Pattachitra lesson 03 (Turorial) Feet ପଟ୍ଟଚିତ୍ର ଶିକ୍ଷା ୦୩ ପାଦର ଅଙ୍କନ

  Рет қаралды 6,571

DrDevasisaJethy

DrDevasisaJethy

3 жыл бұрын

ପଟ୍ଟଚିତ୍ରରେ ପାଦର ଅଙ୍କନ ଅନେକ ପ୍ରକାର ହୁଏ ଯାହା ମଣିଷ, ମାଙ୍କଡ଼, ଗରୁଡ଼ (ପକ୍ଷୀ) ଓ ନରସିଂହ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଏହାର ଵ୍ୟାପ୍ତି, ଜ୍ୟାମିତି, ପରିମିତି ଇତ୍ୟାଦି ସମ୍ପର୍କରେ ଵିସ୍ତାରରେ ଵର୍ଣ୍ଣନା କରାଗଲା ।

Пікірлер: 28
@arobindamohanty6886
@arobindamohanty6886 3 жыл бұрын
Asesa Dhanyabad🙏🙏🙏
@bhagyasrisahoo8123
@bhagyasrisahoo8123 3 жыл бұрын
Thank u sir...bahut kichi sikhibaku miluchi..bahut dhanyabad
@acharyasoni1
@acharyasoni1 3 жыл бұрын
Ja hau. .bahut bhala kama tie karuchhanti
@sibaprasadpradhan4124
@sibaprasadpradhan4124 3 жыл бұрын
ବିନମ୍ର ପ୍ରଣାମ ସାର୍ । ଆମୂଳ ଚୂଳ ଦେଖିଲା ପରେ ମୁଁ ସମ୍ପୁର୍ଣ୍ଣ ଭାବରେ ନିର୍ବାକ ହୋଇ ରହିଗଲି । ପଟ୍ଟଚିତ୍ର ଅଙ୍କନ ବାସ୍ତବରେ ସେତେ ସହଜ ନୁହେଁ ଯାହା ଆମେ ଭାବୁ । ଏହା ମହାଭାରତର ଗୁଢ ରହସ୍ୟ ଭଳି ଅନେକ ଜଟିଳ ।ଜଣେ ଅଭିଜ୍ଞ ଚିତ୍ରଶିଳ୍ପୀ ଅଙ୍କିଲା ବେଳେ ଉକ୍ତ ଚିତ୍ରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ କୁ ମାନସିକ ଭାବରେ ଲକ୍ଷ୍ୟ ରଖି କେତେ ସତର୍କ ସହିତ ଧ୍ୟାନମଗ୍ନ ହୋଇ ଯାଉଥିବ ତାହା ଏହି ପୋଷ୍ଟ ସ୍ପଷ୍ଟ ପ୍ରମାଣିତ କରିଦେଲା । ମୁଁ ତ କହିବି ଜଣେ ନୂତନ ଶିକ୍ଷାର୍ଥୀ କେବଳ ପାଦ ଟିର ଅଙ୍କନ ଶିଖିବାକୁ ଅନ୍ୟୁନ ୧୫ ଦିନ ଅଭ୍ୟାସ କରିବା ଉଚିତ୍ , ଏହା ମୋର ମତ । ଏମିତି ଆଗକୁ ମଧ୍ୟ ଏ ସମ୍ବନ୍ଧରେ ଆପଣ ଆମକୁ ମାର୍ଗଦର୍ଶନ କରାଇବେ ବୋଲି ଦୃଢ ଆଶା କରୁଛି । ଶୁଭ ରାତ୍ରୀ ସାର୍ ।
@maminapanda4143
@maminapanda4143 3 жыл бұрын
Khub sundar
@swapnamishra239
@swapnamishra239 3 жыл бұрын
ଜୟ ଜଗନ୍ନାଥ
@learnwithsmruti5942
@learnwithsmruti5942 3 жыл бұрын
ବହୁତ ସୁନ୍ଦର।
@stutipragynapradhan8002
@stutipragynapradhan8002 3 жыл бұрын
This is one of my favorite KZfaq channels. I learn a lot 🙏
@sumitmoharana3962
@sumitmoharana3962 3 жыл бұрын
Really very informative bhai... I got many things to learn through this video
@nitiaartskanpur7204
@nitiaartskanpur7204 3 жыл бұрын
ସୁନ୍ଦର ଭାବରେ ପରିବେଷଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ Sir ମୋତେ ବହୁତ ଖୁସି ଲାଗିଲା ମୁଁ ବି ଏହି କଥା ମାନିବି 🙏🙏🙏🙏🙏
@gopalkishoresahoo9338
@gopalkishoresahoo9338 3 жыл бұрын
Tq so much sir 🙏🙏
@tanushreegahana5462
@tanushreegahana5462 Жыл бұрын
🙏
@sushmakhadia6499
@sushmakhadia6499 3 жыл бұрын
Thank you I m waiting for this
@shrayankachakraborty7839
@shrayankachakraborty7839 3 жыл бұрын
Plz plz plz upload details vedio more..Hough i m not understand oria language.. but i understand the detailing of your class..thank you master ji..plz carry on the mission
