Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News

  Рет қаралды 3,536,333

News18 Odia

News18 Odia

Жыл бұрын

Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News
#News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 452
@MahirBhoi-dp2fz
@MahirBhoi-dp2fz 18 күн бұрын
ଯୋଉ ପଟେ ଚାଷ ହଉଚି ହଁ ହଉଚି ଆଗିନ୍ୟ ଆମ ପଟେ ହଉନି ଆମ ଦେଶ ଗୁଜରାଟ ଦେଶ ପରି ହେଇ ଯିବ କି ଜୟ ଜୟ କାରା ମୋଦି ସରକାର ଆରା। ରୁକ ଜରା ଶବର କରୋ ନଡ଼ିଆ ଗଛରେ ନଡ଼ିଆ ନାଇ ଆମ ସରକାର ହାରିବ ନାଇ
@rinkuchhatria4946
@rinkuchhatria4946 13 күн бұрын
❤x❤❤❤❤❤❤
@AkshayKumarJena-kn5pw
@AkshayKumarJena-kn5pw 2 күн бұрын
😊
@biswanathsitha5142
@biswanathsitha5142 Жыл бұрын
ଅତନୁ ରେ ତୁ ଏତିକି ଜାଣିବା ଦରକାର ଯେ ନବିନ ଦଉଛି ବୋଲି ଯାହା କହୁଥିଲା ,ସେଥିପାଇଁ ଯୋଜନା ର ନାମ ପରିବର୍ତ୍ତନ କରିବା ଦରକାର ଥିଲା। ଲୋକେ ଜାଣନ୍ତୁ ଯେ ଚାଉଳ ଦଉଛି କିଏ !ଏଥିରେ ବିଜେଡିର ଭୋଖା କୁତାନେତାମାନେ ଏତେ ବିଚଳିତ ହେବା କିଛି ଦରକାର ନାହିଁ ।
@brajamohandurga3007
@brajamohandurga3007 Жыл бұрын
ଭଲ ହୋଇଛି
@rakhanag9124
@rakhanag9124 Жыл бұрын
ଆମକୁ ଚାଉଳ ଦରକାର ନାହିଁ,ଆମକୁ ରହିବା ପାଇଁ ଜମି ଦରକାର,ଲୋକ 35 ବର୍ଷରୁ ଗୋଟାଏ ଜମି ରେ ରହିଛନ୍ତି କିନ୍ତୁ ସରକାର Govt project ପାଇଁ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି। ଏହା ବନ୍ଦ କରନ୍ତୁ ,, ଏମାନଙ୍କୁ ଚାଉଳ ଦରକାର ନାହିଁ ଘର ଦରକାର,, ସେମାନେ କର୍ମ କରି ଖାଇବେ। ଏହା ପ୍ରତି ଦୃଷ୍ଟି ଦିଅନ୍ତୁ
@user-xz3wi8kc5n
@user-xz3wi8kc5n 3 ай бұрын
A Hell buy By byo
@basantakunar9000
@basantakunar9000 7 ай бұрын
ଆମେ ଟିକସ ଦେଲେ ତମେ ଦରମା ପାଉଛ ତମେ ଆମକୁ ମାଗଣା କଣ ଦଉଚ
@user-uw5gs5zo6m
@user-uw5gs5zo6m 8 ай бұрын
ବିଜେଡି କଣ ଲୁଟିନାହାଁନ୍ତି
@gaganbehera5412
@gaganbehera5412 2 күн бұрын
ପ୍ରଧାନମନ୍ତ୍ରୀ କଣ ତାଙ୍କ ଘରୁ ମାଗଣା ଭିକ ଦଉଛି କି ? ରାଜ୍ୟଠାରୁ ପ୍ରବଳ TAX ନଉଛି II ସେଇଆନୁସାରେ କେନ୍ଦ୍ର ବହୁତ କମ ଦଉଛି II ପ୍ରଧାନମନ୍ତ୍ରୀ ନାଁ କାଟିକି, "ଗରିବ ଚାଉଳ କଲ୍ୟାଣ ଯୋଜନା " କରାଯାଉ II
