗାଣିତିକତା ମଧ୍ୟ ରହିଛି । ଏହାକୁ ପର୍ଯ୍ୟାୟକ୍ରମେ ଶିଖିଵା ପାଇଁ ଏହି ଇ-ପ୍ରୟାସ ...
#DrDevasisaJethy