Tension grips Khallikote over the death of BJP worker during political violence

  Рет қаралды 137,258

OTV

OTV

2 ай бұрын

ଗଞ୍ଜାମ ଖଲ୍ଲିକୋଟରେ ନିର୍ବାଚନ ହିଂସାରେ ଜଣଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ଲୋକେ ।
#PoliticalViolence #Khallikote #Ganjam #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 361
@Sambalpur955
@Sambalpur955 Ай бұрын
ଏବେଠୁ ଜଣା ପଡ଼ିଲାଣି ବିଜେଡି ହାରିବା ଆରମ୍ଭ ହେଇ ସାରିଲେଣି
@Manas_Bhoi
@Manas_Bhoi Ай бұрын
BJD ନବୀନ କୁ ଭୋଟ ଦିଅନ୍ତୁ ନାହିଁ 🙏 ଏମାନେ ଗୋଟିଏ ଗୋଟିଏ ରାକ୍ଷସ 😡😡😡
@GeetajiBehera
@GeetajiBehera Ай бұрын
ବିଜେଡି ସରକାର ର ପତନ
@Sambalpur955
@Sambalpur955 Ай бұрын
ତାମିଲ ଗୁଣ୍ଡାରାଜ ହଟିବ, ଲୋକେ ଏଥର ପରିବର୍ତନ କରିବେ
@chikulafivlogs8276
@chikulafivlogs8276 Ай бұрын
Right sir
@niranjanpanda8574
@niranjanpanda8574 Ай бұрын
ତାମିଲରାଜ ହଟାଓ, ଓଡିଶା ବଚାଓ ।
@user-kc8cg9fj5b
@user-kc8cg9fj5b Ай бұрын
ପୋଲିସଙ୍କ ମୁଁହ ରେ ମୁତନ୍ତୁ
@be_human23
@be_human23 Ай бұрын
😂 ye sahi hai bro 😅
@Suryanayak_
@Suryanayak_ Ай бұрын
​@@be_human23Ye galat hai Bro...
@niranjanpanda8574
@niranjanpanda8574 Ай бұрын
ପରିବର୍ତନ
@trailokyanathpani2196
@trailokyanathpani2196 Ай бұрын
B. J. D. Hatao
@pintubehera6057
@pintubehera6057 Ай бұрын
ପୋଲିସ ମୁଣ୍ଡ ବିକି ଦେଇଛି ନବୀନ କୁ
@raghumaninayak9593
@raghumaninayak9593 Ай бұрын
Odisha Police BJD ଦଳର ପୋଷା ଗୁଣ୍ଡା,ପୋଲିସ ମୁହଁରେ ମୁତି ଦିଅ
@liveforever6998
@liveforever6998 Ай бұрын
ହିଂସା ରାଜନୀତି ଗୁଣ୍ଡା ରାଜ ବନ୍ଦ କର
@abyaktakumarrout9084
@abyaktakumarrout9084 Ай бұрын
ଜଣଙ୍କ ଜୀବନ ନେବା କଣ ଠିକ 😢
@ramanayak3052
@ramanayak3052 Ай бұрын
Central govt please take action
@hapichand9494
@hapichand9494 Ай бұрын
Boycott bjd
@iswarnayak1383
@iswarnayak1383 Ай бұрын
Nihati paribartan darkar
@Jayhindiloveindia5820
@Jayhindiloveindia5820 Ай бұрын
Odisha basi ଙ୍କ ମୁହଁରେ ଲଜ୍ଜ୍ୟା ନାଇ j bjd ku vot deo chha jadi bjd jitiba full ଅନ୍ୟାଅ heba full sata Katha।
@newera7843
@newera7843 Ай бұрын
BJD hatao Tamil hatao
@Abinash-sb7ob
@Abinash-sb7ob Ай бұрын
କର୍ମ କର ଖାଅ ନିଜ ଘରେ ରୁହ କୋଉ ଦଳ କାହାକୁ କିଛି ଦେବେନି ସବୁ ଏଠି ନିଜ ସ୍ୱାର୍ଥ ରେ ବେସ୍ତ, ଭୋଟ ସରିଲା ପରେ କେହି କାହାକୁ ପଚାରି ବେନି
@chakradharmishra5274
@chakradharmishra5274 Ай бұрын
ଏସବୁ ପାଇଁ ପାଣ୍ଡୁରାଜ ଦାୟୀ l
@trilochandalbehera1783
@trilochandalbehera1783 Ай бұрын
ବିଜେଡି ଛି ଛି, ପକ୍କା ଭାତ ଖିଆ ସଲେ
@kishanmallik1331
@kishanmallik1331 Ай бұрын