@user-wo9ke1ko5n
@user-wo9ke1ko5n 7 ай бұрын
ଯେଉଁ ଗରିବ ବାପା ମା ,ଆଶା ଭରସା ରଖି ପୁଅ ଝିଅ ମାନଙ୍କୁ ପଢ଼ାଉଛନ୍ତି,ସେହି ମାନଙ୍କୁ ଚାକିରି ଯୋଗାଉଁନ୍ତୁ। ତେବେ ଲୋକେ ଖୁସି ହେବେ।
@Bilasini4567
@Bilasini4567 5 ай бұрын
8😮 0:54 j😅the 8
@jayachandrapradhan6970
@jayachandrapradhan6970 Ай бұрын
2 pall l ji in​@@Bilasini4567
@Dipuneditz07
@Dipuneditz07 Жыл бұрын
ମୁଁ ଜଣେ ଗରିବ ମୋର ( ନା ରାସନ୍ card ଅଛି)ନା ମୁଁ ସରକାର ଠୁ ମୁ କିଛି ପାଉନି 🙏🙏
@bharatipradhan3722
@bharatipradhan3722 5 ай бұрын
Bhai mu bi hotis gariba mora bi rasan card nahi
@user-bh2mu1bs8r
@user-bh2mu1bs8r 21 сағат бұрын
PANCHU. MAHARNA 🙏🙏🙏🙏🙏🙏🙏🙏🙏💅💅💅
@arabindamoharana6860
@arabindamoharana6860 Жыл бұрын
ନାମ ପରିବର୍ତ୍ତତ ଆଗରୁ ହେବାର ଥିଲା
@laxmidhardas6096
@laxmidhardas6096 Жыл бұрын
ବିଜେଡି ଚୋର ଚୋର ମୁହଁ ଟାଣ
@jchoudhury274
@jchoudhury274 6 ай бұрын
କେନ୍ଦ୍ର ଚାଉଳ ଦେଉଛି ନବିନ A ଏଥି ବା ବା ନେଉଛି
@arunprasaddash1399
@arunprasaddash1399 Жыл бұрын
ମାଗଣା ଦେଉଛ।ସାହାରା ଇଣ୍ଡିଆ ଟଙ୍କା ଖାଉଛ। ଓଃ କି ମାୟା ......
@jagannathpanigrahi5286
@jagannathpanigrahi5286 Жыл бұрын
ରାଜ୍ୟ ନେତା ମିଛ ମିଛ କହି ଚାଲିଛନ୍ତି । ଲୋକ ଜାଣିବେନି କେବଳ ବ୍ୟଙ୍ଗ।
@bikashmurmu4558
@bikashmurmu4558 Жыл бұрын
Harami gariba chaula magunahi justice maguchhi.
@kailashmaharana350
@kailashmaharana350 Жыл бұрын
ଓଡ଼ିଶାର ଗଞ୍ଜାମ ଜିଲ୍ଲା କନିସି ବ୍ଲକ କମଳାପୁର ଗ୍ରାମରେ ଏହିଅସୁବିଧା ସମୁଖିନ ହୋଉଚନ୍ତ ଆକୁ ତୁରନ୍ତ ସମାଧାନକରାଜାଉ
@SusilPradhan-ib7ko
@SusilPradhan-ib7ko 5 ай бұрын
Nice Meri Sarkar
@ajaymalik3608
@ajaymalik3608 Жыл бұрын
Modi has taken great decision.
@pravatkumar1757
@pravatkumar1757 Жыл бұрын
Modi ji or Navin ji both are not giving free ration from their own pocket. All credit should go to exchequers those who are paying taxes.