@b.k.ranjitabehen8456
@b.k.ranjitabehen8456 3 жыл бұрын
ଧନ୍ୟବାଦ ସାର
@priyam4197
@priyam4197 3 жыл бұрын
Thank you sir. I am waiting for lesson 4 also
@animamohanty9307
@animamohanty9307 3 жыл бұрын
Thank yoy sir..for this important thing..I want to know each small thing about pattachitra..so thant the art will be completed correctly..
@swetalinamishra8064
@swetalinamishra8064 3 жыл бұрын
Thank you so much sir!
@user-go5te9wb2i
@user-go5te9wb2i 6 ай бұрын
Sir next part
@Sandy-sd5cv
@Sandy-sd5cv 3 жыл бұрын
ଆଜ୍ଞା ମୁଁ ଶିଖିବାକୁ ଚାହୁଁଚି....କାରଣ ଆମ ପଟଚିତ୍ର କୁ ଆମେ ଆଗକୁ ନେବାର ଅଛି। ମୁଁ ଏବେ ନବମ ରେ ପଡ଼ୁଚି ଆଉ ଆମ ଘର ପାଖରେ bbsr ରେ କିଏ ଅଛନ୍ତି ଶିଖେଇବାକୁ ମୁଁ ଜଣେ ନାହିଁ....ଯଦି ଏବେଠୁ ଟିକେ basics karanti mu ନିଶ୍ଚିତ ରଘୁନାଥପୁର ଯିବି ଭାବିଛି...🙏ଆପଣ ଏଥିରେ ବହୁତ୍ ସାହାଯ୍ୟ କରିପାରିବେ🙏🙏
@1985pdash
@1985pdash 3 жыл бұрын
Hi Sir.. Namaskar... Next pattachitra shikya video daya kari upload karibe ki?
@susangitabiswal
@susangitabiswal Жыл бұрын
Namaskar sir, I am self-taught artist and i have always been interested in art.I am really really interested in learning patachitra. It is one of my dreams.How can I learn in details?
@gudultukul5066
@gudultukul5066 2 жыл бұрын
Aha nisthita manibi sir🙏🙏🙏
@sadhanasatapathy9945
@sadhanasatapathy9945 3 жыл бұрын
ସାର୍🙏। ବହୁତ ଭଲ ଲାଗୁଛି ଆପଣଂକ tutorial।ପରମ୍ପରାକୁ ଧରିରଖିବା ପାଇଁ ଆପଣଂକ ଚେଷ୍ଟା କୁ ଅଶେଷ ଧନ୍ୟବାଦ ।tutorial 4 କେବେ ଆସୁଛି?
@niranjandas812
@niranjandas812 Жыл бұрын
Banjutsundar
@jasobantiparida5256
@jasobantiparida5256 3 жыл бұрын
Jangal deushya ra Patachitra dekhibaku chahnuchi
@sandhysahoo5423
@sandhysahoo5423 2 жыл бұрын
Sir apananka number debe ki
@drdevasisajethy3109
@drdevasisajethy3109 2 жыл бұрын
୭୭୫୦୯୧୦୫୪୨
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 38 МЛН
50 YouTubers Fight For $1,000,000
41:27
MrBeast
Рет қаралды 75 МЛН
🤔Какой Орган самый длинный ? #shorts
00:42
Best Oil pastel techniques to improve your drawings | Camel Artist oil pastel
6:47
Pattachitra Art
8:57
Soulful Art
Рет қаралды 27 М.
Easy tutorial for pattachitra/pattachitra for beginners/MASTYA AVTAR.
18:18
smrutiranjan ojha official
Рет қаралды 18 М.
Mountain Scenery Drawing with Oil Pastels - STEP by STEP
17:20
Art Diarium
Рет қаралды 166 М.
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 38 МЛН