Central govt action lena chayiye
@bharatvlogs9077
@bharatvlogs9077 Ай бұрын
ସତକହିବାକୁ ଗଲେ ଏଠି ପଲିସ୍ ହେଉଛି ବିଜେଡିର କୁତା ନେତାଜାହାକହିବେ ସେୟା ହବ ତେଣୁ ବିଜେଡି ପଲିସ୍ କାହାକଥା ଶୁଣନ୍ତି ନାହିଁ ବିଜେଡିକୁବି ହାଣ ତମେମାଇଚା😢😢😢
@srsahoo1
@srsahoo1 Ай бұрын
Police mananka upare aaga maada darkaar jie nija duty thik re Karu naahanti🙏 BJD hatao odisha bachao 🙏
@GaramHawa-th1io
@GaramHawa-th1io Ай бұрын
ତାମିଲ ଚୋର ର ଯୋଉ ମାନେ କ୍ରୀତଦାସ ସେଇ ମାନେ ହିଁ ବିଜେଡି କୁ ବିଶ୍ୱାସ କରିବେ ଯୋଉ ନାମେ ନବୀନବାବୁ ଆଉ ବିଜୁ ବାବୁ ଙ୍କୁ ବିଶ୍ୱାସ କରୁଥିଲେ ସେ ମାନେ ବୁଝି ସାରିଛନ୍ତି ଯେ ବିଜୁ ବାବୁ ଆଉ ନାହାନ୍ତି ଆଉ ନବୀନ ବାବୁ ବି ଆଉ କିଛି କରୁନାହାନ୍ତି ତେଣୁ ବିଜେଡି ଓଡିଶା ଇତିହାସ ହେବ ଦର କାର 🚩🚩🚩🚩🚩🚩🚩👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻
@EngineersChoiceAnyday
@EngineersChoiceAnyday Ай бұрын
ଜବାବ ଦିଅ ଭାଇ ମାନେ.
@BeheraPradhan-nm1fx
@BeheraPradhan-nm1fx Ай бұрын
Bjp
@prasantpatel3384
@prasantpatel3384 Ай бұрын
BJP
@sunilkumarbehera6633
@sunilkumarbehera6633 Ай бұрын
ପାଣ୍ଡୁ ଶାସନ କରିବ କାରଣ ଓଡ଼ିଶାର ଲୋକ ମାନଙ୍କୁ ସେ ମାପି ଦେଇଛି ଜାଗ୍ରତ ହୁଅ ଓଡିଆ ମାନେ ଜୟ ଜଗନ୍ନାଥ
@BbsrUser
@BbsrUser Ай бұрын
Loka sudhuribeni
@user-ew6ll1fw1p
@user-ew6ll1fw1p Ай бұрын
Bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp
@user-qd2nu9hq6k
@user-qd2nu9hq6k Ай бұрын
Odisha re justice nahi
@sachhidanandamallick6433
@sachhidanandamallick6433 Ай бұрын
ବିଜେଡି ସମାପ୍ତ ହବାର ଶେଷ Side iffect
@harekrushnapagal1405
@harekrushnapagal1405 Ай бұрын
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ସାରା ଓଡ଼ିଶା ଵାଶି ଭଲ ବେଳ ଅଛି ତ 2024 ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ବିଜେପି BJP ପରିବାର କୁ ଆଣ ଭୁଟ ଵେଳେ 2 ଥର ନିଃଶ୍ବାର୍ଥ ପର ଭାଵେ ଭାରତ ର ଜାତୀୟ ଫୁଲ ପଦ୍ମ ଫୁଲ ମା ଲକ୍ଷ୍ମୀ ଠାକୁରାଣୀ ଙ୍କ ପ୍ରିୟ ଫୁଲ ପଦ୍ମ ଫୁଲ ରେ ନିଶ୍ବାର୍ଥ ପର ଭାବରେ ଚୁପ୍ ଚାପ୍ କମଲ ଚାପ୍ ବଟମ୍ ଦଵାଈଵ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୀ କହିବ ରାମ ରାଜ୍ୟ ପ୍ରତିଷ୍ଠା ହେବ, ତାପରେ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ସାରା ଓଡ଼ିଶା ରେ ସବୁ କ୍ଷେତ୍ରରେ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ ଏସଵୁ ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ ଗେଣ୍ଡା 🐌 ଦଳୀଆ ଙ୍କ ମହା ଵିନାଶ ଖୁବ୍ ଶୀଘ୍ର ମାଡି ଆସୁଛି
@pentopaper618
@pentopaper618 Ай бұрын
Khallikote basi abe bi time achhi BJD ku 0 vote dei parasta karantu
@KiranKumar-xu3fi
@KiranKumar-xu3fi Ай бұрын
Take action know for central gov.