@user-iu8cq1im8q
@user-iu8cq1im8q 6 ай бұрын
ଦଳବଦଳନିତିଟା ବନ୍ଦହେଇଗଲେସବୁଠିକହେଇଯାଆନ୍ତା,ରହନ୍ତାଦୁଇଟିଦଳ ଗୋଟିଏଶାସକଗୋଟିଏ ବିରୋଧିଦଳ,ଦଳରମୁଖ୍ୟ ଦୁଣ୍ଣିତିଖୋରକୁଁଦଳରୁ ନିଭ୍ରୟରେବାହାରକରିପାରନ୍ତେଯାହାଫଳରେକି ବଛାବଛାଭଲ ନେତାମାନେ ଦଳରେରହନ୍ତେଦେଶରମଗଂଳପାଇଁକାମକରନ୍ତେ,ଦୁଣ୍ଣିତି ଖୋରମାନେଅନ୍ୟଦଳରେପସିପାରନ୍ତେନି, ଯେଉଁ ମାନେଦଳବଦଳକରିବାକୁ ଚେଷ୍ଠକରନ୍ତେ ସର୍ବସାଧାରଣ ସେମାନଙ୍କୁ ଚିହ୍ନିପାରନ୍ତେ,ଜୟଜଗ୍ନନାଥ
@user-nj1oj2dw6p
@user-nj1oj2dw6p 7 ай бұрын
ମୁଖ୍ୟମନ୍ତ୍ରୀ ଓଡିଶା ଜନସାଧାରଣ ଙ୍କୁ ସଠିକ ତଥ୍ୟ ଦିଅନ୍ତି....
@bandanadas304
@bandanadas304 6 ай бұрын
❤️
@ambikabariha1499
@ambikabariha1499 3 ай бұрын
Discossion are very good
@alakanayak4545
@alakanayak4545 9 күн бұрын
ସାର୍ ଏସବୁ କୁ ବନ୍ଦ କରାଯାଉ ଓଡ଼ିଶାରେ କିଛି ବି ହେଉ କିଛି କମ୍ପାନୀ ଖୋଲା ଯାଉ ଓଡ଼ିଆ ବାସୀଙ୍କୁ ବାହାର କୁ ନଯାଆନନ୍ତୁ ନିଜ ଜାଗାରେ ରହି କାମକରି ଚଳାନ୍ତୁ ସବୁ ଜିନିଷର ମୂଲ୍ୟ କମାନ୍ତୁ
@user-Prasanta1985
@user-Prasanta1985 6 ай бұрын
🙏ଆପଣଙ୍କର ଜୟ ହେଉ 🙏News 18 ଓଡ଼ିଆ 🙏🙏🙏
@indranidash6216
@indranidash6216 Жыл бұрын
Bhota pain nata.
@sudamcharansethi8561
@sudamcharansethi8561 Жыл бұрын
Ehi jojana ku gariba kalyana na rakhi, jadi gariba ,kala, jojana rakha gale bhala huanta. Karana ehi jojanare garibanka kalyana heu nahin barang gariba banei tiari heu chanti.
@JeetKumar-cu7gk
@JeetKumar-cu7gk Жыл бұрын
Right biranchi sri
@rasanandakishan6322
@rasanandakishan6322 Жыл бұрын
Band haba katha100%
@gobardhantripathy2424
@gobardhantripathy2424 12 күн бұрын
ମୋହନ ସରକାରଙ୍କ ପ୍ରାଥମିକତା ହେଉଛି ସମସ୍ତଙ୍କ ପାଇଁ ଶିକ୍ଷା,ସ୍ବାସ୍ଥ,ପାନିଅ ଜଳ,ଗମନାଗମନ ପାଇଁ ସଡକ ଏବଂ ଆଇନ ସଙ୍ଖୁଳା ।
@BhushanBehera-gw8wb
@BhushanBehera-gw8wb Жыл бұрын
Bhala hela modi jimku dhanyabad🙏
@jasintadungdung7377
@jasintadungdung7377 16 күн бұрын
Rice bodlore service Diya jau
@Skgbul470
@Skgbul470 4 ай бұрын
ଜନତା ମାଗଣା ଯୋଜନା କୁ ଯଦି ପ୍ରତ୍ୟାଖ୍ୟାନ କରିବେ ପ୍ରଧାନ ମନ୍ତ୍ରୀ ରାଜ୍ୟ ରେ ମୁଖ୍ୟ ମନ୍ତ୍ରୀ ଭୋ ଭୋ କାନ୍ଦିବେ, ସବୁରି ମୂଳରେ ଭୋଟ୍,
@ranjanmalik044
@ranjanmalik044 Жыл бұрын
Chaula kendra dauchi kintu nabin kahuchi mu dauchi
@user-rz5kk9ig2j
@user-rz5kk9ig2j 6 ай бұрын
Welcometome
@manashnayak2794
@manashnayak2794 5 ай бұрын
ବାଳ ଭୋଟ ପାଇବ ମାଗିହେ 😡😡😡ଭୋଟ ପାଇଁ ଘର ଘର ବୁଲିଲେ ଟାଗିଁରେ ହଣା ଖାଇବେ ନେତା 😡😡😡
@harekrushnapagal1405
@harekrushnapagal1405 7 ай бұрын
