What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha

  Рет қаралды 118,755

Nirbhay

Nirbhay

21 күн бұрын

What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZfaq Channel.
Odisha's Fastest Growing Political KZfaq Channel.
Odisha's Fast Ever Only Political KZfaq Channel.
Odisha's Most Popular Political KZfaq Channel.
For Latest Odisha Political News Follow us:
KZfaq: kzfaq.info/love/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 586
@mituprdhan2020
@mituprdhan2020 14 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@basantajena5418
@basantajena5418 14 күн бұрын
Sir, ରଥଯାତ୍ରା ପୂର୍ବରୁ ସରକାର କହିଲେ କୌଣସି ସେବାୟତ ଠାକୁର ମାନଙ୍କ ବାହୁରେ ଭରା ଦେଇ ଛିଡା ହେଲେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶ୍ରୀଗୁଣ୍ଡିଚା ଦିନ ହିଁ ଏହାର ଉଲ୍ଲଙ୍ଗନ ହେଲା ଓ ସରକାର ଚୁପ |
@khirodhota1440
@khirodhota1440 14 күн бұрын
କଥାରେ ଅଛି ବହୁ ମଣିଷରେ ମୂଷା ମରେନି
@badrinarayanbiswal
@badrinarayanbiswal 14 күн бұрын
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ।
@user-qh6ws7eh5e
@user-qh6ws7eh5e 14 күн бұрын
ବଳଦେବଙ୍କୁ ବହୁତ କଷ୍ଟ ହୋଇଥିବ, ପ୍ରଭୁ ବଡ଼ଠାକୁର ସମସ୍ତଙ୍କୁ କ୍ଷମା କରନ୍ତୁ 😢😢😢 ସରକାର ଏହି ମନୁଷ୍ୟକୃତ ଏବଂ ତୃଟିପୂର୍ଣ୍ଣ ସେବା ପାଇଁ ଦଣ୍ଡ ବିଧାନ କରନ୍ତୁ 🎉🎉🎉🎉
@brajakishorepadhi4022
@brajakishorepadhi4022 14 күн бұрын
ହେ ଦୟା କ୍ଷମାର ସାଗର ପ୍ରଭୋ ବଳଭଦ୍ର ଭାଇ। 🙏
@chandankumarpatra58
@chandankumarpatra58 14 күн бұрын
ବହୁତ ଦୁଃଖ ଲାଗୁଛି
@pramodpanda4674
@pramodpanda4674 14 күн бұрын
ଦୋଷ ନୁହେଁ, ଏହା ସେବାୟତ ମାନଙ୍କ ମଧ୍ୟରେ ରହିଥିବା ମନାନ୍ତରକୁ ବାହାରକୁ ନେଇ ଆସିଛି।କ୍ୟାମେରାରେ ତାହା ସ୍ପଷ୍ଟ ଦେଖା ଦେଇଛି। ସେମାନଙ୍କ ବାରମ୍ବାର ଭୁଲ ପାଇଁ କ୍ଷମା ତୃତୀୟ ପକ୍ଷ ମାଗିଲେ, ଆତ୍ମ ନୀରିକ୍ଷଣ କେବେ ହେବ? ସେଥି ନିମନ୍ତେ ଦଣ୍ଡ ଆବଶ୍ୟକ ରହିଛି।
@ashokkumarpanda5127
@ashokkumarpanda5127 14 күн бұрын
Jay Shree Jagannath 🙏🏼🙏🏼
@pramodpanda7067
@pramodpanda7067 14 күн бұрын
ସେବାୟତ ମାନଙ୍କର ଖାମଖିଆଲି ନୀତି ଯୋଗୁଁ ପ୍ରଭୂ ପଡିଗଲେ l
@amitakar948
@amitakar948 14 күн бұрын
ଜୟ ଜଗନ୍ନାଥ 🙏🏿
@alokranjanpanda7046
@alokranjanpanda7046 14 күн бұрын
Sir Khubsundar Upastapana kari chanti. Apanaku mangala karantu sabubele ame emiti upastapana pauthau.
@RajeshKumar-rh5uc
@RajeshKumar-rh5uc 14 күн бұрын
ବହୁତ୍ ବଢିଆ କଥା କହିଲେ sir
@FAKIRJENA-du2zs
@FAKIRJENA-du2zs 14 күн бұрын
ଆପଣ ଏକ ବର୍ଷ ଅପେକ୍ଷା କଲେ BJP ର ଭୁଲ ଚୁଲ୍ ଧରିବେ। ଏବେ ମୋଟେ ଛାନିଆ ହୁଅନ୍ତୁ ନାହିଁ।
@sidhakatha_2021
@sidhakatha_2021 14 күн бұрын
ଆପଣଙ୍କର ଆଶଙ୍କାହିଁ ସତ ହେବ । ରତ୍ନଭଣ୍ଡାର ଖୋଲିବ ହେଲେ ରତ୍ନ ନଥିବ
@swarnalatasenapati8610
@swarnalatasenapati8610 14 күн бұрын
ଆପଣକଂ ପ୍ରୋଗ୍ରାମ ବହୁତ ବହୁତ ସୁନ୍ଦର। ଧନ୍ୟବାଦ
@pratapchandrasamal2396
@pratapchandrasamal2396 14 күн бұрын
ସେମାନଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସବୁଠାରୁ ଅଧିକ ରାଜନୀତି ଆପଣ ହିଁ କରୁଛନ୍ତି। ଆପଣ କଣ ଦଣ୍ଡ ପାଇଛନ୍ତି ମୁଁ ଜାଣେନି। କିନ୍ତୁ ଯଦି ପ୍ରକୃତରେ ଆପଣ ରାଜନୀତି କରୁଥିବେ ତେବେ ନିଶ୍ଚିତ ରୂପେ ତାର ମୂଲ୍ୟ ଦେବେ। ନା ବିଜେପି ନା ବିଜେଡ଼ି କେହି ପିଠିରେ ପଡ଼ିବନି। କ୍ଷମା କାହିଁକି, ଦଣ୍ଡ ନିଶ୍ଚିତ ରୂପେ ମିଳିବା ଉଚିତ୍।
@ashiskumarbehera6185
@ashiskumarbehera6185 14 күн бұрын
ଜୟ ଶ୍ରୀରାମ କୁହନ୍ତୁ
@user-tm1kk4sd3q
@user-tm1kk4sd3q 14 күн бұрын
ଅର୍ପଣ ରଥ ନାମରେ ବିଜେଡ଼ି, ମହାପ୍ରଭୁ ଜଗନ୍ନାଥଙ୍କୁ ରାସ୍ତାରେ ବୁଲାଇବା ଯୋଗୁଁ ଦଳ ହାରିଲା । ସେତେବେଳେ ମଧ୍ୟ ମୁଁ ଏକଥା କହିଥିଲି । ଠାକୁର କେବେ କ୍ଷମା ଦେବେନି ।
@durgaprasadsamantaray7084
@durgaprasadsamantaray7084 14 күн бұрын
ବଡ ଘର ବଡ ଗୁମର କଥା,ଲୋ ମିତ କାନ ଡେରି ଥା। ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 8 МЛН
World’s Largest Jello Pool
01:00
Mark Rober
Рет қаралды 66 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 91 МЛН
Political Leaders' Silence Confusing Party Workers In Odisha
3:50
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 180 М.
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 8 МЛН