@subasinilenka578
@subasinilenka578 Ай бұрын
Bhai Mane odisha re double engeen sarkar heba darkar. Nahele odisha nasta heijiba .tike bujhibaku chesta karantu bhai mane
@harekrushnapagal1405
@harekrushnapagal1405 Ай бұрын
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ 2024 ରେ ଓଡ଼ିଶା ରୁ ମହାଵିନାଶ ହେବ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ନଵୀନ ଅଣ ଓଡ଼ିଆ ପାଣ୍ଡିଆ ଗୁଣ୍ଡା ଗରଦି ରେପ୍ ମରଡ ଖଣି ଲୁଟ ଲାଞ୍ଚ ପିସ୍ କାରବାର ଦୃନିତି ଅସୁର କୈରବ ରାଜନୈତିକ ଦଳ
@soubhagyasahoo3218
@soubhagyasahoo3218 Ай бұрын
Odisha ry paribartan
@sachhidanandamallick6433
@sachhidanandamallick6433 Ай бұрын
ଏ ହଉଚି ପାଣ୍ଡୁ ଓଡିଶା ନଵୀନ ଓଡିଶା ର ବିକଳ ଚିତ୍ର
@laxmanbehera740
@laxmanbehera740 Ай бұрын
Central government action plzz
@sbcreation371
@sbcreation371 Ай бұрын
ସମୂହ ଥାନା ଅଧିକାରୀ ଙ୍କୁ ବହିସ୍କାର କରାଯାଉ ।
@kanheyaswain3975
@kanheyaswain3975 Ай бұрын
BJD hatao
@pnmathematics5822
@pnmathematics5822 Ай бұрын
Loka tk bujha .....govt change kara😢
@rupalinayak3679
@rupalinayak3679 Ай бұрын
Bjp କର୍ମୀ ମାନଙ୍କୁ ଅନୁରୋଧ କୌଣସି ପୋଲିସ ର କିମ୍ବା ପ୍ରଶାସନର ସାହାରା ନ ନେଇ ନିଜ ସୁରକ୍ଷା ନିଜେ କରନ୍ତୁ
@user-jy2jg8zv2i
@user-jy2jg8zv2i Ай бұрын
ଉତ୍ତରପ୍ରଦେଶ ଭଳି ସରକାର ଦରକାର
@user-ew6ll1fw1p
@user-ew6ll1fw1p Ай бұрын
Bjp bjp bjp bjp bjp bjp bjp bjp bjp
@DipakKumar-iv5kl
@DipakKumar-iv5kl Ай бұрын
Jadi kehi arrest na hoichanti ta hele police station jali deo
@kameswarYouTubeExpress
@kameswarYouTubeExpress Ай бұрын
😢😢😢
@user-jg2tm9pi6g
@user-jg2tm9pi6g Ай бұрын
😢
@jchoudhury274
@jchoudhury274 Ай бұрын
ଓଡ଼ିଆ ଭାଇ ଭଉଣୀ ମାନେ ଟିକେ ବି ବି ବେକ ଥିବ ଯଦି ଦୁଷ୍କର୍ମ କାରି ମୋଡରର୍ BJD ନେତା ସରକାର କୁ ଭୋଟ ଦିଅନ୍ତୁ ନାହିଁ ଜୟ ଜଗନ୍ନାଥ
@surendrarout-pg6pd
@surendrarout-pg6pd Ай бұрын
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଶାସନ ଓ ପ୍ରଶାସନ ଉଭୟ ଏକଛତ୍ରବାଦୀ
@hariharbiswal778
@hariharbiswal778 Ай бұрын
Eka koti dei gov, avijukta ku encoutar karajiba darkar,emiti hele au rajanatika hisa pai agaku jibeni,
@ghanashyamamahanta1297
@ghanashyamamahanta1297 Ай бұрын
ନବୀନ ଶାସନ ରେ ଏସବୁ ହୁଏ
@pritikjena5996
@pritikjena5996 Ай бұрын
ଥାନା ଜଳେଇ ଦିଅ
@nandanmahanta8810
@nandanmahanta8810 Ай бұрын
Police milita achhi
@user-vm4jx5th8u
@user-vm4jx5th8u Ай бұрын
ଏମିତିକା ଗୁଣ୍ଡା ଘର ଜାଳିଦିଆ ଯାଉ
@SubodhPradhan-te3zw
@SubodhPradhan-te3zw Ай бұрын
Paandian ku june 5 re odisha ru out karaajiba
@AGcreatechannel
@AGcreatechannel Ай бұрын
ବିଜେଡ଼ି/ପାଣ୍ଡୁ ତାମିଲି /ଗୁଣ୍ଡା ଦଳ ହଟାଓ ଓଡିଶା ବଞ୍ଚାଓ.