ଜୟ ଭାରତ ମାତା ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ କି ଜୟ ଜୟ ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ ମା ଭଗିନୀ ମାନେ ବର୍ଷ ପାଇଁ ଚାଉଳ ଉସା ଖରାରେ ଶୁଖା ଟଲି ଭଡା କରି ଧାନ କଳ ପାଖକୁ ନେଇ ପେଡା ଵହୁତ କଷ୍ଟରୁ ଉଧାର କଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ମେ।ଦିଜୀ ମେ।ଦିଜୀ ସଵୁଵେଳେ ଚାହାନ୍ତି ମେ। ଭାରତ ମାତା ମେ।ପରିବାରରେ ମେ। ମା ଭଗିନୀ ମାନଙ୍କର ଏତେ ଦୁଃଖ କଷ୍ଟ ନ ହେଉ ସେଥୀ ପାଇଁ ମା ଭଗିନୀ ମାନଙ୍କ ପାଇଁ ଅନେକ ମୈଳିକ ସୁଵିଧା କରିଛନ୍ତି ଗ୍ୟାସ ପାଇଖୀନା ମାଗଣା ଚାଉଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୁ କନ୍ୟା ଆହୁରି ଅନେକ ଯେ।ଜନା ଅଛି କହିଲେ ରାତିପାହିଜିବ ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ କେଵେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କୁ ଭୁଲିବ ନାହିଁ ଭାତରେ ଯେତେ ପ୍ରଧାନ ମନ୍ତ୍ରୀ ହେ।ଇଥୀଲେ ମେ।ଦିଜୀ ଜୁଗିଜୀ ଙ୍କ ପରି ଏତେ ଭଲ କାମ କେହି ଵି କରି ନାହାନ୍ତି RIGHT 👍 ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ସଵୁଵେଳେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସାଥେ ସଵୁଵେଳେ ରୁହ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଭାରତ ମାତା ର ମା ଭଗିନୀ ମାନଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@heartbookworld12
@heartbookworld12 Жыл бұрын
BJD should be removed from Odisha.
@runidei4052
@runidei4052 5 ай бұрын
କେନ୍ଦ୍ର ସରକାର Right 🙏🏾🙏🏾🙏🏾🙏🏾
@bikashnaik4187
@bikashnaik4187 Жыл бұрын
Antar doya code re 35kg miliba kii nai
@urmilamohanta
@urmilamohanta Жыл бұрын
Dhani loka ration paou chhanti
@sudarsanschannel5536
@sudarsanschannel5536 Жыл бұрын
ଚାଉଳ କିଏ କାହା ଘରୁ ଦେଉ ନାହାନ୍ତି।
@birendramajhi139
@birendramajhi139 5 ай бұрын
ଏହି ୟୁଜନା ଠିକ ଅଛି
@PabitraNaikPabitraNaik-bq8my
@PabitraNaikPabitraNaik-bq8my 6 ай бұрын
Nayakot
@pravatranjanmohanty
@pravatranjanmohanty 16 күн бұрын
Otv 2:09
@rinaswain1080
@rinaswain1080 17 күн бұрын
Right sir 🙏ambhali gariba paunahanthi
@mamunibarik8569
@mamunibarik8569 17 күн бұрын
1q¹¹1¹1¹¹1¹qq1qq1¹¹¹¹¹¹¹q¹¹
@KiranKumar-es8kq
@KiranKumar-es8kq Жыл бұрын
Good evening friends 🎉
@kailashmajhi-ft6yv
@kailashmajhi-ft6yv Жыл бұрын
Jia debakathadeu janata choice kariba2024election rekia jitiba amarjindabad all party
@kumudinidandasena6939
@kumudinidandasena6939 Жыл бұрын
Jahar card nina se manke v free chaul mili ba katha free chaul ta sabkari aye
@user-hg4np5ki4w
@user-hg4np5ki4w 5 ай бұрын
Ki Guna gaibi khajuri ghchara ମୂଳରୁ ପାହାଚ ପାହାଚ
@dandakamajhi1675
@dandakamajhi1675 5 күн бұрын
ବିଭୂତି ଭୂଷଣ ମହାପାତ୍ର ସାର୍ ଆପଣ ବଢ଼ିଆ କଥାଟି କହିଛନ୍ତି।
@madanmohanbehera5593
@madanmohanbehera5593 Жыл бұрын
Bjp good
@SmilingBabyPenguin-dd9sm
@SmilingBabyPenguin-dd9sm 5 ай бұрын
Bjd always good discussiom for odisha we thanks to naveen pattnaik
@sisubhue804
@sisubhue804 Жыл бұрын
Ok raja sasan darkar
@user-ez4xr8gq1w
@user-ez4xr8gq1w 7 ай бұрын
Jay maa lakhmi❤
@NarayanaRaj-yp1kn
@NarayanaRaj-yp1kn 5 күн бұрын
❤ I Love you modi ji
@RITESHAGAMR
@RITESHAGAMR 12 күн бұрын
Jai mo❤di ji ki
@PrinceNayak-dz7em
@PrinceNayak-dz7em 23 сағат бұрын
Jia ta gariba sia pauni dhani mane paile kn lava gariba manankara
@queen_roja9....115
@queen_roja9....115 Жыл бұрын
ସରକାର ଯୋଜନା କରିଲେ ଲୋକ ଅଳସୁଆ ହେଲେ ଗରିବ ତ ଯୋଜନା ପାଉନାହାନ୍ତି କିନ୍ତୁ ଚାକିରୀଆ ଲୋକଙ୍କ ପାଇଁ ସବୁ ଯୋଜନା ଅଛି
@sunilvlogs2006
@sunilvlogs2006 6 ай бұрын
ଚାଷୀଙ୍କୁ ଟ.୨୦୦୦/- ଦେଇ ମଣ୍ଡି ବାହାନାରେ ବଡ଼ ବଡିଆଙ୍କୁ ଖାଦ୍ୟ ଯୋଗାଉଛି..... ବଳିଲା ପରେ ଖାଦ୍ୟ ଯୋଜନା ର ଗୋଟିଏ ନା ଦିଆ ଯାଏ।Public ଅନ୍ଧ ଅଟେ.....
@user-oc4sm2qn3g
@user-oc4sm2qn3g 6 ай бұрын
Kejriwal sarkar sabse achha hai desh keliye
@situswapnabehera4367
@situswapnabehera4367 Жыл бұрын
Gahama miliba ki nahin
@bishalbehera7583
@bishalbehera7583 Жыл бұрын
Au kirosin ?
@gaganbeharibehera7121
@gaganbeharibehera7121 Жыл бұрын
Name change o Rashid re modi photo really good news this decision all people are happy
@ajaychhatria1910
@ajaychhatria1910 Жыл бұрын
Odisha
@tksahu-wc9hq
@tksahu-wc9hq Жыл бұрын
State kete deuchi au center kete deuchi dekha jau
@user-bu5bn4su8g
@user-bu5bn4su8g 6 ай бұрын
ଆଗରୁ ଯେମିତି ମାସକୁ ମାସ ଚାଉଳ ମିଳୁଥିଲା ସେମିତି ମାସକୁ ମାସ ଦିଆଯାଉ ପାଞ୍ଚ ମାସରେ ଥରେ ଚାଉଳ ମିଳିଲେ ଗରିବ ଲୋକ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି
@user-zw7qd7rv4g
@user-zw7qd7rv4g 3 ай бұрын
Acaulla band nohiu ama garibanka jibana modiji
@achutaparida5578
@achutaparida5578 7 ай бұрын
Munu.jane.gariba..mora.radan.card.achhi.hle..mo.pilamanankar.nahin.adhikarimananku.pahile.kahuchhanti.sehi.5kg.re.chalei.dea.