@rupalinayak3679
@rupalinayak3679 Ай бұрын
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ
@user-vm4jx5th8u
@user-vm4jx5th8u Ай бұрын
ଥାନା ଜାଳିଦିଆ ଯାଉ
@user-yc8ef2ph4r
@user-yc8ef2ph4r Ай бұрын
Odisha bachhao janata
@sukadevsandha8191
@sukadevsandha8191 Ай бұрын
Central govt action neba darkar
@sibasankar5395
@sibasankar5395 Ай бұрын
Justice for victims
@Dj_Mania_999
@Dj_Mania_999 Ай бұрын
ଏଇ ସବୁ କାର୍ଯ୍ୟ ପାଇଁ ସରକାର ବଦଳିବା ଦରକାର
@kalia956
@kalia956 Ай бұрын
ଭାଇ ଟିକେ ବେନୋର୍ ପାଇଁ ଜନକର ଜୀବନ ନେଇଗୋଲ ଭାଇ ଇଲେକ୍ସନ ସୋରିଲାପରେ ତୁମକୁ କିଏ ପଚାରେ
@haraprasaddwibedy4795
@haraprasaddwibedy4795 Ай бұрын
Nirbachana Comissoner Uchit Action Niantu
@sarojinibagh1990
@sarojinibagh1990 Ай бұрын
Central Govt please take action
@biswaranjanmohapatra2518
@biswaranjanmohapatra2518 Ай бұрын
ଆଉ ପ୍ରଳୟ ନୁହେଁ। ଏଥର ପରିବର୍ତ୍ତନ 🎉🎉🎉🎉
@Sudhakar880
@Sudhakar880 Ай бұрын
Jia doshi taku phashi dia
@rabinarayanpal9741
@rabinarayanpal9741 Ай бұрын
କିଛି ପୋଲିସ ଲାଞ୍ଚୁଆ ହେଇଗଲେଣି ସେଥିପାଇଁ ଏହି ଅସୁବିଧା ସମ୍ପୂର୍ଣ ଓଡ଼ିଶାରେ ଛି ଛି ଛି ଆହାରେ ମୋ ଓଡିଶା ପୋଲିସ
@Sarojkumar_
@Sarojkumar_ Ай бұрын
Rastrapati sasan lagu heu
@krishnasweetyvlogs5818
@krishnasweetyvlogs5818 Ай бұрын
Police heuchi bada gunda. First police ku sabad kara
@pintubehera6057
@pintubehera6057 Ай бұрын
ପୋଲିସ ତ ନବୀନ ର ଚାକର ସେମାନେ କଣ କରିବେ
@lipsa5949
@lipsa5949 Ай бұрын
ବିଜେଡି ହଟାଓ ପରିବର୍ତ୍ତନ ଅଣ ବିଜେପି ଜିନ୍ଦାବାଦ 🙏🏻🙏🏻
@debendranarayandash9040
@debendranarayandash9040 Ай бұрын
ଓଡ଼ିଶାର ସ୍ବାର୍ଥ ପାଇଁ ସରକାର ଥରେ ମାତ୍ର ପରିବର୍ତ୍ତନ
@shankarkharsel9613
@shankarkharsel9613 Ай бұрын
Sarakar changes heba darakar
@bholenathsambalpur5438
@bholenathsambalpur5438 Ай бұрын
Odisha bengal heba ku jauchhi
@sanjaypradhan6071
@sanjaypradhan6071 Ай бұрын
BJD Gundaraj chalichhi Abe paribartan heba darkar
@user-bl9qj4nc8y
@user-bl9qj4nc8y Ай бұрын
ବିଜେଡି ସରକାର ହଟାଓ ରାମ ପଣ୍ଡା ଆସିବେ ଧାଇଁ ତାମିଲ ରାଜାକୁ ଦେବେ ଭଗାଇ
@ranjanmalik044
@ranjanmalik044 Ай бұрын
Odisha ku jogi bhali sarkar darkar
@simiyansabar2830
@simiyansabar2830 Ай бұрын
ଏଥିପାଇଁ ଗରିବ ଓ ଆଦିବାସୀ ମାନେ କେବେ ସଚେତନ ହେବେ. ରାଜନୈତିକ ଦଳ ଏବେ କିଛି ବି କରିବେନି. କିଛି ଟଙ୍କା ଦେବେ ତା ପରେ କଣ ମିଳିଲା ପରିବାରକୁ. ତେଣୁ ଜାଗ........