@bishalpurty115
@bishalpurty115 5 ай бұрын
Bhusan sir good
@MahendraMahapatra-eq6hy
@MahendraMahapatra-eq6hy 7 ай бұрын
ପଦ କିମ୍ବା ନାମ ଅନୁସାରେ ଯୋଜନା କରିବା ଠିକ କି..? ଯଦି ହଁ... ସେ ପଦ କିମ୍ବା ନାମ ଧାରି ନିଜସ୍ୱ ଟଙ୍କା ରେ ମାଗଣା ଦେଉଛନ୍ତି କି..? ଆମ ଦେଶ ର ଜନତାଙ୍କ tax ପଇସା ରେ ମାଗଣା ଦେଇ.. ରାଜନୀତି କରାଯାଉଛି କାହିଁକି...?
@bharatvlogs7777
@bharatvlogs7777 Жыл бұрын
I like it
@user-vu6ro7ct5x
@user-vu6ro7ct5x 7 ай бұрын
45 basa
@SumanMahapatra-sx6sy
@SumanMahapatra-sx6sy 19 сағат бұрын
Odisha re prathame industry area karayau ! bahut student mane be rojgar hoi buluchhanti ! mechanical, electrical, engineer, degree, course sariba pare madhya be rojgar achhnti ! Odisha re industry area diantu ! Please reporter / news channel au media sir mane ehi massage ku dhyan diantu au pm/cm sir agaku e massage niantu au ehi kaam ku prathame dhyan deba pain news channel e massage ku question karajau 🙏🙏🙏 Jay Shree Jagannatha 🙏🙏🙏
@PurnaChandra-kg9te
@PurnaChandra-kg9te 5 ай бұрын
ସରକାର, ଯୋଜନା, କରିଲେ. ଲୋକ. ଅଳସୁଆ ହେଲେ ଗରିବ ତ ଯୋଜନ ପାଇନାହାନ୍ତି କିନ୍ତୁ ଚାଉଳ,IO ଟଙ୍କା ରଖା ଜାou
@ArunDas-qm1vn
@ArunDas-qm1vn 2 ай бұрын
B j d kahuchhi Kendra sarkar michhua tahele b j d ASI kendrare basi deshaku sasana Kariba sarkar achhi sahash
@raghunathmishra9241
@raghunathmishra9241 Жыл бұрын
ସବୁ ଭାଡୁଆ
@sarojinibag5152
@sarojinibag5152 Жыл бұрын
So nice
@rahitmarndi2540
@rahitmarndi2540 Жыл бұрын
ସମସ୍ତେ ସବୁ ଜାଣିକି କିଛି କରୁନ 😂😂😂😂😂
@bistnupriyasahu
@bistnupriyasahu Жыл бұрын
Raisen dokan bala Akha pai passa neuchhanti
@manoranjanpanda5536
@manoranjanpanda5536 5 ай бұрын
ଅତନୁ ସବ୍ୟସାଚୀ ନାୟକ ଜଣେ ମହାନାୟକ, ଖାଲି ବାହାସ୍ପୋଟ, ପଚିଶ ବର୍ଷ ଲୁଟି ଖାଇସାରିଲାପରେ ପୁଣି ବାହାଦୂରୀ, ଲଜ୍ଜା ଲାଗିବାକଥା, ଜୟ ଜଗନ୍ନାଥ,
@user-tt7bk7qy6p
@user-tt7bk7qy6p Жыл бұрын
ଆମକୁ ମାଗଣା ଚାଉଳ ଦିଆ ଯାଉନାହିଁ ଆମ ସହିତ ଚାଉଳ ଦେବା ବେଳେ ଖେଳୁଛନ୍ତି
@puspanjalimohanty8744
@puspanjalimohanty8744 Жыл бұрын
#vote iccha
@NikhilMistry-oz8mj
@NikhilMistry-oz8mj 6 күн бұрын
Chaula Khali basta 20 tanka
@sudhakardas6330
@sudhakardas6330 Жыл бұрын
ବିଜେଡି ବହୁ ଯୋଜନା କର୍ମୀ ଙ୍କର ପାଇଁ
@Dabraj.khatei
@Dabraj.khatei 5 ай бұрын
Ameta garib hoimdhe amku kichhi milu nanhi kan kale amku sakari subidha miliparib
@BidhyadharBarik-so9eh
@BidhyadharBarik-so9eh 7 ай бұрын
Jay MAA laxmi
@girishKaka-cc4fe
@girishKaka-cc4fe 6 ай бұрын
Praying to modi pls sent 5 k, g, rice pkd we will happy
@NakulPrusty
@NakulPrusty Ай бұрын
Congratulation to all with goodmorning
@NabikushMahakul-es2lk
@NabikushMahakul-es2lk 6 ай бұрын
All. Right.
@ArunDas-qm1vn
@ArunDas-qm1vn 2 ай бұрын
Nama parivartan karibadwara. Rajyara Kan asuvida heuchhi
@raghunathmishra9241
@raghunathmishra9241 Жыл бұрын
ସର୍ବପ୍ରଥମେ ଏ ପୋଲା ବାଣ୍ଟିବା ବନ୍ଦ କର। ଅଳସୁଆ ହୋଇ ଗଲେଣି। ଏପରି ଭ୍ରଷ୍ଟ ରାଜନୀତି ପୁରା ବନ୍ଦ କର। ବାପା ରଖିକି ଯାଇନାହିଁ
@LipuBisoyi
@LipuBisoyi 7 ай бұрын
Jaha karucha kara kintu amaku magana chaula darkar karana odisa re bahuta gariba loka ruhanti semane khaibaku paibeni taha mdhyru ama paribar bi
@ambikeshbhoi3260
@ambikeshbhoi3260 3 ай бұрын
Good morning sir ❤
@gobindaswain8384
@gobindaswain8384 5 ай бұрын
ମାଗଣା ଲୋଡା ନାହିଁ ରୋଜଗାର ଦିଅ
@puspalatamahapatra5069
@puspalatamahapatra5069 5 ай бұрын
Odisha re company open kara au samstnku nijukti milu
@rajlakshmibarad8508
@rajlakshmibarad8508 Жыл бұрын
Alushua jojana,madua jojana gift nabina pattanaik for specialy Ganjam
@GVaraprasad-gs4ye
@GVaraprasad-gs4ye 12 күн бұрын
what is the socioeconomic status of landloosers of jkpm rgda kbk dist 522.35acrs acquired by jkpm from tribals whose accountability guaranty for it😮😮😮😮❤😂
@user-zv5rh7os9o
@user-zv5rh7os9o 5 ай бұрын
ଆମ ପାଇଁ କିଛି ନାହିଁ
@sabitripadhi-fh3zt
@sabitripadhi-fh3zt Жыл бұрын
Gariba mana ku mili ba apakhya dhani mana adhikha khau cha nti
@manoranjanpanda5536
@manoranjanpanda5536 5 ай бұрын
ଖଣି ପାଣି ଚିଟଫଣ୍ଡ, ଯୋଜନା ରେ ପିସି ସଵୁ ଖାଇସାରିଲାପରେ ପେଟପୁରିଲାନାହିଁ ଯେ ଶେଷରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଵେକାରୀ ସଜାଇ ଚାକିରୀ ଵିକୁଛି ଏସରକାର, ତଥାପି ଗାଦିରେ ବସିବା ପାଇଁ ମିଛ ଓ ଶେରୟ ରାଜନିତୀ ଚଲାଇଛନ୍ତି, ଜୟ ଜଗନ୍ନାଥ,
@madhabburudimadhabburudi2825
@madhabburudimadhabburudi2825 Жыл бұрын
କିନ୍ତୁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ପାଲାସଟିକ ଚାଉଳ ବଣ୍ଟନ କରିଛନ୍ତି
@gourabajena4198
@gourabajena4198 Жыл бұрын
Pradhana mantri kana tanka gharu deuchhantiki sabu jojana
@user-qf9qo5uk7f
@user-qf9qo5uk7f 5 ай бұрын
Kishan manku chaula darkar nai DAP sara 200 kara ame sarkarku 5kg debu
@ManishMeher-im9qu
@ManishMeher-im9qu 5 ай бұрын
janmasina karicha kintu gorasa helani tanu packet gorasa debakupaduchi
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 5 МЛН
Climbing to 18M Subscribers 🎉
00:32
Matt Larose
Рет қаралды 36 МЛН
Osman Kalyoncu Sonu Üzücü Saddest Videos Dream Engine 170 #shorts
00:27
Мы никогда не были так напуганы!
00:15
Аришнев
Рет қаралды 3,5 МЛН
Prime Time News | 7th jan 2023 | Odia News
26:15
News18 Odia
Рет қаралды 3,3 М.
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 5 МЛН