@buluCretion
@buluCretion Ай бұрын
🇮🇳🇮🇳🇮🇳🇮🇳
@user-vw6qd5ot8y
@user-vw6qd5ot8y Ай бұрын
Police pakhre aau manisa pania nahi
@Bismaya491
@Bismaya491 Ай бұрын
ମା ମାନେ BJD କୁ କେହି ଗୋଟେ ଭୋଟ ଦିଅ ନାହିଁ
@surendrapradhan3323
@surendrapradhan3323 Ай бұрын
Are Bhai jea dai tome sabu misi hanideo....... Dhanya re Odisha police......Dhik thuuu
@SankarsanaKanhar
@SankarsanaKanhar Ай бұрын
Kn hela mo
@samirnayak3768
@samirnayak3768 Ай бұрын
ଦୀପ ଲିଭିଲା ବେଳେ କିଛିକ୍ଷଣ ପାଇଁ ଜୋର୍ ଜଳେ, ଶାସକ ଦଳର ଅବସ୍ଥା ଏମିତି, ବିଶ୍ୱାସ ବିଜେଡିର ପତନ ର countdown begins
@ramachandrabehera611
@ramachandrabehera611 Ай бұрын
ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ
@achandrasekhardora5773
@achandrasekhardora5773 Ай бұрын
Jay shree ram 🚩 pandu jail jiba khub jaldi Jay jagannath odisha ku banchao maha prabhu
@ranjankumardash2969
@ranjankumardash2969 Ай бұрын
Deployment of more central forces needs,OP is not
@dcreative2544
@dcreative2544 Ай бұрын
ବିଜେଡି ଗୋଟେ ଗୁଣ୍ଡା ଦଳ
@sushamadash8383
@sushamadash8383 Ай бұрын
People should hate that political party doing Gundagardi and violence.😂😂😂😂😂😂😂
@harprasaddas355
@harprasaddas355 Ай бұрын
Ganjam basi dekha bhai mane sethi pai a sarkar Change haba darkar
@debendrasatapathy8512
@debendrasatapathy8512 Ай бұрын
ସମସ୍ତ ଅଭିଯୁକ୍ତ ମାନଙ୍କୁ 24 ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ନଦେଲେ ନିର୍ବାଚନ ସୁପରିଚାଳନା ହେବ କିପରି?
@patirajcomedy5931
@patirajcomedy5931 Ай бұрын
Plz support police
@satyabratamahalik
@satyabratamahalik Ай бұрын
Please BJD hatao odisha banchaya 🙏🏻
@viralshorts9951
@viralshorts9951 Ай бұрын
Maa mane police nku badei pariba ki..
@MangalDarai
@MangalDarai Ай бұрын
ବିଜେଡି କୁ ଭୋଟଦିଅନ୍ତୁ ନାହିଁ
@krushnachandrabehera7912
@krushnachandrabehera7912 Ай бұрын
ଓଡିଶା ବାସି ସୁଧୁରି ଜ ଦେଖି ଚାହିଁ ଭୋଟ ଦିଅ
@susantajena1665
@susantajena1665 Ай бұрын
Amanka paribaraku kichhi artha diajau
@be_human23
@be_human23 Ай бұрын
Same type of incident happened in Bhatli nirbachan mandli (BARGARH) BJD karmi backed by MLA Sushant Singh broken a prachar vehicle of BJP
@pintunahak5351
@pintunahak5351 Ай бұрын
Jay shree ram
@SleepyPretzel-fp3wb
@SleepyPretzel-fp3wb Ай бұрын
Police tanka khae karuni arrest
Despicable Me Fart Blaster
00:51
_vector_
Рет қаралды 15 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,8 МЛН
100❤️
00:19
MY💝No War🤝
Рет қаралды 21 МЛН
Ratna Bhandar Opening Details And Inferences Till Date In Puri
12:04
Despicable Me Fart Blaster
00:51
_vector_
Рет қаралды 15 МЛН